ମୁମ୍ବାଇ: ଆଜି ବି ମୁମ୍ବାଇରେ ପ୍ରବଳ ବର୍ଷା ଲାଗି ରହିବ। ବିଶେଷକରି ମୁମ୍ବାଇ, ନଭି ମୁମ୍ବାଇ ଓ ଥାନେ ଅଂଚଳରେ ଆଜି ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ଭାରତୀୟ ପାଣିପାଗ ବିଭାଗ ସୂଚନା ଦେଇଛି। ଏହାକୁ ନଜରରେ ରଖି ବିଏମସି ପକ୍ଷରୁ ଲୋକମାନଙ୍କୁ ବାହାରକୁ ନ ବାହାରିବାକୁ ପରାମର୍ଶ ଦିଆଯାଇଛି। ଗତ ୨୪ ଘଣ୍ଟା ମଧ୍ୟରେ ମୁମ୍ବାଇ ଓ ଏହାର ଆଖପାଖ ଅଞ୍ଚଳରେ ୧୫୦ରୁ ୧୮୦ ମିଲିମିଟର ବର୍ଷା ରେକର୍ଡ଼ କରାଯାଇଛି। […]
ଭାରତର ପୂର୍ବତନ ରାଷ୍ଟ୍ରପତି ତଥା ବିଶ୍ୱପ୍ରସିଦ୍ଧ ବୈଜ୍ଞାନିକ ଓ ପ୍ରଜ୍ଞାପୁରୁଷ ଡ. ଏପିଜେ ଅବଦୁଲ କଲାମଙ୍କ ପାଖକୁ ଏକ ଖୋଲା ଚିଠି ଲେଖିଛନ୍ତି ଜଣେ ଯୁବଲେଖିକା
ନୂଆଦିଲ୍ଲୀ: କାର୍ଗିଲ ବିଜୟ ଦିବସର ଗୋଟିଏ ଦିନ ପରେ ଆୟୋଜିତ ଏକ ବିଶେଷ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କାର୍ଗିଲ ବିଜୟର ସ୍ମୃତି ଚାରଣ କରିଛନ୍ତି। ସେ କହିଛନ୍ତି, ଯୁଦ୍ଧ ସରକାର ନୁହେଁ ସମଗ୍ର ଦେଶ ଲଢ଼ିଥାଏ। ସେହି କାରଣରୁ କାର୍ଗିଲ ବିଜୟ ପ୍ରତି ଭାରତୀୟଙ୍କ ବିଜୟ। ସେ ଆହୁରି ମଧ୍ୟ କହିଥିଲେ, ଭାରତର ଜାତୀୟ ସୁରକ୍ଷା ସବୁ ସମୟରେ ଅଭେଦ୍ୟ ଥିଲା ଏବଂ ଆଗକୁ ମଧ୍ୟ ରହିବ। ଜାତୀୟ ସୁରକ୍ଷା କଥା ଆସିଲେ ଆମେ କୌଣସି […]
ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ରିପୋର୍ଟ ଅନୁଯାୟୀ, ପ୍ରତିବର୍ଷ ୬ ମିଲିୟନ୍ ଲୋକଙ୍କର ତମାଖୁ ସେବନରେ ମୃତ୍ୟୁ ହେଉଛି। ତମାଖୁ ସେବନ ଫୁସଫୁସ୍ କର୍କଟର ମୁଖ୍ୟ କାରଣ। ତେଣୁ ତମାଖୁ ସେବନରୁ ବିରତ ରୁହନ୍ତୁ ଓ ଏକ ସୁସ୍ଥ ଜୀବନ ବଞ୍ଚନ୍ତୁ। ତା’ହେଲେ ଆସନ୍ତୁ ଜାଣିବା ଅନ୍ୟ କେଉଁ କାରଣ ଯୋଗୁ ଫୁସ୍ଫୁସ କ୍ୟାନ୍ସର୍ ହୋଇଥାଏ। ସେହିପରି ଏହାର ଲକ୍ଷଣ ଓ ପ୍ରତିକାର ସଂପର୍କରେ ବି ଜାଣିବା। ଫୁସ୍ଫୁସ୍ କ୍ୟାନ୍ସର୍ର ପ୍ରମୁଖ୍ୟ କାରଣ ୧. […]
