• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from Odisha

bjd-1-up
ଖଣ୍ଡପଡ଼ା ନିର୍ବାଚନମଣ୍ଡଳୀରେ ବିଜେଡିରେ ଗୋଷ୍ଠୀ କନ୍ଦଳ

ଖଣ୍ଡପଡ଼ା : ବଢୁଛି ଖଣ୍ଡପଡ଼ା ନିର୍ବାଚନମଣ୍ଡଳୀରେ ବିଜେଡିରେ ଗୋଷ୍ଠୀ କନ୍ଦଳ । ଜନ ସମ୍ପର୍କ ପଦଯାତ୍ରା ବେଳେ ମୁହାଁମୁହିଁ ହୋଇଛନ୍ତି ବିଧାୟକ ଅନୁଭବ ପଟ୍ଟନାୟକ ଓ ସାଂସଦ ସୌମ୍ୟ ରଞ୍ଜନ ପଟ୍ଟନାୟକଙ୍କ ସମର୍ଥକ ଗୋଷ୍ଠୀ। ବନମାଳିପୁର ପଞ୍ଚାୟତରେ ବିଜେଡିର ଜନ ସମ୍ପର୍କ ପଦଯାତ୍ରା ବେଳେ ବିଧାୟକ ଅନୁଭବ ପଟ୍ଟନାୟକଙ୍କୁ ତୀବ୍ର ବିରୋଧ କରିଛନ୍ତି ସାଂସଦ ସୌମ୍ୟ ରଞ୍ଜନ ପଟ୍ଟନାୟକଙ୍କ ସମର୍ଥକ। ସୌମ୍ୟଙ୍କ ଗୋଷ୍ଠୀ ପକ୍ଷରୁ ବିଧାୟକଙ୍କ ବିରୋଧରେ ପ୍ରବଳ ନାରାବାଜି ସାଙ୍ଗକୁ ପୋଷ୍ଟର ଓ ବ୍ୟାନରରେ ମଧ୍ୟ […]

  • Friday, 16 July 2021
saibani
ଓଟିଭିର ମହାପ୍ରଭାବ ; ଡୁଙ୍ଗୁରିପାଲିର ୮୦ ବର୍ଷର ବୃଦ୍ଧାଙ୍କୁ ମିଳିବ ରାସନ କାର୍ଡ

ଭୁବନେଶ୍ୱର: ଓଟିଭିର ମହାପ୍ରଭାବ। ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲିର ୮୦ ବର୍ଷର ବୃଦ୍ଧା ସାଇବାନୀ ଗୁରୁଙ୍କୁ ଖାଉଟି କାର୍ଡ ମିଳିନଥିବା ସମ୍ପର୍କରେ ଗତକାଲି ଖବର ପ୍ରସାରଣ ପରେ ଅାଜି କାର୍ଡ ଯୋଗାଇକୁ ପ୍ରଶାସନର ତତ୍ପରତା। ଡୁଙ୍ଗୁରିପାଲି ଯୋଗାଣ ନିରୀକ୍ଷକ ଗାଁକୁ ଯାଇ ସାଇବାନୀଙ୍କ ଲାଗି ଅାବେଦନ ଫର୍ମ ଭରିବା ସହ ଅାବଶ୍ୟକ ଡକ୍ୟୁମେଣ୍ଟ ସଂଗ୍ରହ କହିଛନ୍ତି । ଅାସନ୍ତା ମାସରୁ ତାଙ୍କୁ ରାସନକାର୍ଡ ଜରିଅାରେ ଚାଉଳ ଯୋଗାଇ ଦିଅାଯିବ ବୋଲି କହିଛନ୍ତି ଯୋଗାଣ ନିରୀକ୍ଷକ। ସେପଟେ ଅାସନ୍ତା ମାସରୁ […]

  • Friday, 16 July 2021
burn-up
ଜହ୍ଲାଦ ଜ୍ୱାଇଁର ଜଘନ୍ୟ କାଣ୍ଡ

ଜଗତସିଂପୁର  : ପାରିବାରିକ କଳହର ଭୟଙ୍କର ରୂପ । ଜହ୍ଲାଦ ଜ୍ୱାଇଁର ଜଘନ୍ୟ କାଣ୍ଡ । ଜାଳି ମାରିଦେଲା ପତ୍ନୀ, ଶାଶୁ ଅାଉ ଶ୍ୱଶୁରଙ୍କୁ । ଅାଉ ସେହି ନିଆଁରେ ଜଳିପୋଡ଼ି ଛାରଖାର ହୋଇଗଲା ଜ୍ୱାଇଁ । ବୀଭତ୍ସ ଅାଉ ଭୟଙ୍କର ଏହି ଦୃଶ୍ୟ । ଯାହାକୁ ଦେଖିଲେ ହୃଦୟ ଥର୍ ଉଠିବ । ମରି ପଡ଼ିଛି ଚାରି ଚାରିଟି ମୃତଦେହ । ଅାଉ ଏହି ମୃତଦେହ ଗୁଡ଼ିକ ହେଉଛି ଜଗତସିଂପୁର ଜିଲ୍ଲା କୁଜଙ୍ଗ ଥାନା ବନାପାଟ […]

  • Friday, 16 July 2021
bank
ଜନଧନ ଯୋଜନାରେ ବ୍ୟାପକ ହରିଲୁଟ୍ !

