ନୂଆଦିଲ୍ଲୀ: ଉତ୍ତରପ୍ରଦେଶ ଓ ରାଜସ୍ଥାନରେ ଧୂଳିଝଡର ତାଣ୍ଡବ। ପ୍ରଳୟଙ୍କାରୀ ଧୂଳିଝଡରେ ୭୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବାବେଳେ ଅନେକ ଗୁରୁତର ଆହତ ହୋଇଛନ୍ତି। ମୃତ୍ୟୁ ସଂଖ୍ୟା ଆହୁରି ବଢ଼ିପାରେ ବୋଲି ଆଶଙ୍କା କରାଯାଉଛି। ଉତ୍ତରପ୍ରଦେଶରେ ୪୫ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଆଗ୍ରାରେ କେବଳ ୩୬ଜଣଙ୍କ ମୃତ୍ୟୁ ଘଟିଛି। ସେହିପରି ଧୂଳିଝଡର ତାଣ୍ଡବରେ ରାଜସ୍ଥାନରେ ୨୭ଣଙ୍କ ମୃତ୍ୟୁ ହୋଇଛି। ଉତ୍ତରପ୍ରଦେଶ ଓ ରାଜସ୍ଥାନ ବ୍ୟତୀତ ଦିଲ୍ଲୀରେ ମଧ୍ୟ ଧୂଳିଝଡ଼ର ତାଣ୍ଡବ ଦେଖିବାକୁ ମିଳିଛି। ତେବେ ଦିଲ୍ଲୀରେ କିଛି କ୍ଷୟକ୍ଷତି ହୋଇନଥିବାର […]
ହାଇଦ୍ରାବାଦ୍: ରେଳ ଷ୍ଟେସନ୍ରେ ଆପଣ ଚା’ କିମ୍ବା କଫି ପିଉଛନ୍ତି କି ? ହେଲେ ହୁସିଆର୍। ଆପଣ ପିଉଥିବା ଚା’ ଆଉ କଫି କେଉଁ ପାଣିରେ ତିଆରି ହେଉଛି ତାକୁ ନେଇ ଆପଣଙ୍କୁ ରହିବାକୁ ପଡ଼ିବ ଯଥେଷ୍ଟ ସାବଧାନ। କାରଣ, ଟ୍ରେନ୍ରେ ବିକ୍ରି ହେଉଥିବା ଚା’ରେ ଶୌଚାଳୟ ପାଣି ମିଶା ଯାଇଥିବା ଘଟଣା ସମ୍ନାକୁ ଆସିଛି। ଗତ କିଛି ଦିନ ହେବ ସୋସିଆଲ ମିଡ଼ିଆରେ ଏକ ଭିଡ଼ିଓ ଭାଇରାଲ ହେବାପରେ ଏମିତି ଏକ ଧାରଣା ଲୋକଙ୍କ ମନରେ […]
ସାଲେପୁର: ସାଲେପୁର ନାବାଳିକା ଦୁଷ୍କର୍ମ ଓ ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତ ଜେଲରେ ଆତ୍ମହତ୍ୟା ଉଦ୍ୟମ କରିଥିବା ଅଭିଯୋଗ ହୋଇଛି। ଗତକାଲି ସେ ପାଇଖାନା ଭିତରେ ବେକରେ ଗାମୁଛା ଲଗାଇ ଆତ୍ମହତ୍ୟା ଉଦ୍ୟମ କରିଥିବା ଜଣାପଡ଼ିଛି। ଏହି ଖବର ପାଇବା ପରେ ସାଙ୍ଗେ ସାଙ୍ଗେ ସାଲେପୁର ଥାନା ପୋଲିସ ଜେଲକୁ ଯାଇ ତଦନ୍ତ କରିଛି। ଏହା ସହିତ ଅଭିଯୁକ୍ତ ବିରୋଧରେ ପୁଣି ଏକ ମାମଲା କରିଥିବା ଜଣାପଡ଼ିଛି। ତେବେ ଏ ସଂପର୍କରେ ଜେଲ କର୍ତ୍ତୃପକ୍ଷଙ୍କ କୌଣସି ପ୍ରତିକ୍ରିୟା […]
