• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from Odisha

bhadrak mp
ଭଦ୍ରକ ସାଂସଦ ମଞ୍ଜୁଲତା ମଣ୍ଡଳଙ୍କୁ କରୋନା

ଭଦ୍ରକ: ଭଦ୍ରକ ସାଂସଦ ମଞ୍ଜୁଲତା ମଣ୍ଡଳ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଏ ନେଇ ସେ ନିଜେ ଟ୍ୱିଟ୍‌ କରି ସୂଚନା ଦେଇଛନ୍ତି। “କରୋନାର ପ୍ରାରମ୍ଭିକ ଲକ୍ଷଣ ଦେଖାଦେବା ପରେ ମୁଁ ପରୀକ୍ଷା କରାଇଥିଲି ଓ ରିପୋର୍ଟ ପଜିଟିଭ୍ ଆସିଥିଲା। ବର୍ତ୍ତମାନ ମୋ ସ୍ୱାସ୍ଥ୍ୟ ଭଲ ଏବଂ ସ୍ଥିର ଅଛି। ମୁଁ ଏବେ ହୋମ୍ କ୍ୱାରେଣ୍ଟିନ୍‌ରେ ଅଛି ” ବୋଲି ସାଂସଦ ଟ୍ୱିଟ୍‌ କରି କହିଛନ୍ତି। ଯେଉଁମାନେ ଗତ କିଛି ଦିନ ମଧ୍ୟରେ ତାଙ୍କ ସଂସ୍ପର୍ଶରେ ଆସିଛନ୍ତି ସେମାନଙ୍କୁ ଏକାନ୍ତବାସରେ […]

  • Sunday, 04 July 2021
ରାତି ଅଧରେ ୮ ଗାଡ଼ି ଜାଳିଦେଲେ ଦୁର୍ବୃତ୍ତ

ଆସିକା: ଗଞ୍ଜାମ ଜିଲ୍ଲା ହିଞ୍ଜିଳି ବ୍ଲକ୍‌ ଅନ୍ତର୍ଗତ କୋଳିଦାସପୁର ଠାରେ ଦୁର୍ବୃତ୍ତମାନେ ୮ଟି ଗାଡ଼ି ଜାଳି ଦେଇଥିବା ଅଭିଯୋଗ ହୋଇଛି। ଗତକାଲି ରାତି ବିଳମ୍ବିତ ରାତିରେ ନଦୀରୁ ବାଲି ଉଠାଣ ବେଳେ କିଛି ଦୁର୍ବୃତ୍ତ ଗୋଟିଏ ଟ୍ରାକ୍ଟର, ବାଇକ, ଟିପର୍, ଜେସିବି ମେସିନ୍ ଭଳି ୮ଟି ଗାଡ଼ିକୁ ଜାଳି ଦେଇଥିବା ଅଭିଯୋଗ ହୋଇଛି। ସୂଚନା ଅନୁସାରେ, କିଛିଦିନ ହେବ ଆଖପାଖ ଅଞ୍ଚଳ ଆଲପୁରୁ, ସିକିରି, କୋଳିଦାସପୁରୁ ନିକଟ ନଦୀରୁ ବାଲି ଚୋରା ଚାଲାଣ ଜୋରଦାର ଚାଲିଥିବା ନେଇ […]

  • Sunday, 04 July 2021
shutdown 11
୨ ଦିନ ପାଇଁ ସଟ୍‌ଡାଉନ୍‌ ହେବ ଏହି ଜିଲ୍ଲା

ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲାକୁ ୨ ଦିନ ପାଇଁ ସଟ୍‌ଡାଉନ୍‌ ଘୋଷଣା କଲେ ଜିଲ୍ଲାପାଳ। ଆସନ୍ତା ୨୫ ଓ ୨୬ ତାରିଖରେ ନବରଙ୍ଗପୁର ଜିଲ୍ଲା ସଟ୍‌ଡାଉନ୍‌ ରହିବ। ନବରଙ୍ଗପୁରରେ କରୋନା ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନିଆଯାଇଥିବା ଜଣାପଡ଼ିଛି।  ଗତ ୨୪ ଘଣ୍ଟାରେ ନବରଙ୍ଗପୁରରୁ ୪୩ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ସୂଚନା ଅନୁସାରେ, ନୂଆ ଆକ୍ରାନ୍ତଙ୍କୁ ମିଶାଇ ବର୍ତ୍ତମାନ ସୁଦ୍ଧା ନବରଙ୍ଗପୁରରେ ୭୩୩ଜଣ ଆକ୍ରାନ୍ତ ଚିହ୍ନଟ […]

  • Sunday, 04 July 2021
samit-babu
'ରାଜ୍ୟ ସରକାର କାହିଁକି ସାଜିଲେ ଜମି ଡିଲର ?'

ପୁରୀ: ପୁରୀରେ ଥିବା ବଗଲା ଧର୍ମଶାଳାର ଜମି ପ୍ଲଟିଂ କରି ବିକ୍ରି କରାଯିବାକୁ ନେଇ ବିଜେପି ପକ୍ଷରୁ ଜୋର ଧରିଛି ପ୍ରତିବାଦ। ବିଜେପି ବିଧାୟକ ଓ କର୍ମୀଙ୍କ ସହ ଧାରଣାରେ ସାମିଲ ହୋଇଛନ୍ତି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର। ବଗଲା ଧର୍ମଶାଳା ପ୍ରସଙ୍ଗରେ ବିଜେପି ମୁଖପାତ୍ର ସମ୍ବିତ ପାତ୍ର ପ୍ରେସମିଟ୍‌ରେ କହିଛନ୍ତି ଯେ ଆଇନ ଅନୁସାରେ ଧର୍ମଶାଳା ଜମି କେବେ ବିକ୍ରି କରାଯାଇପାରିବ ନାହିଁ। ଦାନ ସୂତ୍ରରେ ମିଳିଥିବା ଜମିକୁ ବିକ୍ରି କରାନଯିବା ନେଇ ଆଇନ ଅଛି। […]

  • Sunday, 04 July 2021
bmc
ଭୁବନେଶ୍ୱରରେ ଆକ୍ଟିଭ କେସ୍ ୫ ହଜାର ଟପିବ !

ଭୁବନେଶ୍ୱର: ଏବେ ପିକ୍‌ରେ ଅଛି ଭୁବନେଶ୍ୱର। ଆଉ ମାସେ ଗୁରୁତ୍ୱପୂର୍ଣ୍ଣ, ସଂକ୍ରମଣ ବଢୁଛି। ତେବେ ସମସ୍ତେ ସତର୍କ ରହିବା ନେଇ କହିଛନ୍ତି ବିଏମ୍‌ସି କମିଶନର। ଭୁବନେଶ୍ୱରରେ କରୋନା ସ୍ଥିତି ନେଇ ବିଏମ୍‌ସି କମିଶନର ପ୍ରେମ ଚନ୍ଦ୍ର ଚୌଧୁରୀ ପ୍ରେସମିଟ୍ କହିଛନ୍ତି ଯେ ଗଲା ମାସରେ ଭୁବନେଶ୍ୱରରେ ସେରୋଲୋଜିକାଲ ସର୍ଭେ କରାଯାଇଥିଲା। ସର୍ଭେ ଅନୁସାରେ ବହୁତ ଅଳ୍ପ ଲୋକଙ୍କ ଦେହରେ ଆଣ୍ଟିବଡ଼ି ରହିଛି। ସ୍ୱଳ୍ପ ଆଣ୍ଟିବଡି ଆଧାରରେ ଆମର ସଂକ୍ରମଣ ନିୟନ୍ତ୍ରଣାଧୀନ ରହିଛି। ଅନ୍ୟ ସହର ତୁଳନାରେ ଭୁବନେଶ୍ୱର […]

  • Sunday, 04 July 2021