• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from Odisha

congress
ପଶ୍ଚିମ ଓଡ଼ିଶାରେ ଦ୍ୱିତୀୟ ରାଜଧାନୀ ପ୍ରତିଷ୍ଠା ପାଇଁ ଦାବି କଲେ କଂଗ୍ରେସ ନେତା

ରାଜ୍ୟ ସରକାର ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାକୁ ବିଭିନ୍ନ କ୍ଷେତ୍ରରେ ଅବହେଳା କରୁଛନ୍ତି। ତେଣୁ ପଶ୍ଚିମ ଓଡ଼ିଶାରେ ଦ୍ୱିତୀୟ କ୍ୟାପିଟାଲ୍ ଓ ପଶ୍ଚିମ କିମ୍ବା ଦକ୍ଷିଣ ଓଡ଼ିଶାରେ ସ୍ୱୟଂଶାସିତ ପରିଷଦ ସ୍ଥାପନ କରାଯାଉ। ରାଜ୍ୟ ସରକାର ଆଞ୍ଚଳିକ ବୈଷମ୍ୟତା କରୁଥିବା ଅଭିଯୋଗ କରି ପଶ୍ଚିମ ଓଡ଼ିଶାରେ ରାଜ୍ୟର ଦ୍ୱିତୀୟ ରାଜଧାନୀ ପ୍ରତିଷ୍ଠା ପାଇଁ ଦାବି କରିଛନ୍ତି ବରିଷ୍ଠ କଂଗ୍ରେସ ନେତା ଭକ୍ତ ଚରଣ ଦାସ। ବଲାଙ୍ଗିରରେ ଆୟୋଜିତ ଏକ ବୈଠକରେ ଭକ୍ତ ଦାବି କରିଛନ୍ତି ଯେ ପଶ୍ଚିମ […]

  • Monday, 26 July 2021
minor-fined
ଫାଇନକୁ ନାହିଁ ଭୟ: ଧରାପଡ଼ିଲେ ୨ ନାବାଳକ ଗାଡ଼ିଚାଳକ

ସମ୍ୱଲପୁର:  ଦୀର୍ଘ ୬ମାସ ଧରି ମିଳିଲା ସମୟ। ପୁଣି ହେଲା କଡାକଡି ଯାଂଚ। ହେଲେ ଟ୍ରାଫିକ ନିୟମକୁ ନେଇ ଯେତେ ସଚେତନ ଆଉ ମୋଟା ଅଙ୍କର ଫାଇନ୍ କରାଗଲେବି ପରିବର୍ତ୍ତନର ଗନ୍ଧ ଆଦୌ ବାରି ହେଉନାହିଁ।  ବିଗତ ଦିନରେ କମ୍ ବୟସର ପିଲା ଗାଡି ଚଳାଉଥିବା ନେଇ ଫାଇନ୍ କରାଯାଇଥିବା ବେଳେ ଆଜି ପୁଣି ସମ୍ବଲପୁରରେ ଦୁଇ ନାବାଳକ ଗାଡି ଚାଳକଙ୍କୁ ୬୦ ହଜାର ଟଙ୍କା ଜୋରିମାନା କରାଯାଇଛି। ନାବାଳକଙ୍କ ମଧ୍ୟରୁ ଜଣେ ୧୦ମ ଶ୍ରେଶୀରେ ପଢୁଥିବା […]

  • Monday, 26 July 2021
bus-fine
ବସକୁ ୬.୭୨ଲକ୍ଷ ଫାଇନ୍: ନଥିଲା ଏସବୁ ଡକ୍ୟୁମେଣ୍ଟ

ବୌଦ୍ଧ: ନୂଆ ଟ୍ରାଫିକ ନିୟମ ଲାଗୁ ହେବା ପରେ ସାରା ରାଜ୍ୟରେ କଡାକଡି ଭାବେ ଯାଂଚ ଚାଲୁଛି। ଆଜି ବୌଦ୍ଧରେ ବସକୁ ୬ ଲକ୍ଷ ୭୨ ହଜାର ଟଙ୍କା ଫାଇନ୍ ହୋଇଛି। ଭୁବନେଶ୍ୱରରୁ ବୌଦ୍ଧ ଯାଉଥିବା ମିନାର ନାମକ ଯାତ୍ରୀବାହୀ ବସଟି ଧରାପଡ଼ିଥିଲା। ପରେ ଗୋଟିଏ କି ଦୁଇଟି ନୁହେଁ, ପାଞ୍ଚ ପାଞ୍ଚଟି ଟ୍ରାଫିକ୍ ନିୟମ ଉଲ୍ଲଂଘନ କରିଥିବା ଜଣାପଡ଼ିଛି। ବିନା ରେଜିଷ୍ଟ୍ରେସନ୍, ବିନା ରୁଟ୍ ପର୍ମିଟ୍, ବିନା ଇନ୍ସୁ୍ରାନ୍ସ ସହିତ ୨୦୧୮ ମସିହାରୁ ବସ୍ ବକେୟା […]

  • Monday, 26 July 2021
ranendra
ବିଜେପିକୁ ରଣେନ୍ଦ୍ରଙ୍କ ତେର୍ଚ୍ଛା ବାଣ;  ନାଁ ନନେଇ ଏମିତି କହିଲେ

ଭୁବନେଶ୍ୱର: ସରକାରୀ କାର୍ଯ୍ୟକ୍ରମରେ ବିଜେପି ବିରୋଧରେ ପରୋକ୍ଷରେ ବର୍ଷିଛନ୍ତି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ। କୌଣସି ନେତା କିମ୍ବା ଦଳର ନାଁ ନନେଇ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କହିଛନ୍ତି ଯେ ଦେଶରେ ଧର୍ମ ନାଁରେ ରାଜନୀତି କରିବା ସହ ବିଭାଜନ କରିବାକୁ ଉଦ୍ୟମ କରାଯାଉଛି। ଏପରିକି ବିଭିନ୍ନ ସ୍ଥାନରେ ମଧ୍ୟ କାଣ୍ଡ କାରଖାନା କରାଯାଉଛି ବୋଲି ଅଭିଯୋଗ କରି ପରୋକ୍ଷରେ ବିଜେପି ଉପରେ ବର୍ଷିଛନ୍ତି ମନ୍ତ୍ରୀ ରଣେନ୍ଦ୍ର। ସେ ଆହୁରି କହିଛନ୍ତି ଯେ ମହାରାଷ୍ଟ୍ରରେ ରାଜ୍ୟପାଳଙ୍କ […]

  • Monday, 26 July 2021
bijuu
ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘୋଟାଲା ନେଇ ରାଜ୍ୟ ସରକାରଙ୍କୁ ବିଜେପିର ଟାର୍ଗେଟ୍‌

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘୋଟାଲା ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍‌ କରିଛି ବିରୋଧୀ ବିଜେପି। ଦଳର ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ ଏକ ପ୍ରେସମିଟ୍ କରି ତଥ୍ୟ ରଖିବା ସହ ସରକାରଙ୍କୁ ହିସାବ ମାଗିଛନ୍ତି। ଓଡ଼ିଶାରେ ଫନି ପରଠାରୁ ଆବାସ ଯୋଜନାରେ ଗୋଟିଏ ବି କାର୍ଯ୍ୟାଦେଶ ଦେଇନାହାନ୍ତି କି ହିତାଧିକାରୀଙ୍କ ଚୟନ ତାଲିକା ମଧ୍ୟ ଚୂଡ଼ାନ୍ତ ହୋଇପାରିନଥିବା ପୃଥ୍ୱୀରାଜ ଅଭିଯୋଗ କରିଛନ୍ତି। ସାମାଜିକ ଅର୍ଥନୈତିକ ସର୍ଭେରେ ଥିବା ୨୭ ଲକ୍ଷ ହିତାଧିକାରୀଙ୍କୁ ପ୍ରଥମେ ଘର ଦେବାକୁ […]

