• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from India

school-reopen
ଖୋଲିଲା ସ୍କୁଲ: ଗେଟ୍‌ରେ ଫୁଲ ଓ ଚନ୍ଦନ ଦେଇ ପିଲାଙ୍କୁ କରାଗଲା ସ୍ୱାଗତ, ଗିଫ୍ଟ ଆକାରରେ ମିଳିଲା ସାନିଟାଇଜର୍‌

କରୋନା ସଂକ୍ରମଣ ଥିବାରୁ ବିଦ୍ୟାଳୟ ଗୁଡ଼ିକରେ ପାଠପଢ଼ା ଶୈଳୀ ମଧ୍ୟ ବଦଳିଯାଇଛି। ସରକାରୀ ନିୟମ ଅନୁସାରେ, ପ୍ରତ୍ୟେକ ସ୍କୁଲ୍ ଗେଟ ଗୁଡ଼ିକରେ ପିଲାମାନଙ୍କର ଶରୀରର ତାପମାତ୍ରା ମପାଯାଉଛି। ପରେ ପିଲଙ୍କ ହାତରେ ସାନିଟାଇଜ୍‌ର ଦିଆଯାଉଛି। ଏହାପରେ ଦୀର୍ଘଦିନ ବ୍ୟବଧାନ ପରେ ସ୍କୁଲ ଆସିଥିବା ପିଲାଙ୍କୁ ସ୍ୱାଗତ ଆକାରରେ ମୁଣ୍ଡରେ ଚନ୍ଦନ ଟିପା ଦେବା ସହ ମଥାରେ ପୁଷ୍ପ ବୃଷ୍ଚି ମଧ୍ୟ କରାଯାଉଛି

doctor deepa sharma
ମୃତ୍ୟୁର କିଛି ମିନିଟ୍‌ ପୂର୍ବରୁ ସୋସିଆଲ୍‌ ମିଡିଆରେ ଏମିତି ଫଟୋ ଶେଆର କରିଥିଲେ ମହିଳା ଡାକ୍ତର

ହିମାଚଳ ପ୍ରଦେଶ କିନୌରରେ ଗତକାଲି ଘଟିଥିବା ଭୂସ୍ଖଳନ ସହ ଯୋଡ଼ି ହୋଇଥିବା ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି। ଲକ୍‌ଡାଉନ୍‌ କଟକଣା କୋହଳ ହେବା ପରେ ଖୁସି ମନାଇବାକୁ ଆସିଥିବା ଲୋକଙ୍କ ଅକାଳ ବିୟୋଗ ହୋଇଥିଲା।

sanjaya
ଅଭିନେତା ସୋନୁ ସୁଦ୍‌ଙ୍କୁ ଶିବସେନାର ସମାଲୋଚନା

ମୁମ୍ବାଇ: ପ୍ରବାସୀଙ୍କୁ ନିଜ ଘରେ ପହଞ୍ଚାଇବାକୁ ନେଇ ଦେଶବାସୀଙ୍କ ଆଗରେ ହିରୋ ସାଜିଥିବା ଅଭିନେତା ସୋନୁ ସୁଦଙ୍କୁ ଶିବସେନାର ସମାଲୋଚନା। ଦଳର ମୁଖପତ୍ର ସାମନାରେ ବ୍ୟଙ୍ଗାତ୍ମକ ଲେଖାରେ ସୋନୁଙ୍କୁ ତୀବ୍ର ସମାଲୋଚନା କରିଛନ୍ତି ଶିବସେନା ନେତା ତଥା ସାମନାର ସଂପାଦକ ସଂଜୟ ରାଉତ। ସୋନୁ ଖୁବଶୀଘ୍ର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିବେ ଓ ବିଜେପିର ପ୍ରଚାର ମଧ୍ୟ କରିପାରନ୍ତି ବୋଲି ସେ ଏଥିରେ ଲେଖିଛନ୍ତି। ମହାରାଷ୍ଟ୍ର ସରକାର ଓ ଶାସକ ଦଳ ଶିବସେନାକୁ ଆକ୍ରମଣ କରିବା ଲାଗି […]