ଭୁବନେଶ୍ୱର :  କେନ୍ଦ୍ର ସରକାରଙ୍କ ଜନଧନ ଯୋଜନା । ଜିରୋ ବାଲାନ୍ସରେ ଅାକାଉଣ୍ଟ। ବ୍ୟାଙ୍କ ସହିତ ତଳରୁ ତଳ ସ୍ତର ଲୋକଙ୍କୁ ଯୋଡିବାର ଭିନ୍ନ ପ୍ରୟାସ । କିନ୍ତୁ ଏଥିରେ ଚାଲିଛି ହରିଲୁଟ। ବିଭିନ୍ନ ଜାଗାରେ ଷ୍ଟେଟ ବ୍ୟାଙ୍କ ଖୋଲିଥିବା ସି.ଏସ୍.ପି କାଉଣ୍ଟରରେ ଚାଲିଛି ବେଅାଇନ କାରବାର । ଖାତା ଖୋଲିବା, ଟଙ୍କା ଡିପୋଜିଟ କରିବା ଏବଂ ଟଙ୍କା କାଢିବା ପାଇଁ ଖୋଲାଖୋଲି ଚାଲିଛି କମିଶନ କାରବାର । ଯାହାର ଏକ ଭିଡ଼ିଓ ଭାଇରାଲ୍ ହୋଇଛି । […]

  • Friday, 16 July 2021
aahar
‘ରାତ୍ରି ଆହାର’ କେନ୍ଦ୍ର ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ଆହାର ଯୋଜନାରେ ନୂଆ ପଦକ୍ଷେପ। ଏଣିକି ରାତିରେ ମଧ୍ୟ ଆହାର ମିଳିବ। ଗତକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ‘ରାତ୍ରି ଆହାର’ କେନ୍ଦ୍ର ଉଦ୍‌ଘାଟନ କରିଛନ୍ତି। ମୁଖ୍ୟମନ୍ତ୍ରୀ ଭୁବନେଶ୍ୱର କ୍ୟାପିଟାଲ୍‌ ହସ୍ପିଟାଲ୍‌ ପରିସରରେ ରାତ୍ରି ଆହାର କେନ୍ଦ୍ରର ଶୁଭାରମ୍ଭ କରିଥିଲେ। ପ୍ରାଥମିକ ପର୍ଯ୍ୟାୟରେ ଭୁବନେଶ୍ୱରର ସମ୍ ଓ କଳିଙ୍ଗ ହସ୍ପିଟାଲ ପରିସରରେ ମଧ୍ୟ ଏହି ଯୋଜନା ଲାଗୁ ହୋଇଛି।  ରାଜ୍ୟର ମୋଟ୍‌ ୫୬ଟି କେନ୍ଦ୍ରରେ ରାତିରେ ଆହାର ମିଳିବ। ଏହି କ୍ରମରେ କୋରାପୁଟ, ସମ୍ବଲପୁର […]

  • Friday, 16 July 2021
ambulance
ପୁଣି ଫେଲ ମାରିଲା ଅାମ୍ବୁଲାନ୍ସ ସେବା

ରାୟଗଡା : ପୁଣି ଫେଲ୍ ମାରିଲା ଅାମ୍ବୁଲାନ୍ସ ସେବା। ୮ କିଲୋମିଟର ଭାରରେ ବୁହା ହୋଇ ମେଡିକାଲ ଗଲେ ରୋଗୀ।  ଏଭଳି ଘଟଣା ଘଟିଛି ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ପାରାମାଳି ଗାଁରେ। ଗାଁର ପୁଲୁକା ଶିକକା ବହୁ ଦିନରୁ ରୋଗରେ ପୀଡ଼ିତ ଥିଲେ। ଗତକାଲି ରାତିରେ ଗୋଡହାତ ଫୁଲି ଯିବାରୁ ଚଲାବୁଲା କରିପାରିଲେ ନାହିଁ। ମେଡିକାଲ ନେବା ପାଇଁ ଫୋନ କରିବାରୁ ଅାମ୍ବୁଲାନ୍ସ ଉପଲବ୍ଧ ନଥିବା କୁହାଯାଇଥିଲା। ଫଳରେ ନିରୂପାୟ ହୋଇ କମ୍ବଳରେ ଭାର କରି […]