  • Monday, 26 July 2021
polo
ବନ୍ଧୁକ ଚଳାଇବାରେ ମାଷ୍ଟର୍‌ ଭୁବନେଶ୍ୱର ଏସ୍‌ଓଜି

ଯାଜପୁର: ଉଦ୍‌ଯାପିତ ହୋଇଛି ୫୩ତମ ରାଜ୍ୟ ପୋଲିସ ବନ୍ଧୁକ ଚାଳନା ପ୍ରତିଯୋଗିତା। ଯାଜପୁର ଜିଲ୍ଲା ବୈରୀ ପୋଲିସ ପ୍ରଶିକ୍ଷଣ ପ୍ରତିଷ୍ଠାନରେ ଚାଲିଥିବା ପ୍ରତିଯୋଗିତାରେ ଚଳିତ ବର୍ଷ ଏସ୍‌ଓଜି ଭୁବନେଶ୍ୱର ପ୍ରଥମ ସ୍ଥାନ, କମିଶନରେଟ୍ ପୋଲିସ-ବି ଦଳ ଦ୍ୱିତୀୟ ଓ ଆଇଆରବି ଲାୟନ ଦଳ ତୃତୀୟ ସ୍ଥାନ ହାସଲ କରିଛନ୍ତି। ଏହି ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ବିଭିନ୍ନ ପୋଲିସ ଜିଲ୍ଲା, ବାଟାଲିୟନ ଓ ପ୍ରତିଷ୍ଠାନରୁ ୨୪ଟି ଦଳ ସହ ୩୩୬ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ। ଉଦ୍‌ଯାପନୀ ଉତ୍ସବରେ ରାଜ୍ୟ ପୋଲିସ […]

  • Monday, 26 July 2021
bajiaynta-pnda
ବିଜୁବାବୁଙ୍କ ଜୟନ୍ତୀରେ ଶ୍ରଦ୍ଧାଞ୍ଜଳି ଜଣାଇଲେ ବୈଜୟନ୍ତ

ଭୁବନେଶ୍ୱର: ବିଜୁବାବୁଙ୍କ ଜୟନ୍ତୀରେ ଏହି ମହାନ ନେତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା। ବିଜୁ ପଟ୍ଟନାୟକଙ୍କୁ ଓଡ଼ିଶାର ଟଲ୍ ମ୍ୟାନ ବୋଲି କହିବା ସହିତ ତାଙ୍କ ଲୋକପ୍ରିୟାତକୁ ବର୍ଣ୍ଣନା କରିଛନ୍ତି। Today is the Jayanti of the Tall Man of Odisha: a freedom fighter, daredevil pilot, entrepreneur & industrialist, staunch nationalist, & a towering politician. Loved by millions, Biju Uncle was […]

  • Monday, 26 July 2021
puri-123333333333333333
ଇସ୍କନର ଅଦିନିଆ ରଥଯାତ୍ରାକୁ ନେଇ ପୁଣି ବିବାଦ

ପୁରୀ: ଇସ୍କନର ଅଦିନିଆ ରଥଯାତ୍ରାକୁ ନେଇ ପୁଣି ବିବାଦ ଦେଖା ଦେଇଛି। ନିକଟରେ ଅଦିନିଆ ରଥଯାତ୍ରାକୁ ନେଇ ପ୍ରଶ୍ନ ଉଠିବା ଫଳରେ ଏବେ ଇସ୍କନ ତରଫରୁ ଭିନ୍ନ ଢଙ୍ଗରେ ଏହାକୁ ପାଳନ କରାଯାଉଛି। ଏହାର ନାଁ ’ହରେକୃଷ୍ଣ ଫେଷ୍ଟିଭାଲ’ ଦିଆଯାଇଛି। ମଥୁରାରେ ଏହି ପୋଷ୍ଟର ଲଗାଯାଇଥିବା ବେଳେ ସୋଶାଲ ମିଡିଆରେ ତାହା ଭାଇରାଲ ହୋଇଛି। ମାର୍ଚ୍ଚ ୧୮ରେ ଏହି  ରଥଯାତ୍ରା ହେବାକୁ ଯାଉଛି। ତେବେ ଭିନ୍ନ ଢଙ୍ଗରେ ରଥଯାତ୍ରା କରାଯିବାକୁ ନେଇ ସାଧାରଣରେ ପ୍ରଶ୍ନ ଉଠିଛି। ଗାଜିଆବାଦର […]

