ନୂଆଦିଲ୍ଲୀ: କରୋନା ଭ୍ୟାକସିନ୍ କେବେ ସାଧାରଣ ଲୋକଙ୍କ ପାଖରେ ପହଞ୍ଚିବ, ତାକୁ ନେଇ ସବୁଠି ପ୍ରଶ୍ନ। ଏବେ ଏହି କରୋନା ଭ୍ୟାକସିନକୁ ନେଇ ବଡ଼ କଥା ମନ୍ତବ୍ୟ ଦେଇଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଡକ୍ଟର ହର୍ଷବର୍ଦ୍ଧନ। ରାଜ୍ୟସଭାରେ ହର୍ଷବର୍ଦ୍ଧନ କହିଛନ୍ତି, ‘କରୋନା ଭାଇରସ୍ ଭ୍ୟାକସିନ୍ ଆସନ୍ତାବର୍ଷ ଆରମ୍ଭରୁ ଭାରତରେ ଉପଲବ୍ଧ ହୋଇପାରେ।’ ଭାରତରେ ଏବେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫୦ଲକ୍ଷ ଟପିଥିବା ବେଳେ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ଏହି ମନ୍ତବ୍ୟ ଦେଶବାସୀଙ୍କୁ ସାମାନ୍ୟ ଆଶ୍ୱସ୍ତି ଦେଇଛି। ହର୍ଷବର୍ଦ୍ଧନ କହିଛନ୍ତି, […]
ଭୁବନେଶ୍ବର: କଟକ ଏବଂ ଭୁବନେଶ୍ବରରେ କରୋନା ଅବସ୍ଥା ଭୟଙ୍କର ସ୍ଥିତିରେ ରହିଛି। ଗତ ୮ରୁ ୧୦ ଦିନ ହେବ ସ୍ଥିତି ସଂଗୀନ ହେଉଥିଲେ ବି ରାଜ୍ୟ ସରକାରଙ୍କ ଚେତା ପଶିଲା ଭଳି ମନେ ହେଉନି ବୋଲି କହିଛନ୍ତି ବିଜେପି ନେତା ବିଜୟ ମହାପାତ୍ର। ସେ ଆହୁରି କହିଛନ୍ତି ଯେ, ଟ୍ଵିନ ସିଟିରେ ଯେଉଁମାନେ ହସ୍ପିଟାଲ୍ ପରିଚାଳନା କରୁଛନ୍ତି ସେଠି ବେଡ୍ କୁ ଗୁରୁତ୍ତ୍ୱ ଦିଆଯାଉନି। ସମାଧାନ ନକରି ପୋଲିସ DGଙ୍କୁ କହୁଛନ୍ତି ଅମାନିଆଙ୍କୁ ସାବାଡ୍ କରନ୍ତୁ। ଏ […]
ବେଙ୍ଗାଲୁରୁ: କର୍ଣ୍ଣାଟକରୁ ନବନିର୍ବାଚିତ ରାଜ୍ୟସଭା ସଦସ୍ୟ ଏବଂ କର୍ଣ୍ଣାଟକ ବିଜେପି ନେତା ଅଶୋକ ଗାସ୍ତିଙ୍କର ଆକସ୍ମିତ ଦେହାନ୍ତ ହୋଇଛି। କରୋନା ପଜିଟିଜ୍ ଚିହ୍ନଟ ହେବା ପରେ ଅଶୋକଙ୍କୁ ସେପ୍ଟେମ୍ବର ୨ ତାରିଖରେ ରାଜଧାନୀର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ଡାକ୍ତରଙ୍କ ସବୁ ପ୍ରଚେଷ୍ଟା ସତ୍ତ୍ୱେ ତାଙ୍କୁ ବଞ୍ଚାଯାଇ ପାରିଲା ନାହିଁ। ଯାହା ଫଳରେ ସେ ହସ୍ପିଟାଲରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ତାଙ୍କ ଦେହାନ୍ତ ନେଇ ହସ୍ପିଟାଲ ପକ୍ଷରୁ କୁହାଯାଇଛି ଯେ ସାଂସଦ ଜଣକ କୋଭିଡ୍-୧୯ […]
