ଭୁବନେଶ୍ୱର: ଓଡ଼ିଶାରେ ପୁଣି ୨୪ ଘଣ୍ଟା ଭିତରେ ୪ହଜାରରୁ ଅଧିକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ରାଜ୍ୟରେ ଦିନକରେ ୪୧୮୯ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ କ୍ୱାରେଣ୍ଟିନରୁ ୨୪୫୩ ଏବଂ ଲୋକାଲ୍ କେସ୍ ୧୭୩୬ ରହିଛି। ଏହାକୁ ମିଶାଇ ରାଜ୍ୟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୮୮୩୧୧ରେ ପହଞ୍ଚିଛି। ସେଥିରୁ ୧୪୯୩୭୯ ସୁସ୍ଥ ହୋଇଥିବା ବେଳେ ୩୮୧୫୮ ଆକ୍ଟିଭ୍ ମାମଲା ରହିଛି। 22. Mayurbhanj: 17423. Nawarangpur: 7524. Nayagarh: 8225. Nuapada: 5826. Puri: 26527. […]
ଭୁବନେଶ୍ୱର: ରାଜ୍ୟରେ ଆଜି ୧୧ଜଣଙ୍କର କରୋନାଜନିତ ମୃତ୍ୟୁ ହୋଇଛି। ଏହାକୁ ମିଶାଇ ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା ୭୨୧ରେ ପହଞ୍ଚିଛି। ଏ ନେଇ ସ୍ୱାସ୍ଥ ବିଭାଗ ଟୁଇଟ୍ କରି ସୂଚନା ଦେଇଛି। 9.A 54 year old male of Malkangiri district who was also suffering from Diabetes, hypertension. 10. A 40 year old male of Malkangiri district. 11.A 51 year old male of Puri district. […]
ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲାରୁ ମିଳିଛି ଚାଞ୍ଚଲ୍ୟକର ଖବର। ସୁନ୍ଦରଗଡ଼ ଜିଲ୍ଲା ତଲସରା ଥାନା ସବଡେଗା ପୋଷ୍ଟ ଅଫିସ ପଡ଼ାର ଗୋଟିଏ ଘରୁ ଜଣେ ନାବାଳିକାର ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର ହୋଇଛି। ନାବାଳିକା ଜଣକ ମୟାବାହଲ ଗ୍ରାମର ଏବଂ ସବଡେଗାରେ ଜଣେ ଯୁବକ ସହିତ ରହୁଥିଲା। ଉଭୟେ ସ୍ୱାମୀ ସ୍ତ୍ରୀ ଭଳି ରହୁଥିବା ବେଳେ ନାବାଳିକା ଜଣକ ଚାରି ମାସର ଗର୍ଭବତୀ ଥିବା ଜଣା ପଡ଼ିଛି। କୌଣସି କଥାରେ ଉକ୍ତ ଯୁବକ ସହିତ ଝଗଡା ହେଲା ପରେ ସେ […]
ମାଲକାନଗିରି: ଚଳନ୍ତା କାରରେ ଲାଗିଲା ନିଆଁ। କାରରେ ନିଆଁ ଲାଗି ସମ୍ପୂର୍ଣ୍ଣ ଜଳିଯାଇଥିବା ଜଣାପଡିଛି। ମାଲକାନଗିରି ଏମଭି-17 ଗାଁ ନିକଟ ଜାତୀୟ ରାଜପଥ ଉପରେ କାରଟି ଯାଉଥିବାବେଳେ ଏଥିରେ ହଠାତ୍ ନିଆଁ ଲାଗି ଯାଇଥିଲା। ଅଗ୍ନିକାଣ୍ଡର ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା ଅଗ୍ନିଶମବାହିନୀ। ଜଳନ୍ତା କାର ନିକଟରେ କେହି ନଥିବାରୁ ଗାଡିର ଡ୍ରାଇଭର, ମାଲିକ ଏବଂ କ୍ଷୟକ୍ଷତି ସମ୍ପର୍କରେ କୌଣସି ସୂଚନା ମିଳିନାହିଁ। ତେବେ ଜଳିଯାଇଥିବା ଗାଡିରେ ଗଂଜେଇ ଚାଲାଣ ହେଉଥିବା ଅଭିଯୋଗ […]
ଭୁବନେଶ୍ୱର: +୨ ନାମଲେଖା ଅବଧି ବଢ଼ିଲା। ଯୁକ୍ତ ୨ ପ୍ରଥମ ପର୍ଯ୍ୟାୟ ନାମଲେଖା ଅବଧି ୪ ଦିନ ବଢ଼ାଯାଇଛି। ୨୧ରୁ ଆରମ୍ଭ ହୋଇଥିବା ନାମଲେଖା ୨୬ ବଦଳରେ ୩୦ ତାରିଖକୁ ବଢାଇ ଦିଆଯାଇଛି। CBSE ଓ ICSE ପିଲାଙ୍କ ଡିଜିଲକର ସାର୍ଟିଫିକେଟ୍ ଗ୍ରହଣ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ମାସେ ଭିତରେ ଅରିଜିନାଲ ଦେବାକୁ ଅଣ୍ଡରଟେକିଂ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ଆଡମିଶନ୍ ବେଳେ କୋଭିଡ୍ କଟକଣା ପାଳନ ପାଇଁ ଅଧ୍ୟକ୍ଷମାନଙ୍କୁ ନିର୍ଦ୍ଦେଶ ରହିଛି। ଏନେଇ ନିର୍ଦ୍ଦେଶନାମା ଜାରି କରିଛି […]
ଭୁବନେଶ୍ୱର: ପାଦରୁ ଲିଭିନି ଅଳତା କି ହାତରୁ ଛାଡ଼ିନି ମେହେନ୍ଦିର ରଙ୍ଗ। ଯାହା ହାତ ଧରି ନୂଆ ସଂସାରରେ ପାଦ ରଖିଥିଲେ, ସେ ହାତ ଛାଡ଼ି ଚାଲିଗଲେ ଅଫେରା ରାଜ୍ୟକୁ। ଏମିତି ଜଣେ ନବ ବିବାହିତ ମହିଳାଙ୍କ ମୃତ୍ୟୁକୁ ନେଇ ଭୁବନେଶ୍ୱର…
ଭୁବନେଶ୍ଵର: ସମ୍ପୂର୍ଣ୍ଣ ସଂସଦ ଢାଞ୍ଚାରେ ବସିବ ବିଧାନସଭାର ମୌସୁମୀ ଅଧିବେଶନ। କେବଳ ପ୍ରଶ୍ନ କାଳକୁ ଛାଡିଲେ ନିୟମ ଅନୁଯାୟୀ ଶୂନ୍ୟକାଳ, ମୁଲତବୀ ପ୍ରସ୍ତାବ, ମୋସନ, କଲିଂ ଆଟେନସନ ଆଦି ସବୁ ରହିବ। ବସିବା ପାଇଁ ବିଧାୟକମାନେ ୪ ଫୁଟ ଦୂରତା ବଜାୟ ରଖିବେ। ଦର୍ଶକ ଗ୍ୟାଲେରିରେ ମଧ୍ୟ ବସିବେ ବିଧାୟକ। ଏଥିଲାଗି ୧୪୫ଟି ସିଟ୍ ପ୍ରସ୍ତୁତ ରଖାଯାଇଛି। ସଂସଦ ଭଳି ବିଧାୟକ ସିଟ୍ ସମ୍ମୁଖରେ ପ୍ଲାଷ୍ଟିକ୍ ସିଲ୍ଡ ଲଗାଯାଇଛି। ଯେଉଁ ବରିଷ୍ଠ ବିଧାୟକ ଆସିପାରିବେନି ସେମାନେ ଆଗରୁ […]