  • Monday, 26 July 2021
truck
ଟ୍ରକ୍-ବାଇକ୍ ଧକ୍କା; ଘଟଣାସ୍ଥଳରେ ହିଁ ଜଳିଗଲା ଦୁଇଟି ଗାଡ଼ି

ଯାଜପୁର ୧୬ ନମ୍ବର ଜାତୀୟ ରାଜପଥର ସାରୋଇ ଛକରେ ଘଟିଛି ଏହି ଦୁର୍ଘଟଣା। ବାଇକ୍‌ରେ ଥିବା ଦମ୍ପତି ଗୁରୁତର ଭାବେ ଆହତ ହୋଇଛନ୍ତି। ଉଭୟଙ୍କୁ ଗୁରୁତର ଅବସ୍ଥାରେ ବଡ଼ଚଣା ଓ ପରେ କଟକକୁ ସ୍ଥାନାନ୍ତର କରାଯାଇଛି। ଘଟଣାପରେ ଚଣ୍ଡିଖୋଲ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛି। ତେବେ ଅଗ୍ନିକାଣ୍ଡର ପ୍ରଭାବ ଏତେ ଅଧିକା ଥିଲା ଯେ, ବେଶ୍‌ କିଛି ସମୟ ପାଇଁ ଅଞ୍ଚଳରେ ଗାଡ଼ି ଚଳାଚଳ ବାଧାପ୍ରାପ୍ତ ହୋଇଥିଲା। ଏହାସହ ଟ୍ରକର ସମ୍ମୁଖ ପାଖ ସମ୍ପୂର୍ଣ୍ଣ […]

  • Monday, 26 July 2021
pm
ବିଜୁବାବୁଙ୍କୁ ମନେ ପକାଇଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ଜନ୍ମ ଜୟନ୍ତୀରେ ତାଙ୍କୁ ମନେ ପକାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ବିଜୁବାବୁ ଭାରତର ଉନ୍ନତି ପାଇଁ ଅବିରତ ଉଦ୍ୟମ କରିଥିବା ବେଳେ ଓଡ଼ିଶାର ପ୍ରଗତି ପାଇଁ ଅନେକ ଯୁଗାନ୍ତକାରୀ ପଦକ୍ଷେପ ନେଇଥିଲେ ବୋଲି ଟ୍ୱିଟ୍‌ରେ ଉଲ୍ଲେଖ କରିଛନ୍ତି ମୋଦି। Remembering Biju Babu on his Jayanti. This document from the pages of history (dated 1945) gives a glimpse of his courage (flying […]

  • Monday, 26 July 2021
puri
କରୋନା ସତର୍କତା: ପୁରୀରେ ବିଦେଶୀ ପର୍ଯ୍ୟଟକଙ୍କୁ...

ପୁରୀ: କରୋନା ଭୂତାଣୁ ସଂକ୍ରମଣ ରୋକିବା ପାଇଁ ପୁରୀରେ ବ୍ୟାପକ ପଦକ୍ଷେପ ନିଆଯାଇଛି। ପୁରୀକୁ ପ୍ରତିଦିନ ବିଦେଶୀ ପର୍ଯ୍ୟଟକ ଆସୁଥିବାରୁ ଜିଲ୍ଲା ପ୍ରଶାସନ ଓ ସ୍ୱାସ୍ଥ୍ୟବିଭାଗ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି।  ଏଥିସହ ହୋଟେଲମାନଙ୍କୁ ମଧ୍ୟ ଉପଦେଶନାମା ଜାରି କରାଯାଇଛି। ବିଦେଶୀ ପର୍ଯ୍ୟଟକମାନଙ୍କ ପୂରା ସୂଚନା ଦେବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଯଦି ସେମାନେ କରୋନା ଆକ୍ରାନ୍ତ ହୋଇଥିବା ସନ୍ଦେହ ହୁଏ, ତେବେ ସିଡିଏମଓଙ୍କୁ ସୂଚନା ଦେବା ପାଇଁ କୁହାଯାଇଛି। ପୁରୀକୁ ଆସୁଥିବା ସମସ୍ତ ବିଦେଶୀ ପର୍ଯ୍ୟଟକମାନଙ୍କୁ […]

