• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest

11222
ଜମ୍ମୁ କାଶ୍ମୀରରେ ହିଂସା; ସ୍କୁଲ ଘରେ ନିଆଁ ଲଗାଇଲେ ଆତଙ୍କବାଦୀ

ଶ୍ରୀନଗର: ରାତି ପାହିଲେ ଜମ୍ମୁ କଶ୍ମୀରରେ ବ୍ଲକ ଅଧ୍ୟକ୍ଷ ନିର୍ବାଚନ। ଏହା ପୂର୍ବରୁ ବିଭିନ୍ନ ସ୍ଥାନରେ ବୋମା ଫିଙ୍ଗି ଆତଙ୍କବାଦୀ ଏହି ନିର୍ବାଚନ ପ୍ରକ୍ରିୟାକୁ ବିରୋଧ କରୁଛନ୍ତି ବୋଲି ବାର୍ତ୍ତା ଦେଇଛନ୍ତି। ମଙ୍ଗଳବାର ବିଳମ୍ୱିତ ରାତିରେ ଆତଙ୍କବାଦୀ ମାନେ ଏକ ସ୍କୁଲରେ ନିଆଁ ଲଗାଇବା ସହିତ ପରିବା ମଣ୍ଡି ଉପରକୁ ବୋମା ଫିଙ୍ଗିଛନ୍ତି। ଯାହାକୁ ନେଇ ଏବେ କଶ୍ମୀରରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ମଙ୍ଗଳବାର ବିଳମ୍ୱିତ ରାତିରେ ଶ୍ରୀନଗର କୁଲଗାମରେ ଏକ ସ୍କୁଲ ଏବଂ […]

11111
‘ନୱାଜ ସରିଫଙ୍କୁ ଖାଇବାରେ ବିଷ ଦିଆଯାଇଛି!’

ଲାହୋର: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନଓ୍ୱାଜ ସରିଫଙ୍କୁ ଜେଲରେ ଖାଇବା ବେଳେ ବିଷ ଦିଆଯାଇଛି। ପାକିସ୍ତାନ ସେନା ବିରୋଧରେ ଏଭଳି ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି ନବାଜ ସରିଫଙ୍କ ପୁଅ ହୁସେନ ନଓ୍ୱାଜ। ଜେଲ ଖାଇବାରେ ବିଷ ଦିଆଯାଇଥିବାରୁ ଏବେ ତାଙ୍କ ବାପାଙ୍କ ଦେହ ଅସୁସ୍ଥ ରହୁଛି ବୋଲି ଆଶଙ୍କା କରିଛନ୍ତି ନଓ୍ୱାଜ ସରିଫଙ୍କ ପୁଅ। ହୁସେନ ଏବେ ଲଣ୍ଡନରେ ରହୁଛନ୍ତି। ତାଙ୍କ ବାପାଙ୍କୁ ଜେଲରେ ବିଷ ଦିଆଯାଇଛି ବୋଲି କିଛି ଲୋକ ତାଙ୍କୁ କହିବା ପରେ ସେ […]

34343434
ଡ୍ରେସ୍‌ରୁ ପ୍ରାଇସ୍‌ ଟ୍ୟାଗ୍‌ କାଢିବାକୁ ଭୁଲିଗଲେ ଜାହ୍ନବୀ

ମୁମ୍ବଇ:ବଲିଉଡ ଷ୍ଟାରଙ୍କ ଷ୍ଟାଇଲ୍‌, ଫ୍ୟାସନ ତାଙ୍କର ଫ୍ୟାନ୍ସଙ୍କୁ ବେଶ ପ୍ରଭାବିତ କରିଥାଏ। ଫ୍ୟାନ୍ସମାନେ ବିଶେଷକରି ଅଭିନେତ୍ରୀଙ୍କ ପରିଧାନ ଉପରେ ସେମାନେ ସବୁବେଳେ ନଜର ରଖିଥାନ୍ତି । ଆଉ ଏହି କାରଣରୁ ସୋଶାଲ ମିଡିଆରେ ଆଜି ଶ୍ରୀଦେବୀ ତନୟା ଜାହ୍ନବୀ କପୁରଙ୍କ ମଜାକ୍‌ ଉଡାଇଛନ୍ତି ଫ୍ୟାନ୍ସ।  ଜାହ୍ନବୀ ଭୁଲ୍‌ରେ ତାଙ୍କ ଡ୍ରେସ୍‌ରୁ ପ୍ରାଇସ୍‌ ଟ୍ୟାଗ୍‌ କାଢି ନ ଥିଲେ। ତାଙ୍କର ଏହି ଭୁଲ୍‌ ମିଡିଆ କ୍ୟାମେରା ଆଗରେ ଧରା ପଡ଼ି ଯାଇଥିଲା। ଆଉ ଏହା ପରେ ଫ୍ୟାନ୍ସମାନେ ଆରମ୍ଭ […]

234
ଲାଜକୁଳା ପ୍ରଭାସଙ୍କ ପାଇଁ କେତେ ବାହାଘର ପ୍ରସ୍ତାବ ଆସିଲାଣି ଜାଣନ୍ତି ?

ମୁମ୍ବାଇ: ସାଉଥ୍ ସୁପରଷ୍ଟାର୍ ପ୍ରଭାସଙ୍କ ଲୋକପ୍ରିୟତା ଏବେ ଆକାଶ ଛୁଇଁବାକୁ ଲାଗିଲାଣି। ଏବେ ସେ ଆଉ କେବଳ ସାଉଥ୍‌ ସୁପରଷ୍ଟାର୍ ହୋଇ ରହିନାହାନ୍ତି। ଏବେ ସେ ବଲିଉଡ୍‌ ପ୍ରେମୀଙ୍କର ବି ସୁପରଷ୍ଟାର୍‌ ହୋଇଯାଇଛନ୍ତି। କେବଳ ଏତିକି ନୁହେଁ ଫିଲ୍ମ ‘ବାହୁବଳୀ’ରେ ତାଙ୍କର ଦମଦାର ଅଭିନୟ ଦେଖି ସାରା ଦୁନିଆରେ ତାଙ୍କ ଲୋକପ୍ରିୟତା ବଢ଼ିଯାଇଛି। ନିକଟରେ ଲଣ୍ଡନରେ ମଧ୍ୟ ଏହି ଫିଲ୍ମକୁ ଷ୍ଟାଣ୍ଡିଂ ଓଭେଶନ୍‌ ମିଳିଥିଲା। ଆଜି ହେଉଛି ପ୍ରଭାସଙ୍କର ଜନ୍ମ ଦିନ। ଆଜି ସେ ୪୦ ବର୍ଷର […]

