• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Total "1952" result for "କଂଗ୍ରେସ" in https://otvkhabar.in

odisha-strike-congress
ଆସନ୍ତାକାଲି ୬ ଘଣ୍ଟିଆ କଂଗ୍ରେସର ଓଡ଼ିଶା ବନ୍ଦ

ଆସନ୍ତାକାଲି ଓଡ଼ିଶା ବନ୍ଦ ଡାକରା ଦେଇଛି କଂଗ୍ରେସ। ସକାଳ ୭ଟାରୁ ଦିନ ଗୋଟାଏ ଯାଏ ଅର୍ଥାତ ୬ ଘଣ୍ଟା ଯାଏ ବନ୍ଦ ଡାକରା ଦେଇଛି ଦଳ। କାଲିର ବନ୍ଦକୁ ଶାନ୍ତିପୂର୍ଣ୍ଣ କରିବା ପାଇଁ  ଆହ୍ୱାନ କରିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ।

rahul
ସୋନିଆଙ୍କ ପରେ କଂଗ୍ରେସର ମଙ୍ଗ ଧରିବେ କି ରାହୁଲ ଗାନ୍ଧୀ?

ଚର୍ଚ୍ଚାରେ ରାହୁଲ ଗାନ୍ଧୀ। ୨୦୧୯ରେ ହୋଇଥିବା ସାଧାରଣ ନିର୍ବାଚନରେ ଦଳର ଶୋଚନୀୟ ପରାଜୟ ପରେ ପୁଣି ଥରେ ଦଳକୁ ମଜବୁତ କରିବା ଲାଗି ଅଣ୍ଟା ଭିଡିଛନ୍ତି କଂଗ୍ରେସ ନେତା। ତେବେ ଦଳର ମଙ୍ଗ ଧରିବାକୁ ରାହୁଲ ଅନିଚ୍ଛା ପ୍ରକାଶ କରୁଥିବା ନେଇ ଜାତୀୟ ଗଣମାଧ୍ୟମରେ ଜୋରସୋରରେ ଚର୍ଚ୍ଚା ଚାଲିଛି। ତେବେ ଦଳର ଏପରି ଶୋଚନୀୟ ଅବସ୍ଥା ସମୟରେ ଯଦି ରାହୁଲ ମଙ୍ଗ ଧରିବାକୁ ଅରାଜି ହେଉଛନ୍ତି ତେବେ ମଙ୍ଗ ଧରିବ କିଏ?

pratap dev
''ପରୀ ଘଟଣାକୁ ନେଇ ରାଜନୀତି କରୁଛନ୍ତି ବିଜେପି ଓ କଂଗ୍ରେସ"

ବିଜେପିର ପଦଯାତ୍ରା ଓ କଂଗ୍ରେସର ଏସପି ଅଫିସ ଘେରାଉକୁ ନେଇ ପ୍ରତିକ୍ରିୟା ରଖିଛି ବିଜେଡି। ବିଜେଡି ନେତା ତଥା ବିଧାୟକ ପ୍ରତାପ ଦେବ କହିଛନ୍ତି ଯେ, ପରୀ ହତ୍ୟା ଏକ ଅପରାଧ ଘଟଣା ହୋଇଥିବା ବେଳେ ବିଜେପି ଓ କଂଗ୍ରେସ ଏହାକୁ ନେଇ ରାଜନୀତି କରୁଛନ୍ତି।

congress
ରାଜ୍ୟର ଆଜି ସମସ୍ତ ଏସପି ଅଫିସ ଘେରାଉ କରିବ କଂଗ୍ରେସ

ପରୀ ହତ୍ୟାକାଣ୍ଡ ଏବଂ ରାଜ୍ୟରେ ଶିଶୁ ଚୋରି, ନାବାଳିକାଙ୍କୁ ଦୁଷ୍କର୍ମ ଭଳି ଘଟଣା ଦିନକୁ ଦିନ ବଢୁଥିବାରୁ ଏହାର ପ୍ରତିବାଦ କରିବ କଂଗ୍ରେସ। ଆଜି ରାଜ୍ୟର ସମସ୍ତ ଏସପିଙ୍କ କାର୍ଯ୍ୟାଳୟ ଘେରାଉ କରିବେ କଂଗ୍ରେସ ନେତା ଓ କର୍ମୀ। କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି ଏହି ସୂଚନା ଦେଇଛନ୍ତି।

congress
ଆଜି ନୟାଗଡରେ ବିକ୍ଷୋଭ କରିବ କଂଗ୍ରେସ

ପରୀ ମୃତ୍ୟୁକୁ ନେଇ ଥମିବାରେ ନା ନେଉନାହିଁ ରାଜନୀତି। କଂଗ୍ରେସ ଓ ବିଜେପି ପକ୍ଷରୁ ଜୋରଦାର କରାଯାଉଛି ଆନ୍ଦୋଳନ। କିଏ ଧାରଣା ଦେଉଛି ତ କିଏ ପରୀ ନ୍ୟାୟ ରଥ ବୁଲାଉଛି । ତେବେ ଏହାରି ମଧ୍ୟରେ ଅନେକ ପ୍ରଶ୍ନ ବି ଉଠୁଛି । ପରୀ ମୃତ୍ୟୁ କିପରି ହେଲା ?

ପ୍ରଣବ ମୁଖାର୍ଜୀ
କଂଗ୍ରେସର ଶୋଚନୀୟ ପରାଜୟ ପାଇଁ ସୋନିଆ ଓ ମନମୋହନ ଦାୟୀ

ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ଆତ୍ମକଥାକୁ ନେଇ ବିବାଦ ମୁହାଁମୁହିଁ। ପୁଅ ଅଭିଜିତ୍ ଓ ଝିଅ ଶର୍ମିଷ୍ଠା ରୁପା ଦ୍ୱାରା ପ୍ରକାଶ ପାଇବାକୁ ଯାଉଥିବା ଆତ୍ମକଥାରେ ପ୍ରଣବ ୨୦୧୪ ନିର୍ବାଚନରେ ଶୋଚନୀୟ ପରାଜୟ ପାଇଁ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଓ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କୁ ଦାୟୀ କରିଛନ୍ତି।

bjp
SCPCR ରେ ବିଜେପି ଓ କଂଗ୍ରେସର ବିକ୍ଷୋଭ

SCPCRରେ ବିଜେପି, କଂଗ୍ରେସର ବିକ୍ଷୋଭ ।  ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ କାର୍ଯ୍ୟାଳୟ  ଆଗରେ ବିକ୍ଷୋଭ ପ୍ରଦର୍ଶନ ।  ପରୀ ଓ ଶିଶୁ ନିଖୋଜ ପ୍ରସଙ୍ଗରେ ବିଜେପି ମହିଳା ମୋର୍ଚ୍ଚାର ବିକ୍ଷୋଭ । ସଭାନେତ୍ରୀ ସ୍ମୃତି ପଟ୍ଟନାୟକଙ୍କ ନେତୃତ୍ୱରେ ବିକ୍ଷୋଭ ପ୍ରଦର୍ଶନ।

bharat bandh
ଚାଷୀଙ୍କ ଭାରତ ବନ୍ଦ ଡାକରାକୁ ସମର୍ଥନ ଦେବ କଂଗ୍ରେସ । ବିଜେଡିର ଆଭିମୁଖ୍ୟ ରହିବ କଣ ?

ଦିଲ୍ଲୀ ସୀମାରେ ଚାଲିଥିବା କୃଷକଙ୍କ ଆନ୍ଦେ।ଳନରେ ସମର୍ଥନ ବଢ଼ିବାରେ ଲାଗିଛି । ଡିସେମ୍ବର ୫ରେ କେନ୍ଦ୍ର ସରକାରଙ୍କ ସହ ଚାଷୀଙ୍କ ଆଲେ।ଚନା ବିଫଳ ପରେ ଆନ୍ଦେ।ଳନକୁ ଆହୁରି ମଜଭୁତ କରିବାକୁ ଚେଷ୍ଟା ଚଳାଇଛନ୍ତି ଚାଷୀ ସଂଗଠନ

CHELA KUMAR
ପରୀ ହତ୍ୟା ଘଟଣାକୁ ନେଇ ପୁଣି ମୁହଁ।ମୁହିଁ ହେଲେ ବିଜେପି ଓ କଂଗ୍ରେସ

ଭୁବନେଶ୍ୱର : ପରୀ ମାମଲାକୁ ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ପିସିସି ପ୍ରଭାରୀ ଚେଲ୍ଲାକୁମାରା । ସେ କହିଛନ୍ତି ଯେ, ସରକାରଙ୍କ ଉପରେ କଂଗ୍ରେସ ହିଁ ଚାପ ସୃଷ୍ଟି କରିଥିଲା ।  SIT ତଦନ୍ତ ନିର୍ଦ୍ଦେଶ କଂଗ୍ରେସର ଐତିହାସିକ ସଫଳତା । ହେଲେ ଅଭିଯୁକ୍ତଙ୍କୁ କାହିଁକି ଘଣ୍ଟ ଘୋଡ଼ା ଯାଉଛି ବୋଲି ଚେଲ୍ଲାକୁମାର ପ୍ରଶ୍ନ କରିଛନ୍ତି । ରାଜ୍ୟ ସରକାରଙ୍କ ଆଭିମୁଖ୍ୟ ସନ୍ଦେହ ସୃଷ୍ଟି କରିଛି । ବିଜେପି ଜାଣିଶୁଣି କଂଗ୍ରେସ ଉପରେ ଅଭିଯୋଗ କରି […]

CONGRESS
ଯୁବ କଂଗ୍ରେସ କର୍ମୀ ଓ ପୋଲିସ ଧସ୍ତାଧସ୍ତି

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଯୁବ କଂଗ୍ରେସ କର୍ମୀ ଓ ପୋଲିସ ଧସ୍ତାଧସ୍ତି । ଭୁବନେଶ୍ୱରରେ ରାଜ୍ୟ ଯୁବ କଂଗ୍ରେସ ପକ୍ଷରୁ ବେକାରୀ ସମସ୍ୟା, ତୈଳ ଦର ବୃଦ୍ଧି ପ୍ରତିବାଦରେ ଆକ୍ରୋଶ ସମାବେଶ କରାଯାଉଛି। ବିଧାନସଭା ଘେରାଇ ପାଇଁ ଗଲା ବେଳେ ପୋଲିସ ସହ ଧସ୍ତାଧସ୍ତି ହୋଇଛି। ବ୍ୟାରିକେଡ ଭାଙ୍ଗି ଆଗକୁ ବଢ଼ୁଥିବା କର୍ମୀଙ୍କୁ ଅଟକ ରଖିଛି ପୋଲିସ । ଆକ୍ରୋଶ ସମାବେଶରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ଏଆଇସିସି ସମ୍ପାଦକ ରୁଦ୍ର ରାଜୁ, ରାଜ୍ୟ ଯୁବ କଂଗ୍ରେସ […]

congress
କଂଗ୍ରେସ ରାଜନୀତିରେ ବିଚିତ୍ର ଚିତ୍ର : ଏକାକି ନିର୍ବାଚନ ପ୍ରଚାର କରୁଛନ୍ତି ରାହୁଲ ଗାନ୍ଧି,ଜମ୍ମୁରେ ୨୩ ପୁରୁଖା ନେତାଙ୍କ ମେଳି

କାଶ୍ମୀରରେ ଏକାଠି ହେଲେ ୨୩ ବରିଷ୍ଠ ନେତା ୨୩ ନେତା ନେତୃତ୍ୱ ପରିବର୍ତ୍ତନ ନେଇ ଚିଠି ଲେଖିଥିଲେ ଗୁଲମନବୀଙ୍କ ନେତୃତ୍ୱରେ ଏକାଠି ହେଲେ ପୁରୁଖା ଆଗାମୀ ନିର୍ବାଚନରେ କଂଗ୍ରେସର ପ୍ରଦର୍ଶନ କିପରି ରହିବ ? ନୂଆଦିଲ୍ଲୀ: ଦିନ କେଇଟା ପରେ ୫ଟି ରାଜ୍ୟରେ ବିଧାନସଭା ନିର୍ବାଚନ। ଦୋଦୁଲ୍ୟମାନ ସ୍ଥିତିରେ ଥିବା କଂଗ୍ରେସ ବଳ ଲଗାଇ ପ୍ରଦର୍ଶନରେ ସୁଧାର ଆଣିବାକୁ ଚେଷ୍ଟା କରିବା କଥା। ତେବେ ନିର୍ବାଚନ ପ୍ରଚାର ଜୋର ଧରିଥିବା ବେଳେ ଜମ୍ମୁରେ ୨୩ ବରିଷ୍ଠ କଂଗ୍ରେସ […]

congress-fight
ରଣକ୍ଷେତ୍ର ପାଲଟିଲା କଂଗ୍ରେସ ଭବନ : ଗୋଟିଏ ଗୋଷ୍ଠୀ ବିଜେଡି ସହ ହାତ ମିଳାଇଥିବା ଅଭିଯୋଗରେ ଗଣ୍ଡଗୋଳ

ଭୁବନେଶ୍ୱର: ପଦାରେ ପଡିଲା ରାଜ୍ୟ କଂଗ୍ରେସର ଅନ୍ତରୀଣ କନ୍ଦଳ। ରଣକ୍ଷେତ୍ର ପାଲଟିଲା କଂଗ୍ରେସ ଭବନ । ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଉପସ୍ଥିତିରେ ବାଡିଆପିଟା ହୋଇଛନ୍ତି ଦୁଇ ଗୋଷ୍ଠୀ।  ଆଜି କଂଗ୍ରେସ ଭବନରେ ୨ ଗୋଷ୍ଠୀ ମୁହାଁମୁହିଁ ହୋଇଛନ୍ତି। ସାଧାରଣ ପରିଷଦ ବୈଠକ ପୂର୍ବରୁ ୨ ଗୋଷ୍ଠୀ ମଧ୍ୟରେ ଠେଲାପେଲା ହୋଇଛି। ଗୋଟିଏ ଗୋଷ୍ଠୀ ବିଜେଡି ସହ ହାତ ମିଳାଇଥିବା ଅଭିଯୋଗ କରାଯାଇଥିଲା । ଏହାକୁ ନେଇ ଗଣ୍ଡଗୋଳ ଉଗ୍ର ରୂପ ନେଇଥିଲା, ଏପରିକି ସାଧାରଣ ପରିଷଦ […]

odisha
କଂଗ୍ରେସର ଓଡ଼ିଶା ବନ୍ଦ: ସକାଳ ୭ରୁ ଦିନ ୧ଟା ଯାଏ ୬ ଘଣ୍ଟିଆ ବନ୍ଦ ଡାକରା

ଭୁବନେଶ୍ୱର: ଆଜି ଓଡ଼ିଶା ବନ୍ଦ ଡାକରା ଦେଇଛି କଂଗ୍ରେସ। ବିଭିନ୍ନ ଦାବି ନେଇ କଂଗ୍ରେସ ପକ୍ଷରୁ ଓଡ଼ିଶା ବନ୍ଦ ପାଇଁ ଆହ୍ୱାନ ଦିଆଯାଇଛି। ସକାଳ ୭ଟାରୁ ଦିନ ଗୋଟାଏ ଅର୍ଥାତ ୬ ଘଣ୍ଟିଆ ବନ୍ଦ ପାଳନ କରାଯାଉଛି। ବନ୍ଦକୁ ସଫଳ କରିବା ପାଇଁ ବ୍ୟାପକ ପ୍ରସ୍ତୁତି କରାଯାଇଛି।  ଭୁବନେଶ୍ୱର ରେଳ ଷ୍ଟେସନ୍, ସତସଙ୍ଗ ବିହାର, ବାଣୀବିହାର, ଆଚାର୍ଯ୍ୟ ବିହାର ସମେତ ବିଭିନ୍ନ ଛକରେ କଂଗ୍ରେସ କର୍ମୀ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି। ରାଜଧାନୀ ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ କଂଗ୍ରସ […]

tara-bahinipati
ବ୍ରହ୍ମପୁରରେ କଂଗ୍ରେସ ସମାବେଶ: କଣ୍ଟା ସାଜିଛି କରୋନା କଟକଣା, ଆପତ୍ତି ଉଠାଇଲେ ବିଧାୟକ

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ବ୍ରହ୍ମପୁରରେ କଂଗ୍ରେସର ସମାବେଶରେ କଣ୍ଟା ସାଜିଛି କରୋନା କଟକଣା। ବାଇକ୍ ରାଲି ଓ ପଦଯାତ୍ରାକୁ ବାରଣ କରାଯାଇଥିବା ବେଳେ ୧୫ ଶହ ଲୋକଙ୍କୁ ନେଇ ସଭା ଆୟୋଜନ କରିବାକୁ ଜିଲ୍ଲା ପ୍ରଶାସନ ନିର୍ଦ୍ଦେଶ ଦେଇଛି। ଏହାସହ ସଭାରେ ଯୋଗ ଦେବାକୁ ଥିବା ଲୋକଙ୍କ ଆର୍‌ଟିପିସିଆର୍‌ ଟେଷ୍ଟ କରିବାକୁ ବାଧ୍ୟତାମୂଳକ କରାଯାଇଛି। ଯାହାକୁ ନେଇ କଂଗ୍ରେସ ନେତା ତଥା ବିଧାୟକ ତାରା ପ୍ରସାଦ ବାହିନୀପତି ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି। ତାରା ବାହିନୀପତି କହିଛନ୍ତି, […]