ବାଲେଶ୍ୱର: ନ୍ୟାୟ ପାଇଁ ପୋଲିସ ପାଖକୁ ଆସିଥିବା ବେଳେ ପୋଲିସର ଆକ୍ରମଣ ଅଭିଯୋଗ । ବାଲେଶ୍ୱର ସିମୁଳିଆ ଥାନା ପୋଲିସ ବିରୋଧରେ ଏଭଳି ଅଭିଯୋଗ ଆଣିଛନ୍ତି ଜଣେ ମହିଳା । ଥାନାରେ ଏତଲା ଦେବା ପରେ ପୋଲିସ ପଦକ୍ଷେପ ନ ନେବାରୁ…
କେନ୍ଦ୍ରାପଡା: କରୋନା ମହାମାରୀ ବିଶ୍ୱବାସୀଙ୍କର ଚିନ୍ତା ବଢାଇଥିବାବେଳେ ଆଶ୍ୱାସନା ଦେଇଛି ପ୍ଲାଜ୍ମା ଥେରାପି। ଓଡ଼ିଶାରେ ପ୍ଲାଜ୍ମା ଥେରାପି ସେଣ୍ଟର ଖୋଲିବା ପରେ କେନ୍ଦ୍ରାପଡ଼ା ଜିଲ୍ଲା ଆଳି ବ୍ଲକର ମନୋଜ ବରାଳ ଓଡ଼ିଶାର ପ୍ରଥମ ବ୍ୟକ୍ତି ଯିଏ କି ପ୍ଲାଜ୍ମା ଦେଇ ରେକର୍ଡ କରିଛନ୍ତି। ଆଳି ବ୍ଲକ ରାଧାନଗର ଗାଁର ମନୋଜ ବରାଳ ଓଡ଼ିଶାର ପ୍ରଥମ ବ୍ୟକ୍ତି କରୋନାରୁ ସୁସ୍ଥ ହେବା ପରେ ପ୍ଲାଜ଼ମା ଦାନ କରିଛନ୍ତି । ତାଙ୍କ ପ୍ଲାଜ୍ମାରେ ୨ ଜଣ କରୋନା ରୋଗୀ ସୁସ୍ଥ […]
ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ସବୁ ପ୍ରବେଶ ଓ ପ୍ରସ୍ଥାନ ପଥ ବନ୍ଦ ରହିବ। ଗ୍ରାମାଞ୍ଚଳରୁ ସହରାଞ୍ଚଳକୁ ପ୍ରବେଶ ଉପରେ କଟକଣା ରହିବ। ଏହି କଟକଣା ବ୍ରହ୍ମପୁରରେ ମଧ୍ୟ ଲାଗୁ ହେବ। ଏ ନେଇ ଗଞ୍ଜାମ ଜିଲ୍ଲାପାଳ ସୂଚନା ଦେଇଛନ୍ତି। ଗଞ୍ଜାମରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ସଂକ୍ରମଣକୁ ରୋକିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଥିବା ଜଣାପଡ଼ିଛି। ଗଞ୍ଜାମରେ କ’ଣ କ’ଣ କଟକଣା ଲାଗୁ ହେବ ଜାଣନ୍ତୁ… ସକାଳ […]
ରାୟଗଡ଼ା: ଆଜିଠୁ ୩ ଦିନ ପାଇଁ ବରଗଡ଼ ଜିଲ୍ଲାକୁ ସଟ୍ଡାଉନ୍ କରାଯାଇଥିବା ବେଳେ ନବରଙ୍ଗପୁର ଜିଲ୍ଲାରେ ଆଜି ସକାଳ ୫ଟାରୁ ଆସନ୍ତାକାଲି ମଧ୍ୟରାତ୍ର ପର୍ଯ୍ୟନ୍ତ ସଟ୍ଡାଉନ୍ ଘୋଷଣା ହୋଇଛି। ତେବେ ସଟ୍ଡାଉନ୍ ତାଲିକାରେ ଆଉ ଏକ ଜିଲ୍ଲା ସାମିଲ ହୋଇଛି। ୭୨ ଘଣ୍ଟା ପାଇଁ ରାୟଗଡ଼ା ଜିଲ୍ଲାକୁ ସଟ୍ଡାଉନ୍ ଘୋଷଣା କରିଛନ୍ତି ଜିଲ୍ଲାପାଳ। ଆସନ୍ତାକାଲି ଠାରୁ ମଙ୍ଗଳବାର ପର୍ଯ୍ୟନ୍ତ ୭୨ ଘଣ୍ଟା ସଟ୍ଡାଉନ୍ ରହିବ ସମ୍ପୂର୍ଣ୍ଣ ଜିଲ୍ଲା। କରୋନା ସଂକ୍ରମଣକୁ ରୋକିବା ଲାଗି ଜିଲ୍ଲା ପ୍ରଶାସନ ପକ୍ଷରୁ […]
ଭୁବନେଶ୍ୱର: ଓଡ଼ିଶା ଟେଲିଭିଜନ ନେଟ୍ୱର୍କର କଣ୍ଟେଣ୍ଟ ଚୋରି ଅଭିଯୋଗରେ ଜଣେ ଅଭିଯୁକ୍ତକୁ ଇନଫୋସିଟି ପୋଲିସ୍ ଗିରଫ କରିଛି। ଅଭିଯୁକ୍ତ ଜଣକ ଖୋର୍ଦ୍ଧା ଜିଲ୍ଲାର ନିରଞ୍ଜନ ସେନାପତି। ନିରଞ୍ଜନ ବାରମ୍ବାର ଓଟିଭି ନେଟୱର୍କର ବିଭିନ୍ନ କଣ୍ଟେଣ୍ଟ ଚୋରି କରୁଥିଲେ। ବିନା ଅନୁମତିରେ କଣ୍ଟେଣ୍ଟ ନେଇ ନିଜ ୟୁଟ୍ୟୁବ୍ ଚ୍ୟାନେଲରେ ଅପ୍ଲୋଡ୍ କରୁଥିଲେ। ସେ OTNର ଓଟିଟି ପ୍ଲାଟଫର୍ମ ତରଙ୍ଗ ପ୍ଲସରୁ କଣ୍ଟେଣ୍ଟ ଚୋରୁ କରୁଥିଲେ। ଏହାଦ୍ୱାରା ଓଡ଼ିଶା ଟେଲିଭିଜନ ଲିମିଟେଡର ରାଜସ୍ୱ କ୍ଷତି ହେଉଥିଲା। ଏ ସଂପର୍କରେ ଓଡ଼ିଶା […]