• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ସୈାର ସିଂହ ମାସ ଭାଦ୍ରବ କୃଷ୍ଣପକ୍ଷ । ଇଂରାଜୀରେ ୨୩ ତାରିଖ ମଙ୍ଗଳବାର । ତିଥି – ୧୧ ଶୀ (ମଳ)ପ୍ରାତଃ ୦୬/୦୭ ଗତେ ୧୨ଶୀ, ଚନ୍ଦ୍ର   – ମିଥୁନ ଅହୋରାତ୍ର, ଘାତ ଚନ୍ଦ୍ର- କନ୍ୟା ରାଶିର ଅହୋରାତ୍ର, ଘାତ ବାର – ମକର ରାଶିର, ପୁଷ୍କର ଦୋଷ - ମୃତ ବ୍ୟକ୍ତିର ପୁଷ୍କର ଦୋଷ, ପ୍ରାତଃ ୦୬/୦୭ ଗତେ  ୨ ପାଦ - କୃଷି ଓ ପଶୁହାନି – ଭୂମି ଓ ଅନ୍ନଦାନ ଦିବା ୧୦/୪୩ ଗତେ ୩ ପାଦ-କୃଷି, ପଶୁ ବଂଶହାନି-ଭୂମି,ଅନ୍ନ  ଓ ତିଳକାଞନ ଦାନ 

ଶୁଭ ସମୟ-

ଦିବା ୦୮/୪୦ ରୁ ୧୦/୩୩ 

ଦିବା ୦୧/୦୪ ରୁ ୦୧/୨୩

ଦିବା ୦୪/୩୧ ରୁ ୦୫/୧୫

ସନ୍ଧ୍ୟା ୦୬/୦୫ ରୁ ୦୬/୫୧

ରାତ୍ରି ୦୯/୦୯ ରୁ ୧୧/୨୬  

ରାତ୍ରି ୦୧/୪୩ ରୁ ୦୩/୧୫ 

ଅଶୁଭ ସମୟ-

ଋାହୁକାଳ - ଦିବା ୦୨/୫୭ ରୁ ୦୪/୩୧  

କାଳବେଳା - ଦିବା ୦୧/୨୩ ରୁ ୦୨/୫୭ 

ବାରବେଳା – ପ୍ରାତଃ ୦୭/୦୬ ରୁ ୦୮/୪୦

କାଳରାତ୍ରି - ରାତ୍ରି  ୦୭/୩୧ ରୁ ୦୮/୫୭

ଆଜିର ରାଶିଫଳ-

ମେଷ:-

ଅଶ୍ୱନୀ –ପଡୋଶିଙ୍କ ସହ ଚତୁରତାର ସହ କଥା କହି କାର୍ଯ୍ୟ ହାସଲ କରିବେ

ଦ୍ୱିଜା –ଆଗରୁ ଭୋଗୁଥିବା ସା୍ୱସ୍ଥ୍ୟଗତ ସମସ୍ୟାରୁ ମୁକ୍ତି ପାଇବେ

କୃତିକା –ଦୁଶାହାସିକ ପଦକ୍ଷପ ନେଇ ରାଜନୀତିରେ ସଫଳତା ପାଇବେ 

ଶୁଭ ରଙ୍ଗ- ଲାଲ୍ ଏବଂ ଶୁଭ ସଂଖ୍ୟା -୯

ପ୍ରତିକାର -  ମା ବଗଳାମୁଖିଙ୍କ ପୂଜାର୍ଚ୍ଚନା କରନ୍ତୁ

ବୃଷ:-

କୃତିକା  -ଅନିୟମିତ ଖାଦ୍ୟ ଖାଇବା ଯୋଗୁ ଶାରୀରିକ ଅସୁସ୍ଥତା ଦେଖା ଦେଇପାରେ ।

ରୋହିଣୀ – ମହିଳା ମାନେ ପାରିବାରିକ ସମସ୍ୟାରେ ବୁଡି ରହିବେ ।

ମୃଗଶିରା –ନିଜ ଲୋକ ମାନେ ତାଙ୍କର ସ୍ୱାର୍ଥପାଇଁ ନିଜକୁ ଅସୁବିଧାରେ ପକାଇବା ପାଇଁ ଚେଷ୍ଟା କରିବେ ।

ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୬

ପ୍ରତିକାର –ପର୍ଶୁରାମଙ୍କର ପୂଜାର୍ଚ୍ଚନା କରନ୍ତୁ ।

ମିଥୁନ:-

ମୃଗଶିରା  -ଆବଶ୍ୟକତା ଠାରୁ ଅଧିକ ଧନ ପାଇବେ ।

ଆଦ୍ରା - ଭାଗ୍ୟର ସହଯୋଗରେ ପୂର୍ବରୁ ଚାଲିଥିବା ସମସ୍ୟାରୁ ମୁକ୍ତି ପାଇବେ ।  

ପୁନର୍ବସୁ -  ଘରେ ବନ୍ଧୁ ମିଳନ ଆମୋଦ ପ୍ରମୋଦର ସୁଅ ଛୁଟିବ ।

ଶୁଭ ରଙ୍ଗ- ସବୁଜ ଏବଂ ଶୁଭ ସଂଖ୍ୟା- ୫

ପ୍ରତିକାର – ମା ଦତାତ୍ରେୟଙ୍କ ମନ୍ତ୍ର ପାଠ କରନ୍ତୁ । 

କର୍କଟ:-

ପୁନର୍ବସୁ - ଦେବୀମାତାଙ୍କ ଧ୍ୟାନରେ, ମନରେ ସକାରତ୍ମକ ଶକ୍ତି ସଂଚାର ହେବ । 

ପୁଷ୍ୟା –  ପରିଶ୍ରମ ଅନୁସାରେ ଯଥେଷ୍ଟ ଲାଭ ପାଇବେ ।

ଅଶ୍ଳେଷା - ଅଧିକାରୀଙ୍କ ସହିତ ତାଳମେଳ ରଖନ୍ତୁ ଫାଇଦା ହେବ । 

ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୨

ପ୍ରତିକାର – ଶ୍ରୀ ଗଣେଷଙ୍କର ପୂଜା ସହିତ ମନ୍ତ୍ର ପାଠ କରନ୍ତୁ । 

ସିଂହ:-

ମଘା –ଆଗରୁ ଭୋଗୁଥିବା ସ୍ୱାସ୍ଥ୍ୟଗତ ସମସ୍ୟାରେ ଉନ୍ନତି ହେବ ।

ପୂ , ଫାଲଗୁନୀ -  ମାଙ୍ଗଳିକ ଉତ୍ସବ ନିମନ୍ତେ ପ୍ରସ୍ତୁତ ଆରମ୍ଭ କରିବେ ।

ଉ ,ଫାଲଗୁନୀ – ଋଣ ସୂତ୍ରରେ ଅର୍ଥ ଲାଭ କରିପାରନ୍ତି ।

ଶୁଭ ରଙ୍ଗ- ନାରଙ୍ଗୀ ଏବଂ ଶୁଭ ସଂଖ୍ୟା- ୧

ପ୍ରତିକାର – ଶ୍ରୀ ମାତଙ୍ଗି ଯନ୍ତ୍ରିକା ମହାକବଚ ଧାରଣ କରନ୍ତୁ ।

କନ୍ୟା:-

ଉ , ଫାଲଗୁନୀ – ନିଜର ଜିନିଷ ଅନ୍ୟକୁ ଦେଇ ଅପମାନିତ ହେବେ ।

ହସ୍ତା -ପରିବାରର ପରିସ୍ଥିତିକୁ ନେଇ ମନ ଭାରାକ୍ରାନ୍ତ ରହିବ ।

ଚିତ୍ରା –ଅପେକ୍ଷା କରିଥିବା ଖବରଟି ନପାଇ ବ୍ୟସ୍ତ ହୋଇପଡିବେ । 

ଶୁଭ ରଙ୍ଗ- ସବୁଜ ଏବଂ ଶୁଭ ସଂଖ୍ୟା- ୫

ପ୍ରତିକାର -  ଶ୍ରୀ  ବିଷ୍ଣୁଙ୍କର ପୂଜାର୍ଚ୍ଚନା କରନ୍ତୁ । 

ତୁଳା:-

ଚିତ୍ରା – ଘରର ସୀମାକୁ ନେଇ କଳହ ଦେଖାଦେଇ ପାରେ ।

ସ୍ୱାତୀ – ବହୁ  ଚେଷ୍ଟା କରିଲେ ମଧ୍ୟ ଓଲଟା ଫଳ ପାଇବେ ।

ବିଶାଖା – ପ୍ରେମ, ପ୍ରତାୟ କ୍ଷେତ୍ରରେ ଅସଫଳତା ଦେଖା ଦେଇପାରେ ।

ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୬

ପ୍ରତିକାର – ମହାଲକ୍ଷ୍ମୀଙ୍କର ଯନ୍ତ୍ରିକା ମହାକବଚ ଧାରଣ କରନ୍ତୁ ।

ବିଛା:-

ବିଶାଖା –ଆପଣଙ୍କର ଧ୍ୟାନ ପରିବାର ଓ ପଇସା ଦିଗରେ ଲାଗିରହିବ ।

ଅନୁରାଧା – ପ୍ରତିଷ୍ଠିତ ଲୋକଙ୍କ ସହିତ ସୁସଂପର୍କ ସ୍ଥାପନ ହେବ ।

ଜ୍ୟେଷ୍ଠା  – କାମ ପରେ ସନ୍ଧ୍ୟା ସମୟରେ ଆନନ୍ଦ ରହିବେ । 

ଶୁଭ ରଙ୍ଗ- ଲାଲ୍ ଏବଂ ଶୁଭ ସଂଖ୍ୟା -୯

ପ୍ରତିକାର – ନୃସିଂଙ୍କର ପୂଜା ସହିତ ମନ୍ତ୍ର ପାଠ କରନ୍ତୁ । 

ଧନୁ:-

ମୂଳା – ଭାବୁଥିବା କାମଟିକୁ ସଂପୂର୍ଣ୍ଣ କରିବା ପାଇଁ ଚେଷ୍ଟା କରିବେ ।

ପୂ , ଷାଢା – ମାଙ୍ଗଳିକ କାର୍ଯ୍ୟ ସକାସେ ବନ୍ଧୁଙ୍କ ସହିତ ଆଲୋଚନା କରିବେ ।

ଉ , ଷାଢା –ନୂତନ ପୋଷାକ ଅଳଙ୍କାର ନିଜ ପାଇଁ କିଣିପାରନ୍ତି ।

ଶୁଭ ରଙ୍ଗ- ହଳଦିଆ ଏବଂ ଶୁଭ ସଂଖ୍ୟା- ୩

ପ୍ରତିକାର – ତାରାଙ୍କର ଯନ୍ତ୍ରିକା ମହାକବଚ ଧାରଣ କରନ୍ତୁ ।

ମକର:-

ଉ , ଷାଢା - ଧର୍ଯ୍ୟର ସହିତ ସବୁ କାର୍ଯ୍ୟକୁ ସମାଧାନ କରିପାରିବେ ।

ଶ୍ରବଣା –ଆର୍ଥିକ ସ୍ଥିତିରେ ପୂର୍ବ ଅପେକ୍ଷା ଉନ୍ନତି ହେବ ।

ଧନିଷ୍ଠା –ଆପଣଙ୍କର କର୍ତ୍ତବ୍ୟ ନିଷ୍ଠା ଯୋଗୁ ଅନ୍ୟ ମାନଙ୍କର ଆଦର ପାଇବେ ।

ଶୁଭ ରଙ୍ଗ- ନୀଳ ଏବଂ ଶୁଭ ସଂଖ୍ୟା- ୮

ପ୍ରତିକାର – ମଦାଦେବଙ୍କର ଦର୍ଶନ କରନ୍ତୁ । 

କୁମ୍ଭ:-

ଧନିଷ୍ଠା – ସାଂସ୍କୃତିକ ପରିବେଶରେ ଯୋଗ ଦାନ କରିପାରନ୍ତି ।

ଶତଭିଷା – ମନବଳ ଯୋଗୁ ବହୁ ବିପଦରୁ ରକ୍ଷା ପାଇବେ ।

ପୂ , ଭାଦ୍ରପଦ – ନିଯୁକ୍ତି କ୍ଷେତ୍ରରେ ସଫଳତା ହାସଲ କରିପାରିବେ ।

ଶୁଭ ରଙ୍ଗ- ନୀଳ ଏବଂ ଶୁଭ ସଂଖ୍ୟା- ୮

ପ୍ରତିକାର – ଦକ୍ଷିଣ କାଳୀଙ୍କର ଯନ୍ତ୍ରିକା ମହାକବଚ ଧାରଣ କରନ୍ତୁ ।

ମୀନ:-

ପୂ , ଭାଦ୍ରପଦ - କର୍ମକ୍ଷେତ୍ରରେ ବିଭିନ୍ନ ଦିଗରୁ ଆଲୋଚନାର ପାତ୍ର ହେବେ ।

ଉ , ଭଦ୍ରପଦ - ସତ୍‌ସଙ୍ଗ ଓ ଦେବତା ଦର୍ଶନରେ ମନ ନିବେଶ କରିବେ ।

ରେବତୀ – ମାଲିମକନ୍ଦମାରେ ବିଜୟୀ ଲାଭ କରିବେ ।

ଶୁଭ ରଙ୍ଗ- ହଳଦିଆ ଏବଂ ଶୁଭ ସଂଖ୍ୟା- ୩

ପ୍ରତିକାର – ବୃହସ୍ପତିଙ୍କର ମନ୍ତ୍ର ପାଠ କରନ୍ତୁ ।

Jyotirvid Er Deepak Acharya -0674-3527219,9238397100