  • Monday, 26 July 2021
opo
ହାତୀ ଆକ୍ରମଣରେ ବୃଦ୍ଧାଙ୍କ ମୃତ୍ୟୁ

ଅନୁଗୋଳ(ବିରଜା ଦାସ): ହାତୀ ଆକ୍ରମଣରେ ବୃଦ୍ଧାଙ୍କ ମୃତ୍ୟୁ। ହଣ୍ଡପା ବନାଞ୍ଚଳ କମରେଇ ଗାଁରେ ଜଣେ ବୃଦ୍ଧା ଘରେ ଶୋଇଥିବା ବେଳେ ହାତୀ ଦଳିଦେବାରୁ ବୃଦ୍ଧାଙ୍କ ଜୀବନ ଯାଇଛି। ସୂଚନା ଅନୁଯାୟୀ, କମରେଇ ଗାଁର ଦେବକୀ ବେହେରା ନାମ୍ନୀ ବିଧବା ବୃଦ୍ଧା ଘରେ ଏକୁଟିଆ ରୁହନ୍ତି। ଗତରାତିରେ ସେ  ଶୋଇ ଥିବାବେଳେ ବିଳମ୍ବିତ ରାତିରେ ହାତୀ ଘର ଭାଙ୍ଗି ପଶି ତାଙ୍କୁ ଦଳି ଚକଟି ଦେଇଥିଲା। ଫଳରେ ଘଟଣାସ୍ଥଳରେ ଦେଵକୀଙ୍କ ମୃତ୍ୟୁ ଘଟିଥିଲା। ଗ୍ରାମବାସୀ ସକାଳେ ଏହା ଦେଖିବା […]

  • Monday, 26 July 2021
ko
ଆଜି ଏସ୍‌ସିବିରେ ତୃତୀୟ କାଡାଭରିକ୍ ପ୍ରତିରୋପଣ: ମରି ବି ଅନ୍ୟକୁ ନୂଆ ଜୀବନ ଦେବେ ରାଜଲକ୍ଷ୍ମୀ

କଟକ: ଫେବ୍ରୁଆରୀ ମାସରେ ରାଜ୍ୟର ପ୍ରଥମ ଓ ଦ୍ୱିତୀୟ କାଡାଭରିକ୍ ପ୍ରତିରୋପଣ ସଫଳତାର ସହ ହେବା ପରେ ଆଜି ହେବ ତୃତୀୟ କାଡାଭରିକ୍ ପ୍ରତିରୋପଣ। ହାଇଟେକ୍ ହସ୍ପିଟାଲରେ ରାଜଲକ୍ଷ୍ମୀ ଦାସ ନାମକ ଜଣେ ମହିଳାଙ୍କୁ ବ୍ରେନ୍ ଡେଡ୍ ଘୋଷଣା କରାଯିବା ପରେ ତାଙ୍କ ପରିବାର ଲୋକ ଅଙ୍ଗଦାନ କରିବାକୁ ରାଜି ହୋଇଛନ୍ତି। ଆଜି ତାଙ୍କର ୨ଟି କିଡ୍ନୀକୁ ଏସ୍‌ସିବିର ଦୁଇ ରୋଗୀଙ୍କ ଶରୀରରେ ପ୍ରତିରୋପଣ କରାଯିବ। ମୟୂରଭଞ୍ଜ ଜିଲ୍ଲାର ରୀତାରାଣି ମହାନ୍ତ ଓ କାମାକ୍ଷାନଗରର ରତ୍ନାକର ମହାନ୍ତିଙ୍କ […]

