• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from Odisha

puri
ପୁଣି ନିର୍ମାଣ ହେବ ପାଥରପୁରୀ ହଷ୍ଟେଲ ପାଚେରୀ

ପୁରୀ: ପୁଣି ନିର୍ମାଣ ହେବ ସାମନ୍ତ ଚନ୍ଦ୍ର ଶେଖର କଲେଜର ପାଥରପୁରୀ ହଷ୍ଟେଲ ପାଚେରୀ। ତୁରନ୍ତ ପାଚେରୀ କାମ ସାରିବାକୁ ପୂର୍ତ୍ତ ବିଭାଗକୁ ଉପଜିଲ୍ଲାପାଳ ଭବତାରଣ ସାହୁ ନିର୍ଦ୍ଦେଶ ଦେଇଛନ୍ତି। ପୁରାତନ ଛାତ୍ର କ୍ରିୟାନୁଷ୍ଠାନ କମିଟି ସହ ଆଲୋଚନା ପରେ ଉପଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ରାସ୍ତା ପ୍ରଶସ୍ତ ପାଇଁ ହଷ୍ଟେଲ ପାଚେରୀକୁ ଭାଙ୍ଗିଥିଲା ପ୍ରଶାସନ। ପୁରୀ ସାମନ୍ତ ଚନ୍ଦ୍ରଶେଖର ମହାବିଦ୍ୟାଳୟର ପାଥରପୁରୀ ହଷ୍ଟେଲର ଭଙ୍ଗା ଯାଇଥିବା ପ୍ରାଚୀରକୁ ନେଇ ଛାତ୍ରଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳିଥିଲା। ଏହାକୁ […]

  • Saturday, 03 July 2021
ven
IT ଛାତ୍ର ତିଆରି କଲେ ଦେଶୀ ଭେଣ୍ଟିଲେଟର

ଭଞ୍ଜନଗର: ଲକ୍ ଡାଉନରେ ସମ୍ପୂର୍ଣ୍ଣ ଦେଶୀ ଜ୍ଞାନକୌଶଳରେ ଭେଣ୍ଟିଲେଟର ତିଆରି କରିଛନ୍ତି Btech ଗଞ୍ଜାମ ଜିଲ୍ଲା ଭଞ୍ଜନଗରର ଛାତ୍ର ଅନନ୍ୟ ଅପ୍ରମ୍ୟ। ଅନ୍ୟନ୍ୟ ଏବେ Btech ତୃତୀୟ ବର୍ଷରେ ପାଠ ପଢ଼ୁଛନ୍ତି। ଅନନ୍ୟ ଭୁବନେଶ୍ୱରରେ ଏକ ଇଂଜିନିୟରିଂ କଲେଜରେ ପଢୁଥିବା ବେଳେ ଲକ୍ ଡାଉନ ପରଠାରୁ ସେ ନିଜ ଘର ଭଞ୍ଜନଗରରେ ରହୁଛନ୍ତି। ଏହି ସମୟରେ ନିଜ ବାପାଙ୍କ ଦ୍ୱାରା ଅନୁପ୍ରାଣିତ ହୋଇ ନିଜ ଅଧ୍ୟାପକଙ୍କ ପରାମର୍ଶ କ୍ରମେ କରୋନା ରୋଗୀଙ୍କ ପାଇଁ ଏକ ସ୍ୱତନ୍ତ୍ର ଭେଣ୍ଟିଲେଟର […]

  • Saturday, 03 July 2021
bmc
ରାଜଧାନୀରେ ଦିନକରେ ୩୪୨ କରୋନା ପଜିଟିଭ୍ ଚିହ୍ନଟ

ଭୁବନେଶ୍ୱର: ପୁଣି ରାଜଧାନୀରେ ୩୦୦ ପାର୍ କଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ଆଜି ଭୁବନେଶ୍ୱର ମହାନଗର ଅଞ୍ଚଳରୁ ୩୪୨ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେଥିରୁ ୧୦୪ କ୍ୱାରେଣ୍ଟିନ୍‌‌ରୁ ଓ ୨୩୮ ଲୋକାଲ କେସ ରହିଛି। ଏହାଛଡ଼ା ୪୨୧ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏନେଇ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ଟ୍ୱିଟ୍‌ କରି ସୂଚନା ଦେଇଛି। Update on newly detected & cured #COVID19 cases in the last 24 hrs […]

  • Saturday, 03 July 2021
coroan
'କରୋନାରୁ ଆରୋଗ୍ୟ ପରେ ବି ହୋଇପାରେ ସଂକ୍ରମଣ'

ଭୁବନେଶ୍ୱର: କରୋନାରୁ ଥରେ ଆରୋଗ୍ୟ ପରେ ବି ପୁଣି ହୋଇପାରେ ସଂକ୍ରମଣ। ଇମ୍ୟୁନିଟି ବା ରୋଗ ପ୍ରତିଷେଧକ କ୍ଷମତା କମିବା ବ୍ୟକ୍ତି ପୁଣି ସଂକ୍ରମଣର ଶିକାର ହୋଇପାରନ୍ତି ବୋଲି ଆଜି ସତର୍କ କରିଛି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ। ଏ ସମ୍ପର୍କରେ ସୂଚନା ଦେଇ ଡାକ୍ତର ପ୍ରଜ୍ଞାନ ରାଉତରାୟ କହିଛନ୍ତି, ଦେହରେ ରୋଗ ପ୍ରତିରୋଧ ଶକ୍ତି କମ୍ ଥିଲେ ରୋଗ ପୁଣି ଫେରିବା ଆଶଙ୍କା ରହିଛି। ଇମ୍ୟୁନିଟି ବେଶୀ ଥିଲେ ଲକ୍ଷଣ ପ୍ରକାଶ ପାଇବନି। ହେଲେ ଯାହାଙ୍କଠାରେ ଅନ୍ୟ […]

  • Saturday, 03 July 2021
corona1
ଆଜି ପୁଣି ସୁସ୍ଥ ସଂଖ୍ୟା ୪ହଜାର ଟପିଲା

ଭୁବନେଶ୍ୱର: ରାଜ୍ୟରେ ଲଗାତର ବୃଦ୍ଧି ପାଇବାରେ କରୋନା ସୁସ୍ଥ ସଂଖ୍ୟା। ଆଜି ମହାମାରୀ କରୋନାରୁ ୪୦୯୦ ଜଣ ଆରୋଗ୍ୟ ଲାଭ କରିଛନ୍ତି। ଏମାନଙ୍କୁ ମିଶାଇ ଆଜି ସୁଦ୍ଧା ୧୪୧୬୫୭ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟ୍ୱିଟ୍‌ କରି ସୂଚନା ଦେଇଛି। 121 from Jagatsinghpur120 from Koraput115 from Mayurbhanj110 from Sonepur104 from Bhadrak99 from Sambalpur93 from Jharsuguda92 from Keonjhar91 from Baleswar83 […]

  • Saturday, 03 July 2021
ଅାଜି ପବିତ୍ର ପୟାଶ୍ରାଦ୍ଧ ଦିବସ
ଅାଜି ପବିତ୍ର ପୟାଶ୍ରାଦ୍ଧ ଦିବସ

ପୁରୀ : ଅାଜି ଅମାବାସ୍ୟା ସହିତ ପବିତ୍ର ପୟାଶ୍ରାଦ୍ଧ ଦିବସ। ପିତୃ ପୁରୁଷଙ୍କୁ ଶ୍ରାଦ୍ଧ ଦେବାକୁ ଦୂରଦୂରାନ୍ତରୁ ଶ୍ରୀକ୍ଷେତ୍ରକୁ ଅାସିଛନ୍ତି ହଜାର ହଜାର ଶ୍ରଦ୍ଧାଳୁ। ଏନେଇ ଜିଲ୍ଲା ପ୍ରଶାସନ ଏବଂ ପୁଲିସ୍ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ସିଂହଦ୍ୱାର ସାମ୍ନାରେ କାଉଁରିଅା ଜାଳିବା ପାଇଁ ସ୍ୱତନ୍ତ୍ର ଅଞ୍ଚଳ ଚିହ୍ନଟ କରାଯାଇଛି। ଦୁର୍ଘଟଣା ଏଡ଼ାଇବା ପାଇଁ ଅଗ୍ନିଶମ ବିଭାଗର କର୍ମଚାରୀମାନେ ଉପସ୍ଥିତ ରହିଛନ୍ତି। ଭକ୍ତମାନେ କିଭଳି ଶାନ୍ତି ଶୃଙ୍ଖଳାରେ ଦର୍ଶନ କରିବେ, ସେନେଇ ପ୍ରଶାସନ ପକ୍ଷରୁ ବନ୍ଦୋବସ୍ତ କରାଯାଇଛି।

  • Saturday, 03 July 2021
Ranendra-Pratap-Swain
ମଣ୍ଡିରେ ଧାନ ଗଦା ହୋଇଛି, ହେଲେ ମନ୍ତ୍ରୀ କହିଲେଣି ସମୟ ସରିଯାଇଛି ଆଉ କିଣାଯିବନି

ଭୁବନେଶ୍ୱର: ଚାଷୀଙ୍କ ମୁଣ୍ଡରେ ପଡ଼ିଲା ଚଡ଼କ । ଚାଷୀଙ୍କ ଠାରୁ ଏବେ ଆଉ ଧାନ କିଣିବେନି ରାଜ୍ୟ ସରକାର । କେନ୍ଦ୍ର କୋଟ୍‌କୁ ବଲ ଗଡ଼େଇ ନିଜ ଧୂଳି ଝାଡ଼ିଦେଲେ ରାଜ୍ୟ ସରକାର । ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର…