• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest News

Gold Price Today
Gold Price Today 9th May 2024: କାଲି ଅକ୍ଷୟ ତୃତୀୟା, ସୁନା କିଣିବା ପୂର୍ବରୁ ଜାଣନ୍ତୁ କେତେ ରହିଛି ଦାମ୍

ସୁନା ମୂଲ୍ୟରେ ପରିବର୍ତ୍ତନ ହୋଇଛି । ଭାରତୀୟ ବଜାରରେ ଆଜି ୧୦ ଗ୍ରାମର ୨୪ କ୍ୟାରେଟ୍ ସୁନା ଦର ୭୨,୨୭୦ ଟଙ୍କା ହୋଇଛି । ସେହିପରି ୨୨ କ୍ୟାରେଟ୍‌ ସୁନାର ମୂଲ୍ୟ ଆଜି ୧୦ ଗ୍ରାମ ପିଛା ୬୬,୨୫୦ ଟଙ୍କା ରହିଛି ।

Cyber Lootera
'ହେଲୋ, ମୁଁ କ୍ରାଇମବ୍ରାଞ୍ଚ ଡିସିପି କହୁଛି'..ଏମିତି କହି ଲୁଟିନେଲେ ୧ କୋଟି ୪୮ ଲକ୍ଷ ଟଙ୍କା

ସାଇବର ଫ୍ରଡଙ୍କ ଶିକାର ହୋଇଛନ୍ତି ଜଣେ ବୟସ୍କ ମହିଳା। ଚୋରଙ୍କ ଜାଲରେ ପଡ଼ି ଗଣିଲେ ୧ କୋଟି ୪୮ ଲକ୍ଷ ଟଙ୍କା। ତିନିଦିନ ଧରି ମହିଳାଙ୍କ ସମସ୍ତ ତଥ୍ୟ ନେଇ ତାଙ୍କୁ ବୁଲାଇଲେ କଳାକନା। ବୃଦ୍ଧାଙ୍କୁ ଡିସିପି ବୋଲି ପରିଚୟ ଦେଇ ତାଙ୍କ ଆକାଉଣ୍ଟ ଖାଲି କରିଦେଇଛନ୍ତି।

gulabjamun
ଅକ୍ଷୟ ତୃତୀୟାରେ ଘରେ ବନାନ୍ତୁ ‘ଗୋଲାପଜାମୁନ୍’

ଆମ ଓଡ଼ିଆ ଘରେ ବାର ମାସରେ ତେର ପର୍ବ । ଘରେ ବିଭିନ୍ନ ପର୍ବରେ ମିଠା ଓ ପିଠା ତିଆରି କରାଯାଏ । ପବିତ୍ର ଅକ୍ଷୟ ତୃତୀୟା ପାଇଁ ଆମେ ବନେଇବା ସୁଆଦିଆ ମିଠା ‘ଗୋଲାପଜାମୁନ୍’।

Baijayant Panda
କେନ୍ଦ୍ରାପଡା ଆଳିରେ ବୈଜୟନ୍ତ ପଣ୍ଡାଙ୍କ ବିଶାଳ ବାଇକ୍‌ ରାଲି

କେନ୍ଦ୍ରାପଡା ଲୋକସଭା ପ୍ରାର୍ଥୀ ବୈଜୟନ୍ତ ପଣ୍ଡା ବିରାଟ ରୋଡ ଶୋ କରୁଛନ୍ତି। ଆଳିର ବିଧାୟକ ପ୍ରାର୍ଥୀ କୃଷ୍ଣଚନ୍ଦ୍ର ପଣ୍ଡା ଓ ଶତାଧୀକ କର୍ମୀଙ୍କ ସହ ମୋଟର ସାଇକେଲ ଶୋଭାଯାତ୍ରାରେ ବାହାରିଛନ୍ତି।

KL Rahul
ହାଇଦ୍ରାବାଦଠାରୁ ଶୋଚନୀୟ ପରାଜୟ ପରେ କ୍ୟାପ୍ଟେନ ରାହୁଲଙ୍କ ଉପରେ ରାଗିଗଲେ ମାଲିକ..ଭିଡିଓ ଭାଇରାଲ