  • Friday, 16 July 2021
Jalandhara
କୋରାପୁଟର ବହି ମଣିଷ ଜଳନ୍ଧର ଗାଣ୍ଠ

କୋରାପୁଟ : କୋରାପୁଟର ବହି ମଣିଷ ଭାବେ ପରିଚିତ ସେ । ନାଁ ତାଙ୍କର ଜଳନ୍ଧର ଗାଣ୍ଠ । ବହୁ ପୁରାତନ ଠାରୁ ଅାରମ୍ଭ କରି ଅତ୍ୟାଧୁନିକ ପୁସ୍ତକରେ ଭର୍ତ୍ତି ହୋଇଛି ତାଙ୍କ ଘର। ପୁସ୍ତକ ସଂଗ୍ରହ ତାଙ୍କର ଯେମିତି ଏକ ନିଶା ପାଲଟି ଯାଇଛି। ଯେବେ ସେ କୋରାପୁଟ ବାହାରକୁ  ଯାଆନ୍ତି ପୁସ୍ତକ ଆଣିବାକୁ ଭୁଲନ୍ତି ନାହିଁ । ସବୁ ପୁସ୍ତକକୁ ଏକାଠି କରି ନିଜ ଘରେ କରିଛନ୍ତି ଏକ ଅନନ୍ୟ ପାଠାଗାର। ଜଳନ୍ଧରଙ୍କ ଏହି ପୁସ୍ତକ […]

  • Friday, 16 July 2021
bse
ମାଟ୍ରିକ ପରୀକ୍ଷାରେ ସିସିଟିଭି ଲଗାଇବା ବ୍ୟବସ୍ଥା ନେଇ ଆଶଙ୍କା

ଭୁବନେଶ୍ୱର: ଏଥର ମାଟ୍ରିକ ପରୀକ୍ଷା ବେଳେ ହଲ୍‌ରେ ସିସିଟିଭି ବ୍ୟବସ୍ଥା ଲାଗୁ ନେଇ ଆଶଙ୍କା ଦେଖାଦେଇଛି। ନିଜେ ଗଣଶିକ୍ଷା ମନ୍ତ୍ରୀ ବଦ୍ରି ନାରାୟଣ ପାତ୍ର ଏହି ଆଶଙ୍କା ପ୍ରକାଶ କରିଛନ୍ତି। ମନ୍ତ୍ରୀ କହିଛନ୍ତି, ସିସିଟିଭି ଲଗାଇବାରେ ବଜେଟ୍‌ ବାଧକ ସାଜିଛି। କଲେଜମାନଙ୍କରେ ସ୍ୱତନ୍ତ୍ର ଫଣ୍ଡ୍ ବ୍ୟବସ୍ଥା ରହିଥିବା ବେଳେ ସ୍କୁଲ୍‌ରେ ସ୍ୱତନ୍ତ୍ର ଫଣ୍ଡ୍ ବ୍ୟବସ୍ଥା ନାହିଁ। ତେଣୁ କଲେଜଗୁଡ଼ିକ ସ୍ୱତନ୍ତ୍ର ପାଣ୍ଠିରେ ସିସିଟିଭି ଲଗାଇ ପାରିବେ। ପୂର୍ବରୁ ଗଣଶିକ୍ଷା ବିଭାଗ ପକ୍ଷରୁ ମାଟ୍ରିକ ପରୀକ୍ଷାରେ ସିସିଟିଭି ଲାଗିବ […]

  • Friday, 16 July 2021
fire-up-12
ବାଘୁଣୀ ‘ସୁନ୍ଦରୀ’କୁ ନେଇ ଥମୁନି ଉତ୍ତେଜନା

ଅନୁଗୁଳ : ବାଘୁଣୀ ‘ସୁନ୍ଦରୀ’କୁ ନେଇ ଥମୁନି ଉତ୍ତେଜନା । ସଂଧ୍ୟାରେ ପୁଣି ଲଙ୍କାକାଣ୍ଡ ଭିଅାଇଛନ୍ତି ଉତ୍ତ୍ୟକ୍ତ ଲୋକେ । ଗୋଟିଏ ପୁଲିସ ଗାଡ଼ିରେ ଲୋକେ ନିଆଁ ଲଗାଇ ଦେଇଛନ୍ତି। କାଞ୍ଜରା ମୁଣ୍ଡାସାହି ନିକଟରେ ଏହି ଲଙ୍କାକାଣ୍ଡ ଭିଅାଇଛନ୍ତି । ଉତ୍ତ୍ୟକ୍ତ ଲୋକଙ୍କ ଢ଼େଲାମାଡ଼ରେ ୩ ଜଣ ବରିଷ୍ଠ ଅଧତ୍କାରୀ ଅାହତ ହୋଇଥିବା ଖବର ଅାସିଛି । ଉପଜିଲ୍ଲାପାଳ, ତହସିଲଦାର ଏବଂ ଅନୁଗୁଳ IIC ଅାହତ ହୋଇଥିବା ସୂଚନା ମିଳିଛି । ସେପଟେ ସ୍ଥିତିକୁ ନିୟନ୍ତ୍ରଣ ପାଇଁ […]