ମୁମ୍ୱାଇ: ‘ଆଙ୍ଗ୍ରି ବାର୍ଡ’ ନାମରେ ହଲିଉଡ୍ରେ ଏକ ଆନିମେଶନ୍ ଫିଲ୍ମ ନିର୍ମିତ ହୋଇସାରିଛି। ଫିଲ୍ମ ରିଲିଜ୍ ହେବାର ତିନି ବର୍ଷ ପରେ ଏହାର ଦ୍ୱିତୀୟ ଭାଗ ‘ଆଙ୍ଗ୍ରି ବାର୍ଡ୍-୨’ ତିଆରି ହେବାକୁ ଯାଉଛି। ଅନ୍ୟାନ୍ୟ ହଲିଉଡ୍ ଫିଲ୍ମ ପରି ଏହି ଫିଲ୍ମକୁ ମଧ୍ୟ ହିନ୍ଦୀ, ତାମିଲ ଓ ତେଲୁଗୁ ଭାଷାରେ ଡବ୍ କରାଯିବା ପରେ ଭାରତରେ ରିଲିଜ କରାଯିବ। ସୂଚନା ଅନୁସାରେ ‘ଆଙ୍ଗ୍ରି ବାର୍ଡ୍-୨’ର ହିନ୍ଦୀ ଭର୍ସନ୍ରେ ମୁଖ୍ୟ ଚରିତ୍ରରେ ଥିବା ରେଡ୍ ପାଇଁ କମେଡିଆନ୍ କପିଲ […]
ନୂଆଦିଲ୍ଲୀ: ଡକ୍ଟର କଲାମ୍, ଏପିଜେ ଅବ୍ଦୁଲ କଲାମ ବା ‘ଭାରତର ମିସାଇଲ ମ୍ୟାନ୍’ ଅବୁଲ ପାକିର ଜୈନୁଲାବ୍ଦୀନ୍ ଅବ୍ଦୁଲ କଲାମଙ୍କର ୨୭ ଜୁଲାଇ ଥିଲା ଚତୁର୍ଥ ଶ୍ରାଦ୍ଧ ବାର୍ଷିକୀ। ଏହି ଅବସରରେ ପିଲାଠାରୁ ବୁଢ଼ା, ଜାତି ଧର୍ମ ଏବଂ ରାଜନୀତିକ ବିଚାର ନିର୍ବିଶେଷରେ ପ୍ରତ୍ୟେକ ଭାରତୀୟ ତାଙ୍କୁ ମନେ ପକାଇଛନ୍ତି। Tamil Nadu: Family of former President Dr #APJAbdulKalam pay tribute at Dr APJ Abdul Kalam memorial in Rameswaram earlier […]
ଶ୍ରୀନଗର: ଆଜି ସକାଳେ ଶୋପିଆନ୍ ଅଞ୍ଚଳର ବୋନା ବଜାରରେ ସୁରକ୍ଷା ବଳ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା। ଏଥିରେ ୨ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି। ମୃତ ୨ ଜଣଙ୍କ ମଧ୍ୟରୁ ଜଣେ ଦକ୍ଷିଣ କଶ୍ମୀରର ବାସିନ୍ଦା ହୋଇଥିବା ବେଳେ ଅନ୍ୟ ଜଣେ ପାକିସ୍ତାନର ଆତଙ୍କବାଦୀ ସଂଗଠନ ଜୈଶ-ଏ-ମହମ୍ମଦର ସଦସ୍ୟ ମୁଲ୍ଲା ଲାହୋରି ବୋଲି ଜଣାପଡ଼ିଛି। ଦୀର୍ଘ ଦିନରୁ ଭାରତର ଟାର୍ଗେଟରେ ଥିଲା ନିହତ ଆତଙ୍କବାଦୀ ମୁନ୍ନା ଲାହୋରୀ। ଆଇଇଡି ବୋମା ତିଆରି କରିବାରେ […]
