• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Politics Updates

vaccination
ଟିକା କରଣ ପରେ ହିଁ କମିବ କରୋନା !

ଚଳିତ ବର୍ଷ ଆରମ୍ଭରେ ବ୍ରିଟେନ୍ ସମେତ ଅନ୍ୟ ୟୁରୋପୀୟ ଦେଶରେ କରୋନାର ଦ୍ୱିତୀୟ ଲହର ସାଂଘାତିକ ସ୍ଥିତି ସୃଷ୍ଟି କରିଥିଲା। ମାତ୍ର ଟିକାକରଣ ପରେ ପ୍ରାୟତଃ ସବୁ ଦେଶରେ ସଂକ୍ରମଣ ହାର କମିବାରେ ଲାଗିଛି। UK, ଜର୍ମାନୀ, ଇଟାଲୀ, ଫ୍ରାନ୍ସ ସମେତ ବହୁ ଦେଶରେ ଏବେ କରୋନା ସଂକ୍ରମଣ ନିୟନ୍ତ୍ରଣରେ ରହିଛି।

  • Friday, 14 May 2021
corona-peak
ଅକ୍ସିଜେନ୍‌ ଅଭାବରୁ ଆଖି ବୁଜିଲେ ୭୪ ଜଣ କରୋନା ସଂକ୍ରମିତ

ଅକ୍ସିଜେନ୍‌ ଅଭାବରୁ ଜଣଙ୍କ ପରେ ଜଣଙ୍କ ଜୀବନ ଯାଉଛି। ଯାହାକୁ ନେଇ ଏବେ ଚିନ୍ତା ବଢିଛି। ସୂଚନା ଅନୁସାର ଗୋଆର ଏକ ବଡ କୋଭିଡ ହସ୍ପିଟାଲରେ ଗତ ୪ ଦିନରେ ୭୪ ଜଣଙ୍କ ମୃତ୍ୟୁ ହୋଇଥିବା ନେଇ ଜଣାପଡ଼ିଛି।

  • Friday, 14 May 2021
vaccine
କୋଭିସିଲ୍ଡର ୨ୟ ଡୋଜ୍ ଟିକା ପାଇଁ ଅନଲାଇନ ବୁକିଂ ହୋଇସାରିଥିଲେ କଣ କରିବେ, ଜାଣନ୍ତୁ

ଭୁବନେଶ୍ଵର: ବ୍ୟବଧାନ ଅବଧି ବଢ଼ିବା ପରେ କୋଭିସିଲ୍ଡ ପାଇଁ ସାନି ଗାଇଡଲାଇନ ଜାରି ହୋଇଛି। ଏନେଇ ସବୁ ଜିଲ୍ଲାପାଳ, CDMOଙ୍କୁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଚିଠି ଜାରି କରାଯାଇଛି। ପ୍ରଥମ ଡୋଜ୍ ନେବା ଅନୂନ୍ୟ ୮୪ ଦିନ ହୋଇନଥିଲେ ୨ୟ ଡୋଜ୍…

  • Friday, 14 May 2021
Market
କାଲିଠୁ ସପ୍ତାହନ୍ତ ସଟଡାଉନ୍‌, ଆଜି ମାର୍କେଟ୍‌ରେ ପ୍ରବଳ ଗହଳି କଲେ ଲୋକେ

ଆସନ୍ତାକାଲିଠୁ ସପ୍ତାହନ୍ତ ସଟଡାଉନ୍‌ ଆରମ୍ଭ ହେଉଥିବାରୁ ଆଜି ବିଭିନ୍ନ ମାର୍କେଟରେ ଦେଖିବାକୁ ମିଳିଛି ଗହଳି। ଜରୁରୀ ସାମଗ୍ରୀ ନେବା ପାଇଁ ଭିଡ଼ ଲଗାଇଥିଲେ ଲୋକେ। ରାଜଧାନୀ ଭୁବନେଶ୍ୱରର ବିଭିନ୍ନ ମାର୍କେଟରେ ଅସମ୍ଭବ ଭିଡ଼ ଦେଖିବାକୁ ମିଳିଛି।

Bhubaneswar
ଟିକା ପାଇଁ ମାଆକୁ ଆଧାର କାର୍ଡ଼ ଦେଲା ନାହିଁ ପୁଅ, ଥାନାର ଦ୍ୱାରସ୍ଥ ହେଲେ ମାଆ

୭୦ ବର୍ଷର ମାଆକୁ ପଚାରିଲାନି ପୁଅ। କୋଭିଡ୍ ଟିକା ପାଇଁ ମାଆକୁ ଆଧାର କାର୍ଡ ଦେଲା ନାହିଁ ଓଲଟି ହିନସ୍ତା କଲା। ଶେଷରେ ପୁଅ ବିରୋଧରେ ଥାନାର ଦ୍ୱାରସ୍ଥ ହେଲେ ମାଆ। ଏମିତି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଭୁବନେଶ୍ୱର ଚକେଇସିଆଣି ଅଞ୍ଚଳରେ

  • Friday, 14 May 2021
Modi 2
ଭାରତ ସାହସ ହରାଇବା ଭଳି ଦେଶ ନୁହେଁ: ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଭାରତ ସାହସ ହରାଇବା ଭଳି ଦେଶ ନୁହେଁ। ଭାରତୀୟମାନେ ମଧ୍ୟ କେବେ ବି ନିଜର ସାହସ ହରାଇନାହାନ୍ତି। ଆମେ କରୋନା ବିରୋଧରେ ଲଢିବା ଏବଂ ଜିତିବା। ଆଜି ଚାଷୀଙ୍କୁ ସମ୍ବୋଧନ ବେଳେ ଏଭଳି ଆହ୍ବାନ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।…

  • Friday, 14 May 2021
dharmendra
"ଓଡ଼ିଶାର ସବୁ ଚାଷୀ ପିଏମ୍ କିଷାନ ଯୋଜନାର ଲାଭ ପାଆନ୍ତୁ"

ଓଡ଼ିଶାର ସବୁ ଚାଷୀ ପିଏମ୍ କିଷାନ ଯୋଜନାର ଲାଭ ପାଆନ୍ତୁ। ଓଡିଶାର ଚାଷୀମାନଙ୍କ କଲ୍ୟାଣକୁ ଦୃଷ୍ଟିରେ ରଖି ପୁନର୍ବାର ରାଜ୍ୟ ସରକାର ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଅନୁରୋଧ କରିଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

  • Friday, 14 May 2021
shivraj chauhan
କରୋନାରେ ପ୍ରାଣ ହରାଇଲେ ପରିବାରକୁ ମାସକୁ ପେନସନ୍‌ ମିଳିବ ୫ ହଜାର ଟଙ୍କା

କେବଳ ଏତିକି ନୁହେଁ ପ୍ରାମଣ ହରାଇଥିବା ବ୍ୟକ୍ତିଙ୍କ ପିଲାମାନଙ୍କୁ ସରକାର ମାଗଣାରେ ପାଠ ପଢାଇବେ ବୋଲି ଶିବରାଜ ସିଂ ଚୌହ୍ୱାନ ଘୋଷଣା କରିଛନ୍ତି।

  • Friday, 14 May 2021
vaccination
ସ୍ୱାସ୍ଥ୍ୟ ବିଭାଗର ଖାମଖିଆଲି : ପ୍ରମାଣ ବିନା ମିଳୁନି ଦ୍ୱିତୀୟ ଡୋଜ୍

ଗଜପତି : ସ୍ୱାସ୍ଥ୍ୟ ବିଭାଗ କର୍ମଚାରୀଙ୍କ ଖାମଖିଆଲି ମନୋଭାବ ଯୋଗୁଁ ଗଜପତି ଜିଲ୍ଲାର କିଛି ଲୋକେ କରୋନା ଟିକାର ଦ୍ୱିତୀୟ ଡୋଜ୍ ନେଇପାରୁ ନାହାନ୍ତି।  ୫୦ ଦିନ ହେଲାଣି ସେମାନେ ପ୍ରଥମ ଡୋଜ୍ ନେଇଥିବା ବେଳେ ଦ୍ୱିତୀୟ ଡୋଜ୍ ପାଇଁ ହସ୍ପିଟାଲକୁ…

naga laxmi
ମହାମାରୀରେ ମନ କିଣିନେଲେ ଦୃଷ୍ଟିବାଧିତ ଯୁବତୀ ବୋଡୁ ନାଗା ଲକ୍ଷ୍ମୀ

ସହାୟତାର ହାତ ବଢ଼ାଇଲେ ଦେଶର ସବୁଠାରୁ ଧନୀ ଯୁବତୀ ସୋନୁ ସୁଦ ଫାଉଣ୍ଡେସନକୁ ୧୫୦୦୦ ସହାୟତା ରାଶି ପ୍ରଦାନ କଲେ ଦୃଷ୍ଟିବାଧିତ ଯୁବତୀ ସୋନୁ କହିଲେ, ଯନ୍ତ୍ରଣା ଦେଖିବାକୁ ଆଖିର ଆବଶ୍ୟକତା ନାହିଁ ଭାରତର ସବୁଠାରୁ ଧନୀ ଯୁବତୀ ବୋଡୁ ନାଗା…

  • Friday, 14 May 2021
ଧାର୍ଯ୍ୟ ହେଲା ସ୍ପୁଟନିକ-ଭି ଦର : ଡୋଜ୍ ପିଛା ୯୯୫ ଟଙ୍କା

ନୂଆଦିଲ୍ଲୀ : ଭାରତରେ ଧାର୍ଯ୍ୟ ହେଲା ରୁଷୀୟ ଟିକା ସ୍ପୁଟନିକ-ଭି ଦର।  ରୁଷ୍‌ରୁ ଟିକା ଆମଦାନୀ ପରେ ଏହାର ଦର ଧାର୍ଯ୍ୟ କରିଛି ହାଇଦ୍ରାବଦର ଡକ୍ଟର ରେଡ୍ଡୀ ଲ୍ୟାବ୍। ସ୍ପୁଟନିକ୍-ଭି ଡୋଜ୍ ପିଛା ଦର ୯୪୮ ଟଙ୍କା ରହିଛି। ତେବେ ୫…

  • Friday, 14 May 2021
'ବ୍ରୋକେନ ବଟ୍ ବ୍ୟୁଟିଫୁଲ୍’ ଟ୍ରେଲର୍ ରିଲିଜ୍

ମୁମ୍ବାଇ: ବିଗ୍ ବସ୍-୧୩ର ବିଜେତା ସିଦ୍ଧାର୍ଥ ଶୁକ୍ଲାଙ୍କ ବହୁ ପ୍ରତୀକ୍ଷିତ ତଥା ରୋମାଣ୍ଟିକ୍ ୱେବ୍ ସିରିଜ୍ ‘ବ୍ରୋକେନ ବଟ୍ ବ୍ୟୁଟିଫୁଲ୍-୩’ ବିଷୟରେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ତୃତୀୟ ସିଜନରେ ସିଦ୍ଧାର୍ଥ ଶୁକ୍ଲା ଓ ସୋନିଆ ରାଠୀ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି।…

  • Friday, 14 May 2021
lockdown
ମେ’ ୧୭ରେ ବସିବ ସର୍ବଦଳୀୟ ବୈଠକ, ନିଆଯାଇପାରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି

ଭୁବନେଶ୍ୱର: ରାଜ୍ୟରେ କରୋନା ଦୈନିକ ସଂକ୍ରମଣ ଓ ମୃତ୍ୟୁରେ ସର୍ବକାଳୀନ ରେକର୍ଡ। ଗତ ୨୪ ଘଣ୍ଟାରେ ରାଜ୍ୟରେ କରୋନା ସଂକ୍ରମଣରେ ୨୨ଜଣଙ୍କ ଜୀବନ ଯାଇଥିବା ବେଳେ ୧୨,୩୯୦ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗତ ୮ ତାରିଖରେ ରାଜ୍ୟରେ କରୋନା…

  • Friday, 14 May 2021
jail
ବେକାବୁ କରୋନା ସ୍ଥିତି: ବ୍ରହ୍ମପୁର ଜେଲର ୪୮ ଅନ୍ତେବାସୀ କରୋନା ପଜଟିଭ୍ ଚିହ୍ନଟ

ବ୍ରହ୍ମପୁର : ବ୍ରହ୍ମପୁର ଜେଲରେ ବେକାବୁ କରୋନା ସ୍ଥିତି । ବ୍ରହ୍ମପୁର ଜେଲର ୪୮ ଅନ୍ତେବାସୀ କରୋନା ପଜଟିଭ୍ ଚିହ୍ନଟ ହୋଇଛନ୍ତି । ଯାହାକୁ ନେଇ ବଢିଛି ଚିନ୍ତା । ଜେଲରେ ଜଣେ ଆଜୀବନ କଏଦୀ କରୋନା ପଜିଟିଭ ଚିହ୍ନଟ ହେବା…

ଲିକ୍ ହେଲା ସଲମାନ ଖାନଙ୍କ ‘ରାଧେ’‌

ମୁମ୍ବାଇ: ବଲିଉଡ୍ ଭାଇଜାନ ତଥା ସଲମାନ ଖାନଙ୍କ ସବୁଠାରୁ ଲୋକପ୍ରିୟ ଚଳଚ୍ଚିତ୍ର “ରାଧେ – ୟୁଅର୍ ମୋଷ୍ଟ ୱାଣ୍ଟେଡ୍ ଭାଇ” ରିଲିଜ୍ ହୋଇଛି। କିନ୍ତୁ ଫିଲ୍ମ ରିଲିଜ ହେବାର କିଛି ସମୟ ପରେ ଲିକ୍ ହୋଇଯାଇଥିବାରୁ ଏହା ସଲମାନ ଖାନ ଓ…

  • Friday, 14 May 2021
died
ହସ୍ପିଟାଲ୍‌ରେ ଦୁଷ୍କର୍ମର ଶିକାର ହେଲେ କରୋନା ଆକ୍ରାନ୍ତ ମହିଳା, ୨୪ ଘଣ୍ଟାରେ ଆଖି ବୁଜିଲେ

ଭୋପାଳ: ସରକାରୀ ହସ୍ପିଟାଲ୍‌ରେ ଦୁଷ୍କର୍ମର ଶିକାର ହୋଇ ଶେଷରେ ଆଖି ବୁଜିଲେ କରୋନା ଆକ୍ରାନ୍ତ ମହିଳା। ଦୁଷ୍କର୍ମ ଶିକାର ହେବାର ୨୪ ଘଣ୍ଟା ମଧ୍ୟରେ ତାଙ୍କର ମୃତ୍ୟୁ ହୋଇଛି। ମଧ୍ୟପ୍ରଦେଶ ଭୋପାଳର ଏକ ସରକାରୀ ହସ୍ପିଟାଲ୍‌ରେ ଏହି ଘଟଣା ଘଟିଥିବା ଗୁରୁବାର ପୋଲିସ୍‌…

  • Friday, 14 May 2021
mask
ଏଣିକି ଶିଶୁଙ୍କ ପାଇଁ ବି ମାସ୍କ ପିନ୍ଧିବା ଜରୁରୀ

ନୂଆଦିଲ୍ଲୀ: ମାଡି ଆସୁଛି କରୋନାର ଦ୍ଵିତୀୟ ଲହର । ପ୍ରଥମ ଲହର ବୟସ୍କମାନଙ୍କ ପାଇଁ ଚିନ୍ତାର କାରଣ ହୋଇଥିବାବେଳେ ୨ୟ ଲହର ଯୁବଗୋଷ୍ଠୀଙ୍କ ପାଇଁ ଘାତକ ସାଜିଛି  । ତୃତୀୟ ଲହର ପାଇଁ ବିଶେଷଜ୍ଞମାନେ ଚେତାବନୀ ଦେଇ ସାରିଲେଣି  । ବିଶେଷକରି…

  • Friday, 14 May 2021