  • Friday, 16 July 2021
puri-bombing-up 12
ପୁରୀରେ ଗୋଷ୍ଠୀ ସଂଘର୍ଷ

ପୁରୀ : କମେଣ୍ଟ ମରା ଓ ପୂର୍ବ ଶତ୍ରୁତାକୁ ନେଇ ପୁରୀରେ ଗୋଷ୍ଠୀ ସଂଘର୍ଷ। ବଳିଅାପଣ୍ଡା ଥାନା ମଙ୍ଗଳାସାହିରେ ଦୁଇଗୋଷ୍ଠୀ ମୁହାଁମୁହିଁ ହୋଇଛନ୍ତି। ସିରିଜ୍ ବୋମା ମାଡ଼ ସାଙ୍ଗକୁ ଦୁଇ ଗୋଷ୍ଠୀ ପରସ୍ପରକୁ ଧାରୁଅା ଅସ୍ତ୍ରରେ ଅାକ୍ରମଣ କରିବା ଫଳରେ ଉଭୟ ପକ୍ଷରୁ ୬ ଜଣ ଅାହତ ହୋଇଛନ୍ତି। ଦୁଇ ଜଣ ଅାହତଙ୍କୁ ପୁରୀ ସଦର ମେଡିକାଲରେ ଭର୍ତ୍ତି କରାଯାଇଛି। ଘଟଣା ସ୍ଥଳରେ ଉତ୍ତେଜନା ଜାରି ରହିଛି। ଲୋକେ ଟାୟାର ଜାଳି ରାସ୍ତାରୋକ କରିଛନ୍ତି। ସ୍ଥିତି ନିୟନ୍ତ୍ରଣ […]

  • Friday, 16 July 2021
titli-1
ତିତ୍‌ଲି ବିପର୍ଯ୍ୟୟରୁ ମୁକୁଳି ପାରୁନି ଦକ୍ଷିଣ ଓଡ଼ିଶା

ଭୁବନେଶ୍ୱର : ବାତ୍ୟା ତିତ୍‌ଲିକୁ ବିତିଲାଣି ପ୍ରାୟ ୧୧ ଦିନ। କିନ୍ତୁ ଏଯାଏଁ ଏହି କ୍ଷୟକ୍ଷତିରେ ଅାସିନି ସୁଧାର। ବିଶେଷତଃ ତିତ୍‌ଲି ବିପର୍ଯ୍ୟୟରୁ ମୁକୁଳି ପାରୁନି ଦକ୍ଷିଣ ଓଡ଼ିଶା। ୧୨ ଦିନ ହେବ ରେଳ ସଂଯୋଗରୁ ବିଚ୍ଛିନ୍ନ ହୋଇରହିଛି ପାରଳାଖେମୁଣ୍ଡି ଓ ଗୁଣପୁର ଅଞ୍ଚଳ। ତିତ୍‌ଲି ପରବର୍ତ୍ତୀ ଲଗାଣ ବର୍ଷା ଯୋଗୁଁ ପାରଳାଖେୁଣ୍ଡି ଓ ପୁରୁଣାପାଟଣା ମଧ୍ୟରେ ଏ ବିରାଟ ଘାଇ କାରଣରୁ ଧୋଇଯାଇଥିବା ରେଳଧାରଣା ଏବେ ବି ଅସଜଡ଼ା । ଫଳରେ ପାରଳା, କାଶୀନଗର, ଗୁଣପୁର […]

  • Friday, 16 July 2021
deadbody-up
କଟକ ବଡ଼ ମେଡିକାଲ୍‌ରେ ସମ୍ବେଦନହୀନତାର ନଗ୍ନ ଦୃଶ୍ୟ

କଟକ : ସମାଜର ସାମୂହିକ ବିବେକକୁ ଦୋହଲାଇ ଦେବା ଭଳି ଏକ ଦୃଶ୍ୟ ଅାଜି ଦେଖିବାକୁ ମିଳିଛି କଟକ ବଡ଼ ମେଡିକାଲ୍‌ରେ । ଓଡ଼ିଶାର ବଡ଼ ଡାକ୍ତରଖାନାରେ ଚିକିତ୍ସା ପାଇଁ ଅାସିଥିବା ବୃଦ୍ଧ ରୋଗୀଟିଏ କିପରି ଚିକିତ୍ସା ଅଭାବରେ ଜୀବନ ହାରିଦେଇଛି ଏ ହେଉଛି ତାର ଜ୍ୱଳନ୍ତ ଉଦାହରଣ । ଘଟଣା ଏହିପରି ….. ବଡ଼ ମେଡିକାଲ୍‌ର ମେଡିସିନ୍ ଓ୍ୱାର୍ଡ। ଅାଉ ତାରି ୧୦ ହାତ ଦୂରରେ ପଡ଼ିଛି ଜଣେ ମଣିଷର ଶବ। ସମୟ ସକାଳ ପାଖାପାଖି […]

  • Friday, 16 July 2021
bjp
ରାଜ୍ୟ ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ କଟକରେ ଋଣହୁଙ୍କାର

କଟକ: ପିପିଲି ପୀଡ଼ିତାଙ୍କୁ ଗଣଦୁଷ୍କର୍ମ ଘଟଣାରେ ତଥ୍ୟ ପ୍ରମାଣ ଯୋଗାଡ଼ରେ କ୍ରାଇମ୍‌ବ୍ରାଞ୍ଚ ବିଫଳ ହୋଇଥିବା ଅଭିଯୋଗ ହୋଇଛି। ଏହି ଅଭିଯୋଗ ଆଣି ରାଜ୍ୟ ବିଜେପି ମହିଳା ମୋର୍ଚ୍ଚା କଟକରେ ଋଣହୁଙ୍କାର କରିଥିଲା। ଆଜି ଏହି ପ୍ରତିବାଦରେ ବିଜେପି ମହିଳା ମୋର୍ଚ୍ଚା ଶୋଭାଯାତ୍ରା କରିଛି। ଆଜି ରାଜ୍ୟ ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ଦରଘା ବଜରାରୁ ଏକ ରାଲି ବାହାରି ବକ୍ସି ବଜାର ଦେଇ କ୍ରାଇମ୍‌ବ୍ରାଞ୍ଚ ଅଫିସ ପର୍ଯ୍ୟନ୍ତ ଯାଇଥିଲା। ସେଠାରେ ପହଞ୍ଚି କ୍ରାଇମବ୍ରାଞ୍ଚ ଅଫିସ ଘେରାଉ କରାଯିବ […]

  • Friday, 16 July 2021
ratha
କେନ୍ଦୁଝରର ଶ୍ରୀବଳଦେବଜୀଉଙ୍କ ରଥ ବିଶ୍ୱର ସବୁଠୁ ବଡ଼ ରଥ ଭାବେ GRRF ପକ୍ଷରୁ ଘୋଷଣା

କେନ୍ଦୁଝର: କେନ୍ଦୁଝରର ଶ୍ରୀବଳଦେବଜୀଉଙ୍କ ରଥ ବିଶ୍ୱର ସବୁଠୁ ବଡ଼ ରଥ ବୋଲି ଗ୍ଲୋବାଲ୍ ରେକର୍ଡସ୍‌ ଏଣ୍ଡ ରିସର୍ଚ୍ଚ ଫାଉଣ୍ଡେସନ୍ (GRRF) ଘୋଷଣା କରିଛି। ଫଳରେ ଏହା ଗିନିଜ୍ ୱାର୍ଲଡ୍‌ ରେକର୍ଡସ୍‌ରେ ସ୍ଥାନ ପାଇବାକୁ ପଥ ପରିଷ୍କାର ହୋଇଛି ବୋଲି ସୂଚନା ମିଳିଛି। ପୂର୍ବରୁ କେନ୍ଦୁଝର ଦେବୋତ୍ତର ବିଭାଗ ପକ୍ଷରୁ ଶ୍ରୀବଳଦେବଜୀଉଙ୍କ ରଥ ବିଶ୍ୱର ବଡ଼ରଥ ବୋଲି ବାରମ୍ବାର ବିଭିନ୍ନ ଫୋରମ୍‌ରେ ଦାବି ହୋଇ ଆସୁଥିଲା। ତେବେ GRRF ପକ୍ଷରୁ ଏନେଇ ଯାଞ୍ଚ କରାଯିବା ପରେ ବିଧିବଦ୍ଧ ଘୋଷଣା […]

  • Friday, 16 July 2021
dead-body-11
ଶୋଇଥିବା ବେଳେ ପଥରରେ ଛେଚି ହତ୍ୟା!

ଭଦ୍ରକ: ଘରେ ଶୋଇଥିବା ବେଳେ ଜଣେ ବ୍ୟକ୍ତିଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ଭଦ୍ରକ ଜିଲ୍ଲା ବାସୁଦେବପୁର ଅନ୍ତର୍ଗତ ବଛିପୁର ଗାଁରେ ଏହି ଅଭାବନୀୟ ଘଟଣା ଘଟିଛି। ମୃତକ ହେଲେ ଗଣେଶ ଶତପଥୀ (୪୦) ସୂଚନା ଅନୁସାରେ, ଗଣେଶ ଓ ତାଙ୍କ ଝିଅ ଗତକାଲି ରାତିରେ ଘରେ ଶୋଇଥିଲେ। ତେବେ ବିଳମ୍ବିତ ରାତିରେ କେହି ଦୁର୍ବୃତ୍ତ ଘର ଭିତରେ ପଶି ଗଣେଶଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଛି। ତାଙ୍କୁ ହତ୍ୟା କରିବା ପରେ ଦୁର୍ବୃତ୍ତମାନେ ଘରର କବାଟ […]

