• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

National Updates

strike
କେନ୍ଦ୍ରୀୟ ଟ୍ରେଡ୍‌ ୟୁନିଅନ୍‌ ପକ୍ଷରୁ ଆଜିଠାରୁ ୨ ଦିନିଆ ଧର୍ମଘଟ ଡାକରା

ନୂଆଦିଲ୍ଲୀ/ଭୁବନେଶ୍ୱର: କେନ୍ଦ୍ର ସରକାରଙ୍କ ଶ୍ରମିକ ମାରଣ ନୀତି ବିରୋଧରେ ବିଭିନ୍ନ ଶ୍ରମିକ ସଂଗଠନ ପକ୍ଷରୁ ଆଜିଠାରୁ ଦୁଇ ଦିନିଆ ଧର୍ମଘଟ ଡାକରା ଦିଆଯାଇଛି। ଶ୍ରମିକ ସଙ୍ଗଠନ ଆଜି ଓ ଆସନ୍ତାକାଲି ଦୁଇ ଦିନ ଧର୍ମଘଟ କରୁଛନ୍ତି। ଏହି ଧର୍ମଘଟରେ ଦେଶବ୍ୟାପୀ ୧୦ଟି ଶ୍ରମିକ ସଙ୍ଗଠନର ୨୦ କୋଟି କର୍ମଚାରୀ ସାମିଲ ହୋଇଛନ୍ତି। ଧର୍ମଘଟକୁ ଟେଲିକମ୍, ସ୍ୱାସ୍ଥ୍ୟ, ଶିକ୍ଷା, କୋଇଲା, ଷ୍ଟିଲ, ବିଦ୍ୟୁତ୍‌, ବ୍ୟାଙ୍କ, ବୀମା ଓ ପରିବହନ କର୍ମଚାରୀ ସମର୍ଥନ କରୁଥିବା ଟ୍ରେଡ୍‌ ୟୁନିୟନ କହିଛି। ଟ୍ରେଡ୍‌ […]

  • Friday, 16 July 2021
arun
ରିଜର୍ଭ ବ୍ୟାଙ୍କକୁ ଅର୍ଥମନ୍ତ୍ରୀଙ୍କ ଟାର୍ଗେଟ

ନୂଆଦିଲ୍ଲୀ : ରିଜର୍ଭ ବ୍ୟାଙ୍କ ଓ କେନ୍ଦ୍ର ସରକାରଙ୍କ ମଧ୍ୟରେ ବିବାଦ ବଢ଼ୁଥିବାବେଳେ ଆର୍‌ବିଆଇ ଗଭର୍ଣ୍ଣର ଉର୍ଜିତ ପଟେଲ ଅାଜି ଅର୍ଥମନ୍ତ୍ରୀ ଅରୁଣ ଜେଟଲୀଙ୍କୁ ଭେଟିଛନ୍ତି। ନୂଆଦିଲ୍ଲୀରେ ଅାର୍ଥିକ ସ୍ଥିରତା ଓ ଉନ୍ନୟନ ପରିଷଦର ବୈଠକରେ ଦୁହେଁ ପରସ୍ପରକୁ ଭେଟିଛନ୍ତି। ବୈଠକରେ ଜେଟଲୀ ରିଜର୍ଭ ବ୍ୟାଙ୍କକୁ ଭର୍ତ୍ସନା କରି କହିଛନ୍ତି, ୨୦୦୮ରୁ ୨୦୧୪ ଯାଏ ଯେତେବେଳେ ବ୍ୟାଙ୍କଗୁଡ଼ିକ ଋଣ ଦେଇ ଚାଲିଥିଲେ, ସେତେବେଳେ ଅାରବିଅାଇ ଶୋଇ ରହିଥିଲା। ଯାହାର ପରିଣାମ ଅାଜି ସରକାର ଭୋଗୁଛନ୍ତି ବୋଲି ଜେଟଲୀ […]

  • Friday, 16 July 2021
pj1
ନବୋଦୟ ବିଦ୍ୟାଳୟରେ ଅଧିକ ୫ ହଜାର ସିଟ୍‌ ବୃଦ୍ଧି

ନୂଆଦିଲ୍ଲୀ: ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ପାଇଁ ଖୁସି ଖବର। ଚଳିତ ୨୦୧୯-୨୦ ଶିକ୍ଷା ବର୍ଷ ପାଇଁ ଜବାହର ନବୋଦୟ ବିଦ୍ୟାଳୟରେ ଅଧିକ ୫ ହଜାର ସିଟ୍ ବୃଦ୍ଧି କରାଯାଇଛି। କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ପ୍ରକାଶ ଜାଭ୍‌ଡେକର ଆଜି ଏହି ସୂଚନା ଦେଇଛନ୍ତି। ବର୍ତ୍ତମାନ ଗ୍ରାମାଞ୍ଚଳ ଛାତ୍ରଛାତ୍ରୀଙ୍କ ପାଇଁ ୪୬ହଜାର ୬ଶହ ରେସିଡେନ୍‌ସିଆଲ୍‌ ସ୍କୁଲ ରହିଛି। ଗତ ଚାରି ବର୍ଷ ମଧ୍ୟରେ ମୋଟ୍ ୯ ହଜାର ସିଟ୍ ବଢ଼ାଯାଇଥିବା ମନ୍ତ୍ରୀ ସୂଚନା ଦେଇଛନ୍ତି। ୨୦୧୯ ଶିକ୍ଷା […]

  • Friday, 16 July 2021
bjp
ଆଗାମୀ ସାଧାରଣ ନିର୍ବାଚନ ପାଇଁ ବିଜେପିର ପ୍ରସ୍ତୁତି

ନୂଆଦିଲ୍ଲୀ: ଆଗାମୀ ସାଧାରଣ ନିର୍ବାଚନ ପାଇଁ ବିଜେପି ପ୍ରସ୍ତୁତି ଆରମ୍ଭ କରିଛି। ଗୃହମନ୍ତ୍ରୀ ରାଜନାଥ ସିଂ ଓ ଅର୍ଥମନ୍ତ୍ରୀ ଅରୁଣ ଜେଟ୍‌ଲିଙ୍କୁ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ଦିଆଯାଇଛି। ରାଜନାଥ ସିଂଙ୍କୁ ୨୦୧୯ ସାଧାରଣ ନିର୍ବାଚନ ପାଇଁ ବିଜେପିର ଇସ୍ତାହାର କମିଟିର ଅଧ୍ୟକ୍ଷ ଏବଂ ଅର୍ଥମନ୍ତ୍ରୀ ଅରୁଣ ଜେଟ୍‌ଲିଙ୍କୁ ପ୍ରଚାର କମିଟିର ଅଧ୍ୟକ୍ଷ ଭାବେ ନିଯୁକ୍ତ କରାଯାଇଛି। ଏଥିସହ ଆଗାମୀ ସାଧାରଣ ନିର୍ବାଚନ ପାଇଁ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ୍ ଶାହ ୧୭ଟି ଗ୍ରୁପ୍‌ ମଧ୍ୟ ଗଠନ କରିଛନ୍ତି। ବିଜେପିର […]

  • Friday, 16 July 2021