• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ସଂକ୍ଷେପରେ ଆଜିର ତାଜା ଖବର - Monday, 10 October 2022

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

  • Satyendu Shekher Mishra
  • 2 years ago

ମୁଣ୍ଡ ଘୁରାଇବା ଭଳି କାହାଣୀ ! ଖୋଲୁଛି ରହସ୍ୟମୟୀର କଳାଧନ୍ଦା ପେଡ଼ି, ଯୁବତୀଙ୍କୁ ମୋହରା କରି ବ୍ଲାକ୍‌ମେଲିଂ କରୁଥିଲା ଅର୍ଚ୍ଚନା

ଗୁମର ଫିଟାଇଲା ପ୍ରଡ୍ୟୁସର ଅକ୍ଷୟ ପରିଜାଙ୍କ ଏତଲା । ୩ କୋଟି ଟଙ୍କା ମାଗି ହତ୍ୟା ଧମକ ବି ଦେଇଥିଲା ଅର୍ଚ୍ଚନା । More
  • Satyendu Shekher Mishra
  • 2 years ago

୨୦୨୪ ଭୋଟ୍ ପୂର୍ବରୁ ବିଜେଡିର ଥଇଥାନ ଷ୍ଟ୍ରାଟେଜି, ତିନି ଡଜନ୍ ଅସନ୍ତୁଷ୍ଟ ନେତାଙ୍କୁ ନିଗମ ଲଲିପପ୍

ଗଂଜାମକୁ ବେଶୀ ଗୁରୁତ୍ୱ, ଅନ୍ୟ ଦଳର ଆମଦାନୀ ନେତାଙ୍କୁ ବି ପ୍ରଧାନ୍ୟ । ଦାସବର୍ମାଙ୍କ ଭଳି ବରିଷ୍ଠଙ୍କୁ ବାଦ୍, ଝୁଲିଲା ଯୋଜନାବୋର୍ଡ ଉପାଧ୍ୟକ୍ଷ ପଦ । More
  • Manoranjan Behera
  • 2 years ago

ଚିଠି ସିନା ନାହିଁ ହେଲେ ଭିଡ଼ କମିନି; ନୂଆ ତରିକା ଆପଣାଉଛି ଡାକଘର

ଯୁଗ ସହ ତାଳ ଦେଇ ଚାଲୁଛି ଭାରତୀୟ ଡାକ । ପୂର୍ବରୁ ଚିଠି, ଟେଲିଗ୍ରାମ, ପାର୍ସଲ ମନିଅର୍ଡର ସେବା ଯୋଗାଉଥିବା ଡାକ ଏବେ ବ୍ୟାଙ୍କିଙ୍ଗ୍ ସେବା ସହ ଯୋଡ଼ି ହୋଇଛି । ଲୋକମାନେ ଡାକଘରେ ସଞ୍ଚୟ ଖାତା ଖୋଲିବା ସହ ମିଆଦି ଜମା ବି କରିପାରୁଛନ୍ତି । More
  • Manoranjan Behera
  • 2 years ago

ଆଜିଠୁ କାର୍ତ୍ତିକ ବ୍ରତ; ବାବା ଧବଳେଶ୍ୱରଙ୍କ ପୀଠରେ ଜମିଲା ଶ୍ରଦ୍ଧାଳୁଙ୍କ ଭିଡ଼

ଆଜିଠାରୁ ପବିତ୍ର କାର୍ତ୍ତିକ ବ୍ରତ ଆରମ୍ଭ ହୋଇଛି । ଦୁଇ ବର୍ଷ ଧରି କରୋନା ଯୋଗୁଁ ପୁରୀରେ ହବିଷ୍ୟାଳି ଶିବିର ବନ୍ଦ ରହିଥିବା ଯୋଗୁ ନିରାଶ ହୋଇଥିଲେ ହବିଷ୍ୟାଳି । More
  • Manoranjan Behera
  • 2 years ago

ସାବଧାନ! ଏଣିକି ରାସ୍ତାରେ ଅଳିଆ ଫିଙ୍ଗିଲେ ଗଣିବେ ୫ ହଜାର ଫାଇନ୍‌

ବାରମ୍ବାର ତାଗିଦ ପରେ ମଧ୍ୟ ପରିବା ବ୍ୟବସାୟୀ ରାସ୍ତାରେ ଅଳିଆ ଆବର୍ଜନା ପକାଉଛନ୍ତି । ଏହାକୁ ନେଇ ଏହି ନିର୍ଦ୍ଦେଶନାମା ଜାରି ହୋଇଛି । More
  • Manoranjan Behera
  • 2 years ago

