/odishatv-khabar/media/post_attachments/uploadimage/library/16_9/16_9_0/Panchang_1717558091.jpg)
Panchang
ସୈାର ବୃଷ ମାସ ଜ୍ୟେଷ୍ଠ କୃଷ୍ଣପକ୍ଷ। ଇଂରାଜୀରେ ୦୫ ବୁଧବାର,ଚନ୍ଦ୍ର- ବୃଷ ଅହୋରାତ୍ର,ତିଥି-୧୪ଶୀ ରାତ୍ରି ଅମାବାସ୍ୟା ଘାତଚନ୍ଦ୍ର- ବିଛା ରାଶିର ଅହୋରାତ୍ର,ଘାତବାର- କର୍କଟ ରାଶିର ,ପୁଷ୍କର ଦୋଷ- ୧ ପାଦ-କୁଟୁମ୍ବହାନି-ତିଳକାଞ୍ଚନଦାନ ରାତ୍ରି ୦୯.୧୬ ପର୍ଯ୍ୟନ୍ତ
Advertisment
ଶୁଭ ସମୟ:
ପ୍ରାତଃ- ୦୭.୪୭ ରୁ ୦୮.୨୮
ଦିବା- ୧୦.୦୩ ରୁ ୧୧.୧୮
ସନ୍ଧ୍ୟା- ୦୬.୧୯ ରୁ ୦୯.୫୬
ରାତ୍ରି- ୧୨.୦୬ ରୁ ୦୧.୩୩
ଅଧିକ ପଢ଼ନ୍ତୁ: Vastu Tips: ଘରର ଉତ୍ତର ଦିଗରେ ନାଲି ରଙ୍ଗ ବ୍ୟବହାର କରିଛନ୍ତି କି… ହେବ ଏହିସବୁ ସମସ୍ୟା
ଅଶୁଭ ସମୟ:
ରାହୁକାଳ- ଦିବା- ୧୧.୪୫ ରୁ ୦୧.୨୩
କାଳବେଳା- ଦିବା - ୦୮.୨୮ ରୁ ୧୦.୦୬
ବାରବେଳା- ଦିବା- ୧୧.୪୫ ରୁ ୦୧.୨୩
କାଳରାତ୍ରି- ରାତ୍ରି- ୦୨.୨୮ ରୁ ୦୩.୪୯
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)