ସରକାରୀ ଚାକିରି ଖୋଜୁଥିବା ଯୁବକମାନଙ୍କ ପାଇଁ ଏକ ଖୁସି ଖବର। ହିନ୍ଦୁସ୍ତାନ ଏରୋନେଟିକ୍ସ ଲିମିଟେଡ୍ (HAL) ସେମାନଙ୍କ ପାଇଁ ଏହି ସୁଯୋଗ ନେଇ ଆସିଛି। ଏନେଇ HAL ଏକ ବିଜ୍ଞପ୍ତି ପ୍ରକାଶ କରିଛି। ଆପଣ ଏହି ବିଜ୍ଞପନକୁ ଦେଖନ୍ତି ଆଉ ଚିନ୍ତା କରନ୍ତୁ।
ଜବତ ହୋଇଥିବା ସୁନାର ମୂଲ୍ୟ ପ୍ରାୟ ୨ କୋଟି ୭୯ ଲକ୍ଷ ଟଙ୍କା ହୋଇଥିବା ସୂଚନା ମିଳିଛି । ଦୁବାଇରୁ ଭୁବନେଶ୍ୱର ଆସୁଥିବା ୪ ଯାତ୍ରୀଙ୍କ ଠାରୁ ଏହି ସୁନା ଜବତ କରାଯାଇଛି ।
ଆୟୁଷ୍ମାନ ଭାରତ ଯୋଜନା ପ୍ରସଙ୍ଗ ଉଠାଇ ରାଜ୍ୟ ସରକାରକୁ ଟାର୍ଗେଟ କରିଛନ୍ତି ରାଜନାଥ ସିଂ । ‘ରାଜ୍ୟରେ ବିଜେପି ସରକାର ଆସିଲେ ଆୟୁଷ୍ମାନ ସୁବିଧା ମିଳିବ। ସମସ୍ତଙ୍କୁ ୫ ଲକ୍ଷ ଟଙ୍କାର ମାଗଣା ଚିକିତ୍ସା ମିଳିବ।
ତେବେ ବିଜେଡିରେ ସମସ୍ତେ ତ କ୍ରୀତଦାସ ନୁହଁନ୍ତି, ଅନେକ ଏକନାଥ ସିନ୍ଦେ ବି ଅଛନ୍ତି, ସେମାନେ ଆମ ସହ ସମ୍ପର୍କରେ ଅଛନ୍ତି।
ଅଯୋଧ୍ୟା ମନ୍ଦିର ପରିସରର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓଟି ଏକ ଛୋଟ ପିଲାର, ଯିଏ ମନ୍ଦିରକୁ ଆସୁଥିବା ଲୋକଙ୍କୁ ଚନ୍ଦନ ଓ ସିନ୍ଦୁର ଟିକା ଲଗଉଛନ୍ତି। ଦିନକୁ ତାଙ୍କ ରୋଜଗାର ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ।
ସମ୍ଭବତଃ ମାଷ୍ଟରକ୍ୟାଣ୍ଟିନରୁ ବାଣୀବିହାର ପର୍ଯ୍ୟନ୍ତ ରୋଡ୍ ଶୋ କରିବେ ବୋଲି କହିଛନ୍ତି ଅପରାଜିତା । ରୋଡ୍ ଶୋକୁ ନେଇ ଦଳୀୟ କର୍ମୀ ବେଶ୍ ଉତ୍ସାହିତ ଥିବା ଜଣାପଡ଼ିଛି ।
ପ୍ରଥମ ଥର ଆସି ଏତେ ପରିମାଣରେ ସ୍ୱାଗତ ସମ୍ବର୍ଦ୍ଧନା ପାଇ ଅତ୍ୟନ୍ତ ଖୁସି ଥିବା କହିଛନ୍ତି ରାଜନାଥ । ଏହା ପ୍ରଭୁ ଜଗନ୍ନାଥ ଓ ମାଆ ମାଣିକେଶ୍ୱରୀଙ୍କ ଧରିତ୍ରୀ । କଳାହାଣ୍ଡି ଗରିବୀ ଓ ଦାରିଦ୍ର ପାଇଁ ପରିଚିତ ଥିବା କହିଛନ୍ତି ରାଜନାଥ ।
ନିଶା ଦେଇ ନାବାଳିକାଙ୍କୁ ଗଣଦୁଷ୍କର୍ମ ମାମଲା । ଗିରଫ ହେଲେ ପାଞ୍ଚ ଅଭିଯୁକ୍ତ । ୫ ଯୁବକଙ୍କୁ ଗିରଫ କଲା ବୈଦ୍ୟନାଥପୁର ଥାନା ପୋଲିସ । ଏନେଇ ସୂଚନା ଦେଇଛନ୍ତି ଏସ୍ପି ସାର୍ଥକ ଷଡ଼ଙ୍ଗୀ । ଏସପିଙ୍କ କହିବା ଅନୁସାରେ ରାସ୍ତାରେ ଛିଡ଼ା ହୋଇଥିବା ବେଳେ ଜଣେ ଯୁବକ ଡାକିଥିଲେ ।
