• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ସଂକ୍ଷେପରେ ଆଜିର ତାଜା ଖବର - Wednesday, 16 March 2022

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

  • Satyendu Shekher Mishra
  • 2 years ago

ବ୍ରହ୍ମପୁରରେ କାହାକୁ ବାଛିବେ ମେୟର ? କେଉଁ ପ୍ରାର୍ଥୀଙ୍କ କ’ଣ ରହିଛି ବ୍ୟାକ୍‌ଗ୍ରାଉଣ୍ଡ ? ଜାଣନ୍ତୁ..

ଜେଡିରୁ ସଂଘମିତ୍ରା ଦଳେଇ ମେୟର ପ୍ରାର୍ଥୀ ହୋଇଥିବା ବେଳେ କଂଗ୍ରେସରୁ ପ୍ରାର୍ଥୀ ହୋଇଛନ୍ତି ମଞ୍ଜୁ ରଥ । ସେପଟେ ବିଜେପିରୁ ପ୍ରାର୍ଥୀ ହୋଇଛନ୍ତି ସବିତା ସୁଆର । More
  • Satyendu Shekher Mishra
  • 2 years ago

ବାହା ହେବା ପାଇଁ ନିଜ ଇଚ୍ଛାରେ ମୁସ୍‌ଲିମ୍‌ରୁ ହିନ୍ଦୁ ହେଲେ ଯୁବତୀ

ଏଭଳି ଘଟଣା ଦେଖିବାକୁ ମିଳିଛି ବଲାଙ୍ଗିରରେ । ବରଗଡ଼ ପାଇକମାଲ ଗାଁର ସାଇନା ବାନୁ ନାମକ ଜଣେ ଯୁବତୀ ଧର୍ମ ପରିବର୍ତ୍ତନ କରି ଏବେ ସୋନମ ଆର୍ଯ୍ୟ ହୋଇଛନ୍ତି । More
  • Satyendu Shekher Mishra
  • 2 years ago

ମାନସ ହତ୍ୟା ମାମଲା: ସାମାନ୍ୟ ମେମୋରି କାର୍ଡ ପାଇଁ କ୍ୟାମେରାମ୍ୟାନଙ୍କୁ ହତ୍ୟା ! ନା ଆଉ କିଛି ରହିଛି ରହସ୍ୟ ?

ପୋଲିସ ମାସେ ହେଲା ଏହି ହତ୍ୟାକାଣ୍ଡର ଖିଅ ଖୋଜୁଥିବା ବେଳେ ମାନସ ପୂର୍ବରୁ କାମ କରୁଥିବା ୱେବ ଚ୍ୟାନେଲ ମାଲିକାଣୀଙ୍କ ସପୃକ୍ତି ନେଇ ସ୍ପଷ୍ଟ କରିଛି । More
  • Satyendu Shekher Mishra
  • 2 years ago

ପୌର ନିର୍ବାଚନ: କଂପୁଛି ସହରର ଗଳିକନ୍ଦି ! ବିଜେଡି ଭାରି ଉତ୍ସାହିତ, ମୋଦି ମ୍ୟାଜିକ୍ ଭରସାରେ ବିଜେପି

୨୪ ତାରିଖରେ ପଡିବ ଭୋଟ । ପ୍ରଚାର ପାଇଁ ହାତରେ ମାତ୍ର ୬ ଦିନ । ତେଣୁ କ୍ୟାମ୍ପେନିଂକୁ ଜୋରଦାର କରିଛନ୍ତି ସବୁ ଦଳ । ତେବେ ପଞ୍ଚାୟତ ନିର୍ବାଚନ ପରେ କଣ ହେବ ପୌର ନିର୍ବାଚନର ଫଳାଫଳ ? More
  • Satyendu Shekher Mishra
  • 2 years ago

ଏଣିକି ସକାଳୁ ସକାଳୁ ଖୋଲିବ କୋର୍ଟ

ସବୁ ଜିଲ୍ଲା ଜଜ୍ ମାନଙ୍କୁ ହାଇକୋର୍ଟ ରେଜିଷ୍ଟ୍ରାରଙ୍କ ପକ୍ଷରୁ ଚିଠି କରାଯାଇଛି । ତେବେ ଆଗାମୀ ଗ୍ରୀଷ୍ମ ପ୍ରବାହକୁ ଦାଖି ଏଭଳି ନିଷ୍ପତ୍ତି ନିଆଯାଇଥିବା କୁହାଯାଇଛି ।  More
  • Otv Khabar Bureau
  • 2 years ago

ଦିନ ଦ୍ୱିପ୍ରହରରେ ବନ୍ଧୁକ ଦେଖାଇ ୧୫ ଲକ୍ଷ ଲୁଟ୍ କରିନେଲେ ଦୁର୍ବୃତ୍ତ

୧୫ ମିନିଟ୍‌ରେ ୧୫ ଲକ୍ଷ ଲୁଟ୍ । ଭୁବନେଶ୍ୱରରେ ଦିନ ଦ୍ୱିପ୍ରହରରେ ଆତଙ୍କରାଜ୍ । ଅଳଙ୍କାର ଲୁଟିଲେ, ବନ୍ଧୁକ ଦେଖାଇ ଚମ୍ପଟ ମାରିଲେ । More
  • Otv Khabar Bureau
  • 2 years ago

ସ୍କୁଲରୁ କୁନି ପିଲାଙ୍କୁ ନେଇ ଘରେ ଛାଡ଼ିବାକୁ ଯାଉଥିଲା ଗାଡ଼ି, ହଠାତ୍‌ ରାସ୍ତାରେ ଫାଟିଗଲା ରେଡିଏଟର..

ଗାଡ଼ିରେ ଥିବା ରେଡିଏଟର ଫାଟିଯିବା ଯୋଗୁଁ ତିନି ଜଣ ପିଲା ଗୁରୁତର ହୋଇଛନ୍ତି । ସମସ୍ତଙ୍କୁ ମାର୍ଶାଘାଇ ମେଡିକାଲ୍‌ରେ ଭର୍ତ୍ତି କରାଯାଇଛି । ଘଟଣାକୁ ନେଇ ଅଭିଭାବକଙ୍କ ମହଳରେ ପ୍ରବଳ ଅସନ୍ତୋଷ ଦେଖାଦେଇଛି । More
  • Otv Khabar Bureau
  • 2 years ago

ନିରଞ୍ଜନଙ୍କ ଇସ୍ତଫା କାହିଁକି ଗ୍ରହଣ କରୁନି କଂଗ୍ରେସ ?

ପଦ ଛାଡିବାକୁ ଚାହୁଁଛନ୍ତି ନିରଞ୍ଜନ, ହେଲେ ଇସ୍ତଫା ଗ୍ରହଣ କରୁନାହାନ୍ତି ହାଇକମାଣ୍ତ। ବାରମ୍ବାର ଇସ୍ତଫା ଦେବାକୁ ନିରଞ୍ଜନ କହୁଥିଲେ ବି ଅମଙ୍ଗ ହେଉଛନ୍ତି ସୋନିଆ। ତେବେ କାହିଁକି ଉପୁଜିଛି ଏଭଳି ସ୍ଥିତି ? ରାଜ୍ୟ କଂଗ୍ରେସରେ ନାହାନ୍ତି କି ନିରଞ୍ଜନଙ୍କ ସମକକ୍ଷ ନେତା? ନା ନିରଞ୍ଜନଙ୍କ ଉପରେ ରହିଛି ସୋନିଆଙ୍କ ଅତୁଟ ଆସ୍ଥା। More
  • Pramod Behera
  • 2 years ago

ବାଘ ମୁହଁରୁ ଭାଉଜକୁ ରକ୍ଷାକଲା ଦିଅର

କଲରାପତ୍ରିଆ ବାଘର ଆକ୍ରମଣରେ ଭାଉଜ ଦିଅର କ୍ଷତ ବିକ୍ଷତ। ଭାଉଜକୁ ବାଘ ଆକ୍ରମଣ ସମୟରେ ଦିଅର ଲଢି ବାଘ ମୁହଁରୁ ବଞ୍ଚେଇଛି। ଉଭୟଙ୍କୁ ଗୁରୁତର ଅବସ୍ଥାରେ ରାଇରଙ୍ଗପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। More
  • Rajalaxmi Sahoo
  • 2 years ago