ଭୁବନେଶ୍ୱର: ରାଜ୍ୟରେ ଆଉଜଣେ ବିଧାୟକଙ୍କର କରୋନା ରିପୋର୍ଟ ପଜିଟିଭ୍ ଆସିଛି। ପୁରୀ ବିଧାୟକ ଜୟନ୍ତ ଷଡ଼ଙ୍ଗୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଏନେଇ ସେ ନିଜେ ସୂଚନା ଦେଇଛନ୍ତି। ତେବେ ରାଜ୍ୟରେ ବିଧାୟକ ଓ ମନ୍ତ୍ରୀଙ୍କର କରୋନାରେ ପଜିଟିଭ୍ ସଂଖ୍ୟା ଲଗାତର ବଢ଼ିବାରେ ଲାଗିଛି। ଆଜି ସୁଦ୍ଧା ରାଜ୍ୟରେ ୮ଜଣ ମନ୍ତ୍ରୀ ଯଥା ପଦ୍ମନାଭ ବେହେରା, ସୁଶାନ୍ତ ସିଂ, ଅରୁଣ ସାହୁ, ପଦ୍ମିନୀ ଦିଆନ୍ , ଜ୍ୟୋତିପ୍ରକାଶ ପାଣିଗ୍ରାହୀ, ଟୁକୁନି ସାହୁ, ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଓ ସମୀର […]
ନୂଆଦିଲ୍ଲୀ: ଭାରତ-ଚୀନ ମଧ୍ୟରେ ପାଙ୍ଗଙ୍ଘ ଲେକ୍ ପାଖରେ ହୋଇଥିବା ଠେଲାପେଲା ଘଟଣା ପରେ ସୀମାନ୍ତରେ ସ୍ଥିତି ସୁଧାରିବା ପାଇଁ ଉଚ୍ଚସ୍ତରୀୟ ବୈଠକ ଜାରି ରହିଛି। ତାହାସତ୍ତ୍ୱେ ଲଦାଖରେ ଏପରି ଅନେକ ଅଞ୍ଚଳ ରହିଛି ଯେଉଁଠି ଭାରତ-ଚୀନ ସେନା ସାମ୍ନାସାମ୍ନି ଅବସ୍ଥାରେ ଅଛନ୍ତି। ତେବେ ଭାରତୀୟ ସେନା ଅନେକ ଉଚ୍ଚରେ ରହିଛନ୍ତି ଯେଉଁଥିପାଇଁ ଚୀନ ସେନାଙ୍କୁ ମାତ୍ ଦେବାକୁ ସେମାନଙ୍କୁ ଖୁବ୍ ସୁବିଧା ହେବ। ସାଉଥ୍ ଚାଇନା ମର୍ଣ୍ଣିଂ ପୋଷ୍ଟର ଏକ ରିପୋର୍ଟ ଅନୁସାରେ ଭାରତୀୟ ସେନା କେତେକ […]
କଟକ: କଟକ ବଡ଼ ମେଡିକାଲ କୋଭିଡ୍ ଓ୍ୱାର୍ଡର ଅବ୍ୟବସ୍ଥାର ଚିତ୍ର। ଭିତରେ କୁଢ଼କୁଢ଼ ଅଳିଆ ଆବର୍ଜନା ପଡ଼ିଛି। ଏମିତି କି ବ୍ୟବହୃତ ପିପିଇ କିଟ୍ ମଧ୍ୟ ଏଣେତେଣେ ଫିଙ୍ଗାଯାଇଛି। ସର୍ବସାଧାରଣଙ୍କ ଯିବାଆସିବା ରାସ୍ତା ବା କରିଡରରେ ପଡ଼ି ରହିଛି ମୃତଦେହ। ରାଜ୍ୟର ସବୁଠୁ ବଡ଼ ମେଡିକାଲ SCBର ଏମିତି କିଛି ଭିଜୁଆଲ ନିଜେ ଟ୍ଵିଟ୍ କରିଛନ୍ତି କଂଗ୍ରେସ ନେତା ମାନସ ଚୌଧୁରୀ। Aghast to see the sorry state of affairs at SCB Hospital. […]
ପୁରୀ: ଛତିଶା ନିଯୋଗ ବୈଠକ ପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ପ୍ରେସ୍ମିଟ୍ । କୋଭିଡ୍ କଟକଣା ମଧ୍ୟରେ ହେବ ଚଳିତ ବର୍ଷର ରଥଯାତ୍ରା । ଗତବର୍ଷ ଭଳି କେବଳ ସେବାୟତ ମାନେ ହିଁ ଟାଣିବେ ରଥ । ରଥଟଣା ବେଳେ ସେବାୟତମାନଙ୍କୁ…
