ନୂଆ ଦିଲ୍ଲୀ : ଡ୍ୟାନ୍ସ ବାର୍ ମାଲିକଙ୍କୁ ଆଶ୍ୱସ୍ତି। ମହାରାଷ୍ଟ୍ର ସରକାରଙ୍କ ଡ୍ୟାନ୍ସ ବାର୍ ଆଇନକୁ ସାମାନ୍ୟ କୋହଳ କରିଛନ୍ତି ସୁପ୍ରିମକୋର୍ଟ। ଏହାଫଳରେ ଡ୍ୟାନ୍ସ ବାର୍ରେ ନୃତ୍ୟ ସହ ମଦ ପରିବେଷଣ ହୋଇପାରିବ। ହେଲେ ଟଙ୍କା ଉଡ଼ାଇବା ଓ ଅଶ୍ଳୀଳ ନୃତ୍ୟ କରାଯାଇପାରିବ ନାହିଁ ବୋଲି କୋର୍ଟ କହିଛନ୍ତି। ଏହାସହ ଶିକ୍ଷାନୁଷ୍ଠାନ ଓ ଧର୍ମାନୁଷ୍ଠାନ ଠାରୁ ୧ କିଲୋମିଟର ଦୂରରେ ବାର୍ କରାଯିବା ଆଇନକୁ କୋର୍ଟ ଅଗ୍ରାହ୍ୟ କରିଛନ୍ତି। ମୁମ୍ବାଇ ଭଳି ବଡ଼ ସହରରେ ଏହା ସମ୍ଭବ […]
ନୂଆ ଦିଲ୍ଲୀ : ଉତ୍ତର ଭାରତରେ ଜାରି ରହିଛି ଶୀତ ଲହରି। ବିଶେଷ କରି ରାଜଧାନୀ ଦିଲ୍ଲୀରେ ଦିନକୁ ଦିନ କମୁଛି ପାରଦ। ରାତି ହେଲେ ବଢ଼ୁଛି ଶୀତର ପ୍ରକୋପ। ଶୀତ ଯେତେ ବଢ଼ୁଛି ସେତେ ସମସ୍ୟା ଆଣୁଛି ଏଠାକାର ନିରାଶ୍ରୟଙ୍କ ପାଇଁ। ହେଲେ ଗତ କିଛି ଦିନ ଧରି ଅଞ୍ଚଳରେ ଯେଉଁଭଳି ଶୀତ ପଡ଼ିଛି, ତାହା ଅସହ୍ୟ ହେଉଥିବାରୁ ଫୁଟ୍ପାଥରେ ଆଶ୍ରୟ ନେଉଥିବା ପ୍ରାୟ ୯୬ ଜଣ ଲୋକଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି। ସେହିପରି ଘନ […]
ପ୍ରୟାଗରାଜ : ଉତ୍ତର ପ୍ରଦେଶ ପ୍ରୟାଗରାଜରେ ଆରମ୍ଭ ହୋଇଥିବା ଅର୍ଦ୍ଧକୁମ୍ଭ ମେଳାର ଆଜି ଦ୍ୱିତୀୟ ଦିନ। ଗତକାଲି ଭୋରରୁ ସାଧୁସନ୍ଥଙ୍କ ସାହି ସ୍ନାନ ପରେ ଆରମ୍ଭ ହୋଇଥିଲା ଶ୍ରଦ୍ଧାଳୁଙ୍କ ସ୍ନାନ ନୀତି। ମଧ୍ୟରାତ୍ରରେ ଦିବ୍ୟ ମହାଯଜ୍ଞ ଆରମ୍ଭ ହୋଇଛି। ଏହି ଦୀପ ମହାଯଜ୍ଞ , ଅଯୋଧ୍ୟାରେ ଶ୍ରୀରାମ ମନ୍ଦିର ନିର୍ମାଣ ଶୀଘ୍ର ହେଉ ବୋଲି ଆୟୋଜନ କରାଯାଇଛି। ପାଖାପାଖି ୩ ହଜାର ଦୀପ ପ୍ରଜ୍ୱଳନ କରି ପ୍ରଭୁ ଶିବଙ୍କୁ ଆରଧାନା କରାଯିବା ସହ ଶ୍ରୀରାମଙ୍କ ଭବ୍ୟ ମନ୍ଦିର […]
ନୂଆଦିଲ୍ଲୀ : ପଶ୍ଚିମବଙ୍ଗରେ ରଥଯାତ୍ରା ଆୟୋଜନ ପାଇଁ ବିଜେପିର ପ୍ରୟାସକୁ ଆଉ ଏକ ଝଟକା। ସୁପ୍ରିମକୋର୍ଟ ରଥଯାତ୍ରା ପାଇଁ ଅନୁମତି ଦେବାକୁ ହୋଇଥିବା ଆବେଦନକୁ ଖାରଜ କରି ଦେଇଛନ୍ତି। ନିଜ ରାୟରେ କୋର୍ଟ କହିଛନ୍ତି ଯେ, ରଥଯାତ୍ରା ଯୋଗୁଁ ହିଂସାକାଣ୍ଡ ହେବା ନେଇ ରାଜ୍ୟ ସରକାରଙ୍କ ଆଶଙ୍କାକୁ ନଜର ଅନ୍ଦାଜ କରାଯାଇପାରିବ ନାହିଁ। ଏଣୁ ପଶ୍ଚିମବଂଗ ସରକାରଙ୍କ ପକ୍ଷରୁ ନିଆଯାଇଥିବା ନିଷ୍ପତ୍ତି ଉପରେ ହସ୍ତକ୍ଷେପ କରାଯିବ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି। ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ […]