• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pallipuspa Samal

ସୌର କନ୍ୟା ମାସ ଆଶ୍ୱିନ ଶୁକ୍ଳପକ୍ଷ । ଇଂରାଜୀରେ ୦୯ ତାରିଖ ବୁଧବାର । ଚନ୍ଦ୍ର- ଧନୁ ଅହୋରାତ୍ର ,ତିଥି- ୬ଷ୍ଠୀ ଦିବା ୧୨.୧୪ ଗତେ ୭ମୀ,ଘାତଚନ୍ଦ୍ର- ତୁଳା ଓ କୁମ୍ଭ ରାଶିର ଅହୋରାତ୍ର,ଘାତବାର- କର୍କଟ ରାଶିର ପୁଷ୍କର ଦୋଷ- ଦିବା ୧୨.୧୪ ଗତେ ୧ ପାଦ-ପଶୁସମ୍ପଦ ନାଶ-ଅନ୍ନ ଦାନ ।

ଶୁଭସମୟ:

ପ୍ରାତଃ- ୦୫.୪୩ ରୁ ୦୮.୦୩

ଦିବା- ୧୦.୨୩ ରୁ ୧୧.୩୩

ଦିବା - ୦୧.୩୦ ରୁ ୦୩.୫୦

ସନ୍ଧ୍ୟା- ୦୬.୧୩ ରୁ ୦୭.୦୨

ରାତ୍ରି- ୦୮.୪୧ ରୁ ୦୨.୩୮

ରାତ୍ରି- ୦୪.୧୧ ରୁ ୦୫.୪୩

ଅଶୁଭସମୟ:

ରାହୁକାଳ- ଦିବା ୧୧.୩୩ ରୁ ୦୧.୦୧

କାଳବେଳା- ଦିବା ୦୮.୩୮ ରୁ ୧୦.୦୬

ବାରବେଳା- ଦିବା ୧୧.୩୩ ରୁ ୦୧.୦୧

କାଳରାତ୍ରି- ରାତ୍ରି ୦୨.୩୮ ରୁ ୦୪.୧୧

OTV is now on Whatsapp

Join and get latest news update delivered to you via whatsapp

Join Now