• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest News

accident
ଅଟୋ-ଡମ୍ପର ମୁହାଁମୁହିଁ ଧକ୍କା, ଚାଲିଗଲା ୧୦ ଜୀବନ

ବଡୋଦରା:ଗୁଜରାଟ ସ୍ଥିତ ବଡୋଦରା ବାଘେଡିଆ କ୍ରସିଂ ହାଇୱେରେ ବୁଧବାର ସକାଳେ ଏକ ଅଟୋ-ଡମ୍ପର ମୁହାଁମୁହିଁ ଧକ୍କା ଘଟି ୧୧ ଜଣଙ୍କର ମୃତ୍ୟୁ ଘଟିଛି। ୧୯ ଜଣ ଆହତ ହୋଇଛନ୍ତି। ଆହତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଗତକାଲି ବିଳମ୍ବିତ ରାତିରେ ଏହି ଦୁର୍ଘଟଣା ଘଟିଛି ସମସ୍ତ ଯାତ୍ରୀ ପାୱାଗଡ଼ ଦର୍ଶନ ପାଇଁ ଯାଉଥିଲେ। ମୃତକଙ୍କ ମଧ୍ୟରେ  ଜଣେ ଶିଶୁ ଓ  ୫ ମହିଳା ଅଛନ୍ତି। ଘଟଣାସ୍ଥଳରେ ଅତିରିକ୍ତ ସିପି କଲେକ୍ଟର, ସିଡିଏମ ଏବଂ ଏସ୍‌ଏସ୍‌ଜି ଡାକ୍ତରଖାନା ଚିକିତ୍ସା ଅଧିକ୍ଷକ […]

1
ରାଜ୍ୟରେ କରୋନା ସ୍ଥିତି; ଚିହ୍ନଟ ହେଲେ ୮୬୮ ଆକ୍ରାନ୍ତ

ଭୁବନେଶ୍ୱର: ଗତକାଲି ରାଜ୍ୟରେ ଚିହ୍ନଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ହ୍ରାସ ପାଇ ୬୪୪ ରେ ପହଞ୍ଚିଥିବାବେଳେ ଆଜି ପୁଣି ବଢିଛି। ଗତ ୨୪ ଘଣ୍ଟା ମଧ୍ୟରେ ୮୬୮ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। କ୍ୱାରେଣ୍ଟିନ ସେଣ୍ଟରରୁ ୫୦୨ ଚିହ୍ନଟ ହୋଇଥିବାବେଳେ ଲୋକାଲ କେସ ୩୬୬ ଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ସୂତ୍ରରୁ ଜଣାଯାଇଛି। ଆଜି ଖୋର୍ଦ୍ଧାରୁ ୧୦୦ରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ତା ପଛରେ ରହିଛି ସୁନ୍ଦରଗଡ଼। ୩ ନମ୍ବରରେ ରହିଛି […]

coronavirus
ରାଜ୍ୟରେ କରୋନାରେ ଆଖି ବୁଜିଲେ ୧୫ ଆକ୍ରାନ୍ତ

ଭୁବନେଶ୍ୱର: ଗତ ୨୪ ଘଣ୍ଟା ମଧ୍ୟରେ ଓଡ଼ିଶାରେ ୧୫ କରୋନା ଆକ୍ରାନ୍ତ ଆଖି ବୁଜିଛନ୍ତି। ଏହାକୁ ମିଶାଇ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା୧୫,୭୫ ଛୁଇଁଥିବା ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର ବିଭାଗ ପକ୍ଷରୁ କୁହାଯାଇଛି। ସୁନ୍ଦରଗଡ଼ ଜିଲ୍ଲାର ମୃତ୍ୟୁ ସଂଖ୍ୟା ଆଜି ଆଗରେ ରହିଛି। ଆଜି ଏଠାରେ ୩ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ଅନ୍ୟପକ୍ଷେ ସମ୍ବଲପୁର, ସୁବର୍ଣ୍ଣପୁର, ଗଜପତିରୁ ୨ ଜଣ ଲେଖାଏ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ଯାଜପୁର, କେନ୍ଦ୍ରାପଡା, ବାଲେଶ୍ୱର, କୋରାପୁଟ, ମୟୂରଭଞ୍ଜ,  ଭୁବନେଶ୍ୱରରୁ […]

neha
ସୋନୁ ସୁଦ୍‌ଙ୍କୁ ବାହାଘର କାର୍ଡ ପଠେଇଲେ ନେହା, ସୋନୁ କହିଲେ-‘ଚାଲ...

ଆରା: କରୋନା ମହାମାରୀକୁ ନେଇ ଏ ପର୍ଯ୍ୟନ୍ତ ଆଜି ପର୍ଯ୍ୟନ୍ତ ଲକ୍ଷାଧିକ ଲୋକଙ୍କୁ ସହାୟତାର ହାତ ବଢାଇଥିବା ବଲିଉଡ ସୁପରଷ୍ଟାର ସୋନୁ ସୁଦ୍‌ (Sonu Sood) ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି। ଏଥର ସୋନୁ ସୁଦ୍‌ ଟ୍ୱିଟରରେ ନେହାଙ୍କ ବିବାହ ଆମନ୍ତ୍ରଣ ସ୍ୱୀକାର କରି ଚର୍ଚ୍ଚାକୁ ଆସିଛନ୍ତି। ବିହାର ଭୋଜପୁର ଜିଲ୍ଲାର ନବାଦା ଥାନା ଅଞ୍ଚଳର କରମନ ଟୋଲାର ବାସିନ୍ଦା।  ସେ ତାଙ୍କ ତାଙ୍କର ବିବାହ ପାଇଁ ଫିଲ୍ମ ଷ୍ଟାର ସୋନୁଙ୍କୁ ଆମନ୍ତ୍ରଣ କରିଛନ୍ତି। ଏହି ବାହାଘର […]

sushmita
ଏହି ପ୍ରଶ୍ନର ଉତ୍ତର ଦେଇ ଐଶ୍‌ଙ୍କୁ ପଛରେ ପକାଇ ଦେଇଥିଲେ ସୁସ୍ମିତା

ମୁମ୍ବାଇ: ଆସନ୍ତାକାଲି ବଲିଉଡ୍‌ ଅଭିନେତ୍ରୀ ସୁସ୍ମିତା ସେନ୍‌ଙ୍କ ଜନ୍ମଦିନ। ୧୯ ନଭେମ୍ବରରେ ୧୯୭୫ରେ ହାଇଦ୍ରାବାଦରେ ଜନ୍ମଗ୍ରହଣ କରିଥିଲେ ସୁସ୍ମିତା।  ୧୯୯୪ରେ ସେ ଫେମିନା ମିସ୍ ଇଣ୍ଡିଆ ଟାଇଟଲ୍ ଜିତିଥିଲେ। ସେହି ବର୍ଷ ସେ ମିସ୍ ୟୁନିଭର୍ସରେ ମଧ୍ୟ ଭାଗନେଇଥିଲେ। ସେତେବେଳେ ସୁସ୍ମିତାଙ୍କୁ ମାତ୍ର ୧୮ ବର୍ଷ ହୋଇଥିଲା। ମିସ୍ ଇଣ୍ଡିଆ ପ୍ରତିଯୋଗିତାରେ ଉଭୟ ସୁସ୍ମିତା ସେନ୍ ଏବଂ ଐଶ୍ୱର୍ଯ୍ୟା ରାୟ ଅଂଶଗ୍ରହଣ କରିଥିଲେ। ଗୋଆରେ ଏହି ପ୍ରତିଯୋଗିତା ଆୟୋଜିତ ହୋଇଥିଲା। ତେବେ ଏହି ପ୍ରତିଯୋଗିତାରେ ଐଶ୍ୱର୍ଯ୍ୟାଙ୍କୁ ଜଣେ […]

bijay-sworup
ଶପଥ ନେଲେ ବିଜୟ, ସ୍ୱରୂପ

ଭୁବନେଶ୍ୱର: ଶପଥ ନେଲେ ୨ ନବ ନିର୍ବାଚିତ ବିଧାୟକ। ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ଦାସ ଓ  ବାଲେଶ୍ୱର ବିଧାୟକ ସ୍ୱରୂପ ଦାସ ଶପଥ ନେଇଛନ୍ତି। ନିର୍ବାଚିତ ବିଧାୟକଙ୍କୁ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ଶପଥ ପାଠ କରାଇଛନ୍ତି।  ୨୦ ତାରିଖ ବିଧାନସଭା ଅଧିବେଶନରେ ଉଭୟେ ଭାଗ ନେବେ।

prtest2
'ସରକାର ତୁମେ ଶୋଇଛ କାହିଁ, ଆମ ଦୁଃଖ ବୁଝିବ କିଏ ?'

ଭୁବନେଶ୍ୱର: ଭୁବନେଶ୍ୱରରେ ପଥପ୍ରାନ୍ତ ନାଟକ ମହାସଂଘର ନୀରବ ବିକ୍ଷୋଭ କରୋନା ଯୋଗୁଁ ଦୀର୍ଘ ୮ ମାସ ଧରି କଳାକାର ମାନଙ୍କ ଦୁଃଖ ବଢିଯାଇଛି। ଜୀବନ ଜୀବିକା ଉଜୁଡ଼ି ଯାଇଛି। ସେମାନଙ୍କ ଜୀବନ ଜୀବିକା କିଭଳି ସୁରକ୍ଷିତ ରହିବ ତଥା କଳାକାରମାନେ ପୁଣିଥରେ ରୋଜଗାରକ୍ଷମ ହୋଇପାରିବେ। #ଆଖିଖୋଲି_ଦେଖ_ସରକାର'କଳା ପ୍ରଦର୍ଶନ କରି ପେଟ ପୋଷିବାକୁ ସୁଯୋଗ ଦିଅ।' ଆଜି ଏମିତି ଦାବିରେ ନିରବରେ ରାସ୍ତାକୁ ଓହ୍ଲାଇଛି ‘ଓଡ଼ିଶା ପଥପ୍ରାନ୍ତ ନାଟକ ମହାସଂଘ’। ଭୁବନେଶ୍ୱରରେ ସେମାନେ କରିଥିବା ନିରବ ବିରୋଧର ଇଏ […]

laxmi-bilas
ବ୍ୟାଙ୍କ୍‌ରେ ଟଙ୍କା ବୁଡ଼ିଯିବା ଭୟରେ ଗ୍ରାହକ ଛାନିଆ, ATM ଆଗରେ ଲମ୍ବା ଲାଇନ୍

ଭୁବନେଶ୍ୱର: ଲକ୍ଷ୍ମୀ ବିଳାସ ବ୍ୟାଙ୍କକୁ ମୋରାଟୋରିୟମରେ ରଖାଯିବା ପରେ ଏହି ବ୍ୟାଙ୍କର ଗ୍ରାହକମାନେ ଛାନିଆ।ସେମାନଙ୍କ ଭୟ ହେଲେ ବ୍ୟାଙ୍କରେ ସେମାନେ ରଖିଥିବା ଜମା ଟଙ୍କା ସୁରକ୍ଷିତ ଅଛି।  ବ୍ୟାଙ୍କ ପୁରାପୁରି ବୁଡ଼ି ଯିବନି ତ। ଗତକାଲି ଏହି ବ୍ୟାଙ୍କକୁ ମୋରାଟୋରିୟମରେ ରଖିବାକୁ ନିଷ୍ପତ୍ତି ପରେ ଆଜି ଏଟିଏମ୍ ଆଗରେ ଗ୍ରାହକଙ୍କ ଭିଡ଼  ଦେଖିବାକୁ ମିଳିଛି। ସେମାନଙ୍କ ଆଶା ହେଉଛି ସେମାନେ ଯେତେ ଟଙ୍କା ବ୍ୟାଙ୍କରେ ସଞ୍ଚିତ ରଖିଛନ୍ତି, ତାହା ହୁଏତ ସଂପୂର୍ଣ୍ଣ ଭାବେ ବୁଡ଼ିଯିବ। ସେପଟେ DBS […]

