• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from India

job
୨୦୩୦ ସୁଦ୍ଧା ଖୁଚୁରା ବ୍ୟବସାୟ କ୍ଷେତ୍ରରେ ଅଢେଇ କୋଟି ନୂତନ ଚାକିରି ସୃଷ୍ଟି କରିବ ଭାରତ

ନୂଆଦିଲ୍ଲୀ: ୨୦୩୦ ସୁଦ୍ଧା ଭାରତୀୟ ଖୁଚୁରା କ୍ଷେତ୍ର 2.5 କୋଟି ନୂତନ ନିଯୁକ୍ତି ସୃଷ୍ଟି କରିବାର ସମ୍ଭାବନା ଅଛି ଏବଂ ସିଂହ ଅଂଶ ଅଫଲାଇନ୍ + ଅନଲାଇନ୍ ମଡେଲ୍ ହେବ ଯାହା ମୋଟ ଖୁଚୁରା ନିଯୁକ୍ତିର ପ୍ରାୟ 50 ପ୍ରତିଶତ ହେବ ବୋଲି ନାସକମ୍ ରିପୋର୍ଟରେ ସୋମବାର କୁହାଯାଇଛି । ଅଗ୍ରଣୀ ମ୍ୟାନେଜମେଣ୍ଟ ଏବଂ କନ୍ସଲ୍ଟିଂ ଫାର୍ମ ଟେକ୍ନୋପ୍ୟାକ୍ ସହ ମିଳିତ ଭାବରେ କରାଯାଇଥିବା ନାସକମ୍ ରିପୋର୍ଟ ଅନୁଯାୟୀ ଅନଲାଇନ୍ + ଅଫଲାଇନ୍ ମଡେଲ୍ ଆସନ୍ତା 10 […]

nepathya
ସନ୍ଥ, ଚିକିତ୍ସକ ଓ ବୈଜ୍ଞାନିକ ଧୀରେନ୍ଦ୍ର ନାରାୟଣ

ସେଇ ସନ୍ଥ, ଯାହାଙ୍କର ସାରା ଜୀବନ ବିତିଗଲା ନିରାଡ଼ମ୍ବରରେ। ସେଇ ବୈଜ୍ଞାନିକ, ଯିଏ ରସାୟନ ବିଜ୍ଞାନରେ ଗବେଷଣା କରି ପାଇଥିଲେ ସଫଳତା। ସେଇ ଚିକିତ୍ସକ, ରୋଗୀ ସେବା ଯାହାଙ୍କର ଥିଲା ଜୀବନବ୍ରତ। ସେଇ ସନ୍ଥ, ଚିକିତ୍ସକ ଓ ବୈଜ୍ଞାନିକ ଧୀରେନ୍ଦ୍ର ନାରାୟଣଙ୍କ ଉପରେ ଲେଖିକା ସୁମିତ୍ରା ପାଢ଼ୀଙ୍କ ସ୍ୱତନ୍ତ୍ର ଆଲେଖ୍ୟ । ୧୯୫୭ ମସିହାର କଥା । ସେତେବେଳକୁ ଭାରତ ମାତ୍ର ଦଶ ବର୍ଷ ତଳେ ସ୍ୱାଧୀନ ହୋଇଥାଏ । ଅବିଭକ୍ତ ବାଲେଶ୍ୱର ଜିଲ୍ଲାର ଭଦ୍ରକ ସହର […]

trespassers art group
କିଏ ଏହି ନୂଆ ଅନୁପ୍ରବେଶକାରୀ?

ସେମାନେ ‘ଟ୍ରେସପାସରସ୍’। ଓଡ଼ିଆରେ କହିଲେ ଅନୁପ୍ରବେଶକାରୀ। ଜଣେ ନୁହେଁ, ଏହି ଟ୍ରେସପାସରସ୍‌ରେ ଅଛନ୍ତି ୧୦ ଜଣ। କେଉଁଠି ଏମାନେ ଅନୁପ୍ରବେଶ କରନ୍ତି ? କାହିଁକି ତାଙ୍କର ଏ ଅନୁପ୍ରବେଶ ? ଏହି ନୂଆ ଅନୁପ୍ରବେଶକାରୀଙ୍କ ଉଦ୍ଦେଶ୍ୟ, ଆଦର୍ଶକୁ ନେଇ ପ୍ରସିଦ୍ଧ ଯୁବ ଚିତ୍ରଶିଳ୍ପୀ ରମାକାନ୍ତ ସାମନ୍ତରାୟଙ୍କ ସ୍ୱତନ୍ତ୍ର ଆଲେଖ୍ୟ । ହଠାତ୍ ଆମ ସରକାରଙ୍କୁ ଲାଗିଲା ଯେ, ଆମ ସହର ଗୁଡିକ ଅସୁନ୍ଦର ହେଇଯାଉଛନ୍ତି। ସହରକୁ ସର୍ବାଙ୍ଗ ସୁନ୍ଦର କରି ସଜେଇବାକୁ ସୌନ୍ଦର୍ଯ୍ୟକରଣର ଆବଶ୍ୟକତା ରହିଛି। ଖାସ୍ […]

gopala-bhanda
ରସିକିଆ ଗୋପାଳ ସତରେ ମଣିଷ ନା କିମ୍ବଦନ୍ତୀର ଚରିତ୍ର ?

ତାଙ୍କ ନାଁ ଶୁଣିଲେ ଆଖି ଆଗରେ ନାଚିଯାଏ ଏକ କୌତୁକିଆ, ରସିକିଆ ମଣିଷର ଥଟ୍ଟା, ମଜ୍ଜା। ମନେ ପଡିଯାଏ ପ୍ରଖର ବୁଦ୍ଧି ସମ୍ପନ୍ନ ଜଣେ ବ୍ୟକ୍ତିଙ୍କ ବାକ୍‌ଚାତୁରୀ। ପିଲାଙ୍କ ଗପପେଡ଼ିର ଏକ ଚିରସବୁଜ ନାୟକ ସେ। ସେ ହେଉଛନ୍ତି ଗୋପାଳ ଭାଣ୍ଡ ।   କିଏ ଏହି ଗୋପାଳ ଭାଣ୍ଡ ? କେଉଁଠି ତାଙ୍କ ଘର ? କେଉଁଠି ରହିଛି ତାଙ୍କର ଅସ୍ତିତ୍ୱ ? ଗୋପାଳ ଭାଣ୍ଡଙ୍କ ଅସ୍ତିତ୍ୱକୁ ନେଇ              […]

Ko-artist
ଆପଣ ଜାଣିଛନ୍ତି କି ପୃଥିବୀର ଦଶ ଧନୀ ଚିତ୍ରଶିଳ୍ପୀଙ୍କ ନାଁ?

ବିଶ୍ୱକର୍ମା ଓ ଶୂଦ୍ର ନାରୀ ଔରସରୁ ଜନ୍ମିତ ନଅ ଜାତି ଭିତରୁ ଚିତ୍ରକର ଗୋଟେ ଜାତି । ଭାରତୀୟ ବର୍ଣ୍ଣ ବ୍ୟବସ୍ଥାରେ ଚିତ୍ରଶିଳ୍ପୀଙ୍କୁ ଶୂଦ୍ର ଭାବରେ ଦେଖାଯାଏ । ବିଶ୍ୱକର୍ମାଙ୍କ ସନ୍ତାନ ଭାବରେ ସେମାନଙ୍କୁ ଗୋଟିଏ ପଟରେ ସମ୍ମାନ ଦିଆଯାଏ ଓ ଅନ୍ୟ ପଟରେ ଶୂଦ୍ର ମା’ ପାଖରୁ ଜନ୍ମ ବୋଲି ତଳିଆ କରି ଦେଖାଯାଏ

salary
7th Pay Commission: ଜାନୁଆରୀରୁ ସରକାରୀ କର୍ମଚାରୀଙ୍କୁ ମିଳିବ ବର୍ଦ୍ଧିତ ଦରମା

ହାଇଦ୍ରାବାଦ୍‌: ନୂଆବର୍ଷ ସରକାରୀ କର୍ମଚାରୀଙ୍କ ପାଇଁ ଅନେକ ଖୁସି ନେଇ ଆସିଛି। କାହିଁକି ଜାଣନ୍ତି ? ସେମାନଙ୍କୁ ମନ ଖୁସି କରିବା ପରି ଉପହାର ଦେଉଛନ୍ତି ସରକାର।  ଛତିଶଗଡ଼ ସରକାରୀ କର୍ମଚାରୀଙ୍କ ପାଇଁ ଏପରି ନୂଆବର୍ଷ ଭେଟି ଦେଇଛନ୍ତି ସେଠିକାର ସରକାର। ସରକାରୀ କର୍ମଚାରୀ ଓ ଅଧିକାରୀମାନଙ୍କ ଦରମା ବୃଦ୍ଧି କରିବା ସହ ସେମାନଙ୍କୁ ବକେୟା ଅର୍ଥ ପ୍ରଦାନ ପାଇଁ ଘୋଷଣା କରିଛନ୍ତି ରାଜ୍ୟ ସରକାର। ରାଜ୍ୟ ସରକାରଙ୍କ ଏହି ଘୋଷଣାରେ ପ୍ରାୟ ୫ ଲକ୍ଷ ର୍କଚାରୀ […]

police
କରୋନା ଭୟରେ ୧୫ ମାସ ଯାଏ ଘର ଭିତରେ ନିଜକୁ ବନ୍ଦ ରଖିଥିଲେ ପରିବାର ସଦସ୍ୟ

କରୋନାରେ ସଂକ୍ରମିତ ହେବା ଭୟରେ ତମ୍ଭୁ ଘର ଭିତରେ ପାଖାପାଖି ୧୫ ମାସ ନିଜକୁ ବନ୍ଦ କରି ରଖିଲେ ପରିବାରର ସଦସ୍ୟ। ସବୁଠାରୁ ଆଶ୍ଚର୍ଯ୍ୟ କଥା, ଘଟଣା ସମ୍ପର୍କକରେ ପଡ଼ିଶା ଲୋକଙ୍କୁ ମଧ୍ୟ ଜଣାନଥିଲା।