ଭୁବନେଶ୍ୱର: ରାଜ୍ୟରେ ହୁହୁ ହୋଇ କରୋନା କେସ୍ ବଢ଼ି ଚାଲିଥିବା ବେଳେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେବା ଭଳି ଖବର ଆସିଛି। ରାଜ୍ୟରେ ଚିହ୍ନଟ ହୋଇଛି ୫ ପ୍ରକାର କରୋନା ଭାଇରସ। ଏହି ୫ ପ୍ରକାରର ଭାଇରସ ହେଲା- 19A, 19B, 20A, 20B ଓ 20C କରୋନା ଭାଇରସ। ଏନେଇ ସୂଚନା ଦେଇଛନ୍ତି ILS ନିର୍ଦ୍ଦେଶକ ଅଜୟ ପରିଡ଼ା। ଏମାନଙ୍କ ମଧ୍ୟରୁ ରାଜ୍ୟରେ ସବୁଠାରୁ ଅଧିକ 20A, 20B ପ୍ରକାର ଭାଇରସ ଠାବ ହୋଇଛି। ତା ଠାରୁ […]
ଗୁଣିଗାରେଡ଼ି ସନ୍ଦେହରେ ଯୁବକଙ୍କୁ ନିସ୍ତୁକ ମାଡ଼ ସହ ଅକଥନୀୟ ନିର୍ଯାତନା ଅଭିଯୋଗ ହୋଇଛି। କଙ୍ଗାରୁ କୋର୍ଟର ନିଷ୍ପତ୍ତି କ୍ରମେ ଯୁବକଙ୍କୁ ନିସ୍ତୁକ ମାଡ଼ ମାରିବା ସହ ଗ୍ରାମବାସୀ ବିଷ୍ଠା ଖୁଆଇବା ଏବଂ ପରିଶ୍ରା ପିଆଇବା ଅଭିଯୋଗ ହୋଇଛି। ଏଭଳି ସାଙ୍ଘାତିକ ଅଭିଯୋଗ ଆସିଛି ବଲାଙ୍ଗିର ପରୁଆଭାଡ଼ି ଗାଁରୁ
ଭୁବନେଶ୍ୱର: କରୋନା ବିରୋଧୀ ଲଢ଼େଇ ପାଇଁ ଭୁବନେଶ୍ୱର ଡିସିପି ନୂଆ ଉପାୟ ବାହାର କରିଛନ୍ତି। ସର୍ବସାଧାରଣଙ୍କ ପାଇଁ ହ୍ୱାଟ୍ସଆପ୍ ନମ୍ବର ଜାରି କରିଛନ୍ତି ଡିସିପି ଉମାଶଙ୍କର ଦାଶ। କେହି କଟକଣା ଉଲ୍ଲଂଘନ କରୁଥିଲେ ହ୍ୱାଟସଆପ୍ରେ ଜଣାଇ ପାରିବେ ବୋଲି ସେ କହିଛନ୍ତି। ଡିସିପି ଜାରି କରିଥିବା ହ୍ୱାଟସଆପ୍ ନମ୍ବର- ହେଉଛି- ୭୪୪୦୦୦୬୭୦୯ । ଏହି ନମ୍ବର ଜରିଆରେ ନିୟମ ଉଲ୍ଲଙ୍ଘନକାରୀଙ୍କ ବିଷୟରେ ସୂଚନା ଦେବାକୁ କୁହାଯାଇଛି। ଯଦି କେହି ନିୟମ ଉଲ୍ଲଙ୍ଘନକାରୀ ଆପଣଙ୍କ ନଜରରେ ଆସନ୍ତି ତେବେ […]