ମୁମ୍ବାଇ: ମହାରାଷ୍ଟ୍ର ସବୁଠାରୁ ଅଧିକ କରୋନା ପ୍ରଭାବିତ ରାଷ୍ଟ୍ର ହୋଇଥିବାବେଳେ ମୁମ୍ବାଇର ସ୍ଥିତି ଗମ୍ଭୀର ରହିଛି। ଏହାକୁ ଦୃଷ୍ଟିରେ ରଖି ମୁମ୍ବାଇ ପୋଲିସ କଡା ପଦକ୍ଷେପ ସ୍ୱରୂପ ସହରରେ ୧୪୪ ଧାରା ଜାରି କରିଛି। ଏହି ଧାରାକୁ ତତ୍କାଳ ଲାଗୁ କରାଯାଇଛି। ଏହା ସେପ୍ଟେମ୍ବର ୩୦ ତାରିଖ ଯାଏ ରହିବ। ଏହି ସମୟରେ ପୋଲିସ କେବଳ ଅତ୍ୟାବଶ୍ୟକ କାମ ଏବଂ ଏମର୍ଜେନ୍ସିରେ ବାହାରକୁ ଯିବା ପାଇଁ ଅନୁମତି ଦେବ। ଏହା ପୂର୍ବରୁ ଏପ୍ରିଲ ଏବଂ ମେ’ ମାସରେ […]
ଭୁବନେଶ୍ୱର: ଆଜି ରାଜ୍ୟରେ ଆରୋଗ୍ୟ ହେଲେ ଆଉ ୩୬୦୭ କରୋନା ଆକ୍ରାନ୍ତ। ଏହାକୁ ମିଶାଇ ଆଜି ସୁଦ୍ଧା ୧୩୩୪୬୬ ଜଣ ଆରୋଗ୍ୟ ହୋଇ ଘରକୁ ଫେରିଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟ୍ୱିଟ୍ କରି ସୂଚନା ଦେଇଛି। 19 from Kalahandi18 from Deogarh16 from Kandhamal12 from Anugul The total recovered cases of Odisha now stand at 133466 — H & FW Dept Odisha […]
ଲାଦାଖ: ଚୀନର ଆଉ ଏକ ଚାଲ୍। ବିନା ଯୁଦ୍ଧାସ୍ତ୍ର, ବିନା ହତିଆରରେ ଲଢ଼ିବାକୁ ଚାହୁଁଛି ଚୀନ। ଆଉ ଏଥିପାଇଁ ଜାଣିଶୁଣି ଭାରତୀୟ ସେନାକୁ ସୀମାରେ ଉସୁକାଉଛି ଡ୍ରାଗନ୍। ସୀମାରେ ଗୁଳି ଫୁଟାଇ ବିଫଳ ହେବା ପରେ ଏବେ ନୂଆ ଷଡ଼ଯନ୍ତ୍ର। ପାଙ୍ଗଙ୍ଗ୍ ହ୍ରଦର ଫିଙ୍ଗର-୪ ଅଞ୍ଚଳରେ ଲାଉଡ୍ ସ୍କିକର୍ ଲଗାଇ ପଞ୍ଜାବୀ ଗୀତ ଚଲାଉଛି ପିଏଲ୍ଏ ସେନା। ପିଙ୍ଗର ୪ରେ ହିଁ ଭାରତୀୟ କ୍ୟାମ୍ପ ରହିଛି। ଏହାର କିଛି ମିଟର୍ ପଛରେ ଚେନା ସେନା ବିପୁଳ ସଂଖ୍ୟାରେ […]
ଭୁବନେଶ୍ୱର: ଦାନା ବାନ୍ଧୁଛି ଆଉଏକ ଲଘୁଚାପ। ଯାହାର ପ୍ରଭାବରେ ଆସନ୍ତା ୨୦ ତାରିଖରୁ ତିନିଦିନ ଧରି ଅର୍ଥାତ୍ ୨୨ ତାରିଖ ଯାଏ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେବାର ସମ୍ଭାବନା ଅଛି। ଏପରିକି ୧୩ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଦେଇଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର। ସେହି