  • Friday, 16 July 2021
dama-byte-12 up
ପୁଣି ଗର୍ଜିଲେ ଦାମ ରାଉତ

ବାରିପଦା : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପୁଣି ଟାର୍ଗେଟ କଲେ ବିଧାୟକ ଦାମୋଦର ରାଉତ । ବାରିପଦାରେ ଅାୟୋଜିତ ଏକ ସାଧାରଣ ସଭାରେ ସେ ଦୁର୍ନୀତିକୁ ନେଇ ବିଜେଡି ସରକାର ଓ ନବୀନ ପଟ୍ଟନାୟକଙ୍କୁ କଡ଼ା ସମାଲୋଚନା କରିଛନ୍ତି। ମୟୂରଭଂଜ ମିଳିତ କ୍ରିୟାନୁଷ୍ଠାନ କମିଟି ଦ୍ୱାରା ଅାୟୋଜିତ ସଭାରେ ଦାମ ଗର୍ଜନ କରି କହିଛନ୍ତି, ଜିଲ୍ଲାର ଅାଦିବାସୀ ହରିଜନ, ସାଧାରଣ ବର୍ଗଙ୍କ ପାଇଁ କିଛି କରି ନାହାନ୍ତି ନବୀନ। ମୟୂରଭଂଜବାସୀଙ୍କୁ ଧୋକା ଦେଇଛନ୍ତି। ଉଦାହରଣ ଦେଇ ଦାମ […]

  • Friday, 16 July 2021
nandankanan1
ଶୀତରୁ ମୁକ୍ତି ପାଇଁ ନନ୍ଦନକାନନରେ ପଶୁପକ୍ଷୀଙ୍କ ପାଇଁ ବ୍ୟାପକ ବ୍ୟବସ୍ଥା

ଭୁବନେଶ୍ୱର: ଜାଡ଼ରେ ଥରୁଛି ସାରା ଓଡ଼ିଶା। ଦିନକୁ ଦିନ ପାରଦ କମୁଥିବା ବେଳେ ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଥିବା ବିଭିନ୍ନ ପଶୁ ପକ୍ଷୀ ଯେମିତି ପ୍ରଭାବିତ ନହେବେ ସେଥିପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ଖାଲି ସାପ ନୁହେଁ ପାଣିରେ ରହୁଥିବା କୁମ୍ଭୀର ମଧ୍ୟ ଶୀତରେ ଅସ୍ତବ୍ୟସ୍ତ। କୁମ୍ଭୀରଙ୍କୁ ଶୀତ ଦାଉରୁ ରକ୍ଷା କରିବା ପାଇଁ ଏନ୍‌କ୍ଲୋଜର୍‌ ପାଣି ପାଖରେ ଶୁଖିଲା ବାଲି ପକା ଯାଇଛି। ସିମ୍ପାଜି ପାଇଁ ରୁମ୍ ଭିତରେ ପ୍ଲାଏ ଉଡ୍ ପଡ଼ିଛି। ପାଖରେ ରୁମ୍ […]

  • Friday, 16 July 2021
bjp -1 up
ବିଜେପିରେ ଯୋଗ ଦେଲେ ସିମୁଳିଅାର ପୂର୍ବତନ ବିଧାୟକ

ବାଲେଶ୍ୱର  : ବିଜେପିରେ ଯୋଗ ଦେଲେ ବାଲେଶ୍ୱର ଜିଲ୍ଲା ସିମୁଳିଅାର ପୂର୍ବତନ କଂଗ୍ରେସ ବିଧାୟକ ପଦ୍ମଲୋଚନ ପଣ୍ଡା। ଖଇରା ବ୍ଲକ୍‌ ପତରାହପୁର ମେଳନ ପଡ଼ିଆରେ ଅନୁଷ୍ଠିତ ବିଜେପିର ମିଳନ ପର୍ବରେ ନିଜ ନିର୍ବାଚନ ମଣ୍ଡଳୀର ବହୁ କଂଗ୍ରେସ କର୍ମୀଙ୍କ ସହ ସେ ବିଜେପିରେ ଯୋଗ ଦେଇଛନ୍ତି। ଏହି ମିଳନ ପର୍ବରେ ମୁଖ୍ୟ ଅତିଥି ଭାବେ କେନ୍ଦ୍ର ପେଟ୍ରୋଲିୟମ ଓ ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ , ବିଜେପି ରାଜ୍ୟ ସଭାପତି ବସନ୍ତ ପଣ୍ଡା, ଅଭିନେତା ମିହିର […]

  • Friday, 16 July 2021
puri danga
ପୁରୀ ହିଂସାକାଣ୍ଡ ମାମଲାରେ ଗିରଫ ସଂଖ୍ୟା ୮୬କୁ ବୃଦ୍ଧି

ପୁରୀ : ଅକ୍ଟୋବର ୩ ପୁରୀ ହିଂସାକାଣ୍ଡ ମାମଲାରେ ଗିରଫ ସଂଖ୍ୟା ୮୬ରେ ପହଞ୍ଚିଛି। ସିଂହଦ୍ୱାର ଥାନା ପକ୍ଷରୁ ୪୫ ଓ ଟାଉନ ଥାନା ପକ୍ଷରୁ ୪୧ ଜଣଙ୍କୁ ଗିରଫ କରାଯାଇଛି ବୋଲି ଏସପି ସାର୍ଥକ ଷଡ଼ଙ୍ଗୀ କହିଛନ୍ତି। ହିଂସାକାଣ୍ଡରେ ସଂପୃକ୍ତ ସମସ୍ତ ଅଭିଯୁକ୍ତଙ୍କୁ ଧରିବା ଲାଗି ସହରର ବିଭିନ୍ନ ସ୍ଥାନରେ ଲାଗିଥିବା ସିସିଟିଭି ଫୁଟେଜର ଯାଞ୍ଚ କରାଯାଉଛି। ଧାଡ଼ି ଦର୍ଶନକୁ ବିରୋଧ କରି ଜଗନ୍ନାଥ ସେନା ସହ ବିଭିନ୍ନ ସଂଗଠନ ପକ୍ଷରୁ ଅକ୍ଟୋବର ୩ରେ ପୁରୀରେ […]

  • Friday, 16 July 2021
titli
ବାତ୍ୟା ତିତ୍‌ଲି ଓ ପରବର୍ତ୍ତୀ ବର୍ଷା କ୍ଷୟକ୍ଷତି ନେଇ ସମୀକ୍ଷା

ଭୁବନେଶ୍ୱର : ବାତ୍ୟା ତିତ୍‌ଲି ଏବଂ ପରବର୍ତ୍ତୀ ବନ୍ୟାରେ ମୃତ ଗୃହପାଳିତ ପଶୁପକ୍ଷୀ ପାଇଁ କ୍ଷତିପୂରଣ ଘୋଷଣା କରିଛନ୍ତି ରାଜ୍ୟ ସରକାର। ଗାଈ ପାଇଁ ୩୦ ହଜାର, ବଳଦ ପାଇଁ ୨୫ ହଜାର ଟଙ୍କା ଏବଂ କୁକୁଡ଼ା ଚିଆଁ ପାଇଁ ୫ ହଜାର ଟଙ୍କାର ଅନୁକମ୍ପା ମିଳିବା ନେଇ ସୂଚନା ଦେଇଛନ୍ତି ଯୁଗ୍ମ ରିଲିଫ୍ କମିଶନର୍ । ଏହାଛଡ଼ା ଲୋକଙ୍କ ବାସନକୁସନ, ଲୁଗାପଟା ନଷ୍ଟ ପାଇଁ ୩୮ ଶହ ଟଙ୍କା ମିଳିବ । ସମତୁଲ ଅଞ୍ଚଳରେ ଘର […]

  • Friday, 16 July 2021
clash
ଦଶହରା ବଳଦ ଯାତ୍ରାକୁ ନେଇ ଗୋଷ୍ଠୀ ସଂଘର୍ଷ

ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲା ଭୁବନରେ ଗୋଷ୍ଠୀ ସଂଘର୍ଷ। ଦଶହରା ବଳଦ ଯାତ୍ରାବେଳେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ହୋଇଛି। ପରିସ୍ଥିତି ନିୟନ୍ତ୍ରଣ ଲାଗି ପୁଲିସ ଲାଠିମାଡ଼ କରିଛି । ଦଶହରା ପର ରାତିରେ ବଳଦ ଯାତ୍ରା ଚାଲିଥିବାବେଳେ, ସକାଳୁ ସକାଳୁ ବସଷ୍ଟାଣ୍ଡ ପାଖ ଅରାସାହି ଓ ହରିଜନ ସାହି ମଧ୍ୟରେ ବିବାଦ ଦେଖା ଦେଇଥିଲା। ବିବାଦ ଉଗ୍ରରୂପ ନେବା ସହ ଉଭୟ ଗୋଷ୍ଠୀ ପରସ୍ପର ଉପରକୁ ଢେଲା ପଥର ମାଡ଼ କରିଥିଲେ। ପରିସ୍ଥିତି ନିୟନ୍ତ୍ରଣ ବାହାରକୁ […]

  • Friday, 16 July 2021
Capture
କୋହଲା ପାଗ ସାଙ୍ଗକୁ ଶୀତରେ ଥରୁଛି ଓଡ଼ିଶା

ଭୁବନେଶ୍ୱର: ସାରା ରାଜ୍ୟରେ ଶୀତର ଲହରୀ ଜାରି ରହିଛି। ଦକ୍ଷିଣ ଓଡ଼ିଶା ଉପକୂଳ ଓ ଉତ୍ତର ଆନ୍ଧ୍ର ଉପକୂଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ରାଜ୍ୟବ୍ୟାପୀ କୋହଲା ପାଗ ଲାଗି ରହିଛି। ତେଣୁ ଏଥିପାଇଁ ଆଜିଠାରୁ ଶୀତ ଆହୁରି ବଢ଼ିବା ସମ୍ଭାବନା ରହିଛି। ପାରଦ କମିବ ଏବଂ ପ୍ରବଳ ଶୀତ ଅନୁଭୂତ ହେବ। ଦାରିଙ୍ଗବାଡ଼ିରେ ରାଜ୍ୟର ସବୁଠାରୁ କମ୍‌ ତାପମାତ୍ରା ରହିଛି। ସେଠାରେ ପାରଦ ୬ ଡିଗ୍ରୀ ରେକର୍ଡ ହୋଇଛି। ରାଜ୍ୟରେ ଅଧିକାଂଶ ସହର […]