ଭୋପାଳ: ପିଲା ଚୋର ଭାବି ଜଣେ କଂଗ୍ରେସ ନେତାଙ୍କୁ ଲୋକେ ପିଟିଛନ୍ତି। ଏଭଳି ଘଟଣା ଘଟିଛି ମଧ୍ୟପ୍ରଦେଶର ଏକ ଗାଁରେ। ପିଲାଚୋର ଗ୍ୟାଙ୍ଗ୍ ମାତିଥିବାର ଏକ ଗୁଜବ ପ୍ରଚାର ଚାଲିଥିବା ବେଳେ ଗାଁ ଲୋକମାନେ ଏପରି କରିଥିବା ସୂଚନା ମିଳିଛି। ଗାଁ ଲୋକଙ୍କୁ ଖବର ମିଳିଥିଲା ଯେ ପିଲା ଅପହରଣ କରୁଥିବା ଏକ ଗ୍ୟାଙ୍ଗ୍ ବେତୁଲ୍ ଜିଲ୍ଲାରେ ଘୁରି ବୁଲୁଛି। ଏଥିପାଇଁ ଲୋକେ ଗଛ ପକାଇ ରାସ୍ତା ଅବରୋଧ କରିଥିଲେ। ତିନିଜଣ ସ୍ଥାନୀୟ କଂଗ୍ରେସ ନେତା ଧର୍ମେନ୍ଦ୍ର […]
ନୂଆଦିଲ୍ଲୀ: ସୋମବାର ରାଜ୍ୟସଭାରେ ଉପସ୍ଥାପନ ହେବ ବହୁ ଚର୍ଚ୍ଚିତ ବିଧେୟକ ତିନି ତଲାକ ବିଲ୍। ଚଳିତ ସପ୍ତାହରେ ଏହି ବିଲ୍ ଲୋକସଭାରେ ପାରିତ ହୋଇଯାଇଛି। ରାଜ୍ୟସଭାରେ ଏହି ବିଲ୍ ପାରିତ ହେବା ପରେ ରାଷ୍ଟ୍ରପତିଙ୍କ ଅନୁମୋଦନ ଲାଭ କରିବ। ଏହାପରେ ୨୦୧୪ରେ ମୁସଲିମ୍ ମହିଳାଙ୍କ ସୁରକ୍ଷା ପାଇଁ ନାରା ଦେଇଥିବା ତିନି ତଲାକ୍ ବିଲ୍ ଆଇନରେ ପରିଣତ ହେବ। ମୋଦି ତାଙ୍କ ପ୍ରଥମ ସରକାରରେ ଏହି ବିଲ୍ ଲୋକସଭାରେ ପାସ୍ କରିଥିଲେ ମଧ୍ୟ ରାଜ୍ୟସଭାରେ ସଂଖ୍ୟା ଗରିଷ୍ଠତା […]
ନୂଆଦିଲ୍ଲୀ: ଦେଶର ସର୍ବବୃହତ ଟେଲିକମ କମ୍ପାନୀ ହେବାର ଗୌରବ ଅର୍ଜନ କରିଛି ଜିଓ। ମାତ୍ର ତିନି ବର୍ଷରୁ କମ୍ ସମୟ ମଧ୍ୟରେ ରିଲାଏନ୍ସ ଜିଓ ୩୩୧.୩ ନିୟୁତ ବା ୩୩.୧୩ କୋଟି ଗ୍ରାହକ ହାସଲ କରିବାର ସକ୍ଷମ ହୋଇଛି। ଏଥିସହିତ ଭୋଡାଫୋନ ଆଇଡ଼ିଆ କୁ ପଛରେ ପକାଇ ଦେଶର ସର୍ବବୃହତ ଟେଲିକମ କମ୍ପାନୀ ହୋଇଛି ଜିଓ। ଜୁନ୍ ୨୦୧୯ ଶେଷ ସୁଦ୍ଧା ଭୋଡାଫୋନର ଗ୍ରାହକ ସଂଖ୍ୟା ହ୍ରାସ ପାଇ ୩୨ କୋଟିରେ ପହଁଚିଛି। ଖୋଦ୍ କମ୍ପାନୀ ନିଜର […]