  • Monday, 26 July 2021
rain
ଆଜି ବି ବର୍ଷା: ଏହିସବୁ ଜିଲ୍ଲାରେ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ୱର: ଗତକାଲି ଭଳି ଆଜି ମଧ୍ୟ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷାର ସମ୍ଭାବନା ରହିଛି। ଆଜି କିଛି  ଜିଲ୍ଲାରେ ବର୍ଷା ହେବା ନେଇ ପାଣିପାଗ ବିଭାଗ ୟେଲୋ ୱାର୍ଣ୍ଣିଂ ଜାରି କରିଛି। ସେଗୁଡ଼ିକ ହେଲା ଅନୁଗୁଳ, ଢେଙ୍କାନାଳ, ରାୟଗଡ଼ା, ଜଗତସିଂହପୁର, ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ, କୋରାପୁଟ, ସୁନ୍ଦରଗଡ଼, ମୟୂରଭଞ୍ଜ, ବାଲେଶ୍ୱର, ଖୋର୍ଦ୍ଧା, କଟକ, ବଲାଙ୍ଗିର, ଗଞ୍ଜାମ ଏବଂ ବୌଦ୍ଧ। କିଛି ସ୍ଥାନରେ ଝଡ଼ ତୋଫାନ ସହ ବର୍ଷା ହୋଇପାରେ। ୩୦ରୁ ୪୦ କିଲୋମିଟର୍ ବେଗରେ ପବନ ମଧ୍ୟ […]

  • Monday, 26 July 2021
corona-in-odisha
ଓଡ଼ିଶାରେ ଆଉ ଦୁଇ କରୋନା ସନ୍ଦିଗ୍ଧ

କେନ୍ଦୁଝର: ଓଡ଼ିଶାରେ ମଧ୍ୟ ବଢ଼ି ଚାଲିଛି ସନ୍ଦିଗ୍ଧଙ୍କ ସଂଖ୍ୟା। ନୂଆ ସନ୍ଦିଗ୍ଧ ଭାବେ କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ଅଂଚଳର ଜଣେ ବ୍ୟକ୍ତିଙ୍କୁ କେନ୍ଦୁଝର ଜିଲ୍ଲା ହସ୍ପିଟାଲରେ ଭର୍ତ୍ତି କରାଯାଇଛି। କିଛି ଦିନ ତଳେ ସେ ଆଣ୍ଡାମାନରୁ ଫେରିଥିଲେ। ଥଣ୍ଡା ଓ କାଶ ଲାଗି ରହିବାରୁ ତାଙ୍କ ଉପରେ ସନ୍ଦେହ ବଢ଼ିଥିଲା। ସେହିପରି ବୁର୍ଲା ମେଡିକାଲକୁ ବି ଆସିଛନ୍ତି ଜଣେ କରୋନା ସନ୍ଦିଗ୍ଧ। ତାଙ୍କ ଘର ସୋନପୁର ଡୁଙ୍ଗୁରିପାଲି ଅଚଂଳରେ। ଗତ ମାସ ୨୭ ତାରିଖରେ ସେ ଦୁବାଇରୁ […]

  • Monday, 26 July 2021
bhaunifinal
ଭଉଣୀ ବାହାଘରରେ ଜଳିଲା ଭାଇର ଜୁଇ

ରେଢାଖୋଲ: ଗୋଟିଏ ପଟେ ଦିକ ଦିକ୍ ଜଳୁଥିଲା ଭଉଣୀ ବାହାବେଦୀର ହୋମ। ଆଉ ସେପଟେ ଅଳ୍ପ ଦୂରରେ ହୁତୁ ହୁତୁ ହୋଇ ଜଳୁଥିଲା ଭାଇର ଜୁଇ। ଏମିତି ହୃଦୟ ବିଦାରକ ଘଟଣା ଘଟିଛି ଅନୁଗୁଳ କିଆକଟା ଥାନା ବାଜପୁର ଗାଁରେ।  ଉକ୍ତ ଘଟଣା ପୁରା ଅଞ୍ଚଳରେ ଖେଳାଇ ଦେଇଛି ଶୋକର ଛାୟା। ମାର୍ଚ୍ଚ ୩। ମଙ୍ଗଳବାର  ସମୟ ଅପରାହ୍ଣ ପ୍ରାୟ ୨ଟା। ଅନୁଗୁଳ କିଆକଟା ଥାନା କୁଶୁଣି ଗାଁ ଶିବ ମନ୍ଦିର ବେଢ଼ାରେ ଦିକ ଦିକ୍ ଜଳୁଥିଲା […]

  • Monday, 26 July 2021
navina
କାଲି ବିଜୁ ଜୟନ୍ତୀ, ଏହି ଦିନରେ ମୁଖ୍ୟମନ୍ତ୍ରୀ ହୋଇଥିଲେ ନବୀନ

ଭୁବନେଶ୍ୱର: ଆସନ୍ତାକାଲି(ଗୁରୁବାର) ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୦୪ତମ ଜୟନ୍ତୀ ଉତ୍ସବ। ଏନେଇ କଟକ ବାଲିଯାତ୍ରା ପଡିଆରେ ବ୍ୟାପକ ଆୟୋଜନ କରାଯାଇଛି।  ଏହି କାର୍ଯ୍ୟକ୍ରମରେ ବିଜେଡି ବିଧାୟକ, ମନ୍ତ୍ରୀ ଓ ସାଂସଦଙ୍କ ସହ ବହୁ ସଂଖ୍ୟାରେ କର୍ମୀ ଉତ୍ସବରେ ସାମିଲ ହେବେ।  ସେହିପରି ଆସନ୍ତାକାଲି ନବୀନ ସରକାରକୁ ବି ପୂରୁଛି ୨୦ ବର୍ଷ। ୨୦୦୦ ମସିହା ମାର୍ଚ୍ଚ ୫ରେ ପ୍ରଥମ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ ନବୀନ। ଏଥର ୧୫ ଦିନ ଧରି ବିଜୁ […]

  • Monday, 26 July 2021
corona test
ରାଜ୍ୟରେ କମୁଛି କରୋନା ସଂକ୍ରମଣ; ଦିନକରେ ବାହାରିଲେ ୧,୬୩୭ ପଜିଟିଭ୍‌

ଗତ କିଛି ଦିନ ଧରି ରାଜ୍ୟରେ ପାଖାପାଖି ୨ ହଜାର କରୋନା ସଂକ୍ରମିତ ଚିହ୍ନଟ ହେଉଥିବା ବେଳେ ଏବେ ସଂକ୍ରମଣ ସଂଖ୍ୟା ସାମାନ୍ୟ ହ୍ରାସ ପାଇଛି। ଗତ ୨୪ ଘଣ୍ଟାରେ ରାଜ୍ୟରେ ୧,୬୩୭ ନୂଆ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି।

Gangster Hyder
କାହିଁକି ହାଇଦରକୁ କରାଗଲା ଏନ୍‌କାଉଣ୍ଟର ? ଏତଲାରେ ଉଲ୍ଲେଖ କଲା ପୋଲିସ୍‌

କୁଖ୍ୟାତ ଗ୍ୟାଙ୍ଗଷ୍ଟର୍‌ ହାଇଦରକୁ ଏନ୍‌କାଉଣ୍ଟର ପରେ ଘଟଣା ସମ୍ପର୍କରେ ବାଲେଶ୍ୱର ଜିଲ୍ଲା ସିମୁଳିଆ ଥାନାରେ ହାଇଦରକୁ ଏସ୍କର୍ଟ କରି ନେଇଥିବା ଥାନା ଅଧିକାରୀ ଗଙ୍ଗାଧର ଶାସେନି ଏତଲା ଦେଇଛନ୍ତି।

kargil vijay diaws 2021
ଲଢୁଆ ପୁଅ ପାଇଁ କାନ୍ଦୁଛି ମା’, ଝୁରୁଛି ଗାଁ

ସେ ଥିଲେ ଘରର ବଡ ଆଉ ରୋଜଗାରିଆ ପୁଅ। ମାତ୍ର ୨୩ ବର୍ଷ ବୟସରେ ଯେଉଁ ବୀରତ୍ୱ ଦେଖାଇଛନ୍ତ ତାହା ବିରଳ। ଗୋଟିଏ ପରେ ଗୋଟିଏ ଗୁଳି ଭେଦି ଚାଲିଛି ଶରୀରରେ। ହେଲେ ଲକ୍ଷ୍ୟ ହାସଲ ପୂର୍ବରୁ ହାର ମାନି ନାହାନ୍ତି ଏଇ ବୀର ଓଡ଼ିଆ ଯବାନ।

cloudy sky
୨୮ରେ ପୁଣି ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ସମ୍ଭାବନା !