ଲକ୍ଷ୍ମୌର ପରାଜୟ ପରେ କ୍ୟାପ୍ଟେନ କେ ଏଲ୍‌ ରାହୁଲଙ୍କ ଉପରେ ଦଳର ମାଲିକ ରାଗିଯାଇଥିବା ଦେଖିବାକୁ ମିଳୁଛି। ଏହାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

Beauty Tips
ତ୍ୱଚା ପାଇଁ ମଲ୍ଲୀ ଫୁଲ, ମିଳେ ଅନେକ ଫାଇଦା

ମଲ୍ଲୀ ଫୁଲର ମନଲୋଭା ବାସ୍ନା ଖୁବ୍‌ ସୁନ୍ଦର । କିନ୍ତୁ କଣ ଆପଣ ଜାଣନ୍ତି କି ଏହା କେବଳ ସୁଗନ୍ଧ ପାଇଁ ହିଁ ନୁହେଁ ବରଂ ଆପଣଙ୍କ ତ୍ୱଚାର ବି ସୌନ୍ଦର୍ଯ୍ୟ ବଢାଇଥାଏ । ମଲ୍ଲୀ ଫୁଲର ଅନେକ ଉପକାରୀ ଗୁଣ ରହିଛି ଯାହା ତ୍ୱଚାରେ ଚମକ ଆଣିଥାଏ ।

Air India Express
ଆକ୍ସନ ମୋଡ୍‌ରେ ଏୟାର ଇଣ୍ଡିଆ ଏକ୍ସପ୍ରେସ, ଛୁଟି ପାଇଁ ୨୫ କ୍ରିଉ ମେମ୍ବରଙ୍କୁ ଛଟେଇ

ଆକ୍ସନ ମୋଡ୍‌ରେ ଏୟାର ଇଣ୍ଡିଆ ଏକ୍ସପ୍ରେସ । ଛୁଟିରେ ଥିବା ୨୫ କ୍ରିଉ ମେମ୍ବରଙ୍କୁ ବିଦା କଲା କଂପାନୀ । ସମାଧାନ ପାଇଁ ଅନ୍ୟ କ୍ରିଉ ମେମ୍ବରଙ୍କ ସହ ଜରୁରୀ ବୈଠକ।

Murder Case
କାର୍‌ ଭିତରେ ୩ ମୃତଦେହ; ସ୍ତ୍ରୀ-ଝିଅକୁ ଗୁଳି କରି ନିଜକୁ ବି ମାରିଦେଲା ସ୍ୱାମୀ !

ମୃତକଙ୍କ ଘର ବ୍ରଜରାଜନଗର ଓରିଏଣ୍ଟ ଥାନା କାଳୀନଗର ଅଞ୍ଚଳରେ। ସମସ୍ତଙ୍କ ମୁଣ୍ଡରେ ଗୁଳି ବାଜିଥିବା ସୂଚନା ମିଳିଛି ।

thunderstorm
ତାତିରୁ ମିଳିଛି ଆଶ୍ବସ୍ତି, ଆହୁରି ୪ ଦିନ କାଳବୈଶାଖୀ ସମ୍ଭାବନା

କାଳବୈଶାଖୀ ବର୍ଷା ପାଇଁ ତାତିରୁ ମିଳିଛି ଆଶ୍ବସ୍ତି । ରାଜ୍ୟର ବିଭିନ୍ନ ସ୍ଥାନରେ ଦିନ ତାପମାତ୍ରା କମିଛି । ଆହୁରି ୪ ଦିନ କାଳବୈଶାଖୀ ସମ୍ଭାବନା ।

pm modi
ପ୍ରଧାନମନ୍ତ୍ରୀଙ୍କ କନ୍ଧମାଳ ଗସ୍ତ, ୧୧ତାରିଖରେ ବିଜୟ ସଂକଳ୍ପ ସମାବେଶରେ ଯୋଗ ଦେବେ ମୋଦି

୧୧ ତାରିଖରେ ପ୍ରଧାନମନ୍ତ୍ରୀଙ୍କ କନ୍ଧମାଳ ଗସ୍ତ,ବିଜୟ ସଂକଳ୍ପ ସମାବେଶରେ ଯୋଗ ଦେବେ ମୋଦି । ବିଜେପି ମହଲରେ ଉତ୍ସାହର ଲହରି ।

How to make natural sindoor at home
How To Make Sindoor: ସିନ୍ଥିରେ ସିନ୍ଦୂର ଲଗେଇବା ଦ୍ୱାରା ଝଡୁଛି ଚୁଟି; ଘରେ ତିଆରି କରନ୍ତୁ ପ୍ରାକୃତିକ ସିନ୍ଦୂର

ଆପଣ ଜାଣନ୍ତି କି ସଧବା ନାରୀର ପ୍ରତୀକ ଏହି ଟୋପାଏ ସିନ୍ଦୂର କେଶ ଏବଂ ଚର୍ମର ଅନେକ ସମସ୍ୟାର ମୂଳ କାରଣ ପାଲଟିଛି? ବଜାରରେ ମିଳୁଥିବା ସିନ୍ଦୂର ଚୁଟି ଝଡିବାର ମୂଳ କାରଣ। ଜାଣନ୍ତୁ ଘରେ ସିନ୍ଦୁର ତିଆରି କରିବାର ୩ ଉପାୟ।

BJP heavyweight in Odisha
ଓଡ଼ିଶାରେ ବିଜେପି ହେଭିୱେଟ୍, ଆଜି ଆସିବେ କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରୀ

ଆଜି ଓଡ଼ିଶା ଆସିବେ କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରୀ । ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା ବି ଓଡ଼ିଶା ଆସିବେ । ଗଡ଼କରୀ ପୁରୀ କୃଷ୍ଣପ୍ରସାଦରେ ଜନସଭାରେ ଯୋଗଦେବେ । ମାଲକାନଗିରି, ଚିତ୍ରକୋଣ୍ଡା ଓ ଖଲ୍ଲିକୋଟରେ ପ୍ରଚାର କରିବେ ବିଶ୍ବଶର୍ମା ।

Panchang Today
Panchang Today 9th May 2024: ଜାଣନ୍ତୁ ଆଜିର ଶୁଭ ଓ ଅଶୁଭ ସମୟ

ସୌର ମେଷ ମାସ ବୈଶାଖ ଶୁକ୍ଳପକ୍ଷ। ଇଂରାଜୀରେ ୦୯ ତାରିଖ ଗୁରୁବାର। ଚନ୍ଦ୍ର- ବୃଷ ଅହୋରାତ୍ର। ତିଥି- ପ୍ରତିପଦ ପ୍ରାତଃ ୦୬.୨୧ ଗତେ ୨ୟା ରାତ୍ରି ୦୪.୧୮ ଗତେ।। ଘାତଚନ୍ଦ୍ର- ବିଛା ରାଶିର ଅହୋରାତ୍ର।

If you want to buy land know which one is right for house
Vastu Tips: ଆପଣ ଭୂମି କିଣିବାକୁ ଯୋଜନା କରୁଛନ୍ତି କି; ଜାଣନ୍ତୁ କିପରି ଭୂମି ଘର ପାଇଁ ଠିକ୍

ଭୂମି ସବୁବେଳେ ଆୟତାକାର କିମ୍ବା ବର୍ଗାକାର ହେବା ଶୁଭ। ବିଷମ ବାହୁ ଏବଂ ଭିନ୍ନ ଭିନ୍ନ ଆକାରର ଭୂମି ହେଲେ ଅଶୁଭ ଫଳ ମିଳିଥାଏ। ବହୁତ ସ୍ଥାନରେ ଭୂମିର ଆକାର ଆୟତାକାର କିମ୍ବା ବର୍ଗାକାର ହୋଇଥିବ କିନ୍ତୁ ଭୂମିର ଯେକୌଣସି କୋଣରେ କିମ୍ବା ଦିଗରେ ଛିଦ୍ର ବା କଟ୍ ଥିଲେ ସେହି ସ୍ଥାନରେ ଶୁଭଫଳ ନଷ୍ଟ ହୋଇଯାଇଥାଏ।

