ଗୋଟିଏ ପରେ ଗୋଟିଏ ଅନେକ ସିରିଜ୍ ଏବଂ ହଲିଉଡ୍ ଚଳଚ୍ଚିତ୍ରରେ ନଜର ଆସୁଥିବା ପ୍ରିୟଙ୍କା ହୁଏତ ଭାରତଠାରୁ ଦୂରରେ ଥାଇ ମଧ୍ୟ ସୋସିଆଲ ମିଡିଆ ମାଧ୍ୟମରେ ସେ ତାଙ୍କ ପ୍ରଶଂସକଙ୍କ ସହ ଯୋଡି ହୋଇ ରହିଛନ୍ତି। ନିକଟରେ ସେ ଏପରି ଏକ ଫଟୋ ଶେୟାର କରିଛନ୍ତି ଯାହାକୁ ଦେଖିବା ପରେ ତାଙ୍କ ପ୍ରଶଂସକମାନେ ଚିନ୍ତାରେ ପଡିଯାଇଛନ୍ତି।
ଆସନ୍ତା ଜୁଲାଇ ୮ ତାରିଖରେ ଖୋଲିବ ଶ୍ରୀମନ୍ଦିର ରତ୍ନଭଣ୍ଡାର । ଏନେଇ ସୂଚନା ଦେଇଛନ୍ତି ଏଏସଆଇ ସୁପରିଟେଡ଼େଣ୍ଟ ଡଃ ଡି.ବି .ଗଡନାୟକ।
ସରଜାପୁର ରୋଡ୍ରେ ରହୁଛୁ । ଏହି ପୁରା ଘଟଣାର ଭିଡିଓ ରେକର୍ଡିଂ ମଧ୍ୟ କରିଛୁ । ଖାଲି ସେତିକି ନୁହେଁ ଆମ ସହ ଏହି ଘଟଣାର ପ୍ରତ୍ୟକ୍ଷଦର୍ଶୀ ମଧ୍ୟ ରହିଛନ୍ତି ।
କ୍ୟାମ୍ପସରେ ଇଣ୍ଟରନ୍ୟାସନାଲ୍ ସେଣ୍ଟର୍ । ୨୦ରୁ ଅଧିକ ରାଷ୍ଟ୍ରର ଛାତ୍ରଛାତ୍ରୀ ଆଡମିଶନ୍ ନେଲେଣି ।
ପତ୍ନୀଙ୍କ ମୃତ୍ୟୁ ସହିପାରିଲେନି ଆସାମ ଗୃହ ସଚିବ । ହସ୍ପିଟାଲ ଭିତରେ ହିଁ ନିଜକୁ ଗୁଳି କରିଦେଲେ ବରିଷ୍ଠ IPS ଅଫିସର ।
ସାଧାରଣ ଦର୍ଶକଙ୍କ ସହ କାର୍ତ୍ତିକ ଆର୍ଯ୍ୟନଙ୍କ 'ଚନ୍ଦୁ ଚମ୍ପିଅନ୍' ଚଳଚ୍ଚିତ୍ରକୁ କିଛି ବିଶେଷ ଦର୍ଶକ ମଧ୍ୟ ପସନ୍ଦ କରୁଛନ୍ତି। ନିକଟରେ କପିଲ ଦେବ ଅଭିନେତାଙ୍କ ଏହି ଫିଲ୍ମ ଦେଖି ବହୁତ ଖୁସି ହୋଇଯାଇଛନ୍ତି। ଫିଲ୍ମ ଦେଖିବା ପରେ କପିଲ କାର୍ତ୍ତିକ ଆର୍ଯ୍ୟନଙ୍କୁ ବହୁତ ପ୍ରଶଂସା କରିଛନ୍ତି।
ସୁରମା ପାଢ଼ୀ ବିଜେପିର ବାଚସ୍ପତି ପ୍ରାର୍ଥୀ । ସେ ବାଚସ୍ପତି ନିର୍ବାଚନ ପାଇଁ ନାମାଙ୍କନ ଦାଖଲ କରିଛନ୍ତି ।
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ବିଜେପି ବିଧାୟକ ଦଳ ବୈଠକରେ ବିଚାରବିମର୍ଶ ଚାଲିଛି । ବିଧାନସଭାର ୫୪ ନମ୍ୱର୍ ପ୍ରକୋଷ୍ଠରେ ଚାଲିଛି ବୈଠକ ।
ରାୟଗଡ଼ା କାଶୀପୁର ବ୍ଲକ୍ ମୁନୁଷପଦରରୁ ଆରମ୍ଭ ହୋଇଥିବା ଏ ସଂକ୍ରମଣ ଏବେ କୋରାପୁଟ ଓ କଳାହାଣ୍ଡି ଜିଲ୍ଲାକୁ ମାଡ଼ିଗଲାଣି । ଏଯାଏଁ ୫ ଜଣଙ୍କ ଜୀବନ ଗଲାଣି ।
ନୀତି ବିଳମ୍ବ ଯୋଗୁଁ ମଙ୍ଗଳ ଆଳତି ମଧ୍ୟ ସମ୍ପନ୍ନ ହୋଇନି । ଏକାଦଶୀରେ ନୀତି ସମାପନ ବଦଳରେ ଦ୍ବାଦଶୀରେ ଆରମ୍ଭ । ସେବକଙ୍କ ମଧ୍ୟରେ ବିବାଦରୁ ଗତକାଲି ରାତିରେ ଶ୍ରୀଜିଉଙ୍କ ଦିଅଁ ବିବାହ ନୀତି ବିଳମ୍ବ ହୋଇଥିଲା ।
ସକାଳୁ ୟୁନିଟ-୩ ମସଜିଦ୍ କଲୋନୀରେ ପହଞ୍ଚିଥିଲେ ମନ୍ତ୍ରୀ । ଗ୍ରାଉଣ୍ଡରେ ସ୍ଥିତି ଅନୁଧ୍ୟାନ କରିଥିଲେ । ଡ୍ରେନ୍ ପାଖରେ ବ୍ୟାରିକେଡ୍ କାହିଁକି ହୋଇନି ସନ୍ଧ୍ୟା ସୁଦ୍ଧା ରିପୋର୍ଟ ଦେବାକୁ ବିଏମସି କମିଶନରଙ୍କୁ ରିପୋର୍ଟ ତଲବ କରିଛନ୍ତି ।
ତେବେ ମଞ୍ଚରେ ଉଦବୋଧନ ବେଳେ ମୋହନ ମାଝୀ ଚାଷୀଙ୍କୁ କହିଥିଲେ ଯେ, ଆପଣମାନେ ଖୁସି ତ, ମୁଁ ବି ଖୁସି ।
ଶାନ୍ତ ହେଉଛି ବାଲେଶ୍ବର ସହର, ଫେରୁଛି ସ୍ବାଭାବିକ ସ୍ଥିତି । ବାଲେଶ୍ୱର ପୌରାଞ୍ଚଳରେ ଆଜି ମଧ୍ୟରାତ୍ର ଯାଏଁ ବଳବତ୍ତର ରହିବ କର୍ଫ୍ୟୁ ।
ସୌର ବୃଷମାସ ଜ୍ୟେଷ୍ଠ କୃଷ୍ଣପକ୍ଷ । ଇଂରାଜୀରେ ୧୯ ତାରିଖ ବୁଧବାର । ଆଜି ଆପଣ କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି କି ? ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ...
