• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Total "1952" result for "କଂଗ୍ରେସ" in https://otvkhabar.in

chiranjiv
ଗୋଷ୍ଠୀ କନ୍ଦଳ ଯୋଗୁଁ କଂଗ୍ରେସ କ୍ଷମତାରୁ ଦୂରେଇ ରହିଛି : ଚିରଂଜୀବ ବିଶ୍ୱାଳ

ଖୋର୍ଦ୍ଧା : ଗୋଷ୍ଠୀ କନ୍ଦଳ ଯୋଗୁଁ କଂଗ୍ରେସ କ୍ଷମତାରୁ ଦୂରେଇ ରହିଛି। ଏଭଳି ଆଚରଣ ଯୋଗୁଁ ୧୯ ବର୍ଷ ହେଲା ଆମକୁ ଲୋକେ ବିଶ୍ୱାସକୁ ନେଉ ନାହାନ୍ତି ,କ୍ଷମତା ଦେଉନାହାନ୍ତି। କଂଗ୍ରେସର ଗୋଷ୍ଠୀ କନ୍ଦଳକୁ ନେଇ ମୁହଁ ଖୋଲିଛନ୍ତି ପିସିସି କାର୍ଯ୍ୟକାରୀ ସଭାପତି ଚିରଂଜୀବ ବିଶ୍ୱାଳ। ଖୋର୍ଦ୍ଧା ଜିଲ୍ଲା କାର୍ଯ୍ୟକାରିଣୀ ବୈଠକରେ ଯୋଗ ଦେଇ ଏଭଳି ମତ ରଖିଛନ୍ତି ସେ। ଏହାସହ ସେ କହିଛନ୍ତି, ଏବେ ଦଳ ଏକ ହୋଇସାରିଛି। ଆଗକୁ ସରକାର ମଧ୍ୟ ଗଢିବ। ୨୦୧୯ରେ […]

rabindra
ମହାନଦୀ ଜଳ ବିବାଦ : ଛତିଶଗଡ଼ ଜଳସମ୍ପଦ ମନ୍ତ୍ରୀଙ୍କ ବୟାନ ପରେ ହରଡ଼ଘଣାରେ ରାଜ୍ୟ କଂଗ୍ରେସ

ଭୁବନେଶ୍ୱର : ମହାନଦୀକୁ ନେଇ ଛତିଶଗଡ଼ର ନୂଆ କୃଷି ଓ ଜଳସମ୍ପଦ ମନ୍ତ୍ରୀ ରବୀନ୍ଦ୍ର ଚୌବେଙ୍କ ରୋକଠୋକ୍ ମନ୍ତବ୍ୟ। କହିଛନ୍ତି, ମହାନଦୀ ଉପରେ ରହିଛି ତାଙ୍କ ରାଜ୍ୟର ପୂର୍ଣ୍ଣ ଅଧିକାର। ଉତ୍ପତ୍ତି ସ୍ଥଳରୁ ଶେଷ ଯାଏଁ, ମହାନଦୀ କେବଳ ଛତିଶଗଡ଼ର। ତେଣୁ ରବୀନ୍ଦ୍ରଙ୍କ ଏଭଳି ଯୁକ୍ତି ପରେ ଏବେ ଓଡ଼ିଶାରେ ମହାନଦୀର ଭାଗ୍ୟକୁ ନେଇ ପୁଣି ସୃଷ୍ଟି ହୋଇଛି ସନ୍ଧୀହାନମୂଳକ ସ୍ଥିତି। ସରକାର ବଦଳିଲେ ଓଡ଼ିଶାରେ ମହାନଦୀ ପୁଣି ଚିରସ୍ରୋତା ହେବା ନେଇ ଯେଉଁ ସମ୍ଭାବନା ସୃଷ୍ଟି […]

image
ବିଜେପି ଓ କଂଗ୍ରେସର ଜନ ଅଦାଲତ ଓ ଜନ ଆଶୀର୍ବାଦ ଯାତ୍ରା

ଭୁବନେଶ୍ୱର : ବିଜେଡି ସରକାର ବିରୋଧରେ ବିଜେପି ଆଜିଠୁ ଜନ ଅଦାଲତ କାର୍ଯ୍ୟକ୍ରମ ଆରମ୍ଭ କରିଛି। ୧୭ ତାରିଖ ପର୍ଯ୍ୟନ୍ତ ପ୍ରତି ଲୋକସଭା ନିର୍ବାଚନ ମଣ୍ଡଳୀରେ ଜନ ଅଦାଲତ କରାଯିବାର କାର୍ଯ୍ୟକ୍ରମ ରହିଛି। ଜନ ଅଦାଲତ କାର୍ଯ୍ୟକ୍ରମ ମାଧ୍ୟମରେ ସ୍ଥାନୀୟ ଲୋକେ ସରକାରଙ୍କୁ ପ୍ରଶ୍ନ ପଚାରିବେ। ସ୍ଥାନୀୟ ସାଂସଦ ଏବଂ ବିଧାୟକଙ୍କୁ ଅଦାଲତକୁ ଡକାଯିବ। ସେ ଅଞ୍ଚଳର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ଓ ଦୁର୍ନୀତି ପ୍ରସଙ୍ଗରେ ସ୍ଥାନୀୟ ଲୋକେ ପ୍ରଶ୍ନ କରିବେ। ଆଜି ପ୍ରଥମ ଦିନରେ ବ୍ରହ୍ମପୁର, […]