ଜିଲ୍ଲାଗୁଡ଼ିକ ହେଲା ମାଲକାନଗିରି, କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି, ବଲାଙ୍ଗିର, ନୂଆପଡ଼ା, ବରଗଡ଼, ସମ୍ବଲପୁର, ଝାରସୁଗୁଡ଼ା, ସୁନ୍ଦରଗଡ଼, ଦେବଗଡ଼, କେନ୍ଦୁଝର ଓ ମୟୂରଭଞ୍ଜ। ୨୦ ତାରିଖରୁ ସମୁଦ୍ରକୁ ନଯିବାକୁ ମତ୍ସ୍ୟଜୀବୀଙ୍କୁ […]
ଭୁବନେଶ୍ଵର: ରାଜ୍ୟରେ ପ୍ଲାଜମା ଥେରାପିର ଅପାର ସଫଳତା। ରାଜ୍ୟରେ ହଜାରେ ଜଣ କରୋନା ଆକ୍ରାନ୍ତଙ୍କୁ ପ୍ଲାଜମା ଥେରାପି ମାଧ୍ୟମରେ ଚିକିତ୍ସା କରାଯାଇଛି। ଏନେଇ ରାଜ୍ୟ ସ୍ଵାସ୍ଥ୍ୟ ବିଭାଗ ପକ୍ଷରୁ ଟ୍ଵିଟ୍ କରି କୁହାଯାଇଛି ଯେ, ରାଜ୍ୟରେ ଏବେ ସୁଦ୍ଧା ୧୦୦୦ ଜଣ ଆକ୍ରାନ୍ତଙ୍କୁ ପ୍ଲାଜମା ଦିଆଯାଇ ଚିକିତ୍ସା କରାଗଲାଣି। It’s an admirable achievement for the entire team of Plasma Therapy to cross the milestone of administering Plasma to over […]
ରାୟଗଡ଼ା: ରିୟଲିଟି ସୋ ଆମେରିକାସ୍ ଗଟ୍ ଟାଲେଣ୍ଟରେ କିମିଆଁ କରୁଛନ୍ତି ଜଣେ ଓଡ଼ିଶା ପୁଅ। ଆଦିବାସୀ ଅଧ୍ୟୁଷିତ ରାୟଗଡ଼ା ଜିଲ୍ଲାର ସୁମନ୍ଥ ନିଜ ନୃତ୍ୟକଳାର ଜଲୱା ଦେଖାଇ ସାରା ବିଶ୍ୱକୁ ଚମକାଇ ଦେଇଛନ୍ତି। ଆମେରିକାସ୍ ଗଟ୍ ଟାଲେଣ୍ଟର କ୍ୱାର୍ଟର ଓ ସେମି ଫାଇନାଲରେ ହିପ୍ ହପ୍ ଏବଂ ସାଲସା ଡ୍ୟାନ୍ସ ପ୍ରଦର୍ଶନ କରି ଫାଇନାଲକୁ ଯାଇଛନ୍ତି ସୁମନ୍ଥ। କୋଲକାତାର ତାଙ୍କ ପୁରୁଣା ପାର୍ଟନର ସୋନାଲିଙ୍କ ସହ ମିଶି ସୁମନ୍ଥ ସଫଳତା ପାଇ ଚାଲିଛନ୍ତି। ୨୦୧୨ରେ ଇଣ୍ଡିଆସ ଗଟ୍ […]
ନୂଆଦିଲ୍ଲୀ: କେନ୍ଦ୍ରର ମୋଦି ସରକାରରେ ଏନଡିଏର ସହଯୋଗୀ ଥିବା ଶିରୋମଣି ଅକାଳି ଦଳର କେନ୍ଦ୍ରମନ୍ତ୍ରୀ ହରସିମରତ କୌର୍ ବାଦଲ ମନ୍ତ୍ରୀପରିଷଦରୁ ଇସ୍ତଫା ଦେଇଛନ୍ତି। ଇସ୍ତଫା ସତ୍ତ୍ୱେ ମୋଦି ସରକାରଙ୍କୁ ଅକାଳି ଦଳର ସମର୍ଥନ ଜାରି ରହିବ। ଅକାଳି ଦଳର ଅଧ୍ୟକ୍ଷ ଏବଂ ହରସିମରତ୍ କୌରଙ୍କ ପତି ସୁଖବୀର ବାଦଲ୍ ସଂସଦରେ ପାରିତ ହୋଇଥିବା କୃଷି ବିଲକୁ ବିରୋଧ କରିଥିଲେ। ତେବେ ଏହି ବିଲ୍ ବିରୋଧରେ ହରସିମରତ୍ କୌର୍ ଇସ୍ତଫା ଦେଇଛନ୍ତି। ଏ ନେଇ ସେ ଟୁଇଟ୍ କରି […]
ଭୁବନେଶ୍ୱର: ଓଡ଼ିଶାରେ ମହାମାରୀ କରୋନା ଗୋଷ୍ଠୀ ସଂକ୍ରମଣର ଷ୍ଟେଜ ଫୋର୍ରେ ପହଞ୍ଚିଛି! ଯାହାକି ଅତି ଭୟଙ୍କର। କରୋନା ପଜିଟିଭ୍ ସଂଖ୍ୟା ହୁ ହୁ ହୋଇ ବଢି ଚାଲିଛି। ଦୈନିକ ୪ ହଜାର ପଜିଟିଜ୍ ଚିହ୍ନଟ ହେଉଛନ୍ତି। ଏହି ଟ୍ରେଣ୍ଡ ଖସିବାକୁ ଆହୁରି ମାସେ ଲାଗିବ। ଯଦି ଲୋକେ ସଚେତନ ହୁଅନ୍ତି, ତାହାଲେ ନଭେମ୍ବର ୧୭ ଆଡ଼କୁ ପ୍ଲାଟୋ ସ୍ଥିତିକୁ ଆସିପାରେ ବୋଲି କହୁଛନ୍ତି ବିଶେଷଜ୍ଞ। ତଥ୍ୟ ଅନୁସାରେ ଅଗଷ୍ଟ ୨୩ରେ ସର୍ବାଧିକ ୬୮,୯୦୬ ଟେଷ୍ଟିଂ ହୋଇଥିଲା। ଯେଉଁଥିରୁ ୨୯୯୩ […]
ଭୁବନେଶ୍ୱର: ଓଡ଼ିଶା ସରକାରଙ୍କ ଦ୍ୱାରା ନିର୍ଦ୍ଧାରିତ ଉଚ୍ଚତାରେ ହିଁ ନିର୍ମାଣ ହେବ ମା’ ଦୁର୍ଗାଙ୍କ ପ୍ରତିମୂର୍ତ୍ତି। କଟକ ସହରର ୧୬୨ଟି ପୂଜା ମଣ୍ଡପ ବୁଲି ଦେଖିବା ପରେ ପୋଲିସ୍ କମିଶନର ସୁଧାଂଶୁ ଷଡଙ୍ଗୀ ଏହି ସୁପାରିସ କରିଛନ୍ତି। ପୋଲିସ୍ କମିଶନର କହିଛନ୍ତି, କଟକ ସହରର ୧୪୨ଟି ମଣ୍ଡପରେ ଏଯାଏ ମୂର୍ତ୍ତିଗଢା କାମ ଆରମ୍ଭ ହୋଇନାହିଁ। ୨/୪ଟି ମଣ୍ଡପ ଅମାନିଆ ହୋଇ ଅଧିକ ଉଚ୍ଚର ମୂର୍ତ୍ତି ନିର୍ମାଣ କରିଛନ୍ତି। ତେବେ ଅମାନିଆଙ୍କୁ ଅନୁମତି ଦେଲେ ଅନ୍ୟମାନେ ଅସମ୍ମାନିତ ହେବେ […]
କଟକ/ଭୁବନେଶ୍ୱର: ଟ୍ୱିନ୍ସିଟିରେ କରୋନା କଟକଣା ପାଳନରେ ଢିଲା ପଣକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅସନ୍ତୋଷ ପରେ ଏବେ ଆକ୍ସନ ମୋଡ୍ରେ ପୋଲିସ୍। କୋଭିଡ୍ ନିୟମ ଉଲ୍ଲଂଘନକାରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି। ଯେଉଁମାନେ ମାସ୍କ ପିନ୍ଧୁ ନାହାନ୍ତି କିମ୍ବା ସାମାଜିକ ଦୂରତ୍ୱ ପାଳନ କରୁ ନାହାନ୍ତି ସେମାନଙ୍କ ନିକଟରୁ ଜରିମାନା ଆଦାୟ ସହ ସେମାନଙ୍କୁ ତାଗିଦ୍ କରାଯାଉଛି। ନିଜେ ଭୁବନେଶ୍ୱର ଡିସିପି ଉମାଶଙ୍କର ଦାଶ ରାଜଧାନୀ ଭୁବନେଶ୍ୱରର ସହିଦନଗର, ଲକ୍ଷ୍ମୀସାଗର ଓ ବରମୁଣ୍ଡାର ରୁଚିକା […]
ତେଲେଙ୍ଗାନା: ନିଜ ଜୀବନକୁ ବାଜିରେ ଲଗାଇ ଝରଣା ପାଣିରେ ପଶି କୁକୁରର ଜୀବନ ରକ୍ଷା କଲେ ହୋମଗାର୍ଡ। ଯାହାକୁ ନେଇ ଏବେ ଚର୍ଚ୍ଚାରେ ତେଲଙ୍ଗାନାର ହୋମଗାର୍ଡ ମୁଜିଦ୍। ଝରଣା ପାଣିର ପ୍ରଖର ସ୍ରୋତରେ ସେ କିଭଳି ଭାବରେ ଏକ କୁକୁରର ଜୀବନ ବଞ୍ଚାଉଛନ୍ତି, ଏହାର ଭିଡିଓ ଏବେ ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି। ତେଲେଙ୍ଗାନା ନାଗାରକୁର୍ଣ୍ଣୁଲ୍ ଅଞ୍ଚଳରେ ଏଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଛି। ଏହି ଅଞ୍ଚଳ ଦେଇ ପ୍ରବାହିତ ହୋଇଥିବା ଝରଣାର ଅପରପାର୍ଶ୍ୱରେ ବୁଦାରେ କୁକୁରଟି […]
ୱାଶିଂଟନ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିରୋଧରେ ଆସିଛି ଯୌନ ନିର୍ଯାତନା ଅଭିଯୋଗ। ଏପରି ଅଭିଯୋଗ ଆଣିଛନ୍ତି ଜଣେ ପୂର୍ବତନ ମଡେଲ। ଏମି ଡୋରିସ୍ (Ami Dorris) ନାମ୍ନୀ ଏହି ମଡେଲ ଜଣକ ଅଭିଯୋଗ କରିଛନ୍ତି ଯେ, ୨୩ ବର୍ଷ ପୂର୍ବେ ତାଙ୍କର ଟେନିସ୍ ଚାମ୍ପିୟନସିପ୍ ସମୟରେ ଟ୍ରମ୍ପ ତାଙ୍କ ସହ ଦୁର୍ବ୍ୟବହାର କରିଥିଲେ। ସେ ସମୟରେ ତାଙ୍କର ବନ୍ଧୁ ଜେସନ୍ ବିନ୍ ଟ୍ରମ୍ପଙ୍କ ସହ ତାଙ୍କର ପରିଚୟ କରାଇଥିଲେ। ତେବେ ରାଷ୍ଟ୍ରପତି ଟ୍ରମ୍ପ ଏହାକୁ ଖଣ୍ଡନ […]
ନୂଆଦିଲ୍ଲୀ: ବିରୋଧୀ ସଦସ୍ୟଙ୍କ ବିରୋଧ ସତ୍ତ୍ୱେ ଗତକାଲି କୃଷି ସମ୍ପର୍କିତ ଦୁଇଟି ବିଲ ଲୋକସଭାରେ ପାରିତ ହୋଇଛି । ଏହି ଦୁଇଟି ବିଲକୁ ମୌସୁମୀ ଅଧିବେଶନରର ପ୍ରଥମ ଦିବସରେ ଆଗତ କରାଯାଇଥିଲା । ଆଲୋଚନାରେ ଅଂଶଗ୍ରହଣ କରି କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର ବିଲ୍ ସମ୍ପର୍କରେ ସଦସ୍ୟମାନଙ୍କୁ ବିସ୍ତ୍ତତ ଭାବେ ଜଣାଇଥିଲେ । ଏହି ବିଲ୍ ଦ୍ୱାରା କୃଷକମାନେ ଉପକୃତ ହେବା ସହ ସେମାନଙ୍କ ଆୟ ବୃଦ୍ଧି ହେବ। କୃଷକମାନେ ସେମାନଙ୍କର ଫସଲ କେଉଁଠି ବିକ୍ରୟ […]
ପୁରୀ: ଓଡ଼ିଶାରେ ଦିନକୁ ଦିନ କରୋନା ଆକ୍ରାନ୍ତ ଓ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଉ ଥିବାବେଳେ ପୁରୀ ଜିଲ୍ଲାରେ ମଧ୍ୟ ଆକ୍ରାନ୍ତ ଓ ମୃତ୍ୟୁ ସଂଖ୍ୟା ବଢ଼ିବାରେ ଲାଗିଛି। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ, ପୁରୀ ଜିଲ୍ଲାରେ କରୋନା ମୃତ୍ୟୁ ସଂଖ୍ୟା ଏବେ ୩୨ରେ ପହଞ୍ଚିଛି। ଗତ ୮ ତାରିଖରେ ମୃତ୍ୟୁ ସଂଖ୍ୟା ୧୬ ଥିବାବେଳେ ଏବେ ଏହି ସଂଖ୍ୟା ୩୨କୁ ବୃଦ୍ଧି ପାଇବା ପୁଣି ଏତେକମ୍ ଦିନ […]