ନୂଆଦିଲ୍ଲୀ : କେନ୍ଦ୍ରରେ ସରକାର ଗଠନର ପ୍ରକ୍ରିୟା ତ୍ୱରାନ୍ୱିତ ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ୍ ଶାହ। ଦିଲ୍ଲୀରେ ଥିବା ୭ ଲୋକ କଲ୍ୟାଣ ମାର୍ଗ ବାସଭବନରେ ପ୍ରଧାନମନ୍ତ୍ରୀଙ୍କୁ ଭେଟି ଉଭୟେ ମନ୍ତ୍ରିମଣ୍ଡଳ ସଂପର୍କରେ ଆଲୋଚନା କରିଥିବା ଜଣାପଡ଼ିଛି। କାହାକୁ କ୍ୟାବିନେଟ ପାହ୍ୟା ମିଳିବ, କିଏ ମନ୍ତ୍ରିମଣ୍ଡଳରେ ରହିବେ, କିଏ ବାଦ୍ ପଡ଼ିବେ, କାହାକୁ କେଉଁ ବିଭାଗ ମିଳିବ, ଅମିତ ଶାହା ମନ୍ତ୍ରିମଣ୍ଡଳରେ ସାମିଲ ହେଲେ କିଏ ଦଳର ପରବର୍ତ୍ତୀ ସଭାପତି […]
କୋରାପୁଟ: ଜଳପ୍ରପାତରେ ଫଟୋ ଉଠାଇବା ହେଲା କାଳ। ଫଟୋ ଉଠାଇବା ବେଳେ ଜଳପ୍ରପାତରୁ ୫୦ ଫୁଟ ତଳକୁ ଖସି ପଡ଼ିଲେ ଯୁବକ। ଯୁବକ ଜଣକ ଗୁରୁତର ଆହତ ହୋଇଥିବାର ଜଣାପଡ଼ିଛି। କୋରାପୁଟ ଜିଲ୍ଲା ପଟାଙ୍ଗି ବ୍ଲକ ଗାଲି ଗବଡ଼ରେ ଥିବା ରତିବାଲି ଜଳପ୍ରପାତରେ ଏହି ଅଘଟଣ ଘଟିଛି। ଆହତ ହୋଇଥିବା ଯୁବକଙ୍କ ନାଁ ସୁବ୍ରତ ନାଗ। ଗତକାଲି ସେ ଏହି ଜଳପ୍ରପାତକୁ ବୁଲିବାକୁ ଯାଇଥିଲେ। ଫଟୋ ଉଠାଇବା ସମୟରେ ଖସି ଯାଇଥିଲା ତାଙ୍କ ଗୋଡ଼। ଫଳରେ ପ୍ରାୟ ୫୦ […]
ବାଲିଗୁଡ଼ା: ଅଭିଯୋଗକାରୀ ହିଁ ନିଜେ ଲୁଟେରା। କଟକ ପରେ ଏଭଳି ଘଟଣା ପୁଣି ନଜରକୁ ଆସିଛି କନ୍ଧମାଳ ଜିଲ୍ଲା ବାଲିଗୁଡାରେ। ସୂଚନା ଅନୁସାରେ, ଗତ ଏପ୍ରିଲ ୩ ତାରିଖରେ ଦାରିଙ୍ଗିବାଡି ନିକଟ ପଟାଙ୍ଗିରେ ୫ଲକ୍ଷରୁ ଅଧିକ ଟଙ୍କା ଲୁଟ୍ ହୋଇଥିଲା। ଏକ ଘରୋଇ ସ୍କୁଲର ମ୍ୟାନେଜର ଏମ୍.ଡ଼ି ନୁରାଲି ଟଙ୍କା ନେଇ ଯାଉଥିବାବେଳେ କିଛି ଦୁର୍ବୃତ୍ତ ତାଙ୍କଠାରୁ ଟଙ୍କା ଲୁଟି ନେଇଥିବା ସେ ଦାରିଙ୍ଗିବାଡି ଥାନାରେ ଅଭିଯୋଗ କରିଥିଲେ। ଘଟଣାକୁ ନେଇ ପୋଲିସ ଏକ ମାମଲା ରୁଜୁ […]
ଭୁବନେଶ୍ୱର: କାଳବୈଶାଖୀ ପ୍ରଭାବରେ ଆଜି ରାଜ୍ୟର କିଛି ସ୍ଥାନରେ ବର୍ଷା ଓ ଘଡ଼ଘଡ଼ି ହେବାର ସମ୍ଭାବନା ରହିଛି। ଏନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗ ସତର୍କ ସୂଚନା ଜାରି କରିଛି । କାଳବୈଶାଖୀ ପ୍ରଭାବରେ ଆଜି ରାଜ୍ୟର ୮ ଜିଲ୍ଲା- ନବରଙ୍ଗପୁର, ନୂଆପଡ଼ା, କୋରାପୁଟ, ରାୟଗଡ଼ା, କଳାହାଣ୍ଡି, କନ୍ଧମାଳ, ଗଞ୍ଜାମ ଓ ଗଜପତିରେ ଦିନ ୧୨ଟା ୪୫ ମଧ୍ୟରେ ବର୍ଷା ହେବାର ସମ୍ଭାବନା ରହିଛି। ଏହି ସମୟରେ ୫୦ରୁ ୬୦ କିମି ବେଗରେ ପବନ ବହିବା ସହ […]
ଭୁବନେଶ୍ୱର: କାଳବୈଶାଖୀ ବର୍ଷା ଯୋଗୁଁ ରାଜ୍ୟରେ ତାତି କମିଛି। ଏହା ଦ୍ୱାରା ଲୋକେ ଆଶ୍ୱସ୍ତ ହୋଇଛନ୍ତି। କେବଳ ଭବାନୀପାଟଣାର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଛି। ବାକି ସବୁ ସ୍ଥାନର ତାପମାତ୍ରା ୨-୩ ଡିଗ୍ରୀ ଲେଖାଏଁ କମିଛି। ଆଜି ମଧ୍ୟ ବିଭିନ୍ନ ସ୍ଥାନରେ କାଳବୈଶାଖୀ ହେବାର ସମ୍ଭାବନା ଅଛି। ବର୍ଷା ପବନ ଯୋଗୁଁ ୫ ତାରିଖ ଯାଏଁ ସାରା ରାଜ୍ୟରେ ତାପମାତ୍ରା କମ୍ ରହିବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି। ଘଡ଼ଘଡ଼ି ଓ […]
ନୂଆପଡ଼ା: ଓଡ଼ିଶା-ଛତିଶଗଡ଼ ସୀମାନ୍ତରେ ମାଓ ହମଲାରେ ଦୁଇ ଯବାନ ସହିଦ ହୋଇଛନ୍ତି। ନୂଆପଡ଼ା ଜିଲ୍ଲା ସୀମାନ୍ତବର୍ତ୍ତୀ ଆମାମୋଲା ଗାଁ ନିକଟରେ ମାଓବାଦୀମାନେ ଏହି ଶକ୍ତିଶାଳୀ ବିସ୍ପୋରଣ କରିଛନ୍ତି। ଏଥିରେ ଛତିଶଗଡ଼ ପୋଲିସର ଦୁଇ ଯବାନ ପ୍ରାଣ ହରାଇଛନ୍ତି। ଛତିଶଗଡ଼ ଗିରିଆବନ୍ଧ ଏସ୍ପିଙ୍କ ସୂଚନା ଅନୁସାରେ, ନୂଆପଡ଼ା ସୀମାନ୍ତ ଆମାମୋଲା ଗାଁରେ ଛତିଶଗଡ଼ ପୋଲିସ ପକ୍ଷରୁ ସମସ୍ୟା ନିବାରଣ ଶିବିର ଆୟୋଜିତ ହେବାର ଥିଲା। ଶିବିର ପୂର୍ବରୁ ଗତକାଲି ପୋଲିସ ପକ୍ଷରୁ ସଂପୃକ୍ତ ଅଞ୍ଚଳରେ ପାଟ୍ରୋଲିଂ ଚାଲିଥିବା ବେଳେ […]
ଭୁବନେଶ୍ୱର: ସ୍ମାର୍ଟ ସିଟିରେ ଖୁବଶୀଘ୍ର ଆରମ୍ଭ ହେବ ବାଇସାଇକେଲ ସେୟାରିଂ ସେବା। ମୋବାଇଲ ଆପ୍ସ ମାଧ୍ୟମରେ ମିଳିବ ସାଇକେଲ ସେବା। ବୁଧବାର ଏହି ସୂଚନା ଦେଇଛନ୍ତି ବିଡିଏ ଭିସି କ୍ରୀଷନ କୁମାର। ସୂଚନା ଅନୁସାରେ ନିଜ ମୋବାଇଲରେ ବୁକିଂ କରି ଗ୍ରାହକ ସାଇକେଲ ଚଳାଇ ପାରିବେ। ପ୍ରଥମ ପର୍ଯ୍ୟାୟରେ ୨୦୦୦ ସାଇକେଲର ବ୍ୟବସ୍ଥା କରାଯିବ। ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ GPS ଲଗା ସାଇକେଲ ରହିବ। ସାଇକେଲ ପାଇଁ ମୋବାଇକ୍ କମ୍ପାନୀକୁ ଦାୟିତ୍ୱ ଦିଆଯାଇଛି। ସାଇକେଲ ଷ୍ଟାଣ୍ଡ ପାଇଁ […]
ନୂଆପଡ଼ା: କୋମନା ଥାନା ମଝା ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି। ଦୁଇ ପୁତୁରାଙ୍କ କଳି ମେଣ୍ଟାଇବାକୁ ଯାଇ ଜୀବନ ହାରିଛନ୍ତି ବଡ଼ ବାପା। ସୂଚନା ଅନୁସାରେ ମଝା ଗାଁର ଦୁଲ ସିଂ ନାମକ ଜଣେ ବ୍ୟକ୍ତି ଦୁଇ ପୁତୁରା କଳି ଲାଗୁଥିବା ଦେଖି ତାଙ୍କୁ ଅଟକାଇବାକୁ ଚେଷ୍ଟା କରିଥିଲେ। କିନ୍ତୁ ପୁତୁରା ବଦନ ସିଂ କ୍ଷୁବ୍ଧ ହୋଇ ବଡ଼ ବାପାଙ୍କୁ ମାଡ଼ ମାରିଥିଲେ। ଏଥିରେ ଗୁରୁତର ଆହତ ହୋଇଥିଲେ ଦୁଲ। ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। […]
ନୂଆଦିଲ୍ଲୀ: ବିଶ୍ୱର ପ୍ରଦୂଷିତ ସହରଗୁଡ଼ିକର ତାଲିକା ପ୍ରକାଶ କରିଛି ବିଶ୍ୱସ୍ୱାସ୍ଥ୍ୟ ସଙ୍ଗଠନ। କିନ୍ତୁ ଚିନ୍ତାର ବିଷୟ ହେଉଛି କି ବିଶ୍ୱର ସବୁଠାରୁ ଅଧିକ ପ୍ରଦୂଷିତ ସହର ତାଲିକାରେ ଭାରତର କାନପୁର ସହର