khabr-chap
ଘର ଘର ବୁଲି ଖାଦ୍ୟ ପହଞ୍ଚାଉଛନ୍ତି ଅଲମ୍ପିକ ଚାମ୍ପିଅନ୍‌

ନୂଆଦିଲ୍ଲୀ: କରୋନା ଭାଇରସ୍‌ ପାଇଁ ସାରା ଦେଶ ବେଶ୍‌ ପ୍ରଭାବିତ ହୋଇଛି। ଲକ୍ଷାଧିକ ଲୋକ ଏହି ମହାମାରୀ ରେ ପ୍ରାଣ ହରାଇଛନ୍ତି । କିଛି ଲୋକ ବୃତ୍ତି ହରାଇଥିବା ବେଳେ ଅନେକ ଛୋଟ ଶିଳ୍ପ ନାହିଁ ନଥିବା କ୍ଷତି ସହିଛି। ଏହି ମହାମାରୀ ଅନେକ ଲୋକଙ୍କୁ ଦାବନ ଜୀବିକା ପାଇଁ ନିଜ ବୃତ୍ତି ପରିବର୍ତ୍ତନ କରିବା ପାଇଁ ମଧ୍ୟ ବାଧ୍ୟ କରିଛି। ଏଇ ଯେମିତି ଅସ୍ତ୍ରଚାଳନାରେ ଅଲମ୍ପିକ୍‌ରେ ଗୋଲ୍ଡ ମେଡାଲ୍‌ ହାତେଇଥିବା ଖେଳାଳି ରୁବେନ୍‌ ଲିମାର୍ଡୋ। ରୁବେନ୍‌ […]

raw-fish
ମିଡିଆ ସାମ୍ନାରେ କଞ୍ଚା ମାଛ ଖାଇଲେ ବରିଷ୍ଠ ନେତା

ନୂଆଦିଲ୍ଲୀ: ମାଛ ଭଜା ହେଉ ବା ଝୋଳ କିମ୍ବା ମାଛର କଟଲେଟ୍‌…ନାଁ ଶୁଣିଲେ ଆମିଷ ପ୍ରିୟ ବ୍ୟକ୍ତି ଲୋଭ ସମ୍ବରଣ କରିପାରିବେ ନାହିଁ। ହେଲେ ମାଛ ପ୍ରିୟ ବୋଲି ଯଦି କଞ୍ଚାମାଛ ଦିଆଯାଏ ଖାଇବାକୁ… ଶ୍ରୀଲଙ୍କାର ଜଣେ ପୂର୍ବତନ ମତ୍ସ୍ୟସମ୍ପଦ ମନ୍ତ୍ରୀ ଦିଲ୍ଲୀପ ୱେଦାରଚ୍ଚି ଏମିତି କଞ୍ଚା ମାଛ ଖାଉଥିବା ଦେଖିବାକୁ ମିଳିଛି। ମିଡିଆ ସାମ୍ନାରେ କଞ୍ଚାମାଛକୁ କାମୁଡି ଖାଉଛନ୍ତି। ଏହାର ଭିଡିଓ ସୋଶାଲ ମିଡିଆରେ ଭାଇରାଲ ହୋଇଛି। ଦିଲ୍ଲୀପ ୱେଦାରଚ୍ଚି ୨୦୧୫ରୁ ୨୦୧୯ ପର୍ଯ୍ୟନ୍ତ ଶ୍ରୀଲଙ୍କାର […]

bachudada
ମାଗଣାରେ ଢାବାରେ ଲୋକଙ୍କୁ ଖାଇବାକୁ ଦେଉଛନ୍ତି ଏହି ବ୍ୟକ୍ତି

ନୂଆଦିଲ୍ଲୀ: ଆଜିକାଲିର ବ୍ୟୟବହୁଳ ସମାଜରେ ମାଗଣାରେ କ’ଣ ମିଳେ? କିନ୍ତୁ ଯେଉଁମାନେ ଦେବାର ମନୋବୃତ୍ତି ରଖନ୍ତି ସେମାନେ ତାଙ୍କ ପାରୁପର୍ଯ୍ୟନ୍ତ ଲୋକଙ୍କୁ ସାହାଯ୍ୟ କରିବାକୁ ଚେଷ୍ଟା କରନ୍ତି। ଏଇ ଯେମିତି ଗୁଜୁରାଟ ମୋରବି ସହରରେ ରହୁଥିବା ବଚୁ ଦାଦା। ଏହି ୭୨ବର୍ଷିୟ ବୃଦ୍ଧଙ୍କର ଗୋଟେ ଢାବା ରହିଛି। ଏହି ଢାବାର ବିଶେଷତ୍ୱ ହେଉଛି ପାଖରେ ଟଙ୍କା ନଥିଲେ ମଧ୍ୟ ଆପଣ ଏଠାରେ ଖାଦ୍ୟ ଖାଇପାରିବେ। ଦୀର୍ଘ ୪୦ବର୍ଷ ଧରି ବଚୁ ଦାଦା ଏହି ଢାବା ଚଲାଉଛନ୍ତି। ଛୋଟିଆ […]

new rules
ଜୁଲାଇ ୧୬ ଯାଏ ରାଜ୍ୟରେ ଆଂଶିକ ଲକ୍‌ଡାଉନ୍‌ ଅବଧି ବୃଦ୍ଧି, ଆଜିଠୁ ନୂଆ କଟକଣା ଲାଗୁ

ଭୁବନେଶ୍ୱର: ଜୁଲାଇ ୧୬ ଯାଏ ରାଜ୍ୟରେ ଆଂଶିକ ଲକ୍‌ଡାଉନ୍‌ କଟକଣା ଅବଧିକୁ ବଢ଼ା ଯାଇଥିବା ବେଳେ ଆଜିଠୁ ନୂଆ କଟକଣା ଲାଗୁ ହୋଇଛି। ୫ ପ୍ରତିଶତରୁ କମ୍ ପଜିଟିଭିଟି ରେଟ୍ ଥିବା ଜିଲ୍ଲା ଗୁଡ଼ିକୁ ପୂର୍ବ ଭଳି କାଟାଗୋରୀ-‘A’ରେ ରଖାଯାଇଛି। ଏହି…

sanjay raut
‘JNU ନାମ ନ ବଦଳାଇ ବିବେକାନନ୍ଦଙ୍କ ନାମରେ ବଡ ବିଶ୍ୱବିଦ୍ୟାଳୟ ଖୋଲାଯାଉ’

ମୁମ୍ବାଇ: ଶିବସେନା ସବୁବେଳେ ହିନ୍ଦୁତ୍ୱବାଦୀ ଥିଲା ଏବଂ ରହିବ। ଏ ନେଇ କାହାରି ସାର୍ଟିଫିକେଟକୁ ଆମେ ଅପେକ୍ଷା କରିନାହୁଁ ବୋଲି କହିଛନ୍ତି ରାଜ୍ୟ ସଭା ସାଂସଦ ସଞ୍ଜୟ ରାଉତ। ମଙ୍ଗଳବାର ଦାଦର ଶିବାଜୀ ପାର୍କରେ ଶିବସେନା ପ୍ରତିଷ୍ଠାତା ବାଲ ଠାକ୍‌ରେଙ୍କୁ ଶ୍ରଦ୍ଧାଞ୍ଜଳି ଦେଇ ସାମ୍ବାଦିକମାନଙ୍କ ସହ ଆଲୋଚନା କରିଥିଲେ। ଏହି ଅବସରରେ ସେ କହିଛନ୍ତି, ଦୀର୍ଘବର୍ଷ ଧରି ଥିବା ବିଜେପି-ଶିବସେନା ମେଣ୍ଟ ଗତବର୍ଷ ଭାଙ୍ଗି ଯାଇଛି। ମହରାଷ୍ଟ୍ରରେ କଂଗ୍ରେସ ଏବଂ ଏନସିପି ସହ ଶିବସେନାର ମହା ଭିକାଶ […]

saru
ଓଟିଭି ପକ୍ଷରୁ ଦାୟର ଏତଲାକୁ ଗ୍ରହଣ କର: କୋର୍ଟ

ଭୁବନେଶ୍ୱର: ସାରୁଅ ମାମଲାରେ ଓଟିଭି ପକ୍ଷରୁ ଦାୟର ଏତଲାକୁ ଗ୍ରହଣ କରିବାକୁ କୋର୍ଟଙ୍କ ନିର୍ଦ୍ଦେଶ।ବାଘମାରୀ ଥାନା ପୋଲିସକୁ କଡ଼ା ନିର୍ଦ୍ଦେଶ ଦେଲେ ଖୋର୍ଦ୍ଧା SDJM। ସମସ୍ତ ୩ଟି ଘଟଣାରେ ଦାୟର ଏତଲାକୁ ଗ୍ରହଣ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ୧- ଷ୍ଟୁଡିଓ ପାଚେରୀ ଭଙ୍ଗା ଓ ଜବରଦସ୍ତି ଭିତରେ ପଶିବା ମାମଲା ୨- ସାଇଟ ଇଂଜିନିୟର ଓ ସୁପରଭାଇଜରଙ୍କୁ ମାଡ଼ ମରାଯିବା ଘଟଣା ୩-ବେଆଇନ ଭାବେ ୧୮ ଦିନ ହେଲା ଘେରାଉ, ଅବରୋଧ ମାମଲା ୩ଟି ମାମଲାକୁ […]

lekha
ମୁଁ ମହାପ୍ରଭୁ ଜଗନ୍ନାଥଙ୍କ ନାଁ ନେଇନାହିଁ: ଲେଖାଶ୍ରୀ

ଭୁବନେଶ୍ୱର: ବିଜେପି ସାଧାରଣ ସମ୍ପାଦିକା ଲେଖାଶ୍ରୀ ସାମନ୍ତସିଂହାରଙ୍କ ମନ୍ତବ୍ୟକୁ ଜାରି ରହିଛି ରାଜନୈତିକ ବାକ୍ ଯୁଦ୍ଧ। ଗତକାଲି ଲେଖାଶ୍ରୀଙ୍କୁ କଳାପାହାଡ଼ ଭଉଣୀର ଆଖ୍ୟା ଦେଇଥିବା ବିଜେଡି ନେତା ଅରୂପ ପଟ୍ଟନାୟକଙ୍କୁ ଆଜି ପାଲଟା ସମାଲୋଚନା କରିଛନ୍ତି ନିଜେ ଲେଖାଶ୍ରୀ। ବିଜେଡି ପାଖରେ ଏବେ ପ୍ରସଙ୍ଗ ନାହିଁ, ଯେଉଁମାନେ ଅପମାନିତ କରିବାକୁ ଚାହୁଁଛନ୍ତି ଏବଂ କଳାପାହାଡ଼ର ଭଉଣୀ ବୋଲି କହୁଛନ୍ତି, ସେମାନେ ପ୍ରକୃତରେ କଳାପାହାଡ଼ ବୋଲି କହିଛନ୍ତି ଲେଖାଶ୍ରୀ। ଓଡ଼ିଶାର ବିକାଶକୁ ୨୦ ବର୍ଷ ପଛକୁ ନେଇ ଯାଇଛନ୍ତି। […]