ipl match
ଆଇପିଏଲ୍‌ ୨୦୧୯: ଫାଇନାଲ୍‌ରେ ଚେନ୍ନାଇ-ମୁମ୍ବାଇ ମଧ୍ୟରେ ହେବ କଡ଼ା ଟକ୍କର

ନୂଆଦିଲ୍ଲୀ: ଦିଲ୍ଲୀ କ୍ୟାପିଟାଲ୍ସକୁ ପରାସ୍ତ କରି ଡିଫେଣ୍ଡିଂ ଚାମ୍ପିଅନ ଚେନ୍ନାଇ ସୁପର କିଙ୍ଗ୍ସ ଫାଇନାଲରେ ପ୍ରବେଶ କରିଛି। ବିଶାଖାପଟଣାରେ ଖେଳାଯାଇଥିବା ଦ୍ୱିତୀୟ କ୍ୱାଲିଫାୟର୍‌ ମ୍ୟାଚ୍‌ରେ ଚେନ୍ନାଇ ୬ ଓ୍ୱିକେଟରେ ବିଜୟୀ ହୋଇଛି। ପୂର୍ବରୁ ଫାଇନାଲ୍‌ରେ ପ୍ରବେଶ କରିଥିବା ମୁମ୍ବାଇ ଇଣ୍ଡିଆନ୍ସକୁ ଚେନ୍ନାଇ ଭେଟିବ। ଗତକାଲି ମ୍ୟାଚ୍‌ରେ ପ୍ରଥମେ ବ୍ୟାଟିଂ କରିଥିବା ଦିଲ୍ଲୀ କ୍ୟାପିଟାଲ୍ସ ନିର୍ଦ୍ଧାରିତ ୨୦ ଓଭରରେ ୧୪୭ ରନ କରିଥିଲା।  ଏହାର ଜବାବରେ ଚେନ୍ନାଇ ମାତ୍ର ୪ ଓ୍ୱିକେଟ୍‌ ହରାଇ ଲକ୍ଷ୍ୟ ହାସଲ କରିନେଇଥିଲା। ଟିମ୍‌  […]

gautam gambhir
୨୪ ଘଣ୍ଟା ମଧ୍ୟରେ ଗମ୍ଭୀରଙ୍କୁ କ୍ଷମା ମାଗିବାକୁ କହିଲା ଆପ୍

ନୂଆଦିଲ୍ଲୀ: ଆସନ୍ତାକାଲି ଷଷ୍ଠ ପର୍ଯ୍ୟାୟରେ ମତଦାନ ହେବାକୁ ଯାଉଛି। ଏହି ପର୍ଯ୍ୟାୟରେ ଦିଲ୍ଲୀର ୭ଟି ଆସନ ପାଇଁ ମତଦାନ ହେବ। ହେଲେ ଏହା ପୂର୍ବରୁ ପୂର୍ବ ଦିଲ୍ଲୀ ଲେକସଭା ଆସନର ଆମ୍‌ ଆଦମି ପାର୍ଟି (ଆପ୍) ପ୍ରାର୍ଥୀ ଆତୀଶ ମାରଲେନାଙ୍କ ବିରୋଧରେ ଆପତ୍ତିଜନକ ପୋଷ୍ଟରକୁ ନେଇ ମୁହାଁମୁହିଁ ହୋଇଛନ୍ତି ବିଜେପି ଓ ଆପ୍। ଏହି ଆପତ୍ତିଜନକ ପୋଷ୍ଟରକୁ ନେଇ ଉଭୟ ଦଳ ପରସ୍ପରକୁ ଦାୟୀ କରିଛନ୍ତି। ତେବେ ଗତକାଲି ଏ ନେଇ ବିଜେପି ପ୍ରାର୍ଥୀ ତଥା ପୂର୍ବତନ […]

1314151
ବିଦେଶରେ ପାକିସ୍ତାନ ବିରୋଧରେ ଏମିତି ବର୍ଷିଲେ ଭାରତର ମହିଳା ସାମ୍ୱାଦିକ

ନୂଆଦିଲ୍ଲୀ: ଆମେରିକା ବୈଦେଶିକ ମନ୍ତ୍ରଣାଳୟର କମିଟି ଆଗରେ ବର୍ଷିଛନ୍ତି ଭାରତର ମହିଳା ସାମ୍ୱାଦିକ ଆରତୀ ଟିକୋ ସିଂହ। ଆମେରିକା ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ଆୟୋଜିତ ‘ଦକ୍ଷିଣ ଏସିଆରେ ମାନବ ଅଧିକାର’ ଶୀର୍ଷକ ଆଲୋଚନାରେ ଭାଗ ନେଇ ପାକିସ୍ତାନର ବ୍ୟାଣ୍ଡ ବଜାଇଛନ୍ତି ଆରତୀ ଟିକୋ। କଶ୍ମୀରରେ ହେଉଥିବା ଆତଙ୍କବାଦ କାର୍ଯ୍ୟକଳାପ ବାବଦରେ ସାରା ବିଶ୍ୱର ଗଣମାଧ୍ୟମ ଏବଂ ମାନବାଧିକାର କର୍ମୀ ଆଜିଯାଏ କାହିଁକି ପ୍ରସଙ୍ଗ କରିନାହାନ୍ତି ବୋଲି ପ୍ରଶ୍ନ କରି ସମସ୍ତଙ୍କ ମୁହଁ ବନ୍ଦ କରି ଦେଇଛନ୍ତି। ପାକିସ୍ତାନର […]

