• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from India

nirab
ପଳାତକ ବ୍ୟବସାୟୀ ନିରବ ମୋଦି ଓ ମେହୁଲ ଚୋକ୍ସିଙ୍କୁ ବଡ଼ ଝଟ୍‌କା

ନୂଆଦିଲ୍ଲୀ: ପଳାତକ ବ୍ୟବସାୟୀ ନିରବ ମୋଦି ଓ ମେହୁଲ ଚୋକ୍ସିଙ୍କୁ ବଡ଼ ଝଟକା। ଏହି ଦୁଇ ଜଣ ହଂକଂରୁ ଦୁବାଇ ଚାଲାଣ କରିଥିବା ୨୩ ଶହ କେଜିର ହୀରା, ମୋତି ଓ ଅନ୍ୟ ଅଳଙ୍କାର ଭାରତକୁ ଫେରାଇ ଆଣିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ବା ଇଡି। ଏସବୁ ଅଳଙ୍କାରର ମୂଲ୍ୟ ପ୍ରାୟ ୧୩ ଶହ ୫୦ କୋଟି ଟଙ୍କା ହେବ ବୋଲି ଜଣାପଡ଼ିଛି। ୨୦୧୮ରୁ ସେମାନେ ଏସବୁ ସାମଗ୍ରୀକୁ ହଂକଂରୁ ଦୁବାଇ ଚାଲାଣ କରିଥିଲେ। ୧୦୮ଟି ପ୍ୟାକେଟ୍‌ରେ ଥିବା […]

coronavirus
ଦେଶରେ ଥମୁନି କରୋନା; ଦିଲ୍ଲୀ ଓ ମହାରାଷ୍ଟ୍ରରେ ସ୍ଥିତି ଶୋଚନୀୟ

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ଥମିବାର ନାଁ ନେଉନି। ଗତ ୨୪ ଘଣ୍ଟାରେ ୯ ହଜାର ୯୮୫ ନୂଆ ରୋଗୀ ଚିହ୍ନଟ ହୋଇଛନ୍ତି। ଫଳରେ ଦେଶରେ ମୋଟ ସଂକ୍ରମଣ ସଂଖ୍ୟା ୨ ଲକ୍ଷ ୭୬ ହଜାର ୫୮୩ରେ ପହଞ୍ଚିଛି। ତେବେ ଆଶ୍ୱସ୍ତୀର କଥା ହେଉଛି, ପ୍ରଥମ ଥର ଲାଗି ଆରୋଗ୍ୟଙ୍କ ସଂଖ୍ୟା ଆକ୍ଟିଭ୍ କେସ୍‌ଠାରୁ ଅଧିକ ହୋଇଛି। ୧ ଲକ୍ଷ ୩୫ ହଜାର ୨୦୫ ଜଣ ସୁସ୍ଥ ହୋଇଥିବା ବେଳେ ଏବେ ୧ ଲକ୍ଷ ୩୩ ହଜାର […]

hospital
CGHS ଉପଭୋକ୍ତାଙ୍କ ପାଇଁ ଭଲ ଖବର

ଭୁବନେଶ୍ୱର: ସେଣ୍ଟ୍ରାଲ ଗଭର୍ଣ୍ଣମେଣ୍ଟ ହେଲ୍‌ଥ ସ୍କିମ CGHS ଉପଭୋକ୍ତାଙ୍କ ପାଇଁ ଭଲ ଖବର। ଏହି ଯୋଜନାରେ ସାମିଲ ଥିବା ଉପଭୋକ୍ତା ଏଣିକି ରାଜ୍ୟରେ ଥିବା କୋଭିଡ୍ ହସ୍ପିଟାଲରେ ଚିକିତ୍ସା ସୁବିଧା ପାଇ ପାରିବେ। ଏ ନେଇ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଗାଇଡଲାଇନ୍ ଜାରି କରିଛି। ରାଜ୍ୟରେ ଘୋଷିତ କୋଭିଡ ହସ୍ପିଟାଲ ସମସ୍ତ CGHS ଉପଭୋକ୍ତା ଚିକିତ୍ସା କରାଇପାରିବେ। CGHSରେ ଥିବା ସର୍ତ୍ତାବଳୀ ଅନୁସାରେ ଉପଭୋକ୍ତାଙ୍କୁ ଚିକିତ୍ସା ସୁବିଧା ମିଳିବ। କୋଭିଡ୍ ହସ୍ପିଟାଲ ହୋଇ ନଥିବା CGHS ହସ୍ପିଟାଲ ମଧ୍ୟ […]

Indian Postal
ଏଣିକି ଡାକଘରେ ବାହାର କରିପାରିବେ ପାସପୋର୍ଟ

ବିଦେଶ ଯିବାକୁ ହେଲେ ସବୁଠାରୁ ବଡ ପ୍ରତିବନ୍ଧକ ପାସପୋର୍ଟ। ବିନା ପାସପୋର୍ଟରେ ବିଦେଶ ଯାଇପାରିବେ ନାହିଁ, ହେଲେ ଏହି ପାସପୋର୍ଟ ବି ସହଜରେ ହୋଇପାରେ ନାହିଁ। ହେଲେ, ଏଣିକି ପାସପୋର୍ଟ ସମସ୍ୟାରୁ ଆପଣଙ୍କୁ ମୁକ୍ତି ମିଳିବ।