• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

National Updates

winter
ଉତ୍ତର ଭାରତରେ ଭୀଷଣ ଶୀତ ଲହରୀ

ନୂଆଦିଲ୍ଲୀ : ଉତ୍ତର ଭାରତରେ ଭୀଷଣ ଶୀତ ଲହରୀ ଜାରି ରହିଛି। ଗତ ଏକ ସପ୍ତାହ ଧରି ହରିଆଣା, ପଂଜାବରେ ପ୍ରବଳ ଶୀତ ଅନୁଭୂତ ହେଉଛି। ଏପରିକି ଅନେକ ସ୍ଥାନରେ ତାପମାତ୍ରା ସାଧାରଣ ସ୍ତରଠାରୁ ଅନେକ ତଳେ ରହିଛି। ହରିଆଣାର କର୍ଣ୍ଣାଲରେ ତାପମାତ୍ରା ଶୂନ ଡିଗ୍ରୀ ରେକର୍ଡ କରାଯାଇଛି।  ହିସାର, ଅମ୍ବାଲା, ନର୍ଣ୍ଣଲ, ରୋହତକ, ଭିୱାନୀ, ସିର୍ସା ଅଂଳଚରେ ତାପମାତ୍ରା ୪ଡିଗ୍ରୀ ତଳେ ରହିଛି। ସେହିପରି ପଂଜାବର ଅଦମପୁରରେ ସର୍ବନିମ୍ନ ତାପମାତ୍ରା ୦.୨ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି। […]

  • Friday, 16 July 2021
bihar
ବିହାରରେ ଏନ୍‌ଡିଏ ଆସନ ବୁଝାମଣା ବିବାଦ ତୁଟିଲା

ନୂଆଦିଲ୍ଲୀ :  ଆସନ ବୁଝାମଣାକୁ ନେଇ ବିହାରରେ ଏନ୍‌ଡିଏରେ ଦେଖାଦେଇଥିବା ଅସନ୍ତୋଷ ଦୂର ହୋଇଛି। ରାଜ୍ୟରେ ବିଜେପି ଓ ସଂଯୁକ୍ତ ଜନତା ଦଳ ପ୍ରତ୍ୟେକ ୧୭ଟି ଲେଖାଏଁ ଆସନରେ ଲଢ଼ିବେ। ଅନ୍ୟତମ ସହଯୋଗୀ ଦଳ ଲୋକ ଜନଶକ୍ତି ପାର୍ଟି ୬ଟି ଆସନରେ ପ୍ରାର୍ଥୀ ଦେବ। ଏହାସହ ଏଲ୍‌ଜେପି ନେତା ତଥା କେନ୍ଦ୍ର ଖାଦ୍ୟ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ରାମବିଳାସ ପାଶ୍ୱାନଙ୍କୁ ରାଜ୍ୟସଭା ପଠାଯିବ ବୋଲି ସହମତି ହୋଇଛି। ଏନେଇ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ, […]

  • Friday, 16 July 2021
r11
ସାରଦା ଚିଟ୍‌ଫଣ୍ଡ ମାମଲା; କୋଲକାତା ପୁଲିସ୍‌ କମିଶନର୍‌ଙ୍କୁ ଜେରା କରିବ ସିବିଆଇ

କୋଲକାତା: ସାରଦା ଚିଟ୍‌ଫଣ୍ଡ ମାମଲାରେ ସିବିଆଇ କୋଲକାତା ପୁଲିସ୍‌ କମିଶନର୍‌ ରାଜୀବ କୁମାରଙ୍କୁ ଜେରା କରିବ। ଏଥିପାଇଁ ଜିଲ୍ଲାର ସିବିଆଇ ଟିମ୍‌ ମେଘାଳୟ ରାଜଧାନୀ ଶିଲଂରେ ପହଞ୍ଚିଛି। ଅନ୍ୟପଟେ ରାଜୀବ କୁମାର ଶିଲଂରେ ଥିବା ସିବିଆଇ ଅଫିସରେ ପହଞ୍ଚିଛନ୍ତି। ପୂର୍ବରୁ ସାରଦା ଚିଟ୍‌ଫଣ୍ଡ ମାମଲାରେ ତଦନ୍ତ କରୁଥିବା ସିବିଆଇ କୋଲକାତାସ୍ଥିତ କମିଶନର ରାଜୀବ କୁମାରଙ୍କ ଘରକୁ ଯାଇଥିବା ବେଳେ ପୁଲିସ୍‌-ସିବିଆଇ ଟିମ୍‌ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା। ଏହାପରେ ମାମଲା ସୁପ୍ରିମକୋର୍ଟକୁ ଯାଇଥିଲା। ସୁପ୍ରିମକୋର୍ଟ ମାମଲାର […]

  • Friday, 16 July 2021
u1
ମଦ ପିଇ ୪୪ଜଣଙ୍କ ମୃତ୍ୟୁ

ଲକ୍ଷୌ: ଉତ୍ତରପ୍ରଦେଶ ଓ ଉତ୍ତରାଖଣ୍ଡରେ ବିଷାକ୍ତ ମଦ ପିଇ ମୃତ୍ୟୁ ସଂଖ୍ୟା ୪୪ରେ ପହଞ୍ଚିଛି। କେବଳ ଉତ୍ତରପ୍ରଦେଶର ଶାହରନପୁର ଓ କୁଶୀନଗର ଜିଲ୍ଲାରେ ୩୬ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଉଭୟ ଜିଲ୍ଲାର ମୃତକମାନେ ଗୋଟିଏ ଜାଗାରୁ ମଦ କିଣିଥିବା ଜଣାପଡ଼ିଛି। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କା ଲେଖାଏ  କ୍ଷତିପୂରଣ  ପ୍ରଦାନ ନିମେନ୍ତ ଘୋଷଣା କରିଛନ୍ତି। ଅନ୍ୟପଟେ ପୁଲିସ୍‌ ଓ ଜିଲ୍ଲା ପ୍ରଶାସନ ଘଟଣାର ତଦନ୍ତ ଆରମ୍ଭ କରିଛି। ଏହି ଘଟଣାରେ […]

  • Friday, 16 July 2021
tv-up
ଶସ୍ତା ହେବ ଟିଭି, କମ୍ପୁଟର୍ ଓ ସିନେମା ଟିକଟ୍

ନୂଆଦିଲ୍ଲୀ  : ଏଣିକି ଶସ୍ତା ହେବ ଟେଲିଭିଜନ, କମ୍ପୁଟର, ସିନେମା ଟିକଟ୍ ଓ ତୀର୍ଥଯାତ୍ରୀଙ୍କ ପାଇଁ ବିମାନ ଯାତ୍ରା। ଗାଡ଼ି ପାଇଁ ଥାର୍ଡ ପାର୍ଟି ଇନ୍ସୁରାନ୍ସରେ ବି  ପଡ଼ିବ କମ୍ ଖର୍ଚ୍ଚ। ଦ୍ରବ୍ୟ ଓ ସେବା କର ବା ଜିଏସଟିକୁ ଆହୁରି ସରଳୀକରଣ କରିବାକୁ ଯାଇ ଆଜି ବହୁ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ଉପରେ ଟିକସ ହ୍ରାସ ଘୋଷଣା କରିଛନ୍ତି ସରକାର। ନୂଆଦିଲ୍ଲୀରେ ଅନୁଷ୍ଠିତ ୩୧ତମ ଜିଏସଟି କାଉନସିଲ ବୈଠକରେ ୨୮ ପ୍ରତିଶତ ସ୍ଲାବରେ ଥିବା ୭ […]

  • Friday, 16 July 2021