 ଆଉ ୬ ସରକାରୀ ବାବୁଙ୍କୁ ବାଧ୍ୟତାମୂଳକ ଅବସର

ଦୁର୍ନୀତି ଓ ଅପାରଗତା ପାଇଁ ଆଉ ୬ ଜଣ ସରକାରୀ ଅଧିକାରୀଙ୍କୁ ରାଜ୍ୟ ସରକାର ବାଧ୍ୟତାମୂଳକ ଅବସର ଦେଇଛନ୍ତି। ଏହି ୬ ଅଧିକାରୀଙ୍କ ମଧ୍ୟରେ ୩ ଜଣ ନିର୍ବାହୀ ଯନ୍ତ୍ରୀ, ଜଣେ ପୋଲିସ ଇନ୍ସପେକ୍ଟର ଅଛନ୍ତି। More
  • Otv Khabar Bureau
  • 2 years ago

ସରକାରୀ ଯନ୍ତ୍ରୀଙ୍କୁ ଭିଜିଲାନ୍ସ ଛାଟ..ଫ୍ରିଜ୍ ଭିତରେ ଲୁଚାଇ ରଖୁଥିଲେ କଳା ଟଙ୍କା..

ପୁଣି ଭିଜିଲାନ୍ସ ଫାସରେ ପଡିଲେ ସରକାରୀ କୁବେର । ଗରମ ମିଜାଜ ଦେଖାଇ ଲୁଟିଥିବା କଳା ଟଙ୍କାକୁ ଫ୍ରିଜ୍ ଭିତରେ ଲୁଚାଇ ଥଣ୍ଡା କରୁଥିଲେ । ଏ ବାବୁ ଜଣକ ହେଉଛନ୍ତି କଟକ ଡ୍ରେନେଜ୍ ଡିଭିଜନ ନିର୍ବାହୀ ଯନ୍ତ୍ରୀ ମନୋଜ ବେହେରା । More
  • Prangyan Parimita
  • 2 years ago

ସ୍ତ୍ରୀକୁ ହତ୍ୟା କରି ଶଳାର ସ୍ତ୍ରୀ ସହ ଫେରାର, ଥାନାରେ ଅଭିଯୋଗ କଲେ ପରିବାର ଲୋକ

ସ୍ୱାମୀ ନୁହେଁ ସେ ପିଶାଚ । ସ୍ତ୍ରୀକୁ ମାରି ଶଳାର ସ୍ତ୍ରୀ ସହ ଫେରାର ମାରିଲା । More
  • Rajalaxmi Sahoo
  • 2 years ago

ମାଡ଼ି ଆସୁଛି ବାତ୍ୟା: ଓଡ଼ିଶାରେ ଉପରେ ପଡ଼ିବ କି ଏହାର ପ୍ରଭାବ ? ଜାଣନ୍ତୁ, କ’ଣ କହିଲେ IMD ଡିଜି

୨୩ ତାରିଖ ସନ୍ଧ୍ୟାରେ ସମ୍ଭାବ୍ୟ ବାତ୍ୟା ବାଂଲାଦେଶ ଉପକୂଳ ଛୁଇଁବ ବୋଲି ଭାରତୀୟ ପାଣିପାଗ ବିଭାଗ(IMD) ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ସୂଚନା ଦେଇଛନ୍ତି। More
  • Rajalaxmi Sahoo
  • 2 years ago