ମାନସୀ ନିଜ ସ୍ୱାମୀ ଓ ସ୍ଥାନୀୟ ବିଧାୟକଙ୍କ ନାଁରେ ଏପରି କାହିଁକି କହିଲେ, ସେ ସଂପର୍କରେ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ।
'ଗେମ୍ ଅଫ୍ ଥ୍ରୋନ୍ସ'ରେ କେଭାନ୍ ଲାନିଷ୍ଟରଙ୍କ ଭୂମିକାରେ ଲୋକପ୍ରିୟତା ହାସଲ କରିଥିବା ବ୍ରିଟିଶ ଅଭିନେତା ଇୟାନ୍ ଗେଲ୍ଡରଙ୍କ ଦେହାନ୍ତ ହୋଇଛି। ସେ ଗତ ପାଞ୍ଚ ମାସ ଧରି କର୍କଟ ରୋଗରେ ପୀଡିତ ଥିଲେ।
ଗତକାଲି ହଠାତ୍ କର୍ମଚାରୀମାନେ ଅସୁସ୍ଥତା ଦର୍ଶାଇ ଛୁଟି ପାଇଁ ଆବେଦନ କରିଥିଲେ। ଏହାପରେ ସମସ୍ତଙ୍କ ମୋବାଇଲ ସୁଇଚ ଅଫ୍ ହୋଇ ଯାଇଛି। ସେମାନଙ୍କ ସହ ଯୋଗାଯୋଗ କରିବାକୁ ଚେଷ୍ଟା କରାଯିବା ସତ୍ତ୍ୱେ ତାହା ସମ୍ଭବ ହୋଇ ପାରୁନି ବୋଲି ଏୟାର ଇଣ୍ଡିଆ ପକ୍ଷରୁ କୁହାଯାଇଛି।
ଓଡ଼ିଶାରେ ପହଞ୍ଚିଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ । ତାଙ୍କର ଏହି ଦିନିକିଆ ଗସ୍ତରେ ପ୍ରଥମେ ଭବାନୀପାଟଣା ଏବଂ ତା ପରେ ରାୟଗଡ଼ାରେ ବିଜେପି ପାଇଁ ନିର୍ବାଚନୀ ପ୍ରଚାର କରିବେ ରାଜନାଥ ।
ନବରଙ୍ଗପୁର ଜିଲ୍ଲାରେ ରୁବେଲା ଆତଙ୍କ । ବର୍ତ୍ତମାନ ସୁଦ୍ଧା ୨ ରୁବେଲା ରୋଗୀ ଚି଼ହ୍ନଟ ହୋଇଛନ୍ତି l
ଭାରତୀୟ ମନୋରଂଜନ ଦୁନିଆରେ ଅଲୁ ଅର୍ଜୁନ ଓ ସୁକୁମାରଙ୍କ ଯୋଡି ଖୁବ୍ କାମ ଦିଏ। ସେମାନଙ୍କର ଫିଲ୍ମ ବକ୍ସ ଅଫିସ୍ରେ ହିଟ୍ ହୁଏ। ଏବେ ସୁକୁମାର ଅଲୁ ଅର୍ଜୁନଙ୍କୁ ନିଜ ଭାଗ୍ୟ ବୋଲି କହିଛନ୍ତି। ସେ କହିଛନ୍ତି, “ଆଜି ମୁଁ ଯାହା କିଛି ହେଇଛି ସବୁ ଅଲୁ ଅର୍ଜୁନ ପାଇଁ”।
ସୁନା ମୂଲ୍ୟରେ ପରିବର୍ତ୍ତନ ହୋଇଛି । ଭାରତୀୟ ବଜାରରେ ଆଜି ୧୦ ଗ୍ରାମର ୨୪ କ୍ୟାରେଟ୍ ସୁନା ଦର ୭୨,୨୭୦ ଟଙ୍କା ହୋଇଛି । ସେହିପରି ୨୨ କ୍ୟାରେଟ୍ ସୁନାର ମୂଲ୍ୟ ଆଜି ୧୦ ଗ୍ରାମ ପିଛା ୬୬,୨୫୦ ଟଙ୍କା ରହିଛି ।
ସୁନ୍ଦରଗଡ଼ ଜିଲ୍ଲାର ୭ ବିଧାନସଭା ନିର୍ବାଚନ ମଣ୍ଡଳୀ ତଳସରା, ସୁନ୍ଦରଗଡ଼, ବୀରମିତ୍ରପୁର, ରଘୁନାଥପାଲ୍ଲୀ, ରାଉରକେଲା, ରାଜଗାଙ୍ଗପୁର ଏବଂ ବଣାଇକୁ ନେଇ ଗଠିତ ଏହି ଲୋକସଭା ନିର୍ବାଚନ ମଣ୍ଡଳୀ ।
CSIR ଅଧିକାରୀମାନେ କହିଛନ୍ତି ଏମିତି ନିୟମ ଦ୍ୱାରା ଶକ୍ତି ସଞ୍ଚୟ ହେବ । ତେଣୁ ଏହି ପଦକ୍ଷେପ ନିଆଯାଇଛି । ଏହି ଦିନ କର୍ମଚାରୀମାନେ ବିନା ଆଇରନ୍ ଦିଆ ପୋଷାକ ପିନ୍ଧି ଆସିବେ ଅଫିସ ।
ସାଇଡ୍ ଇଫେକ୍ଟ ନେଇ ପ୍ରଶ୍ନ ଉଠିବା ପରେ ବଜାରରୁ ଭାକ୍ସିନ ଫେରାଇ ନେବ ଆଷ୍ଟ୍ରୋଜେନିକା କମ୍ପାନୀ । କୋଭିଡ୍-୧୯ ଭାକ୍ସିନକୁ ବଜାରରୁ ଫେରାଇ ନେବାକୁ ନିଷ୍ପତ୍ତି ନେଇଛି କମ୍ପାନୀ ।
ଅନେକ ପିଲା ଅଛନ୍ତି ଯେଉଁମାନେ ଛୋଟ ଛୋଟ କଥାକୁ ନେଇ କାନ୍ଦିବା ଆରମ୍ଭ କରନ୍ତି। ଯଦି ଆପଣଙ୍କ ପିଲା ମଧ୍ୟ ଏପରି ସସସ୍ୟାକୁ ସାମ୍ନା କରୁଛି ଆଉ ଆପଣ ନିଜର ପିଲାର ଏହି ସମସ୍ୟାକୁ ଦୂର କରିବାକୁ ଚାହୁଁଛନ୍ତି ଏବଂ ପିଲାକୁ ଉଭୟ ମାନସିକ ଏବଂ ଭାବନାତ୍ମକ ଭବେ ଦୃଢ କରିବାକୁ ଚାହୁଁଛନ୍ତି, ତେବେ ଏହି ଜିନିଷଗୁଡ଼ିକୁ ଧ୍ୟାନରେ ରଖନ୍ତୁ।
କାରରୁ ମିଳିଲା ୫ ଲକ୍ଷ, ପିକଅପ୍ ଭ୍ୟାନରୁ ୩ ଲକ୍ଷ । ଚେକିଂ ବେଳେ ବଲାଙ୍ଗିର ଜିଲ୍ଲା ତୁଷୁରା ଥାନା ଡାହିମାଳ ଛକରୁ ମୋଟ୍ ୮ ଲକ୍ଷ ଟଙ୍କା ଜବତ ହୋଇଛି ।
ଆହୁରି ୪ ଦିନ ତାତିରୁ ଆଶ୍ବସ୍ତି ଦେଇପାରେ କାଳବୈଶାଖୀ ବର୍ଷା । ଆସନ୍ତା ୨-୩ ଦିନ ଯାଏଁ ରାଜ୍ୟରେ ଝଡ଼ବର୍ଷାର ସମ୍ଭାବନା ରହିଛି । ବିଭିନ୍ନ ସ୍ଥାନରେ ହୋଇପାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା । ଆଜି ଝଡ଼ବର୍ଷା ନେଇ ୭ ଜିଲ୍ଲାକୁ ପାଣିପାଗ ବିଭାଗର ଅରେଞ୍ଜ ୱାର୍ଣ୍ଣିଂ
କୁହାଯାଏ ନା, ‘ବାପ୍ ବାପ୍ ହୋତା ହୈ ...’ ଘରେ ଥିଲା ସ୍ତ୍ରୀ । ହସଖୁସିରେ ପରିବାର ଚାଲିଥିଲା । ଦଶ ବର୍ଷର ବୈବାହିକ ସମ୍ପର୍କର ସାକ୍ଷୀ ସ୍ୱରୂପ ପୁଅଟିଏ ମଧ୍ୟ ଥିଲା । ଏହା ସତ୍ତ୍ୱେ ଦ୍ୱିତୀୟ ବିବାହ କରିବାକୁ କୋର୍ଟରେ ପହଞ୍ଚି ଯାଇଥିଲା ପୁଅ ।
ବ୍ରହ୍ମପୁରରେ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଅଭିଯୋଗ । ନିଶା ଦେଇ ଜଣେ ଯୁକ୍ତ ଦୁଇ ପଢ଼ୁଥିବା ନାବାଳିକା ଛାତ୍ରୀଙ୍କୁ ୮ ଜଣ ପୁରୁଷବନ୍ଧୁ ଗଣଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି ।
ଆପଣ ଜାଣନ୍ତି କି, ଫଳମାନଙ୍କ ରାଜା କୁହାଯାଉଥିବା ଆମ୍ୱ ଖାଇବାକୁ ଯେତିକି ମିଠା ସେତିକି ପୁଷ୍ଟିତତ୍ତ୍ୱରେ ମଧ୍ୟ ଭରପୂର। ତେବେ ଆସନ୍ତୁ ଆମ୍ୱର ଏହି ପୌଷ୍ଟିକ ଗୁଣ ବିଷୟରେ ଜାଣିନେବା।
ସୈାର ମେଷ ମାସ ବୈଶାଖ କୃଷ୍ଣପକ୍ଷ। ଇଂରାଜୀରେ ୦୮ ତାରିଖ ବୁଧବାର । ଆଜି ଆପଣ କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି, ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ...