• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ସୈାର ସିଂହ ମାସ ଭାଦ୍ରବ କୃଷ୍ଣପକ୍ଷ । ଇଂରାଜୀରେ ୨୪ ତାରିଖ ବୁଧବାର । ତିଥି – ୧୨ ଶୀ ଦିବା ୦୮/୩୦ ଗତେ ୧୩ ଶୀ, ଚନ୍ଦ୍ର   – ମିଥୁନ ପ୍ରାତଃ  ୦୬/୫୬ କର୍କଟ, ଘାତ ଚନ୍ଦ୍ର- କନ୍ୟା ପ୍ରାତଃ  ୦୬/୫୬ ପର୍ଯ୍ୟନ୍ତ, ଘାତ ବାର – କର୍କଟ ରାଶିର, ପୁଷ୍କର ଦୋଷ - ୨ ପାଦ -ପଶୁ ଓ ବଂଶହାନି - ଅନ୍ନ ଓ ତିଳକାଞନ ଦାନ ଦିବା ୦୮/୩୦ ଗତେ ୧ ପାଦ କୁଟୁମ୍ଭ ହାନି- ତିଳକାଞନ ଦାନ ଦିବା ୦୧/୩୮ ପର୍ଯ୍ୟନ୍ତ

ଶୁଭ ସମୟ-

ପ୍ରାତଃ ୦୫/୩୨ ରୁ  ୦୭/୧୩

 ଦିବା ୧୦/୧୪ ରୁ  ୧୧/୨୩

ଦିବା ୦୧/୫୪ ରୁ ୦୫/୧୪

ସନ୍ଧ୍ୟା ୦୬/୫୦ ରୁ ୧୦/୪୦

ରାତ୍ରି ୦୧/୪୩ ରୁ ୦୨/୪୧  

ରାତ୍ରି ୦୪/୦୭ ରୁ ୦୫/୩୩

ଅଶୁଭ ସମୟ-

ଋାହୁକାଳ – ଦିବା ୧୧/୪୮ ରୁ ୦୧/୨୩

କାଳବେଳା - ଦିବା ୦୮/୪୦ ରୁ ୧୦/୧୪

ବାରବେଳା –ଦିବା ୧୧/୪୮ ରୁ ୦୧/୨୩

କାଳରାତ୍ରି - ରାତ୍ରି ୦୨/୪୧ ରୁ ୦୪/୦୭

ଆଜିର ରାଶିଫଳ-

ମେଷ:-

ଅଶ୍ୱନୀ – ସାସାଂରିକ ଅତିଥିଙ୍କ ଆଗମନ ହୋଇପାରେ ।

ଦ୍ୱିଜା – ବାଣିଜ୍ୟରେ ଆତ୍ମବୃଦ୍ଧି ଓ ସଞୟ ହେବ ।

କୃତିକା – ମହିଳା ମାନେ କର୍ମକ୍ଷେତ୍ରରେ ଆଗମନା ରହିବେ । 

ଶୁଭ ରଙ୍ଗ- ଲାଲ୍ ଏବଂ ଶୁଭ ସଂଖ୍ୟା -୯

ପ୍ରତିକାର -  ଓଁ ହ୍ରୀଂ ଶ୍ରୀଂ ମଙ୍ଗଳାୟ ନମଃ ଜପ କରନ୍ତୁ ।

ବୃଷ:-

କୃତିକା  - ଖଳ ପ୍ରକୃତିର ଲୋକଙ୍କ ଠାରୁ ଦୂରେଇ ରୁହନ୍ତୁ ।

ରୋହିଣୀ – ବନ୍ଧୁଙ୍କ ସହିତ ମତଭେଦ ଓ ପୁଞ୍ଜି ବଜାରରେ କ୍ଷତି ହୋଇପାରେ ।

ମୃଗଶିରା –ପ୍ରଶାସନିକ ବିରୋଧି ଦେଖା ଦେଇପାରେ ।

ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୬

ପ୍ରତିକାର – ମା କଟକଚଣ୍ଡିଙ୍କ ମନ୍ତ୍ର ପାଠ କରନ୍ତୁ । 

ମିଥୁନ:-

ମୃଗଶିରା - ଜୀବନରେ ଲାଗି ରହିଥିବା କଷ୍ଟକୁ ଦୂର କରିବାରେ ଚେଷ୍ଟା କରିବେ ।

ଆଦ୍ରା - ଶିକ୍ଷାତ୍ରି ଅଧୟନ ପ୍ରିୟ ହେବେ ।

ପୁନର୍ବସୁ - ସମାଜରେ ମାନ ସମ୍ମାନ ବୃଦ୍ଧି ପାଇବ ।

ଶୁଭ ରଙ୍ଗ- ସବୁଜ ଏବଂ ଶୁଭ ସଂଖ୍ୟା- ୫

ପ୍ରତିକାର – ଧଳା ରଙ୍ଗର ପୋଷାକ ବ୍ୟବହାର କରନ୍ତୁ ।

କର୍କଟ:-

ପୁନର୍ବସୁ - ବ୍ୟବସାୟରେ ଆଶାନୂରୂପକ ଫଳ ପାଇବେ । 

ପୁଷ୍ୟା –  ପାରିବାରିକ କଷ୍ଟ ଦୂର ହୋଇପାରେ ।

ଅଶ୍ଳେଷା - ଛାତ୍ରଛାତ୍ରୀ ମାନେ ନିଜର କାମ ତୁଲାଇବେ । 

ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୨

ପ୍ରତିକାର – ଜଳ ସୋତରେ ଭାସୁଥିବା ମାଛଙ୍କୁ ଖାଦ୍ୟ ଦିଅନ୍ତୁ ।

ସିଂହ:-

ମଘା – ସ୍ୱାସ୍ଥ୍ୟରେ ସୁଧାର ଏବଂ କାର୍ଯ୍ୟରେ ସଫଳତା ମିଳିପାରେ ।

ପୂ , ଫାଲଗୁନୀ -  କର୍ତୁପକ୍ଷ ଆପଣଙ୍କ ଉପରେ ଖୁସି ରହିବେ ।

ଉ ,ଫାଲଗୁନୀ – ଆଶା ଅଭିଳାଷା ପୂର୍ଣ୍ଣ ହେବ ।

ଶୁଭ ରଙ୍ଗ- ନାରଙ୍ଗୀ ଏବଂ ଶୁଭ ସଂଖ୍ୟା- ୧

ପ୍ରତିକାର – ରାମଙ୍କର ମୂଳ ମନ୍ତ୍ର ପାଠ କରନ୍ତୁ । 

କନ୍ୟା:-

ଉ , ଫାଲଗୁନୀ –ପ୍ରାୟତଃ ସବୁରୀ କାର୍ଯ୍ୟରେ ଆଗେଇ ଚାଲିବେ ।

ହସ୍ତା –ପରିବହନ, କଳା, ବାଣିଜ୍ୟରେ ଲାଭାନ୍ୱିତ ହୋଇ ପାରନ୍ତି ।

ଚିତ୍ରା – ଆପଣଙ୍କୁ ଉନ୍ନତିର ନୂଆ ମାର୍ଗ ମିଳିବ ।

ଶୁଭ ରଙ୍ଗ- ସବୁଜ ଏବଂ ଶୁଭ ସଂଖ୍ୟା- ୫

ପ୍ରତିକାର - ସର୍ବକର୍ଯ୍ୟ ସିଦ୍ଧି ଯନ୍ତ୍ରିକା ମହାକବଚ ଧାରଣ କରନ୍ତୁ । 

ତୁଳା:-

ଚିତ୍ରା – କର୍ମ କ୍ଷେତ୍ରରେ ବିଳମ୍ବ ଯୋଗ ରହିଛି ।

ସ୍ୱାତୀ – ଶତୃଙ୍କର ସଡ ଯନ୍ତ୍ରର ଶିକାର ହୋଇ ପାରନ୍ତି ।

ବିଶାଖା – ଶାରିରୀକ କଷ୍ଟ ଭୋଗିବେ ।

ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୬

ପ୍ରତିକାର – ଶୁକ୍ରଙ୍କର ପୂଜା ସହିତ ମନ୍ତ୍ର ପାଠ କରନ୍ତୁ ।

ବିଛା:-

ବିଶାଖା – ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ହାତକୁ ନେଇ ଚିନ୍ତାଗ୍ରସ୍ତ ରହିବେ ।

ଅନୁରାଧା –ନାନା ଭାବନା ଓ ଦ୍ୱିଧାଭାବ ଭିତରେ ଗତି କରିପାରନ୍ତି ।

ଜ୍ୟେଷ୍ଠା  –  ଜୀବିକା କ୍ଷେତ୍ରରେ ଅସନ୍ତୁଷ୍ଟ ଓ ଆର୍ଥିକ ସ୍ଥିତି ଖରାପ ରହିବ ।

ଶୁଭ ରଙ୍ଗ- ଲାଲ୍ ଏବଂ ଶୁଭ ସଂଖ୍ୟା -୯

ପ୍ରତିକାର – ବଗଳା ମୂଖିଙ୍କର ପୂଜାର୍ଚ୍ଛନା କରନ୍ତୁ ।

ଧନୁ:-

ମୂଳା – ହିସାବ, ନିକାଶ ପାଇଁ ସୁନ୍ଦର ଅବସର ପାଇ ପାରନ୍ତି ।

ପୂ , ଷାଢା – ସହକର୍ମୀଙ୍କ ଠାରୁ ପର୍ଯ୍ୟାପ୍ତ ସହଯୋଗ ପାଇବେ । 

ଉ , ଷାଢା – ଚିନ୍ତାଶୀଳ ବ୍ୟକ୍ତିଙ୍କ ମାଧ୍ୟମରେ କାର୍ଯ୍ୟ ସିଦ୍ଧ ହେବ ।

ଶୁଭ ରଙ୍ଗ- ହଳଦିଆ ଏବଂ ଶୁଭ ସଂଖ୍ୟା- ୩

ପ୍ରତିକାର – ପ୍ରତିଦିନ ସକାଳୁ ସୂର୍ଯ୍ୟ ଦେବଙ୍କୁ ଜଳ ଅର୍ପଣ କରନ୍ତୁ ।

ମକର:-

ଉ , ଷାଢା -  ପରିବାର ମଧ୍ୟରେ ଆନନ୍ଦ ଉଲ୍ଲାସ ଦେଖାଦେଇ ପାରେ ।

ଶ୍ରବଣା – ଚାକିରୀ ବୃତ୍ତିରେ ଶୃଙ୍ଖଳା ଦେଖାଦେଇ ପାରେ ।

ଧନିଷ୍ଠା – ଇଶ୍ୱରଙ୍କ ପ୍ରତି ଆସ୍ଥା ବଢିବ ।

ଶୁଭ ରଙ୍ଗ- ନୀଳ ଏବଂ ଶୁଭ ସଂଖ୍ୟା- ୮

ପ୍ରତିକାର – ମା ମଙ୍ଗଳା ପୂଜା ସହିତ ମନ୍ତ୍ର ପାଠ କରନ୍ତୁ ।

କୁମ୍ଭ:-

ଧନିଷ୍ଠା –ଆପଣଙ୍କର ଆତ୍ମବିଶ୍ୱାସ, ଓ କାର୍ଯ୍ୟ ଦକ୍ଷତା ବୃଦ୍ଧି ପାଇବ ।

ଶତଭିଷା – ଲେଖାପଢାରେ ସାଥିଙ୍କ ସାହାର୍ଯ୍ୟ ସହଯୋଗ ମିଳିବ ।

ପୂ , ଭାଦ୍ରପଦ – ବିରୋଧୀ ବନ୍ଧୁତାର ହାତ ବଢାଇବେ ।

ଶୁଭ ରଙ୍ଗ- ନୀଳ ଏବଂ ଶୁଭ ସଂଖ୍ୟା- ୮

ପ୍ରତିକାର – ହନୁମାନଙ୍କର ପୂଜା କରନ୍ତୁ ।

ମୀନ:-

ପୂ , ଭାଦ୍ରପଦ - ଉଭୟ ପ୍ରେମ ଓ ସାଂସାରିକ ସୁମଧୁର ସପଂର୍କ ରହିବ ।

ଉ , ଭଦ୍ରପଦ - ଚାକିରୀରେ ବେତନ ବୃଦ୍ଧିର ସମ୍ଭାବନା ଅଛି ।

ରେବତୀ – ଲୋକ କଲ୍ୟାଣ କାର୍ଯ୍ୟ କରିବେ ।

ଶୁଭ ରଙ୍ଗ- ହଳଦିଆ ଏବଂ ଶୁଭ ସଂଖ୍ୟା- ୩

ପ୍ରତିକାର – ବୃହସ୍ପତିଙ୍କର ବିଗ୍ରହକୁ ପୂଜାର୍ଚ୍ଚନା କରନ୍ତୁ ।

Jyotirvid Er Deepak Acharya -0674-3527219,9238397100