• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ସଂକ୍ଷେପରେ ଆଜିର ତାଜା ଖବର - Sunday, 15 May 2022

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

  • Chandan Shishu
  • 2 years ago

କେନ୍ଦ୍ର ମନ୍ତ୍ରୀ ସଂଜୀବ ବାଲିଆନଙ୍କ ଗାଡ଼ିକୁ କାଳିମାଡ

ଆଜି ପୁରୀ ଗସ୍ତରେ ଯାଇଥିବା ବେଳେ ସନ୍ଧ୍ୟାରେ ମାର୍କେଟ ଛକଠାରେ ତାଙ୍କ ଗାଡ଼ି ଉପରକୁ କାଳିମାଡ଼ କରିଥିରେ ଛାତ୍ର କଂଗ୍ରେସର କର୍ମୀ। More
  • Prangyan Parimita
  • 2 years ago

ରାଜ୍ୟରେ କେତେ ସୁରକ୍ଷିତ ଅଗ୍ନିଶମ ନିରାପତ୍ତା ବ୍ୟବସ୍ଥା ?

  ଦିଲ୍ଲୀ ଓ ପଞ୍ଜାବ ଟ୍ରାଜେଡି ପରେ ବାଲେଶ୍ୱର ଓ କଟକରେ ବିଭିନ୍ନ ସପିଂମଲ୍ ଓ ହସ୍ପିଟାଲରେ ଅଚାନକ ରେଡ୍ More
  • Prangyan Parimita
  • 2 years ago

ଅସହ୍ୟ ହେଲା କି ଗାଁ ଲୋକଙ୍କ ସାମାଜିକ ବାସନ୍ଦ ଯନ୍ତ୍ରଣା ? ନା ନ୍ୟାୟ ନପାଇ ନିରାଶାରୁ ଜୀବନ ହାରିଲେ ରମ୍ଭାର ଯୁବକ

ଗଲା ୨ ବର୍ଷ ଭିତରେ ଏମିତି ତିନି-ତିନିଟି ଘଟଣାକୁ ନେଇ ଉଠିଛି ପ୍ରଶ୍ନ More
  • Prangyan Parimita
  • 2 years ago

ବ୍ରଜରାଜନଗରରେ କାହାର ହେବ ବାଜିମାତ୍ ? ରଣନୀତି ପ୍ରସ୍ତୁତିରେ ତିନି ରାଜନୈତିକ ଦଳ 

ଉପନିର୍ବାଚନ ପାଇଁ ସରଗରମ ବ୍ରଜରାଜନଗର ରଜାନୀତି ।  ୩ ଦଳ ୩ ଟାଣୁଆ ପ୍ରାର୍ଥୀଙ୍କୁ ମଇଦାନକୁ ଓହ୍ଲାଇ ଥିବା ବେଳେ ଏବେ ପ୍ରଚାର ପାଇଁ ଚାଲିଛି ଜୋରଦାର ପ୍ରସ୍ତୁତି ।  More
  • Prangyan Parimita
  • 2 years ago

ପରିକ୍ରମା ପ୍ରକଳ୍ପକୁ ନେଇ ନିତିଦିନ ନୂଆ ନୂଆ କେଁ : ବଢୁଛି ସରକାରଙ୍କୁ ଅଡୁଆ, ତେଜୁଛି ରାଜନୀତି

ସେପ୍ଟେମ୍ବର ମାସରୁ ନୂଆ ପ୍ରସ୍ତାବ ପଠାଇବାକୁ ଏନ୍ଏମ୍ଏର ଚିଠି ସତ୍ତ୍ୱେ ବିନା ଅନୁମତିରେ ଯୁଦ୍ଧକାଳୀନ ଭିତ୍ତିରେ ଶ୍ରୀମନ୍ଦିର କାର୍ଯ୍ୟାଳୟ ନିର୍ମାଣକୁ ନେଇ ପ୍ରଶ୍ନ More
  • Chandan Shishu
  • 2 years ago

ପୁଅ ଚଢିଲା ଏଭରେଷ୍ଟ, ବାପା ବାଣ୍ଟିଲେ ମିଠା

ଏଭେରେଷ୍ଟ ଶିଖରରେ ପହଞ୍ଚିବା ପାଇଁ ସିଦ୍ଧାର୍ଥଙ୍କୁ ମାସେ 27 ଦିନ ସମୟ ଲାଗିଥିଲା।  More
  • Prangyan Parimita
  • 2 years ago

କାହିଁକି ଓଡ଼ିଶା ଚାଷୀଙ୍କ ଆୟ ବଢ଼ୁନି ?

ଓଡ଼ିଶାର ୨୪ ହଜାର ହେର ଜମିରେ ପ୍ରାକୃତିକ ଚାଷ କରାଯାଉଛି । ଆଗାମୀ ଦିନରେ ଏହାର ଫାଇଦା ମିଳିବ । More
  • Prangyan Parimita
  • 2 years ago

ବ୍ରଜରାଜନଗର ଉପନିର୍ବାଚନ ପାଇଁ ବିଜେପିର ପ୍ରଚାରକ ତାଲିକା ଘୋଷଣା

ବ୍ରଜରାଜନଗର ଉପନିର୍ବାଚନ : ବିଜେପି ଘୋଷଣା କରିଛି ପ୍ରଚାରକ ତାଲିକା More
  • Rajalaxmi Sahoo
  • 2 years ago

କାର୍‌ରେ ବ୍ଲାକ୍‌ ସ୍କ୍ରିନ୍‌ ଲଗାଇଛନ୍ତି କି ? ସାବଧାନ ! ନଚେତ୍‌ ଗଣିବେ ଫାଇନ୍‌

ଭୁବନେଶ୍ୱରରେ ଟ୍ରାଫିକ ପୋଲିସ୍‌ ପକ୍ଷରୁ କାର୍‌ରେ ବ୍ଲାକ୍‌ ସ୍କ୍ରିନ୍ ହଟାଇବା ଅଭିଯାନ ଆରମ୍ଭ ହୋଇଛି। ସୁପ୍ରିମକୋର୍ଟଙ୍କ ଗାଇଡଲାଇନ୍ ଅନୁସାରେ ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।  More
  • Rajalaxmi Sahoo
  • 2 years ago

ଦିଲ୍ଲୀ ଅଗ୍ନିକାଣ୍ଡ ଘଟଣା ପରେ ଓଡ଼ିଶାରେ ଆଲର୍ଟ: ମଲ୍‌, ହଲ୍‌ ଓ ବିଲ୍ଡିଂରେ ଅଚାନକ ଚଢ଼ଉ

ଗତକାଲି ଅଗ୍ନିଶମ ଡିଜି ଅଗ୍ନି ନିରାପତ୍ତା ବ୍ୟବସ୍ଥାର ଯାଞ୍ଚ ପାଇଁ ନିର୍ଦ୍ଦେଶ ଦେବା ପରେ ଆଜି ବାଲେଶ୍ୱର ଅଗ୍ନିଶମ ବାହିନୀ ପକ୍ଷରୁ ଯାଞ୍ଚ ଆରମ୍ଭ ହୋଇଛି। ବିଭିନ୍ନ ସପିଂ ମଲ୍‌, କ୍ଲିନିକ, ସିନେମା ହଲ୍‌ ଓ ବଡ଼ କୋଠାରେ ଅଗ୍ନିଶମ ବିଭାଗ ଚଢାଉ କରିଛି।    More
  • Rajalaxmi Sahoo
  • 2 years ago

ସ୍ୱାମୀଙ୍କ ଶେଷ ଇଚ୍ଛା ପୂରଣ କଲେ ସ୍ତ୍ରୀ, ଜମି ବିକି ଶ୍ରୀମନ୍ଦିରକୁ ଦାନ କଲେ ୨୦ ଲକ୍ଷ ଟଙ୍କା

ସ୍ୱାମୀ ଯାହା ଭାବିଥିଲେ ହେଲେ କରି ପାରିନଥିଲେ ତାକୁ ପୂରଣ କରିଛନ୍ତି ସ୍ତ୍ରୀ। ଜମି ବିକି ସ୍ତ୍ରୀ ୨୦ ଲକ୍ଷ ଟଙ୍କା ଶ୍ରୀମନ୍ଦିରକୁ ଦାନ କରିଛନ୍ତି। More
  • Satyendu Shekher Mishra
  • 2 years ago

