• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ସଂକ୍ଷେପରେ ଆଜିର ତାଜା ଖବର - Wednesday, 21 December 2022

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

  • Satyendu Shekher Mishra
  • 1 year ago

ଚୀନ୍‌ରେ କୋଭିଡ ସ୍ଥିତି ଭୟଙ୍କର, ଭାରତକୁ ସତର୍କ ଘଣ୍ଟି ! ଓଡ଼ିଶାରେ ବି ଚୀନ୍‌ ଭାଇରସ..

ମାସ୍କ ପିନ୍ଧିବା ସହ ସତର୍କ ରହିବାକୁ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ପରାମର୍ଶ । More
  • Prangyan Parimita
  • 1 year ago

ଗୁରୁ ଚୋରି କରୁଥିଲେ ଚାଉଳ : ଧରି ପକାଇଲେ ଗ୍ରାମବାସୀ

ଲଜ୍ଜା !! ଚାଉଳ ବିକ୍ରି ବେଳେ ଗାଁ ଲୋକଙ୍କ ଦ୍ୱାରା ଧରାପଡିଲେ ଶିକ୍ଷକ More
  • Satyendu Shekher Mishra
  • 1 year ago

ହୋର୍ଡିଂ ଉପରେ ହାଇଡ୍ରାମା ! ମୁକ୍ତିକାନ୍ତଙ୍କ ଆତ୍ମାହୁତି ଧମକ୍‌, ବଢ଼ାଇଦେଲା ସରକାରଙ୍କ ଚିନ୍ତା

ସାମୂହିକ ଦାବିକୁ ନେଇ ନବୀନ ନିବାସ ପାଖରେ ହାଇଡ୍ରାମା । More
  • Prangyan Parimita
  • 1 year ago

ନିରାଶ୍ରୟଙ୍କୁ ଜାଡ଼ ଯନ୍ତ୍ରଣା : ବାସହୀନଙ୍କ ମୁହଁରେ ଦୁର୍ଦ୍ଦଶାର କାହାଣୀ . . .

ଖୋଲା ଆକାଶ ତଳେ ବାସହୀନ More
  • Prangyan Parimita
  • 1 year ago

ଖୋଲା ଆକାଶ ତଳେ ୪ ଶହ କୋଟିର ରକ୍ତ ଚନ୍ଦନ : ଖଣ୍ଡିଏ ବାଡ଼ି ଧରି ଜଗିଛନ୍ତି ଜଣେ ମାତ୍ର ସିକ୍ୟୁରିଟି ଗାର୍ଡ

ତିତିଲି ବାତ୍ୟାରେ ଭାଙ୍ଗି ପଡ଼ିଥିଲା ଦୁର୍ମୂଲ୍ୟ ରକ୍ତ ଚନ୍ଦନ ଗଛ,ବ୍ରହ୍ମପୁରରେ ରକ୍ତ ଚନ୍ଦନ କାଠକୁ ସାଇତିଛି ଓଏଫଡିସି More
  • Satyendu Shekher Mishra
  • 1 year ago

ବଢ଼ୁଛି ସନ୍ଦେହ ! କଣ୍ଟାବାଞ୍ଜିରେ ଆତ୍ମହତ୍ୟା, ବଲାଙ୍ଗିରରେ ବ୍ୟବଚ୍ଛେଦ; ୩୬ ଘଣ୍ଟା ପରେ ମୃତଦେହ ହସ୍ତାନ୍ତର

ଫାଶି ହୋଇଥିଲେ ଭଲ ହୋଇଥାନ୍ତା କହିଲେ ମମିତାଙ୍କ ବାପା-ମା । ମମିତାଙ୍କ ଡିଏନ୍ଏ ରିପୋର୍ଟରେ ଅସଂଗତିକୁ ନେଇ ଦ୍ୱନ୍ଦ୍ୱ । More
  • Prangyan Parimita
  • 1 year ago

ଭାରତକୁ ଫେରିବ କି କରୋନା ? ଭିଡ଼ ଭିତରେ ମାସ୍କ ପିନ୍ଧିବାକୁ କେନ୍ଦ୍ରର ପରାମର୍ଶ

କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି କେନ୍ଦ୍ର ପକ୍ଷରୁ ଆଡଭାଇଜରୀ ଜାରି ହୋଇଛି । More
  • Prangyan Parimita
  • 1 year ago

ଓଡ଼ିଶାରେ ଚୀନ୍ ଭାଇରସ୍‌ !

ସଂପ୍ରତି BF.7 ଭାରିଏଣ୍ଟ ଚୀନରେ ଆତଙ୍କ ସୃଷ୍ଟି କରିଛି More
  • Satyendu Shekher Mishra
  • 1 year ago

ହୋର୍ଡିଂ ଉପରୁ ଉଦ୍ଧାର ହେଲେ ମୁକ୍ତିକାନ୍ତ, କହିଲେ ଜେଲରେ କରିବେ ଆମରଣ ଅନସନ !

ହୋର୍ଡିଂ ଉପରକୁ ଚଢିଯାଇଥିଲେ ମୁକ୍ତିକାନ୍ତ ବିଶ୍ୱାଳ । ଶିଶୁ ଭବନ ଛକରେ ବିଜ୍ଞାପନ ହୋର୍ଡିଂ ଉପରେ ଚଢ଼ି ପ୍ରତିବାଦ କରୁଥିଲେ । More
  • Rajalaxmi Sahoo
  • 1 year ago

କଂଗ୍ରେସ ବିଧାୟକ ମହମ୍ମଦ ମୋକିମ୍‌ ଓ ସୁର ରାଉତରାୟଙ୍କୁ କାରଣ ଦର୍ଶାଅ ନୋଟିସ୍‌

ପିସିସି ଶୃଙ୍ଖଳା କମିଟି ଅଧ୍ୟକ୍ଷ କିଶୋର ପଟେଲ ବିଧାୟକ ମହମ୍ମଦ ମୋକିମ ଓ ସୁରେଶ ରାଉତରାୟଙ୍କୁ କାରଣ ଦର୍ଶାଅ ନୋଟିସ୍‌ କରିଛନ୍ତି। More
  • Rajalaxmi Sahoo
  • 1 year ago

ମୁକ୍ତିକାନ୍ତଙ୍କ ଅଭିନବ ପ୍ରତିବାଦ: ହୋର୍ଡିଂ ଉପରେ ଚଢ଼ି ଦେହରେ ପେଟ୍ରୋଲ ଢାଳିଲେ

ହୋର୍ଡିଂ ଉପରେ ଚଢ଼ି ରାଉରକେଲାର ମୁକ୍ତିକାନ୍ତ ବିଶ୍ୱାଳ ଅଭିନବ ପ୍ରତିବାଦ କରିଛନ୍ତି। ବିଭିନ୍ନ ପ୍ରକଳ୍ପ ଦାବି ନେଇ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ପାଇଁ ସେ ରାଉରକେଲାରୁ ପାଦରେ ଚାଲିଚାଲି ଭୁବନେଶ୍ୱର ଆସିଥିଲେ।  More
  • Rajalaxmi Sahoo
  • 1 year ago

ମୃତ ଗୋବିନ୍ଦଙ୍କ ପକେଟ୍‌ରୁ ମିଳିଲା ଏନ୍‌ଭଲପ୍‌, ବଢ଼ିଲା ସସ୍‌ପେନ୍ସ...

ଜେଲ୍ ଭିତରେ ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁଙ୍କ ମୃତ୍ୟୁକୁ ନେଇ ସସ୍‌ପେନ୍ସ ବଢ଼ିଛି। ଗୋବିନ୍ଦଙ୍କ ମୃତଦେହ ପୋଷ୍ଟମର୍ଟମ ଯିବା ପୂର୍ବରୁ ତାଙ୍କ ପକେଟ୍‌ରୁ ଏକ ମାଟିଆ ରଙ୍ଗର ଲଫାପା ମିଳିଛି। More
  • Rajalaxmi Sahoo
  • 1 year ago

ଓଡ଼ିଶାରେ ଭୂକମ୍ପ, ୬ ସେକେଣ୍ଡ ପାଇଁ ଥରିଲା ଏହି ଜିଲ୍ଲା

ଓଡ଼ିଶାରେ ଭୂକମ୍ପର ଝଟ୍‌କା ଅନୁଭୂତ ହୋଇଛି। ଆଜି ସକାଳ ପ୍ରାୟ ୯ଟା ୪୭ ମିନିଟ୍‌ରେ ପ୍ରାୟ ୫/୬ ସେକେଣ୍ଡ ପାଇଁ ଗଜପତି ଜିଲ୍ଲା  ମୋହନା ଓ ଆର. ଉଦୟଗିରି ବ୍ଲକ୍‌ର ବିଭିନ୍ନ ଅଞ୍ଚଳରେ ମୃଦୁ ଭୂକମ୍ପ ଅନୁଭୂତ ହୋଇଛି। More
  • Rajalaxmi Sahoo
  • 1 year ago

ଚେକିଂ ବେଳେ ଅଟକାଇବାରୁ ହୋମ୍‌ଗାର୍ଡଙ୍କ ଉପରେ ଗାଡ଼ି ଚଢ଼ାଇ ପଳାଇଲେ

ଚେକିଂ ବେଳେ ହୋମଗାର୍ଡଙ୍କ ଉପରେ ଗାଡ଼ି ମଡ଼ାଇ ପଳାଇଲେ ଭ୍ୟାନ୍‌। ଫଳରେ ଘଟଣାସ୍ଥଳରେ ସମ୍ପୃକ୍ତ ହୋମଗାର୍ଡଙ୍କ ମୃତ୍ୟୁ ଘଟିଛି। More
  • Rajalaxmi Sahoo
  • 1 year ago

ଇଡ୍‌କଲ୍‌ DMଙ୍କ ଅମାପ ସମ୍ପତ୍ତି ଦେଖି ଭିଜିଲାନ୍ସ ଟେରା; କୋଟି କୋଟି ଟଙ୍କାର ପ୍ଲଟ୍‌, ବିଲ୍ଡିଂ...

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଇଡ୍‌କଲ୍‌ ଅମ୍ପାଭାଲି ଲାଇମ୍ ଷ୍ଟୋନ ମାଇନ୍ସ ଡେପୁଟି ମ୍ୟାନେଜର ଗୟା ସାଁନ୍ତରାଙ୍କ ଘରେ ଭିଜିଲାନ୍ସ ଚଢାଉ ବେଳେ ଅମାପ ସମ୍ପତ୍ତି ଠାବ ହୋଇଛି। More
  • Satyendu Shekher Mishra
  • 1 year ago

ଚାଷୀଙ୍କ ଦୁଃଖ ବୁଝିବ କିଏ, ଅଭାବୀ ବିକ୍ରି ପାଇଁ ବର୍ଷକର ପରିଶ୍ରମ ମାଟିରେ ମିଶିଲା

ପରିବା ଚାଷୀଙ୍କୁ ଦାଉ ସାଧୁଛି ଅଭାବୀ ବିକ୍ରି ପନିପରିବାକୁ ଶାଗ-ମାଛ ଦରରେ ମାଗୁଛନ୍ତି ବେପାରୀ More
  • Satyendu Shekher Mishra
  • 1 year ago

ଗୋବିନ୍ଦ ସାହୁ ମୃତ୍ୟ ମାମଲା, ପତ୍ନୀ କହିଲେ ଆତ୍ମହତ୍ୟା ନୁହେଁ ପ୍ରି-ପ୍ଲାନ୍‌ଡ ମର୍ଡର

ତାସହ ସ୍ୱାମୀ ଗୋବିନ୍ଦଙ୍କୁ ଷଡ଼ଯନ୍ତ୍ର କରି ହତ୍ୟା କରାଯାଇଥିବା ନେଇ କଳାହାଣ୍ଡିର କେ.ଗାଁ ଥାନାରେ ଲିଖିତ ଅଭିଯୋଗ କରିବା ସହ ନ୍ୟାୟ ମାଗିଛନ୍ତି ସୁଷମା । More
  • Satyendu Shekher Mishra
  • 1 year ago

ଗୋବିନ୍ଦ ସାହୁ ମୃତ୍ୟୁ ମାମଲା: ସରକାରଙ୍କୁ ଘେରିଲେ ବିରୋଧୀ, କହିଲେ ନେତାଙ୍କୁ ଖସାଇବାକୁ ହୋଇଛି ହତ୍ୟା

ବିଜେପିର ପ୍ରଶ୍ନ ମାରିଦେଲେ ନା ମରିବାକୁ ବାଧ୍ୟ କଲେ ? ଗୋବିନ୍ଦ ସାହୁ ମୃତ୍ୟୁର ହେଉ ସିବିଆଇ ତଦନ୍ତ-ବିଜେପି । More
  • Satyendu Shekher Mishra
  • 1 year ago

ବିଶ୍ୱକପ୍‌ ଆୟୋଜନ ପଛରେ ବିରୋଧୀ ବାରିଲେ ରାଜନୀତିର ଗନ୍ଧ, ଭାରତ ମ୍ୟାଚ୍‌ର ଟିକଟ୍ ନପାଇ କ୍ଷୁବ୍ଧ ଫ୍ୟାନ

ହକି ବିଶ୍ୱକପ୍ ଆଳରେ ବ୍ରାଣ୍ଡ ନବୀନର ପ୍ରମୋସନ ଫନ୍ଦି । More
  • Satyendu Shekher Mishra
  • 1 year ago

ଅର୍ଚ୍ଚନା ରିମାଣ୍ଡ ସରିବା ପରେ ଆସିଲା ଡିଜିଟାଲ ଫରେନସିକ୍ ରିପୋର୍ଟ, ଖୋଲିବ କି ଗୁମର ?

ଅର୍ଚ୍ଚନା ଥିବା ବେଳେ ମାଗି ମାଗି ଦେଲେନି, ଏବେ ଆସିଲା ଡିଜିଟାଲ ଫରେନସିକ୍ ରିପୋର୍ଟ More