• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from Odisha

titli-update
ଭୟଙ୍କର ବାତ୍ୟାର ରୂପ ନେଲା ‘ତିତ୍‌ଲି’

ଭୁବନେଶ୍ୱର :  ଭୟଙ୍କର ହେଉଛି ‘ତିତ୍‌ଲି’। ଭେରି ସିଭିୟର ସାଇକ୍ଲୋନିକ ଷ୍ଟର୍ମର ରୂପ ନେଲା ତିତ୍‌ଲି। ଘଣ୍ଟା ପ୍ରତି ବେଗ ରହିଛି ୧୪ କିଲୋମିଟର। ଅାସନ୍ତାକାଲି ସକାଳେ ସ୍ଥଳଭାଗ ଛୁଇଁବ । ୧୩୦ରୁ ୧୪୫ କିଲୋମିଟର ବେଗରେ ପବନ ବହିବ ଏବଂ ବେଳେବେଳେ ୧୬୫କି.ମି. ଛୁଇଁବାର ଅାଶଙ୍କା ରହିଛି। ପ୍ରବଳ ବର୍ଷା ସମ୍ଭାବନା : -‘ତିତ୍‌ଲି’ ପ୍ରଭାବରେ ୧୧ଟି ଜିଲ୍ଲାରେ ବର୍ଷା ସହ ପବନର ବେଗ ଅାହୁରି ବଢିବା ଅାଶଙ୍କା । – ୭ଟି ଜିଲ୍ଲାରେ ରେଡ୍ […]

  • Friday, 16 July 2021
school
୨ଦିନ ସବୁ ଶିକ୍ଷାନୁଷ୍ଠାନ ବନ୍ଦ : ମୁଖ୍ୟ ଶାସନ ସଚିବ

ଭୁବନେଶ୍ୱର : ସମ୍ଭାବ୍ୟ ବାତ୍ୟାକୁ ଦେଖି ୨ଦିନ ଶିକ୍ଷାନୁଷ୍ଠାନ ବନ୍ଦ ରହିବ। ୧୧ ଓ ୧୨ ତାରିଖ ଦୁଇ ଦିନ ରାଜ୍ୟର ସବୁ ଜିଲ୍ଲାରେ ସ୍କୁଲ, କଲେଜ, ଅଙ୍ଗନବାଡ଼ି ବନ୍ଦ ରହିବା ନେଇ ମୁଖ୍ୟ ଶାସନ ସଚିବ ଅାଦିତ୍ୟ ପ୍ରସାଦ ପାଢ଼ୀ ସୂଚନା ଦେଇଛନ୍ତି। ପ୍ରବଳ ବର୍ଷା ଓ ବାତ୍ୟା ପାଇଁ ଏଭଳି ନିଷ୍ପତ୍ତି ନିଆଯାଇଛି। ଏହାସହ  କଲେଜ ନିର୍ବାଚନକୁ  ମଧ୍ୟ ବନ୍ଦ କରି ଦିଆଯାଇଛି। ଅାସନ୍ତାକାଲି କଲେଜ ଛାତ୍ର ସଂସଦ ନିର୍ବାଚନ ହେବାର ଥିଲା ଏବଂ […]

  • Friday, 16 July 2021
chief-minister
‘ତିତ୍‌ଲି’ ମୁକାବିଲା ପାଇଁ ତତ୍ପରତା ; ମୁଖ୍ୟମନ୍ତ୍ରୀ ଡାକିଲେ ବୈଠକ

ଭୁବନେଶ୍ୱର : ସମ୍ଭାବ୍ୟ ବାତ୍ୟାକୁ ଦେଖି ରାଜ୍ୟ ସରକାର ତତ୍ପର। କିପରି ଏହାର ମୁକାବିଲା କରାଯିବ, କଣ କଣ ପଦକ୍ଷେପ ନିଅାଯିବ, ତାକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୈଠକ ଡାକିଛନ୍ତି। କିଛି ସମୟ ପରେ ଏହି ବୈଠକ ହେବାର ଅଛି। ସେପଟେ ଅାଜିଠାରୁ ୫ଟି ଜିଲ୍ଲା ଗଂଜାମ, ଗଜପତି, ପୁରୀ, ଜଗତସିଂହପୁର ଓ କେନ୍ଦ୍ରାପଡ଼ାରେ ସ୍କୁଲ ଓ କଲେଜ୍ ବନ୍ଦ ରହିଛି। ଏହି ୫ ଜିଲ୍ଲାରେ ଅଙ୍ଗନବାଡ଼ି କେନ୍ଦ୍ର ବି ବନ୍ଦ ରହିଛି। ଯେଉଁ ଜିଲ୍ଲାଗୁଡ଼ିକ […]

  • Friday, 16 July 2021
yellow-red
‘ତିତ୍‌ଲି’ ପ୍ରଭାବରେ ୧୧ଟି ଜିଲ୍ଲାରେ ବର୍ଷା ଜାରି

ଭୁବନେଶ୍ୱର : ‘ତିତ୍‌ଲି’ ପ୍ରଭାବରେ ୧୧ଟି ଜିଲ୍ଲାରେ ବର୍ଷା ଜାରି ରହିଛି। ଏହା ପ୍ରଭାବରେ ଅଧିକ ବର୍ଷା ହେବା ସହ ପବନର ବେଗ ବଢିବାର ଅାଶଙ୍କା ରହିଛି।  ୭ଟି ଜିଲ୍ଲାରେ ରେଡ୍ ୱାର୍ଣିଂ ଜାରି କରାଯାଇଛି। ଗଜପତି, ଗଞ୍ଜାମ, ପୁରୀ, ଜଗତସିଂହପୁର,  କେନ୍ଦ୍ରାପଡା, ଭଦ୍ରକ, ବାଲେଶ୍ୱର ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବ। ୩ ଘଣ୍ଟା ମଧ୍ୟରେ ଭେରି ସିଭିୟର ସାଇକ୍ଲୋନ୍‌ ରୂପ ନେବ ବାତ୍ୟା ତିତ୍‌ଲି। ଆସନ୍ତାକାଲି ସକାଳ ୫.୩୦ରେ ସ୍ଥଳଭାଗ ଅତିକ୍ରମ କରିବ। ୱାର୍ଣିଂ […]

  • Friday, 16 July 2021
titli-3
ଭୟଙ୍କର ରୂପ ନେଲା ବାତ୍ୟା ‘ତିତ୍‌ଲି’

ଭୁବନେଶ୍ୱର : ଭୟଙ୍କର ରୂପ ନେଲା ବାତ୍ୟା ‘ତିତ୍‌ଲି’ । ଡିପ୍ ଡିପ୍ରେସନରୁ ଏହା ଭୟଙ୍କର ବାତ୍ୟାର ରୂପ ନେଇଛି । ଏନେଇ ସ୍ୱତନ୍ତ୍ର ରିଲିଫ୍ କମିଶନର୍‌ (ଏସ୍‌ଆର୍‌ସି) ବିଷ୍ଣୁପଦ ସେଠୀ ସୂଚନା ଦେଇଛନ୍ତି। ଅାସନ୍ତା ୧୮ ଘଣ୍ଟାରେ ଅତି ଭୟଙ୍କର ବାତ୍ୟାର ରୂପ ନେବାକୁ ଯାଉଛି । ଏବେ ଗୋପାଳପୁର ଠାରୁ ୩୭୦ କିମି ଦୂରରେ ରହିଛି ‘ତିତ୍‌ଲି’।   ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଅନୁସାରେ,କଳିଙ୍ଗପଟନମ ଠାରୁ ୩୧୦ କିମି ଦୂରରେ ରହିଛି […]

  • Friday, 16 July 2021
gajapati
ସମ୍ଭାବ୍ୟ ବାତ୍ୟା ପାଇଁ ଗଜପତି ଜିଲ୍ଲା ପ୍ରଶାସନର ପ୍ରସ୍ତୁତି ବୈଠକ

ଗଜପତି  : ସମ୍ଭାବ୍ୟ ବାତ୍ୟାର ମୁକାବିଲା ପାଇଁ ଗଜପତି ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ  ହୋଇଯାଇଛି। ଏହି ବୈଠକରେ ସମସ୍ତ ବିଭାଗୀୟ ଅଧିକାରୀମାନେ ଯୋଗ ଦେଇ ନିଜ ବିଭାଗର ପ୍ରସ୍ତୁତି ସମ୍ପର୍କରେ ସୂଚନା ଦେଇଥିଲେ। ବାତ୍ୟାକୁ ଦୃଷ୍ଟିରେ ରଖି ଉପଯୁକ୍ତ ପରିମାଣର ଖାଦ୍ୟ ପଦାର୍ଥ ମହଜୁଦ ରଖିବା ପାଇଁ ଯୋଗାଣ ବିଭାଗକୁ ନିର୍ଦ୍ଦେଶ ଦିଅାଯାଇଛି । ଯୋଗାଯୋଗ ବ୍ୟବସ୍ଥା ଯେଭଳି ବେଶି ପ୍ରଭାବିତ ନ ହୁଏ, ସେଥିପ୍ରତି ମଧ୍ୟ ଦୃଷ୍ଟି ଦେବାକୁ ସମସ୍ତ ବିଭାଗୀୟ ଅଧିକାରୀଙ୍କୁ […]

  • Friday, 16 July 2021
gas
ରନ୍ଧନ ଗ୍ୟାସ ସିଲିଣ୍ଡରରୁ ଚୋରି

ଝାରସୁଗୁଡ଼ା : ରନ୍ଧନ ଗ୍ୟାସ ସିଲିଣ୍ଡରରୁ ଚୋରି । ପ୍ରତି ସିଲିଣ୍ଡରରୁ ୨ରୁ ୩ କିଲୋ ଗ୍ୟାସ କାଢି ନିଅାଯାଉଥିବା ଜଣାପଡ଼ିଛି। ଏମିତି ଘଟଣା ଦେଖିବାକୁ ମିଳିଛି ଝାରସୁଗୁଡ଼ା ସହରର ବୃନ୍ଦାବନ ନଗର ଅଞ୍ଚଳରେ। ଗ୍ୟାସ ଏଜେନ୍ସିରୁ ଭର୍ତ୍ତି ସିଲିଣ୍ଡର ନେଇ ଅାସୁଥିବା ଗାଡ଼ି ଏଠାରେ ପହଞ୍ଚିବା ପରେ ପ୍ରତି ସିଲିଣ୍ଡରରୁ ୨ରୁ ୩କେଜି ଗ୍ୟାସ ଏଠାରେ ବାହାର କରାଯାଉଥିବା ଅଭିଯୋଗ ପରେ ପୁଲିସ ଓ ଯୋଗାଣ ବିଭାଗ ଏହି ଗୋଦାମ ଉପରେ ଚଢାଉ କରିଛି। ଯୋଗାଣ […]

  • Friday, 16 July 2021
tree
ବ୍ରହ୍ମପୁରରେ ‘ମୁଁ ବି ବଞ୍ଚିବାକୁ ଚାହେଁ’ ଅଭିଯାନ

ବ୍ରହ୍ମପୁର : ମିଶନ ବୃକ୍ଷ ସୁରକ୍ଷା । ଲୁହା କଣ୍ଟା କବଳରୁ ଗଛକୁ ମୁକ୍ତି । ବିଭିନ୍ନ ନାମିଦାମି କଂପାନୀର ପ୍ରଚାର ଓ ପ୍ରସାର ପାଇଁ ଗଛରେ କଣ୍ଟା ବାଡାଯାଇ ନଷ୍ଟ କରାଯାଉଥିବାବେଳେ, ଗଛକୁ ସୁରକ୍ଷା ଦେବା ପାଇଁ ‘ମୁଁ ବି ବଞ୍ଚିବାକୁ ଚାହେଁ’  ନାମକ ଅଭିଯାନ ଅାରମ୍ଭ କରିଛନ୍ତି ବ୍ରହ୍ମପୁରର ସବୁଜ ବାହିନୀ। ସହରରେ ଥିବା ବିଭିନ୍ନ ଗଛରୁ ଲୁହା କଣ୍ଟା କଢା ଯିବା ସହ ଗଛକୁ ପୋଷ୍ଟର ଓ ହୋଡିଂ ମୁକ୍ତ କରାଯାଇଛି। ଗଛରେ […]

  • Friday, 16 July 2021
gopabandhu
ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ୧୪୧ତମ ଜୟନ୍ତୀ

କଟକ : ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ୧୪୧ତମ ଜୟନ୍ତୀ ଅବସରରେ କଟକରେ ଗୋପବନ୍ଧୁ ଜ୍ୟୋତି ଯାତ୍ରାର ଶୁଭାରମ୍ଭ ହୋଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁଖ୍ୟ ଅତିଥିଭାବେ ଯୋଗ ଦେଇ ଏହାର ଶୁଭାରମ୍ଭ କରିଥିଲେ। କଟକ ବକ୍ସିବଜାର ସ୍ଥିତ ସମାଜ ଅଫିସ ମୁଖ୍ୟ କାର୍ଯ୍ୟାଳୟରେ ଉଦିଘାଟିତ ଏହି ଯାତ୍ରା ସମଗ୍ର ରାଜ୍ୟ ପରିକ୍ରମା କରିବାକୁ ଲକ୍ଷ୍ୟ ରଖାଯାଇଛି। ବିଶିଷ୍ଟ ସ୍ୱାଧିନତା ସଂଗ୍ରାମୀ ପଦ୍ମଶ୍ରୀ ଭବାନୀ ଚରଣ ପଟ୍ଟନାୟକ, ଲୋକସେବକ ମଣ୍ଡଳ ରାଷ୍ଟ୍ରୀୟ ଅଧ୍ୟକ୍ଷ ଦୀପକ ମାଲବ୍ୟ ପ୍ରମୁଖ ସମ୍ମାନୀତ […]

  • Friday, 16 July 2021
2
ପୁଲିସ୍‌ ଗୁଳିରେ ଅପରାଧୀ ଜୟ ପ୍ରଧାନ ଆହତ

ଗଞ୍ଜାମ: ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ନିକଟରେ ଏନ୍‌କାଉଣ୍ଟର ହୋଇଛି । ଚାଙ୍ଗୁଡ଼ିଦେଇ ପାହାଡ଼ ନିକଟରେ ହୋଇଥିବା ଏହି ଏନ୍‌କାଉଣ୍ଟରରେ ଦୁର୍ଦ୍ଦାନ୍ତ ଅପରାଧୀ ଜୟ ପ୍ରଧାନ ଆହତ ହୋଇଛି। ଜୟ ପ୍ରଧାନର ଗୋଡ଼ରେ ଗୁଳି ବାଜିଛି। ଏହା ପରେ ତାକୁ ବ୍ରହ୍ମପୁର ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି। ପୁଲିସ୍‌ ଜୟ ପ୍ରଧାନ ପାଖରୁ ଦେଶୀ ପିସ୍ତଲ୍ ଓ ବୋମା ଜବତ କରିଛି। ଅପରାଧୀ ସହିତ ପୁଲିସ୍‌ର ମୁହାଁମୁହିଁ ବେଳେ ଦିଗପହଣ୍ଡି ଥାନାର ଆଇଆଇସିଙ୍କ ସହିତ ୩ ଜଣ ଆହତ […]

  • Friday, 16 July 2021
puri
ସମ୍ଭାବ୍ୟ ବାତ୍ୟା ପାଇଁ ପୁରୀ ଜିଲ୍ଲା ପ୍ରଶାସନର ପ୍ରସ୍ତୁତି ବୈଠକ

ପୁରୀ : ସମ୍ଭାବ୍ୟ ବାତ୍ୟାର ମୁକାବିଲା ପାଇଁ ପୁରୀ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ପ୍ରଶାସନ ଓ ବିଭିନ୍ନ ବିଭାଗର ଅଧିକାରୀଙ୍କ ସହ ବାତ୍ୟା ମୁକାବିଲା ନେଇ ଅାଲୋଚନା ହୋଇଛି। ବାତ୍ୟାର ପ୍ରକୋପ କମିବା ଯାଏଁ ଜିଲ୍ଲାର ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରଖିବାକୁ ନିଷ୍ପତ୍ତି ହୋଇଛି। ତଳିଅା ଅଞ୍ଚଳ ଲୋକଙ୍କୁ ତୁରନ୍ତ ପକ୍କା ଘର, ବାତ୍ୟା ଅାଶ୍ରୟସ୍ଥଳକୁ ସ୍ଥାନାନ୍ତର କରିବାକୁ ନିର୍ଦ୍ଦେଶ ଦିଅାଯାଇଛି। ବିଭିନ୍ନ ବ୍ଲକରେ ଶୁଖିଲା ଖାଦ୍ୟ ସାଙ୍ଗକୁ […]

  • Friday, 16 July 2021
1
ଗୁଣି ଗାରେଡ଼ି ସନ୍ଦେହରେ ବୃଦ୍ଧାଙ୍କୁ ହତ୍ୟା ଅଭିଯୋଗ

ନୂଆପଡ଼ା: ଗୁଣି ଗାରେଡ଼ି ସନ୍ଦେହରେ ନୂଆପଡ଼ା ଜିଲ୍ଲାରେ ଜଣେ ବୃଦ୍ଧାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ଲଖନା ଥାନା ଚନାମୁଣ୍ଡା ଗାଁ ଡ୍ୟାମ୍‌ କଡ଼ରୁ ଏକ ଅଖାରେ ଭର୍ତ୍ତି ଗଳିତ ଶବ ମିଳିବା ପରେ ଏହି ସନ୍ଦେହ ଘନିଭୂତ ହୋଇଛି। ମୃତକ ଜଣଙ୍କ ହେଲେ ଖଇରାନୀ ଗାଁର ତୁଳାରାମ ମାଝି। ତାଙ୍କୁ ଗୁଣିଆ ସନ୍ଦେହରେ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି। ଲଖନା ଥାନା ପୁଲିସ୍‌ ଏହି ମାମଲାରେ ୨ଜଣଙ୍କୁ ଗିରଫ କରିଥିବା ବେଳେ ଅନ୍ୟ ଦୁଇଜଣ ଏବେବି […]

  • Friday, 16 July 2021
congress
କୁନ୍ଦୁଲି ଘଟଣାକୁ ବର୍ଷେ ପୂର୍ତ୍ତି

କୋରାପୁଟ : କୋରାପୁଟ କୁନ୍ଦୁଲି ଘଟଣାକୁ ବର୍ଷେ ପୂର୍ତ୍ତି ଅବସରରେ ଅାଜିର ଦିନକୁ କଳା ଦିବସ ଭାବେ ପାଳନ କରିବ କଂଗ୍ରେସ। କୋରାପୁଟ ବିଧାୟକ କୃଷ୍ଣଚନ୍ଦ୍ର ଶଗରିଅା ଏହି ସୂଚନା ଦେଇଛନ୍ତି। ପୀଡିତା ନାବାଳିକାଙ୍କ ଘରକୁ ଯାଇ ତାଙ୍କ ପରିବାର ଲୋକଙ୍କୁ ଭେଟିବେ। ପରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଅାଗରେ କଳା ପଟି ବାନ୍ଧି ପ୍ରତିବାଦ କରିବେ। ଯେଉଁଭଳି ଭାବେ ନ୍ୟାୟ ପାଇଁ ପଲ୍ଲୀ ଠାରୁ ଦିଲ୍ଲୀ ସବୁଠି ଉଦ୍ୟମ କରିବା ସତ୍ତ୍ୱେ ପୀଡିତାକୁ ନ୍ୟାୟ ମିଳିନଥିଲା, ଶେଷରେ […]

