ଭୁବନେଶ୍ୱର: କିଛି ଦିନ ତଳେ ଆମେ ସାମ୍ନା କରିଥିବା ବାତ୍ୟା ୟାସ୍ ଓଡ଼ିଶା ଉପକୂଳରେ ବେଶି ଘନୀଭୂତ ହୋଇପାରିନଥିଲା । ସ୍ଥଳଭାଗ ଛୁଇଁବା ପୂର୍ବରୁ ପବନ ବେଗ ଓ ବାତ୍ୟାର କୋପ ପୂର୍ବାନୁମାନ ଠାରୁ ବେଶ ଦୁର୍ବଳ ହୋଇସାରିଥିଲା । ଫଳରେ…