anu
‘ଦି ଆକ୍ସିଡେଣ୍ଟାଲ ପ୍ରାଇମ ମିନିଷ୍ଟର’ ଫିଲ୍ମକୁ ନେଇ ମହାରାଷ୍ଟ୍ର ଯୁବ କଂଗ୍ରେସର ଆପତ୍ତି

ମୁମ୍ବାଇ : ପୂର୍ବତନ ପ୍ରଧାନମନ୍ତ୍ରୀ ଡକ୍ଟର ମନମୋହନ ସିଂହଙ୍କ ଉପରେ ଆଧାରିତ ଫିଲ୍ମ ‘ଦି ଆକ୍ସିଡେଣ୍ଟାଲ ପ୍ରାଇମ୍‌ ମିନିଷ୍ଟର’ ଫିଲ୍ମକୁ ନେଇ ବିବାଦ ଦେଖାଦେଇଛି। ଗତକାଲି ଟ୍ରେଲର ରିଲିଜ ପରେ, କଂଗ୍ରେସ ପାଇଁ ସ୍ୱତନ୍ତ୍ର ଭାବେ ସ୍କ୍ରିନିଂ କରିବାକୁ ମହାରାଷ୍ଟ୍ର ଯୁବ କଂଗ୍ରେସ ସଭାପତି ଫିଲ୍ମର ପ୍ରଯୋଜକଙ୍କୁ ଚିଠି ଲେଖିଛନ୍ତି। ଅଭିଯୋଗ ଯେ, ଫିଲ୍ମର କିଛି ଦୃଶ୍ୟରେ ନିର୍ବାଚନ ପୂର୍ବରୁ ଦଳ ଏବଂ ୟୁପିଏ ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କ ସମ୍ମାନହାନୀ ପାଇଁ ଯୋଜନା କରାଯାଇଛି ବୋଲି ଯୁବ […]

e1
ସାଧାରଣ ନିର୍ବାଚନ ପାଇଁ କଂଗ୍ରେସର ରଣନୀତି

ଜଗତସିଂହପୁର: ଆଗାମୀ ସାଧାରଣ ର୍ନିବାଚନ ପାଇଁ ଇସ୍ତାହାର ଘୋଷଣା ପୂର୍ବରୁ କଂଗ୍ରେସ ବିଭିନ୍ନ ବର୍ଗର ଲୋକଙ୍କ ମତ ନେଉଛି। ଏହି କ୍ରମରେ ଓଡ଼ିଶା ପିସିସି ଇସ୍ତାହାର କମିଟି ଆଜି ଜଗତସିଂହପୁରରେ ପହଞ୍ଚିଛି। ଓଡ଼ିଶା ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ନେତୃତ୍ୱରେ ଯାଇଥିବା କମିଟିରେ ଛତିଶଗଡ଼ର କ୍ୟାବିନେଟ୍‌ ମନ୍ତ୍ରୀ ଟି. ଏସ୍‌. ସିଂଦେଓ ଏବଂ ସ୍ଥାନୀୟ ବିଧାୟକ ଚିରଞ୍ଜିବୀ ବିଶ୍ୱାଳଙ୍କ ସହ ଦଳର ତୁଙ୍ଗ ନେତାମାନେ ସାମିଲ ହୋଇଛନ୍ତି। ଛତିଶଗଡ଼ରେ କଂଗ୍ରେସ ଯେଉଁଭଳି ତୃଣମୂଳ ସ୍ତରକୁ ଯାଇ ସାଧାରଣ […]

congress
କଟକରେ କଂଗ୍ରେସ ପକ୍ଷରୁ ମହିଳା ସମାବେଶ

କଟକ : ଆଗାମୀ ନିର୍ବାଚନକୁ ଦୃଷ୍ଟିରେ ରଖି କଟକ ନଗର କଂଗ୍ରେସ ପକ୍ଷରୁ ଏକ ମହିଳା ସମାବେଶ ଅନୁଷ୍ଠିତ ହୋଇଯାଇଛି। ନଗର କଂଗ୍ରେସ ସଭାପତି ମହମ୍ମଦ ମୋକିମଙ୍କ ଆବାସିକ କାର୍ଯ୍ୟାଳୟ ପରିସରରେ ଆୟୋଜିତ ସମାବେଶରେ ବହୁ ମହିଳା କର୍ମୀ ସାମିଲ ହୋଇଥିଲେ। ଆସନ୍ତା ୨୦୧୯ ନିର୍ବାଚନରେ ଦଳ ସପକ୍ଷରେ ଭୋଟ ହାତେଇବା ଲାଗି ମହିଳାମାନଙ୍କୁ କଂଗ୍ରେସରେ ସାମିଲ କରିବାକୁ ପ୍ରୟାସ ଆରମ୍ଭ କରିଛି। ବିଭିନ୍ନ ପର୍ଯ୍ୟାୟରେ କାର୍ଯ୍ୟକ୍ରମ କରାଯାଇ ସେମାନଙ୍କ ଉତ୍ଥାପନ କରାଯିବା ସହ ଅଧିକ ସଂଖ୍ୟାରେ […]

chhatishgARH
ଛତିଶଗଡ଼ରେ ହେବ କଂଗ୍ରେସ ସରକାର

ରାୟପୁର : ଛତିଶଗଡ଼ରେ ସରକାର ଗଠନ ପ୍ରକ୍ରିୟା ଆରମ୍ଭ କରିଛି କଂଗ୍ରେସ। ୧୫ ବର୍ଷ ଧରି କ୍ଷମତାରେ ଥିବା ରମଣ ସିଂହ ନେତୃତ୍ୱାଧୀନ ବିଜେପି ସରକାରକୁ ଶୋଚନୀୟ ଭାବେ ପରାସ୍ତ କରିବା ପରେ ଆଜି ବିଧାୟକ ଦଳର ବୈଠକ ବସୁଛି। ଏହି ବୈଠକରେ ନିଷ୍ପତ୍ତି ହେବ କିଏ ବିଧାୟକ ଦଳର ନେତା ହେବ। ସମୁଦାୟ ୯୦ଟି ଆସନରୁ କଂଗ୍ରେସ ୬୮ଟି ଆସନରେ ବିଜୟୀ ହୋଇ ଦୁଇ-ତୃତୀୟାଂଶ ସଂଖ୍ୟା ଗରିଷ୍ଠତା ହାସଲ କରିଛି। ବିଜେପି ପାଇଛି ୧୫ଟି ସିଟ୍। […]

MODI---UP
ବିଜୟ ପାଇଁ କଂଗ୍ରେସକୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ : ୫ ରାଜ୍ୟର ନିର୍ବାଚନ ଫଳାଫଳ ପରେ ତିନି ପ୍ରମୁଖ ରାଜ୍ୟ ରାଜସ୍ଥାନ ଓ ମଧ୍ୟପ୍ରଦେଶ ଓ ଛତିଶଗଡ଼ରେ ବିଜେପିର ପରାଜୟକୁ ସ୍ୱୀକାର କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ତାସହ ଏସବୁ ସ୍ଥାନରେ ବିଜୟ ପାଇଁ କଂଗ୍ରେସକୁ ଶୁଭେଚ୍ଛା ଜଣାଇଛନ୍ତି । Congratulations to the Congress for their victories. Congratulations to KCR Garu for the thumping win in Telangana and to the Mizo National Front (MNF) […]

congress
ଉତ୍ତର-ପୂର୍ବାଞ୍ଚଳ କଂଗ୍ରେସମୁକ୍ତ

ମିଜୋରାମ  : ସାରା ଭାରତରେ ନ ହେଲା ନାହିଁ, ଦେଶର ଉତ୍ତର-ପୂର୍ବାଞ୍ଚଳରେ ମୋଦି-ଶାହାଙ୍କ ମିଶନ ସଫଳ ହୋଇଛି।  ଅର୍ଥାତ ଉତ୍ତର-ପୂର୍ବାଞ୍ଚଳ କଂଗ୍ରେସ ଶାସନମୁକ୍ତ ହୋଇଛି। କଂଗ୍ରେସ ହାତରୁ ଯାଇଛି ମିଜୋରାମ। ଶାସକ ଦଳକୁ କ୍ଷମତାଚ୍ୟୁତ କରି ବିଜୟ ଆଡ଼କୁ ଅଗ୍ରସର ହେଉଛି ମିଜୋରାମ ନ୍ୟାସନାଲ ଫ୍ରଣ୍ଟ। ଅବସ୍ଥା ଏପରି ଯେ, ମୁଖ୍ୟମନ୍ତ୍ରୀ ଲାଲ ଥନଓ୍ୱାଲା ମଧ୍ୟ ନିଜ ଆସନ ରକ୍ଷା କରିପାରି ନାହାନ୍ତି। ଚମ୍ପାଇ ସାଉଥ-ଇଷ୍ଟ ଆସନରେ ତାଙ୍କୁ ପରାସ୍ତ କରିଛନ୍ତି ବିରୋଧୀ MNF ପ୍ରାର୍ଥୀ। ଟ୍ରେଣ୍ଡ […]