ଆଗୁଆ ଜାମିନ୍‌ ଆବେଦନ କଲେ ଲେଡି ବ୍ଲାକ୍‌ମେଲର୍‌ ଅର୍ଚ୍ଚନା

ଆସନ୍ତାକାଲି କୋର୍ଟରେ ହାଜର ହୋଇପାରନ୍ତି ଅର୍ଚ୍ଚନା ନାଗ । ସେଥିପାଇଁ ସେ ଆଗୁଆ ଜାମିନ୍‌ ଆବେଦନ କରିଛନ୍ତି । More
  • Rajalaxmi Sahoo
  • 2 years ago

ଭୁବନେଶ୍ୱରରେ ଫୁଟବଲ୍ ଫିଭର, କାଲିଠୁ କଳିଙ୍ଗ ଷ୍ଟାଡିୟମ୍‌ରେ ଆରମ୍ଭ ହେବ ଫୁଟବଲ୍ ମହାକୁମ୍ଭ,

ଭୁବନେଶ୍ୱରର ବିଭିନ୍ନ ଛକରେ ଫୁଟବଲ୍ ଫିଭର ଦେଖିବାକୁ ମିଳିଛି। ପୋଷ୍ଟର, ବ୍ୟାନର୍‌ରେ ଝଲସୁଛି ରାସ୍ତାଘାଟ। ଆୟୋଜକ ଭାରତ ସମେତ ବ୍ରାଜିଲ, ମରୋକୋ ଏବଂ ଆମେରିକା ଟିମ୍ କଳିଙ୍ଗ ଷ୍ଟାଡିୟମରେ ଖେଳିବେ। More
  • Prangyan Parimita
  • 2 years ago

ବିଦ୍ୟୁତ୍ ତାର ସ୍ପର୍ଶରେ ଆସି ଜଣେ ଚାଷୀଙ୍କ ମୃତ୍ୟୁ : ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକ

ବଲାଙ୍ଗିର ବନ୍ଧପଡା ଫାଣ୍ଡି କରୁଆଝର ଗାଁରେ ଏଭଳି ଦୁଃଖଦ ଘଟଣା ଘଟିଛି । More
  • Rajalaxmi Sahoo
  • 2 years ago

ଖୋଲୁଛି ଅର୍ଚ୍ଚନାଙ୍କ ନାଗ ଫାସର ଜାଲ: ‘୩ କୋଟି ଦିଅ, ନହେଲେ କାଟି ପିସ୍‌ ପିସ୍‌ କରିଦେବି’

ବ୍ଲାକ୍‌ମେଲିଂ ଅଭିଯୋଗ ଆଣି ଥାନାରେ ସିନେ ପ୍ରଯୋଜକ ଅକ୍ଷୟ ପରିଜା ଥାନାରେ ଏତଲା ଦେଇଥିଲେ। ଅର୍ଚ୍ଚନା ନାଗ ତାଙ୍କୁ ଧମକ ଦେବା ସହ ଭୁବନେଶ୍ୱରର ଏକ ତାରକା ହୋଟେଲ୍‌ରେ ୩ କୋଟି ଟଙ୍କା ଡିଲ୍ କରିଥିଲେ। More
  • Rajalaxmi Sahoo
  • 2 years ago

ରାତାରାତି ବଦଳିଗଲା ଭାଗ୍ୟ, ମାଛ କରିଦେଲା ଲକ୍ଷପତି...

ଦୀଘା ସମୁଦ୍ର ମୁହାଣରେ ମତ୍ସଜୀବୀମାନେ ୨୮ ଟି ବଡ଼ ବଡ଼ ତେଲିଆ ଭୋଳା ମାଛ ଧରିଥିଲେ। ଏହାପରେ ଏହିସବୁ ମାଛକୁ ସେମାନେ ଦୀଘାର ମୋହନା ମାଛ ମାର୍କେଟରେ କେଜି ପ୍ରତି ୧୪ ହଜାର ଟଙ୍କାରେ ବିକ୍ରି କରିଥିଲେ। More
  • Rajalaxmi Sahoo
  • 2 years ago

ଲଜ୍‌ରେ ରେଡ୍‌ କରି ନକଲି ପୋଲିସ୍‌କୁ ଧରିଲା ଅସଲି ପୋଲିସ୍‌

ଚାକିରି ଦେବା ନାଁରେ ଠକୁଥିବା ଜଣେ ନକଲି ପୋଲିସ୍‌ ଅଫିସର୍‌ଙ୍କୁ ପୋଲିସ୍‌ ଗିରଫ କରିଛି। ପୋଲିସ୍‌ ବିଭାଗରେ ଚାକିରି ଦେବାର ଲୋଭ ଦେଖାଇ ସୁଜିତ ଟଙ୍କା ଠକି ନେଇଥିବା ଅଭିଯୋଗ ହୋଇଥିଲା। More
  • Manoranjan Behera
  • 2 years ago

ଓଡ଼ିଆରେ OAS ପରୀକ୍ଷା; ଷ୍ଟଡି ମାଟେରିଆଲ୍‌କୁ ନେଇ ଆଶଙ୍କାରେ ପରୀକ୍ଷାର୍ଥୀ

ଉଭୟ ଓଡିଆ ଏବଂ ଇଂରାଜୀ ଭାଷାରେ ପ୍ରସ୍ତୁତ ହେବ ଓଏଏସ୍‌ ପ୍ରଶ୍ନପତ୍ର । ଗଲା କ୍ୟାବିନେଟ୍‌ରେ ରାଜ୍ୟ ସରକାରଙ୍କ ଏ ନିଷ୍ପତ୍ତିକୁ ନେଇ ପରୀକ୍ଷାର୍ଥୀ ଉତ୍ସାହିତ ତ ଅଛନ୍ତି, ହେଲେ ଦ୍ୱନ୍ଦ୍ୱ ବି କମ୍ ନାହିଁ । More
  • Manoranjan Behera
  • 2 years ago

ଅଡ଼ୁଆରେ କଂଗ୍ରେସ ନେତା ଉଦିତ୍‌ ରାଜ୍‌; ଯୁଆଡ଼େ ଗଲେ ଅଣ୍ତାମାଡ଼-କଳାପତାକା

ଦେଶର ସମ୍ମାନନୀୟ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ପ୍ରତି ଅପଶବ୍ଦ ବ୍ୟବହାର କରିବାକୁ ପଛାଇନାହାନ୍ତି ଏକାଧିକ କଂଗ୍ରେସ ନେତା । More
  • Satyendu Shekher Mishra
  • 2 years ago

ବିଜେପି ବାଛିଲା ପ୍ରାର୍ଥୀ, ଗୋଷ୍ଠିକନ୍ଦଳ ପାଇଁ ବିଜେଡିରେ ଛିଣ୍ଡୁନି ଅଙ୍କ ! କଂଗ୍ରେସ କଥା ନକହିବା ଭଲ..

ଦିବଂଗତ ବିଧାୟକ ବିଷ୍ଣୁ ସେଠୀଙ୍କ ପୁଅଙ୍କୁ ଧାମନଗର ଟିକେଟ୍ ସୂଯର୍ୟବଂଶୀଙ୍କୁ ଧାମନଗର ଯୋଦ୍ଧା ଘୋଷଣା କଲା ବିଜେପି । More
  • Manoranjan Behera
  • 2 years ago

ଗାଁର ଦଦରାଘରୁ ରାଜଧାନୀର ଆଲିସାନ୍ ବଙ୍ଗଳା; ଖୋଲୁଛି ଲେଡି ବ୍ଲାକମେଲର୍‌ଙ୍କ କଳାଧନ୍ଦାର ଗୁମର

ଛୋଟ ସହରରୁ ଆସି ରାଜଧାନୀରେ ନାଗ-ଚାନ୍ଦ ଦମ୍ପତି ଛିଡ଼ା କରାଇଥିଲେ ଆଲିସାନ କୋଠା । ଆଖି ତରାଟିଲା ଭଳି ଇଣ୍ଟେରିୟର୍ ଡିଜାଇନ୍ । ଘରେ ଏକ ମିନିବାର୍ ମଧ୍ୟ ଦେଖିବାକୁ ମିଳିଛି । ସତେ ଯେମିତି ସିନେ ପରଦାର ରାଜପ୍ରାସାଦ । More
  • Satyendu Shekher Mishra
  • 2 years ago

ଲେଡି ବ୍ଲାକ୍‌ମେଲର ଫାଶରେ ବଡ଼ ନେତା-କଣ୍ଟ୍ରାକ୍ଟର-ଅଫିସର ! ଖୋଲିବ ରହସ୍ୟ..

ଲେଡି ବ୍ଲାକ୍‌ମେଲର ଅର୍ଚ୍ଚନା ନାଗଫାଶରେ ମାଳ ମାଳ ନେତା । ସୋସିଆଲ୍ ମିଡିଆରେ ଭାଇରାଲ୍ ମନ୍ତ୍ରୀଙ୍କ ସହ ଫଟୋ । More