• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

vlcsnap-error753
ସୋଶାଲ୍ ମିଡିଅାରେ ଭାଇରାଲ ହେଉଛି ଘଞ୍ଚ ଜଙ୍ଗଲରେ ଗରିଲା ତାଲିମ୍‌ ଭିଡିଓ

ଭୁବନେଶ୍ୱର: ସୋଶାଲ୍ ମିଡିଆରେ ବୁଲୁଛି ମାଓବାଦୀଙ୍କ ଯୁଦ୍ଧ କୌଶଳ। ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ସହ ଲାଲ ବାହିନୀ ଟ୍ରେନିଂ କ୍ୟାମ୍ପର ଚିତ୍ର ଭାଇରାଲ ହେବାରେ ଲାଗିଛି। ପୁଲିସକୁ ଟକ୍କର ଦେବାକୁ ମାଓ କ୍ୟାମ୍ପରେ କେମିତି ଦିଆଯାଉଛି ଗରିଲା ଯୁଦ୍ଧର ତାଲିମ ଗୋଟି ଗୋଟି ଦୃଶ୍ୟ ରହିଛି ଏ ଭିଡିଓରେ। ଛତିଶଗଡ଼ ସୁକମା ଜିଲ୍ଲା ଦୁର୍ନିପାଲ ଅଞ୍ଚଳରୁ ଏ ଭିଡିଓ ମାଓବାଦୀଙ୍କ ଦ୍ୱାରା ସୋଶାଲ୍‌ ମିଡିଆରେ ଛଡ଼ାଯାଇଥିବା ଅନୁମାନ କରାଯାଉଛି। ଗତ ୬ ତାରିଖ ଦିନ ଛତିଶଗଡ଼ ପୁଲିସ ଓ […]

  • Tuesday, 20 July 2021
accident
ଡମ୍ପରକୁ ଧକ୍କା ଦେଲା ବସ୍‌: ୧୦ ଆହତ, ୪ ଗୁରୁତର

ଭଦ୍ରକ (ତପନ ସ୍ୱାଇଁ): ଭଦ୍ରକ ଜିଲ୍ଲା ୧୬ ନମ୍ୱର ଜାତୀୟ ରାଜପଥର ଅସୁରା ଛକ ନିକଟରେ ଗତକାଲି ବିଳମ୍ବିତ ରାତିରେ ଏକ ସଡ଼କ ଦୁର୍ଘଟଣାର ୧୦ ଜଣ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୪ ଜଣଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ରହିଛି। ରାସ୍ତାକଡ଼ରେ ଠିଆ ହୋଇଥିବା ଏକ ଡମ୍ପରକୁ ‘ଡଲଫିନ୍‌’ ନାମକ ବସ୍‌ଟି ପଛପଟୁ ଧକ୍କା ଦେବା ଫଳରେ ଏହି ଦୁର୍ଘଟଣା ଘଟିଛି। ଗୁରୁତରମାନେ ପଶ୍ଚିମବଙ୍ଗର ଟାଳିଗଞ୍ଜ ଅଞ୍ଚଳର ସପନ ଚୌଧୁରୀ, ସିପ୍ରା ଚୌଧୁରୀ, ଏମ.ଡି କାମୁଏଲ, ଶ୍ୟାମ […]

  • Tuesday, 20 July 2021
vlcsnap-error798
ଭୁବନେଶ୍ୱରିଅାଙ୍କୁ ଡ୍ରେନ୍ ଡର: ଭାସିଯାଇ ବ୍ୟକ୍ତିଙ୍କ ମୃତ୍ୟୁ ପରେ ଉଠିଲା ପ୍ରଶ୍ନ

ଭୁବନେଶ୍ୱର: ଗତକାଲି ଡ୍ରେନ୍‌ରେ ଭାସିଯାଇ ଜଣଙ୍ଗର ମୃତ୍ୟୁହେବା ପରେ ପ୍ରତିକ୍ରିୟା ରଖିଛନ୍ତି ବିଏମ୍‌ସି ମେୟର ଅନନ୍ତ ନାରାୟଣ ଜେନା। ବର୍ଷା ବେଳେ ଡ୍ରେନ୍‌ ନିକଟକୁ ନଯାଇ, ନିଜେ ସଚେତନ ରହିବା ପାଇଁ ଦେଇଛନ୍ତି ପରାମର୍ଶ। ଏପଟେ ଜୀବନ ଯିବା ପରେ ଆରମ୍ଭ ହୋଇଛି ସରକାରୀ ତତ୍ପରତା। ପ୍ରଶାସନର ଅପାରଗତା ଯୋଗୁ ସୋମବାର ଗଙ୍ଗନଗର ଅଞ୍ଚଳରେ ହରିହର ପଟ୍ଟନାୟକ ଡ୍ରେନ୍‌ରେ ଭାସି ପ୍ରାଣ ହରାଇଲେ। ଡ୍ରେନ୍‌କୁ ବ୍ୟାରିକେଡିଂ କରାଯିବା ସହ ସତର୍କ ସୂଚନା ଫଳକ ଲଗାଯାଇଛି। ବର୍ଷ ତମାମ୍ […]

  • Tuesday, 20 July 2021
police
ଥାନାରେ ପଶି ପୁଲିସ୍‌କୁ ପିଟିଲେ

ଭୁବନେଶ୍ୱର: ଭୁବନେଶ୍ୱର ସ୍ଥିତ ସହିଦ ନଗର ଥାନାରେ ତୁମୁଳ କାଣ୍ଡ ଘଟିଛି। କିଛି ଦୁର୍ବୃତ୍ତଙ୍କ ଆକ୍ରମଣରେ ସହିଦନଗର ଥାନା ଆଇଆଇସି ଓ ଏଏସ୍‌ଆଇଙ୍କ ସମେତ କିଛି ପୁଲିସ୍‌ କର୍ମଚାରୀ ଆହତ ହୋଇଛନ୍ତି। ଦୁର୍ବୃତ୍ତଙ୍କ ଆକ୍ରମଣରେ ଏଏସ୍‌ଆଇ ଅଭୟ କୁମାର ରାଉତଙ୍କ ମୁଣ୍ଡ ଫାଟି ଯାଇଛି। ଗତକାଲି ବିଳମ୍ବିତ ରାତିରେ ଏହି ଘଟଣା ଘଟିଛି। ସୂଚନାଯୋଗ୍ୟ, ଗତକାଲି ରାତିରେ ଦୁଇଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟିଥିଲା। ଏହାପରେ କିଛି ଲୋକ ଅଭିଯୋଗ ଦାଖଲ କରିବା ପାଇଁ ସହିଦନଗର ଥାନାକୁ ଆସିଥିଲେ। […]

  • Tuesday, 20 July 2021
siba
ଆଜି ମହାଶିବରାତ୍ରୀ: ବିଭିନ୍ନ ଶିବାଳୟରେ ଶ୍ରଦ୍ଧାଳୁଙ୍କ ଭିଡ଼

ଭୁବନେଶ୍ୱର: ଆଜି ମହାଶିବରାତ୍ରୀ। ଏଥିପାଇଁ ସକାଳୁ ସକାଳୁ ରାଜ୍ୟର ବିଭିନ୍ନ ଶିବାଳୟ ଚଳଚଞ୍ଚଳ ହୋଇଉଠିଛି। ମହାପ୍ରଭୁ ଶ୍ରୀଲିଙ୍ଗରାଜ, ଲୋକନାଥ, ଧବଳେଶ୍ୱର, କପିଳାସ, ଆଖଣ୍ଡଳମଣି ସମେତ ବିଭିନ୍ନ ଶୈବପୀଠରେ ଶ୍ରଦ୍ଧାଳୁଙ୍କ ଗହଳି ଲାଗି ରହିଛି। ମହାପ୍ରଭୁ ଲିଙ୍ଗରାଜଙ୍କ ପୀଠରେ ସକାଳେ ମଙ୍ଗଳ ଆଳତି ଓ ଅବକାଶ ନୀତି ପରେ ପ୍ରାୟ ସାଢ଼େ ୧୦ଟାରେ ସାହାଣମେଲା ଦର୍ଶନ ଶେଷ ହୋଇଛି। ବର୍ତ୍ତମାନ ମହାପ୍ରଭୁଙ୍କ ଅନ୍ୟାନ୍ୟ ନୀତି ଜାରି ରହିଛି। ଆଜି ରାତି ୧୦ଟାରେ ମହାପ୍ରଭୁ ଲିଙ୍ଗରାଜଙ୍କ ମହାଦୀପ ଉଠିବା ନେଇ […]

  • Tuesday, 20 July 2021
vlcsnap-error512
ଲଗାଣ ବର୍ଷାରେ ବି ନକ୍ସଲପ୍ରବଣ କନ୍ଧମାଳରେ କମ୍ବିଂ ଜୋରଦାର

କନ୍ଧମାଳ: ଆସନ୍ତାକାଲି ସାରା ଦେଶ ପାଳିବ ସ୍ୱାଧୀନତା ଦିବସ। ୭୨ ତମ ସ୍ୱାଧିନତା ଦିବସ ଅବସରରେ ସୁରକ୍ଷାକୁ ଗୁରୁତ୍ୱ ଦେଇ କନ୍ଧମାଳରେ ଜୋରଦାର ହୋଇଛି କମ୍ବିଂ ଅପରେସନ। ଜିଲ୍ଲାରେ ଲଗାଣ ବର୍ଷା ଲାଗି ରହିଥିବାବେଳେ ବର୍ଷାକୁ ଖାତିର ନକରି କମ୍ବିଂ ଅପରେସନକୁ ଜୋରଦାର କରିଛନ୍ତି ସୁରକ୍ଷାକର୍ମୀ। ପ୍ରବଳ ବର୍ଷାରୁ ଜିଲ୍ଲାରେ ବିଭିନ୍ନ ନଦୀର ଜଳସ୍ତର ବୃଦ୍ଧି ପାଉଥିବାବେଳେ ଯବାନମାନେ ପାଣିରେ ପଶି କମ୍ବିଂ ଚଳାଇଛନ୍ତି। ଜିଲ୍ଲାର ବାଲିଗୁଡା, କୋଟଗଡ଼, ତୁମୁଡିବନ୍ଧ, ବରଖମା, ବେଲଘର ଓ ଦାରିଙ୍ଗବାଡିରେ ଜୋରସୋରରେ […]

  • Tuesday, 20 July 2021
vlcsnap-error500
ଓଡ଼ିଶାରୁ ୨୯ ଜଣ ପାଇବେ ପୁଲିସ ପଦକ

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ପକ୍ଷରୁ ଜାତୀୟ ପୁଲିସ ମେଡାଲ ଘୋଷଣା ହୋଇଛି। ଏଥର ବିଭିନ୍ନ ବର୍ଗରେ ରାଜ୍ୟର ୨୯ ଜଣଙ୍କୁ ପୁଲିସ ପଦକ ମିଳିବ। ୧୧ ଜଣଙ୍କୁ ପୁଲିସ ସାହସିକତା ପଦକ ମିଳିବାର ଥିବା ବେଳେ ୪ ପୁଲିସ କର୍ମଚାରୀଙ୍କୁ ଉଲ୍ଲେଖନୀୟ ସେବା ପଦକ ଓ ୧୪ ପୁଲିସ କର୍ମଚାରୀ ପାଇବେ ପ୍ରଶଂସନୀୟ ସେବା ପଦକ। ସେମାନେ ହେଲେ ଛତ୍ରପୁର ଅଷ୍ଟମ ବାଟାଲିୟନ କମାଣ୍ଡାଣ୍ଟ ଉଦୟ କୁମାର ରଥ, ସପ୍ତମ ସ୍ୱତନ୍ତ୍ର ବାଟାଲିୟନ କମାଣ୍ଡାଣ୍ଟ ଜବାହର ମୋହନ […]

  • Tuesday, 20 July 2021
baby
ବିଲରୁ ମିଳିଲା ନବଜାତ ଶିଶୁ

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା ବାଘମାରୀ ହଟ୍ଟକେଶ୍ୱର ମହିଳା ମହାବିଦ୍ୟାଳୟ ପଛପଟୁ ଏକ ବିଲ ଭିତରୁ ନବଜାତ ଶିଶୁ କନ୍ୟାକୁ ଉଦ୍ଧାର କରାଯାଇଛି। ଶିଶୁଟିକୁ ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଖବର ଅନୁଯାୟୀ, ଆଜି ଭୋରରେ ସ୍ଥାନୀୟ ଅଞ୍ଚଳର ଲିଲି ନାୟକ ନାମକ ଜଣେ ମହିଳା ନିଜ ବିଲକୁ ଯାଉଥିଲେ। ଏହି ସମୟରେ ଶିଶୁର କାନ୍ଦ ଶୁଣି ଆଖପାଖ ଖୋଜାଖୋଜି କରିଥିଲେ। ପରେ ବିଲରେ ଏକ ନବଜାତ ଶିଶୁକୁ ଦେଖି ତାଙ୍କ ସ୍ୱାମୀଙ୍କୁ ଖବର ଦେଇଥିଲେ। […]

  • Tuesday, 20 July 2021
deadbody
କାଠ ଫାଳିଆରେ ପିଟି ବାପାକୁ ମାରିଦେଲେ ମା’ ଝିଅ

ଅନୁଗୁଳ: ଅନୁଗୁଳ ଜିଲ୍ଲା ସମଲ ଥାନା ସିଲିଂ ଗାଁରେ ଏକ ଜଘନ୍ୟ ହତ୍ୟାକାଣ୍ଡ ଘଟିଛି। ମା’ ଓ ଦୁଇ ଝିଅ ମିଶି କାଠ ଫାଳିଆରେ ପିଟି ପିଟି ବାପାକୁ ହତ୍ୟା କରିଥିବା ଜଣାପଡ଼ିଛି। ପୋଲିସ ଅଭିଯୁକ୍ତ ମା’ ଓ ଝିଅକୁ ଅଟକ ରଖି ପଚରାଉଚରା କରୁଛି। ଖବର ଅନୁଯାୟୀ, ସିଲିଂ ଗାଁର ସୁନନ୍ଦ ପ୍ରଧାନଙ୍କର ଆଜି ଭୋରରୁ ତାଙ୍କ ସ୍ତ୍ରୀ ଓ ଦୁଇ ଝିଅଙ୍କ ସହ ପାରିବାରିକ ସମସ୍ୟାକୁ ନେଇ ଝଗଡ଼ା ହୋଇଥିଲା। ଏହି ଝଗଡ଼ା ସମୟରେ […]

  • Tuesday, 20 July 2021
policeee
ମାଜିଷ୍ଟ୍ରେଟଙ୍କୁ କୋର୍ଟ ଭିତରକୁ ଛାଡ଼ିଲାନି ପୋଲିସ

ମାଲକାନଗିରି: କଣ୍ଟେନ୍‌ମେଣ୍ଟ ଜୋନ୍‌କୁ ନେଇ ବିବାଦ। ଫଳରେ ମାଜିଷ୍ଟ୍ରେଟଙ୍କୁ କୋର୍ଟ ଭିତରକୁ ଛାଡ଼ିଲାନି ପୋଲିସ।  ବ୍ୟାରିକେଡ୍ ନଖୋଲିବାରୁ ୨ ଘଣ୍ଟାରୁ ଅଧିକ ସମୟ ବାହାରେ ଅଟକିଲେ ଜଜ୍ ଏବଂ ଓକିଲ। ଏଭଳି ଅଭାବନୀୟ ଘଟଣା ମାଲକାନଗିରିରେ ଘଟିଛି। ଖବର ଅନୁଯାୟୀ, ମାଲକାନଗିରି କୋର୍ଟ ନିକଟରେ କରୋନା ରୋଗୀ ଚିହ୍ନଟ ପରେ କୋର୍ଟ ପରିସରକୁ ୧୫ ତାରିଖ ପର୍ଯ୍ୟନ୍ତ କଣ୍ଟେନ୍‌ମେଣ୍ଟ ଜୋନ୍‌ ଘୋଷଣା କରାଯାଇଥିଲା। ଗତକାଲି ଏହି କଟକଣା ଅବଧି ଶେଷ ହୋଇଥିଲା। ତେବେ ଆଜି ୧୦ଟାରେ ଜଜ୍‌ […]

  • Tuesday, 20 July 2021
fishhhhh
ମାଛ ପାଇଁ  କୋଭିଡ କଟକଣାକୁ ଫୁ

ଢେଙ୍କାନାଳ: ମାଛ ପାଇଁ ମାନିଲେନି କୋଭିଡ୍ କଟକଣା । ଖାଲି ସେତିକି ନୁହେଁ ୧୪୪ ଧାରା କଟକଣାକୁ ବି ମାନିଲେନି ଲୋକେ । ଆଉ ଶେଷରେ ପୋଲିସ ଲାଠି ଖାଇ ସାବାଡ ହେଲେ। ଲକ୍‌ଡାଉନ୍ ବେଳେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଢେଙ୍କାନାଳ ସହରରେ। ଖବର ଅନୁଯାୟୀ, ଦିନ ୨ଟା ପର୍ଯ୍ୟନ୍ତ ସହର ଖୋଲା ରହିବାକୁ ନିୟମ ରହିଛି ।୨ଟା ପରେ ପ୍ରଶାସନ ପକ୍ଷରୁ ୧୪୪ ଧାରା ଜାରି କରାଯାଇଛି । ମାତ୍ର ଏହି ସମୟରେ ସହରର […]

