• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from Odisha

bhoji
ଭୋଜି ଖାଇ ୨ ଶ୍ରମିକ ମୃତ, ୪ ଗୁରୁତର

ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗରରେ ଅଭାବନୀୟ ଘଟଣା। ଘର ଛାତ କାମ ବେଳେ ଭୋଜି ଖାଇ ୨ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି।୧୫ରୁ ଅଧିକ ଅସୁସ୍ଥ ହୋଇଥିବା ବେଳେ ୪ ଜଣଙ୍କ ଅବସ୍ଥା ଗୁରୁତର ଅଛି। ଗୁରୁବାର ବେଢ଼ାପାଳ ଗାଁରେ ଘର ଛାତ କାମ ବେଳେ ଭୋଜି ହୋଇଥିଲା। କାମ କରୁଥିବା ଶ୍ରମିକମାନେ ଭୋଜି ଖାଇ ଅସୁସ୍ଥ ହୋଇଥିଲେ। ଝାଡ଼ାବାନ୍ତିରେ ଆକ୍ରାନ୍ତ ହେବା ପରେ ସେମାନଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ମୃତ ଶ୍ରମିକଙ୍କ ମଧ୍ୟରୁ କଟକରେ […]

  • Thursday, 15 July 2021
driver
ଡ୍ରାଇଭରକୁ ପିଟି ପିଟି ମାରିଦେଲେ ଉତ୍ତ୍ୟକ୍ତ ଲୋକେ

ବ୍ରହ୍ମପୁର: ଦୁର୍ଘଟଣା ପରେ ଟିପ୍ପର ଡ୍ରାଇଭରକୁ ଉତ୍ତ୍ୟକ୍ତ ଲୋକେ ପିଟି ପିଟି ମାରିଦେଲେ। ଗଞ୍ଜାମ ଜିଲ୍ଲା ପାଟପୁର ଡେଙ୍ଗାଡି ଛକରେ ଘଟିଛି ଏଭଳି ଅଭାବନୀୟ ଘଟଣା। ସଂପୃକ୍ତ ଡ୍ରାଇଭର ଜଣକ ଦ୍ରୁତଗତିରେ ଟିପର ଚଲାଇ ଆସୁଥିଲେ। ସେହି ଟିପ୍ପର ଧକ୍କାରେ ଜଣେ ବାଇକ୍ ଆରୋହୀଙ୍କ ମୃତ୍ୟୁ ହୋଇଥିଲା। ମୃତ ଯୁବକ ଆଡ଼ପଡ଼ା ଗ୍ରାମର କାହ୍ନୁ ଚରଣ ଲେଙ୍କା। ଡ୍ରାଇଭର ମଦ୍ୟପାନ କରି ଗାଡ଼ି ଚଳାଉଥିବା ଜଣାପଡ଼ିଥିଲା। ଏହାପରେ ଉତ୍ତ୍ୟକ୍ତ ଲୋକେ ସଂପୃକ୍ତ ଡ୍ରାଇଭରଙ୍କୁ ଘଟଣାସ୍ଥଳରେ ମରଣାନ୍ତକ ଆକ୍ରମଣ […]

  • Thursday, 15 July 2021
traffic
ବଢ଼ିଲା ଲର୍ଣ୍ଣର୍ସ ଲାଇସେନ୍ସର ବୈଧତା ଅବଧି

ଭୁବନେଶ୍ୱର: ବଢ଼ିଲା ଲର୍ଣ୍ଣର୍ସ ଲାଇସେନ୍ସର ବୈଧତା ଅବଧି। ଲର୍ଣ୍ଣର୍ସ ଲାଇସେନ୍ସର ବୈଧତା ଅବଧି ଆଉ ୩ ମାସ ବଢାଇଲେ ରାଜ୍ୟ ସରକାର। ବୈଧତା ଅବଧିକୁ ୨୦୨୧ ଜୁନ୍‌ ୩୦ ଯାଏଁ ବଢାଯାଇଥିବା ଟ୍ୱିଟ ଯୋଗେ ରାଜ୍ୟ ପରିବହନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ପୂର୍ବରୁ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ଏହି ସମୟ ସୀମା ଥିଲା। କୋଭିଡ୍ କଟକଣା ଯୋଗୁଁ ଆରଟିଓରେ ସୀମିତ ସଂଖ୍ୟକ ଡିଏଲ୍ ଆବେଦନକାରୀଙ୍କ ସ୍ଲଟ୍ ବୁକିଂ ହେଉଛି। ତେଣୁ ଲର୍ଣ୍ଣର୍ସ ଲାଇସେନ୍ସ ଥିବା ଗାଡ଼ିଚାଳକ […]

  • Thursday, 15 July 2021
holi
ସର୍ବସାଧାରଣ ସ୍ଥାନରେ ହୋଲି ଖେଳିବା ଉପରେ କଟକଣା

ଭୁବନେଶ୍ୱର: ରାଜ୍ୟରେ ସର୍ବସାଧାରଣ ସ୍ଥାନରେ ହୋଲି ଖେଳିବା ଉପରେ କଟକଣା। ଏନେଇ ସ୍ୱତନ୍ତ୍ର ରିଲିଫ୍ କମିଶନରଙ୍କ ପକ୍ଷରୁ ନିର୍ଦ୍ଦେଶ ଜାରି ହୋଇଛି। ଘରେ ରହି ପରିବାର ସହ ହୋଲି ଖେଳିବାକୁ ପରାମର୍ଶ ଦିଆଯାଇଛି। ଏକାଠି ହୋଇ ଦୋଳଯାତ୍ରା ପାଳନକୁ ଅନୁମତି ଦିଆଯିବନି। କୋଭିଡ୍ ନିୟମ ମାନି ଶ୍ରଦ୍ଧାଳୁ ମନ୍ଦିରରେ ପୂଜାର୍ଚ୍ଚନା କରିପାରିବେ। ଯଥା ରୀତିରେ ମନ୍ଦିରରେ ନୀତିକାନ୍ତି ଓ ପୂଜାର୍ଚ୍ଚନା ହେବ। ସ୍ଥାନୀୟ ପ୍ରଶାସନ ଚାହିଁଲେ ମନ୍ଦିର ପ୍ରବେଶ ନେଇ କଟକଣା ଲଗାଇ ପାରିବେ। ରାଜ୍ୟରେ ବଢ଼ୁଥିବା କରୋନା […]

  • Thursday, 15 July 2021
sundari
କାହ୍ନା ଅଭୟାରଣ୍ୟକୁ ଫେରିଯିବ ବାଘୁଣୀ ସୁୁନ୍ଦରୀ

ମଧ୍ୟପ୍ରଦେଶ: ମଧ୍ୟପ୍ରଦେଶର କାହ୍ନା ଅଭୟାରଣ୍ୟକୁ ଫେରିଯିବ ବାଘୁଣୀ ସୁୁନ୍ଦରୀ। ତାକୁ ନେବା ପାଇଁ ସେଠାରୁ ଏକ ଟିମ୍ ଆସନ୍ତାକାଲି ଆସୁଥିବା କାହ୍ନା ବ୍ୟାଘ୍ର ପ୍ରକଳ୍ପର ନିର୍ଦ୍ଦେଶକ ସଂଜୟ ସିଂହ ସୂଚନା ଦେଇଛନ୍ତି। ଏହି ଟିମ୍‌ରେ ଅଛନ୍ତି ଜଣେ ପ୍ରାଣୀ ଚିକିତ୍ସକ, ସହକାରୀ ନିର୍ଦ୍ଦେଶକ ଓ ୫/୬ ଜଣ କର୍ମଚାରୀ। ଏହି ଟିମ୍ ସାତକୋଶିଆରେ ପହଞ୍ଚି ସୁନ୍ଦରୀର ସ୍ୱାସ୍ଥ୍ୟାବସ୍ଥା ଅନୁଧ୍ୟାନ କରିବ। ବାଘୁଣୀ ସୁସ୍ଥ ଥିଲେ ତାକୁ ସ୍ୱତନ୍ତ୍ର ଗାଡ଼ିରେ କାହ୍ନାର ଘୋରେଲାକୁ ନିଆଯିବ। ସେଠାରେ ସୁନ୍ଦରୀର ବନ୍ୟ […]

  • Thursday, 15 July 2021
mask
ଅଫିସ୍‌ରେ ସବୁ କର୍ମଚାରୀ ମାସ୍କ ପିନ୍ଧିବା ବାଧ୍ୟତାମୂଳକ

ଭୁବନେଶ୍ୱର: ରାଜ୍ୟରେ ସଂକ୍ରମଣ ବୃଦ୍ଧି ଆଶଙ୍କାରେ ପୁଣି କଟକଣା କଡ଼ା କଲା ଜିଏ। ଗତ ଜୁନ୍ ମାସରେ ଲାଗୁ ହୋଇଥିବା କଟକଣା ପୁନଃ ଲାଗୁ ନିର୍ଦ୍ଦେଶ ହୋଇଛି। ଅଫିସ ପରିସରରେ ସବୁ କର୍ମଚାରୀ ମାସ୍କ ପିନ୍ଧିବା ବାଧ୍ୟତାମୂଳକ। ଅଫିସ୍‌ରେ କର୍ମଚାରୀଙ୍କ ମଧ୍ୟରେ ଦୁଇ ମିଟର ଦୂରତା ଜରୁରୀ। କରିଡ଼ରରେ ଅନାବଶ୍ୟକ ଗହଳି ନକରିବାକୁ କର୍ମଚାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି। କର୍ମଚାରୀମାନେ ନିୟମିତ ଭାବେ ୨୦ ସେକେଣ୍ଡ ହାତ ଧୋଇବାକୁ ନିର୍ଦ୍ଦେଶ। ଅଫିସିଆଲ ମିଟିଂ ପାଇଁ ଭିଡିଓ କନଫରେନସିଂକୁ ଗୁରୁତ୍ୱ […]