122333
୩ ଆତଙ୍କୀଙ୍କ ସହ ନିପାତ ହେଲା ଜାକିର ମୂଷାର ଉତ୍ତରାଧିକାରୀ

ଜମ୍ମୁ କାଶ୍ମୀର ପୁଲିସ ଓ ଯବାନଙ୍କ ବଡ଼ ସଫଳତା ଏନକାଉଣ୍ଟରରେ ତିନି ସ୍ଥାନୀୟ ଆତଙ୍କବାଦୀ ନିପାତ ଜାକିର ମୂଷାର ଉତ୍ତରାଧିକାରୀ ମଧ୍ୟ ନିହତ ଶ୍ରୀନଗର: ଜମ୍ମୁ କଶ୍ମୀରରେ ସେନା ଏବଂ ପୁଲିସକୁ ବଡ଼ ସଫଳତା ମିଳିଛି। କାରଣ ଗତକାଲି ଯବାନଙ୍କ ଗୁଳିରେ ନିପାତ ହୋଇଥିବା ତିନି ଆତଙ୍କବାଦୀଙ୍କ ମଧ୍ୟରୁ ଜଣେ କଶ୍ମୀର ଯୁବକଙ୍କୁ ଆତଙ୍କବାଦରେ ସାମିଲ୍ ହେବାକୁ ପ୍ରବର୍ତ୍ତାଉଥିଲା। ଗତକାଲି ପୁଲ୍‌ୱାମା ଅଞ୍ଚଳର ତ୍ରାଲ୍‌ଠାରେ ଯବାନଙ୍କ ଏନକାଉଣ୍ଟରରେ ନିହତ ହୋଇଥିଲେ ୩ ଆତଙ୍କବାଦୀ। ଏହି ତିନି ଆତଙ୍କବାଦୀଙ୍କ […]

1111111
ଦାଦା ହେଲେ ବିସିସିଆଇ ବସ୍

ମୁମ୍ୱାଇ: ଆଜିଠୁ ବିସିସିଆଇରେ ଆରମ୍ଭ ହେଲା ସୌରଭ ଯୁଗ। ବୋର୍ଡ ଅଫ୍ କଣ୍ଟ୍ରୋଲ ଫର୍ କ୍ରିକେଟର (ବିସିସିଆଇ) ସଭାପତି ଭାବରେ ଦାୟିତ୍ୱ ଗ୍ରହଣ କରିଛନ୍ତି ସୌରଭ ଗାଙ୍ଗୁଲି। ୩୯ତମ ଅଧ୍ୟକ୍ଷ ଭାବେ ସୌରଭ ଏହି ଦାୟିତ୍ୱ ଗ୍ରହଣ କରିଛନ୍ତି। ଫଳରେ ସୁପ୍ରିମ୍ କୋର୍ଟଙ୍କ ଦ୍ୱାରା ନିଯୁକ୍ତ ପ୍ରଶାସନିକ କମିଟି (ସିଓଏ)ର ୩୩ମାସ ଧରି ଚାଲିଥିବା ଶାସନ ଶେଷ ହୋଇଛି। ବିସିସିଆଇର ଅଧ୍ୟକ୍ଷ ପଦ ପାଇଁ ଗାଙ୍ଗୁଲିଙ୍କ ନାମାଙ୍କନ ସର୍ବସମ୍ମତିକ୍ରମେ ହୋଇଛି। ଏବେ ଭାରତର ସଫଳତମ କ୍ରିକେଟର ଏବଂ […]