ଶାର୍ଷ ସ୍ଥାନରେ ରହିଛି। ସେହିଭଳି ମେଟ୍ରୋ ସିଟିଗୁଡ଼ିକ ମଧ୍ୟରୁ ଦିଲ୍ଲୀ ପ୍ରଦୂଷିତ ସହର ମଧ୍ୟରେ ୧ ନମ୍ବର ସ୍ଥାନରେ ରହିଛି। କେବଳ ସେତିକି ନୁହେଁ ଟପ୍ ୧୫ଟି ପ୍ରଦୂଷିତ ସହର ମଧ୍ୟରେ ଭାରତର ୧୪ଟି ସହର ରହିଛି। PM 2.5ର ପରିମାଣକୁ ନେଇ ଏହି […]
ଶ୍ରୀନଗର: ଜାମ୍ମୁ କାଶ୍ମୀରରେ ସୋପିଆଁଠାରେ ଏକ ସ୍କୁଲ ବସ୍ ଉପରେ ପଥର ମାଡ଼ କରିଛନ୍ତି ବିକ୍ଷୋଭକାରୀ। ଏଥିରେ ଅନେକ ସ୍କୁଲ ଛାତ୍ରଛାତ୍ରୀ ଆହତ ହୋଇଛନ୍ତି। ଆହତମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଏହି ଘଟଣାକୁ ସାରା ଦେଶରେ ନିନ୍ଦା କରାଯାଇଛି। ଜାମୁ-କାଶ୍ମୀରର ମୁଖ୍ୟମନ୍ତ୍ରୀ ମେହେବୁବା ମୁଫ୍ତି ମଧ୍ୟ ଘଟଣାରେ କ୍ରୋଧ ପ୍ରକାଶ କରି ଦୋଷୀଙ୍କୁ ଦଣ୍ଡ ଦିଆଯିବ ବୋଲି କହିଛନ୍ତ। ସେହିପରି ପୂର୍ବତନ ମୁଖ୍ୟମନ୍ତ୍ରୀ ଉମର ଅବ୍ଦୁଲ୍ଲା ମଧ୍ୟ ଏହାକୁ କଡ଼ା ନିନ୍ଦା କରି ଟ୍ୱିଟ୍ କରିଛନ୍ତି। ଏପରି […]
ଭୁବନେଶ୍ୱର: ରାଜ୍ୟରେ ସ୍ଥିତି ଦୃଢ଼ କରିବା ପାଇଁ ଜୋରସୋର ଉଦ୍ୟମ ଚଳାଇଛି କଂଗ୍ରେସ। ମିଶନ ୧୯ ପାଇଁ ଦଳ ଜିଲ୍ଲା ସ୍ତରରେ ନିଜର ଘର ସଜାଡ଼ିବାରେ ଲାଗିପଡ଼ିଛି। ଏପରି କ୍ଷେତ୍ରରେ ରାଜ୍ୟ କଂଗ୍ରେସ ସଭାପତି କହିଛନ୍ତି ଯେ, ଏଥର ପିସିସି ଜୁମ୍ବୋ ଟିମ୍ ନୁହେଁ, ଛୋଟ ଟିମ୍ ହେବ। ପ୍ରଭାରୀ ଜିତେନ୍ଦ୍ର ସିଂହଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏହି ଟିମ୍ ଗଠନ ହେବ, ଏବଂ ଆସନ୍ତା ୧୫ ସୁଦ୍ଧା ଜିଲ୍ଲା କମିଟି ମଧ୍ୟ ଗଠନ କରାଯିବ ବୋଲି ନିରଞ୍ଜନ […]
