• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest News

twitter
ଟ୍ୱିଟରକୁ ସରକାରଙ୍କ ଶେଷ ଚେତାବନୀ : ନିୟମ ନମାନିଲେ ପରିଣାମ ପାଇଁ ପ୍ରସ୍ତୁତ ରୁହ

ନୂଆଦିଲ୍ଲୀ : ନୂଆ ଆଇଟି ନିୟମ ଅନୁସାରେ ମାଇକ୍ରୋବ୍ଲଗିଂ ପ୍ଲାଟଫର୍ମ ଟ୍ୱିଟରକୁ ସରକାରଙ୍କ ପକ୍ଷରୁ ଅନ୍ତିମ ଚେତାବନୀ ଦିଆଯାଇଛି । ଶନିବାର ଅର୍ଥାତ ଆଜି ଭାରତୀୟ ଅଧିକାରୀଙ୍କୁ ନିଯୁକ୍ତ କରିବା ପାଇଁ ଟ୍ୱିଟରକୁ ଶେଷ ସୁଯୋଗ ଦେଇଥିଲେ ସରକାର । ଏଥିସହିତ…

pfizer
ଆମେରିକାର ‘ଫାଇଜର’ ଫ୍ଲପ୍ ! ଡଲଟା ଭ୍ୟାରିଆଣ୍ଟ ବିରୋଧରେ ପ୍ରଭାବଶୂନ୍ୟ କହିଲେ ଚଳେ

ଭୁବନେଶ୍ୱର: ଭାରତରେ କାମ ଦେଉନି ଆମେରିକୀୟ କରୋନା ଟିକା ଫାଇଜର । ଭାରତରେ ଠାବ ହୋଇଥିବା କରୋନ ଭାଇରସର ଡେଲଟା ଭାରିଆଣ୍ଟ ବିରୋଧରେ କାମ ଦେଉନି ଆମେରିକୀୟ କରୋନା ଟିକା ଫାଇଜର । ଏକ ସର୍ଭେରୁ ଜଣାପଡ଼ିଛି ଯେ, ଡେଲଟା ଭ୍ୟାରିଏଣ୍ଟ…

Pearl V Puri
ଗିରଫ ହେଲେ ‘ନାଗିନ୍‌ ୩’ ଫେମ୍‌ ଆକ୍ଟର ପର୍ଲ ଭି ପୁରୀ

ମୁମ୍ବାଇ: ଟେଲିଭିଜନ ଅଭିନେତା ତଥା ଟିଭି ସିରିଜ୍ ‘ନାଗିନ୍‌ ୩’ର ଫେମ୍‌ ପର୍ଲ ଭି ପୁରୀଙ୍କୁ ମୁମ୍ବାଇ ୱାଲିଭ୍‌ ପୋଲିସ୍‌ ଗିରଫ କରିଛି। ଜଣେ ନାବାଳିକାଙ୍କୁ ଦୁଷ୍କର୍ମ କରିବା ଅଭିଯୋଗରେ ଶୁକ୍ରବାର ଦିନ ପୋଲିସ୍‌ ତାଙ୍କୁ ଗିରଫ କରିଛି। ଏହି ମାମଲାରେ…

mehul
ଭାରତକୁ  ଆସିବେ ତ ପଳାତକ ହୀରା ବ୍ୟବସାୟୀ ମେହୁଲ୍ ଚୋକ୍ସି  ?

ନୂଆଦିଲ୍ଲୀ: ଭାରତକୁ  ଆସିବେ ତ ପଳାତକ ହୀରା ବ୍ୟବସାୟୀ ମେହୁଲ୍ ଚୋକ୍ସି ? ତାଙ୍କୁ  ଆଣ୍ଟିଗୁଆକୁ ପଠାଯିବ ନା ଭାରତକୁ ଅଣାଯିବ ସେ ନେଇ ଏବେ ବି ସସ୍ପେନ୍ସ ଜାରି ରହିଛି। ମେହୁଲଙ୍କ ଜାମିନ ଶୁଣାଣିକୁ ଜୁଲାଇ ଯାଏଁ ସ୍ଥଗିତ ରଖିଛନ୍ତି…

serum
ସ୍ପୁଟନିକ୍-ଭି’ ଟିକା ଉତ୍ପାଦନ ପାଇଁ ସେରମକୁ ମିଳିଲା ଅନୁମତି

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ଧୀରେ ଧୀରେ ହ୍ରାସ ପାଉଥିଲେ ମଧ୍ୟ ତୃତୀୟ ଲହର ନେଇ ଆଶଙ୍କା ପ୍ରକାଶ ପାଇଛି । ଏନେ ନୀତି ଆୟୋଗ ସଦସ୍ୟ ମଧ୍ୟ ସୂଚନା ଦେଇଛନ୍ତି । ତେଣୁ ଏହାକୁ ରୋକିବାକୁ ହେଲେ କେବଳ ଟିକାକରଣ…

nilagiri thana
ଅତିଷ୍ଠ ହେଲା ମଦ୍ୟପ ସ୍ୱାମୀର ବ୍ୟବହାର, ପିଟିପିଟି ମାରିଦେଲା ସ୍ତ୍ରୀ

ନୀଳଗିରି: ମଦ୍ୟପ ସ୍ୱାମୀର ଅତ୍ୟାଚାର ଆଉ କେତେ ସହିଥାନ୍ତା ?  ଯେତେବେଳେ  ନାବାଳିକା ଝିଅ ପ୍ରତି ଖରାପ ଦୃଷ୍ଟି ପକାଇଲା ସହିବାର ସବୁ ବନ୍ଧ ଭାଙ୍ଗିଗଲା। ବିରୋଧ ଗଲା,  ତଥାପି ଶୁଣି ନ ଥିଲା ପିଶାଚ ବାପା। ଶେଷରେ ଚରମ ପଦକ୍ଷେପ…

samir das
ଯୁକ୍ତ ୨ ମୂଲ୍ୟାୟନ ପାଇଁ ଗଠନ କରାଯିବ ବିଶେଷଜ୍ଞ କମିଟି

ଭୁବନେଶ୍ୱର: ଯୁକ୍ତ ୨ ମୂଲ୍ୟାୟନ ପ୍ରକ୍ରିୟା ନେଇ ଗଠନ କରାଯିବ ବିଶେଷଜ୍ଞ କମିଟି। କିପରି ପିଲାଙ୍କ ପରୀକ୍ଷା ଫଳାଫଳର ମୂଲ୍ୟାୟନ କରାଯିବ ସେ ନେଇ ତର୍ଜମା କରିବ ଏହି କମିଟି। କମିଟି ମତ ରଖିବା ପରେ ଯୁକ୍ତ ଦୁଇ ପରୀକ୍ଷା ଫଳାଫଳ…

delhi
ଅଡ୍-ଇଭିନ୍ ଫର୍ମୁଲାରେ ଦିଲ୍ଲୀରେ ଖୋଲିବ ମାର୍କେଟ୍‌, ମଲ୍‌

ନୂଆଦିଲ୍ଲୀ: ଦିଲ୍ଲୀରେ ଲକ୍‌ଡାଉନ୍‌ କୋହଳ ନେଇ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍‌ ଆଜି ଘୋଷଣା କରିଛନ୍ତି। ଦିଲ୍ଲୀରେ ଜାରି କରାଯାଇଥିବା ଲକ୍‌ଡାଉନ୍‌ ସୋମବାର ସରୁଥିଲେ ବି ସଂପୂର୍ଣ୍ଣ ଉଠିବନି। ଲକ୍‌ଡାଉନ୍‌ ଜାରି ରହିବ କିନ୍ତୁ କଟକଣା କୋହଳ କରାଯିବ।  ଏହାସହ ଦିଲ୍ଲୀରେ ସଂକ୍ରମଣ…

coronavirus
ଦେଶରେ ପୁଣି ୩ ହଜାର ଟପିଲା ମୃତକଙ୍କ ସଂଖ୍ୟା, ତୃତୀୟ ଲହର ଆସିବା ନେଇ ଆଶଙ୍କା

ନୂଆଦିଲ୍ଲୀ: ପୁଣି ୩ ହଜାର ଟପିଲା ମୃତକଙ୍କ ସଂଖ୍ୟା । ଦେଶରେ ଗତ ୨୪ ଘଣ୍ଟାରେ ୩ ହଜାର ୩୮୦ କରୋନା ସଂକ୍ରମିତଙ୍କ ମୃତ୍ୟୁ ହୋଥିବା ରିପୋର୍ଟ ସାମ୍ନାକୁ ଆସିଛି । ଏହାକୁ ମିଶାଇ ଦେଶରେ ମୋଟ ମୃତକଙ୍କ ସଂଖ୍ୟା ୩…

mohan
RSS ମୁଖ୍ୟ ମୋହନ ଭାଗବତଙ୍କ ଟ୍ୱିଟର ଆକାଉଣ୍ଟରୁ ହଟିଲା ବ୍ଲୁ ଟିକ୍

କେନ୍ଦ୍ର ସରକାର ଓ ଟ୍ୱିଟର ମଧ୍ୟରେ ପୁଣି ଥରେ ବିବାଦ ସୃଷ୍ଟି ହୋଇପାରେ । ଟ୍ୱିଟର ଆକାଉଣ୍ଟରୁ ବ୍ଲୁ ଟିକ୍ ହଟାଇବାକୁ ନେଇ ଉତ୍ତେଜନା ସୃଷ୍ଟି ହେବାର ପୂରା ସମ୍ଭାବନା ରହିଛି । ଶନିବାର ସକାଳେ ଉପରାଷ୍ଟ୍ରପତି ଭେଙ୍କିୟା ନାଇଡୁଙ୍କ ଆକାଉଣ୍ଟରୁ…

m v
କାର୍ଯ୍ୟାନୁଷ୍ଠାନ ଭୟ ? ପୁଣି ଉପରାଷ୍ଟ୍ରପତିଙ୍କ ଆକାଉଣ୍ଟକୁ ଭେରିଫାଏ କଲା ଟ୍ୱିଟର

ନୂଆଦିଲ୍ଲୀ : ଟ୍ୱିଟରକୁ ଘାରିଲା କି କାର୍ଯ୍ୟାନୁଷ୍ଠାନ ଭୟ ? ମାଇକ୍ରୋବ୍ଲଗିଂ ପ୍ଲାଟଫର୍ମ ଟ୍ୱିଟର ଭାରତର ଉପରାଷ୍ଟ୍ରପତି ଏମ ଭେଙ୍କିୟା ନାଇଡୁଙ୍କ ବ୍ୟକ୍ତିଗତ ଟ୍ୱିଟର ହ୍ୟାଣ୍ଡେଲକୁ ପୁଣି ଭେରିଫାଏ କରିଛି। ଆଜି ସକାଳେ ଉପରାଷ୍ଟ୍ରପତିଙ୍କ ଆକାଉଣ୍ଟରୁ ବ୍ଲୁ ଟିକ୍ ହଟାଇ ଦିଆଯାଇଥିଲା…

satyanagar
ଶବକୁ ସମାଧି ଦେବା ପାଇଁ ମିଳୁନି ଜାଗା

ଭୁବନେଶ୍ୱର: ଶବକୁ ମିଳୁନି ଜାଗା । ଶ୍ମଶାନ ହେଉ ବା କବରସ୍ଥାନ୍, ସବୁଠି ଏବେ ଶବକୁ ସମାଧି ପାଇଁ ଜାଗାର ଅଭାବ । ଏଭଳି ଅଭିଯୋଗ ଆଣିଛି ଭୁବନେଶ୍ୱରରେ ରହୁଥିବା ମୁସଲିମ୍ କମ୍ୟୁନିଟି ସମ୍ପ୍ରଦାୟ। ସତ୍ୟନଗରରେ ଥିବା ଏକମାତ୍ର କବର ସ୍ଥାନରେ…

man-died
୧,୩୦୦ କରୋନା ଆକ୍ରାନ୍ତଙ୍କ ଅନ୍ତିମ ସଂସ୍କାର କରିଥିଲେ, ହେଲେ ଶେଷ ସମୟରେ ନା ତାଙ୍କୁ ମିଳିଲା ବେଡ୍‌ ନା ମେଡିସିନ୍‌

ନାଗପୁର: କରୋନାରେ ଆକ୍ରାନ୍ତ ହୋଇ ମୃତ୍ୟୁ ହେବା ପରେ ଯେତେବେଳେ ନିଜ ଲୋକ ଶବକୁ ଛୁଉଁ ନଥିଲେ ଓ ପର କରି ଦେଉଥିଲେ, ସେତେବେଳେ ୬୭ ବର୍ଷୀୟ ଚନ୍ଦନ ନିମଜେ ରକ୍ତ ସମ୍ପର୍କଠୁ ଅଧିକ ହୋଇ ସେମାନଙ୍କର ଅନ୍ତିମ ସଂସ୍କାର କରୁଥିଲେ।…

corona
ଶେଷ ହୋଇନି ଲଢ଼େଇ : ସୁସ୍ଥ ହେବା ପରେ ପୁଣି ଆସୁଛି ଜ୍ୱର

ନୂଆଦିଲ୍ଲୀ : ହସ୍ପିଟାଲରେ କରୋନାରୁ ସୁସ୍ଥ ହୋଇଥିବା ଲୋକଙ୍କ ଲମ୍ବା ଲାଇନ୍‌ । କରୋନା ଭାଇରସକୁ ମାତ ଦେବା ସତ୍ତ୍ୱେ କିଛି ରୋଗୀଙ୍କ ଲଢ଼େଇ ଏବେ ବି ସମାପ୍ତ ହୋଇନି । ଭାଇରସକୁ ହରାଇଥିଲେ ସୁଦ୍ଧା ଅନେକ ଲୋକଙ୍କୁ ବିଭିନ୍ନ ସମସ୍ୟାର…

buleet
ଘୋଡ଼ାଚଢାଠାରୁ ଟ୍ରକ, ବସ୍‌, ଟ୍ରଲର ଚଲାଇବା-ସବୁଥିରେ ଦକ୍ଷ ଗାଁ ବୋହୂ

ଯାଜପୁର(ଗୁଲାମ ଗସ୍‌): ସେ ଘରର ଚାରି କାନ୍ଥ ଭିତରେ ଓଢଣା ଦେଇ ବୋହୂଟିଏ ସାଜି ସବୁ ଦାୟିତ୍ୱ ତୁଲାଇ ପାରନ୍ତି। ସେ ବାହାରକୁ ଯାଇ ପୁରୁଷଙ୍କ ପରି ଦୁଃସାଧ୍ୟ କାମ ବି  କରିପାରନ୍ତି।  ସେ ଘୋଡ଼ା ଚଢ଼ନ୍ତି, ବୁଲେଟ୍…ଟ୍ରାକ୍ଟର…ଟ୍ରକ୍ ଲୋଡେଡ ଟ୍ରଲର …

m v naidu
ଉପରାଷ୍ଟ୍ରପତି ଭେଙ୍କିୟା ନାଇଡୁଙ୍କ ଆକାଉଣ୍ଟରୁ ବ୍ଲୁ ଟିକ୍ ହଟାଇଲା ଟ୍ୱିଟର

ନୂଆଦିଲ୍ଲୀ : ସୋସିଆଲ ମିଡିଆ ସାଇଟ୍ ଟ୍ୱିଟର ଭାରତର ଉପରାଷ୍ଟ୍ରପତି ଏମ ଭେଙ୍କିୟା ନାଇଡୁଙ୍କ ବ୍ୟକ୍ତିଗତ ଟ୍ୱିଟର ଆକାଉଣ୍ଟକୁ ଅନଭେରିଫାଏଡ୍ କରିଦେଇଛି । ଯଦ୍ୱାରା ଉପରାଷ୍ଟ୍ରପତିଙ୍କ ଟ୍ୱିଟର ଆକାଉଣ୍ଟରୁ ବ୍ଲୁ ଟିକ୍ ହଟିଯାଇଛି । ଉପରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ ପକ୍ଷରୁ ଏହି ସୂଚନା…

Yami Gautam
ବାହା ହେଲେ ଅଭିନେତ୍ରୀ ୟାମି ଗୌତମ

ମୁମ୍ବାଇ: ବିବାହ ବନ୍ଧନରେ ବାନ୍ଧି ହେଲେ ବଲିଉଡ୍‌ ଅଭିନେତ୍ରୀ ୟାମି ଗୌତମ। ଶୁକ୍ରବାର ସେ ଇନ୍‌ଷ୍ଟାଗ୍ରାମରେ ବିବାହ ବେଳର ଏକ ଫଟୋ ପୋଷ୍ଟ କରି ଫ୍ୟାନ୍ସଙ୍କୁ ଚକିତ କରି ଦେଇଥିଲେ। ଗତକାଲି ସେ ପିଲ୍ମ ‘Uri’ର ଡାଇରେକ୍ଟର ଆଦିତ୍ୟ ଧର୍‌ଙ୍କୁ ବିବାହ…

corona india
ତୃତୀୟ ଲହରୀ : ସହର ତୁଳନାରେ ଅଧିକ ପ୍ରଭାବିତ ହୋଇଛି ଗ୍ରାମାଞ୍ଚଳ

ନୂଆଦିଲ୍ଲୀ : କରୋନା ସଂକ୍ରମଣର ଦ୍ୱିତୀୟ ଲହରୀରେ ସହର ତୁଳନାରେ ଗ୍ରାମାଞ୍ଚଳ ଅଧିକ ପ୍ରଭାବିତ ହୋଇଛି । ଗତ ମାସରେ ଦେଶରେ ୫୩ ପ୍ରତିଶତ ନୂଆ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଗ୍ରାମାଞ୍ଚଳରେ ୫୨ ପ୍ରତିଶତ ମୃତ୍ୟୁ ରେକର୍ଡ଼ ହୋଇଥିବା ସେଣ୍ଟର…

Lingaraja temple
ଏଥର ବିନା ଭକ୍ତରେ ହେବ ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ଶୀତଳ ଷଷ୍ଠୀ ଯାତ୍ରା

ଭୁବନେଶ୍ୱର: ଏଥର ବିନା ଭକ୍ତରେ ହେବ ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ଶୀତଳ ଷଷ୍ଠୀ ଯାତ୍ରା। ଭୁବନେଶ୍ୱର ମ୍ୟୁନିସିପାଲ୍‌ କର୍ପୋରେସନ୍‌(ବିଏମ୍‌ସି) ଲିଙ୍ଗରାଜଙ୍କ ଶୀତଳ ଷଷ୍ଠୀ ଯାତ୍ରାକୁ ଅନୁମତି ଦେବା ସହ ନିର୍ଦ୍ଦେଶନାମା ଜାରି କରିଛି। ଏଥର ମହାଦେବ ଓ ପାର୍ବତୀଙ୍କ ବିବାହ ସମୟରେ କେବଳ…

delta
୨୪ ଘଣ୍ଟାରେ ଚିହ୍ନଟ ହେଲେ ୭, ୩୯୫ କରୋନା ରୋଗୀ, ଆଖି ବୁଜିଲେ ୪୦

ଭୁବନେଶ୍ୱର: ରାଜ୍ୟରେ ଆଜି ଚିହ୍ନଟ ହୋଇଛନ୍ତି ୭, ୩୯୫କରୋନା ରୋଗୀ। ଏମାନଙ୍କ ମଧ୍ୟରୁ ୪,୧୬୯ କ୍ୱାରେଣ୍ଟିନରେ ଥିବାବେଳେ ୩୨୨୬ ଲୋକାଲ କେସ ଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ସୂଚନା ଦେଇଛି।  ଅନ୍ୟପକ୍ଷେ  ରାଜ୍ୟରୁ ୨୪ ଘଣ୍ଟାରେ  ୪୦…