• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ସଂକ୍ଷେପରେ ଆଜିର ତାଜା ଖବର - Wednesday, 24 August 2022

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

  • Satyendu Shekher Mishra
  • 2 years ago

ବନ୍ୟା ବିପନ୍ନଙ୍କୁ ଓଟିଭି କେୟାର୍ସ ପକ୍ଷରୁ ରିଲିଫ୍‌ ବଣ୍ଟନ

୩ ଶହରୁ ଅଧିକ ବିପନ୍ନ ପରିବାରକୁ ଓଡ଼ିଶା ଟେଲିଭିଜନ୍ ଲିମିଟେଡ୍ ପକ୍ଷରୁ ରିଲିଫ ବଣ୍ଟନ କରାଯାଇଛି । More
  • Satyendu Shekher Mishra
  • 2 years ago

ବାପା ଯେମିତି ଝିଅ ସେମିତି, କେହି କାହାଠୁ କମ୍‌ ନୁହେଁ ! ଗୋଟିଏ ଟୁର୍ଣ୍ଣାମେଣ୍ଟରେ ଜିତିଲେ ସ୍ୱର୍ଣ୍ଣ ପଦକ

ଗୋଟିଏ ଟୁର୍ଣ୍ଣାମେଣ୍ଟରେ ବାପ-ଝିଅଙ୍କୁ ଗୋଲ୍ଡ ମେଡାଲ । ଷ୍ଟେଟ୍ ପାଓ୍ୱାରଲିଫ୍ଟିଂ ଚାମ୍ପିୟନସିପରେ ଉଭୟ ଜିତିଲେ ସ୍ବର୍ଣ୍ଣ ଚର୍ଚ୍ଚାରେ ଜୟପୁରର ବାପା-ଝିଅ ଯୋଡ଼ି, ଛୁଟୁଚ୍ଛି ଶୁଭେଚ୍ଛାର ସୁଅ । More
  • Satyendu Shekher Mishra
  • 2 years ago

ଛିଣ୍ଡୁନି ଷ୍ଟାର କଳି ! ୫ କୋଟିର ମାନହାନି ମକଦ୍ଦମା, ୟୁଟ୍ୟୁବ୍‌ରୁ ଭିଡିଓ ଡିଲିଟ୍ ପାଇଁ ପ୍ରକୃତିଙ୍କ ଆବେଦନ

ଅଭିନେତା ବାବୁସାନଙ୍କ ପତ୍ନୀ ତୃପ୍ତି ଏବଂ ଶ୍ୱଶୁର ଲଳିତ ଶତପଥୀଙ୍କ ବିରୋଧରେ ଭୁବନେଶ୍ୱର କୋର୍ଟରେ ଦାୟର କରିଛନ୍ତି ୫ କୋଟିର ମାନହାନି ମୋକଦ୍ଦମା । More
  • Satyendu Shekher Mishra
  • 2 years ago

ପୁଣି ୬ ମାସ ବଢ଼ିଲା ମୁଖ୍ୟ ଶାସନ ସଚିବଙ୍କ କାର୍ଯ୍ୟକାଳ; ଅତ୍ୟଧିକ ଆନୁଗତ୍ୟ ନା ଦକ୍ଷତା, ଉଠିଲା ପ୍ରଶ୍ନ

ପୂର୍ବତନ ପ୍ରଶାସକ କହିଲେ ବ୍ୟୁରୋକ୍ରାସି ଉପରେ ଖରାପ ପ୍ରଭାବ । ସୁରେଶ ମହାପାତ୍ରଙ୍କ କାର୍ଯ୍ୟକାଳ ପୁଣି ୬ ମାସ ପାଇଁ ବୃଦ୍ଧି ରାଜ୍ୟ ସରକାରଙ୍କ ପ୍ରସ୍ତାବକୁ କେନ୍ଦ୍ରର ଅନୁମୋଦନ । More
  • Satyendu Shekher Mishra
  • 2 years ago

ସପ୍ତାହେ ପରେ ବି ରହସ୍ୟରେ ଶ୍ୱେତା ମୃତ୍ୟୁ ଘଟଣା, ବୟଫ୍ରେଣ୍ଡଙ୍କ ନିରବତା ଓ ପୋଲିସ୍ ତଦନ୍ତକୁ ନେଇ ଉଠୁଛି ପ୍ରଶ୍ନ