ଭୁବନେଶ୍ୱର: ମହାନଦୀ ସୁରକ୍ଷା ଯାତ୍ରା ଆରମ୍ଭକୁ ନେଇ ବିଜେଡିରେ ଦ୍ୱନ୍ଦ୍ୱ ଦେଖା ଦେଇଛି। ବିଜେଡି ଉପ ସଭାପତି ତଥା ମନ୍ତ୍ରୀ ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ସୂଚନାକୁ ଖଣ୍ଡନ କରିଛନ୍ତି ଦଳର ମୁଖପାତ୍ର ପ୍ରତାପ ଦେବ। ଆସନ୍ତା ୭ ତାରିଖରୁ ମହାନଦୀ ସୁରକ୍ଷା ଯାତ୍ରା ଆରମ୍ଭ ହେବା ନେଇ ସୂଚନା ଦେଇଥିଲେ ସୂର୍ଯ୍ୟ ପାତ୍ର। କହିଥିଲେ ଯେ, ମହାନଦୀର ଉଭୟ ପଠାରେ ଶୋଭାଯାତ୍ରା ଓ ସଭା ହେବ। ଦିନ ତମାମ ଶୋଭାଯାତ୍ରା ପରେ ସନ୍ଧ୍ୟାରେ ସଭା ହେବ। ମହାନଦୀ […]
ସୋଲନ: ବେଆଇନ ନିର୍ମାଣକୁ ଉଚ୍ଛେଦ ବେଳେ ମହିଳା ଅଧିକାରୀଙ୍କୁ ଗୁଳି କରି ହତ୍ୟା। ଏଭଳି ଘଟଣା ଘଟିଛି ହିମାଚଳ ପ୍ରଦେଶର ସୋଲନ ଜିଲ୍ଲାରେ କସୌଲିଠାରେ। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ସୋଲନ ଜିଲ୍ଲାର ବିଭିନ୍ନ ସ୍ଥାନରେ ହୋଇଥିବା ବେଆଇନ ନିର୍ମାଣକୁ ଉଚ୍ଛେଦ କାର୍ଯ୍ୟ ଚାଲିଛି। ଗତକାଲି ଏହାର ତଦାରଖ କରିବାକୁ ନିଜ ଟିମ୍ ସହ ଯାଇଥିଲେ ସୋଲନ ଜିଲ୍ଲାର ସହକାରୀ ଟାଉନ୍ ପ୍ଲାନର ଶୈଳବାଳା ଶର୍ମା। ସେମାନେ କସୌଲିର ନାରାୟଣ ଗେଷ୍ଟ ହାଉସକୁ ଉଚ୍ଛେଦ କରିବା ସମୟରେ ଏହାର […]
ନବରଙ୍ଗପୁର: ଭିଡିଓ ଭାଇରାଲ ପରେ ନାବାଳିକାଙ୍କ ଆତ୍ମହତ୍ୟା ଅଭିଯୋଗ। ନବରଙ୍ଗପୁର ଜିଲ୍ଲା ଝରିଗାଁ ଥାନା ଅଞ୍ଚଳରେ ଘଟିଛି ଏହି ଅଘଟଣ। ଅଭିଯୋଗ ଅନୁଯାୟୀ ସମ୍ପୃକ୍ତ ଗାଁର ଜଣେ ଯୁବକ ନାବାଳିକାଙ୍କ ସହ ଦୁଷ୍କର୍ମ କରି ମୋବାଇଲରେ ଭିଡିଓ ସୁଟିଂ କରିଥିଲା। ପରେ ଏହି ଅଶ୍ଳୀଳ ଭିଡିଓଟିକୁ ଅଭିଯୁକ୍ତ ଭାଇରାଲ କରିଥିଲା। ଅନ୍ତରଙ୍ଗ ଭିଡିଓ ଭାଇରାଲ ପରେ ନାବାଳିକା ଜଣକ ଗଛରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି। ଘଟଣାର ଅଭିଯୁକ୍ତ ଫେରାର ଥିବା ବେଳେ ଏନେଇ […]