  • Thursday, 15 July 2021
bjp
ନବୀନ ନିବାସ ଯିବା ଆମର ଭୁଲ ହୋଇଗଲା: ପ୍ରଦୀପ୍ତ

ଭୁବନେଶ୍ୱର: ବିଜେପି କହିଛି ଧାନ କିଣା ପ୍ରସଙ୍ଗରେ ନବୀନ ବାବୁ ଆମକୁ ଠକିଛନ୍ତି। ଖାଦ୍ୟ ଯୋଗାଣ ମନ୍ତ୍ରୀ ଆଜି ଗୃହରେ ମନ୍ତବ୍ୟ ଦେବା ପରେ ଏକଥା ସ୍ପଷ୍ଟ ହୋଇଛି ବୋଲି କହିଛନ୍ତି ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ। ଏହାଛଡ଼ା ମନ୍ତ୍ରୀ ପ୍ରତାପ ଜେନା ପାପ ଧୋଇବା ପ୍ରସଙ୍ଗକୁ ନେଇ କଡ଼ା ଭାଷାରେ ନିନ୍ଦା କରିଛନ୍ତି ବିରୋଧୀ ଦଳ ନେତା। ଜଣେ କ୍ୟାବିନେଟ ମନ୍ତ୍ରୀ ଆମକୁ ଏଭଳି ଅପମାନିତ କରିବା ପରେ ଆମେ ନବୀନ ନିବାସ ଭିତରକୁ […]

  • Thursday, 15 July 2021
media
ସାମ୍ୱାଦିକଙ୍କୁ କରୋନା ଟିକା ପାଇଁ କେନ୍ଦ୍ରକୁ ଚିଠି

ଭୁବନେଶ୍ୱର: ଗଣମାଧ୍ୟମ ପ୍ରତିନିଧିଙ୍କୁ ଟିକାକରଣରେ ସାମିଲ ପାଇଁ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବଙ୍କୁ ଚିଠି କଲେ ସ୍ୱାସ୍ଥ୍ୟ ACS ପ୍ରଦୀପ୍ତ ମହାପାତ୍ର। ସମ୍ମୁଖ ଯୋଦ୍ଧା ଭାବେ କାମ କରୁଥିବା ଆଉ କିଛି ବର୍ଗଙ୍କୁ ସାମିଲ ପାଇଁ ଚିଠି ହୋଇଛି। ଉଭୟ ଛାପା ଓ ବୈଦ୍ୟୁତିକ ଗଣମାଧ୍ୟମ କର୍ମଚାରୀଙ୍କୁ ସାମିଲ ପାଇଁ ଦାବି ହୋଇଛି। ବିଦ୍ୟୁତ ଓ ଜଳଯୋଗାଣ କର୍ମଚାରୀଙ୍କୁ ସାମିଲ କରିବାକୁ କହିଛନ୍ତି। ବିଶେଷ କରି ଏୟାରପୋର୍ଟ, ରେଲୱେ, ବନ୍ଦରରେ କାର୍ଯ୍ୟରତ କର୍ମଚାରୀଙ୍କୁ ବି ମିଳୁ। ଶ୍ରୀମନ୍ଦିର ଓ […]

  • Thursday, 15 July 2021
voting
କୋଭିଡ଼ କଟକଣାରେ ଭୋଟ ଗ୍ରହଣ: ମତଦାନ ସମୟରେ ଏସବୁ କରିବା ବାଧ୍ୟତାମୂଳକ

ପିପିଲି: କୋଭିଡ଼ କଟକଣାରେ ଭୋଟ ଗ୍ରହଣ କରାଯିବ। ପିପିଲି ଉପନିର୍ବାଚନ ନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ଗୋଟିଏ ବୁଥରେ ସର୍ବାଧିକ ୧୦୦୦ ଲୋକ ଭୋଟ ଦେଇପାରିବେ, ବୁଥ୍ ସଂଖ୍ୟା ବୃଦ୍ଧି କରାଯାଇ ଅତିରିକ୍ତ ୭୫ ବୁଥ୍ କରାଯିବା ବ୍ୟବସ୍ଥା କରାଯିବ। ମାସ୍କ, ସାମାଜିକ ଦୂରତ୍ୱ, ସାନିଟାଇଜର ବ୍ୟବହାର ବାଧ୍ୟତାମୂଳକ ହେବ। ପ୍ରତି ବୁଥରେ ଜଣେ ଅଙ୍ଗନବାଡ଼ି ଓ ଆଶା କର୍ମୀଙ୍କୁ ନିୟୋଜନ କରାଯିବ। ୩ ପ୍ରକାର ଭୋଟରଙ୍କୁ ପୋଷ୍ଟାଲ ବାଲାଟ […]

