• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from Odisha

mobile
ଅନ୍‌ଲାଇନ୍‌ କ୍ଲାସ୍‌ ଚାଲିଥିବା ବେଳେ ଗ୍ରୁପ୍‌ରେ ପଡ଼ିଲା ଅଶ୍ଲୀଳ ଫଟୋ

କଟକ: ହ୍ୱାଟ୍ସଆପ୍‌ରେ ଅନ୍‌ଲାଇନ୍‌ କ୍ଲାସ୍‌ ଚାଲିଥିବା ବେଳେ ଗ୍ରୁପ୍‌ରେ ପଡ଼ିଲା ଅଶ୍ଲୀଳ ଫଟୋ। ତା’ବି ପୁଣି ପ୍ରଧାନଶିକ୍ଷକ ନିଜେ ଏଭଳି କରିଥିବା ଅଭିଯୋଗ ହୋଇଛି। କଟକରୁ ଏଭଳି ଅଭିଯୋଗ ଆସିଛି। ସୂଚନା ଅନୁସାରେ, ଗତ ଜୁଲାଇ ୩୦ରେ ହ୍ୱାଟ୍ସଆପ୍‌ରେ ଅନ୍‌ଲାଇନ୍‌ କ୍ଲାସ୍‌ ଚାଲିଥିବା ବେଳେ ଏକ ସରକାରୀ ସ୍କୁଲର ପ୍ରଧାନଶିକ୍ଷକ ଗ୍ରୁପ୍‌ରେ ଅଶ୍ଲୀଳ ଫଟୋ ଶେଆର୍ କରିଥିଲେ। ଏ ନେଇ ସୋସିଆଲ୍‌ ମିଡିଆରେ ପୂର୍ବତନ କର୍ପୋରେଟର୍‌ ଅଭିଯୋଗ ଆଣିଛନ୍ତି। ଏହି ଘଟଣାକୁ ନେଇ ବର୍ତ୍ତମାନ କୌଣସି ଲିଖିତ […]

  • Monday, 05 July 2021
108
ରକ୍ତ ଦେଇ ଶିଶୁର ଜୀବନ ବଞ୍ଚାଇଲେ ୧୦୮ ଡ୍ରାଇଭର୍

ରେଢ଼ାଖୋଲ: ବଦାନ୍ୟତା ଦେଖାଇଲେ ଆମ୍ବୁଲାନ୍ସ ଡ୍ରାଇଭର୍। ଥାଲେସେମିଆ ରୋଗରେ ଆକ୍ରାନ୍ତ ଥିବା ଜଣେ ୫ ବର୍ଷୀୟ ଶିଶୁକୁ ଆମ୍ବୁଲାନ୍ସ ଡ୍ରାଇଭର୍ ଦେଇଛନ୍ତି ନୂଆ ଜୀବନ। ରେଢ଼ାଖୋଲ ବ୍ଲକର ରେଙ୍ଗାଲି ପଞ୍ଚାୟତ କସରଡ଼ା ଗାଁର ନିରଞ୍ଜନ ମିର୍ଧାଙ୍କ ୫ ବର୍ଷର ଶିଶୁପୁତ୍ର ଅନୁଭବ ମିର୍ଧା ଗୁରୁତର ଭାବରେ ଥାଲେସେମିଆ ରୋଗରେ ପୀଡ଼ିତ ଥିଲେ। ଅଧିକ ଗୁରୁତର ହେବାରୁ ଶିଶୁଟିକୁ ୧୦୮ ଗାଡ଼ିରେ ସମ୍ବଲପୁର ରେଢ଼ାଖୋଲ ମେଡିକାଲ ଅଣାଯାଇଥିଲା। ଡାକ୍ତରଖାନାନରେ ଶିଶୁଟିର ଚିକିତ୍ସା ପାଇଁ ରକ୍ତ ଆବଶ୍ୟକ ହୋଇଥିଲା। କିନ୍ତୁ […]

  • Monday, 05 July 2021
sand
ସୁବର୍ଣ୍ଣରେଖାରୁ ବାଲି ଉତ୍ତୋଳନ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଲେ ଏନ୍‌ଜିଟି

ଜଳେଶ୍ୱର: ସୁବର୍ଣ୍ଣରେଖା ନଦୀର ଜଳେଶ୍ୱର ଅଂଚଳରୁ ବାଲି ଉତ୍ତୋଳନ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଲେ ଏନ୍‌ଜିଟି। ନ୍ୟାସନାଲ ଗ୍ରୀନ ଟ୍ରିବ୍ୟୁନାଲ ପକ୍ଷରୁ ଜାରି ହୋଇଛି ଏହି ନିର୍ଦ୍ଦେଶନାମା । ପରବର୍ତ୍ତୀ ନିର୍ଦ୍ଦେଶ ନଆସିବା ପର୍ଯ୍ୟନ୍ତ ବାଲି ଉତ୍ତୋଳନ କରାଯାଇପାରିବ ନାହିଁ ବୋଲି ଏନ୍‌ଜିଟି ନିର୍ଦ୍ଦେଶରେ ଦର୍ଶାଇଛନ୍ତି। ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ତହସିଲ ଅଂଚଳରେ ସୁବର୍ଣ୍ଣରେଖା ନଦୀରୁ ବାଲି ଉତ୍ତୋଳନ କରାଯାଉଥିବାରୁ ଏହାକୁ ନେଇ ଜାତୀୟ ଗ୍ରୀନ ଟ୍ରିବ୍ୟୁନାଲରେ ମାମଲା ରୁଜୁ ହୋଇଥିଲା । ଏହି ଅଂଚଳରେ ପ୍ରାୟ […]

  • Monday, 05 July 2021
lockdown
ଆଜି ରାତିରୁ ଏହି ଜିଲ୍ଲା ଲକ୍‌ଡାଉନ

କୋରାପୁଟ: କୋରାପୁଟ୍ ଜିଲ୍ଲାରେ ବଢୁଛି କରୋନା ସଂକ୍ରମଣ। ଜିଲ୍ଲାରେ ୮୦୦ରୁ ଊର୍ଦ୍ଧ୍ୱ କରୋନା ରୋଗୀ ଚିହ୍ନଟ ହେବା ପରେ ପ୍ରଶାସନର ଚିନ୍ତା ବଢିଯାଇଛି। ସଂକ୍ରମଣକୁ ରୋକିବା ପାଇଁ ଆଜି ଜିଲ୍ଲାପାଳ ଲକ୍‌ ଡାଉନ ଘୋଷଣା କରଛନ୍ତି। ସୂଚନାଥାଉ କି, ଏହା ପୂର୍ବରୁ ଜିଲ୍ଲାରେ ୪୮ ଘଣ୍ଟିଆ ସର୍ଟ ଡାଉନ ଜାରି କରାଯାଇଥିଲା। ଏହାର ଅବଧି ଆଜି ମଧ୍ୟ ରାତ୍ରରେ ଶେଷ ହେବ। ଏହା ପୂର୍ବରୁ ପୁଣି ଜିଲ୍ଲାକୁ ଲକ୍‌ ଡାଉନ ଘୋଷଣା କରିଛନ୍ତି ଜିଲ୍ଲାପାଳ। ଆଜି ରାତିରୁ […]

  • Monday, 05 July 2021
ମହାପ୍ରଭୁ ଶ୍ରୀ ଅଲାରନାଥଙ୍କର ଆଜି ନଟରାଜ ବେଶ
ମହାପ୍ରଭୁ ଶ୍ରୀ ଅଲାରନାଥଙ୍କର ଆଜି ନଟରାଜ ବେଶ

ଆଜି ପବିତ୍ର ଖଳିଲାଗି ଏକାଦଶୀ। ପରଂପରା ଅନୁଯାୟୀ ମହାପ୍ରଭୁ ଶ୍ରୀ ଅଲାରନାଥଙ୍କର ନଟରାଜ ବେଶ ଓ ଫଳଲାଗି ହୋଇଛି। ରାତି ୪ଟାରୁ ଦ୍ୱାରଫିଟା, ମଙ୍ଗଳ ଆଳତୀ, ତଡ଼ପଲାଗି ଓ ବଲ୍ଲଭ ନୀତି ଶେଷ ହେବା ପରେ ସିଂହାସନରେ ଫଳ ଲାଗି କରାଯାଇଛି।

  • Monday, 05 July 2021
aparajita
ଅପରାଜିତାଙ୍କ ପ୍ରଶ୍ନ; ପ୍ରବାସୀ ଓଡ଼ିଆଙ୍କ ପାଇଁ କ’ଣ କରିଛନ୍ତି ସରକାର ?

ଭୁବନେଶ୍ୱର: ପ୍ରବାସୀ ଓଡ଼ିଆ କାମ ଅନ୍ୱେଷଣରେ ପୁଣିଥରେ ଅନ୍ୟ ରାଜ୍ୟକୁ ଯିବା ଘଟଣାରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତ ଷଡ଼ଙ୍ଗୀ। ପ୍ରବାସୀ ଓଡ଼ିଆଙ୍କ ପାଇଁ ସରକାର କ’ଣ କରିଛନ୍ତି ବୋଲି ସେ ପ୍ରଶ୍ନ କରିଛନ୍ତି।?  ସେ କହିଛନ୍ତି, ଗତ ମେ ମାସ ପରେ ରାଜ୍ୟକୁ ୯ ଲକ୍ଷରୁ ଅଧିକ ପ୍ରବାସୀ ଫେରିଥିଲେ। ହେଲେ ଏବେ ପୁଣି ଥରେ କାମ କରିବାକୁ ବାହାର ରାଜ୍ୟକୁ ଯାଉଛନ୍ତି। ରାଜ୍ୟ ସରକାରଙ୍କ ତତ୍ପରତା ଅଭାବରୁ ବହୁ ସଂଖ୍ୟାରେ […]

  • Monday, 05 July 2021
golak
କାହିଁକି ବନ୍ଦ ହେଲା OSTF? ଜବାବ ମାଗିଲା ବିଜେପି

ଭୁବନେଶ୍ୱର: ଓଡ଼ିଶା ରାଜ୍ୟ ଚିକିତ୍ସା ପାଣ୍ଠି (ଓଏସଟିଏଫ୍‌) ବନ୍ଦ ନେଇ ସରକାରଙ୍କୁ ଘେରିଛି ବିଜେପି। ଏକ ପ୍ରେସ୍ ମିଟରେ ବିଜେପି ସାଧାରଣ ସମ୍ପାଦକ ଗୋଲକ ମହାପାତ୍ର ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରି କହିଛନ୍ତି, ଗତକାଲି ଓଡ଼ିଶା ସରକାର ରାଜ୍ୟ Odisha State Tretment Fund (ଓଏସଟିଏଫ୍)କୁ ବନ୍ଦ କରିଛନ୍ତି। ଖୋଦ୍ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଏହି ଯୋଜନା ବନ୍ଦ ହେବନି। ଫେବ୍ରୁଆରୀ ମାସରେ ବିଧାନସଭାରେ ଏକ ପ୍ରଶ୍ନର ଉତ୍ତରରେ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ ଏହି ଯୋଜନା […]

  • Monday, 05 July 2021
ganjam
ଆଶ୍ୱସ୍ତିର ଖବର; ଏହି ଜିଲ୍ଲାରେ କମିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା

ଗଞ୍ଜାମ: ଗଞ୍ଜାମରେ କମିଛି କରୋନା ଆକ୍ରାନ୍ତ ସଂଖ୍ୟା। ପୂର୍ବ ଅପେକ୍ଷା ଏବେ ଆକ୍ରାନ୍ତଙ୍କ ସଂଖ୍ୟାରେ ହ୍ରାସ ପରିଲଖିତ ହୋଇଛି। ଆଜି ଏନେଇ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ। ସହର ଓ ଗ୍ରାମାଞ୍ଚଳରେ ଡୋର୍ ଟୁ ଡୋର୍ ସ୍କ୍ରିନିଂ ଦ୍ୱାରା ଅଧିକ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ତଥାପି ଅନ୍ୟ ଜିଲ୍ଲା ଅପେକ୍ଷା ଏବେ ଗଞ୍ଜାମରେ ସଂକ୍ରମଣ ହାର ଅଧିକ ରହିଛି। ଏନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ କିଛି କଡ଼ା ପଦକ୍ଷେପ ନିଆଯାଇଛି […]

  • Monday, 05 July 2021
coorna
କଟକ ସହରରୁ ୪୩ କରୋନା ଆକ୍ରାନ୍ତ ଚିହ୍ନଟ

କଟକ: କଟକ ସହରରେ ଆଉ ୪୩ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୪୩ ଆକ୍ରାନ୍ତଙ୍କ ମଧ୍ୟରୁ ୩୨ କ୍ୱାରେଣ୍ଟିନରୁ ଚିହ୍ନଟ ହୋଇଥିବା ବେଳେ ୧୧ ଲୋକାଲ କଣ୍ଟାକ୍ଟ କେସ୍ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ମାଲଗୋଦାମ ବେହେରାସାହିରୁ ପୁଣି ୧୪ ଜଣ, ପୁରୁଣା ରାଉସାପାଟଣାରୁ ପୁଣି ୮ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିଭଳି ୧୧ ଲୋକାଲ କଣ୍ଟାକ୍ଟ ମଧ୍ୟରୁ ୨ କୋଭିଡ୍ ଯୋଦ୍ଧା ଚିହ୍ନଟ ହୋଇଛନ୍ତି। କଟକ ସହରରେ ଆକ୍ରାନ୍ତଙ୍କ  ମୋଟ ସଂଖ୍ୟା […]

  • Monday, 05 July 2021