ସେହିପରି ଉପନେତା ଦୌଡ଼ରେ ଆଗରେ ରହିଛି ବରିଷ୍ଠ ବିଧାୟକ ତଥା ଦଳର ଉପସଭାପତି ପ୍ରସନ୍ନ ଆଚାର୍ଯ୍ୟଙ୍କ ନାଁ ।
ବିଳମ୍ବିତ ରାତିରେ ସିରିଏଲ୍ ସୁଟିଂ ସାରି କାରରେ କିଛି ଲୋକ ଫେରୁଥିବା ବେଳେ ଟ୍ରକ ସହ ମୁହାଁମୁହିଁ ଧକ୍କା ହୋଇଥିଲା । ଏଥିରେ କାର୍ଟି ସଂପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଥିବା ବେଳେ, ଟ୍ରକଟି ବ୍ରିଜ୍ର ବାଡ଼ା ଭାଙ୍ଗି ପୋଲରୁ ନଦୀ ଭିତରକୁ ଖସି ପଡ଼ିଛି ।
ସାରା ବିଶ୍ୱରେ ସିକିଲ୍ ସେଲ୍ ରୋଗ ଦ୍ରୁତ ଗତିରେ ବଢୁଥିବା ଦେଖାଯାଏ। ଏହା ରକ୍ତକୁ ପ୍ରଭାବିତ କରୁଥିବା ଏକ ରୋଗ। ଏହି ରୋଗ ହେତୁ ରକ୍ତ କଣିକା ମଧ୍ୟରେ ହେମୋଗ୍ଲୋବିନର ସ୍ତର ପ୍ରଭାବିତ ହେବାକୁ ଲାଗେ। ସିକିଲ୍ ସେଲ୍ ରୋଗ (SCD) ହେଉଛି ସାଧାରଣତଃ ଏକ ବଂଶଗତ ରକ୍ତ ବ୍ୟାଧି।
ଗୋଟିଏ ଦିନରେ ପଡୁଛି ଠାକୁରଙ୍କ ନବଯୌବନ ଦର୍ଶନ ସାଙ୍ଗକୁ ନେତ୍ରୋତ୍ସବ। କେତେବେଳେ ରଥଟଣା ହେବ ? ଦିନେ କି ଦୁଇ ଦିନ ଧରି ରଥଯାତ୍ରା ଚାଲିବ, ତାକୁ ନେଇ ଉପୁଜିଛି ସଂଶୟ। ତେଣେ ସେବାୟତ କହିଲେଣି ଇତିହାସ ତର୍ଜମା କରି ନୀତିକାନ୍ତି କରିବୁ।
କାଳ ସାଜିଲା ମୁକୁଳା ଡ୍ରେନ୍। ଅକାଳରେ ଚାଲିଗଲା ଆଉ ଏକ ନିରୀହ ଜୀବନ। ଭୁବନେଶ୍ୱରରେ ମୁକୁଳା ଡ୍ରେନ୍ ପୁଣି ଗୋଟିଏ ଜୀବନ ନେଇଛି।
ନୂଆ ବିଧାୟକ..ନୂଆ ଉତ୍ସାହ। ସପ୍ତଦଶ ବିଧାନସଭାରେ ଶପଥ ସମାରୋହରେ ଅନେକ ନୂଆ ଚେହେରା। ପ୍ରଥମ ଥର ପାଇଁ ନିର୍ବାଚିତ ହୋଇଛନ୍ତି ବିଧାୟକ ଭାବେ। ବିଧାନସଭାରେ ହେଉଛି ଗୃହ ପ୍ରବେଶ।
ବରଗଡ଼ରେ ସିଏମ୍ ମୋହନ ମାଝୀ ଦେଲେ ସହାୟତା । ବଦଳିବ କି କାଳିଆ ଯୋଜନା, ବଢ଼ିଲା ଚର୍ଚ୍ଚା।
ପାଣ୍ଡିଆନଙ୍କ ବାବଦରେ ପଚାରିବାରୁ ଏଡାଇଗଲେ ନେତା । କାଲି ବିଜେଡି ବିଧାୟକ ଦଳ ବୈଠକ ଉପରେ ନଜର ।
ଯବାନଙ୍କ ପରିବାରର ପିଲାମାନେ ବାପାଙ୍କ ବାଟକୁ ସବୁଦିନ ଅପେକ୍ଷା କରି ରହିଥାନ୍ତି । କେତେବେଳେ ବାପା ଆସିବେ... ।
ଚାଷୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ସିଧାସଳଖ ୨ହଜାର ଟଙ୍କା ଲେଖାଏଁ ଆସିବ।
BOBରେ ଚାକିରି ପାଇବାକୁ ଚାହୁଁଥିବା ପ୍ରାର୍ଥୀମାନଙ୍କ ପାଇଁ ଏକ ବଡ଼ ସୁଯୋଗ। ଏଥିପାଇଁ ବ୍ୟାଙ୍କ ଅଫ୍ ବରୋଦାର କର୍ପୋରେଟ୍ ଏବଂ ଆନୁଷ୍ଠାନିକ କ୍ରେଡିଟ୍ ବିଭାଗରେ ଅନେକ ପଦବୀ ଖାଲି ଅଛି। ଏହାକୁ ପୂରଣ କରିବା ନେଇ BOB ଏକ ବିଜ୍ଞପ୍ତି ପ୍ରକାଶ କରିଛି।