• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Total "1952" result for "କଂଗ୍ରେସ" in https://otvkhabar.in

sachin
ରାଜସ୍ଥାନରେ ମ୍ୟାଜିକ୍‌ ନମ୍ବର ପାର୍ କରିଛି କଂଗ୍ରେସ

ରାଜସ୍ଥାନ : ରାଜସ୍ଥାନରେ ବହୁମତ ଆଡ଼କୁ ଅଗ୍ରସର ହେଉଛି କଂଗ୍ରେସ। ୨୦୦ ଆସନ ବିଶିଷ୍ଟ ବିଧାନସଭା ଆସନରେ ଟ୍ରେଣ୍ଡ ଅନୁସାରେ ମ୍ୟାଜିକ୍‌ ନମ୍ବର ପାର୍ କରିଛି କଂଗ୍ରେସ। ଦଳ ୧୦୨ଟି ଆସନରେ ଆଗୁଆ ଅଛି। ଗଣତି ଆରମ୍ଭରୁ ହିଁ  କଂଗ୍ରେସ ଆଗୁଆ ରହିଥିଲା। ମଧ୍ୟାହ୍ନରେ ଉଭୟ କଂଗ୍ରେସ ଓ ବିଜେପି ମଧ୍ୟରେ ହୋଇଥିଲା କଡ଼ା ଟକ୍କର। କେତେବେଳେ କଂଗ୍ରେସ ଆଗରେ ତ କେତେବେଳେ କଂଗ୍ରେସ ଆଗରେ ରହିଥିଲା। ଏପରିକି ନିର୍ବାଚନ ପଣ୍ଡିତଙ୍କ ଏକ୍‌ଜିଟ୍ ପୋଲ୍ ମଧ୍ୟ ଭୁଲ […]

tara
ଧାନ କିଣା ଓ ମଣ୍ଡି ସମସ୍ୟାକୁ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କଲା କଂଗ୍ରେସ୍‌

ଭୁବନେଶ୍ୱର : ଧାନ କିଣା ଓ ମଣ୍ଡି ସମସ୍ୟାକୁ ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ ବିରୋଧୀ ଦଳ ମୁଖ୍ୟ ସଚେତକ ତାରାପ୍ରସାଦ ବାହିନୀପତି। ୨-୩ ଦିନ ଭିତରେ ସମସ୍ୟାର ସମାଧାନ କରି ଚାଷୀଙ୍କ ଧାନ କିଣାଯାଉ। ବନ୍ଦ କରାଯାଉ କଟ୍‌ନୀ ଛଟ୍‌ନୀ। ନ ହେଲେ କଂଗ୍ରେସ ରାଜରାସ୍ତାକୁ ଓହ୍ଲାଇବ ବୋଲି ଚେତାବନୀ ଦେଇଛନ୍ତି ତାରା। ସରକାରୀ କର୍ମଚାରୀ-ମନ୍ତ୍ରୀ-ମିଲ ମାଲିକଙ୍କ ମଧୁଚନ୍ଦ୍ରିକା ଯୋଗୁଁ ଚାଷୀ ହଇରାଣ ହେଉଛନ୍ତି। ମନ୍ତ୍ରୀ ସୂର୍ଯ୍ୟ ପାତ୍ର ମିଲର୍‌ଙ୍କ ପାଇଁ ନା ଚାଷୀଙ୍କ […]

robert vadra
ରବର୍ଟ ଭଦ୍ରାଙ୍କ ଘରେ ରେଡ୍‌କୁ ନେଇ ଇଡିକୁ କଂଗ୍ରେସର ପରୋକ୍ଷ ଧମକ

ନୂଆଦିଲ୍ଲୀ : କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ଭିଣୋଇ ତଥା ଶିଳ୍ପପତି ରବର୍ଟ ଭଦ୍ରାଙ୍କ କାର୍ଯ୍ୟାଳୟ ଓ ସହଯୋଗୀଙ୍କ ଘରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ଚଢ଼ଉକୁ ନେଇ ବିଜେପି ଓ କଂଗ୍ରେସ ମଧ୍ୟରେ ଆରୋପ ପ୍ରତ୍ୟାରୋପ ଲାଗି ରହିଛି। ଚଢ଼ଉକୁ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ବୋଲି କହିଛି କଂଗ୍ରେସ। ଗତ ସାଢ଼େ ୪ ବର୍ଷରେ କେନ୍ଦ୍ର ସରକାର ରବର୍ଟ ଭଦ୍ରାଙ୍କ ବିରୋଧରେ ସାମାନ୍ୟ ଦୁର୍ନୀତି ପ୍ରମାଣ କରିପାରିନଥିବାବେଳେ, ଏବେ ନିର୍ବାଚନ ଥିବାରୁ ହୀନ ଉଦ୍ୟମ କରୁଛି ବୋଲି କଂଗ୍ରେସ […]

exit--poll
ଏକଜିଟ୍ ପୋଲ୍ ସର୍ଭେ : ମଧ୍ୟପ୍ରଦେଶ ଓ ଛତିଶଗଡ଼ରେ ବିଜେପି-କଂଗ୍ରେସ ମଧ୍ୟରେ ହୋଇପାରେ କଡ଼ା ଟକ୍କର