କୋଲକାତା: ହୃଦ୍ଘାତରେ ପ୍ରତିଷ୍ଠିତ ଫ୍ୟାଶନ୍ ଡିଜାଇନର୍ ଶ୍ରାବଣୀ ଦତ୍ତଙ୍କ କୋଲକାତା ସ୍ଥିତ ଘରେ ମୃତ୍ୟୁ ଘଟିଛି। ଏ ନେଇ ତାଙ୍କ ପରିବାର ଳୋକ ସୂଚନା ଦେଇଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୬୩ ବର୍ଷ ବୟସ ହୋଇଥିଲା। ଗୁରୁବାର ସକାଳେ ୱାଶ୍ରୁମ୍ରୁ ତାଙ୍କ ମୃତଦେହ ମିଳିଥିଲା। ସକାଳୁ ତାଙ୍କ ଫୋନ୍ ଲାଗୁନଥିଲା ବୋଲି ପରିବାର ଲୋକ କହିଛନ୍ତି। ସୂଚନା ଅନୁସାରେ, ସେ କୋଲକାତାର Broad Street ଅଞ୍ଚଳରେ ଥିବା ଘରେ ଏକାକୀ ରହୁଥିଲେ। ହୃଦ୍ଘାତ ଯୋଗୁ ତାଙ୍କ ମୃତ୍ୟୁ […]
ଭୁବନେଶ୍ୱର: ଦିନକରେ ଓଡ଼ିଶାରେ ୪,୧୮୦ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଖୋର୍ଦ୍ଧାରୁ ସର୍ବାଧିକ ୬୮୮ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ କଟକରୁ ୪୯୨ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗତ ୨୪ ଘଣ୍ଟାରେ ଆଉ ୧୩ କରୋନା ରୋଗୀ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । Corona Updates In Odisha: ଚିହ୍ନଟ ନୂଆ ୪,୧୮୦ ଆକ୍ରାନ୍ତଙ୍କ ମଧ୍ୟରୁ ୨,୪୬୬ ଜଣ କ୍ୱାରେଣ୍ଟିନ୍ରେ ରହିଥିଲେ। ସେହିପରି ଲୋକାଲ୍ କଣ୍ଟାକ୍ଟସ୍ ୧,୭୧୪ ରହିଛି। ରାଜ୍ୟ ସୂଚନା ଓ ଲୋକ ସଂପର୍କ […]
ଭୁବନେଶ୍ୱର: ରାଜ୍ୟରେ ଗତ ୨୪ ଘଣ୍ଟାରେ ଆଉ ୧୩ କରୋନା ରୋଗୀ ଆଖି ବୁଜିଥିବା ବେଳେ ୪,୧୮୦ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଖୋର୍ଦ୍ଧାରୁ ୩, ପୁରୀ ଓ କେନ୍ଦ୍ରାପଡ଼ାରୁ ୨ଜଣ ଲେଖାଏ, ବରଗଡ଼, ବଲାଙ୍ଗିର, କଟକ, ଗଜପତି, କନ୍ଧମାଳ ଓ ମୟୂରଭଞ୍ଜ ଜିଲ୍ଲାରୁ ଜଣେ ଲେଖାଏ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ଏହାକୁ ମିଶାଇ ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା […]