ମୁମ୍ବାଇ: ଗୁରୁ-ଚେଲା ଲଢ଼େଇରେ ବାଜି ମାରିଲେ ଚେଲ୍ଲା। ଆଇପିଏଲ୍ ଚଳିତ ସିଜିନ୍ରେ ଦିଲ୍ଲୀ ତାର ପ୍ରଥମ ମ୍ୟାଚ୍ରେ ବଡ଼ ବିଜୟ ହାସଲ କରିଛି। ଚେନ୍ନାଇକୁ ୭ ୱିକେଟ୍ରେ ହରାଇଛି ଋଷଭ ପନ୍ତଙ୍କ ଦିଲ୍ଲୀ କ୍ୟାପିଟାଲ୍ସ। ତେବେ ଏହି ବିଜୟର ମୁଖ୍ୟ ଆକର୍ଷଣ ଥିଲେ ଶିଖର ଧୱନ ଓ ପୃଥ୍ୱୀ ଶ’। ଶନିବାର ଆଇପିଏଲ ୨୦୨୧ର ଦ୍ୱିତୀୟ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସ ଓ ଚେନ୍ନାଇ ସୁପର କିଙ୍ଗ୍ସ ସାମ୍ନା ସାମ୍ନି ହୋଇଥିଲେ। ଚେନ୍ନାଇର ନେତୃତ୍ୱ ନେଇଥିଲେ ଗୁରୁ ମହେନ୍ଦ୍ର […]
ନୂଆଦିଲ୍ଲୀ: ୧୮୮ ରନରେ ସୀମତ ରହିଲା ଚେନ୍ନାଇ ସୁପର କିଙ୍ଗ୍ସ। ଦିଲ୍ଲୀ କ୍ୟାପିଟାଲ୍ସ ଆଗରେ ୧୮୯ ରନର ବିଜୟ ଳକ୍ଷ୍ୟ। ମୋଟ ୭ଟି ୱିକେଟ ହରାଇ ନିର୍ଦ୍ଧାରିତ ୨୦ ଓଭରରେ ଦଳ ୧୮୮ ରନ କରିବାରେ ସଫଳ ହୋଇଛି। ଆଇପିଏଲର ୧୪ ତମ ସଂସ୍କରଣର ଦ୍ୱିତୀୟ ମ୍ୟାଚ ଶନିବାର ଦିଲ୍ଲୀ କ୍ୟାପିଟାଲ୍ସ ଓ ଚେନ୍ନାଇ ସୁପର କିଙ୍ଗ୍ସ ମଧ୍ୟରେ ଖେଳାଯାଇଛି। ପ୍ରଥମେ ଟସ୍ ଜିତି ବୋଲିଂ ନିଷ୍ପତ୍ତି ନେଇଥିଲା ଦିଲ୍ଲୀ କ୍ୟାପିଟାଲ୍ସ। ତେଣୁ ବ୍ୟାଟ ଧରି ମଇଦାନକୁ […]
ନୂଆଦିଲ୍ଲୀ: ଆଇପିଏଲ ୨୦୨୧ର ଦ୍ୱିତୀୟ ମ୍ୟାଚ୍ ଶନିବାର ଚେନ୍ନାଇ ସୁପର କିଙ୍ଗ୍ସ ଓ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ଫାଇଟିଂ ହେବ । ଏହି ମ୍ୟାଚ ଅଧିକ ରୋମାଞ୍ଚକର ହେବ ବୋଲି କ୍ରୀଡ଼ାବିତ ମାନେ ଆଶଙ୍କା କରିଛନ୍ତି। କାରଣ ଏହି ମ୍ୟାଚରେ ଧୋନି ଏବଂ ରିସଭ ପନ୍ଥ ସାମ୍ନା ସାମ୍ନି ହେବାକୁ ଯାଉଛନ୍ତି। ସୋସିଆଲ ମିଡିଆରେ ଏହି ଦୁଇ ଜଣଙ୍କୁ ଗୁରୁ-ଚେଲା ବୋଲି ସମ୍ବୋଧନ କରାଯାଉଛି। ରିସଭ ଦିଲ୍ଲୀ କ୍ୟାପିଟାଲ୍ସର ନେତୃତ୍ୱ ନେଉଥିବା ବେଳେ ଚେନ୍ନାଇର ନେତୃତ୍ୱ ନେଉଛନ୍ତି […]
ପଶ୍ଚିମବଙ୍ଗରେ ନିର୍ବାଚନୀ ମାହୋଲ ଜୋରଦାର ଥିବା ବେଳେ ଏବେ ପୁଣି ମମତାଙ୍କ ପାଇଁ ବଢ଼ିଲା ଅଡ଼ୁଆ ପରିସ୍ଥିତି। ନିର୍ବାଚନ ଆୟୋଗଙ୍କ ପକ୍ଷରୁ ମମତାଙ୍କୁ ପୁଣି ଜାରି ହେଲା ଆଉ ଏକ ନୋଟିସ୍। ନିର୍ବାଚନ ଦାୟିତ୍ୱରେ ଥିବା କେନ୍ଦ୍ରୀ ସୁରକ୍ଷାବଳ ବିରୋଧରେ ମମତା ବାନାର୍ଜୀ ଭୁଲ ମନ୍ତବ୍ୟ ଦେଇଥିବାରୁ ନିର୍ବାଚନ ଆୟୋଗ ପକ୍ଷରୁ ତାଙ୍କୁ ନୋଟିସ ଜାରି କରଯାଇଛି। ଗୁରୁବାର ରାତିରେ ନିର୍ବାଚନ ଆୟୋଗ ଦ୍ୱାରା ଜାରି କରାଯାଇଥିବା ବିଜ୍ଞପ୍ତିରେ କୁହାଯାଇଛି ଯେ, ମମତା ବାନାର୍ଜୀ କେନ୍ଦ୍ରୀୟ ସୁରକ୍ଷାବଳଙ୍କ […]
ସିଲିଗୁଡ଼ି: ପଶ୍ଚିମବଙ୍ଗ ନିର୍ବାଚନ ପ୍ରଚାର ପାଇଁ ସିଲିଗୁଡ଼ିରେ ପହଞ୍ଚିଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବାଗଡୋଗ୍ରା ବିମାନବନ୍ଦରରେ ଓହ୍ଲାଇଥିଲେ । ବିମାନରୁ ଓହ୍ଲାଇବା ମାତ୍ରେ ହିଁ ସେ ଜଣେ ବ୍ୟକ୍ତିଙ୍କୁ ଦେଖି ଆଲିଙ୍ଗନ କରି ପକାଇଲେ। ଯାହାର ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ତେବେ ଏହି ବ୍ୟକ୍ତି ଜଣକ କିଏ? ଫଟୋ ଭାଇରାଲ ହେବା ପରେ ଏବେ ସମସ୍ତଙ୍କ ମନରେ ସେହି ଗୋଟିଏ ପ୍ରଶ୍ନ। ସେ ବ୍ୟକ୍ତି ଜଣଙ୍କର ମୋଦିଙ୍କ ସହ ଏଭଳି କି ସମ୍ପର୍କ […]
ପୁଣି ପ୍ରଥମ ମ୍ୟାଚରେ ପରାଜୟ ସ୍ୱୀକାର କଲା ମୁମ୍ବାଇ ଇଣ୍ଡିଆନ୍ସ। ଶୁକ୍ରବାର ଆଇପିଏଲ ୨୦୨୧ର ପ୍ରଥମ ମ୍ୟାଚ ମୁମ୍ବାଇ ଇଣ୍ଡିଆନ୍ସ ଓ ରୟାଲ ଚାଲେଞ୍ଜର୍ସ ବାଙ୍ଗଲୋର ମଧ୍ୟରେ ଖେଳାଯାଇଥିଲା। ଏଥିରେ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିଲା ମୁମ୍ବାଇ। ତେବେ ନିର୍ଦ୍ଧାରିତ ୨୦ ଓଭରରେ ମୁମ୍ବାଇ ୯ଟି ୱିକେଟ ହରାଇ ୧୫୯ ରନ କରିଥିଲା। ଏହା ପରେ ୧୬୦ ରନର ବିଜୟ ଲକ୍ଷ୍ୟ ନେଇ ମଇଦାନକୁ ଓହ୍ଲାଇଥିଲା ବାଙ୍ଗଲୋର। ଏବି ଡିଭିଲିୟର୍ସଙ୍କ ଦମଦାର ବ୍ୟାଟିଂ ଆରସିବିକୁ ଜିତାଇଛି। […]
ଶୁକ୍ରବାର ଆରମ୍ଭ ହୋଇଯାଇଛି ଆଇପିଏଲ ମହାକୁମ୍ଭ। ପ୍ରଥମ ମ୍ୟାଚ ମୁମ୍ବାଇ ଇଣ୍ଡିଆନ୍ସ ଓ ରୟାଲ ଚାଲେଞ୍ଜର୍ସ ବାଙ୍ଗଲୋର ମଧ୍ୟରେ ଖେଳାଯାଉଛି। ପ୍ରଥମେ ଟସ୍ ଜିତି ମୁମ୍ବାଇ ଇଣ୍ଡିଆନ୍ସ ନିର୍ଦ୍ଧାରିତ ୨୦ ଓଭରରେ ୯ଟି ୱିକେଟ ହରାଇ ୧୫୯ ରନ୍ କରିଛି। ମୁମ୍ବାଇ ଇଣ୍ଡିଆନ୍ସ ପକ୍ଷରୁ କ୍ରିସ ଲିନ୍ ସର୍ବାଧିକ ୪୯ ରନ୍ କରିଥିବା ବେଳେ ଦ୍ୱିତୀୟ ସର୍ବାଧିକ ସୂର୍ଯ୍ୟକୁମାର ଯାଦବ ୩୧ ରନ କରିଛନ୍ତି। ଏହା ପଛକୁ ଇଶାନ କିଷାନ ୨୮ ରନ୍ କରିଥିବା ବେଳେ ଅଧିନାୟକ […]
ନୂଆଦିଲ୍ଲୀ: କ୍ରିକେଟ ପ୍ରେମୀଙ୍କ ବହୁ ପ୍ରତିକ୍ଷାର ଅନ୍ତଃ ଘଟିଛି। ଏବେ ଆରମ୍ଭ ହୋଇଯାଇଛି କ୍ରିକେଟ ମହାକୁମ୍ଭ ଆଇପିଏଲ-୨୦୨୧। ପ୍ରଥମ ମ୍ୟାଚରେ ମୁମ୍ବାଇ ଇଣ୍ଡିଆନ୍ସ ଓ ରୟାଲ ଚାଲେଞ୍ଜର୍ସ ବାଙ୍ଗଲୋର ମୁହାଁମୁହିଁ ହେବାକୁ ଯାଉଛନ୍ତି। ଗତ ବର୍ଷ ନଭେମ୍ବରରେ ୟୁଏଇ ଗ୍ରାଉଣ୍ଡରେ ଆଇପିଏଲର ୧୩ ତମ ସଂସ୍କରଣ ଆୟୋଜନ ହୋଇଥିଲା। ଏଥିରେ ମଧ୍ୟ ମୁମ୍ବାଇ ଇଣ୍ଡିଆନ୍ସ ଚାମ୍ପିଅନ ହୋଇଥିଲା। ଆଇପିଏଲରେ ସବୁଠାରୁ ଅଧିକ ଥର ଚାମ୍ପିଅନ ହୋଇଥିବା ଦଳ ହେଉଛି ମୁମ୍ବାଇ ଇଣ୍ଡିଆନ୍ସ। ତେବେ ସବୁଠାରୁ ବଡ଼ କଥା […]
ଉତ୍ତରପ୍ରଦେଶରେ ଆଗାମୀ ପଞ୍ଚାୟତ ନିର୍ବାଚନ ପାଇଁ ତାରିଖ ଘୋଷଣା ହୋଇସାରିଛି। ତେଣୁ ଏହି ପରିପ୍ରେକ୍ଷିରେ ବିଜେପି ଉନ୍ନାଓ ଜିଲ୍ଲା ପଞ୍ଚାୟତ ପାଇଁ ପ୍ରାର୍ଥୀଙ୍କ ନାଁ ମଧ୍ୟ ଘୋଷଣା କରିସାରିଛି। ୫୧ଟି ୱାର୍ଡ ମଧ୍ୟରୁ ସଙ୍ଗିତା ସେଙ୍ଗରଙ୍କୁ ବିଜେପି ଫତେହପୁର ଚବିଶ ତୃତୀୟରେ ପ୍ରାର୍ଥୀ କରିଛି। ଏବେ ସେ ଜିଲ୍ଲା ପଞ୍ଚାୟତ ଅଧ୍ୟକ୍ଷ ଭାବେ ଦାୟିତ୍ୱ ତୁଲାଉଛନ୍ତି। ସଙ୍ଗିତା ସେଙ୍ଗର ହେଉଛନ୍ତି, ବିଜେପିର ପୂର୍ବତନ ବିଧାୟକ କୁଲଦୀପ ସିଂହ ସେଙ୍ଗରଙ୍କ ପତ୍ନୀ। ଯିଏକି ଏବେ ଜେଲରେ ଦିନ କାଟୁଛନ୍ତି। […]
ଦେଶରେ ଅନ୍ୟ ରାଜ୍ୟ ତୁଳନାରେ ଉତ୍ତର ପ୍ରଦେଶରେ ମଧ୍ୟ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି। ତେଣୁ ଏହାକୁ ଦୃଷ୍ଟିରେ ରଖି ଉତ୍ତର ପ୍ରଦେଶ ସରକାର, ୪ଟି ଜିଲ୍ଲାରେ ଥିବା ସବୁ ସରକାରୀ ଓ ବେସରକାରୀ ଅଫିସରେ ୫୦ ପ୍ରତିଶତ କର୍ମଚାରୀଙ୍କୁ ନେଇ କାମ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଯୋଗୀ ସରକାରଙ୍କ ଏହି ଆଦେଶ ପରେ ଏବେ ଅଫିସଗୁଡ଼ିକ ୫୦ ପ୍ରତିଶତ କର୍ମଚାରୀଙ୍କୁ ହିଁ ନେଇ କାମ କରିବାକୁ ପଡ଼ିବ। ଯୋଗୀ ଆଦିତ୍ୟନାଥଙ୍କ ଅଫିସ ପକ୍ଷରୁ ଟ୍ୱିଟ୍ କରି […]
ଓଡ଼ିଶା ଇତିହାସ ସହ ପୁରା ଭାରତ ଇତିହାସ ଜଡ଼ିତ। ଏଭଳି କିଛି ସମ୍ବୋଧନ ସହ ଓଡ଼ିଶା ମାଟିକୁ ପ୍ରଶଂସାରେ ପୋତି ପକାଇଛନ୍ତି ମୋଦି। ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ‘ଓଡ଼ିଶା ଇତିହାସ’ ନାମକ ଏକ ବହିର ହିନ୍ଦୀ ସଂସ୍କରଣର ଉନ୍ମୋଚନ କରିଛନ୍ତି। ଏହି ପୁସ୍ତକକୁ ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ହରେକୃଷ୍ଣ ମହତାବ ଲେଖିଥିଲେ। ପିଏମ୍ ମୋଦି ହରେକୃଷ୍ଣ ମହତାବଙ୍କୁ ମନେ ପକାଇ ଭୂୟସୀ ପ୍ରଶଂସା କରିଥିଲେ। ଏହାସହ ତାଙ୍କ ସହ ଜଡ଼ିତ କିଛି ଘଟଣାକୁ ମଧ୍ୟ ମନେ […]
ଶ୍ରୀଲଙ୍କାର ରାଜଧାନୀ କଲମ୍ବୋରେ ଗତ ସପ୍ତାହରେ ଏକ ବ୍ୟୁଟି କୁଇନ୍ କଣ୍ଟେଷ୍ଟ ହୋଇଥିଲା। ଏଥିରେ ଜଣେ ସୁନ୍ଦରୀଙ୍କୁ ପ୍ରଥମେ ବିଜେତା ଘୋଷଣା କରାଯାଇଥିଲା। ହଲ୍ରେ ଏହି ଶୋ’ରେ ସାମିଲ ଥିବା ଜଣେ ମିସେସ୍ ୱାର୍ଲ୍ଡ ଉକ୍ତ ବିଜେତାଙ୍କଠାରୁ ତାଙ୍କ ବିଜୟ ମୁକୁଟ ଛଡ଼ାଇ ଆଣିଥିଲେ। ଏମିତିକି ଆଉ ଜଣେ ସୁନ୍ଦରୀଙ୍କୁ ଏହି ବିଜୟ ମୁକୁଟ ପିନ୍ଧିଥିଲେ। ମିସେସ ୱାର୍ଲ୍ଡଙ୍କ ଏଭଳି ଆଚରଣ ପାଇଁ ତାଙ୍କୁ ପୋଲିସ ଗିରଫ କରିଛି। ସର୍ବ ସମ୍ମୁଖରେ ଏଭଳି ଘଟଣା ଘଟିଥିଲା। ଏହାର […]
ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନି ଗତ ବର୍ଷ ଅଗଷ୍ଟ ୧୫ରେ ଅନ୍ତର୍ଜାତୀୟ କ୍ରିକେଟରୁ ସନ୍ୟାସ ନେଇସାରିଛନ୍ତି। ଅନ୍ତର୍ଜାତୀୟ କ୍ରିକେଟରୁ ସନ୍ୟାସ ନେବା ପରେ ସବୁବେଳେ ଧୋନିଙ୍କ ଫୋକସ ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍) ଉପରେ ହିଁ ରହିଛି। ଆଇପିଏଲର ଏହି ୧୪ତମ ସଂସ୍କରଣରେ ଧୋନିଙ୍କ ଧୁଆଁଧାର ଖେଳ ଦେଖିବାକୁ ମିଳିପାରେ। କାରଣ ଧୋନି ଏବେ ଜବରଦସ୍ତ ଫର୍ମରେ ଅଛନ୍ତି। ଅଭ୍ୟାସ ମ୍ୟାଚରେ ଲମ୍ବା ଲମ୍ବା ସଟ୍ ଖେଳିବା ସହ ଚମତ୍କାର ୱିକେଟ […]
ପଶ୍ଚିମବଙ୍ଗରେ ଚତୁର୍ଥ ପର୍ଯ୍ୟାୟ ମତଦାନ ପାଇଁ ଗୁରୁବାର ହେଉଛି ପ୍ରଚାରର ଶେଷ ଦିନ । ଗୁରୁବାର ସନ୍ଧ୍ୟା ପରେ ଆଉ ସୁଭିବନି ପ୍ରଚାର ଗାଡ଼ିର ଶବ୍ଦ, କି ପ୍ରାର୍ଥୀଙ୍କୁ ପ୍ରଚାର ପାଇଁ ନାହିଁ ଅନୁମତି। ଏହି ପର୍ଯ୍ୟାୟରେ ୪୪ ଟି ଆସନ ପାଇଁ ଆସନ୍ତା ୧୦ ତାରିଖ ଦିନ ମତଦାନ ଗ୍ରହଣ କରାଯିବ। ଏଭଳି ପରିସ୍ଥିତିରେ ଗୁରୁବାର ସନ୍ଧ୍ୟାରେ ବିଜେପି ଷ୍ଟାର ପ୍ରଚାରକ ମିଥୁନ ଚକ୍ରବର୍ତ୍ତୀ ରୋଡ୍ ଶୋ’ ଶେଷ କରି ଫେରୁଥିବା ବେଳେ ତାଙ୍କ ଟିମରେ […]
west bengal election jaya bachcan push individual road show video
ଚେନ୍ନାଇ ସୁପରକିଙ୍ଗସ ଏଥର ଆଇପିଏଲରେ ପ୍ଲେ-ଅଫକୁ ଯାଇପାରିବନି, ଏନେଇ କ୍ରିକେଟ ବିଶେଷଜ୍ଞମାନେ ମତ ଦେଉଥିବା ବେଳେ ଧୋନି ଏହାକୁ ଭୁଲ ପ୍ରମାଣିତ କରିବାକୁ ସମ୍ପୂର୍ଣ୍ଣ ପ୍ରସ୍ତୁତ। ଚେନ୍ନାଇ ଟିମର ଅଧିନାୟକ ମହେନ୍ଦ୍ର ସିଂହ ଧୋନି ଏବେ ଜୋରଦାର ଅଭ୍ୟାସ ଆରମ୍ଭ କରିଦେଇଛନ୍ତି। ପ୍ରଥମେ ଧୋନି ନେଟରେ ଅଭ୍ୟାସ କରୁଥିବା ବେଳେ ଲମ୍ଭା ଲମ୍ଭା ସଟ୍ ଖେଳୁଥିବା ଦେଖାଯାଇଥିଲା। କିନ୍ତୁ ଏବେ ସେ ମଇଦାନରେ ଅଭ୍ୟାସ ମ୍ୟାଚ୍ ଖେଳୁଥିବା ବେଳେ ମଧ୍ୟ ଜୋରଦାର୍ ସଟ୍ ଖେଳିଛନ୍ତି। ଯେଉଁଭଳି ଖେଳ […]