Road Accident
ବିବାହ ବାର୍ଷିକୀ; ଜଗା ଦର୍ଶନ ପୂର୍ବରୁ ଟାଣିନେଲା ଯମ

ରାତି ପାହିଲେ ପାଳିଥାନ୍ତେ ବିବାହ ବାର୍ଷିକୀ। ପୁରୀରେ ଜଗା ଦର୍ଶନ କରି ବାକି ତକ ଜୀବନ ଖୁସିରେ କାଟିବାକୁ ଥିଲା ଇଚ୍ଛା। ହେଲେ ନିୟତୀର ଇଚ୍ଛା ଆଗରେ ସବୁ କିଛି ଛାରଖାର।

Election 2024
କାହା ସମର୍ଥନରେ ଯିବ କେନ୍ଦୁଝର ସଦର ଜନମତ ? ମଇଦାନରେ ପ୍ରଚାରକୁ ଜୋର କରିଛନ୍ତି ପ୍ରାର୍ଥୀ

କମ୍ପୁଛି ନିର୍ବାଚନୀ ମଇଦାନଳ, ପ୍ରଚାରକୁ ଜୋର କରିଛନ୍ତି ପ୍ରାର୍ଥୀ । କେନ୍ଦୁଝର ସଦର ନିର୍ବାଚନ ମଣ୍ଡଳୀରେ ଏଥର ଦେଖିବାକୁ ମିଳିବ ଜୋରଦାର ଟକ୍କର ।

Cancer
ସାବଧାନ ! କାରରେ ଯାତ୍ରା କଲେ ହୋଇପାରେ କ୍ୟାନସର !

ଲୋକମାନେ ନିଜ କାରରେ ଥିବାବେଳେ କ୍ୟାନ୍‌ସର୍‌ ଭଳି ମାରତ୍ମକ ରୋଗ ସୃଷ୍ଟି କରୁଥିବା ରାସାୟନିକ ପଦାର୍ଥରେ ନିଶ୍ୱାସ ନେଉଛନ୍ତି ।

Election 2024
ବାରବାଟୀ-କଟକରୁ ଧାମନଗର, ଭାଗ୍ୟ ପରୀକ୍ଷା କରୁଛନ୍ତି ହାଇପ୍ରୋଫାଇଲ୍ ଡିଗ୍ରୀଧାରୀ ଯୁବପିଢ଼ି

ଆଖିରେ ଅନେକ ସ୍ୱପ୍ନ, ମନରେ ଜନତାଙ୍କ ପାଇଁ ବହୁତ କିଛି କରିବାର ଦୂର୍ବାର ଇଚ୍ଛା । ଆଉ ସେହି ସ୍ୱପ୍ନ ଓ ଇଚ୍ଛାକୁ ସାକାର ପାଇଁ ରାଜନୀତି ଭଳି ଦୁର୍ଗମ ବାଟକୁ ବାଛିଛନ୍ତି ଉଚ୍ଚଶିକ୍ଷିତା ସୋଫିଆ ଫିର୍ଦ୍ଦୋସ ।

Chandbali Politics
ଚର୍ଚ୍ଚାରେ ଚାନ୍ଦବାଲି ପଲିଟିକ୍ସ, ବିଜେପିରେ ମିଶିବା ପୂର୍ବରୁ ଜିଲ୍ଲା ପରିଷଦ ସଦସ୍ୟ ନିଖୋଜ

ଚର୍ଚ୍ଚାରେ ଚାନ୍ଦବାଲି ପଲିଟିକ୍ସ। ବିଜେପିରେ ଯୋଗ ଦେବା ପୂର୍ବରୁ ଜିଲ୍ଲା ପରିଷଦ ସଦସ୍ୟ ରଞ୍ଜନ ସାହୁଙ୍କ ମିଳୁନି ଖୋଜ୍ ଖବର।

BJP
BJPର ହାଇଭୋଲଟେଜ୍‌ ପ୍ରଚାର: ମୋଦି-ଶାହ-ରାଜନାଥଙ୍କ ଗର୍ଜନରେ କମ୍ପୁଛି ରାଜ୍ୟ..ଥରହର ବିରୋଧୀ ଶିବିର