ରସିକିଆ ଗଣିତ ମାଷ୍ଟରଙ୍କ ପ୍ରେମରେ ଅଷ୍ଟମ ଶ୍ରେଣୀ ଛାତ୍ରୀ, ଘର ଛାଡ଼ି ପଳାଇଲେ

ପୋଲିସ୍‌ ହାତରେ ଧରାପଡ଼ିଲେ ରସିକିଆ ଗଣିତ ମାଷ୍ଟର। ନାବାଳିକା ଛାତ୍ରୀକୁ ପ୍ରେମ ଜାଲରେ ଫସାଇ ଗଣିତ ମାଷ୍ଟର ଚମ୍ପଟ ମାରିଥିଲେ। ଶେଷରେ ତନାଘନା ପରେ ପୋଲିସ୍‌ ରସିକିଆ ଗଣିତ ମାଷ୍ଟରଙ୍କୁ ଗିରଫ କରିଛନ୍ତି। More
  • Rajalaxmi Sahoo
  • 2 years ago

ଗୋଟିଏ ଦିନରେ ପୁରୀରେ ଦୁଇ ଦୁଇଟି ମର୍ଡର, ଲୋକଙ୍କ ମନରେ ଛନକା

ଗୋଟିଏ ଦିନରେ ପୁରୀରେ ୨ଟି ମର୍ଡର ହୋଇଛି। ଗୋଟିଏପଟେ ଶ୍ରୀମନ୍ଦିର ପରିଚାଳନା କମିଟିର ପୂର୍ବତନ ସଦସ୍ୟଙ୍କୁ ଗୁଳି କରି ହତ୍ୟା କରାଯାଇ ଥିବାବେଳେ ଅନ୍ୟପକ୍ଷେ ପୁଅର କଟୁରି ଚୋଟରେ ମା’ର ମୃତ୍ୟୁ ହୋଇଛି। More
  • Prangyan Parimita
  • 2 years ago

ଫୁଲବାଣୀର ରାଞ୍ଚୋ : ଗାଁ ଲୋକଙ୍କ ସମସ୍ୟା ବୁଝି ଜୁଗାଡରେ ଗାଁକୁ ଆଣିଲେ ମୋବାଇଲ୍ ନେଟୱର୍କ

ବି.ଟେକ ଛାତ୍ରଙ୍କ ଅଭିନବ ଉପାୟ , ଉପରେ ମୋବାଇଲ ତଳେ ଡିଜିଟାଲ ସେବା More
  • Rajalaxmi Sahoo
  • 2 years ago

ରମାଦେବୀ ବିଶ୍ୱବିଦ୍ୟାଳୟର ୨ ଦୃଷ୍ଟିହୀନ ଛାତ୍ରୀଙ୍କ ମିଳୁନି ପତ୍ତା, ଖୋଜୁଛି ପୋଲିସ୍‌

ରମାଦେବୀ ବିଶ୍ୱବିଦ୍ୟାଳୟର ୨ ଦୃଷ୍ଟିହୀନ ଛାତ୍ରୀ ନିଖୋଜ ଘଟଣାକୁ ସହିଦନଗର ପୋଲିସ ସ୍ପଷ୍ଟ କରିଛି। ଜଣେ ଛାତ୍ରୀଙ୍କ ଘରୁ ପୋଲିସ୍‌ ଚିଠି ଠାବ କରିବା ସହ ସେଥିରେ ଛାତ୍ରୀ ଜଣକ ବାହାରକୁ ଚାଲି ଯାଇଥିବା କଥା ଉଲ୍ଲେଖ ରହିଛି।  More
  • Rajalaxmi Sahoo
  • 2 years ago

ରାସ୍ତାକଡ଼ରୁ ମିଳିଲା ଯୁବତୀଙ୍କ ରକ୍ତ ଜୁଡ଼ୁବୁଡ଼ୁ ମୃତଦେହ

ରାସ୍ତାକଡ଼ରୁ ଯୁବତୀଙ୍କ ରକ୍ତ ଜୁଡ଼ୁବୁଡ଼ୁ ମୃତଦେହ ଉଦ୍ଧାର। ଯୁବତୀଙ୍କୁ କେହି ପଥରରେ ଛେଚି ହତ୍ୟା କରିଥିବା ସନ୍ଦେହ କରାଯାଉଛି। ହତ୍ୟାକାଣ୍ଡର କାରଣ ସ୍ପଷ୍ଟ ହୋଇନାହିଁ।   More
  • Otv Khabar Bureau
  • 2 years ago

Daily Horoscope 16 March 2022: ଜାଣନ୍ତୁ ଆଜିର ରାଶିଫଳ

ଆଜି ହେଉଛି ୨୦୨୨ ମସିହା, ମାର୍ଚ୍ଚମାସ ୧୬ ତାରିଖ, ବୁଧବାର, ମୀନ୨ ଦିନ, ଫାଲଗୁନମାସ, ଶୁକ୍ଳପକ୍ଷ। ତିଥି ତ୍ରୟୋଦଶୀ, ମଘା ନକ୍ଷତ୍ର, ସିଂହ ରାଶିରେ ଚନ୍ଦ୍ର, କର୍କଟ ରାଶିର ଘାତବାର,କର୍କଟ ଓ ମକର ରାଶିର ଘାତଚନ୍ଦ୍ର... More
  • Rajalaxmi Sahoo
  • 2 years ago

ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି, ଓଡ଼ିଶା ଉପରେ ପଡ଼ିବ କି ପ୍ରଭାବ ?

ଘୂର୍ଣ୍ଣିବଳୟ ପ୍ରଭାବରେ ବିଷୁବରେଖା ପାର୍ଶ୍ୱବର୍ତ୍ତୀ ଭାରତ ମହାସାଗର ଓ ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହାଛଡ଼ା ଏହି ଲଘୁଚାପ କ୍ଷେତ୍ର ବାତ୍ୟାରେ ପରିଣତ ହେବ କି ନାହିଁ ସେନେଇ ମଧ୍ୟ ପାଣିପାଗ ବିଭାଗ ଆକଳନ କରି ନାହିଁ। More
  • Rajalaxmi Sahoo
  • 2 years ago

ଇଲେକ୍ସନ ଡ୍ୟୁଟିରେ ଥାଇ ଗଡ଼ବଡ଼ କରୁଥିଲେ ନିର୍ବାଚନ ଅଧିକାରୀ ! ତା’ବି ପୁଣି CCTV କ୍ୟାମେରା ଆଗରେ

ଯାଜପୁର ଜିଲ୍ଲା ବରୀ ବ୍ଲକର ଅଧ୍ୟକ୍ଷ ନିର୍ବାଚନରେ ନିର୍ବାଚନ ଅଧିକାରୀ ଅନିୟମିତତା କରିଥିବା ଅଭିଯୋଗ ହୋଇଛି। ୬ ଜଣ ସମିତି ସଭ୍ୟଙ୍କ ଭୋଟ୍‌ ନିଜେ ନିର୍ବାଚନ ଅଧିକାରୀ ଦେଇଥିବା ଅଭିଯୋଗ ହୋଇଛି।  More
  • Rajalaxmi Sahoo
  • 2 years ago

ଖରାରେ ସିଝିବ ସାରା ଓଡ଼ିଶା, ୧୮ ତାରିଖ ଯାଏ ବଢ଼ିବ ତାପମାତ୍ରା

ଖରାରେ ସିଝିବ ସାରା ଓଡ଼ିଶା। ୧୮ ତାରିଖ ଯାଏ ରାଜ୍ୟରେ କିଛି ଜିଲ୍ଲାରେ ତାପମାତ୍ରା ବଢ଼ିବ। କିଛି ସ୍ଥାନରେ ଦିନ ତାପମାତ୍ରା ସ୍ୱାଭାବିକ ଠାରୁ ଅଧିକ ରହିବ।  More
  • Satyendu Shekher Mishra
  • 2 years ago

ସାଂଘାତିକ ଅଭିଯୋଗ; ବ୍ଲକ୍‌ ଅଧ୍ୟକ୍ଷ ନିର୍ବାଚନ ବେଳେ ଭୋଟିଂରେ ହେରଫେର କରିଛନ୍ତି ନର୍ବାଚନ ଅଧିକାରୀ !

ସାଂଘାତିକ ଅଭିଯୋଗ ଆସିଛି ୮ଯାଜପୁର ଜିଲ୍ଲା ବରୀ ବ୍ଲକରୁ । ଅଧ୍ୟକ୍ଷ ନିର୍ବଚନରେ ନିର୍ବାଚନ ଅଧିକାରୀ ଅନିୟମିତତା କରିଥିବା ଅଭିଯୋଗ ହୋଇଛି । More
  • Otv Khabar Bureau
  • 2 years ago

ମାର୍ଚ୍ଚରେ ତାତି ଏତେ ତ ଏପ୍ରିଲ୍-ମେ'ରେ କେତେ ?

ବସନ୍ତରେ ବର୍ଷିବ ନିଆଁ । କାଲିଠୁ ୩ଦିନ ପ୍ରଚଣ୍ଡ ଖରା ହେବ । ସ୍ୱାଭାବିକଠୁ ହଠାତ୍ ୪ରୁ ୫ଡିଗ୍ରୀ ଯାଏଁ ବଢ଼ିଯିବ ପାରଦ । ସ୍ଥାନେ ସ୍ଥାନେ ୪୦ କି ତାଠୁ ଅଧିକ ଡେଇଁପାରେ ତାପମାତ୍ରା । ୮ ଜିଲ୍ଲାକୁ ଏଥିପାଇଁ ପାଣିପାଗ ବିଭାଗ ଦେଇଛି ୟେଲୋ ୱାର୍ଣ୍ଣିଂ । More
  • Otv Khabar Bureau
  • 2 years ago

ପୌରନିର୍ବାଚନ ୨୦୨୨: ଡୋର୍‌ ଟୁ ଡୋର୍‌ କ୍ୟାମ୍ପେନ୍‌ ସାଙ୍ଗକୁ ଡିଜିଟାଲ ପ୍ରଚାର, ମଇଦାନକୁ ଓହ୍ଲାଇବେ ହେଭିୱେଟ୍‌

ପୌର ପରୀକ୍ଷା ପାଇଁ ଚୂଡ଼ାନ୍ତ ହେଲା ପ୍ରାର୍ଥୀ ତାଲିକା । ମେୟର ଓ ପୌରାଧ୍ୟକ୍ଷ ପଦ ପାଇଁ ମୋଟ୍ ୫୬୯ ପ୍ରାର୍ଥୀ ମୈଦାନରେ ଥିବା ବେଳେ କାଉନ୍‌ସିଲର୍ ଓ କର୍ପୋରେଟର୍ ଲାଗି ରହିଲେ ୫ ହଜାର ୮୪୨ ପ୍ରାର୍ଥୀ । More
  • Satyendu Shekher Mishra
  • 2 years ago

ସହରାଞ୍ଚଳରେ ମିଳିବନି ମଦ, ଜାରି ହେଲା କଡ଼ା ନିର୍ଦେଶ

୨୨ରୁ ୨୬ ତାରିଖ ପର୍ଯ୍ୟନ୍ତ ୫ ଦିନ ଡ୍ରାଏ ଡେ’ ନେଇ ରହିଛି କଡ଼ା ନିର୍ଦ୍ଦେଶ । ପ୍ରଚାର ଶେଷ ଦିନଠାରୁ ଗଣତି ଦିନ ପର୍ଯ୍ୟନ୍ତ ବନ୍ଦ ରହିବ ମଦ ବିକ୍ରି । More
  • Pramod Behera
  • 2 years ago

ବାସଗୃହ କ୍ରେତାଙ୍କ ମନରେ ନୂଆ ଆଶା; ଆଉ ଠକି ଖସିପାରିବେନି ବିଲ୍ଡର

ଆଉ ଠକି ପାରିବେନି ବିଲ୍ଡର। ବାସଗୃହ ପ୍ରକଳ୍ପ ବାସିନ୍ଦାଙ୍କ ଲାଗି ପଞ୍ଜୀକୃତ ସୋସାଇଟି ଗଢ଼ା ନ ହେବା ଯାଏଁ ପ୍ରକଳ୍ପର ରକ୍ଷଣାବେକ୍ଷଣ କରିବାକୁ ବିଲ୍ଡର ବାଧ୍ୟ ହେବେ। ଏମିତି ରାୟ ଶୁଣାଇଛନ୍ତି ଓରେରା। More