ନୂଆଦିଲ୍ଲୀ : ସରିଲା ୫ ରାଜ୍ୟରେ ବିଧାନସଭା ଭୋଟ୍। ୧୧ରେ ଗଣତି ସହ ଅସଲ ଫଳ ଅାସିବା ପୂର୍ବରୁ ପ୍ରକାଶ ପାଇଛି ଏକଜିଟ୍ ପୋଲ୍। ଫଳାଫଳ ଭିନ୍ନ ଭିନ୍ନ ସଂସ୍ଥାଙ୍କ ପକ୍ଷରୁ କରାଯାଇଥିବା ସର୍ଭେ ଅନୁସାରେ ରାଜସ୍ଥାନରେ କଂଗ୍ରେସ କ୍ଲିନସ୍ୱିପ୍ କରିବାର ସଙ୍କେତ ଅାସୁଛି। ସେହିପରି ମଧ୍ୟପ୍ରଦେଶ ଓ ଛତିଶଗଡ଼ରେ ବିଜେପି-କଂଗ୍ରେସ ମଧ୍ୟରେ ହୋଇପାରେ କଡ଼ା ଟକ୍କର। ତେଲେଙ୍ଗାନାରେ କ୍ଷମତା ବଜାୟ ରଖିପାରନ୍ତି KCR। ମଧ୍ୟପ୍ରଦେଶରେ ବିଧାନସଭା ନିର୍ବାଚନରେ ବିଜେପି ଓ କଂଗ୍ରେସ ମଧ୍ୟରେ ହୋଇଛି କଡ଼ା […]

sidhu--1
ପଞ୍ଜାବ ମନ୍ତ୍ରୀ ସିଦ୍ଧୁଙ୍କୁ ନେଇ କଂଗ୍ରେସର ବଢୁଛି ମୁଣ୍ଡବ୍ୟଥା

ନୂଆଦିଲ୍ଲୀ : ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପ୍‌ଟେନ ଅମରିନ୍ଦର ସିଂହଙ୍କୁ ମନ୍ତ୍ରୀ ସିଦ୍ଧୁଙ୍କ ତାତ୍ସଲ୍ୟକୁ ନେଇ ଶାସକ ଦଳ ଦୁଇ ଭାଗ। ମୁଖ୍ୟମନ୍ତ୍ରୀଙ୍କୁ ଅପମାନିତ କରିଥିବାରୁ ଓ ମାନୁନଥିବାରୁ ସିଦ୍ଧୁଙ୍କୁ ମନ୍ତ୍ରିମଣ୍ଡଳରୁ ବହିଷ୍କାର କରିବାକୁ ରାଜ୍ୟର ୪ ଜଣ ମନ୍ତ୍ରୀ ଦାବି କରିଛନ୍ତି। ଗ୍ରାମାଞ୍ଚଳ ବିକାଶ ମନ୍ତ୍ରୀ ତ୍ରିପ୍ତ ରାଜିନ୍ଦର ବାଜୱା କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀଙ୍କ ଦକ୍ଷତା ଉପରେ ଯଦି ଭରସା ନାହିଁ ତା ହେଲେ ସିଦ୍ଧୁ ଇସ୍ତଫା ଦେଇଦିଅନ୍ତୁ। ରାଜସ୍ୱମନ୍ତ୍ରୀ ସୁଖବିନ୍ଦର ସିଂହ ସରକାରିଅା ମଧ୍ୟ ସିଦ୍ଧୁ […]

bijayasri
କଂଗ୍ରେସ ଆଣିଥିବା ମୁଲତବୀ ପ୍ରସ୍ତାବର ଜବାବ ରଖିଲେ ବିଜୟଶ୍ରୀ ରାଉତରାୟ

ଭୁବନେଶ୍ୱର : ଢେଙ୍କାନାଳ ଜିଲ୍ଲା ବଳରାମପୁରରେ ବ୍ୟାପକ ଗଛକଟାକୁ ନେଇ କଂଗ୍ରେସ ଅାଣିଥିବା ମୁଲତବୀ ପ୍ରସ୍ତାବର ଜବାବ ରଖିଛନ୍ତି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିଜୟଶ୍ରୀ ରାଉତରାୟ। ସେ କହିଛନ୍ତି, ରାଜସ୍ୱ ବିଭାଗରୁ ଜମି ନେଇ ଇଡ୍‌କୋ ପକ୍ଷରୁ ଇଣ୍ଡଷ୍ଟ୍ରିଆଲ ଇଷ୍ଟେଟ୍‌ କରାଯାଇଛି।ଏଥିରୁ ୧୨.୦୫ ଏକର ଜମିରେ ବିଅରି ପ୍ଲାଣ୍ଟ ବସାଇବାକୁ ଇଡକୋ ଅନୁମତି ଦେଇଛି। ଜମି ପତିତ କିସମର, ଜଙ୍ଗଲର ନୁହେଁ ବୋଲି ମନ୍ତ୍ରୀ କହିଛନ୍ତି। ଗତ ଅଗଷ୍ଟ ୨୪ରେ ଡିଏଫ୍ଓ ଗଛକଟା ଅନୁମତି ଦେଇଥିଲେ […]

tara-up
ଓଟିଭି ବିରୁଦ୍ଧରେ ସ୍ୱାଧିକାର ଭଙ୍ଗ ନୋଟିସ୍‌କୁ ନେଇ କଂଗ୍ରେସ ଦି ଫାଳ

ଭୁବନେଶ୍ୱର : ଓଟିଭି ବିରୁଦ୍ଧରେ ସ୍ୱାଧିକାର ଭଙ୍ଗ ନୋଟିସ୍‌କୁ ନେଇ କଂଗ୍ରେସ ଦି’ଫାଳ। ଖୋଦ୍ ବିରୋଧୀ ଦଳ ମୁଖ୍ୟ ସଚେତକ ତାରା ପ୍ରସାଦ ବାହିନୀପତି ଏହି ନୋଟିସ୍ ଅାଣିଥିଲେ ମଧ୍ୟ ଏହା ଦଳୀୟ ନିଷ୍ପତ୍ତି ନୁହେଁ ବୋଲି କହିଛନ୍ତି କଂଗ୍ରେସର ଅଧିକାଂଶ ନେତା। ଏହି ନିଷ୍ପତ୍ତି ପ୍ରେସ୍‌ ସ୍ୱାଧୀନତାର କଣ୍ଠରୋଧ ବୋଲି କହିଛନ୍ତି କଂଗ୍ରେସ ସାଂସଦ ରଂଜୀବ ବିଶ୍ୱାଳ। ବିଧାୟକ ନବ ଦାସ ମଧ୍ୟ ସ୍ୱାଧୀକାର ନୋଟିସ୍‌କୁ ନାପସନ୍ଦ କରିଛନ୍ତି। ଗୃହରେ ଯାହା ଘଟିଲା ତାହା ନିନ୍ଦନୀୟ […]

c1
କର୍ଣ୍ଣାଟକ କଂଗ୍ରେସ ପାଇଁ ବଢ଼ୁଛି ଚିନ୍ତା

ବେଙ୍ଗାଲୁରୁ: କର୍ଣ୍ଣାଟକରେ କ୍ଷମତା ହାସଲ ପାଇଁ ଶାସକ ଦଳ କଂଗ୍ରେସ-ଜେଡି(ଏସ୍) ମେଣ୍ଟ ଓ ବିରୋଧୀ ଦଳ ବିଜେପି ମଧ୍ୟରେ ଚାଲିଥିବା ସଂଘର୍ଷରେ ଏକ ନୂଆ ଟ୍ୱିଷ୍ଟ୍‌। କଂଗ୍ରେସର ୪ ଜଣ ବିଦ୍ରୋହୀ ବିଧାୟକଙ୍କୁ ନେଇ କୌଣସି ଠୋସ୍ ସୂଚନା ମିଳିପାରିନାହିଁ। ଗତକାଲି କଂଗ୍ରେସ ବିଧାୟକ ଦଳ ବୈଠକରେ ୪ଜଣ ବିଧାୟକ ଅନୁପସ୍ଥିତ ଥିଲେ। ଯାହା ପରେ ୪ ବିଧାୟକଙ୍କୁ ନେଇ ସସ୍‌ପେନ୍ସ ଜାରି ରହିଛି। ଅନ୍ୟପଟେ ବିଜେପିଠୁ ଦୂରରେ ରଖିବା ପାଇଁ କଂଗ୍ରେସ ତା’ର ଅନ୍ୟ ବିଧାୟକଙ୍କୁ […]