terr
୫ ଆତଙ୍କବାଦୀଙ୍କ ଏନ୍‌କାଉଣ୍ଟର୍‌ କଲା ସେନା

ଶ୍ରୀନଗର: ଜାମ୍ମୁ କାଶ୍ମୀରରେ ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟରରେ ୫ ଆତଙ୍କବାଦୀ ନିପାତ ହୋଇଛନ୍ତି।  ସୋପିଆନରେ ସୁରକ୍ଷାକର୍ମୀଙ୍କ ସହ ଗୁଳି ବିନିମୟରେ ଏହି ଆତଙ୍କବାଦୀ ନିହତ ହୋଇଛନ୍ତି। ନିହତ ଆତଙ୍କବାଦୀଙ୍କ ମଧ୍ୟରେ ଫାରୁକ ଅସଦ ନାଲି ନାମକ ଜଣେ ହିଜବୁଲ୍ କମାଣ୍ଡର ଏବଂ ଜଣେ ବିଦେଶୀ ନଗରିକ ଥିବା ଜଣାପଡ଼ିଛି। ମୃତ ଆତଙ୍କବାଦୀଙ୍କ ନିକଟରୁ ବହୁ ପରିମାଣର ଅସ୍ତ୍ରଶସ୍ତ୍ର ଜବତ ହୋଇଛି। ଦକ୍ଷିଣ କାଶ୍ମୀରର ସୋପିଆନ ଜିଲ୍ଲା ରେବାନରେ ଆତଙ୍କବାଦୀ ଲୁଚିଥିବା ଗୁଇନ୍ଦା ସୂଚନା ମିଳିବା ପରେ ଅଞ୍ଚଳକୁ ଘେରାଉ […]

coorn
କରୋନା ଅପ୍‌ଡେଟ୍: ପ୍ରତି ଘଣ୍ଟାରେ ଯାଉଛି ୧୧ରୁ ଅଧିକ ଜୀବନ

ନୂଆଦିଲ୍ଲୀ: ୨୪ ଘଣ୍ଟା ଭିତରେ ଦେଶରେ ୨୭୩ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ଅର୍ଥାତ ପ୍ରତି ଘଣ୍ଟାରେ କରୋନାରେ ଯାଉଛି ୧୧ରୁ ଅଧିକ ଜୀବନ। ଆଜି ଗୋଟିଏ ଦିନରେ ଭାରତରେ ସର୍ବାଧିକ ୯ ହଜାର ୮୫୧ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଆକ୍ରାନ୍ତଙ୍କ ସଂଖ୍ୟା ୨ ଲକ୍ଷ ୨୬ ହଜାର ୭୭୦କୁ ବୃଦ୍ଧିପାଇଛି। ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ ଆକ୍ଟିଭ୍‌ କେସ୍ ୧ ଲକ୍ଷ ୧୦ ହଜାର ୯୬୦ ରହିଛି। ସେହିଭଳି ଦେଶରେ କରୋନା […]

pd
ବିଶ୍ୱ ପରିବେଶ ଦିବସରେ ଏଥିର ଥିମ୍ ରହିଛି ‘ଟାଇମ୍ ଫର୍ ନେଚର’

ନୂଆଦିଲ୍ଲୀ: ଆଜି ବିଶ୍ୱ ପରିବେଶ ଦିବସ। ପରିବେଶର ସୁରକ୍ଷା ଓ ଏହାର ଯତ୍ନ ନେବା ପାଇଁ ଏହି ଦିନକୁ ପାଳନ କରାଯାଏ।  ଜନସାଧାରଣଙ୍କ ମଧ୍ୟରେ ପରିବେଶ ସମ୍ପର୍କରେ ସଚେତନ କରିବା ଉଦ୍ଦେଶ୍ୟରେ ଏହାକୁ ବିଶ୍ୱବ୍ୟାପି ପାଳନ କରାଯାଉଛି। ଚଳିତ ବର୍ଷର ଥିମ୍ ରହିଛି ‘ଟାଇମ୍ ଫର୍ ନେଚର’। ଏହି ଅବସରରେ ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍ୱିଟ୍ କରି ପରିବେଶ ପ୍ରତି ସଚେତନ ହୋଇ ଏହାର ସଂରକ୍ଷଣ ଦିଗରେ କାର୍ଯ୍ୟ କରିବାକୁ ବାର୍ତ୍ତା ଦେଇଛନ୍ତି। […]

ndtv
ଭାରତରେ ବି ଆମେରିକା ଭଳି ଦୃଶ୍ୟ; ଦୋଷୀ ବେକରେ ଆଣ୍ଠୁ ମାଡ଼ିବସିଲା ପୁଲିସ୍

ଜୟପୁର: ଆମେରିକା ପରି ଭାରତରେ ମଧ୍ୟ ସମାନ ଦୃଶ୍ୟ ଦେଖିବାକୁ ମିଳିଛି। ଦୋଷୀକୁ ରାସ୍ତା ଉପରେ ପକାଇ  ବେକରେ ଆଣ୍ଠୁମାଡ଼ି ଦେଇଛି ପୁଲିସ। ରାଜସ୍ଥାନର ଏଭଳି ଘଟଣା ଦେଖିବାକୁ ମିଳିଛି। କରୋନା ସଂକ୍ରମଣ ବେଳେ ଜଣେ ବ୍ୟକ୍ତି ମାସ୍କ ପିନ୍ଧି ନଥିବାରୁ ଏହାକୁ ନେଇ ରାଜସ୍ଥାନ ଦେବନଗର ପୋଲିସ ବ୍ୟକ୍ତିକୁ ଆକଟ କରିଥିଲା। ଏହାକୁ ନେଇ ପୋଲିସ ଓ ସେହି ବ୍ୟକ୍ତିଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ପରେ ତାହା ଉଗ୍ରରୂପ ନେଇଥିଲା। ମାସ୍କ ପିନ୍ଧି ନଥିବା ଯୁବକଙ୍କୁ […]

sonali
ସରକାରୀ କର୍ମଚାରୀଙ୍କୁ ଚପଲରେ ପିଟିଲେ ବିଜେପି ନେତ୍ରୀ ସୋନାଲି ଫୋଗାଟ; ଭିଡିଓ ଭାଇରାଲ୍‌

ନୂଆଦିଲ୍ଲୀ: ଜଣେ ସରକାରୀ କର୍ମଚାରୀଙ୍କୁ ଚପଲ୍‌ରେ ମାରିବା ଭିଡିଓ ଭାଇରାଲ୍‌ ହେବା ପରେ ବିଜେପି ନେତ୍ରୀ ସୋନାଲି ଫୋଗାଟ୍‌ ବିବାଦ ଘେରକୁ ଆସିଛନ୍ତି। ହରିଆଣାର ହିସାରରେ ଏହି ଘଟଣା ଘଟିଥିବା କୁହାଯାଉଛି। ଭିଡିଓରେ ଯେଉଁ ବ୍ୟକ୍ତିଙ୍କୁ ସୋନାଲି ଚପଲରେ ପିଟୁଛନ୍ତି ସେ ବଲସାମଣ୍ଡ ମାର୍କେଟ୍‌ କମିଟିର ସେକ୍ରେଟାରୀ ସୁଲ୍‌ତାନ ସିଂହ ବୋଲି ଜଣାପଡ଼ିଛି। ଭିଡିଓରେ ସୁଲତାନ ତାଙ୍କୁ ଦୁର୍ବ୍ୟବହାର କରୁଥିବା ସୋନାଲି ଅଭିଯୋଗ କରୁଥିବାର ଶୁଣାଯାଉଛି। ସୋନାଲି କହୁଛନ୍ତି “ କଣ ମୁଁ ତୁମ ଭଳି ଲୋକଙ୍କ […]

supreem
ପ୍ରବାସ ଫେରନ୍ତାଙ୍କ ପାଇଁ ସୁପ୍ରିମକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି

ନୂଆଦିଲ୍ଲୀ: ପ୍ରବାସ ଫେରନ୍ତାଙ୍କ ଉପରେ ସୁପ୍ରିମକୋର୍ଟ ଆଜି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଶୁଣାଇଛନ୍ତି। ସେମାନଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି କରିବାକୁ ରାଜ୍ୟ ସରକାରମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ସର୍ବୋଚ୍ଚ ଅଦାଲତ। ବିଭିନ୍ନ ସ୍ଥାନରେ ଅଟକି ରହିଥିବା ଶ୍ରମିକମାନଙ୍କୁ ଘରକୁ ପଠାଇବାକୁ ୧୫ ଦିନ ହେଉଛି ପର୍ଯ୍ୟାପ୍ତ ସମୟ। ଏହି ସମୟ ଭିତରେ ସମସ୍ତଙ୍କୁ ନିଜ ନିଜ ରାଜ୍ୟକୁ ପଠାଇବାକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ। ପ୍ରବାସୀ ଶ୍ରମିକଙ୍କ ଦୁର୍ଦ୍ଦଶା ନେଇ ଏକ ଆବେଦନର ଶୁଣାଣି କରି ଜଷ୍ଟିସ୍ ଅଶୋକ ଭୂଷଣ, […]