ନୂଆଦିଲ୍ଲୀ: ଗୋଟିଏ ପଟେ ଚୀନର ଉତ୍ପାଦନ ଓ କମ୍ପାନୀକୁ ନେଇ ସାରା ଦେଶରେ ବିରୋଧ ପ୍ରଦର୍ଶନ ଚାଲିଛି, ଅନ୍ୟପଟେ ବିସିସିଆଇ ଚାଇନା ମୋବାଇଲ୍ କମ୍ପାନୀ ଦ୍ୱାରା ଭାରତକୁ ଫାଇଦା ହେଉଥିବା କହିଛି ବିସିସିଆଇ। ବର୍ତ୍ତମାନ ଭାରତର ଲୋକପ୍ରିୟ କ୍ରିକେଟ୍ ଲିଗ୍ ଆଇପିଏଲର ମୁଖ୍ୟ ଟାଇଟଲ୍ ସ୍ପନସର୍ ଅଛି ‘ଭିଭୋ’। ଏହି ଚାଇନା କମ୍ପାନୀ ସହ ଚୁକ୍ତି ରଦ୍ଦ ହେବନି ବୋଲି କହିଛନ୍ତି ବିସିସିଆଇ କୋଷାଧ୍ୟକ୍ଷ ଅରୁଣ ଧୂମାଲ୍। ସେ କହିଛନ୍ତି, ଆଗାମୀ ଦିନରେ ଯଦି ଆବଶ୍ୟକ ପଡ଼େ, […]
ନୂଆଦିଲ୍ଲୀ: କରୋନା ମହାମାରୀ ପାଇଁ କାମ ହରାଇଥିବା ପ୍ରବାସୀ ଶ୍ରମିକଙ୍କୁ କାମ ଯୋଗାଇବେ କେନ୍ଦ୍ର ସରକାର। ଘରକୁ ଫେରିଥିବା ପ୍ରବାସୀ ଶ୍ରମିକଙ୍କ ରୋଜଗାର ପାଇଁ ଆରମ୍ଭ ହେବ ଗରିବ କଲ୍ୟାଣ ରୋଜଗାର ଯୋଜନା। ଏହି ଯୋଜନାକୁ ଆସନ୍ତା ୨୦ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁଭାରମ୍ଭ କରିବେ। ବିଭିନ୍ନ ରାଜ୍ୟର ୧୧୬ ଜିଲ୍ଲାରେ ପ୍ରଥମେ ଗରିବ କଲ୍ୟାଣ ରୋଜଗାର ଯୋଜନା ଆରମ୍ଭ ହେବ। ଏନେଇ ଆଜି ସୂଚନା ଦେଇଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ପ୍ରାୟ ୫୦ […]
ପୁରୀ: ଚୀନର ଧୋକାବାଜି ପରେ ସାରା ଦେଶରେ ମେଡ୍-ଇନ୍-ଚାଇନା ସାମଗ୍ରୀ ପ୍ରତି ବିଦ୍ରୋହ ତେଜିବାରେ ଲାଗିଛି। ଦେଶବାସୀ ଚୀନ ସାମଗ୍ରୀ ବର୍ଜନ କରିବାକୁ ଅଣ୍ଟାଭିଡୁଥିବା ବେଳେ, ଚୀନ୍କୁ ଉଚିତ ଶିକ୍ଷା ଦେବାକୁ ସରକାରୀ ସ୍ତରରେ ମଧ୍ୟ ଆରମ୍ଭ ହୋଇଛି କସରତ। ସାରା ଦେଶରେ ଚୀନ୍ ବିରୋଧୀ ତାତି ନାରାବାଜିଠୁ କୁଶପୁତ୍ତଳିକା ଦାହ କରିବା ସହିତ ଚୀନି ସାମଗ୍ରୀ ଭଙ୍ଗା-ଜଳାଠୁ, ହୋର୍ଡିଂରେ କାଳି ବୋଳା ଆଦି ଚାଲିଛି। ବିହାର ପାଟନାରେ ତ ଗଧ ବେକରେ ଝୁଲିଛି ଚୀନ ରାଷ୍ଟ୍ରମୁଖ୍ୟଙ୍କ […]
ନୂଆଦିଲ୍ଲୀ: ଚୀନ ସହ ତିକ୍ତତା ପରେ ତିନି ସେନାକୁ ହାଇ ଆଲର୍ଟ। ଲଦାଖ ସୀମାନ୍ତ LACକୁ ଅଧିକ ସଂଖ୍ୟକ ଯବାନ ପଠାଯାଇଥିବା ସୂଚନା ମିଳିଛି। ଲଦାଖରେ ୩ ଇନଫାଣ୍ଟ୍ରୀ ବାଟାଲିୟନ ମୁତୟନ ଅଛନ୍ତି। ଏଥିସହିତ ଅତି ଉଚ୍ଚ ପାର୍ବତ୍ୟ ଭୂମି ଯୁଦ୍ଧାଭ୍ୟାସ ଦକ୍ଷତା ରଖିଥିବା ଦୁଇଟି ଅଲଗା ଅଲଗା ବ୍ରିଗେଡ୍ ମଧ୍ୟ ମୁତୟନ କରାଯାଇଛି। ସେହିପରି ୧୭ ମାଉଣ୍ଟେନ ଷ୍ଟ୍ରାଇକ କୋର ସେନାକୁ ମଧ୍ୟ ମୁତୟନ କରାଯାଇଛି। ହିମାଚଳ ପ୍ରଦେଶକୁ ଆର୍ମି ପକ୍ଷରୁ ଅତିରିକ୍ତ ସେନା ପଠାଯାଇଛି। […]
ନୂଆଦିଲ୍ଲୀ: ଲଦାଖର ଗଲୱାନ୍ ଘାଟିରେ ଭାରତ ଓ ଚୀନ୍ ସେନା ମଧ୍ୟରେ ହୋଇଥିବା ରକ୍ତାକ୍ତ ସଂଘର୍ଷ ପରେ ଭାରତରେ ଏବେ ଚୀନ୍ ବିରୋଧୀ ସ୍ୱର ତେଜିବାରେ ଲାଗିଛି। ଏପରିକି କେନ୍ଦ୍ର ସରକାର ମଧ୍ୟ ଚୀନ ବିରୋଧରେ ଏବେଠାରୁ ବୟକଟ୍ ପ୍ରକ୍ରିୟା ଆରମ୍ଭ କରିଛନ୍ତି। ପ୍ରଥମେ ବିଏସଏନଏଲ୍ ଏବଂ ଏବେ ଭାରତୀୟ ରେଲୱେ ଚାଇନା ବିରୋଧରେ ବଡ଼ ପଦକ୍ଷେପ ଉଠାଇଛି। ଭାରତୀୟ ରେଲୱେର ଡେଡିକେଟେଡ୍ ଫ୍ରିଟ୍ କରିଡର୍ କର୍ପୋରେସନ୍ ଅଫ୍ ଇଣ୍ଡିଆ (ଡିଏଫସିସିଆଇଏଲ୍), ବେଜିଂ ନ୍ୟାଶନାଲ୍ ରେଲୱେ ରିସର୍ଚ୍ଚ […]
ନୂଆଦିଲ୍ଲୀ: ବିଏସ୍ଏନ୍ଏଲ୍ରେ ଲାଗିବନି ଚାଇନିଜ୍ ସରଞ୍ଜାମ। ଏନେଇ ଟେଲିକମ୍ ଡିପାର୍ଟମେଣ୍ଟ ନିଷ୍ପତ୍ତି ନେଇଥିବା ସୂଚନା ମିଳିଛି। ବିଏସ୍ଏନ୍ଏଲ୍ର 4G ସେବାର ଉନ୍ନୟନ କାର୍ଯ୍ୟରେ ଚାଇନାର କୌଣସି ସରଞ୍ଜାମ ନ ଲଗାଇବାକୁ ଦୂରସଂଚାର ବିଭାଗ ପକ୍ଷରୁ ନିଷ୍ପତ୍ତି ନିଆଯାଇଥିବା ଖବର ମିଳିଛି। ଖବର ଅନୁସାରେ, BSNL, MTNL ଏବଂ ଅନ୍ୟ ସହାୟକ ଟେଲିକମ୍ କମ୍ପାନୀଗୁଡ଼ିକୁ ସେବା ଉନ୍ନୟନ କାର୍ଯ୍ୟରେ ଚାଇନା ସରଞ୍ଜାମ ବ୍ୟବହାର ନକରିବାକୁ ନିର୍ଦ୍ଦେଶ ଦେଇଛି ଦୂର ସଂଚାର ମନ୍ତ୍ରାଳୟ। ତା ବଦଳରେ ଭାରତୀୟ ସାମଗ୍ରୀକୁ ବ୍ୟବହାର […]
ନୂଆଦିଲ୍ଲୀ: LACରେ ଉତ୍ତେଜନା ଓ ୨୦ ଭାରତୀୟ ଯବାନ ସହିଦ ଘଟଣାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ବିଭିନ୍ନ ରାଜନୈତିକ ଦଳ। ପ୍ରମୁଖ ବିରୋଧୀ ଦଳ କଂଗ୍ରେସ ମଧ୍ୟ ଏହି ସମୟରେ ସରକାରଙ୍କ ସହ ଛିଡ଼ା ହୋଇଛି ବୋଲି କହିଛନ୍ତି କଂଗ୍ରେସ ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧୀ। ତେବେ ସୀମାରେ ପ୍ରକୃତରେ କ’ଣ ଘଟିଛି ଓ ଭାରତର ସ୍ଥିତି କ’ଣ ସେନେଇ ପ୍ରଧାନମନ୍ତ୍ରୀ ଦେଶ ସମ୍ମୁଖରେ ତଥ୍ୟ ରଖିବା ଆବଶ୍ୟକ ବୋଲି ସୋନିଆ କହିଛନ୍ତି। ଅନ୍ୟପଟେ କୁଟନୈତିକ ଆଲୋଚନା […]
ନୂଆଦିଲ୍ଲୀ: ଦେଶରେ ହୁ ହୁ ହୋଇ ବଢ଼ିବାରେ ଲାଗିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ଗତ ୨୪ ଘଣ୍ଟାରେ କରୋନାରେ ୧୦ ହଜାର ୯୭୪ ଜଣ ଆକ୍ରାନ୍ତ ହୋଇଛନ୍ତି। ସେହିପରି ମୃତ୍ୟୁ ସଂଖ୍ୟା ଗୋଟିଏ ଦିନରେ ୨ ହଜାର ପାର କରିଛି। ଗତ ୨୪ ଘଣ୍ଟାରେ ୨ ହଜାର ୩ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ମୋଟ୍ ସଂଖ୍ୟା ୧୧ହଜାର ୯୦୩କୁ ବୃଦ୍ଧି ପାଇଛି। ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୫୪ ହଜାର ୬୫କୁ ପହଞ୍ଚିଛି। ମହାରାଷ୍ଟ୍ର ଏବଂ ଦିଲ୍ଲୀରେ […]
ନୂଆଦିଲ୍ଲୀ: କାହିଁକି ରାଗରେ ଗରଗର ହେଉଛି ଚୀନ୍? ବିଶ୍ୱରେ ଦ୍ୱିତୀୟ ସର୍ବବୃହତ ବ୍ୟାବସାୟିକ ସହଯୋଗୀ ଭାରତ ସହ ବି ସଂପର୍କ ଖରାପ କରିବାକୁ ପଛାଉ ନାହିଁ ବେଜିଂ? ଚୀନ୍ର ରଣ ହୁଙ୍କାର ପଛରେ କ’ଣ ଥାଇପାରେ ଅସଲ ଉଦ୍ଦେଶ୍ୟ? କୁହାଯାଉଛି କରୋନା ଭୂତାଣୁ ସଂକ୍ରମଣକୁ ନେଇ ସାରା ବିଶ୍ୱରେ ଏକ ଘରିକିଆ ହୋଇଯାଇଥିବା ଚୀନ୍ ହତାଶ ହୋଇପଡ଼ିଛି। ବେଜିଂରେ ଦ୍ୱିତୀୟ ପର୍ଯ୍ୟାୟ କୋଭିଡ୍ ସଂକ୍ରମଣ ଉଗ୍ରରୂପ ଧାରଣ କରୁଥିବା ଆଶଙ୍କା ଭିତରେ ଦେଶବାସୀଙ୍କ ନିକଟରେ ଭାବମୂର୍ତ୍ତି ବଜାୟ […]
ନୂଆଦିଲ୍ଲୀ: ଦିଲ୍ଲୀ ସ୍ୱାସ୍ଥ୍ୟମନ୍ତ୍ରୀ ସତୈନ୍ଦ୍ର ଜୈନ୍ଙ୍କୁ କରୋନ। ଆଜି ତାଙ୍କର କୋଭିଡ୍-୧୯ ରିପୋର୍ଟ ପଜିଟିଭ ଆସିଛି। ପ୍ରଥମେ ତାଙ୍କ ରିପୋର୍ଟ ନେଗେଟିଭ୍ ଆସିଥିଲା। ଦ୍ୱିତୀୟ ଥର ଟେଷ୍ଟ କରିବା ପରେ ରିପୋର୍ଟ ପଜିଟିଭ୍ ଆସିଛି। ସୋମବାର ଜୈନ୍ ଅସୁସ୍ଥ ଅନୁଭବ କରିବାରୁ ତାଙ୍କୁ ସୋମବାର ରାତିରେ ରାଜୀବ ଗାନ୍ଧି ସୁପର ସ୍ପେଶାଲିଟି ହସ୍ପିଟାଲ୍ରେରେ ଭର୍ତ୍ତି କରାଯାଇଥିଲା। ଗତକାଲି ତାଙ୍କର କୋଭିଡ୍-୧୯ ରିପୋର୍ଟ ନେଗେଟିଭ୍ ଆସିଥିଲା। ଏନେଇ ଦିଲ୍ଲୀ ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟ ତରଫରୁ ସୂଚନା ଦିଆଯାଇଥିଲା। ତେବେ ଆଜି […]
ନୂଆଦିଲ୍ଲୀ: ଲଦାଖ ଗଲୱାନ ଭ୍ୟାଲିରେ ଏଲ୍ଏସିରେ ଭାରତ-ଚୀନ୍ ସେନା ମୁହାଁମୁହିଁ ଘଟଣାରେ ଭାରତ ପକ୍ଷରୁ ସହିଦ ହୋଇଥିବା ୨୦ ଯବାନଙ୍କ ପରିଚୟ ତାଲିକା ପ୍ରକାଶ କରିଛି ସେନା। ସହିଦ ଯବାନମାନେ ହେଲେ- ୧-ନାଏବ ସୁବେଦାର ସତନାମ ସିଂ ୨- ନାଏବ ସୁବେଦାର ମନଦୀପ ସିଂ ୩- ସିପାହୀ କୁନ୍ଦନ କୁମାର ୪- ସିପାହୀ ଅମନ କୁମାର ୫- ନାଏକ ଦୀପକ ସିଂ ୬- ସିପାହୀ ଚନ୍ଦନ କୁମାର ଏପଟେ ଦୁଇ ଦେଶ ମଧ୍ୟରେ ଉତ୍ତେଜନା ପରିସ୍ଥିତି ଦେଖା […]
ନୂଆଦିଲ୍ଲୀ: ଭାରତ-ଚୀନ ସଂଘର୍ଷରେ ସହିଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ମୁଖ୍ୟମନ୍ତ୍ରୀମାନଙ୍କ ବୈଠକରେ ସହିଦ ଯବାନଙ୍କ ପାଇଁ ୨ ମିନିଟର ନିରବ ପ୍ରାର୍ଥନା କରିବା ସହିତ ଯବାନଙ୍କ ବଳିଦାନ ବ୍ୟର୍ଥ ଯିବନି ବୋଲି ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି। ଏଥିସହିତ ଚାଇନାକୁ ଚେତାବନୀ ଦେଇ ମୋଦି କହିଛନ୍ତି, ଯବାନଙ୍କ ବଳିଦାନ ବ୍ୟର୍ଥ ଯିବନି। ଆମ ଯବାନ ମାରି ମାରି ମରିଛନ୍ତି। ଏଥତ୍ପାଇଁ ଦେଶ ଗର୍ବ କରୁଛି। ଦେଶର ଅଖଣ୍ଡତା ସହ କୌଣସି ପ୍ରକାର ସାଲିସ୍ କରାଯିବନି। […]
ନୂଆଦିଲ୍ଲୀ: ଭାରତ ଚୀନ ସୀମା ସଂଘର୍ଷରେ ସହିଦ ହୋଇଥିବା ୩ ଭାରତୀୟ ଯବାନଙ୍କ ପରିଚୟ ମିଳିଛି। ବିହାର ରେଜିମେଣ୍ଟର କର୍ଣ୍ଣେଲ ବି. ସନ୍ତୋଷ ବାବୁ ସହିଦ ହୋଇଛନ୍ତି। ଏହାକୁ ନେଇ ତେଲେଙ୍ଗାନା ସୂର୍ଯ୍ୟାପେଟାରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି। ସେପଟେ ତାମିଲନାଡୁର ହାବିଲଦାର ପାଲାନି ଓ ଝାଡ଼ଖଣ୍ଡର ସିପାହୀ କୁନ୍ଦନ ଓଝା ମଧ୍ୟ ସହିଦ ହୋଇଛନ୍ତି। ସେନା ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ, ଜୁନ୍ ୧୫ ତାରିଖରେ ଏଲ୍ଏସିଇରେ ଚାଇନା ଓ ଭାରତ ସେନା ମଧ୍ୟରେ ସଂଘର୍ଷ […]