ଭୁବନେଶ୍ୱର: ଆଜି ଭୁବନେଶ୍ୱର ସହରରେ ଆଉ ୧୨୬ ପଜିଟିଭ ଚିହ୍ନଟ ହୋଇଛନ୍ତି। ୧୨୬ରୁ କ୍ୱାରେଣ୍ଟିନରୁ ୭୭ ଏବଂ ୪୯ ଲୋକାଲ କଣ୍ଟାକ୍ଟ କେସ୍ ରହିଛି। ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ୟୁନିଟ ୧ ତାରିଣୀ ବସ୍ତିରୁ ୧୦, ୟୁନିଟ-୯ ବାୟାବାବା ବସ୍ତିରୁ ୯ ଜଣ ଚିହ୍ନଟ ହୋଇଛନ୍ତି। ୮ ଜଣ ପୋଲିସ କର୍ମଚାରୀ ମଧ୍ୟ କରୋନା ପଜିଟିଭ ଚିହ୍ନଟ ହୋଇଥିବା ନେଇ ସୂଚନା ଦେଇଛି ବିଏମ୍ସି। Update on newly detected & cured #COVID19 […]
ଭୁବନେଶ୍ୱର: ଭୁବନେଶ୍ୱରରେ କରୋନା ସଂକ୍ରମିତ ବଢୁଥିବା ନେଇ ଜନସାଧାରଣଙ୍କୁ ସତର୍କ କରାଇଲେ ବିଏମସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ। ଭିଡ଼କୁ ନଯିବାକୁ ପରାମର୍ଶ ଦେଲେ ବିଏମ୍ସି କମିଶନର। ଦୈନିକ ପରିବା କିଣିବାକୁ ନଯାଇ, ୪/୫ ଦିନରେ ଥରେ ଯାଆନ୍ତୁ, ଟଙ୍କାଏ ଦୁଇଟଙ୍କା ପାଇଁ ବୁଲି ବୁଲି କିଣନ୍ତୁନି। ଜୀବନ ବଞ୍ଚିବା ଜରୁରୀ ବୋଲି କମିଶନର କହିଛନ୍ତି। ବଜାରକୁ ଗଲାବେଳେ ସତର୍କତାର ସହ ଯିବାକୁ କମିଶନର ପରାମର୍ଶ ଦେଇଛନ୍ତି। ଏନେଇ ସେ କହିଛନ୍ତି, ଆଳୁ ଗଦିରୁ ଜଣେ ସଂକ୍ରମିତଙ୍କ ପାଇଁ […]
ଭୁବନେଶ୍ୱର: ବହୁ ପ୍ରତୀକ୍ଷିତ ହରିଦାସପୁର-ପାରାଦୀପ ରେଳ ଲାଇନରେ ରେଳସେବା ପୂର୍ବରୁ ଟ୍ରାଏଲ୍ ରନ୍ ସମୟରେ ରେଳରୋକ କରାଯିବା ଅନୁଚିତ୍। ଟ୍ରାଏଲ୍ ରନ୍କୁ ଯଦି ବାଧା ଦିଆଯାଏ ତେବେ ପାସେଞ୍ଜର ଟ୍ରେନ୍ ଚଳାଚଳରେ ବିଳମ୍ବ ହେବ। ଯଦି ନିୟମିତ ଟ୍ରେନ୍ ଚଳାଚଳ କରିବ, ତାପୂର୍ବରୁ ମାଲବାହୀ ଟ୍ରେନର ଟ୍ରାଏଲ୍ ରନ୍ ଆବଶ୍ୟକ ବୋଲି କହିଛି ପୂର୍ବତଟ ରେଲୱେ। ଗତକାଲି ମାଲବାହୀ ଟ୍ରେନ୍ ଟ୍ରାଏଲ୍ ରନ୍ ସମୟରେ ରେଳରୋକ କରାଯିବା ସହ ବାଧା ସୃଷ୍ଟି କରାଯାଇଥିଲା। ଏହାକୁ ଦୃଷ୍ଟିରେ ରଖି […]
ଭୁବନେଶ୍ୱର: ପଜିଟିଭ୍ କହି ଉଠେଇ ନେଲେ, ପରେ ଭୁଲ୍ ହୋଇଥିବା କହି ଘରକୁ ଛାଡ଼ିଦେଲେ। ଖୋଦ୍ ରାଜଧାନୀ ଭୁବନେଶ୍ୱରରେ କୋଭିଡ୍ ପରିଚାଳନାରେ ସାମ୍ନାକୁ ଆସିଛି ଅବ୍ୟବସ୍ଥାର ଏଭଳି ସାଙ୍ଘାତିକ୍ ଅଭିଯୋଗ। ସ୍ଥାନୀୟ ହରିନଗର ବସ୍ତିର ୪୫ ଜଣ ବାସିନ୍ଦା ସେମାନଙ୍କ ଦୁର୍ଦ୍ଦଶାର ଭିଡିଓ କରି ଏହାକୁ ଭାଇରାଲ୍ କରିବା ପରେ ଦାୟିତ୍ୱସଂପନ୍ନ ଗଣମାଧ୍ୟମ ଭାବେ ଓଟିଭି ସୋସିଆଲ୍ ମିଡିଆ ପ୍ଲାଟ୍ଫର୍ମ ଏହାର ପ୍ରସାରଣ କରିଥିଲା। ହେଲେ ଏହା ପରେ ବିଚଳିତ ବିଏମ୍ସି ଲୋକଙ୍କ ଦୁର୍ଦ୍ଦଶାକୁ ପଛ କରି […]
ନୟାଗଡ଼: ନୟାଗଡ଼ ଯଦୁପୁର ଗାଁର ୫ ବର୍ଷୀୟ ଝିଅ ପରୀ ଅପହରଣ ଓ ହତ୍ୟା ମାମଲାକୁ ନେଇ ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଥିବା ଏକ ଭିଡିଓକୁ ନେଇ ଜୋରଦାର ଚର୍ଚ୍ଚା। ଏହି ଭିଡିଓରେ ଜଣେ ମହିଳାଙ୍କ ଠାରେ ପରୀର ପ୍ରେତାତ୍ମା ସବାର୍ ହୋଇଥିବା ସଂପୃକ୍ତ ମହିଳା ଜଣକ କହୁଛନ୍ତି। ଆଉ ମହିଳା ଜଣକ କିଭଳି ପରୀକୁ ଅପହରଣ କରି ହତ୍ୟା କରାଗଲା ତାହା କହୁଥିବା ଦେଖିବାକୁ ମିଳୁଛି। ଗତ ୧୪ ତାରିଖ ଦିନ ୧୦ଟାରେ ପରୀ ଗାଁ […]
ବ୍ରହ୍ମପୁର: ଗୋଟି ନୁହେଁ କି ଦୁଇଟି ନୁହେଁ, ୨ ଶହ ବସ୍ତା ଗୁଟଖା ଜବତ କରିଛି ପୁଲିସି। ବ୍ରହ୍ମପୁର ସହର ଉପକଣ୍ଠ ଗୁରୁଣ୍ଠି ଗାଁରେ ଚାଲିଥିବା କମ୍ପାନିରୁ ଜବତ ହୋଇଛି ୨ ଶହ ବସ୍ତା ଗୁଟଖା। ଜବତ ହୋଇଥିବା ଗୁଟଖାର ଓଜନ ଦୁଇ କ୍ୱୁଣ୍ଟାଲ ହୋଇଥିବା ବେଳେ ଏହାର ଆନୁମାନିକ ମୂଲ୍ୟ ଲକ୍ଷାଧିକ ଟଙ୍କା ହେବ ବୋଲି ଜଣାପଡ଼ିଛି। ବ୍ରହ୍ମପୁର ଉପଜିଲ୍ଲାପାଳଙ୍କ ନେତୃତ୍ୱରେ ଗଠିତ ଏକ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଏହି ଲକ୍ଷାଧିକ ଟଙ୍କାର ଗୁଟଖାକୁ ଜବତ […]