ବାଲେଶ୍ୱର: ବାଲେଶ୍ୱର ଜିଲ୍ଲା ଖନ୍ତାପଡ଼ା ନୂଆପୁର ଧଇଁଆ ସାହି ଶିଶୁ ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତ ନୂଆଗାଁର ଲକ୍ଷ୍ମୀଧର ମଲ୍ଲିକକୁ ପୋଲିସ ଗିରଫ କରିଛି। ଗିରଫ ପରେ ସେ ଅନ୍ଧବିଶ୍ୱାସ ଯୋଗୁଁ ହତ୍ୟା କରିଥିବା ନେଇ ସ୍ୱୀକାର କରିଛି ବୋଲି ପୋଲିସ କହିଛି। ଧଇଁଆସାହିର ଟିକିଲି ମଲ୍ଲିକଙ୍କ ୭ ବର୍ଷର ପୁଅ ହିମାଂଶୁ ନିଖୋଜ ହୋଇ ଯାଇଥିଲା। ଖୋଜାଖୋଜି କରି ନ ପାଇବାରୁ ଅଜା ରମାକାନ୍ତ ମଲ୍ଲିକ ଗୋପାଳପୁର ଫାଣ୍ଡିରେ ଅଭିଯୋଗ କରିଥିଲେ। ପରଦିନ ୧୪ ତାରିଖରେ […]
ଢେଙ୍କାନାଳ : ବଢିବାରେ ଲାଗିଛି ବନ୍ୟଜନ୍ତୁଙ୍କ ଉତ୍ପାତ। ଢେଙ୍କାନାଳ ଜିଲ୍ଲା ପଣ୍ଡୁଅା ଗାଁ ନିକଟରେ ହାତୀ ଅାକ୍ରମଣରେ ୩ ଜଣ ଗୁରୁତର ହୋଇଛନ୍ତି। ହାତୀ ଅାକ୍ରମଣରେ ପୁଟସାହି ଗାଁର ସ୍ୱର୍ଣ୍ଣଲକ୍ଷ୍ମୀ ବେହେରା ଓ ଗୁରୁଜଙ୍ଗଗାଁର ପ୍ରିୟଙ୍କା ପ୍ରିୟଦର୍ଶନୀ ଗୁରୁତର ହୋଇଛନ୍ତି। ଛାତ୍ରୀମାନଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ସେହିପରି ପଣ୍ଡୁଅା ଗାଁର ଏକ ଢାବାରେ କାମ କରୁଥିବା ଅନାମ ସାହୁ ଶୌଚ ପାଇଁ ଯାଇଥିବାବେଳେ ହାତୀ ଅାକ୍ରମଣରେ ଅାହତ ହୋଇଛନ୍ତି। ଗୁରୁତର […]
ବାଲେଶ୍ୱର: ବର୍ଷେ ତଳେ ଭଗବାନ ଶ୍ରୀକୃଷ୍ଣଙ୍କୁ ଭଲ ପାଇ ସୁଦୂର ରଷିଆରୁ ଓଡିଶା ଆସିଥିଲେ ଋଷିଆନ୍ ଦଂପତି। ବାଲେଶ୍ୱରକୁ ଆସିବା ପରେ ଏଠାରେ ଶ୍ରୀଜଗନ୍ନାଥ ସଂସ୍କୃତି ଓ ପରମ୍ପରାରେ ମଜ୍ଜିଗଲେ। ରେମୁଣାରେ ପ୍ରଭୁ କ୍ଷୀରଚୋରାଙ୍କ ମନ୍ଦିରରେ ଥିବା ଭଗବାନ ଶ୍ରୀକୃଷ୍ଣଙ୍କ ପ୍ରେମରେ ବ୍ରତୀ ହେବାପରେ ଏବେ ଆଉ ନିଜ ଦେଶକୁ ଯିବାକୁ ଇଚ୍ଛା କରୁନାହାଁନ୍ତି। ଏହି ଦୁଇ ରଷିଆ ଦମ୍ପତ୍ତି ଶକ୍ତିତବ ଦାସ ଓ ତାଙ୍କ ସ୍ତ୍ରୀ ତେଜସ୍ଵିନୀ ଦାସ ଓଡିଶାାର ଲୋକଙ୍କ ସହ ରହିବାକୁ ଚାହୁଁଛନ୍ତି। […]
ବାରିପଦା : ସକାଳର ସୁନେଲି କିରଣ ସହ ସବୁଜ ଘାସ ପଡିଅାରେ ଧାଡିକି ଧାଡି ଫୁଟବଲ। ତା ପଛେ ପଛେ ଖେଳାଳି। କିଏ ଗୋଡରେ କିକ୍ ପ୍ରାକଟିସ୍ କରୁଛି ତ ଅାଉ କିଏ ଫୁଟବଲକୁ ହେଡ୍ କରିବାର ଅଭ୍ୟାସ କରୁଛି । ପୁଣି ବିପକ୍ଷରୁ ବଲ୍କୁ କିଭଳି ଛଡାଇ ଅାଣିହେବ, କୋଚ୍ ସେନେଇ ଟେକନିକ୍ ଶିଖାଉଛନ୍ତି । ମୟୁରଭଞ୍ଜ ଜିଲ୍ଲା ଶିମିଳିପାଳ ପାଦଦେଶର ଭୋଲାଗଡିଅା ସ୍ଥିତ ଫୁଟବଲ ପଡିଅାରେ ଏମିତି ଦୃଶ୍ୟ ଦେଖିବାକୁ ମିଳିଛି। ଜଣେ କି […]
ଭୁବନେଶ୍ୱର: ରାଜ୍ୟସଭାରେ ପାରିତ ହୋଇଛି କୃଷି ବିଧେୟକ ବିଲ୍। ତେବେ ଏହି ବିଲକୁ ବିରୋଧ କରି ବିଜେଡି। ତେବେ କୃଷି ବିଲକୁ ବିଜେଡି କାହିଁକି ବିରୋଧ କଲା, ତାକୁ ନେଇ ବିଜେଡିକୁ କଟାକ୍ଷ କରିଛନ୍ତି ବିଜେପି ସାଂସଦ ସୁରେଶ ପୂଜାରୀ। ବିଜେଡିକୁ କଟାକ୍ଷ କରି ସୁରେଶ ପୂଜାରୀ କହିଛନ୍ତି, ‘କହିଁ ପେ ନିଗାହେଁ, କହିଁ ପେ ନିଶାନା। ଏହାଛଡ଼ା ସେ ବିଜେଡି ଟାର୍ଗେଟ୍ କରି ଆହୁରି କହିଛନ୍ତି, ସିବିଆଇର ଚିଟଫଣ୍ଡ ରେଡକୁ ନେଇ ଡିଲ୍ କରିବାକୁ ଚାହୁଁଥିଲା […]
ଭଦ୍ରକ : ଭଦ୍ରକ ଜିଲ୍ଲା ଧାମରା ବଜାରରେ ଥିବା ସରକାରୀ ଦେଶୀ ଓ ବିଦେଶୀ ମଦ ଦୋକାନ ଉଚ୍ଛେଦ ଦାବି। ସାଗର ବେଳା ମହିଳା ମହାସଂଘ ନେତୃତ୍ୱରେ ଶତାଧିକ ମହିଳା ବଜାରରେ ଥିବା ମଦ ଦୋକାନ ଅାଗରେ ବିକ୍ଷୋଭ କରିବା ସହ ଧାରଣାରେ ବସିଥିଲେ। ପୂର୍ବରୁ ଏନେଇ ଜିଳ୍ଲାପାଳଙ୍କୁ ଅଭିଯୋଗ କରାଯାଇଥିଲେବି କୌଣସି କାର୍ଯ୍ୟାନୁଷ୍ଠାନ ନେଉନଥିବା ଅଭିଯୋଗ କରିଛି ସଂଘ। ଘଟଣାସ୍ଥଳରେ ବାଂଶଡା, ଧାମରା, ମେରାଇନ ପୁଲିସ୍ ଏବଂ ଚାନ୍ଦବାଲି ଏସଡିପିଓ ପହଁଞ୍ଚି ଅାନ୍ଦୋଳନକାରୀଙ୍କୁ ବୁଝାସୁଝା କରୁଥିଲେବି […]
ଭୁବନେଶ୍ୱର : ୧୪୪ ଧାରା ଭାଙ୍ଗି ରାଜଧାନୀରେ ପଶିଲେ ଚାଷୀ। ପୁଲିସର କର୍ଡନ ଭାଙ୍ଗି ଭୁବନେଶ୍ୱର ଭିତରେ ଧସେଇ ପଶିଛନ୍ତି ଚାଷୀ । ଖଣ୍ଡଗିରି ଛକ ନିକଟରେ ୧୪୪ ଧାରା ସତ୍ତ୍ୱେ ଏହାକୁ ଖାତିର କରିନାହାନ୍ତି ଶୋଭାଯାତ୍ରାରେ ଅାସିଥିବା ନବନିର୍ମାଣ କୃଷକ ସଂଗଠନର ସଦସ୍ୟ । ତେବେ ପୁଲିସ ଚାଷୀକୁ ଅଟକାଇବାକୁ ଚେଷ୍ଟା କରିଥିବାରୁ ଧସ୍ତାଧସ୍ତି ପରିସ୍ଥିତି ସୃଷ୍ଟି ହୋଇଛି। କଂଗ୍ରେସ ନେତା ପ୍ରଦୀପ ମାଝିଙ୍କ ସମେତ ବହୁ ଚାଷୀଙ୍କୁ ଗିରଫ କରିଛି ପୁଲିସ୍ । ଗିରଫ […]
ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ କରୋନା ସ୍ଥିତି ଅଣାୟତ ହେବାରେ ଲାଗିଛି। ଏହିକ୍ରମରେ ଆଜି ଭୁବନେଶ୍ୱର ମହାନଗରରୁ ୩୨୫ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିରେ ୧୦୭ ଜଣ କ୍ୱାରେଣ୍ଟିନ୍ରୁ ଓ ୨୧୮ ଲୋକାଲ କେସ୍ ରହିଛି। ଏହାଛଡ଼ା ୩୮୪ ଜଣ ଆରୋଗ୍ୟ ହୋଇ ଘରକୁ ଫେରିଛନ୍ତି। ଏନେଇ ଭୁବନେଶ୍ୱର ମହାନଗର ନିଗମ(ବିଏମ୍ସି) ଟ୍ୱିଟ୍ କରି ସୂଚନା ଦେଇଛି। Bhubaneswar Corona News: କେଉଁ ଅଞ୍ଚଳରୁ କେତେ? CRPF କ୍ୟାମ୍ପସରୁ ୧୮, ଡୁମୁଡୁମାରୁ ୬, ଚନ୍ଦ୍ରଶେଖରପୁର BDA କଲୋନୀରୁ […]
ପୁରୀ: ଶ୍ରୀମନ୍ଦିର ରତ୍ନ ସିଂହାସନର ଅବସ୍ଥା କିପରି ଅଛି ? ଏନେଇ ହେବ ଲେଜର ସ୍କାନିଂ । ରଥଯାତ୍ରା ବେଳେ ଶ୍ରୀମନ୍ଦିର ମରାମତି ସହ ରତ୍ନ ସିଂହାସନର ଡକ୍ୟୁମେଣ୍ଟେସନ୍ ହେବ । ଲେଜର ସ୍କାନିଂ ଦ୍ୱାରା ଗର୍ଭଗୃହ ଓ ଜଗମୋହନର ମରାମତି…
କଟକ: ପୂରଣ ହେଲା ସୁଦୁର କୋରାପୁଟିଆ ଆଦିବାସୀ ଝିଅର ସଙ୍ଗୀତ ସ୍ଵପ୍ନ। ନିଜ ସୁମଧୁର କଣ୍ଠ ପାଇଁ ସୋସିଆଲ ମିଡିଆରେ ଚର୍ଚ୍ଚିତ କୋରାପୁଟ ବନ୍ଧୁଗାଁର ନମିତା ମେଲକା ଆଜି କଟକର ଏକ ଷ୍ଟୁଡିଓରେ ଗୀତ ଗାଇଛନ୍ତି। ସଙ୍ଗୀତ ନିର୍ଦ୍ଦେଶକ ପ୍ରେମ୍ ଆନନ୍ଦଙ୍କ ନିର୍ଦ୍ଦେଶନାରେ ତାଙ୍କ କଣ୍ଠରେ ଗୀତ ରେକର୍ଡିଂ କରାଯାଇଛି। ବନ୍ଧୁଗା ବ୍ଲକ ଚିନ୍ତାଗୁଡ଼ା ଗାଁର ନମିତାଙ୍କ ଗୀତ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ପରେ ନମିତାଙ୍କୁ ଗୀତ ଗାଇବାର ସୁଯୋଗ ଦେବେ ବୋଲି ଘୋଷଣା କରିଥିଲେ […]
ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ତେବେ ବଡ଼ କଥା ହେଉଛି ଦୈନିକ ସୁସ୍ଥ ସଂଖ୍ୟା ମଧ୍ୟ ବଢ଼ୁଛି। ଗତ ୨୪ ଘଣ୍ଟାରେ ରାଜ୍ୟରେ ୪୦୧୮ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ମୋଟ ୧୪୫୬୭୫ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ଟ୍ୱିଟ୍ କରି ସୂଚନା ଦେଇଛି। 33 from Malkangiri17 from Deogarh15 from Gajapati204 from State […]
ଭୁବନେଶ୍ଵର: ରାଜ୍ୟରେ ବଢ଼ି ଚାଲିଛି ବେଆଇନ କଫ୍ ସିରପ୍ କାରବାର। ବଲାଙ୍ଗିର ସହର ମାଲପଡ଼ାରୁ ୧୮ ଶହ ବୋତଲ କଫ୍ ସିରପ୍ ଜବତ ହୋଇଛି। ଏହାର ଆନୁମାନିକ ମୂଲ୍ୟ ୩ ଲକ୍ଷ ଟଙ୍କାରୁ ଅଧିକ ହେବ। ଏହି ଘଟଣାରେ ଜଣକୁ ଗିରଫ କରିଛି ପୋଲିସ। ଏହା ଆଗରୁ ମଧ୍ୟ ରାଜ୍ୟର ଅନେକ ସ୍ଥାନରେ ବେଆଇନ କଫ୍ ସିରପ୍ ଜବତ ହୋଇଥିଲା। ବଲାଙ୍ଗିର ସହର ଭିତରେ ଚାଲିଥିଲା କଫସିରଫର କଳା କାରନାମା । କଫସିରଫ ମାଫିଆ ଜଗବନ୍ଧୁ ମେହେର ଓରଫ […]