ନୂଆଦିଲ୍ଲୀ: କାହିଁକି ରାଗରେ ଗରଗର ହେଉଛି ଚୀନ୍? ବିଶ୍ୱରେ ଦ୍ୱିତୀୟ ସର୍ବବୃହତ ବ୍ୟାବସାୟିକ ସହଯୋଗୀ ଭାରତ ସହ ବି ସଂପର୍କ ଖରାପ କରିବାକୁ ପଛାଉ ନାହିଁ ବେଜିଂ? ଚୀନ୍ର ରଣ ହୁଙ୍କାର ପଛରେ କ’ଣ ଥାଇପାରେ ଅସଲ ଉଦ୍ଦେଶ୍ୟ? କୁହାଯାଉଛି କରୋନା ଭୂତାଣୁ ସଂକ୍ରମଣକୁ ନେଇ ସାରା ବିଶ୍ୱରେ ଏକ ଘରିକିଆ ହୋଇଯାଇଥିବା ଚୀନ୍ ହତାଶ ହୋଇପଡ଼ିଛି। ବେଜିଂରେ ଦ୍ୱିତୀୟ ପର୍ଯ୍ୟାୟ କୋଭିଡ୍ ସଂକ୍ରମଣ ଉଗ୍ରରୂପ ଧାରଣ କରୁଥିବା ଆଶଙ୍କା ଭିତରେ ଦେଶବାସୀଙ୍କ ନିକଟରେ ଭାବମୂର୍ତ୍ତି ବଜାୟ […]