ରେଳ ଧାରଣା କଡ଼ରୁ ମିଳିଲା ଯବାନଙ୍କ ମୃତଦେହ

ଭଉଣୀ ବାହାଘର ପାଇଁ ଦାୟିତ୍ୱରୁ ଛୁଟି ନେଇ ଘରକୁ ଆସିଥିଲେ ଯବାନ ଚନ୍ଦ୍ରକାନ୍ତ ସେଜପଡ଼ା । ଆଉ ସବୁ କାମ ସରି ପୁଣି ଫେରିଯାଇଥିଲେ କର୍ମକ୍ଷେତ୍ରକୁ । ଏହାର ମାତ୍ର ଦୁଇ ସପ୍ତାହ ପରେ ହରିଆଣାର ବାହାଦୁର ପାଖ ଏକ ରେଳ ଧାରଣା କକ୍ଷରୁ ତାଙ୍କର ମୃତଦେହ ମିଳିଥିଲା । More
  • Satyendu Shekher Mishra
  • 2 years ago

ମୂଲ-ଚାଲ ହୋଇପାରିଲାନି ! ଅଧାବାଟରେ ଶବକୁ ଛାଡ଼ି ପଳାଇଲା ଆମ୍ବୁଲାନ୍ସ

ଛବି ମହାନ୍ତିଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ପ୍ରଥମେ ବଡ଼ଚଣା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । More
  • Rajalaxmi Sahoo
  • 2 years ago

ବାତ୍ୟା ‘ଅସାନି’ ପରେ ଆସୁଛି ଆଉ ଏକ ଲଘୁଚାପ କ୍ଷେତ୍ର ! ଆସନ୍ତା ସପ୍ତାହରେ ବଙ୍ଗୋପସାଗରରେ ସୃଷ୍ଟି ହୋଇପାରେ

ଓଡ଼ିଶା ଉପରେ ବାତ୍ୟା ‘ଅସାନି’ର ଭୟ ଟଳି ଥିଲେ ମଧ୍ୟ ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ଆସନ୍ତା ୧୯ ତାରିଖ ସୁଦ୍ଧା ଏହି ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇପାରେ।  More
  • Otv Khabar Bureau
  • 2 years ago

ପୂର୍ବତନ ବାୟୁସେନା ଅଧିକାରୀ ନିଖୋଜ; ୫ ଦିନ ହେଲାଣି ଖୋଜୁଛନ୍ତି ପରିବାର

ଭୁବନେଶ୍ୱର ନୟାପଲ୍ଲୀ ସ୍ଥିତ ଦମୟନ୍ତୀ ଆପାର୍ଟମେଣ୍ଟରେ ରହୁଥିବା ବାୟୁସେନା ଅଧିକାରୀ ଅଜିତ କୁମାର ଖୁଣ୍ଟିଆ ନିଖୋଜ ହୋଇଥିବା ଅଭିଯୋଗ ହୋଇଛି । More
  • Rajalaxmi Sahoo
  • 2 years ago

ଶ୍ରୀମନ୍ଦିର ପ୍ରଶାସନର ନୂଆ ବିଲ୍‌ଡିଂ ନିର୍ମାଣକୁ ନେଇ ବିବାଦ, ତୁରନ୍ତ କାମ ବନ୍ଦ କରିବାକୁ ନିର୍ଦ୍ଦେଶ

ଶ୍ରୀମନ୍ଦିର ପ୍ରଶାସନର ନୂଆ ବିଲ୍‌ଡିଂ ନିର୍ମାଣକୁ ନେଇ ବିବାଦ ଦେଖାଦେଇଛି। ତୁରନ୍ତ କାମ ବନ୍ଦ କରି ସଂଶୋଧିତ ପ୍ଲାନ୍ ଦେବାକୁ ଶ୍ରୀମନ୍ଦିର ପ୍ରଶାସନକୁ ନିିର୍ଦ୍ଦେଶ ଦିଆଯାଇଛି। More
  • Rajalaxmi Sahoo
  • 2 years ago

ରଥଯାତ୍ରାରେ ବିଶ୍ୱର ବଡ଼ ରଥ ଗଡ଼ିବା ନେଇ ସନ୍ଦେହ

ଗିନିଜ୍ ବୁକ୍ ଅଫ୍ ଓ୍ୱାର୍ଲଡ୍‌ ରେକର୍ଡରେ ସ୍ଥାନ ପାଇଥିବା କେନ୍ଦୁଝର ରଥ ଗଡିବା ନେଇ ସନ୍ଦେହ ଉପୁଜିଛି। ରଥ କାଠର ଅଭାବ ନେଇ ରଥ ନିର୍ମାଣର ମୁଖ୍ୟ ମହାରଣା ଦେବୋତ୍ତର କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ଚିଠି ଲେଖି ଜଣାଇଛନ୍ତି।  More
  • Satyendu Shekher Mishra
  • 2 years ago

ଆଠଗଡ଼-ମାଲକାନଗିରି-ବାଲେଶ୍ୱର ! ଉପାନ୍ତରୁ ଉପକୂଳିଆ ସମସ୍ତଙ୍କୁ କଲବଲ କରୁଛି ପାନୀୟ ଜଳ ସମସ୍ୟା

ଧାଡ଼ି ଧାଡ଼ି କରି ରଖିଛନ୍ତି ଗରା, ବାଲଟି । ଅପେକ୍ଷା କରିଛନ୍ତି ପାଣି ଟ୍ୟାଙ୍କରକୁ । ପାଣି ନେଲେ ଘରେ ରୋଷେଇ ହେବ, ନିତ୍ୟ ବ୍ୟବହାର୍ଯ୍ୟ କାମରେ ଆସିବ । More
  • Otv Khabar Bureau
  • 2 years ago

୫୩ ଗେଷ୍ଟ ଫାକଲ୍ଟିଙ୍କୁ ଛଟେଇ; ଧାରଣାରେ ବସିଲେ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀ

ନାହିଁ ନାହିଁରେ ଚାଲିଛି ବ୍ରହ୍ମପୁରର ପୁରାତନ ଖଲ୍ଲିକୋଟ ବିଶ୍ୱବିଦ୍ୟାଳୟ । ଅଧ୍ୟାପକ ମରୁଡ଼ି ପଡିଥିବାବେଳେ ୧୮ଟି ବିଭାଗରେ ୮୮ଟି ପୋଷ୍ଟରୁ ମାତ୍ର ୨୨ ଜଣ ସ୍ଥାୟୀ ଅଧ୍ୟାପକ ଏବଂ ବଳକା ଗେଷ୍ଟ ଫାକଲ୍ଟିରେ ଚାଲୁଛି କଲେଜ । More
  • Otv Khabar Bureau
  • 2 years ago

ମାଟି ଖୋଳୁ ଖୋଳୁ ମିଳିଲା ରତ୍ନପଥର; ୧୪୪ ଧାରା ଜାରି

ପୋଖରୀ ଖୋଳିଲା ବେଳେ ମିଳିଲା ରତ୍ନପଥର । ଆଉ ତା ପରେ... More
  • Otv Khabar Bureau
  • 2 years ago

ଘୋଷଯାତ୍ରା ପାଇଁ ଜୋରସୋରରେ ଚାଲିଛି ରଥନିର୍ମାଣ କାମ

ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ପାଇଁ ପୁରୀରେ ଆଗେଇ ଚାଲିଛି ରଥ ନିର୍ମାଣ କାମ । More
  • Satyendu Shekher Mishra
  • 2 years ago

SP ଅଫିସ୍ ଆଗରେ ଆତ୍ମାହୁତି ଦେଇଥିବା ଯୁବକ ମୃତ

ଜଣେ ବ୍ୟକ୍ତି ତାଙ୍କ ବିରୋଧରେ ଅଭିଯୋଗ ଆଣିଥିଲେ ଏବଂ ଏହାର ତଦନ୍ତ ଜାରି ରହିଥିଲା । ପ୍ରକୃତରେ କେଉଁ କାରଣ ଲାଗି ସେ ଏତେବଡ଼ କଠୋର ନିଷ୍ପତ୍ତି ନେଲେ ତାହାର ତଦନ୍ତ ଚାଲିଛିି । More
  • Pallipuspa Samal
  • 2 years ago

ରଥଯାତ୍ରା ପାଇଁ ପ୍ରସ୍ତୁତି, ଆଗେଇ ଚାଲିଛି ରଥ ନିର୍ମାଣ

ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ପାଇଁ ପୁରୀରେ ଆଗେଇ ଚାଲିଛି ରଥ ନିର୍ମାଣ କାମ । ପବିତ୍ର ନୃସିଂହ ଚତୁର୍ଦ୍ଦଶୀରେ ରଥ ଗୁଜ ଅନୁକୂଳ କରାଯିବା ସହ ଭୋଇ ସେବକଙ୍କ ଦ୍ୱାରା ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟ ସମ୍ମୁଖରେ ସିଙ୍ଗଡ଼ା ବାଡିଆ ପାଇଁ ଜନ୍ତାଗାଡ ଖୋଲାଯାଇଛି । More
  • Chandan Shishu
  • 2 years ago

ପତ୍ନୀ ଓ ଦୁଇ ଛୁଆଙ୍କ ତଣ୍ଟି ଚିପି ହତ୍ୟା କଲା ସ୍ୱାମୀ

ପ୍ରମାଣ ଲୁଚାଇବାକୁ ଘରେ ଥିବା ଲୁଗା ଏବଂ ବହିଖାତାକୁ ଏକାଠି କରି ନିଆଁ ଲଗାଇ ଦେଇଥିଲା।  More
  • Otv Khabar Bureau
  • 2 years ago

ମାତ୍ର ୧୭ ଦିନରେ ଆଇସକ୍ରିମ କାଠିରେ ରାମ ମନ୍ଦିର ଓ ମହମରେ ତିଆରି କରିଦେଲେ ଯୋରନ୍ଦା ମନ୍ଦିର

ସୁବ୍ରତଙ୍କ ସୂକ୍ଷ୍ମ କାମକୁ ନେଇ ଏବେ ସବୁଠି ଚର୍ଚ୍ଚା। ମାତ୍ର ୧୭ ଦିନରେ ୧୬ଶହ ଆଇସକ୍ରିମ କାଠିରେ ତିଆରି କରିଛନ୍ତି ରାମ ମନ୍ଦିର। ପୁଣି ମହମରେ ତିଆରି କରିଛନ୍ତି ଯୋରନ୍ଦା ମନ୍ଦିର। କାରୁକାର୍ଯ୍ୟ ଏମିତି ହୋଇଛି ଯେ, ଦେଖିଲେ ଘଣ୍ଟାଏ କାଳ ପର୍ଯ୍ୟନ୍ତ ଚାହିଁ ରହିବେ । More
  • Otv Khabar Bureau
  • 2 years ago

ରାଜ୍ୟରେ ଦୁର୍ବଳ ପ୍ରାଥମିକ ଶିକ୍ଷା; ସ୍କୁଲ୍‌ ଆସୁନାହାନ୍ତି ୩୦ ପ୍ରତିଶତ ଛାତ୍ରଛାତ୍ରୀ

ସ୍କୁଲ ଆସୁନାହାନ୍ତି ୩୦ ପ୍ରତିଶତ ଛାତ୍ରଛାତ୍ରୀ । ରାଜ୍ୟରେ ଡ୍ରପ୍ ଆଉଟ ସମସ୍ୟା କିଭଳି ଉତ୍କଟ ରୂପ ଧାରଣ କରିଛି, ତାହା ଏଥିରୁ ସ୍ପଷ୍ଟ ହେଉଛି । More
  • Otv Khabar Bureau
  • 2 years ago

୨୦୨୪ ସାଧାରଣ ନିର୍ବାଚନ: ବୁଥ୍‌ ସ୍ତରରୁ ଦଳୁ ମଜବୁତ୍‌ କରିବା ପାଇଁ ବିଜେପିର ରୋଡମ୍ୟାପ୍‌

ବିଜେପିର ଟପ୍ ମୋଷ୍ଟ ପ୍ରାୟରିଟି ହେଉଛି ଦଳୀୟ ସଙ୍ଗଠନ । ତୃଣମୂଳସ୍ତରରେ କିଭଳି ମଜବୁତ୍ ହେବ ସେଥିଲାଗି ପ୍ରତି ସଂସଦୀୟ କ୍ଷେତ୍ରର ଶେହେଟି ଦୁର୍ବଳ ବୂଥ୍ ବୁଲି ସମୀକ୍ଷା କରିବାକୁ ସାଂସଦମାନଙ୍କୁ ଦାୟିତ୍ୱ ଦିଆଯାଇଛି । ନିର୍ବାଚନ ମଣ୍ଡଳୀୱାରୀ ପଞ୍ଚାୟତ ଓ ପୌର ନିର୍ବାଚନ ଫଳାଫଳର ସମୀକ୍ଷା ହୋଇ ସାରିଛି । More
  • Chandan Shishu
  • 2 years ago

ଦୁର୍ନୀତିଗ୍ରସ୍ତ ସରକାରୀ କର୍ମଚାରୀଙ୍କ ବଢ଼ିଚାଲିଛି ତାଲିକା

ସୁନା ବିସ୍କୁଟ, ସୁନା ଅଳଙ୍କାର, କିଛି ଟଙ୍କା ଓ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ରକୁ ଭିଜିଲାନ୍ସ ଜବତ କରିଛି। More