• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Total "530" result for "ଭକ୍ତ" in https://otvkhabar.in

ଶ୍ରୀଲିଙ୍ଗରାଜ ମହାପ୍ରଭୁଙ୍କୁ ଚାପଖେଳ ପାଇଁ ସୁସଜ୍ଜିତ ବିମାନରେ ନିଆଯାଉଛି
ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ଚାପଖେଳ ଆରମ୍ଭ, ବହୁ ଭକ୍ତଙ୍କ ସମାଗମ

ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ଚାପଖେଳ ଆରମ୍ଭ, ବହୁ ଭକ୍ତଙ୍କ ସମାଗମ। ଦେଖନ୍ତୁ ଫଟୋରେ ଖବର

Puri Srimandir
ଆଜିଠୁ ସାଧାରଣ ଭକ୍ତଙ୍କ ପାଇଁ ଖୋଲିଲା ଶ୍ରୀମନ୍ଦିର ପଶ୍ଚିମ ଦ୍ୱାର

ଆଜିଠୁ ସାଧାରଣ ଭକ୍ତଙ୍କ ପାଇଁ ଖୋଲିଲା ଶ୍ରୀମନ୍ଦିର ପଶ୍ଚିମ ଦ୍ୱାର। ଆଜିଠାରୁ ସିଂହଦ୍ୱାର ସହ ପଶ୍ଚିମ ଦ୍ୱାର ଦେଇ ମଧ୍ୟ ଶ୍ରୀମନ୍ଦିରରେ ପ୍ରବେଶର ସୁଯୋଗ ପାଇଛନ୍ତି ଭକ୍ତ।

Stampede at Tirupati's Tirumala Venkateswara Temple in Andhra Pradesh, several injured
ତିରୁପତି ମନ୍ଦିରରେ ଭକ୍ତଙ୍କ ଦଳାଚକଟା; ୩ ଆହତ

ଆନ୍ଧ୍ରପ୍ରଦେଶ ତିରୁପତି ମନ୍ଦିରରେ ଦଳାଚକଟା । ଏଥିରେ ୩ ଜଣ ଭକ୍ତ ଆହତ ହୋଇଥିବା ସୂଚନା ମିଳିଛି । ଆଜି ସକାଳେ ଏହି ଅଘଟଣ ଘଟିଛି ।

Mystery Surrounds The Srimandir Desecration
ଜଗନ୍ନାଥ ଭକ୍ତ ହୋଇ ଚୁଲି ଭାଙ୍ଗିଲା କେମିତି?

ଆଜିସିନା ଚୁଲି ଭାଙ୍ଗିଦେଲା, ଯଦି ଜଣେ ଆତଙ୍କବାଦୀ ପଶି ମନ୍ଦିରରେ କିଛି କ୍ଷତି ଘଟାଇ ଥାଆନ୍ତା? ତେବେ ଏଥି ପାଇଁ ପ୍ରଶାସନ ନା ଆଉ କିଏ ଦାୟୀ ହୋଇଥାଆନ୍ତା? ଓଡ଼ିଆର ପ୍ରାଣକର୍ତ୍ତାକୁ ଏତେ ହତାଦାର କାହିଁକି?

Mystery Surrounds The Srimandir Desecration Of Srimandir Kitchen Despite Arrest Of Accused
ଜଗନ୍ନାଥ ଭକ୍ତ ହୋଇ ଚୁଲି ଭାଙ୍ଗିଲା କେମିତି?

ଆଜିସିନା ଚୁଲି ଭାଙ୍ଗିଦେଲା, ଯଦି ଜଣେ ଆତଙ୍କବାଦୀ ପଶି ମନ୍ଦିରରେ କିଛି କ୍ଷତି ଘଟାଇ ଥାଆନ୍ତା? ତେବେ ଏଥି ପାଇଁ ପ୍ରଶାସନ ନା ଆଉ କିଏ ଦାୟୀ ହୋଇଥାଆନ୍ତା? ଓଡ଼ିଆର ପ୍ରାଣକର୍ତ୍ତାକୁ ଏତେ ହତାଦାର କାହିଁକି?

newsfuse
ହଇରେ ନାରଣ, ଭୀମ ଭୋଇଙ୍କୁ ଭକ୍ତ କବି କହିଲେଣି ସୁର ଭାଇ...

ଉତ୍କଳ ଦିବସରେ ଆମେ ପହଂଚିଲୁ ନେତାଙ୍କ ପାଖରେ। ସେମାନେ ଓଡ଼ିଶା ବା ଉତ୍କଳ ବିଷୟରେ କଣ ଜାଣିଛନ୍ତି କହିଲେ। ଶୁଣନ୍ତୁ ଆମ ନେତାଙ୍କ ଜ୍ଞାନ ଭଣ୍ଡାର...

Kangana Ranaut praises SS rajamouli film
ଦେଶଭକ୍ତି ମୋର ପସନ୍ଦର କଥା; କଙ୍ଗନା ରାଣାୱତ

ଏସ୍‌ଏସ୍ ରାଜାମୌଲୀଙ୍କ ‘ଆର୍‌ଆର୍‌ଆର୍‌’ ଏବେ ଚାରିଆଡେ ଧମାଲ କରୁଛି। ଯିଏ ଦେଖୁଛି ସିଏ ପ୍ରଶଂସା କରୁଛି। ନିକଟରେ ବଲିଉଡ ଅଭିନେତ୍ରୀ କଙ୍ଗନା ରାଣାୱତ ମଧ୍ୟ ଏହି ଫିଲ୍ମ ଦେଖିଛନ୍ତି ଆଉ ପ୍ରଶଂସା କରିଛନ୍ତି। ଫିଲ୍ମକୁ ସେ ବ୍ଲକ୍‌ବଷ୍ଟର କହିଛନ୍ତି।

devotees can also visit puri temple
ହଟିଲା କୋଭିଡ୍ କଟକଣା, ରବିବାର ବି ଜଗାକୁ ଦର୍ଶନ କରିପାରିବେ ଭକ୍ତ

କୋଭିଡ୍ କଟକଣା କୋହଳ ହେବା ପରେ ଆଜି ରବିବାର ମଧ୍ୟ ଶ୍ରୀଜିଉଙ୍କୁ ଦର୍ଶନ କରୁଛନ୍ତି ଶ୍ରଦ୍ଧାଳୁ। ଏଣିକି ଆଜିଠୁ ସପ୍ତାହର ସବୁ ଦିନ ଭଳି ପ୍ରତି ରବିବାର ବି ଭକ୍ତଙ୍କ ପାଇଁ ଖୋଲା ରହିବ ଶ୍ରୀମନ୍ଦିର।

Puri Jagannath Temple
ଧୁମ୍‌ ଧାମ୍‌ରେ ପାଳନ ହେଉଛି ମହାପ୍ରଭୁଙ୍କ ଦୋଳଯାତ୍ରା, ଦୁର୍ଲଭ ବେଶ ଦେଖିବାକୁ ଭକ୍ତଙ୍କ ଭିଡ଼

ଘଣ୍ଟଘଣ୍ଟା, ଶଂଙ୍ଖ ହୁଳହୁଳିରେ ପକମ୍ପିତ ହେଉଥାଏ ସମଗ୍ର ପରିବେଶ । ହଜାର ହଜାର ଭକ୍ତ ଆଜି ମହାପ୍ରଭୁଙ୍କ ସହ ଫଗୁ ଖେଳିବାର ରହିଛି ପରମ୍ପରା । ଆଜି ଭକ୍ତ ଆଉ ଭଗବାନ ଏକାକାର ।

Stampede Like Situation Outside Puri Srimandir
ସିଂହଦ୍ୱାର ସମ୍ମୁଖରେ ଦଳାଚକଟା ସ୍ଥିତି, ବ୍ୟାରିକେଡ୍‌ ଭାଙ୍ଗି ଶ୍ରୀମନ୍ଦିରକୁ ଧସେଇ ପଶିଲେ ଭକ୍ତ

ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖରେ ଦଳାଚକଟା ସ୍ଥିତି। ସିଂହଦ୍ୱାର ସମ୍ମୁଖରେ ଲମ୍ବା ଲାଇନ୍ ଥିବାରୁ ବ୍ୟାରିକେଡ୍‌ ଭାଙ୍ଗି ଭକ୍ତମାନେ ଶ୍ରୀମନ୍ଦିରକୁ ଧସେଇ ପଶିଥିବା ନଜର ଆସିଛି। 

Shree Jagannath Temple
ଏଣିକି ରବିବାରରେ ଜଗା ଦର୍ଶନ କରିବେ ଭକ୍ତ

ଦର୍ଶନ ସମୟ ନେଇ ଲାଗିଥିବା କଟକଣା ବି ହଟାଇ ଦିଆଗଲା।

lingaraj temple
ଶିବରାତ୍ରୀରେ ଶ୍ରୀଲିଙ୍ଗରାଜଙ୍କ ମହାଦୀପ ଉଠିବା ସମୟ ଧାର୍ଯ୍ୟ, ମନ୍ଦିରରେ ଭକ୍ତ ବି ଜାଳିପାରିବେ ଦୀପ

ଆଡ଼କାଠ ନିକଟରୁ ଭକ୍ତ ପ୍ରଭୁ ଶ୍ରୀଲିଙ୍ଗରାଜଙ୍କୁ କରିପାରିବେ ଦର୍ଶନ । ବୈଠକ ଶେଷରେ ଏନେଇ ସୂଚନା ଦେଇଛନ୍ତି ଖୋର୍ଦ୍ଧା ଜିଲ୍ଲାପାଳ ।

Ukraine Crisis
ଋଷ-ୟୁକ୍ରେନ୍ ଯୁଦ୍ଧର ପ୍ରଭାବ ହୋଇପାରେ ଭୟଙ୍କର : ଦୁଇ ଭାଗରେ ବିଭକ୍ତ ହୋଇଯିବ ଦୁନିଆ

ଦ୍ୱିତୀୟ ବିଶ୍ୱ ଯୁଦ୍ଧ ବେଳେ ଯେମିତି ହିନସ୍ତା ହୋଇଥିଲେ ବିଶ୍ୱବାସୀ, ସେମିତି ହିନସ୍ତା ଭୋଗିବାକୁ ଯାଉଛି ଦୁନିଆ। କାରଣ ଋଷ-ୟୁକ୍ରେନ୍ ମଧ୍ୟରେ ହୋଇପାରେ ମହାଯୁଦ୍ଧ।

Puri Jagannath Temple
ବିନା କଟକଣାରେ ଜଗା ଦର୍ଶନ, ଏଣିକି ଭକ୍ତଙ୍କୁ ଆଉ ଦେଖାଇବାକୁ ପଡ଼ିବନି କୋଭିଡ୍ ଟିକା ପ୍ରମାଣପତ୍ର

ଶ୍ରୀମନ୍ଦିର ପ୍ରବେଶ ପାଇଁ ଭକ୍ତଙ୍କୁ ଆଉ ଦେଖାଇବାକୁ ପଡ଼ିବନି କୋଭିଡ୍ ଟିକାର ପ୍ରମାଣପତ୍ର। ଏହାସହ କିଓସ୍କରେ ଧାଡ଼ିରେ ଛିଡ଼ା ହୋଇ ମନ୍ଦିର ପ୍ରବେଶର କଟକଣାକୁ ମଧ୍ୟ ହଟାଇ ଦିଆଯାଇଛି। 

When Divine Calls Devotee
ଜଗା ଦର୍ଶନ ପାଇଁ ରାଜସ୍ଥାନରୁ ପୁରୀ ଆସୁଛନ୍ତି ଭକ୍ତ

ଜଗା ପ୍ରେମରେ ଅନ୍ଧ ଭକ୍ତ। ରାଜସ୍ଥାନରୁ ଦଣ୍ଡ ଯାତ୍ରାରେ ବାହାରିଛନ୍ତି ପୁରୀ, କହୁଛନ୍ତି ଜଗତର ମଙ୍ଗଳ ପାଇଁ ମୁଁ ଯାଉଛି ପୁରୀ

Puri Lord Jagannath
ଶ୍ରଦ୍ଧାଳୁଙ୍କ ପାଇଁ ଖୁସି ଖବର ! ଖୋଲିବ ଶ୍ରୀମନ୍ଦିର, ବଡ଼ ଠାକୁରଙ୍କୁ ମନ ଭରି ଦେଖିବେ ଭକ୍ତ

ଆଧାର କିମ୍ବା ଭୋଟର କାର୍ଡ ସହ ଡବଲ ଡୋଜ୍ ଟିକା ସାର୍ଟିଫିକେଟ ମଧ୍ୟ ଜରୁରୀ । ନଚେତ୍ ୯୬ ଘଣ୍ଟା ମଧ୍ୟରେ ହୋଇଥିବା ଆର୍‌ଟିପିସିଆର୍‌ ଟେଷ୍ଟ ନେଗେଟିଭ ରିପୋର୍ଟ ଦେଖାଇଲେ ଶ୍ରୀମନ୍ଦିରରେ ପ୍ରବେଶ ଅନୁମତି ମିଳିବ ।

Puri Lord Jagannath
ପୁଣି ସିଂହଦ୍ୱାରରେ ବଢ଼ିବ ଭିଡ଼, ପହିଲାରୁ ଭକ୍ତଙ୍କ ପାଇଁ ଖୋଲିବ ଶ୍ରୀମନ୍ଦିର

ଯେମିତି ପଶ୍ଚିମ ଦ୍ୱାର ଦେଇ ପୁରୀ ସହରବାସୀ ଶ୍ରୀମନ୍ଦିରରେ ପ୍ରବେଶ କରୁଥିଲେ ଆଗାମୀ ଦିନରେ ମଧ୍ୟ ପୁରୀ ସହରବାସୀଙ୍କ ପାଇଁ ପଶ୍ଚିମଦ୍ୱାର ଖୋଲା ରହିବ । ଅନ୍ୟ ଶ୍ରଦ୍ଧାଳୁମାନେ ପୂର୍ବ ଦ୍ୱାର ଦେଇ ଶ୍ରୀମନ୍ଦିରକୁ ପ୍ରବେଶ କରିବେ ।

Temple Closed
ତାରାତାରିଣୀ-ମାଆ ବୁଢ଼ି ଠାକୁରାଣୀ-ସିଦ୍ଧ ଭୈରବୀ, ସବୁଠି ଭକ୍ତଙ୍କୁ ବାରଣ

ସମସ୍ତ ଧର୍ମାନୁଷ୍ଠାନରେ କେବଳ ଅଳ୍ପ ସଂଖ୍ୟକ ବ୍ୟକ୍ତି ଓ ମନ୍ଦିରରେ ନୀତିକାନ୍ତି ସହ ସଂପୃକ୍ତ ବ୍ୟକ୍ତିକୁ ଯିବାକୁ ଅନୁମତି ରହିଛି । ନିୟମକୁ କଡ଼ାକଡ଼ି ପାଳନ କରିବାକୁ ସ୍ଥାନୀୟ ପ୍ରଶାସନକୁ ଦାୟିତ୍ୱ ଦିଆଯାଇଛି । 

Puri Srimandir
ସୋମବାରଠାରୁ ଭକ୍ତଙ୍କୁ ଶ୍ରୀମନ୍ଦିର ମନା

ଆସନ୍ତା ସୋମବାର ଠାରୁ ସାଧାରଣ ଭକ୍ତଙ୍କ ପାଇଁ ଶ୍ରୀମନ୍ଦିର ବନ୍ଦ । ସଂକ୍ରମଣ ବଢୁଥିବା କାରଣରୁ ଭକ୍ତଙ୍କ ପାଇଁ ଶ୍ରୀମନ୍ଦିର ବନ୍ଦ ନିଷ୍ପତ୍ତି । ଛତିଶା ନିଯୋଗ-ଶ୍ରୀମନ୍ଦିର ପ୍ରଶାସନ ବୈଠକରେ ବନ୍ଦ ନିଷ୍ପତ୍ତି । ଶ୍ରୀମନ୍ଦିର ବନ୍ଦ ନେଇ ପୁରୀ ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ସୂଚନା ।

Puri Lord Jagannath
କରୋନା ଭୟ ! ସାଧାରଣ ଭକ୍ତଙ୍କ ପାଇଁ ଶ୍ରୀମନ୍ଦିର ବନ୍ଦ

ଓମିକ୍ରନ୍ ସଂକ୍ରମଣ ବଢୁଥିବା କାରଣରୁ ଭକ୍ତଙ୍କ ପାଇଁ ଶ୍ରୀମନ୍ଦିର ବନ୍ଦ ପାଇଁ ନିଷ୍ପତ୍ତି ହୋଇଛି । ଛତିଶା ନିଯୋଗ-ଶ୍ରୀମନ୍ଦିର ପ୍ରଶାସନ ବୈଠକରେ ଏହି ବନ୍ଦ ନିଷ୍ପତ୍ତି ନିଆଯାଇଛି ।

Angul Girl Snehal Pens Book- Miracles Of Lord Jagannath
ଜଗନ୍ନାଥଙ୍କ କୁନି ଭକ୍ତ ସ୍ନେହାଲ୍... ମହାପ୍ରଭୁଙ୍କ ଉପରେ ଇଂରାଜୀରେ ବହି ଲେଖି ଚର୍ଚ୍ଚାରେ

ଅନୁଗୋଳ ଜିଲ୍ଲା ତାଳଚେରର କୁନିଝିଅ ସ୍ନେହାଲ ବରାଳ। ଅଳ୍ପ ବୟସରେ ବି ସେ ଅନେକ ପ୍ରତିଭାର ଅଧିକାରିଣୀ। କମ୍ ବୟସରୁ ସେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଉପରେ ଇଂରାଜୀରେ ଏକ ବହି ଲେଖି ରେକର୍ଡ କରିଛନ୍ତି। ଚାଲନ୍ତୁ ତାଙ୍କ ମୁହଁରୁ ଶୁଣିବା କିଛି ଜଗନ୍ନାଥଙ୍କ କଥା।

Puri
ପୁରୀ ଭକ୍ତ ନିବାସର ଘରୋଇକରଣ ପାଇଁ ଚାଲିଛି ମସୁଧା

ପୁରୀ ଭକ୍ତ ନିବାସର ଘରୋଇକରଣ ପାଇଁ ଚାଲିଛି ମସୁଧା । ମହଙ୍ଗା ହୋଇପାରେ ଭକ୍ତଙ୍କ ଶ୍ରୀକ୍ଷେତ୍ର ରହଣୀ । କୁଆଡ଼େ ଗଲା ୬୦ ହଜାର ଭକ୍ତଙ୍କ ପାଇଁ ସୁଲଭ ରହଣୀ ବ୍ୟବସ୍ଥା ? ଶ୍ରୀକ୍ଷେତ୍ରରେ ଭକ୍ତଙ୍କ ପାଇଁ ସୁଲଭ ମୂଲ୍ୟରେ ପ୍ରଶାସନ ପକ୍ଷରୁ କେବେ ଯୋଗାଇ ଦିଆଯିବ ଭକ୍ତ ନିବାସ । 

Puri
ପୁରୀରେ ଭକ୍ତଙ୍କ ପାଇଁ ମହଙ୍ଗା ହେବ ରହିବା, ଘରୋଇ ସଂସ୍ଥା ହାତକୁ ଯିବ ଭକ୍ତ ନିବାସ

ଶ୍ରୀକ୍ଷେତ୍ରରେ ଭକ୍ତଙ୍କ ପାଇଁ ସୁଲଭ ମୂଲ୍ୟରେ ପ୍ରଶାସନ ପକ୍ଷରୁ କେବେ ଯୋଗାଇ ଦିଆଯିବ ଭକ୍ତ ନିବାସ । ଏହି ବିଳମ୍ବକୁ ନେଇ ଅସନ୍ତୋଷ ଦେଖାଦେଇଥିବା ବେଳେ ଶ୍ରୀମନ୍ଦିର ପ୍ରଶାସନ ତରଫରୁ ର୍ନିର୍ମିତ ଭକ୍ତ ନିବାସକୁ ପ୍ରାଇଭେଟ୍ ଲିଜ ଦିଆଯିବା ନେଇ ମଧ୍ୟ ଉଠିଲାଣି ପ୍ରଶ୍ନ ।

Puri Shree Mandir
ନୂଆବର୍ଷରେ ଜଗା ଦର୍ଶନ ପାଇଁ ଆତୁର ହେଲା ଭକ୍ତ

ନୂଆବର୍ଷରେ ଶ୍ରୀଜିଉଙ୍କ ପାଖରେ ଲାଗିଲା ଭକ୍ତଙ୍କ ଗହଳି, ଜଗା ଦର୍ଶନ ପାଇଁ ପାଗଳ ହେଲେ ଭକ୍ତ

Puri Jagannath Temple Reopens For Devotees After 3 Day Restriction
ଗତ ୩ ଦିନ ପରେ ଆଜି ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି ଭକ୍ତ

ନୂଆବର୍ଷ ଭିଡକୁ ନଜରରେ ରଖି ଡିସେମ୍ବର ୩୧, ଜାନୁଆରୀ ୧ ଓ ୨ ତାରିଖ ପର୍ଯ୍ୟନ୍ତ ଶ୍ରୀମନ୍ଦିରରେ ସାଧାରଣ ଦର୍ଶନ ବନ୍ଦ ରହିଥିଲା । ଏହି ସମୟରେ ଶ୍ରଦ୍ଧାଳୁମାନେ ମହାପ୍ରଭୁଙ୍କୁ ଦର୍ଶନ କରିବାର ସୁଯୋଗରୁ ବଞ୍ଚିତ ଥିଲେ । ହେଲେ ୩ ଦିନ ପରେ ଆଜି ଶ୍ରୀମନ୍ଦିର ଖୋଲିଥିବାରୁ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଛି । ଅନ୍ୟ ଦିନ ଅପେକ୍ଷା ଆଜି ଶ୍ରୀମନ୍ଦିରକୁ ଅଧିକ ଭକ୍ତ ଆସିଛନ୍ତି ।