  • Friday, 16 July 2021
title
ବଢୁଛି ବାତ୍ୟା ଭୟ

ଭୁବନେଶ୍ୱର : ଓଡ଼ିଶାବାସୀଙ୍କୁ ଘାରିଛି ବାତ୍ୟା ଭୟ। ସାଇକ୍ଳୋନିକ୍ ଷ୍ଟର୍ମରେ ପରିଣତ ହୋଇଥିବା ତିତ୍‌ଲି ଅାଜି ସିଭିୟର ସାଇକ୍ଳୋନିକ୍ ଷ୍ଟର୍ମର ରୂପ ନେବା ସମ୍ଭାବନା ରହିଛି। ଭାରତୀୟ ପାଣିପାଗ ବିଭାଗ IMDର ସୂଚନା ଅନୁଯାୟୀ, ତିତ୍‌ଲି ଗୋପାଳପୁର ଠାରୁ ଏବେ ୪୧୦ କିଲୋମିଟର ଦୂରରେ ରହିଛି। ଅାସନ୍ତାକାଲି ସକାଳେ ଅାନ୍ଧ୍ରପ୍ରଦେଶର କଳିଙ୍ଗପଟନମ୍ ଏବଂ ଗୋପାଳପୁର ମଧ୍ୟରେ ସ୍ଥଳଭାଗ ଛୁଇଁପାରେ। ତେବେ ଅାଜି ସନ୍ଧ୍ୟାରୁ ବର୍ଷା ସହ ପବନ ବେଗ ବଢ଼ିବାର ପୂର୍ବାନୁମାନ କରାଯାଇଛି। ପବନ ବେଗ ଘଣ୍ଟା […]

  • Friday, 16 July 2021
en
ଅଖତାର ବନ୍ଧା ହେଲା

ଜୟପୁର: ଦୁର୍ଦ୍ଦାନ୍ତ ଅପରାଧୀ ଏସ୍‌.କେ ଅଖତାରକୁ ଗିରଫ କରିଛି ପୁଲିସ୍‌।  କୋରାପୁଟ ଜିଲ୍ଲା ଜୟପୁର ଇରିଗେସନ୍ କଲୋନୀ ନିକଟରେ ଗୁଳି ବିନିମୟ ପରେ ପୁଲିସ୍ ତାକୁ ଧରିବାରେ ସଫଳ ହୋଇଛି। ତେବେ ଅଖତାରର ଦୁଇ ସହଯୋଗୀ ପୁଲିସ୍‌କୁ ଚକମା ଦେଇ ଖସି ଯାଇଛନ୍ତି। ଅଖତାର ଠାରୁ ଗୋଟିଏ ଦେଶୀ ବନ୍ଧୁକ, ୨ଟି ଗୁଳି ଓ ଗୋଟିଏ ମୋବାଇଲ୍ ଜବତ କରାଯାଇଛି।  ତା’ ନାଁରେ ହତ୍ୟା ସମେତ ଅନେକ ମାମଲା ରହିଛି। ଗତକାଲି ବିଳମ୍ବିତ ରାତିରେ ଇରିଗେସନ୍ କଲୋନୀ […]

  • Friday, 16 July 2021
sambalpur
ବୋର୍ଡ ଅଫିସ୍‌ରେ ଅଗ୍ନିକାଣ୍ଡ ମାମଲା; ଆଜି ହେବ କ୍ଷୟକ୍ଷତିର ଆକଳନ

ସମ୍ବଲପୁର: ସମ୍ବଲପୁର ସ୍ଥିତ ମାଧ୍ୟମିକ ଶିକ୍ଷା ପରିଷଦର ଶାଖା ଅଫିସ୍‌ ଅଗ୍ନିକାଣ୍ଡରେ ହୋଇଥିବା କ୍ଷୟକ୍ଷତିର ଆକଳନ ଆଜି କରାଯିବ। ଏହାପରେ ପ୍ରକୃତ ତଥ୍ୟ ସାମ୍ନାକୁ ଆସିବ ବୋଲି ବୋର୍ଡ ସଭାପତି ଜାହାନ୍ ଆରା ବେଗମ୍ କହିଛନ୍ତି। ସେ କହିଛନ୍ତି, ସେଠାରେ ଅଷ୍ଟମ ଓ ନବମ ଶ୍ରେଣୀର କିଛି ବହି ସଂରକ୍ଷିତ ରଖାଯାଇଥିଲା। ତେବେ ବହିପତ୍ର ଅଗ୍ନିକାଣ୍ଡରୁ ବର୍ତ୍ତି ଯାଇଛି। ଅଗ୍ନିକାଣ୍ଡରେ ଅନେକ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ନଷ୍ଟ ହୋଇଯାଇଛି। ଅନ୍ୟପଟେ ସମ୍ବଲପୁର ମାଧ୍ୟମିକ ଶିକ୍ଷା ପରିଷଦ ଅଫିସ୍‌ରେ କିଏ […]

  • Friday, 16 July 2021
loot
ଷ୍ଟେସନ୍‌ ନିକଟରେ ପରୀକ୍ଷାର୍ଥୀଙ୍କଠୁ ଲୁଟ୍ ଅଭିଯୋଗ

ଭୁବନେଶ୍ୱର: ସେନାରେ ନିଯୁକ୍ତି ପାଇଁ ଓଡ଼ିଶା ଆସିଥିବା ବିହାରର ଜଣେ ପରୀକ୍ଷାର୍ଥୀଙ୍କ ଠାରୁ ଲୁଟ୍ ହୋଇଥିବା ଅଭିଯୋଗ ହୋଇଛି। ଭୁବନେଶ୍ୱର ଷ୍ଟେସନ୍‌ ନିକଟରେ ପରୀକ୍ଷାର୍ଥୀ ଜଣଙ୍କ ଛିଡ଼ା ହୋଇଥିବା ବେଳେ ୩ ଜଣ ଦୁର୍ବୃତ୍ତ ଏକ କଳା ପଲ୍‌ସରରେ ଆସି ତାଙ୍କର ସାର୍ଟିଫିକେଟ୍‌ ଥିବା ବ୍ୟାଗକୁ ଛଡ଼ାଇ ନେଇଥିଲେ। ପରେ ଲୁଟେରାମାନେ ମାଷ୍ଟର କ୍ୟାଣ୍ଟିନ୍‌ ଅଞ୍ଚଳରେ ବୁଲୁଥିବାର ଦେଖି ପରୀକ୍ଷାର୍ଥୀ ଜଣଙ୍କ ପୁଲିସ୍‌କୁ ଖବର ଦେଇଥିଲେ। ରେଲବାଇ ପୁଲିସ୍‌ ପହଞ୍ଚି ସେମାନଙ୍କ ମଧ୍ୟରୁ ଜଣଙ୍କୁ ଧରିବା ସହିତ […]

  • Friday, 16 July 2021
debendra
ଯୌନ କେଳେଙ୍କାରୀ : ଗିରଫ ହେଲେ ପୂର୍ବତନ ବିଜେଡି ବିଧାୟକ ଦେବେନ୍ଦ୍ର କହଁର

ଭୁବନେଶ୍ୱର : ଯୌନ କେଳେଙ୍କାରୀରେ ଫସି ଫେରାର ଥିବା ଫୁଲବାଣୀର ପୂର୍ବତନ ବିଜେଡି ବିଧାୟକ ଦେବେନ୍ଦ୍ର କହଁର ଗିରଫ। କିଛି ଦିନ ତଳେ ଫୁଲବାଣୀର ଜଣେ ଯୁବତୀ, ଦେବେନ୍ଦ୍ର କହଁରଙ୍କ ନାଁରେ ଅସଦାଚରଣ ଅଭିଯୋଗ ଅାଣିଥିଲେ। କହଁର ବିବାହିତ ହୋଇ ମଧ୍ୟ ଏକାଧିକ ଯୁବତୀଙ୍କ ସହ ସଂପର୍କ ରଖି ବ୍ଲାକ୍‌ମେଲ୍ କରୁଥିବା ଯୁବତୀ ଜଣଙ୍କ ନିଜ ମାଆଙ୍କ ସହ ଅାସି ଥାନାରେ ଜଣାଇଥିଲେ। ଘଟଣାରେ ପୁଲିସ ଅାଇପିସିର ଅନେକ ସଙ୍ଗୀନ ଦଫାରେ କହଁରଙ୍କ ନାଁରେ ମାମଲା ରୁଜୁ […]

  • Friday, 16 July 2021
bank
ଆଜି ବ୍ୟାଙ୍କ ଧର୍ମଘଟ

ନୂଆଦିଲ୍ଲୀ: ଅଲ୍‌ ଇଣ୍ଡିଆ ବ୍ୟାଙ୍କ ଅଫିସର୍ସ କନଫେଡେରେସନ୍‌ (ଏଆଇବିଓସି)ର ଧର୍ମଘଟ ଯୋଗୁ ଆଜି ସରକାରୀ ବ୍ୟାଙ୍କ ବନ୍ଦ ରହିବ। ତତକ୍ଷଣାତ୍‌ ଦରମା ସଂଶୋଧନ ଓ ବ୍ୟାଙ୍କ ମିଶ୍ରଣ ବିରୋଧରେ ଏଆଇବିଓସି ଧର୍ମଘଟ ଡାକରା ଦେଇଛି। ବ୍ୟାଙ୍କ ଅଫ୍‌ ବରୋଦା, ବିଜୟା ବ୍ୟାଙ୍କ ଓ ଦେନା ବ୍ୟାଙ୍କର ମିଶ୍ରଣକୁ ଏଆଇବିଓସି ବିରୋଧ କରୁଛି। ଏହାସହ ସ୍କେଲ୍ ୧ କର୍ମଚାରୀଙ୍କଠାରୁ ସ୍କେଲ୍ ୭ ପର୍ଯ୍ୟନ୍ତ ସମସ୍ତ କର୍ମଚାରୀଙ୍କ ଦରମା ପୁନଃନିର୍ଦ୍ଧାରଣ ଓ ସପ୍ତାହକୁ ୫ ଦିନ କାର୍ଯ୍ୟଦିବସ ଦାବିରେ ଏହି […]

  • Friday, 16 July 2021
4
ନିର୍ବାଚନ ପୂର୍ବରୁ ୩ ଦଳର ଅାୟୁଧ ପଦଯାତ୍ରା

ଭୁବନେଶ୍ୱର : ବିଜେଡିର ପଦଯାତ୍ରା ଓ କଂଗ୍ରେସର ଜାଗରଣ ଯାତ୍ରକୁ ଟକ୍କର ଦେବ ବିଜେପିର ଜନଜାଗରଣ ଯାତ୍ରା ଓ ପରିବର୍ତ୍ତନ ଯାତ୍ରା। ରାଜ୍ୟ କାର୍ଯ୍ୟକାରିଣୀରେ ହୋଇଥିବା ଏ ନିଷ୍ପତ୍ତି ସଂପର୍କରେ ଅାଜି ସୂଚନା ଦେଇଛନ୍ତି ରାଜ୍ୟ ସଭାପତି ବସନ୍ତ ପଣ୍ଡା । ଏ ଯାତ୍ରା ପୂର୍ବରୁ ଅକ୍ଟୋବର ୨୭ରୁ ୩୦ ତାରିଖ ପର୍ଯ୍ୟନ୍ତ ଦଳ କରିବ ସରକାରଙ୍କ ଦୁର୍ନୀତି ବିରୋଧରେ ହଲ୍ଲାବୋଲ ଅଭିଯାନ। ସରକାରଙ୍କ ବିରୋଧରେ ମେଗା ୧୦ଟି  ଦୁର୍ନୀତିର ପୋଲ୍‌ ଖୋଲିବା ପାଇଁ ପ୍ରତି ବ୍ଲକରେ […]

  • Friday, 16 July 2021
2
ବଙ୍ଗୋପସାଗରରେ ଦାନା ବାନ୍ଧୁଛି ଅାଉ ଏକ ବାତ୍ୟା

ଭୁବନେଶ୍ୱର : ପୁଣି ସେହି ଅକ୍ଟୋବର । ପୁଣି ବାତ୍ୟା ଅାଶଙ୍କା। ବଙ୍ଗୋପସାଗରରେ ଦାନା ବାନ୍ଧୁଛି ଅାଉ ଏକ ବାତ୍ୟା । ମାଡ଼ ହୋଇପାରେ ଓଡ଼ିଶା ଉପକୂଳରେ । ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ, ଡିପ୍ରେସନ୍ ବା ଅବପାତର ରୂପ ନେଇସାରିଛି। ଅାସନ୍ତା ୨୪ ଘଣ୍ଟା ମଧ୍ୟରେ ଏହା ଘନୀଭୂତ ହୋଇ ଡିପ୍ ଡିପ୍ରେସନ୍ ଓ ତା ପରବର୍ତ୍ତୀ ୨୪ ଘଣ୍ଟାରେ ବାତ୍ୟାର ରୂପ ନେବ ବୋଲି ଅାକଳନ କରିଛି ପାଣିପାଗ ବିଭାଗ। ଏହାର ପ୍ରଭାବରେ ଓଡ଼ିଶା […]

  • Friday, 16 July 2021
e1
ବୃଦ୍ଧଙ୍କୁ ଦଳିଦେଲା ଦନ୍ତା ହାତୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲାରେ ପୁଣି ହାତୀ ଆତଙ୍କ। ଜବଲାଡ଼ିହି ଗାଁରେ  ଗୋଟିଏ ଦନ୍ତା ହାତୀ ଜଣେ ବୃଦ୍ଧଙ୍କୁ ଦଳି ଦେଇଛି। ତାଙ୍କ ନାଁ ଫେଜେ ପେରେ। ଏଥିସହ ଦନ୍ତା ହାତୀଟି ୫ଟି ଘର ମଧ୍ୟ ଭାଙ୍ଗି ଦେଇଛି। ଗତକାଲି ବିଳମ୍ବିତ ରାତିରେ ଫେଜେ ଘରେ ଶୋଇଥିବା ବେଳେ ହାତୀଟି ଘର ଭାଙ୍ଗିଥିଲା। ଭୟରେ ସେ ବାହାରକୁ ଦୌଡ଼ି ଆସିବାରୁ ଦନ୍ତା ହାତୀଟି ତାଙ୍କୁ ଦଳି ଦେଇଥିଲା। ଗୁରୁତର ଅବସ୍ଥାରେ ତାଙ୍କୁ ମେଡିକାଲ୍‌ ନିଆଯିବା ସମୟରେ ବାଟରେ ତାଙ୍କର […]

  • Friday, 16 July 2021
a1
୧୦୮ ଆମ୍ବୁଲାନ୍ସ କର୍ମଚାରୀଙ୍କୁ ନିସ୍ତୁକ ପିଟିଲେ ଲୋକେ

ମୟୂରଭଞ୍ଜ: ଆମ୍ବୁଲାନ୍ସ କର୍ମଚାରୀଙ୍କୁ ମାଡ଼। ମୟୂରଭଞ୍ଜ ଜିଲ୍ଲା ବଡ଼ସାହି ଥାନା ଅନ୍ତର୍ଗତ ଉଦଳା-ବାରିପଦା ରାସ୍ତାର ଚାଉଳିଆଶୋଳ ଛକ ନିକଟରେ ୧୦୮ ଆମ୍ବୁଲାନ୍ସର କର୍ମଚାରୀଙ୍କୁ ଲୋକେ ନିସ୍ତୁକ ମାଡ଼ ମାରିଛନ୍ତି। ଏଥିରେ ୬ ଜଣ ଆମ୍ବୁଲାନ୍ସ କର୍ମଚାରୀ ଆହତ ହୋଇଛନ୍ତି। ସୂଚନା ଅନୁସାରେ, ଗତକାଲି ବିଳମ୍ବିତ ରାତିରେ ଏକ ୧୦୮ ଆମ୍ବୁଲାନ୍ସ ଉଦଳାରୁ ଜଣେ ରୋଗୀଙ୍କୁ ବାରିପଦା ଡାକ୍ତରଖାନାରେ ଛାଡ଼ି ଫେରୁଥିଲା। ପ୍ରବଳ କୁହୁଡ଼ି ଯୋଗୁ ରାସ୍ତାକଡ଼ରେ ଥିବା ଏକ ଟ୍ରଲିକୁ ଆମ୍ୱୁଲାନ୍ସଟି ଧକ୍କା ଦେଇଥିଲା। ଏହା ପରେ […]

  • Friday, 16 July 2021
suicide
ଛାତ୍ରୀ ନିବାସରେ ଛାତ୍ରୀଙ୍କ ଆତ୍ମହତ୍ୟା ଅଭିଯୋଗ

ଯାଜପୁର: ଛାତ୍ରୀ ନିବାସରେ ଜଣେ ଛାତ୍ରୀ ବେକରେ ଓଡ଼ଣୀ ଲଗାଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ଯାଜପୁର ଜିଲ୍ଲା ବୈରୀ ଥାନା ଛତିଆ ସ୍ଥିତ ଏକ ଛାତ୍ରୀ ନିବାସରେ ଏହି ଅଭାବନୀୟ ଘଟଣା ଘଟିଛି। ମୃତ ଛାତ୍ରୀ ଜଣକ କଟକ ଟାଙ୍ଗୀ ସ୍ଥିତ ଘରୋଇ କଲେଜରେ ପାଠ ପଢୁଥିଲେ। ତାଙ୍କ ଘର ମଙ୍ଗଳପୁର ଥାନା ଇଛାପୁରରେ ବୋଲି ଜଣାପଡ଼ିଛି। ସୂଚନା ଅନୁସାରେ, ବୁଧବାର ଛାତ୍ରୀ ଜଣକ କଲେଜ ନ ଯାଇ ଏକୁଟିଆ ରୁମ୍‌ରେ ଥିଲେ। ସନ୍ଧ୍ୟାରେ ରୁମ୍‌ମେଟ୍ […]

  • Friday, 16 July 2021
c3
କଟକବାସୀଙ୍କୁ ଘାରିଛି ଜାଇକା ଯନ୍ତ୍ରଣା

କଟକ: କଟକବାସୀଙ୍କୁ ଏବେ ଘାରିଛି ଜାଇକା ଯନ୍ତ୍ରଣା। ଜାଇକାକୁ ନେଇ ବେଶ୍‌ କିଛି ଦିନ ଧରି ସମସ୍ୟା ଘେରରେ କଟକବାସୀ ରହିଥିବା ଦେଖିବାକୁ ମିଳିଛି । ଦୀର୍ଘ ଦିନ ଧରି କଟକରେ ଜାଇକା ପ୍ରକଳ୍ପକୁ ନେଇ ରାସ୍ତା ଖୋଳା ଯାଇଛି। ଯାହାକୁ ନେଇ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେଉଥିଲେ ଲୋକେ। ତେବେ ବର୍ତ୍ତମାନ ସମସ୍ୟା ଆହୁରି ବଢ଼ିଛି। ଜାଇକା ନିର୍ମାଣ ବେଳେ ବିଭିନ୍ନ ଅଘଟଣ ଘଟଣା ସାମ୍ନାକୁ ଆସିଛି। ହେଲେ ଏବେ ଜାଇକା ପ୍ରକଳ୍ପକୁ ନେଇ ନୂଆ […]

  • Friday, 16 July 2021