  • Thursday, 15 July 2021
pipili
ବିଜେଡି ପ୍ରାର୍ଥୀ ସସପେନ୍ସରେ ପଞ୍ଚ୍ ମାରିଲେ ମହାରଥୀଙ୍କ ସାନ ଭାଇ

ପୁରୀ: କିଏ ହେବ ପିପିଲିର ପରବର୍ତ୍ତୀ ଦାବିଦାର? ମହାରଥୀ ପରିବାରର ରାଜ୍ ଚାଲିବ ନା ଲୋକ ବଦଳାଇବେ ମନ? ସ୍ୱର୍ଗତ ପ୍ରଦୀପ ମହାରଥୀଙ୍କ ବିୟୋଗ ପରେ ଏବେ ଏହାକୁ ନେଇ ଚର୍ଚ୍ଚା ଜୋର ଧରିଛି। ଅନ୍ୟପଟେ ପରିବାର ଭିତରୁ କିଏ ପାଇବ ଟିକେଟ? ତାକୁ ନେଇ ରାଜନୀତି ଆରମ୍ଭ ହୋଇଗଲାଣି। ମହାରଥୀଙ୍କ ଗୋଟିଏ ଗୋଷ୍ଠୀ ପୁଅ ରୁଦ୍ରଙ୍କ ସପକ୍ଷରେ ମତ ରଖୁଥିବାବେଳେ ଅନ୍ୟଗୋଷ୍ଠୀ ପତ୍ନି ପ୍ରତିଭା ମହାରଥୀଙ୍କ ସମର୍ଥନରେ ବାହାରିଛନ୍ତି। ନିର୍ବାଚନ ତାରିଖ ଘୋଷଣା ପରେ ପିପିଲି […]

prajameli
ପୋଲିସ ବିରୋଧରେ ଗ୍ରାମବାସୀଙ୍କ ପ୍ରଜାମେଳି

ମାଲକାନଗିରି: ପୋଲିସ ବିରୋଧରେ ଗ୍ରାମବାସୀଙ୍କ ପ୍ରଜାମେଳି। ଫେକ୍ ଏନକାଉଣ୍ଟର ଅଭିଯୋଗ ଆଣି ମାଲକାନଗିରି କୋରୁକୋଣ୍ଡା ନାକାମାମୁଢି ପଞ୍ଚାୟତର ଦୁର୍ଗମ ଅଞ୍ଚଳ ମୁଦୁଲିଗୁଡାରେ ପ୍ରଜାମେଳି କରିଛନ୍ତି। ଶତାଧିକ ଲୋକେ ୯ଟି ଗାଁର ଗ୍ରାମବାସୀ ଏକାଠି ହୋଇ ପୋଲିସ ବିରୋଧରେ ଗର୍ଜିଛନ୍ତି। ନିରୀହ ଗ୍ରାମବାସୀଙ୍କ ପ୍ରତି ପୋଲିସ ଅତ୍ୟାଚାର କରୁଥିବା ଅଭିଯୋଗ ହୋଇଛି। ଗତ ୧୩ ତାରିଖରେ ମୋଟର ଲଞ୍ଚ ଯୋଗେ ଜଣେ ମହିଳାଙ୍କୁ ଚିକିତ୍ସା ପାଇଁ ଓରାପଦର ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆଯାଉଥିବା ବେଳେ ପୋଲିସ ଗୁଳିମାଡ଼ କରିଥିବା ଅଭିଯୋଗ […]

  • Thursday, 15 July 2021
couple
ବିବାହର ୪ ମାସ ନଯାଉଣୁ ନବବିବାହିତାଙ୍କ ସନ୍ଦେହଜନକ ମୃତ୍ୟୁ

ଭୁବନେଶ୍ୱର: ଭୁବନେଶ୍ୱର ଉପକଣ୍ଠ ବାଲିଅନ୍ତାରେ ଗର୍ଭବତୀ ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ। ଗତକାଲି ମହିଳା ଜଣକ ରୁମ୍‌ରେ ଥିବା ବେଳେ ଅସୁସ୍ଥ ହୋଇପଡ଼ିଥିଲେ। ପରେ ତାଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ମେଡିକାଲରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା। ତେବେ ହତ୍ୟା ଅଭିଯୋଗ ଆଣିଛନ୍ତି ପରିବାର ଲୋକେ। ଏ ନେଇ ବାଲିଅନ୍ତା ଥାନାରେ ପରିବାର ଲୋକେ ଅଭିଯୋଗ କରିଛନ୍ତି। ମହିଳା ଜଣକ ଗର୍ଭବତୀ ଥିଲେ। ଗତ ଡିସେମ୍ବର ମାସରେ ଯାଜପୁରର ସୁବିର କୁମାର ମଲ୍ଲିକଙ୍କ ସହ ବିବାହ […]

  • Thursday, 15 July 2021
attck-bhadatia
ତୁରନ୍ତ ଘର ନଛାଡ଼ିବାରୁ ରାଜଧାନୀରେ ଭଡ଼ାଟିଆଙ୍କୁ ଆକ୍ରମଣ

ଭୁବନେଶ୍ୱର: ନୟାପଲ୍ଲୀ ଏନ-୩ର ଏକ ପ୍ଲଟରେ ଘର ଭଡ଼ାଟିଆଙ୍କୁ ଆକ୍ରମଣ ସହ ଆସବାବପତ୍ର ଭଙ୍ଗାରୁଜା ଅଭିଯୋଗ ହୋଇଛି।  ଆକ୍ରମଣରେ ଶିକାର ହୋଇଥିବା ବ୍ୟକ୍ତି ଜଣକ ହେଉଛନ୍ତି ଜଣେ ବ୍ୟବସାୟୀ। ତାଙ୍କ ଭଡ଼ା ଘରେ ପଶି ୧୦ରୁ ଅଧିକ ଲୋକେ ଭଙ୍ଗାରୁଜା କରିବା ସହ ତାଙ୍କୁ ମାଡ଼ ମରାଯାଇଥିବା ନେଇ ଥାନାରେ ଅଭିଯୋଗ ହୋଇଛି। ବ୍ୟବସାୟୀଙ୍କ ଅଭିଯୋଗ ଅନୁଯାୟୀ, ସେ କିଛି ବର୍ଷ ହେଲା ଏନ-୩ ଅଞ୍ଚଳରେ ଭଡ଼ାଡାରେ ରହିଆସୁଥିଲେ। ହେଲେ ଗତକାଲି ଅପରାହ୍ଣରେ ତାଙ୍କ ଘର ଖାଲି […]

  • Thursday, 15 July 2021
firing
କୁକୁର ବୁଲାଇବାକୁ କେନ୍ଦ୍ର କରି ଗୁଳିମାଡ଼

ବ୍ରହ୍ମପୁର: ବ୍ରହ୍ମପୁରରେ କୁକୁର ବୁଲାଇବାକୁ କେନ୍ଦ୍ର କରି ବଚସା ପରେ ସହଯୋଗୀଙ୍କ ସହ ମିଶି ବ୍ରହ୍ମପୁର ମହାନଗର ନିଗମର ସଫେଇ କର୍ମଚାରୀ ଏୟାରଗନ୍ ଚଳାଇଥିବା ଅଭିଯୋଗ। କୁକୁର ବୁଲାଉଥିବା ଯୁବକ ଗୁଳିମାଡ଼ରୁ ଅଳ୍ପକେ ବର୍ତ୍ତିଯାଇଛନ୍ତି।  ଆକ୍ରମଣରେ ସଂପୃକ୍ତି ଅଭିଯୋଗରେ ପୋଲିସ ୨ ଜଣଙ୍କୁ ଗିରଫ କରିଛି। ବୈଦ୍ୟନାଥପୁର ଥାନା ଖଡ଼ାସିଂ ଧୋବାସାହିରେ ଏହି ଗୁଳିମାଡ଼ ହୋଇଛି। ଯୁବକ ଜଣକ କୁକୁର ବୁଲାଉଥିବା ବେଳେ ବ୍ରହ୍ମପୁର ମହାନଗର ନିଗମର ସଫେଇ କର୍ମଚାରୀ ପ୍ରତିବାଦ କରିଥିଲେ। ଏହାକୁ ନେଇ ଉଭୟଙ୍କ […]

  • Thursday, 15 July 2021
neet
ରାଜ୍ୟର ୩୦ଟି ଜିଲ୍ଲାରେ ନିଟ୍‌ ପ୍ରବେଶିକା ପାଇଁ ଚିଠି

ଭୁବନେଶ୍ୱର: ରାଜ୍ୟର ୩୦ଟି ଜିଲ୍ଲାରେ NEET-୨୦୨୧ ପ୍ରବେଶିକା ପାଇଁ ନ୍ୟାସନାଲ୍‌ ଟେଷ୍ଟିଂ ଏଜେନ୍ସି (NTA) ଡାଇରେକ୍ଟର ବିନୀତ ଯୋଶୀଙ୍କୁ ଚିଠି। ଏହି ଚିଠି ଲେଖିଲେ ସ୍ୱାସ୍ଥ୍ୟ ACS ପ୍ରଦୀପ୍ତ ମହାପାତ୍ର। ଗତ ୯ ତାରିଖରେ ଭିଡିଓ କନ୍‌ଫରେନ୍ସିଂରେ ହୋଇଥିବା ଆଲୋଚନା ଅନୁସାରେ ପ୍ରବେଶିକା ପରୀକ୍ଷା କେନ୍ଦ୍ର ୭ରୁ ୩୦କୁ ବୃଦ୍ଧି କରିବାକୁ ଅନୁରୋଧ କରିଛନ୍ତି। ଭୌଗୋଳିକ ସ୍ଥିତି ଓ କରୋନା କଟକଣା ଯୋଗୁ ସବୁ ଜିଲ୍ଲାରେ NEET ପାଇଁ ଦାବି କରିଛନ୍ତି। ଲକ୍‌ଡାଉନ ଓ ସଟ୍‌ଡାଉନ୍‌ ଯୋଗୁ […]

  • Thursday, 15 July 2021
purandeswari-and-naveen
ପୁରନ୍ଦେଶ୍ୱରୀଙ୍କ ପ୍ରଶ୍ନ: ନବୀନଙ୍କ ପରେ ବିଜେଡି ଚେହେରା କିଏ?

ଭୁବନେଶ୍ୱର: ନବୀନଙ୍କ ପରେ ବିଜେଡି ଚେହେରା କିଏ?  ଏହି ପ୍ରଶ୍ନ କରିଛନ୍ତି ବିଜେପି ପ୍ରଭାରୀ ଡି. ପୁରନ୍ଦେଶ୍ୱରୀ। OTVକୁ ବିଜେପି ପ୍ରଭାରୀ ଡି. ପୁରନ୍ଦେଶ୍ୱରୀଙ୍କ ଏକ୍ସକ୍ଲୁସିଭ୍ ମନ୍ତବ୍ୟ ଦେଇ କହିଛନ୍ତି ଯେ ନବୀନଙ୍କ ପରେ ବିଜେଡି ଚେହେରା କିଏ? ନବୀନଙ୍କୁ ଦେଖି ଲୋକ ଭୋଟ ଦେଇଛନ୍ତି, ବାବୁଙ୍କୁ ଦେଖି ନୁହେଁ। ନବୀନ ଥରେ ବାହାରକୁ ଆସନ୍ତୁ, ଲୋକଙ୍କ ସମସ୍ୟା ବୁଝନ୍ତୁ। ସେ କହିଛନ୍ତି, ଏଠାକାର ସରକାର ମାର୍କେଟରେ ପଡିଥିବା ଧାନକୁ କିଣୁନାହାନ୍ତି। ମୁଖ୍ୟମନ୍ତ୍ରୀ ବର୍ଷେ ହେଲା ବିଧାନସଭାକୁ […]

  • Thursday, 15 July 2021
purandeswari
ମୁଖ୍ୟମନ୍ତ୍ରୀ ରାଜ୍ୟବାସୀଙ୍କୁ କ୍ଷମା ମାଗନ୍ତୁ: ପୁରନ୍ଦେଶ୍ୱରୀ

ଭୁବନେଶ୍ୱର: ବିଜେପି ବିଧାୟକ ନୁହଁ ବରଂ ମୁଖ୍ୟମନ୍ତ୍ରୀ ରାଜ୍ୟବାସୀଙ୍କୁ କ୍ଷମା ମାଗନ୍ତୁ। ଆଜି ଓଟିଭିକୁ ଏକ ସ୍ୱତନ୍ତ୍ର ସାକ୍ଷାତକାରରେ ଏହା କହିଛନ୍ତି ବିଜେପି ରାଜ୍ୟ ପ୍ରଭାରୀ ଡି. ପୁରନ୍ଦେଶ୍ୱରୀ। ସେ କହିଛନ୍ତି, ଏଠାକାର ସରକାର ମାର୍କେଟରେ ପଡିଥିବା ଧାନକୁ କିଣୁନାହାନ୍ତି। ମୁଖ୍ୟମନ୍ତ୍ରୀ ବର୍ଷେ ହେଲା ବିଧାନସଭାକୁ ଆସୁନାହାନ୍ତି ଅଥଚ ୪୦୦, ୫୦୦ କିମି ଦୂର ସ୍ଥାନକୁ ଯାଉଛନ୍ତି। ଶିମିଳିପାଳରେ ନିଆଁ ଲାଗିଥିଲା ବେଳେ ଶାସକ ଦଳ ବିଧାୟକ ସେଠାରେ ଖେଳକୁଦ ଆୟୋଜନ କରୁଛନ୍ତି। ସେ ଆହୁରି କହିଛନ୍ତି […]

  • Thursday, 15 July 2021
neet
ପୋଷ୍ଟଗ୍ରାଜୁଏଟ୍‌ ପାଇଁ ଏବର୍ଷ ଥରେ ହେବ ନିଟ୍‌ ପରୀକ୍ଷା: ପୋଖରିଆଲ

ଭୁବନେଶ୍ୱର: ସ୍ନାତକୋତ୍ତର ପାଇଁ  ନ୍ୟାସନାଲ ଇଲିଯିବିଲିଟି ଟେଷ୍ଟ ଓ ପ୍ରବେଶିକା ପରୀକ୍ଷା (NEET) ଚଳିତ ବର୍ଷ କେବଳ ଗୋଟିଏ ଥର ହେବ। ଏବଂ ଏହା  ଜାତୀୟ ପରୀକ୍ଷା ଏଜେନ୍ସି (ଏନଟିଏ) ଦ୍ୱାରା ପରିଚାଳନା କରାଯିବ। ଏ ନେଇ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ରମେଶ ପୋଖରିଆଲ ସୂଚନା ଦେଇଛନ୍ତି। ଏଠାରେ ଉଲ୍ଲେଖ କରିବା ଜରୁରୀ ଯେ ଶିକ୍ଷା ମନ୍ତ୍ରଣାଳୟ ଅଧୀନରେ ଥିବା ଜାତୀୟ ପରୀକ୍ଷା ଏଜେନ୍ସି ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟର ପରାମର୍ଶ କ୍ରମେ ଡାକ୍ତରୀ ବିଜ୍ଞାନରେ ସ୍ନାତକୋତ୍ତର […]

  • Thursday, 15 July 2021
dhrmendara
ଧାନ ସଂଗ୍ରହ ନେଇ ଚାଷୀଙ୍କୁ ବିଭ୍ରାନ୍ତ କରୁଛନ୍ତି ରାଜ୍ୟ ସରକାର: ଧର୍ମେନ୍ଦ୍ର

ଭୁବନେଶ୍ୱର: ରାଜ୍ୟରେ ଧାନ ସଂଗ୍ରହରେ ଅବ୍ୟବସ୍ଥା ପ୍ରସଙ୍ଗକୁ ନେଇ କେନ୍ଦ୍ର ଖାଦ୍ୟ ଓ ସାଧାରଣ ବଣ୍ଟନ ମନ୍ତ୍ରୀ ପୀୟୂଷ ଗୋୟଲଙ୍କୁ ଭେଟିଲେ ରାଜ୍ୟର ବିଜେପି ସାଂସଦ। ଆଜି ଦିଲ୍ଲୀରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନେତୃତ୍ୱରେ ବିଜେପି ସାଂସଦ ପୀୟୂଷ ଗୋୟଲଙ୍କ ସହ ଆଲୋଚନା ହୋଇଛି। ରାଜ୍ୟ ସରକାର ଧାନ ସଂଗ୍ରହ ନେଇ ଚାଷୀଙ୍କୁ ବିଭ୍ରାନ୍ତ କରୁଛନ୍ତି। ନୂଆଦିଲ୍ଲୀ ଠାରେ @BJP4Odisha ର ସାଂସଦ ସହଯୋଗୀ ମାନଙ୍କ ସହ କେନ୍ଦ୍ରମନ୍ତ୍ରୀ @PiyushGoyal ଜୀଙ୍କୁ ଦେଖା କରିବା ସହ […]

  • Thursday, 15 July 2021
make-in-odisha
ଫେଲ୍ ମାରିଛି ସରକାରଙ୍କ ଶିଳ୍ପାୟନ ପ୍ରୟାସ, ରାଜ୍ୟରୁ ମୁହଁ ଫେରାଉଛନ୍ତି ଶିଳ୍ପସଂସ୍ଥା

ଭୁବନେଶ୍ୱର: ୨୦୧୬ ପ୍ରଥମ ମେକ୍ ଇନ୍ ଓଡ଼ିଶା କନକ୍ଲେଭରେ ମିଳିଥିବା ପୁଞ୍ଜି ନିବେଶ ପ୍ରସ୍ତାବର ଦୁଇ ତୃତୀୟାଂଶ କାର୍ଯ୍ୟକାରିତାର ବିଭିନ୍ନ ପର୍ଯ୍ୟାୟରେ ରହିଛି। ଏସବୁ ପ୍ରକଳ୍ପରେ ପ୍ରାୟ ୨ ଲକ୍ଷ କୋଟି ଟଙ୍କା ନିବେଶ ଲକ୍ଷ୍ୟ ରହିଥିବା ୨୦୧୮ ମେକ୍ ଇନ୍ ଓଡ଼ିଶା କନକ୍ଲେଭ ଉଦଘାଟନୀ ଅଭିଭାଷଣରେ ସୂଚନା ଦେଇଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ହେଲେ ନିକଟରେ ଶିଳ୍ପମନ୍ତ୍ରୀ ବିଧାନସଭାରେ ରଖିଥିବା ଉତ୍ତର ଭିନ୍ନ କଥା କହୁଛି। ଶିଳ୍ପମନ୍ତ୍ରୀ ଦେଇଥିବା ତଥ୍ୟ ଅନୁସାରେ ୨୦୧୬ କନକ୍ଲେଭ ଅବସରରେ […]