ଭୁବନେଶ୍ୱର: କାଳବୈଶାଖୀ ନେଇ ସତର୍କ କଲା ପାଣିପାଗ ବିଭାଗ। ଆଜି ପ୍ରବଳ ବର୍ଷା ସାଙ୍ଗକୁ ପବନ ଓ ବଜ୍ରପାତ ହେବାର ସମ୍ଭାବନା ରହିଛି। ଏଥିପାଇଁ ଭୁବନେଶ୍ୱର ପାଣିପାଗ କେନ୍ଦ୍ର ପକ୍ଷରୁ ରାଜ୍ୟର ୬ଟି ଜିଲ୍ଲାକୁ ସତର୍କ କରାଯାଇଛି। ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ଦେବଗଡ଼, କେନ୍ଦୁଝର ଓ ଅନୁଗୁଳ ଜିଲ୍ଲାବାସୀ ରାତି ୮ଟା ୧୫ ପର୍ଯ୍ୟନ୍ତ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି। ଏହି ଜିଲ୍ଲାଗୁଡ଼ିକରେ ପ୍ରବଳ ବର୍ଷା ସହ ୫୦ରୁ ୬୦କିମି ବେଗରେ ପବନ ବହିବାର ସମ୍ଭାବନା ମଧ୍ୟ […]
କେନ୍ଦୁଝର: ଭିଜିଲାନ୍ସ ଜାଲରେ ଓଏମ୍ସିର ମହିଳା ଫାର୍ମାସିଷ୍ଟ। କେନ୍ଦୁଝର ଜିଲ୍ଲା ଶୁଆକାଟିର ଓଏମ୍ସି ଗନ୍ଧମାର୍ଦ୍ଦନର ଫାର୍ମାସିଷ୍ଟ ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ଫାର୍ମାସିଷ୍ଟ ଲୀନା ପ୍ରିୟଦର୍ଶିନୀ ଏକ ବିଲ୍ କରାଇଦେବା ପାଇଁ ରାଜେଶ କୁମାର ବେହେରା ନାମକ ଜଣେ ବ୍ୟକ୍ତିଙ୍କୁ ୧୦ ହଜାର ଟଙ୍କା ଲାଞ୍ଚ ଦାବି କରିଥିଲେ। ଏ ନେଇ ରାଜେଶ କଟକ ଭିଜିଲାନ୍ସ ସେଲ୍ରେ ଅଭିଯୋଗ କରିଥିଲେ। ଯୋଜନାବଦ୍ଧ ଭାବେ ଆଜି ଫାର୍ମାସିଷ୍ଟ ଜଣଙ୍କ ରାଜେଶଙ୍କଠାରୁ ୧୦ ହଜାର ଟଙ୍କା ଲାଞ୍ଚ […]
ଗଞ୍ଜାମ : ଗଞ୍ଜାମ ଶେରଗଡ଼ରେ ଅଘଟଣ। ଛାତ ଭୁଶୁଡ଼ି ଗୋଟିଏ ୫ବର୍ଷୀୟ ଶିଶୁର ମୃତ୍ୟୁ ହୋଇଛି। ୩ ଜଣ ଆହତ ହୋଇଛନ୍ତି। ଶେରଗଡ଼ ବ୍ଲକ ଗୋଠଗାଁ ପଞ୍ଚାୟତର ପୁନାନ୍ଦ ଗାଁରେ ଏହି ଅଘଟଣ ଘଟିଛି। ରାତିରେ ଘରେ ଶୋଇଥିଲେ ବାପା, ମା ଓ ୨ ଜଣ ଛୋଟ ପୁଅ। ଶୋଇଥିବା ବେଳେ ସମସ୍ତଙ୍କ ଉପରେ ଛାତରୁ କଂକ୍ରିଟ ଖସି ପଡିଥିଲା। ୪ଜଣଙ୍କୁ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଶିଶୁପୁତ୍ରର ମୃତ୍ୟୁ ହୋଇଥିଲା। ବାପା, ମା […]