ବିଜେପି ହେଭିୱେଟ୍‌ଙ୍କ ପ୍ରଚାରରେ କମ୍ପୁଛି ମୈଦାନ୍। ଗୋଟିଏ ଦିନରେ ଦୁଇ ଷ୍ଟାର କ୍ୟାଂପେନରଙ୍କ ମାରାଥନ୍ ପ୍ରଚାର।

Tribal Vote Conflict
ପ୍ରଥମ ପର୍ଯ୍ୟାୟ ଭୋଟ୍‌: ନେତା ନିର୍ଣ୍ଣୟ କରିବେ ଆଦିବାସୀ ! ମଇଦାନକୁ ଓହ୍ଲାଇଛନ୍ତି ହେଭିୱେଟ୍‌

ପ୍ରଥମ ପର୍ଯ୍ୟାୟରେ ନିର୍ଣ୍ଣାୟକ ସାଜିବ ଆଦିବାସୀଙ୍କ ଭୋଟ୍। କେଉଁ ଦଳକୁ ଯିବ ଅନୁସୂଚିତ ଜାତି ଓ ଜନଜାତିଙ୍କ ସମର୍ଥନ ?

Sam Pitroda
ନିର୍ବାଚନୀ ପର୍ବରେ 'ରଙ୍ଗ ରାଜନୀତି' ଜୋର୍, ସାମ୍ ପିଟ୍ରୋଡାଙ୍କ ବୟାନ ପରେ ବିବାଦ

୨୪ ମହାସମର ପାଇଁ ରାଜନୀତିର ରଙ୍ଗରେ ରଙ୍ଗିନ୍ ହୋଇଥିବା ଭାରତରେ ଏବେ ବର୍ଣ୍ଣ ବୈଷମ୍ୟ ଟିପ୍ପଣି ତାତି ।

Poonch Terror Attack
ପୁଞ୍ଚ୍‌ ଆଟାକ୍‌: ସାମ୍ନାକୁ ଆସିଲା ୩ ଆତଙ୍କବାଦୀଙ୍କ ଫଟୋ ଓ ପରିଚୟ

ଏହି ୩ ଆତଙ୍କୀ ମଧ୍ୟରୁ ଜଣେ ପାକିସ୍ତାନ ସେନାର ପୂର୍ବତନ କମାଣ୍ଡୋ ଓ ଜଣେ ଆତଙ୍କବାଦୀ ସଂଗଠନ ଲସ୍କର-ଇ-ତୈବାର କମାଣ୍ଡର ଥିବା ଜଣାପଡ଼ିଛି ।

Odisha Politics
‘୫୦-୬୦ ସିଟ୍ ପାଇଲେ BJD ଭାଙ୍ଗି ସରକାର କରିବା ଚାଲ୍‌ରେ ବିଜେପି ?

ଭାଙ୍ଗିବା ଦରକାର ନାହିଁ, ବିଜେଡି ଭୁଶୁ଼ଡି ଗଲାଣି କହିଲା ବିଜେପି । ଚର୍ଚ୍ଚାରେ ସମୀରଙ୍କ 'ବିଜେଡିରେ ଏକାଧିକ ଏକନାଥ ସିନ୍ଦେ' ମନ୍ତବ୍ୟ ।

Rahul Gandhi- Narendra Modi
‘ଆମ୍ବାନୀ-ଆଡାନୀଙ୍କ ସହ କେତେ ଟଙ୍କାର ଡିଲ୍‌, ଆଉ ପାଟି ଖୋଲୁ ନାହାନ୍ତି ରାହୁଲ’

ନିର୍ବାଚନ ତାରିଖ ଘୋଷଣା ହେବା ଦିନ ଠାରୁ କଂଗ୍ରେସ ସାଂସଦ ରାହୁଲ ଗାନ୍ଧି ଅଦାନୀ ଓ ଅମ୍ବାନୀଙ୍କୁ ଗାଳି କରିବା ବନ୍ଦ କରିଦେଇଛନ୍ତି। ଏମାନଙ୍କୁ ଠାରୁ ସେ କେତେ ଟଙ୍କା ନେଇଛନ୍ତି ରାହୁଲ ?