ମୁମ୍ବାଇ: ଛୋଟ ପରଦାରେ ଧମାଲ ମଚାଇଥିବା ଶୋ’ ‘ବାଲିକା ବଧୂ’ର ଆକ୍ଟର ଅଭିନାଶ ମୁଖର୍ଜୀ ଉର୍ଫ ଜଗଦିଶ୍ ଆଜିକାଲି ବେଶ୍ ଖୁସି ଅଛନ୍ତି। କାରଣ ଏବେ ତାଙ୍କୁ ତାଙ୍କ ସ୍ୱପ୍ନର ନାୟିକା ମିଳି ସାରିଛନ୍ତି। ଜଗଦିଶ୍ ଉର୍ଫ ଜଗ୍ୟା ଏବେ ପ୍ରେମରେ ପଡ଼ି ଯାଇଛନ୍ତି। ନା ନା, ଆମେ କୌଣସି ରିଲ୍ ଷ୍ଟୋରି କଥା କହୁନୁ, ଜଗ୍ୟାଙ୍କୁ ଅସଲ ଜୀବନରେ ପ୍ରେମ ହୋଇ।ଯାଇଛି। ସେ ପୁଣି ଏମିତି ସେମିତି କାହା ସହ ନୁହଁ, ମିସ୍ ଇଣ୍ଡିଆ ସଲୋନି ଲୁଥରାଙ୍କ ସହ। […]
ନୂଆଦିଲ୍ଲୀ: ଗତ କିଛି ଦିନ ହେବ ସୋଶାଲ ମିଡିଆରେ ଯୋଗ ଗୁରୁ ରାମଦେବଙ୍କର ଏକ ଫଟୋ ଭାଇରାଲ ହେଉଛି। ଏହି ଫଟୋକୁ ନେଇ ଆଲୋଚନା ହେଉଛି ଯେ, ବାବା ରାମଦେବ ଜର୍ମାନୀରେ ନିଜର ଆଣ୍ଠୁ ଅପରେଶନ କରାଇଛନ୍ତି। ତେଣୁ ନିଜେ ସ୍ୱଦେଶୀ ଦ୍ରବ୍ୟ ଆପଣେଇବାକୁ ସ୍ଲୋଗାନ ଦେଉଥିବା ବାବା ବିଦେଶରେ ନିଜର ଚିକିତ୍ସା କରାଉଛନ୍ତି ବୋଲି କହି ଲୋକମାନେ ତାଙ୍କର ସମାଲୋଚନା କରିଛନ୍ତି। ଭାଇରାଲ ହୋଇଥିବା ଏହି ଫଟୋଟି କୌଣସି ହସ୍ପିଟାଲ ଭିତରର ଭଳି ଜଣାପଡ଼ୁଛି। ଯେଉଁଥିରେ […]
ମୁମ୍ବାଇ: ଲଗାଣ ବର୍ଷା ଯୋଗୁ ମୁମ୍ବାଇରୁ କୋହ୍ଲାପୁର ଯାଉଥିବା ମହାଲକ୍ଷ୍ମୀ ଏକ୍ସପ୍ରେସ୍ ଅଧାବାଟରେ ଅଟକି ରହିଛି। ଟ୍ରେନ୍ର ଅଧା ଭାଗ ପାଣିରେ ବୁଡ଼ିଯାଇଛି। ଟ୍ରେନ୍ରେ ପାଖାପାଖି ୭୦୦ ଯାତ୍ରୀ ଥିବା ସେଣ୍ଟ୍ରେଲ୍ ରେଳବାଇର ଡିଆର୍ଏମ୍ ସୂଚନା ଦେଇଥିବେଳେ ସେମାନଙ୍କ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଘଟଣା ସ୍ଥଳକୁ ୮ଟି ଡଙ୍ଗା ସହିତ ୪ଟି ଏନ୍ଡିଆର୍ଏଫ୍ ଟିମ୍ ପଠାଇ ଯାଇଛି। ବ୍ୟକ୍ତିଗତ ଭାବେ ଉଦ୍ଧାର କାର୍ଯ୍ୟର ତଦାରଖ କରିବାକୁ ମୁଖ୍ୟା ଶାସନ ସଚିବଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ […]
ନୂଆଦିଲ୍ଲୀ: ଦିଲ୍ଲୀ ହାଇକୋର୍ଟ ଶୁକ୍ରବାର ‘ବନ୍ଦେ ମାତରମ’କୁ ଜାତୀୟ ସଙ୍ଗୀତ ଭଳି ମାନ୍ୟତା ଦେବାକୁ ହୋଇଥିବା ଆବେଦନକୁ ଖାରଜ କରି ଦେଇଛନ୍ତି। ମୁଖ୍ୟ ବିଚାରପତି ଜଷ୍ଟିସ ଡି.ଏନ. ପଟେଲଙ୍କ ନେତୃତ୍ୱାଧୀନ ଖଣ୍ଡପୀଠ କହିଛନ୍ତି ଏହି ଆବେଦନର ବିଚାର କରିବା ପାଇଁ କୌଣସି କାରଣ ଦେଖିପାରୁ ନାହାନ୍ତି। ଏହି ଆବେଦନ ଭାରତୀୟ ଜନତା ପାର୍ଟିର ନେତା ଅଶ୍ୱିନୀ ଉପାଧ୍ୟାୟ କରିଥିଲେ। ଜାତୀୟ ସଙ୍ଗୀତ ‘ଜନ ଗଣ ମନ’ ଭଳି ‘ବନ୍ଦେ ମା ତରମ’କୁ ଜାତୀୟ ସଙ୍ଗୀତର ମାନ୍ୟତା ଦେବାକୁ […]
ବେଙ୍ଗାଲୁରୁ: କର୍ଣ୍ଣାଟକାରେ ୟେଦ୍ଦୁରପ୍ପା ସରକାର ଆରମ୍ଭ ହୋଇଛି। ପୂର୍ବ ମେଣ୍ଟ ସରକାରରେ ଥିବା ବିଦ୍ରୋହୀ ବିଧାୟକଙ୍କ ପାଇଁ ବିଜେପି କ୍ଷମତାକୁ ଫେରିଛି। ତେବେ ଗୁରୁବାର ଇସ୍ତଫା ଦେଇଥିବା ୩ ବିଧାୟକଙ୍କୁ ଵାଚସ୍ପତି କେ ରମେଶ କୁମାର ଅଯୋଗ୍ୟ ଘୋଷଣା କରିଥିଲେ। ବାକି ୧୪ ବିଦ୍ରୋହୀ ବିଧାୟକଙ୍କ ବାବଦରେ ସେ ଖୁବଶୀଘ୍ର ନିଷ୍ପତ୍ତି ନେବେ ବୋଲି କହିଥିଲେ। ବାଚସ୍ପତି କଂଗ୍ରେସ ବିଧାୟକ ହୋଇଥିବାରୁ ଶାସକ ଦଳ ବିଜେପି ପାଇଁ ଗୃହ ଚଳାଇବା କଷ୍ଟକର ହୋଇପାରେ। ଏଥିସହ ବିଦ୍ରୋହୀ ୧୪ […]
ମୁମ୍ବାଇ: ବିଶ୍ୱକପ୍୨୦୧୯ରେ ଭାରତର ବିଦା ହେବା ପରେ କ୍ରିକେଟ୍ ଟିମ୍ରେ ସବୁକିଛି ଠିକ୍ଠାକ୍ ଥିବା ପରି ମନେ ହେଉନାହିଁ। କୌଣସି ନା କୌଣସି କଥାକୁ ନେଇ ଖେଳାଳିମାନଙ୍କ ମଧ୍ୟରେ ମତାନ୍ତର ଥିବା ଘଟଣା ସାମ୍ନାକୁ ଆସୁଛି। ଏବେ ଟିମ୍ ଇଣ୍ଡିଆରେ ପୁଣି ଏକ ଗୁପ୍ତ ବିବାଦ ବିଷୟରେ ଚର୍ଚ୍ଚା ଜୋର୍ ଧରିଛି। ୱାନ୍ଡେ ଓ ଟି-ଟ୍ୱେଣ୍ଟି ଟିମ୍ର ଅଧିନାୟକ ବିରାଟ କୋହଲି ଓ ଉପଅଧିନାୟକ ରୋହିତ ଶର୍ମାଙ୍କ ଫ୍ରେଣ୍ଡସିପ୍ରେ ଫାଟ ସୃଷ୍ଟି ହୋଇଥିବା ଚର୍ଚ୍ଚା ହେଉଛି। ରୋହିତ […]