ଭୁବନେଶ୍ୱର ଡିସିପି କହିଲେ ସୌମ୍ୟଜିତଙ୍କୁ ହୋଇଛି ପଚରାଉଚରା । ଶ୍ୱାସରୁଦ୍ଧରୁ ଶ୍ୱେତାଙ୍କ ମୃତ୍ୟୁ ନେଇ ଆସିଲା ପୋଷ୍ଟମୋର୍ଟମ ରିପୋର୍ଟ । More
  • Satyendu Shekher Mishra
  • 2 years ago

ଅକଥନୀୟ ଜଳଯନ୍ତ୍ରଣା ! ଶୌଚ ହେବାକୁ ଡଙ୍ଗାରେ ମାଇଲ ମାଇଲ୍ ଯାଉଛନ୍ତି ଝିଅ-ବୋହୂ

ଜରି ପାଲ ତଳେ କଦର୍ଯ୍ୟ ସ୍ଥିତିରେ ପାଠ ପଢୁଛନ୍ତି ବିଦ୍ୟାର୍ଥୀ । ଆହୁରି ଦୟନୀୟ ଅଞ୍ଚଳର ବୃଦ୍ଧ-ବୃଦ୍ଧାଙ୍କ ଅବସ୍ଥା। More
  • Satyendu Shekher Mishra
  • 2 years ago

ଏଥର ଧୁମ୍‌ଧାମ୍‌ରେ ହେବ ବିଶ୍ୱପ୍ରସିଦ୍ଧ ଧନୁଯାତ୍ର

ପୌରାଣିକ କଥାବସ୍ତୁ ହରିବଂଶର ମଥୁରା ବିଜୟକୁ ନାଟ୍ୟ ରୁପାନ୍ତର ଆକାରରେ ମଞ୍ଚସ୍ଥ କରାଯାଇଥାଏ ଧନୁଯାତ୍ରାରେ । More
  • Prangyan Parimita
  • 2 years ago

ନୂଆ ନିୟମ ଆଣିବେ ମୋଦି ସରକାର : ଗୋଟିଏ ଚାର୍ଜରରେ ଚାର୍ଜ ହେବ ମା’,ବାପା, ପୁଅର ଫୋନ୍‌

One Nation, One Charger ନିୟମ ଲାଗୁ ହେଲେ ଲୋକଙ୍କୁ କି ପ୍ରକାର ସୁବିଧା ମିଳିବ ? More
  • Satyendu Shekher Mishra
  • 2 years ago

ପୁଣି ବଢ଼ିଲା ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ରଙ୍କ କାର୍ଯ୍ୟକାଳ ଅବଧି

୨୦୨୨ ଫେବ୍ରୁଆରୀରେ ସୁରେଶ ମହାପାତ୍ରଙ୍କ କାର୍ଯ୍ୟକାଳ ସରୁଥିଲା, ୧୯୮୬ ବ୍ୟାଚ୍‌ର ଆଇଏଏସ୍ ହେଉଛନ୍ତି ସୁରେଶ ମହାପାତ୍ର । More
  • Satyendu Shekher Mishra
  • 2 years ago

ହୀରାକୁଦ ବନ୍ଧର ବିଭନ୍ନ ସ୍ଥାନରେ ଫାଟ, ୨୩ ବର୍ଷ ହେଲା ଯାଞ୍ଚର ନାଁ ଗନ୍ଧ ନାହିଁ

ସ୍ପିଲ୍‌ୱେର ତଳମୁଣ୍ଡରେ ଆଉ କିଛି ଫାଟ ଅଛି କି ନାହିଁ, ଡ୍ରୋନ୍ ସାହାଯ୍ୟରେ ଅନୁସନ୍ଧାନ କରିବାକୁ ପରାମର୍ଶ ଦିଆଯାଇଥିଲା । More
  • Manoranjan Behera
  • 2 years ago

ହସି ଦେବାରୁ ଯନ୍ତ୍ରୀଙ୍କୁ କାରଣ ଦର୍ଶାଅ ନୋଟିସ !

ବନ୍ୟା ସମୟରେ ଗୋଟିଏ ପଞ୍ଚାୟତରେ ମାତ୍ର ୪୦-୫୦ ଜଣଙ୍କୁ ରନ୍ଧାଖାଦ୍ୟ ଦିଆଯାଇଥିଲା । କିନ୍ତୁ ୮୫୦ ଜଣଙ୍କୁ ରନ୍ଧାଖାଦ୍ୟ ବଣ୍ଟା ଯାଇଥିବାର ଏକ ମେସେଜ୍ ଆସିଥିଲା । ଏହା ଦେଖି ସେ ହସି ଦେଇଥିବା କହିଛନ୍ତି କନିଷ୍ଠ ଯନ୍ତ୍ରୀ । More
  • Rajalaxmi Sahoo
  • 2 years ago

ଏଥର ଭୁବନେଶ୍ୱରରେ କଟକଣା ମୁକ୍ତ ଗଣେଶ ପୂଜା, ମୂର୍ତ୍ତି ବିସର୍ଜନ ପାଇଁ ୨ଟି ଅସ୍ଥାୟୀ ପୋଖରୀ

ମୂର୍ତ୍ତି ବିସର୍ଜନ ପାଇଁ ରାଜଧାନୀର କୁଆଖାଇ ଓ ଦୟାନଦୀ କୂଳରେ ୨ଟି ଅସ୍ଥାୟୀ ପୋଖରୀ କରାଯାଇଛି। ସେଥିରେ ଭୁବନେଶ୍ୱରର ସମସ୍ତ ମୂର୍ତ୍ତି ବିସର୍ଜନ କରିବାକୁ BMC କମିଶନର ଅପିଲ୍‌ କରିଛନ୍ତି। More
  • Prangyan Parimita
  • 2 years ago

ଦ୍ୱିତୀୟ ଥର ପାଇଁ ମୁଖ ସଚିବ ସୁରେଶ ମହାପାତ୍ରଙ୍କ କାର୍ଯ୍ୟକାଳ ବୃଦ୍ଧି

ପୂର୍ବରୁ ସୁରେଶ ମହାପାତ୍ରଙ୍କର ୬ ମାସ କାର୍ଯ୍ୟକାଳ ବଢ଼ିଥିଲା । More
  • Manoranjan Behera
  • 2 years ago

ଧନ୍ୟରେ ବିଧାତା ! ବୃଦ୍ଧ ପିତା ମାତାଙ୍କର ଏକୋଇର ବଳା ବିଶିକେଶନକୁ କି କଷ୍ଟ ଦେଲୁ

ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ ରୋଡ଼ ଗାଁର ମଧୁସୂଦନ ସିଂହ ଓ ସୁଭଦ୍ରା ସିଂହଙ୍କର ୧୦ ବର୍ଷୀୟ ପୁଅ ହେଉଛି କ୍ରିଷ୍ଣା । ଛୋଟ ଅପରେସନ ଜୀବନର ଗତିବିଧିକୁ ପରିବର୍ତ୍ତନ କରିଦେଲା । କିଏ ଜାଣିଥିଲା ଅପରେସନ ପରେ ଭଲ ହେବା ଜାଗାରେ କ୍ୟାନସର ଭଳି ବଡ଼ ବ୍ୟାଧିକୁ ଆପଣେଇ ନେବ । More
  • Prangyan Parimita
  • 2 years ago

ବାବୁସାନଙ୍କ ଶ୍ୱଶୁର ଓ ପତ୍ନୀଙ୍କ ନାଁରେ ୫ କୋଟିର ମାନହାନୀ ମାମଲା ଦାୟର କଲେ ପ୍ରକୃତି

ସୋସିଆଲ ମିଡିଆ ୟୁଟ୍ୟୁବକୁ ମଧ୍ୟ ପକ୍ଷଭୁକ୍ତ କଲେ ପ୍ରକୃତି । More
  • Rajalaxmi Sahoo
  • 2 years ago

ସଫ୍ଟଓ୍ୱୟାର ଇଞ୍ଜିନିୟର ଶ୍ୱେତା ମୃତ୍ୟୁ ମାମଲା: ଆସିଲା ପୋଷ୍ଟମର୍ଟମ ରିପୋର୍ଟ

ଭୁବନେଶ୍ୱରର ସଫ୍ଟଓ୍ୱୟାର ଇଞ୍ଜିନିୟର ଶ୍ୱେତା ଉତ୍କଳ କୁମାରୀଙ୍କ ପୋଷ୍ଟମର୍ଟମ ରିପୋର୍ଟ ଏବେ ସାମ୍ନାକୁ ଆସିଛି। More
  • Manoranjan Behera
  • 2 years ago

ସୁଜି ଖାଇ ୪୦ ଛାତ୍ରୀ ଅସୁସ୍ଥ, ମେଡିକାଲରେ ଭର୍ତ୍ତି

ତେଲକୋଇ ବ୍ଲକ ରାଇସୁଆଁ ସରକାରୀ ଉଚ୍ଚ ବିଦ୍ୟାଳୟର ଛାତ୍ରୀ ନିବାସର ୪୦ ଛାତ୍ରୀ ଅସୁସ୍ଥ ହେବାରୁ ତେଲକୋଇ ମେଡିକାଲରେ ଭର୍ତ୍ତି କରାଯାଇଛି ।  More
  • Manoranjan Behera
  • 2 years ago

ପୋଲିସ ହେପାଜତରେ ସୌମ୍ୟଜିତ !

ଭୁବନେଶ୍ୱରରେ ସଫ୍ଟେଓ୍ୱୟାର ଇଂଜିନିୟର ଶ୍ୱେତାଙ୍କ ଆତ୍ମହତ୍ୟା ମାମଲାରେ ତାଙ୍କ ବୟଫ୍ରେଣ୍ଡ ସୌମ୍ୟଜିତଙ୍କୁ ପଚରାଉଚରା କରିପାରେ କମିଶନରେଟ ପୋଲିସ । More
  • Rajalaxmi Sahoo
  • 2 years ago

ବିପଦ ଟଳିଛି ହେଲେ ଦୁର୍ଦ୍ଦଶା କମିନି: ତଳେ ବର୍ଷା ପାଣି, ଆଉ ଉପରେ ଦାଉ ସାଧୁଛି ପ୍ରକୃତି

ବନ୍ୟା ପାଣିରେ ବୁଡ଼ି ରହିଛି ଘର, ଗାଁରେ ସୁଅ କାଟୁଛି ପାଣି।ଜୀବନକୁ ଯେନତେନ ପ୍ରକାରେ ଲୋକ ବଞ୍ଚାଇ ଦେଇଛନ୍ତି ହେଲେ ଏବେ କେମିତି ଚଳିବେ ସେନେଇ ଚିନ୍ତା ଘାରିଛି।  More
  • Manoranjan Behera
  • 2 years ago

ସହିପାରିଲେନି ଯୌତୁକ ନିର୍ଯ୍ୟାତନା, ଥାନା ଆଗରେ ବିଷ ପିଇଲେ

ଗଞ୍ଜାମ ଜିଲା ଛତ୍ରପୁର ଥାନା ଆଗରେ ପୁଣି ଜଣେ ମହିଳା ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି । More
  • Rajalaxmi Sahoo
  • 2 years ago

ଯୁବତୀଙ୍କୁ ଧୋକା ଦେଲେ ଯବାନ, ବିବାହ ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ରଖିଥିଲେ...

ଯୁବତୀଙ୍କ ଅଭିଯୋଗ ଅନୁସାରେ, ଯବାନ ଜଣକ ତାଙ୍କୁ ବାହା ହେବା ପାଇଁ ପ୍ରତିଶ୍ରୁତି ଦେଇଥିଲେ। ଏହାପରେ ତାଙ୍କ ସହ ଶାରୀରିକ ସମ୍ପର୍କ ରଖିଥିଲେ। ହେଲେ ପରେ ସେ ତାଙ୍କୁ ଧୋକା ଦେଇଥିଲେ।  More
  • Rajalaxmi Sahoo
  • 2 years ago

୪ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷିବ !

ଆଭ୍ୟନ୍ତରୀଣ ସମେତ ପଶ୍ଚିମ ଓଡ଼ିଶାରେ ବର୍ଷାର ପ୍ରଭାବ ରହିବ। ପଶ୍ଚିମ ଓଡ଼ିଶାର ୪ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ। ଏନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି।  More
  • Manoranjan Behera
  • 2 years ago

Daily Horoscope 24th August 2022: ଜାଣନ୍ତୁ ଆଜି କେମିତି କଟିବ ଆପଣଙ୍କ ଦିନ..

ସୈାର ସିଂହ ମାସ ଭାଦ୍ରବ କୃଷ୍ଣପକ୍ଷ । ଇଂରାଜୀରେ ୨୪ ତାରିଖ ବୁଧବାର । ତିଥି – ୧୨ ଶୀ ଦିବା ୦୮/୩୦ ଗତେ ୧୩ ଶୀ, ଚନ୍ଦ୍ର   – ମିଥୁନ ପ୍ରାତଃ  ୦୬/୫୬ କର୍କଟ, ଘାତ ଚନ୍ଦ୍ର- କନ୍ୟା ପ୍ରାତଃ  ୦୬/୫୬ ପର୍ଯ୍ୟନ୍ତ, ଘାତ ବାର – କର୍କଟ ରାଶିର, ପୁଷ୍କର ଦୋଷ - ୨ ପାଦ -ପଶୁ ଓ ବଂଶହାନି - ଅନ୍ନ ଓ ତିଳକାଞନ ଦାନ ଦିବା ୦୮/୩୦ ଗତେ ୧ ପାଦ କୁଟୁମ୍ଭ ହାନି- ତିଳକାଞନ ଦାନ ଦିବା ୦୧/୩୮ ପର୍ଯ୍ୟନ୍ତ More
  • Satyendu Shekher Mishra
  • 2 years ago

କେନ୍ଦୁଝର ମେଡିମକାଲ କଲେଜରେ ଏଥର ୧୦୦ ସିଟ୍‌ରେ ନାମଲେଖା

ଏହି ମେଡିକାଲ କଲେଜ ମହାରାଜା ଶ୍ରୀ ରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟ ବାରିପଦା ଅଧୀନରେ ରହିବ । More
  • Satyendu Shekher Mishra
  • 2 years ago

ଖସୁଛି ସୁବର୍ଣ୍ଣରେଖା, ତଥାପି ବନ୍ୟାରେ ଉବୁଟୁବୁ ୨୫୦ରୁ ଅଧିକ ଗାଁ

ଝାଡ଼ଖଣ୍ଡରୁ ଜଳପ୍ରବାହ କମିବା ପରେ ଏବେ ବର୍ଷା ବଢ଼ାଇଲା ଲୋକଙ୍କ ଦୁର୍ଦ୍ଦଶା । ଛିଣ୍ଡା ପାଲ ତଳେ ଦୟନୀୟ ଅବସ୍ଥାରେ ଦିନ କାଟୁଛନ୍ତି ବିପନ୍ନ । More
  • Chandan Shishu
  • 2 years ago

ଶ୍ୱେତା ମୃତ୍ୟୁ ମାମଲାରେ ବଢିଲା ବୟଫ୍ରେଣ୍ଡ ସୌମ୍ୟଙ୍କ ଅଡୁଆ

ଏଯାଏଁ ମୁହଁ ଖୋଲୁନାହାଁନ୍ତି ନିଜେ ସୌମ୍ୟଜିତ୍ କି ତାଙ୍କ ପରିବାର। More
  • Satyendu Shekher Mishra
  • 2 years ago

ଜଳପ୍ରବାହଠୁ ଅଧିକ ଘାଇଲା କରୁଛି ଦୁର୍ବଳ ନଦୀବନ୍ଧ, ବଢ଼ି ଆସୁ ଆସୁ ମହାନଦୀରେ ୭ ଘାଇ

ନଦୀରେ ଘାଇ ଯୋଗୁଁ ବିପନ୍ନ ହେଲା ଶହ ଶହ ଗାଁ ଗଣ୍ଡା । ମନୁଷ୍ୟକୃତ କହି ସରକାରଙ୍କ ଉପରେ ବର୍ଷିଲେ ବିରୋଧୀ । More
  • Satyendu Shekher Mishra
  • 2 years ago

ବଢ଼ି ପରେ ବିଗୁଡୁଛି ସ୍ୱାସ୍ଥ୍ୟ ସମସ୍ୟା, କ୍ୟାପିଟାଲ୍ ହସ୍ପିଟାଲ୍‌ରେ ରୋଗୀଙ୍କ ଭିଡ଼

ପୁରୀ, କଟକ, ଖୋର୍ଦ୍ଧା ଓ ନୟାଗଡ଼ ଜିଲ୍ଲାରୁ ଆସୁଛନ୍ତି ରୋଗୀ । ଘଣ୍ଟା ଘଣ୍ଟାର ଅପେକ୍ଷା, ଭିତ୍ତିଭୂମି ନଥିବାରୁ ଚଟାଣରେ ଚିକିତ୍ସା । More