କୋଲକତା: ପଶ୍ଚିମବଙ୍ଗରେ ମମତାଙ୍କ ପାଇଁ ବଢ଼ିଲା ଅଡ଼ୁଆ। ନୋଟିସ୍ ଜାରି କଲେ ନିର୍ବାଚନ ଆୟୋଗ। କହିଲେ, ୪୮ ଘଣ୍ଟାରେ ଜବାବ ଦିଅ। ମମତାଙ୍କ ଗଡ଼ କୁହଯାଉଥିବା ପଶ୍ଚିମବଙ୍ଗରେ ଏବେ ଖୋଦ୍ ମମତାଙ୍କ ସ୍ଥିତି ଟଳମଳ ହେଲାଣି। କିଏ ଯିବ କିଏ ହାରିବ, କାହାର ସରକାର ହେବ ସେନେଇ ଟିଏମସି ନେତା ମଧ୍ୟ ଦ୍ୱନ୍ଦ୍ୱରେ ଥିବା ଦେଖାଯାଉଛି। ଗୋଟିଏ ପଟେ ମମତା ଛାତି ପିଟି ସରକାର ଗଠନ କରିବେ ବୋଲି ନିର୍ବଚନୀ ସଭା ମଞ୍ଚରେ କହୁଥିବା ବେଳେ ତାଙ୍କ […]
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ‘ପରୀକ୍ଷା ପେ ଚର୍ଚ୍ଚା’। ପରୀକ୍ଷାକୁ ନେଇ ପିଲାଙ୍କ ମନରେ ଥିବା ଭୟକୁ ବାହାର କରିବା ପାଇଁ ଚେଷ୍ଟା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମେଦି। ସେ ଛାତ୍ରଛାତ୍ରୀଙ୍କୁ କହିଛନ୍ତି ଯେ, ‘ପରୀକ୍ଷାକୁ ନେଇ ଡରିବା ଉଚିତ ନୁହେଁ। କାରଣ ପରୀକ୍ଷା ତ ବାରମ୍ବାର ଦେଉଛନ୍ତି। ପରୀକ୍ଷାକୁ ନେଇ କାହା ମନରେ ଡର ନାହିଁ ବରଂ ଅନ୍ୟ କୌଣସି କାରଣ ପାଇଁ ଡର ଲାଗୁଛି। ପରୀକ୍ଷାକୁ ନେଇ ଏମିତି କିଛି ବାତାବରଣ ସୃଷ୍ଟି କରାଯାଇଛି, ଯାହାକୁ […]
ପାକିସ୍ତାନୀ ବ୍ୟାଟ୍ସମ୍ୟାନ୍ ଫକର ଜମାନଙ୍କ ୧୯୩ ରନର ବଡ଼ ଇନିଂସ । ଦିନକିଆ ରାଙ୍କିଂରେ ଏକାଥରକେ ୭ଟି ସ୍ଥାନ ଉପରକୁ ଆସି ୧୨ ନମ୍ବର ସ୍ଥାନରେ ପହଞ୍ଚିଲେ ଫକର। ଦକ୍ଷିଣ ଆଫ୍ରିକା ବିରୋଧରେ ପାକିସ୍ତାନ ଖେଳୁଥିବା ଦ୍ୱିତୀୟ ଦିନିକିଆରେ ସେ ଏହି ବଡ଼ ସ୍କୋର ହାସଲ କରିଛନ୍ତି। ଆଇସିସି ପକ୍ଷରୁ ଜାରି କରାଯାଇଥିବା ତାଜା ରାଙ୍କିଂରୁ ଏହା ସ୍ପଷ୍ଟ ହୋଇଛି। ଦିନିକିଆରେ ଚେଜ୍ କରୁଥିବା ବେଳେ କୌଣସି ବ୍ୟାଟ୍ସମ୍ୟାନଙ୍କ ସ୍କୋର ମଧ୍ୟରୁ ୧୯୩ ରନ୍ ହେଉଛି ସର୍ବାଧିକ। […]