ବଲାଙ୍ଗିର (ଘଟେଶ୍ୱର ମିଶ୍ର): ରିଲିଜ ହୋଇଛି କଙ୍ଗନା ରଣାୱତ୍ ଷ୍ଟାରର୍ ବଲିଉଡ ଫିଲ୍ମ “ଜଜ୍ମେଣ୍ଟାଲ ହୈ କ୍ୟା”। କଙ୍ଗନାଙ୍କ ବ୍ୟତୀତ ଏଥିରେ ରାଜ କୁମାର ରାଓ ଏବଂ ଜିମି ସେରଗିଲଙ୍କ ଭଳି ଲୋକପ୍ରିୟ କଳାକାର ଅଭିନୟ କରିଛନ୍ତି। ସବୁଠୁ ବଡ଼ କଥା ହେଲା ଏହି ଫିଲ୍ମରେ ଅଭିନୟ କରିବା ପାଇଁ ସୁଯୋଗ ପାଇଛନ୍ତି ଜଣେ ଓଡ଼ିଆ ଯୁବକ। ଯୁବକ ଜଣକ ବଲାଙ୍ଗିର ରାଧାରାଣୀ ପଡ଼ାର ଦେବତୋଷ ଦର୍ଜୀ। ସେ ଫିଲ୍ମରେ ‘ହନୁମାନ’ ଏବଂ ମେଣ୍ଟାଲ ହସପିଟାଲର ‘ୱାର୍ଡ […]
ମୁମ୍ୱାଇ: ମୁମ୍ବାଇରେ ଲଗାଣ ବର୍ଷା ଜନ ଜୀବନକୁ ଅସ୍ତବ୍ୟସ୍ତ କରି ଦେଇଛି। ୨୪ ଘଣ୍ଟା ମଧ୍ୟରେ ୧୫୦ରୁ ୧୮୦ ମିଲିମିଟର ବର୍ଷା ହୋଇଥିବା ଜଣାପଡ଼ିଛି। ଆଜି ମଧ୍ୟ ପାଣିପାଗ ବିଭାଗ ଅରେଞ୍ଜ ଆଲର୍ଟ ଜାରି କରିଛି। ପାଣିପାଗ ଖରାପ ଥିବାରୁ ବିମାନ ସେବା ପ୍ରଭାବିତ ହୋଇଛି। ମୁମ୍ବାଇ ବିମାନବନ୍ଦରରୁ ୧୧ଟି ଫ୍ଲାଇଟ୍ର ଉଡ଼ାଣ ବାତିଲ୍ କରା ଯାଇଥିବା ବେଳେ ଅନ୍ୟ କେତେକ ବିମାନ ଉଡ଼ାଣକୁ ଡାଇଭର୍ଟ କରାଯାଇଛି। ବଦଲାପୁର ଏବଂ ବାଙ୍ଗନୀ ରେଲଓ୍ୱ ଷ୍ଟେସନ ମଧ୍ୟରେ ଥିବା […]
ବେଙ୍ଗାଲୁରୁ: ବିଜେପି ନେତା ବିଏସ୍ ୟେଦ୍ଦୁରପ୍ପା ଚତୁର୍ଥ ଥର ପାଇଁ କର୍ଣ୍ଣାଟକାର ମୁଖ୍ୟମନ୍ତ୍ରୀ ହୋଇଛନ୍ତି। ପଦ ଓ ଗୋପନୀୟତାର ଶପଥ ପାଠ ପରେ ମୁଖ୍ୟମନ୍ତ୍ରୀ ଦୁଇଟି ବଡ଼ ନିଷ୍ପତ୍ତି ନେଇଛନ୍ତି। ରାଜ୍ୟର ସମସ୍ତ ବୁଣାକାରଙ୍କ ଋଣ ଛାଡ଼ କରିଥିବା ବେଳେ ଚାଷୀଙ୍କୁ ଅତିରିକ୍ତ ଆର୍ଥିକ ସହାୟତା ଦେବେ ବୋଲି ଘୋଷଣା କରିଛନ୍ତି। ୟେଦ୍ଦୁରପ୍ପା ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ଯୋଜନା ଜରିଆରେ ହିତାଧିକାରୀଙ୍କୁ ୪ ହଜାର ଟଙ୍କା ଅତିରିକ୍ତ ରାଶି ଦେବା ପାଇଁ ନିଷ୍ପତ୍ତି ନେଇଛନ୍ତି। ଚାଷୀଙ୍କୁ ଦୁଇଟି […]
ମୁମ୍ବାଇ: ମବ୍ ଲିଞ୍ଚିଂ ପ୍ରସଙ୍ଗକୁ ନେଇ ଦୁଇ ଫାଳ ହେଲା ବଲିଉଡ୍ ଓ ବୁଦ୍ଧିଜୀବୀ ମହଲ। ଲିଞ୍ଚିଂ, ଅସହିଷ୍ଣୁତା ଓ ଜୟ ଶ୍ରୀରାମ ନାଁରେ ହିଂସା ଘଟାଯାଉଥିବା ଅଭିଯୋଗ କରି ପ୍ରଧାନମନ୍ତ୍ରୀଙ୍କୁ ୪୯ ଜଣ ସେଲିବ୍ରିଟିଙ୍କ ଖୋଲା ଚିଠି ପରେ ସେମାନଙ୍କୁ କାଉଣ୍ଟର ଲାଗି ୬୧ ଜଣ ସିନେ କଳାକାର, ପ୍ରଯୋଜକ ଓ ନିର୍ଦ୍ଦେଶକ ପ୍ରଧାନମନ୍ତ୍ରୀଙ୍କୁ ପାଲଟା ଚିଠି ଲେଖିଛନ୍ତି। ସିବିଏଫ୍ସି ଚେୟାରମ୍ୟାନ ପ୍ରସୁନ ଯୋଶୀ, ଅଭିନେତ୍ରୀ କଙ୍ଗନା ରନାଓ୍ୱତ, ନିର୍ମାତା ବିବେକ ଅଗ୍ନିହୋତ୍ରୀ, ଅଶୋକ ପଣ୍ଡିତ […]
ନୂଆଦିଲ୍ଲୀ: ଜାପାନର ଟୋକିଓରେ ଅଗଷ୍ଟ ୧୭ରୁ ୨୧ ତାରିଖ ପର୍ଯ୍ୟନ୍ତ ହେବାକୁଥିବା ଟୋକିଓ ଅଲିମ୍ପିକ୍ସ ଟେଷ୍ଟ ଇଭେଣ୍ଟ ପାଇଁ ଶୁକ୍ରବାର ଭାରତୀୟ ମହିଳା ଟିମର ଘୋଷଣା କରାଯାଇଛି। ଟିମର କ୍ୟାପଟେନ୍ ଭାବେ ରାନୀ ଏବଂ ଭାଇସ୍-କ୍ୟାପଟେନ୍ ଭାବେ ସବିତାଙ୍କୁ ଟିମରେ ରଖାଯାଇଛି। ଏହି ଇଭେଣ୍ଟ ପାଇଁ ଓଡ଼ିଶାର ଦୁଇଜଣ ଖେଳାଳି ଭାରତୀୟ ଦଳରେ ସାମିଲ ହୋଇଛନ୍ତି। ସେମାନେ ହେଲେ ଦୀପ୍ ଗ୍ରେସ୍ ଏକ୍କା ଓ ଲିଲିମା ମିଞ୍ଜ୍। ଏଫଆଇଏଚ୍ ରାଙ୍କିଙ୍ଗରେ ଦଶମ ସ୍ଥାନରେ ଥିବା ଭାରତୀୟ ମହିଳା […]
ସେଣ୍ଟ ଜନ୍ସ: ଅଗଷ୍ଟ ୮ ତାରିଖରୁ ଭାରତ ବିପକ୍ଷ ଆରମ୍ଭ ହେବାକୁଥିବା ତିନିମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ ପାଇଁ ୱେଷ୍ଟଇଣ୍ଡିଜ୍ ଦଳର ଘୋଷଣା କରାଯାଇଛି। ଟିମରେ ଭେଟେରାନ୍ ବ୍ୟାଟ୍ସମ୍ୟାନ୍ କ୍ରିସ୍ ଗେଲଙ୍କୁ ସାମିଲ୍ କରାଯାଇଛି। ବାମହାତୀ ଓପ୍ନର ଜନ୍ କ୍ୟାମ୍ପବେଲ୍, ରୋଷ୍ଟନ୍ ଚେଜ୍ ଏବଂ ଅଲରାଉଣ୍ଡର କୀମୋ ପଲଙ୍କୁ ୧୪ଜଣିଆ ସ୍କ୍ୱାର୍ଡରେ ସ୍ଥାନ ମିଳିଛି। ମାର୍ଚ୍ଚରେ ଇଂଲଣ୍ଡ ସିରିଜ୍ ସମୟରେ ଗେଲ୍ କହିଥିଲେ ଯେ, ବିଶ୍ୱକପରେ ସେ କ୍ରିକେଟରୁ ସନ୍ନ୍ୟାସ ନେବେ। କିନ୍ତୁ ବିଶ୍ୱକପ୍ ଚାଲିଥିବା ବେଳେ […]