• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from Odisha

rajya sabha
ରାଜ୍ୟସଭାରେ କୃଷି ବିଲ୍‌କୁ ବିରୋଧ କଲା ବିଜେଡି

ନୂଆଦିଲ୍ଲୀ/ଭୁବନେଶ୍ୱର: ରାଜ୍ୟସଭାରେ କୃଷି ବିଲ୍ ଆଗତ କଲେ କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର।  ବିଲ୍ ସପକ୍ଷରେ ରାଜ୍ୟସଭାରେ ଯୁକ୍ତି ଉପସ୍ଥାପନ କଲେ। ଏହି ୨ଟି ବିଲ୍ ଐତିହାସିକ ଏବଂ ଏହା ଚାଷୀଙ୍କ ଜୀବନ ଶୈଳୀରେ ପରିବର୍ତ୍ତନ ଆଣିବ ବୋଲି ସେ କହିଛନ୍ତି। ଏପରିକି ଚାଷୀ ନିଜ ଫସଲ ନିଜ ଇଚ୍ଛାରେ ଯେ କୌଣସି ସ୍ଥାନରେ ବିକିପାରିବେ ବୋଲି କୃଷିମନ୍ତ୍ରୀ ସୂଚନା ଦେଇଛନ୍ତି। ବିଲ୍‌କୁ ନେଇ ଭୁଲ୍ ସୃଷ୍ଟି କରା ଯାଇ ବିରୋଧ କରାଯାଉଛି ଯାହାକି ଦୁର୍ଭାଗ୍ୟଜନକ […]

  • Saturday, 03 July 2021
Capture 4
ମୃତ ଶିକ୍ଷକ କରିବେ କୋଭିଡ କଣ୍ଟ୍ରୋଲ ରୁମର କାମ !

ନବରଙ୍ଗପୁର: ମୃତ ଶିକ୍ଷକ କରିବେ କୋଭିଡ କଣ୍ଟ୍ରୋଲ ରୁମର କାମ । ଖୋଦ ଶିକ୍ଷା ବିଭାଗ ପକ୍ଷରୁ ହୋଇଛି ଏଭଳି ଚିଠି । ଏଭଳି ତ୍ରୁଟି ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଲକ ଶିକ୍ଷା ବିଭାଗରେ । ଡାବୁଗାଁ ବ୍ଲକ…

strecher
ଡାକ୍ତରଖାନା ଷ୍ଟ୍ରେଚରରେ ରୋଗୀଙ୍କୁ ଶୁଆଇ ସହର ବୁଲିଲେ ସଂପର୍କୀୟ

ଢେଙ୍କାନାଳ: ଡାକ୍ତରଖାନାର ଷ୍ଟ୍ରେଚରରେ ରୋଗୀଙ୍କୁ ରଖି ଢେଙ୍କାନାଳ ସହର ବୁଲିଲେ ସଂପର୍କୀୟ । ଏହି ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ଘଟଣା ଘଟିଛି ସ୍ଥାନୀୟ ନିହଲ ପ୍ରସାଦ ଥାନା ଅନ୍ତର୍ଗତ ପିଙ୍ଗୁଆ ଇଛାପୁର ଗାଁରେ। ଏହି ଗାଁର ଜଣେ ମହିଳାଙ୍କୁ ଚିକିତ୍ସା ପାଇଁ ପରିବାର ଲୋକେ ଢେଙ୍କାନାଳ ହସ୍ପିଟାଲକୁ ଆଣିଥିଲେ । ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଥିଲା । ସଂପର୍କୀୟମାନେ ରୋଗୀଙ୍କୁ କଟକ ନେବା ପରିବର୍ତ୍ତେ ଷ୍ଟ୍ରେଚରରେ ଧରି ଢେଙ୍କାନାଳ ଟାଉନରେ […]

  • Saturday, 03 July 2021
ପ୍ରତିରକ୍ଷା କ୍ଷେତ୍ରରେ ମାଇଲଖୁଣ୍ଟ
ପ୍ରତିରକ୍ଷା କ୍ଷେତ୍ରରେ ମାଇଲଖୁଣ୍ଟ

ନୂଆଦିଲ୍ଲୀ : ତିନି ଦଶନ୍ଧିର ଅତି ଗୋପନୀୟ କାର୍ଯ୍ୟକ୍ରମରୁ ମିଳିଛି ଐତିହାସିକ ସଫଳତା। ପୂର୍ଣ୍ଣ କାର୍ଯ୍ୟଦକ୍ଷତା ହାସଲ କରିଛି ଭାରତୀୟ ନୌସେନାର ପ୍ରଥମ ପରମାଣୁ ଅସ୍ତ୍ର ସଂପନ୍ନ ବାଲିଷ୍ଟିକ୍‌ ମିସାଇଲ ସବ୍‌ମେରିନ୍ ଅରିହନ୍ତ। ଏଥିସହିତ ଭାରତ ଏଭଳି କ୍ଷମତା ଥିବା ଅାମେରିକା, ବ୍ରିଟେନ୍, ଋଷିଅା, ଚୀନ୍‌ ଓ ଫ୍ରାନ୍ସ ଭଳି ଦେଶଙ୍କ କ୍ଲବ୍‌ରେ ସାମିଲ ହୋଇଛି। ପରମାଣୁ ଅାକ୍ରମଣକୁ ପ୍ରତିହତ କରିବାର କ୍ଷମତା ବର୍ତ୍ତମାନ ସମୟରେ ନିହାତି ଜରୁରୀ। ପରମାଣୁ ଶକ୍ତିରେ ବଳିଅାନ ଯେଉଁ ଦେଶ ବ୍ଲାକ୍‌ମେଲ […]

  • Saturday, 03 July 2021
covid19
ରାଜ୍ୟରେ କାହିଁକି ବଢ଼ୁଛି କରୋନା ସଂକ୍ରମଣ?

ଭୁବନେଶ୍ୱର: ରାଜ୍ୟରେ ସଂକ୍ରମଣ ବଢ଼ାଉଛି ବିଳମ୍ବିତ ଟେଷ୍ଟ୍ ରିପୋର୍ଟ। କରୋନା ଟେଷ୍ଟ୍ ରିପୋର୍ଟ ଆସିବାରେ ବିଳମ୍ବ ହେଉଥିବାରୁ ଆକ୍ରାନ୍ତ ବ୍ୟକ୍ତି ଅନ୍ୟମାନଙ୍କୁ ସଂକ୍ରମିତ କରୁଥିବା ନେଇ ଆଶଙ୍କା ପ୍ରକାଶ କରିଛନ୍ତି ସ୍ୱାସ୍ଥ୍ୟ ବିଶେଷଜ୍ଞ ଡାକ୍ତର ନିରଜ ମିଶ୍ର। ସେ କହିଛନ୍ତି, ଆସିମ୍ପଟମେଟିକ୍ ବା ଲକ୍ଷଣହୀନ ଆକ୍ରାନ୍ତ କିମ୍ବା ସ୍ୱଳ୍ପ ଲକ୍ଷଣ ଥିବା ସଂକ୍ରମିତ ମାନେ ବାହାରେ ବୁଲିବା ଦ୍ୱାରା ମଧ୍ୟ ସଂକ୍ରମଣ ବଢୁଛି। ତେଣୁ କୋଭିଡ୍ ଟେଷ୍ଟ ରିପୋର୍ଟ କିପରି ଶୀଘ୍ର ଆସି ପାରିବ ସେ ନେଇ […]

  • Saturday, 03 July 2021