ଆସନ୍ତା ୨୮ ତାରିଖରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ଆସନ୍ତାକାଲିଠୁ ୨୯ ତାରିଖ ଯାଏ ରାଜ୍ୟ ବିଭିନ୍ନ ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି।

BJP Target EC
ECଙ୍କ ବିରୋଧରେ ମହାଭିଯୋଗ ଆଣିବାକୁ ବିଜେପିର ଚେତାବନୀ

ସୁପ୍ରିମକୋର୍ଟର ରାୟକୁ ଉଲ୍ଲେଖ କରି ବିଜେପି ମୁଖପାତ୍ର ପୀତାମ୍ବର ଆଚାର୍ଯ୍ୟ କହିଛନ୍ତି, କମିଶନ୍ ହାଇକୋର୍ଟକୁ ଯାଇ ପୌର ନିର୍ବାଚନ କରାଇବା ଲାଗି କେସ୍ ଦାୟର କରିପାରିବେ। ତେବେ କମିଶନ୍ ତାହା କରୁନାହାନ୍ତି। ପଞ୍ଚାୟତ ନିର୍ବାଚନ ପୂର୍ବରୁ ପୌର ନିର୍ବାଚନ କରିବା ଲାଗି ୭ ଦିନ ଭିତରେ କମିଶନ୍ କୋର୍ଟକୁ ଯାଆନ୍ତୁ ବୋଲି ଦଳ ଦାବି କରିଛି।

ସେକ୍ସପିୟର ତ୍ରିପାଠୀ
ରାଜ କୁନ୍ଦ୍ରାଙ୍କ ଲିଙ୍କ୍‌ରେ ଓଡ଼ିଆ ଅଭିନେତା ସେକ୍ସପିୟର ତ୍ରିପାଠୀ

ମାମଲାର ଖୋଳତାଡ଼ ଚାଲିଥିବା ବେଳେ ସାମ୍ନାକୁ ଆସିଛନ୍ତି ଓଡିଆ ଅଭିନେତା ସ୍କେକ୍ସପିୟର ଚ୍ରିପାଠୀ। ୨ ବର୍ଷ ହେବ ସେକ୍ସପିୟର କୁନ୍ଦ୍ରାଙ୍କ ବ୍ୟାନରରେ ସକ୍ରିୟ ଭାବେ କାମ କରୁଥିଲେ। ତେବେ କୁନ୍ଦ୍ରା ଯେଉଁ ମାମଲାରେ ଗିରଫ ହୋଇଛନ୍ତି, ତା ସହ ତାଙ୍କ ଅଭିନୟ କି ଫିଲ୍ମର କୌଣସି ଲିଙ୍କ୍ ନଥିବା କହିଛନ୍ତି ସେକ୍ସପିୟର।

gangster Hyder
ହାଇଦର ଶରୀରରେ ଗୋଟିଏ ଗୁଳି ଆଗରୁ ଥିଲା: ଏଡିଏମ୍ଓ

ବାଲେଶ୍ୱର ସିମୁଳିଆର ଏନକାଉଣ୍ଟର ସ୍ପଟରେ ସାଇଣ୍ଟିଫିକ୍ ଟିମ୍ ଓ ପୋଲିସ ପକ୍ଷରୁ ଯାଞ୍ଚ କରାଯାଇଛି। ଏହି ଯାଂଚ ବେଳେ ଘଟଣାସ୍ଥଳରୁ ୨ଟି ଖୋକା ମିଳିଛି। ୧୬ ନମ୍ବର ଜାତୀୟ ରାଜପଥ ଉପରେ ସିମୁଳିଆ କଲେଜ ଡାଇଭର୍ସନ ପାଖରେ ସକାଳୁ ସକାଳୁ ସାଇଣ୍ଟିଫିକ୍ ଟିମ୍ ପହଞ୍ଚି ତଦନ୍ତ କରିଥିଲା।