  • Friday, 16 July 2021
ratha-up 12
ରାବଣ ପୋଡି ପୂର୍ବରୁ ଅଣ୍ଡାମାଡ଼

ଏରସମା : ଏରସମା ରାବଣପୋଡ଼ି ସ୍ଥଳିକୁ ଯାଉଥିବା ଅତିଥିଙ୍କୁ ଅଣ୍ଡାମାଡ଼ ଅଭିଯୋଗ। ଅତିଥି ଯାଉଥିବା ଏକ ରଥ ସଦୃଶ ଗାଡ଼ି ଉପରକୁ ଅଣ୍ଡାମାଡ଼ ହୋଇଛି। ଗାଡ଼ିରେ ମନ୍ତ୍ରୀ ଅଶୋକ ପଣ୍ଡା, ସାଂସଦ ଅନୁଭବ ମହାନ୍ତି ଥିଲେ। ବିଧାୟକ ପ୍ରଶାନ୍ତ ମୁଦୁଲି ମଧ୍ୟ ସେହି ଗାଡ଼ିରେ ଥିଲେ। ଅଣ୍ଡାମାଡ଼ ନେଇ ସଭାସ୍ଥଳରେ ସାଂସଦ ଅନୁଭବ ମହାନ୍ତି ପ୍ରକାଶ କରିଛନ୍ତି ଏବଂ ଅଣ୍ଡାମାଡ଼ କରିଥିବା ବ୍ୟକ୍ତି ଏରସମା ଥାନାରେ ଅଟକ ଥିବାର ସୂଚନା ଦେଇଛନ୍ତି ତିର୍ତ୍ତୋଲ ଏସ୍‌ଡିପିଓ ଶିବ ଚରଣ […]

  • Friday, 16 July 2021
fire
ଖଳାରେ ଜଳିଗଲା ଅମଳ ଧାନ

ବାଲେଶ୍ୱର: ଖଳାରେ ଜଳିଗଲା ଅମଳ ହୋଇଥିବା ଧାନ। ଗତକାଲି ବିଳମ୍ବିତ ରାତିରେ ବାଲେଶ୍ୱର ଖନ୍ତାପଡ଼ାର ମହାରାଜପୁର ବାରିକ ସାହିରେ ନିଆଁ ଲାଗି ଖଳାରେ ରଖା ଯାଇଥିବା ପ୍ରାୟ ୧୨ ଏକରର ଧାନ ପୋଡ଼ି ପାଉଁଶ ହୋଇଯାଇଛି। ଅଭିଯୋଗ ଅନୁସାରେ, ସୁରେନ୍ଦ୍ର ବାରିକ ନାମକ ଜଣେ ଚାଷୀ ଚଳିତବର୍ଷ ପ୍ରାୟ ୧୨ ଏକର ଜମିରେ ଭାଗଚାଷ କରି ଧାନ ଅମଳପାଇଁ ଖଳାରେ ରଖିଥିଲେ। କିନ୍ତୁ ବିଳମ୍ବିତ ରାତିରେ କୌଣସି କାରଣରୁ ଧାନ ଖଳାରେ ନିଆଁ ଲାଗି ଯାଇଥିଲା। ଖବର […]

  • Friday, 16 July 2021
amiya
ଅମୀୟ ପଟ୍ଟନାୟକଙ୍କ ଶେଷକୃତ୍ୟ ସମ୍ପନ୍ନ

ଭୁବନେଶ୍ୱର : ବିଶିଷ୍ଟ ଚଳଚ୍ଚିତ୍ର ନିର୍ମାତା ଅମୀୟ ପଟ୍ଟନାୟକଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି। ପୁରୀ ସ୍ୱର୍ଗଦ୍ୱାରରେ ହୋଇଛି ଅନ୍ତ୍ୟେଷ୍ଟି କ୍ରିୟା । ତାଙ୍କ ପୁଅ ଅନୁପମ ପଟ୍ଟନାୟକ ମୁଖାଗ୍ନି ଦେଇଛନ୍ତି। ଏହା ପୂର୍ବରୁ ମରଶରୀରକୁ ଭୁବନେଶ୍ୱର ଅଣାଯାଇଥିଲା । ତାଙ୍କ ବାସଭବନରେ ମୃତଦେହ ରଖାଯିବା ପରେ ବିଭିନ୍ନ ବର୍ଗର ବ୍ୟକ୍ତି ବିଶେଷ ଅମିୟଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ । ଶୁକ୍ରବାର ଦିଲ୍ଲୀର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଅମୀୟଙ୍କ ଦେହାନ୍ତ ହୋଇଥିଲା। ପରଦେଶୀ ବାବୁ, ମମତା ମାଗେ […]

  • Friday, 16 July 2021