ଆଇପଇଲ୍ ଅନ୍ ଦ ୱେ । ଏପ୍ରିଲ ୯ରୁ ଆରମ୍ଭ ହେବାକୁ ଯାଉଛି ଆଇପିଏଲର ୧୪ତମ ସଂସ୍କରଣ । ତେବେ ଏହା ପୂର୍ବରୁ ଆରମ୍ଭ ହେଇଛି ବାଦବିବାଦ । ଚେନ୍ନାଇ ସୁପରକିଙ୍ଗସକୁ ନେଇ ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଓପନିଂ ବ୍ୟାଟ୍ସମ୍ୟାନ ଗୌତମ ଗମ୍ଭୀର ଦେଇଛନ୍ତି ବିବାଦୀୟ ବୟାନ। ସେ ଏବେଠୁ ଭବିଷ୍ୟବାଣୀ କରିଛନ୍ତି ଯେ, ଏଥର ଧୋନୀଙ୍କ ଟିମ୍ ଚେନ୍ନାଇ ୫ ନମ୍ବର ସ୍ଥାନରେ ରହିବ । ଏମିତିକି ସିଧାସଳଖ ସେ କହିଛନ୍ତି ପ୍ଲେ-ଅଫରେ ମଧ୍ୟ […]
ମୁମ୍ବାଇ: ସବୁବେଳେ ହସ ମଜା ଆଉ ଇମୋସନରେ ଭରପୁର ରହୁଥିବା ରିଆଲିଟି ଶୋ’ ଇଣ୍ଡିଆନ ଆଇଡଲ୍ ୧୨ ଷ୍ଟେଜ୍ ହଠାତ୍ ରଣ କ୍ଷେତ୍ରରେ ପାଲଟିଗଲା। ଗୋଟିଏ ପରିବାର ଭଳି ଚଳି ଆସୁଥିବା ପ୍ରତିଯୋଗୀମାନେ ହାତାହାତି ହେବାକୁ ବି ପଛାଇଲେନି । ଏକଥା ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥାଇପାରେ, କିନ୍ତୁ ଏହା ସତ। ପ୍ରତିଯୋଗୀଙ୍କ ମଧ୍ୟରେ ହାତାହାତି ହେଉଥିବା ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହ ଭିଡିଓ ଦେଖି ଫ୍ୟାନ୍ମାନେ ମଧ୍ୟ ବେଶ୍ ଏଣ୍ଟରଟେନ୍ […]
ନୂଆଦିଲ୍ଲୀ: ଇଣ୍ଡିଆନ୍ ପ୍ରିମିୟର ଲିଗର ୧୪ତମ ସଂସ୍କରଣରେ ରାଜସ୍ଥାନ ରୟାଲ୍ସ ନୂଆ ଅଧିନାୟକଙ୍କୁ ନେଇ ମଇଦାନକୁ ଓହ୍ଲାଇବ । ଦଳର ଦାୟିତ୍ୱ ଯୁବ ବ୍ୟାଟ୍ସମ୍ୟାନ୍ ସଞ୍ଜୁସାମସନଙ୍କୁ ଦିଆଯାଇଛି । ସଞ୍ଜୁ ସାମସନଙ୍କ ନାଁ ପ୍ରଥମେ ୨୦୧୭ ଆଇପିଏଲରେ ର୍ଚଚ୍ଚାକୁ ଆସିଥିଲା । ସେ ଆଇପିଏଲର ଦଶମ ସଂସ୍କରଣରେ ଦିଲ୍ଲୀ କ୍ୟାପିଟାଲ୍ସ ପାଇଁ ଖେଳୁଥିବା ବେଳେ ମାତ୍ର ୬୩ ବଲରେ ଧୁଆଁଧାର ଶତକ ସହ ୧୦୨ ରନ୍ କରିଥିଲେ । ଏହା ପରେ ସେ ସମସ୍ତଙ୍କ ନଜରକୁ ଆସିଥିଲେ […]
ମୁମ୍ବାଇ: ସାରା ଦେଶରେ ଏବେ କରୋନା କହର । ଚିନ୍ତାରେ ପୁରା ଦେଶ । କରୋନାର ଏହି ଦ୍ୱିତୀୟ ଲହର ପ୍ରଥମେ ସାଧାରଣ ଲୋକ ଓ ପରେ ବଲିଉଡକୁ ଗ୍ରାସ କରିଥିଲା । ଆଉ ଏବେ କ୍ରିକେଟ ଜଗତରେ ଖେଳାଇଛି ଆତଙ୍କ । ଆଗକୁ ଆଇପିଏଲ ଆରମ୍ଭ ହେବାକୁ ଥିବା ବେଳେ ଏବେ କରୋନା ସଂକ୍ରମଣ ସମସ୍ତଙ୍କୁ ଚିନ୍ତାରେ ପକାଇଛି। ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ୱିକେଟ୍ କିପର, ବ୍ୟାଟ୍ସମ୍ୟାନ୍ ତଥା ମୁମ୍ବାଇ ଇଣ୍ଡିଆନ୍ସର ପ୍ରତିଭା ସନ୍ଧାନ […]
ନୂଆଦିଲ୍ଲୀ: ଇଣ୍ଡିଆନ ପ୍ରିମିୟର୍ ଲିଗରେ ଗ୍ଲେନ୍ ମ୍ୟାକ୍ସୱେଲଙ୍କ ପ୍ରଦର୍ଶନ ସେତେ ଆଖିଦୃଶିଆ ନଥିଲା। ଗତ ବର୍ଷ ମଧ୍ୟ ତାଙ୍କର ପ୍ରଦର୍ଶନ ଖୁବ୍ ଖରାପ ଥିଲା। ଯେଉଁଥିପାଇଁ କିଙ୍ଗସ ଇଲେଭେନ୍ ପଞ୍ଚାବ ତାଙ୍କୁ ଏଥର ନିଲାମ ପାଇଁ ରିଲିଜ କରିଦେଇଥିଲା। କିନ୍ତୁ ଗତ ଫେବ୍ରୁଆରୀରେ ହୋଇଥିବା ନିଲାମୀରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗଲୋର ମ୍ୟାକ୍ସୱେଲଙ୍କୁ ୧୪.୨୫ କୋଟି ଟଙ୍କାରେ କିଣି ନିଜ ଟିମରେ ସାମିଲ କରିଛି। ବାଙ୍ଗଲୋର ନିଜ ଟିମର ମିଡିଲ ଅର୍ଡର ମଜଭୁତ୍ କରିବାକୁ ଚାହୁଁଛି। ତେଣୁ ସେ […]
କୁଚବେହାର: ପୁଣିଥରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉଦାରତା ଓ ମାନବିକତାର ପରିଚୟ ସାମ୍ନାକୁ ଆସିଲା। ପଶ୍ଚମବଙ୍ଗରେ ର୍ନିବାଚନୀ ପ୍ରଚାର ବେଳେ ମମତାଙ୍କ ବିରୋଧରେ ରଣହୁଙ୍କାର ଦେଉଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସ୍ୱର ଅଚାନକ ନରମ ପଡ଼ିଗଲା।