ନୂଆଦିଲ୍ଲୀ: ଦେଶରେ ଉଦ୍ବେଗଜନକ ଭାବେ ବଢ଼ିଚାଲିଛି କରୋନା ସଂକ୍ରମଣ। ଗତ ୨୪ ଘଣ୍ଟାରେ ୩୩୧ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ, ୯ ହଜାର ୯୮୭ ଜଣ ନୂଆ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଗୋଟିଏ ଦିନରେ ସଂକ୍ରମଣ ଓ ମୃତ୍ୟୁ କ୍ଷେତ୍ରରେ ଏହା ସର୍ବାଧିକ। ଆଜିର ଆକ୍ରାନ୍ତଙ୍କୁ ମିଶାଇ ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୨ ଲକ୍ଷ ୬୬ ହଜାର ୫୯୮ ଓ ମୃତ୍ୟୁସଂଖ୍ୟା ୭ ହଜାର ୪୬୬କୁ ବୃଦ୍ଧି ପାଇଛି। କେବଳ ମୁମ୍ବାଇରେ ଆକ୍ରାନ୍ତଙ୍କ ସଂଖ୍ୟା ୫୦ […]
ନୂଆଦିଲ୍ଲୀ: କେନ୍ଦ୍ର ସଡ଼କ ପରିବହନ ଓ ରାଜମାର୍ଗ ମନ୍ତ୍ରାଳୟ ପକ୍ଷରୁ ଗାଡି ଡକ୍ୟୁମେଣ୍ଟ ବୈଦ୍ଧତା ଅବଧି ବୃଦ୍ଧି କରାଯାଇଛି। ସେପ୍ଟେମ୍ବର ପର୍ଯ୍ୟନ୍ତ ଅବଧି ବୃଦ୍ଧି ନେଇ କେନ୍ଦ୍ର ପରିବହନ ମନ୍ତ୍ରୀ ନୀତିନ ଗଡକରୀ ଘୋଷଣା କରିଛନ୍ତି। ଏନେଇ ସବୁ ରାଜ୍ୟକୁ ଆଡଭାଇଜରୀ ଜାରି କରାଯାଇଛି। ଗାଡିର ଫିଟ୍ନେସ, ପରମିଟ୍, ରେଜିଷ୍ଟ୍ରେସନ ଓ ଡ୍ରାଇଭିଂ ଲାଇସେନସ୍ କିମ୍ବା ଅନ୍ୟ କୌଣସି ଡକ୍ୟୁମେଣ୍ଟର ଅବଧି ଯଦି ଚଳିତବର୍ଷ ୧ ଫେବୃଆରୀ ପରେ ଶେଷ ହେଉଥାଏ, ତେବେ ତାହା ସେପ୍ଟେମ୍ବର ୩୦ […]
ନୂଆଦିଲ୍ଲୀ: ଦେଶରେ କରୋନା ସ୍ଥିତି ଦିନକୁ ଦିନ ସଂଗୀନ ହେଉଛି। ପୂର୍ବରୁ ହାଜାରେ ଦୁଇ ହଜାର ପଜିଟିଭ୍ ଚିହ୍ନଟ ହେଉଥିବା ବେଳେ ଏବେ ଗୋଟିଏ ଦିନରେ ୮, ୯ ହଜାର କରୋନା ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ଆଜି ବି ଏହି ସଂଖ୍ୟାରେ କମ୍ ହୋଇନି। ଆଜି ଦିନକରେ ୯ ହଜାର ୯୮୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିଭଳି ୨୦୬ ଜଣ ଜୀବନ ନେଇଛି କରୋନା ମହାମାରୀ। ଏହାକୁ ମିଶାଇ ଦେଶରେ କରୋନା ଜନିତ ମୃତ୍ୟୁ ସଂଖ୍ୟା […]
ଅକ୍ଷୟ କୁମାରଙ୍କ ‘ଲକ୍ଷ୍ମୀ’ ଚଳଚ୍ଚିତ୍ରରେ ନଜର ଆସିଥିବା ଫ୍ଲୋରା ସାଇନିଙ୍କ ନାମ ବର୍ତ୍ତମାନ ରାଜ କୁନ୍ଦ୍ରାଙ୍କ ପୋର୍ଣ୍ଣୋଗ୍ରାଫୀ ମାମଲା ଯୋଗୁଁ ଚର୍ଚ୍ଚାର ପରିସରକୁ ଆସିଛି। ଗଣମାଧ୍ୟମରେ ପ୍ରସାରିତ ଖବରରେ କୁହାଯାଇଥିଲା ଯେ ଫ୍ଲୋରା ସାଇନିଙ୍କ ରାଜ କୁନ୍ଦ୍ରା ଏବଂ ତାଙ୍କ ସହଯୋଗୀ ଉମେଶ କାମତଙ୍କ ମଧ୍ୟରେ କଥାବାର୍ତ୍ତା ହୋଇଥିଲା।