  • Tuesday, 20 July 2021
snake
ଉଦ୍ଧାର ହେଲା ପୁଳା ପୁଳା ନାଗ ସାପ

କଟକ: ଗୋଟିଏ ସ୍ଥାନରୁ ୧୯ଟି ନାଗ ଛୁଆଙ୍କୁ ଉଦ୍ଧାର କରାଯାଇଛି। କଟକ ମାହାଙ୍ଗା ଉଷୁମା ଗାଁର ପ୍ରମୋଦ ପଣ୍ଡାଙ୍କ ଘରୁ ଉଦ୍ଧାର ହୋଇଛି ନାଗ ଛୁଆ। ସ୍ନେକ୍ ହେଲ୍ପ ଲାଇନ ସଦସ୍ୟ ଗାଁରେ ପହଞ୍ଚି ସାପ ଉଦ୍ଧାର କରିଛନ୍ତି। ଖବର ଅନୁଯାୟୀ, ପ୍ରଥମେ ଦୁଇ ତିନଟି ନାଗ ଛୁଆ ଘରୁ ବାହାରିବାର ଦେଖିଥିଲେ ପରିବାର ଲୋକେ । ପରେ ସେହି ସ୍ଥାନକୁ ସଫା କରାଯିବା ପରେ ଏକ ଗାତରୁ ୧୯ଟି ନାଗ ଛୁଆ ମିଳିଛି। ଉଦ୍ଧାର ପରେ […]

  • Tuesday, 20 July 2021
Children Struggling
ଉତ୍କଟ ଦାରିଦ୍ର୍ୟ ଭିତରେ ବଳି ପଡୁଛି ସୁନ୍ଦର ଶୈଶବ, ନିଜ ଭବିଷ୍ୟତ ପାଇଁ ନିଜେ କରୁଛନ୍ତି ସଂଘର୍ଷ

ଉତ୍କଟ ଦାରିଦ୍ର୍ୟ ଭିତରେ ବଳି ପଡୁଛି ସୁନ୍ଦର ଶୈଶବ । ପାଠ ପଢ଼ି ଆଗକୁ ବଢ଼ିବାର ସ୍ୱପ୍ନ ଓ ଅଭିଳାସ ଭିତରେ ପଛକୁ ଗୋଡ଼ ଟାଣୁଛି ଆର୍ଥିକ ଅନଟନ ।

MO Cycle
୩୦୦ ମୋ ସାଇକେଲ୍ ଗାଏବ୍, ହେକ୍ସି କମ୍ପାନୀ ନାଁରେ FIR କଲା BMC

ବିଏମ୍‌ସିରୁ ଗାଏବ୍ ମୋ ସାଇକେଲ୍ । ଗୋଟିଏ କି ଦୁଇଟି ନୁହେଁ ଏକା ସାଙ୍ଗରେ ୩୦୦ ମୋ ସାଇକେଲ୍‌ର ମିଳୁନି ପତ୍ତା । ଯାହାକୁ ସ୍ୱୀକାର କରିଛନ୍ତି ଖୋଦ୍ ବିଏମ୍‌ସି କମିଶନର ସଞ୍ଜୟ ସିଂ ।

Gurgaon Building Collapsed
କୋଠା ଭୁଶୁଡ଼ି ୩ ମୃତ, ଏବେ ଚାପି ହୋଇ ରହିଛନ୍ତି ଅନେକ

ଗୁରୁଗ୍ରାମରେ କୋଠା ଭୁଶୁଡି ୩ ଜଣଙ୍କ ମୃତ୍ୟୁ । ଗୁରୁଗ୍ରାମର ଖୱାସପୁର ଗାଁରେ ଘଟିଛି ଅଘଟଣ । ଗତକାଲି ରାତିରେ କୋଠାଟି ହଠାତ୍ ଭୁଶୁଡି ପଡିଥିଲା ।

Delhi NCR Rain
ସାଂଘାତିକ ବର୍ଷା, ରାତିରୁ ସକାଳ ଯାଏ ବର୍ଷିଲା ! ଅବସ୍ଥା ବେହାଲ..

