• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from Odisha

Capture 5
ମିଳିଲାନି ଷ୍ଟ୍ରେଚର, ମା’ର ମୃତଦେହକୁ କାନ୍ଧରେ ବୋହିଲା ପୁଅ

କେନ୍ଦ୍ରାପଡ଼ା: ମୃତଦେହକୁ ମିଳିଲାନି ଷ୍ଟ୍ରେଚର । ମା’ର ମୃତଦେହକୁ କାନ୍ଧରେ ବୋହିଲା ପୁଅ । କେନ୍ଦ୍ରାପଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଡେରାବିଶ ଥାନା ବରାହିଲୋ ଗାଁର ୮୨ ବର୍ଷୀୟା ବୃଦ୍ଧା ଦୁଖୀ ପଣ୍ଡାଙ୍କ…

‘ଉଦ୍ଦେଶ୍ୟମୂଳକ ଭାବେ ଓଟିଭିର ଛବି ମଳିନ କରିବାକୁ ଅପଚେଷ୍ଟା ହେଉଛି’

ଭୁବନେଶ୍ୱର: ଭୁବନେଶ୍ୱର ନାବାଳିକା ଗଣଦୁଷ୍କର୍ମ ଅଭିଯୋଗ ମାମଲାରେ ରାଜ୍ୟ ମହିଳା କମିଶନଙ୍କ ନିକଟରେ ଓଟିଭି ଏମ୍‌ଡି ଆଜି ହାଜର ହୋଇଛନ୍ତି। ପୂର୍ବରୁ ଓଟିଭିର ୨ ବରିଷ୍ଠ ସାମ୍ବାଦିକ, HR ମୁଖ୍ୟ ଓ ସହଯୋଗୀ ମହିଳା ଥାନାରେ ହାଜର ହୋଇଥିଲେ। ପୋଲିସକୁ ତଦନ୍ତରେ ପୂର୍ଣ୍ଣ ସହଯୋଗ କରି ହାଜର ହେଉଛନ୍ତି ଓଟିଭି କର୍ମଚାରୀ। ତେବେ ଏଥିରେ ଅଭିଯୁକ୍ତ ଥିବା ପୋଲିସ୍ କର୍ମଚାରୀଙ୍କୁ ଏଯାଏ ଚିହ୍ନଟ କରାଯାଇ ନ ଥିବା ଜଣାପଡ଼ିଛି। ଗତ ୧୫ ତାରିଖରେ ଭୁବନେଶ୍ୱର ଡିସିପି କହିଥିଲେ ନାଁ […]

  • Saturday, 03 July 2021
bonda
'କରୋନା କଣ ଆମେ ଜାଣିନୁ'

ମାଲକାନଗିରି :  କରୋନା କଟକଣା ପ୍ରଭାବ ଶୂନ୍ୟ। ଆଦିମ ଜନଜାତି ବଣ୍ଡା ଏହି ମହାମାରି ବିଷୟରେ ନା କଣ ଜାଣିଛନ୍ତି ନା ସଚେତନତା ଅବଲମ୍ବନ କରିଛନ୍ତି। ବଣ୍ଡାଘାଟିରେ ରହିଥିବା ଦୁଇଟି ପଞ୍ଚାୟତ ଅଣ୍ଡ୍ରାହାଲ ଏବଂ ମୁଦୁଲିପଡାରେ ବାସ କରୁଥିବା ୩୨ଟି ଗାଁର ୭ ହଜାର ଲୋକଙ୍କୁ ଆଜି ପଯର୍ୟନ୍ତ କରୋନା ଆକ୍ରାନ୍ତ କରିପାରିନାହିଁ। ଘାଟିରେ ଆଦିମ ଜନଜାତି ଏହି ରୋଗ ସଂପର୍କରେ ଜାଣିନଥିବାରୁ ସେମାନେ ନା ମୁହଁରେ ମାସ୍କ ପିନ୍ଧୁଛନ୍ତି ନା ସାମାଜିକ ଦୂରତାକୁ ରକ୍ଷା କରୁଛନ୍ତି। […]

  • Saturday, 03 July 2021
ପୁଲିସ-ଓକିଲ ବିବାଦରେ ନୂଅା ଟ୍ୱିଷ୍ଟ
ପୁଲିସ-ଓକିଲ ବିବାଦରେ ନୂଅା ଟ୍ୱିଷ୍ଟ

କଟକ : କଟକରେ ଓକିଲ-ପୁଲିସ ବିବାଦରେ ନୂଅା ଟ୍ୱିଷ୍ଟ। ଥଣ୍ଡା ପଡ଼ିଲା କନଷ୍ଟେବଲ ହାବିଲଦାର-ସିପାହୀ ମହାସଂଘ । ମାମଲାରେ ୩ଜଣ କନଷ୍ଟେବଲ ଓ ଜଣେ ହୋମଗାର୍ଡଙ୍କ ଉପରେ ନିଲମ୍ବନ ଅାଦେଶକୁ ରାଜ୍ୟ ସରକାର ପ୍ରତ୍ୟାହାର କରିଥିବାରୁ ଅାସନ୍ତାକାଲି ଠାରୁ ହେବାକୁ ଥିବା ଅାନ୍ଦୋଳନକୁ ସ୍ଥଗିତ ରଖିଛି ମହାସଂଘ। ଅାଜି କଟକରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ମହାସଂଘର ସଭାପତି ସନ୍ତୋଷ ଶତପଥୀ ଏହି ସୂଚନା ଦେଇଛନ୍ତି। ମହାସଂଘର ୩ଟି ଦାବିରୁ ସରକାର୨ଟି ପୂରଣ କରିଛନ୍ତି। କନଷ୍ଟେବଲ ଓ […]

  • Saturday, 03 July 2021
suresh
'ଓଡ଼ିଶାର ସ୍ଵାସ୍ଥ୍ୟ ଠିକ୍ ନାହିଁ, ବିଗିଡ଼ିି ଯାଇଛି'

ଭୁବନେଶ୍ଵର:  ଓଡ଼ିଶାରେ କରୋନା  ନେଇ ଲୋକସଭାରେ ସମାଲୋଚନା କଲେ ସାଂସଦ ସୁରେଶ ପୂଜାରୀ। ରବିବାର ଲୋକସଭା ଆଲୋଚନାରେ ଭାଗ ନେଇ ଓଡ଼ିଶାରେ ସ୍ଵାସ୍ଥ୍ୟବସ୍ଥା ନେଇ ଟାର୍ଗେଟ୍ କରିଛନ୍ତି। ଓଡ଼ିଶାର ସ୍ଵାସ୍ଥ୍ୟ ଠିକ୍ ନାହିଁ, ବିଗିଡ଼ିି ଯାଇଛି ବୋଲି କହିଥିଲେ ସୁରେଶ ପୂଜାରୀ। ଓ୍ବାଶିଂଟନ ୟୁନିଭର୍ସିଟିର ତଥ୍ୟ ଅନୁସାରେ ଜାନୁଆରୀ ସୁଦ୍ଧା ଓଡ଼ିଶାରେ ୧୧ ହଜାର ମୃତ୍ୟୁ ଆଶଙ୍କା ରହିଛି।  ଦିଲ୍ଲୀରେ ଯେପରି କେନ୍ଦ୍ର ସରକାର ଦାୟିତ୍ୱ ନେଇ ସ୍ଥିତି ସମ୍ଭାଳଥିଲେ ଓଡ଼ିଶାରେ ସେପରି ହେଉ ବୋଲି ସେ […]

  • Saturday, 03 July 2021
rare
ବିଦ୍ୟୁତ କାଟକୁ କେନ୍ଦ୍ର କରି କର୍ମଚାରୀଙ୍କୁ ମରଣାନ୍ତକ ଆକ୍ରମଣ

ବାଲେଶ୍ଵର:  ବିଦ୍ୟୁତ କାଟକୁ କେନ୍ଦ୍ର କରି କର୍ମଚାରୀଙ୍କୁ ମରଣାନ୍ତକ ଆକ୍ରମଣ ଅଭିଯୋଗ। ବାଲେଶ୍ୱର ଜିଲ୍ଲା ଫୁଲା଼ଡ଼ି ଷ୍ଟ୍ରକଚରରେ କାମ କରୁଥିବା ୬ ବିଦ୍ୟୁତ କର୍ମଚାରୀ ଆହତ।  ଗତ ସପ୍ତାହରେ କିଛି ସମୟ ଲାଇନ୍ କଟିବା ପରେ ବିଦ୍ୟୁତ କର୍ମଚାରୀମାନେ ବିଜୁଳି କାଟ କରି ଅଫିସ ନିକଟ ଟ୍ରାନ୍ସଫର ମରାମତି କରୁଥିଲେ। ଏହି ସମୟରେ ସ୍ଥାନୀୟ କଣ୍ଟାବଣିଆ ସମେତ ଆଉ କିଛି ଅଞ୍ଚଳକୁ ବିଦ୍ୟୁତ ସରବରାହ ବନ୍ଦ ରହିଥିଲା ତେବେ କିଛି ଲୋକ ଫୋନ୍ କରି ବିଦ୍ୟୁତ କର୍ମଚାରୀଙ୍କୁ […]

  • Saturday, 03 July 2021
ଗାଡ଼ି ଧୋଇବା ବେଳେ ବିଦ୍ୟୁତ୍‌ ତାର ଲାଗି ୨ ମୃତ
ଗାଡ଼ି ଧୋଇବା ବେଳେ ବିଦ୍ୟୁତ୍‌ ତାର ଲାଗି ୨ ମୃତ

କୋରାପୁଟ  : ଗାଡ଼ି ଧୋଇବା ବେଳେ ବିଦ୍ୟୁତ ତାର ଲାଗି ୨ ମୃତ। ଏଭଳି ଅଭାବନୀୟ ଘଟଣା ଘଟିଛି କୋରାପୁଟ ଜିଲ୍ଲା ସେମିଳିଗୁଡାରେ। ସେମିଳିଗୁଡା ନାଲକୋ ଛକରେ ଏକ ଟିପ୍ପରର ହେଲପର୍ ସୋନୁ ଯାନୀ ଟିପ୍ପରକୁ ନିକଟସ୍ଥ ନାଳ ପାଣିରେ ଧୋଉଥିଲେ। ଏହି ସମୟରେ ଟିପ୍ପରର ପଛପଟ ଡାଲା ଉପର ଦେଇ ଯାଇଥିବା ବିଦ୍ୟୁତ୍‌ ତାର ସହ ଲାଗିଯାଇଥିଲା। ଫଳରେ ବିଦ୍ୟୁତ୍ ଅାଘାତରେ ସେ ଗୁରୁତର ହୋଇପଡିଥିଲେ। ଏହା ଦେଖି ନିକଟରେ ଗାଡିରେ ଯାଉଥିବା ରଘୁରାମ ଦିଶାରୀ […]

  • Saturday, 03 July 2021
ରାଲିକୁ ନଗଲେ ଭତ୍ତା ବନ୍ଦ ଧମକ
ରାଲିକୁ ନଗଲେ ଭତ୍ତା ବନ୍ଦ ଧମକ

ନୟାଗଡ଼ : ରାଲିକୁ ନଗଲେ ଭତ୍ତା ବନ୍ଦ ଧମକ । ବିଜେଡି ପଦଯାତ୍ରାରେ ମହିଳା ମାନଙ୍କୁ ଜୋର ଜବରଦସ୍ତ ସାମିଲ କରାଯାଉଥିବା ଭଳି ସଙ୍ଗୀନ ଅଭିଯୋଗ ଅାସିଛି। ନୟାଗଡ଼ ଜିଲ୍ଲା ଭାପୁର ବ୍ଳକ୍‌ରେ ବିଜେଡିର ପଦଯାତ୍ରା ବେଳେ ଏଭଳି ସଙ୍ଗୀନ ଅଭିଯୋଗ ଅାଣିଛନ୍ତି କିଛି ମହିଳା। ପଦଯାତ୍ରାରେ ସାମିଲ ନହେଲେ ଭତ୍ତା, ଇନ୍ଦିରା ଅାବାସ ଘର କାଟି ଦିଅାଯିବ ବୋଲି ବିଜେଡି ନେତାମାନେ ଧମକ ଦେଉଥିବା ସେମାନେ ଅଭିଯୋଗ କରିଛନ୍ତି। ଅାହୁରି ମଧ୍ୟ କିଛି ସ୍ୱୟଂ ସହାୟକ […]

  • Saturday, 03 July 2021
କ୍ରାଇମବ୍ରାଞ୍ଚକୁ ତଥ୍ୟ ଦେଲା ବନ ବିଭାଗ
କ୍ରାଇମବ୍ରାଞ୍ଚକୁ ତଥ୍ୟ ଦେଲା ବନ ବିଭାଗ

ବରଗଡ଼  : ବରଗଡ଼ ଭଟଲି ରେଞ୍ଜ ଅନ୍ତର୍ଗତ ଖଜୁରିଅା ଗାଁ ନିକଟ ଦାମୋଦର ପଡ଼ା ଜଙ୍ଗଲରୁ କଲରାପତରିଅା ବାଘର ଗଳିତ ମୃତଦେହ ଉଦ୍ଧାର ଘଟଣାର ତଥ୍ୟ କ୍ରାଇମବ୍ରାଞ୍ଚକୁ ଦେଇଛି ବନ ବିଭାଗ।  ତଥ୍ୟ ଉପରେ ସବିଶେଷ ଅନୁଧ୍ୟାନ କରାଯିବ ବୋଲି କ୍ରାଇମବ୍ରାଞ୍ଚ ଏଡିଜି ସନ୍ତୋଷ ଉପାଧ୍ୟାୟ କହିଛନ୍ତି। ଏହି ଘଟଣାରେ ବନ ବିଭାଗ ସନ୍ଦେହରେ କିଛି ଲୋକଙ୍କୁ ଅଟକ ରଖିଥିବା ବି ସେ ସୂଚନା ଦେଇଛନ୍ତି। ଯେହେତୁ ଏହି ଅଞ୍ଚଳ ଅନ୍ୟ ରାଜ୍ୟ ସୀମାକୁ ଲାଗିଛି, ତେଣୁ […]

  • Saturday, 03 July 2021
bus
ପୋଲ ତଳକୁ ଖସି ପଡ଼ିଲା ୩୦ ଯବାନଙ୍କୁ ନେଇ ଯାଉଥିବା ବସ୍

ମାଲକାନଗିରି: ବନ୍ୟା ପାଣିରେ ପୋଲ ତଳକୁ ଖସିପଡ଼ିଲା ବସ୍। ଯେଉଁଥିରେ ଅଳ୍ପକେ ବର୍ତ୍ତିଯାଇଛନ୍ତି ୩୦ ଯବାନ। ମାଲକାନଗିର ଜିଲ୍ଲା ସୀମାନ୍ତ ଛତିଶଗଡ଼ ବିଜାପୁର ଜିଲ୍ଲାରେ ଘଟିଛି ଏ ଦୁର୍ଘଟଣା। DRG ଯବାନଙ୍କୁ ନେଇ ଯାଉଥିବା ଏକ ବସ୍ ପାଣିର ସୁଅରେ ପୋଲ ତଳକୁ ଖସିପଡିଛି। ସୌଭାଗ୍ୟବଶତଃ, ଏହି ଦୁର୍ଘଟଣାରେ କାହାରିକୁ କ୍ଷତି ହୋଇନାହିଁ। ମାଓ ଅପରେସନରେ ଯାଇ ଯବାନମାନେ ଫେରୁଥିଲେ। ଏହି ସମୟରେ ବିଜାପୁର ଜିଲ୍ଲାର ଏକ ପୋଲ ଉପରେ ବନ୍ୟା ଜଳ ଚାଲି୍‌ଲିା। ପୋଲ ଉପରେ […]

  • Saturday, 03 July 2021