  • Thursday, 15 July 2021
bus-fire
ପୁରୀ ବସ୍‌ଷ୍ଟାଣ୍ଡରେ ଜଳିଗଲା ୩ଟି ବସ୍

ପୁରୀ: ପୁରୀ ବସ୍‌ଷ୍ଟାଣ୍ଡରେ ଅଗ୍ନିକାଣ୍ଡ ଘଟି ଜଳିଗଲା ୩ଟି ବସ୍। ଆଜି ସନ୍ଧ୍ୟାରେ ବସଷ୍ଟାଣ୍ଡରେ ଥିବା ୩ଟି ବସ୍‌ରେ ନିଆ ଲାଗିଯାଇଥିଲା। ତେବେ ବସ୍‌ରେ ଯାତ୍ରୀ ନ ଥିବା ଜଣାପଡିଛି। ବସ୍ ତିନିଟି ଛିଡ଼ା ହୋଇଥିବା ବେଳେ ଏଥିରେ ନିଆଁ ଲାଗିଯାଇଥିଲା। ପ୍ରଥମେ ଗୋଟିଏ ବସ୍‌ରେ ନିଆଁ ଲାଗିବା ପରେ ଦୁଇ ପାର୍ଶ୍ୱରେ ଛିଡ଼ା ହୋଇଥିବା ଅନ୍ୟ ୨ଟି ବସକୁ ଏହା ବ୍ୟାପିଥିଲା। ଅଗ୍ନିଶମ ବିଭାଗ କର୍ମଚାରୀ ଆସି ନିଆଁକୁ ଲିଭାଇଥିଲେ। ତେବେ କେଉଁ କାରଣରୁ ନିଆଁ […]

  • Thursday, 15 July 2021
kankala
କଙ୍କାଳର ପରିଚୟ ଜାଣିବାକୁ ଦ୍ୱିତୀୟ ଫର୍ମୁଲା ପକାଇଲା କମିଶନରେଟ୍ ପୋଲିସ୍

ଭୁବନେଶ୍ୱର: ଏବେ ବି ରହସ୍ୟ ଘେରରେ ଜବତ ଗାଡିରୁ ମିଳିଥିବା କଙ୍କାଳ ବାହାରିବା ଘଟଣା।  ଯାଆଁଳା ଫାଣ୍ଡି ପରିସରରେ ଘନ ଘନ ଯାଞ୍ଚ କରାଯାଇଛି। କଙ୍କାଳ ମିଳିଥିବା ଗାଡି ଚାରିପାଖରେ ପୋଲିସର ବରିଷ୍ଠ ଅଧିକାରୀ ତନାଘନା କରୁୁଛନ୍ତି। ଯାହା ବି ସନ୍ଦିଗ୍ଧ ଜିନିଷ ମିଳୁଛି ଜବତ କରାଯାଉଛି। କଙ୍କାଳ ମିଳିଥିବା ଗାଡି ପାଖରେ ତଦନ୍ତ ଦାୟିତ୍ୱରେ ଥିବା ମହିଳା ଇନ୍ସପେକ୍ଟର, ଜଟଣୀ ଥାନା ଅଧିକାରୀ ଓ ଭୁବନେଶ୍ୱର ଏସିପିଙ୍କ ମିଳିତ ଟିମ୍ ସୁରାକ ଖୋଜିଛନ୍ତି। ଜବତ ଗାଡିରୁ […]

  • Thursday, 15 July 2021
mahatma
ଶ୍ରୀମନ୍ଦିରକୁ ଯାଇଛନ୍ତି ମହାତ୍ମା: ନଥି ଭିତରେ ମିଳିଲା ପ୍ରମାଣ

ପୁରୀ: ଶ୍ରୀମନ୍ଦିରକୁ ଯାଇଛନ୍ତି ମହାତ୍ମା ଗାନ୍ଧି। ଏକା ନୁହେଁ, ପତ୍ନୀ କସ୍ତୁରବା ଓ ପୁଅ ଦେବଦାସଙ୍କ ସହ ଗର୍ଭଗୃହ ଯାଇ ଶ୍ରୀଜୀଉଙ୍କ ଚରଣରେ ବାଢ଼ିଛନ୍ତି ଭକ୍ତି ଅର୍ଘ୍ୟ। ତାର ପ୍ରମାଣକୁ ବି ସାଇତି ରଖିଛନ୍ତି ଗାନ୍ଧି ପରିବାରର କୌଳିକ ପଣ୍ଡା ତଥା ଗୁଜରାଟ ଯାତ୍ରୀପଣ୍ଡା ରଘୁନାଥ। ସେହି ନଥିରେ ଉଲ୍ଲେଖ ରହିଛି ଯେ ଗାନ୍ଧିଙ୍କ ଶ୍ରୀଜଗନ୍ନାଥ ଦର୍ଶନର ତାରିଖ-୨୭ ମାର୍ଚ୍ଚ 1921। ଶ୍ରୀଜଗନ୍ନାଥଙ୍କ ଦର୍ଶନ ପରେ ଏଇ ଦସ୍ତଖତ ପୁସ୍ତିକାରେ ମହାତ୍ମା ଗୁଜୁରାଟୀ ଭାଷାରେ ତାଙ୍କ ଅନୁଭୂତି […]

  • Thursday, 15 July 2021