ଦିଲ୍ଲୀରେ ପାଗ ପରିବର୍ତ୍ତନ ପରେ ବର୍ଷାରେ ବେହାଲ ରାଜଧାନୀ । ଦୀର୍ଘ ଦିନ ହେବ ଗରମ ଯୋଗୁଁ ତ୍ରାହି ତ୍ରାହି ଡାକୁଥିବା ଦିଲ୍ଲୀବାସୀଙ୍କ ପାଇଁ ଆଶ୍ୱସ୍ତି ଆଣିଦେଇଛି ବର୍ଷା ।

Mangal Pandey
ଆଜି ପ୍ରଥମ ସଂଗ୍ରାମୀ ବୀର ମଙ୍ଗଳ ପାଣ୍ଡେଙ୍କ ଜନ୍ମଦିନ : ଆସନ୍ତୁ ଜାଣିବା ତାଙ୍କ ବିଷୟରେ କିଛି ଅଜଣା କଥା

ସେଦିନ ଥିଲା ୧୮୫୭ ମସିହା ମାର୍ଚ୍ଚ ୨୧ ତାରିଖ । ୩୪ ତମ ପ୍ଲାଟୁନ୍‌ର ପ୍ୟାରେଡ୍‌ ବାରାକପୋରରେ ଚାଲିଥିଲା। କ୍ରୋଧରେ ଭରା ଜଣେ ସୈନିକ ତାଙ୍କ ବନ୍ଧୁକ ସହିତ ଧାଡ଼ିର ଆଗକୁ ଚାଲି ଆସିଲେ। ସେ ପ୍ରାୟ ଦେଢ ମାସ କ୍ରୋଧରେ ପରିପୂର୍ଣ୍ଣ ଥିଲେ। ସେହି ବ୍ରାହ୍ମଣ ସୈନିକ ଥିଲେ ମଙ୍ଗଳ ପାଣ୍ଡେ।

nayaada
ଘର ଆଗରେ କଣ୍ଟା, ଦୋକାନକୁ ଗଲେ ଖାଲି ହାତରେ ଫେରାଉଛି ଦୋକାନୀ

ନୟାଗଡ଼: ନୟାଗଡ଼ରେ କଙ୍ଗାରୁ କୋର୍ଟ । ପୋଖରୀ ଲିଜ୍‌ ନେବାକୁ କେନ୍ଦ୍ର କରି ଆରମ୍ଭ ହୋଇଥିବା ବିବାଦ ଦିନକୁ ଦିନ ଘନୀଭୂତ ହେବାରେ ଲାଗିଛି। କଥା କଙ୍ଗାରୁ କୋର୍ଟରେ ପହଞ୍ଚିଥିବା ବେଳେ ଗ୍ରାମବାସୀ ସମ୍ପୂର୍ଣ୍ଣ ପରିବାରକୁ ନିଆଁ ପାଣି ବାସନ୍ଦ କରିଦେଇଛନ୍ତି। ଏମିତିକି ଘର ଦୁଆର ମୁହଁରେ କଣ୍ଟା ପକାଇ ଗେଟ୍‌କୁ ବନ୍ଦ କରାଯାଇଛି। ଯଦି କେହି ଗେଟ୍‌ ଖୋଲିବେ, ତାଙ୍କୁ ଜୀବନରୁ ମାରି ଦେବାକୁ ଧମକ ମଧ୍ୟ ଦିଆଯାଉଛି। ଏପରି ଅମାନବୀୟ ଘଟଣା ଘଟିଛି ନୟାଗଡ଼ […]

  • Monday, 19 July 2021
khurda
ଡାକ୍ତରଙ୍କ ପୁଅକୁ କରୋନା, ବନ୍ଦ ହେଲା ଓପିଡି

ବାଙ୍କି: କଟକ ଜିଲ୍ଲା ବାଙ୍କି ମୁଖ୍ୟ ଚିକିତ୍ସାଳୟର ଓପିଡ଼ିକୁ ୨ ଦିନ ପାଇଁ ବନ୍ଦ କରିଛନ୍ତି ଉପଜିଲ୍ଲାପାଳ।  ବାଙ୍କୀ ଡାକ୍ତରଖାନାରେ କାର୍ଯ୍ୟରତ ଜଣେ ଡାକ୍ତରଙ୍କ ପୁଅର ସ୍ୱାବ୍ ଟେଷ୍ଟ ପଜିଟିଭ୍ ଚିହ୍ନଟ ପରେ ଏହି ପଦକ୍ଷେପ ଗ୍ରହଣ କରାଯାଇଛି। ଖବର ଅନୁଯାୟୀ, ଡାକ୍ତରଙ୍କ ପୁଅ ବାହାର ରାଜ୍ୟରୁ ଆସି ହୋମ୍‌ ଆଇସୋଲେସନ୍‌ରେ ରହିଥିଲେ। ହେଲେ ଆଜି ତାଙ୍କ ରିପୋର୍ଟ ପଜିଟିଭ ଆସିଛି। ସୁରକ୍ଷା ଦୃଷ୍ଟି କୋଣରୁ ଡାକ୍ତରଖାନାର ଓପିଡ଼ିକୁ ଦୁଇ ଦିନ ପାଇଁ ବନ୍ଦ କରାଯାଇଛି। ଏହା […]

  • Monday, 19 July 2021
mahila
ଆବାସ ଯୋଜନା ଯୋଗୁ ବିବାଦ, ଗର୍ଭବତୀଙ୍କୁ ଆକ୍ରମଣ

ଭଦ୍ରକ: ଭଦ୍ରକ ଜିଲ୍ଲା ଭଣ୍ଡାରୀ ପୋଖରୀ ବ୍ଲକ ବିରୋଳି ଶାସନରେ ଗର୍ଭବତୀଙ୍କୁ ଆକ୍ରମଣ । ଆବାସ ଯୋଜନାରେ ମିଳିଥିବା ଘରକୁ ନେଇ ଏଭଳି ଆକ୍ରମଣ ହୋଇଥିବା ସୂଚନା ମିଳିଛି। ମହିଳାଙ୍କୁ ଆକ୍ରମଣର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଘଟଣା ପଦାକୁ ଆସିଛି । ଏନେଇ ମହିଳା ଜଣକ ଭଣ୍ଡାରୀପୋଖରୀ ଥାନାରେ ଏତଲା ଦେଇଛନ୍ତି। ମାଡ଼ ଯୋଗୁ ଗର୍ଭବତୀଙ୍କ ଅବସ୍ଥା ଗୁରୁତର ରହିଛି । ତାଙ୍କୁ ଯାଜପୁର ଜିଲ୍ଲା ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ପୋଲିସ […]

  • Monday, 19 July 2021
death
କଣ୍ଟେନ୍‌ମେଣ୍ଟ ଯୋଗୁ ଆସିଲାନି ଆମ୍ୱୁଲାନ୍ସ, ଚାଲିଗଲା ଶିଶୁର ଜୀବନ

ବାଲିଗୁଡ଼ା: କଣ୍ଟେନ୍‌ମେଣ୍ଟ ଯୋଗୁ ରାସ୍ତା ବନ୍ଦ ଥିବାରୁ ଗାଁ ଭିତରକୁ ଆସିପାରିଲା ନାହିଁ ଆମ୍ଭୁଲାନ୍ସ। ଏନେଇ ୭ବର୍ଷର ପୁଅ ପ୍ରାଣ ହରାଇଥିବା ଅଭିଯୋଗ ହୋଇଛି। ଏମିତିକି ପିଲାଟିର ଶବ ଆଣିବା ପାଇଁ ଆମ୍ୱୁଲାନ୍ସ କି ମହାପ୍ରୟାଣ ଗାଡ଼ି ମଧ୍ୟ ମିଳିଲାନାହିଁ। ତେବେ ପରିବାର ଲୋକେ ପିଲାଟିର ଶବକୁ ବାଇକ୍ ଯୋଗେ ଘରକୁ ନେଇଥିଲେ। ଏଭଳି ଅଭାବନୀୟ ଘଟଣାଟି ଘଟିଛି କନ୍ଧମାଳ ଜିଲ୍ଲା ରାଇକିଆ ଅଞ୍ଚଳରେ। ଖବର ଅନୁଯାୟୀ, ଗତକାଲି ସୁଗଡ଼ବାଡ଼ି ଗାଁର ୭ବର୍ଷର  ବାଳକ ବାଲୁଙ୍କେଶ୍ୱର ଅସୁସ୍ଥ […]

  • Monday, 19 July 2021
cutt
୨୭ନଂ ୱାର୍ଡକୁ କଣ୍ଟେନମେଣ୍ଟ ଜୋନ୍ କଲା ସିଏମ୍‌ସି

କଟକ: କଟକ ମହାନଗର ନିଗମ ଅଞ୍ଚଳ ୨୭ ନମ୍ବର ଓ୍ୱାର୍ଡର ପୁରୁଣା ରାଉସାପାଟଣାର କିଛି ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯାଇଛି। ଏହି ଅଞ୍ଚଳରୁ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ପରେ କଣ୍ଟାକ୍ଟ ଟ୍ରେସିଂ ପାଇଁ ସିଏମ୍‌ସି ଏହି ପଦକ୍ଷେପ ନେଇଛି। ରାଉସାପାଟଣା ଅଞ୍ଚଳଟି ଜନବହୁଳ ହୋଇଥିବାରୁ କଣ୍ଟାକ୍ଟ ଟ୍ରେସିଂ ପାଇଁ ସିଏମ୍‌ସି କଣ୍ଟେନମେଣ୍ଟ ଜୋନ ଘୋଷଣା କରିବା ସହ ସାନିଟାଇଜ ମଧ୍ୟ ଆରମ୍ଭ କରିଛି । ଦକ୍ଷିଣ ପଟରେ ବିଦେଶୀ ମଦ ଦୋକାନ ସାମନାରେ ଥିବା […]

  • Monday, 19 July 2021
elephant
ହାତୀଛୁଆର ମୃତ୍ୟୁକୁ ନେଇ ନିଲମ୍ୱିତ ହେଲେ ଫରେଷ୍ଟର ଓ ଫରେଷ୍ଟ ଗାର୍ଡ

କେନ୍ଦୁଝର: କେନ୍ଦୁଝର ଜିଲ୍ଲା ବଡବିଲ୍‌ ରେଞ୍ଜ ସିଦ୍ଧମଠ ସଂରକ୍ଷିତ ଜଙ୍ଗଲ ଚୋରମାଲଦା ନିକଟରୁ ଦୁଇ ଦିନ ପୂର୍ବେ ଏକ ୪ବର୍ଷର ହାତୀଛୁଆର ଗଳିତ ମୃତଦେହ ଉଦ୍ଧାର ହୋଇଥିଲା। ଏହି ଘଟଣାରେ ଦାୟିତ୍ୱରେ ଅବହେଳା ଦେଖାଇ ଗୁଆଲିର ଜଣେ ଫରେଷ୍ଟର ଓ ଜଣେ ଫରେଷ୍ଟ ଗାର୍ଡକୁ ନିଲମ୍ୱନ କରିଛନ୍ତି କେନ୍ଦୁଝର DFO। ଖବର ଅନୁଯାୟୀ, ହାତୀପଲ ନଦୀକୁ ପାଣି ପିଇବାକୁ ଆସି ଫେରିବା ସମୟରେ ହାତୀଛୁଆର ମୃତ୍ୟୁ ଘଟିଥିବା ବନ ବିଭାଗ ଅନୁମାନ କରୁଛି। ମୃତ ହାତୀଛୁଆର ନିକଟବର୍ତ୍ତୀ […]

  • Monday, 19 July 2021
khurdaaa
ହସ୍ପିଟାଲରେ ନିଶାସକ୍ତ ଯୁବକଙ୍କ ଦାଦାଗିରି

ଖୋର୍ଦ୍ଧା: ହସ୍ପିଟାଲରେ ଯୁବକଙ୍କ ଦାଦାଗିରି। ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଗତକାଲି ରାତିରେ ଏପରି ଘଟଣା ଘଟିଥିବା ବେଳେ ପୋଲିସ ଅଭିଯୁକ୍ତକୁ ଗିରଫ୍‌ କରିଛି। ଖବର ଅନୁଯାୟୀ, ଗତକାଲି ବିଳମ୍ୱିତ ରାତିରେ ଶଲ୍ୟ ବିଭାଗ ଡାକ୍ତର ଶ୍ୟାମା ପ୍ରସନ୍ନ ମିତ୍ର, ଡାକ୍ତର ଶୁଭ୍ରାଶୁଂ କୁମାର ସାହୁ ଓ ଡାକ୍ତର ଶୁକ୍ଲା ଡ୍ୟୁଟିରେ ଥିଲେ। ଏହି ସମୟରେ ନିଶାସକ୍ତ ଥିବା ଜଣେ ଯୁବକ ଏକ ପାଇପ୍‌ ଧରି ସେମାନଙ୍କୁ ଆକ୍ରମଣ କରିବା ସହିତ ଗାଲିଗୁଲଜ କରିଥିଲେ। ନିଶାଶକ୍ତ ବ୍ୟକ୍ତିଙ୍କ […]

  • Monday, 19 July 2021