224345566
ନେତାଙ୍କୁ ଜୋତାମାଳ ପିନ୍ଧାଇ, ଗଧ ପିଠିରେ ବସାଇ ବୁଲାଇଲେ

ଜୟପୁର: ମଙ୍ଗଳବାର ୨ ଜଣ ବିଏସ୍‌ପି ନେତାଙ୍କୁ ଜୋତାମାଳ ପିନ୍ଧାଇବା ସହ ମୁହଁ କଳା କରି କାର୍ଯ୍ୟାଳୟ ବାହାରେ ବୁଲାଇଛନ୍ତି ଦଳର କର୍ମୀ। ଏହି ଦୁଇ ନେତା ଟିକେଟ୍‌ ବଣ୍ଟନରେ ଦୁର୍ନୀତି କରିଥିବା ଦର୍ଶାଇ କର୍ମୀମାନେ ଏପରି କରିଥିବା କୁହାଯାଉଛି। ଜାତୀୟ ସଂଯୋଜକ ରାମଜୀ ଗୌତମ ଏବଂ ଦଳର ପୂର୍ବତନ ରାଜସ୍ଥାନ ସଭାପତି ସୀତାରାମଙ୍କ ମୁହଁ ଏଭଳି କଳା କରାଯାଇଛି। ସେମାନେ ରାମଜୀଙ୍କୁ ଗଧରେ ବସାଇ ସ୍ଥାନୀୟ ଏକ କାର୍ଯ୍ୟାଳୟ ବାହାରେ ବୁଲାଇଛନ୍ତି। ସେଠାରେ ଥିବା ଜଣେ […]

supreme court
ସୁପ୍ରିମକୋର୍ଟରେ ଗ୍ରୀଷ୍ମ ଅବକାଶ ଛୁଟି

ନୂଆଦିଲ୍ଲୀ: ଚଳିତ ମାସ ମେ ୧୩ ତାରିଖରୁ ଜୁନ ୩୦ ତାରିଖ ଯାଏ ସୁପ୍ରିମକୋର୍ଟରେ ଗ୍ରୀଷ୍ମ ଅବକାଶ ଛୁଟି ରହିବ। ତେବେ ମେ ୨୫ରୁ ୩୦ ମଧ୍ୟରେ ପ୍ରଧାନ ବିଚାରପତି ଜଷ୍ଟିସ୍ ରଞ୍ଜନ ଗୋଗୋଇ ଛୁଟିରେ ରହିବେ ବୋଲି ଜଣାପଡ଼ିଛି। ଜୁଲାଇ ୧ ତାରିଖରେ ସୁପ୍ରିମକୋର୍ଟ ପୁଣି ଖୋଲିବ। ତେବେ ଏହି ଗ୍ରୀଷ୍ମ ଅବକାଶ ସମୟରେ ୩ଟି ପର୍ଯ୍ୟାୟରେ ବିଚାରପତି ମାନେ ଛୁଟିରେ ଯିବେ। ମେ ୧୩ରୁ ୨୮ ପ୍ରଥମ ପର୍ଯ୍ୟାୟ ରହିଥିବା ବେଳେ ମେ ୨୯ରୁ […]

1233
ଡାକ୍ତରଖାନାରେ ଭର୍ତ୍ତି ହେଲେ ରବର୍ଟ ଭଦ୍ରା

ନୋଏଡ଼ା: ଗାନ୍ଧି ପରିବାରର ଜ୍ୱାଇଁ ତଥା ବ୍ୟବସାୟୀ ରବର୍ଟ ଭଦ୍ରା ଗୁରୁତର ଅସୁସ୍ଥ ହୋଇପଡ଼ିଛନ୍ତି। ସେ ଭୀଷଣ ପିଠି ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ନୋଏଡ଼ା ସ୍ଥିତ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ପ୍ରିୟଙ୍କା ଗାନ୍ଧି ଭଦ୍ରାଙ୍କ ସ୍ୱାମୀ ରବର୍ଟ ଭଦ୍ରା ଏବେ ନୋଏଡ଼ାରେ ଥିବା ମେଟ୍ରୋ ମଲଟିସ୍ପେଶାଲିଟି ହସ୍ପିଟାଲର ଅର୍ଥୋପେଡିକ୍‌ ବିଭାଗରେ ଚିକିତ୍ସିତ ହେଉଛନ୍ତି। ଗତାକାଲି ରାତିରେ ନିଜେ ପ୍ରିୟଙ୍କା ତାଙ୍କୁ ହସ୍ପିଟାଲ ଆଣିଥିଲେ। ରାତିତମାମ ସେ ହସ୍ପିଟାଲରେ ରହିବା ପରେ ସକାଳୁ ଘରକୁ ଯାଇଛନ୍ତି। ହେଲେ […]

222222
ହେଲ୍‌ମେଟ୍‌ ପିନ୍ଧି ଟ୍ରାଫିକ୍‌ ନିୟମ ବୁଝାଇଲା କୁକୁର

ନୂଆଦିଲ୍ଲୀ: ଦେଶରେ ନୂଆ ମୋଟର ଭେଇକ୍ଲି ଆକ୍ଟ ଆସିବା ପରେ ସୋଶାଲ ମିଡିଆରେ ଏହାକୁ ନେଇ ବେଶ ଚର୍ଚ୍ଚା। ଏ ସଂକ୍ରାନ୍ତ ଅନେକ ରୋଚକ ଖବର ଓ ଫଟୋ ଆମେ ସୋଶାଲ ମିଡିଆରେ ଦେଖିବାକୁ ମିଳେ। ନିକଟରେ ଏମିତି ଏକ ଫଟୋ ଭାଇରାଲ ହୋଇଛି ଯାହାକୁ ଦେଖିଲେ ଆପଣ ନ ହସି ରହି ପାରିବେ ନାହିଁ। ‍ଫଟୋରେ ଦେଖିବାକୁ ମିଳିଛି ଏକ କୁକୁର ବାଇକ୍‌ରେ ପଛପଟେ ବସିଛି ଏବଂ ସେ ବି ହେଲମେଟ ପିନ୍ଧିଛି। ମାଲିକ ମଧ୍ୟ […]

11111
କଙ୍ଗାରୁକୁ ପାଣିରୁ ଉଦ୍ଧାର କଲା ପୁଲିସ, ଆଉ ତା ପରେ ....

ଅଷ୍ଟ୍ରେଲିଆ: ଅଷ୍ଟ୍ରେଲିଆର କାନବେରାରେ ଏମିତି ଏକ ଦୃଶ୍ୟ ସାମ୍ନାକୁ ଆସିଛି, ଯାହାକୁ ଦେଖିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ନଦୀରେ ଏକ କଙ୍ଗାରୁ ବୁଡ଼ି ଯାଉଥିବା ଦେଖି ଦୁଇ ଜଣ ପୁଲିସ କର୍ମଚାରୀ ବହୁ କଷ୍ଟରେ ତାକୁ ଉଦ୍ଧାର କଲେ। ହେଲେ ତା’ପରେ କଙ୍ଗାରୁ ଏମିତି କାମ କଲା…  ପାଣିରୁ କଙ୍ଗାରୁକୁ ଉଦ୍ଧାର କରିବାର ଦୃଶ୍ୟକୁ କେହିଜଣେ ମୋବାଇଲରେ ରେକର୍ଡିଂ କରିଥିଲେ ଯାହାର ଭିଡିଓ ଭାଇରାଲ ହୋଇଛି। ପୁଲିସ  କର୍ମୀମାନେ କଙ୍ଗାରୁକୁ ଥରେ ବହୁ କଷ୍ଟରେ ପାଣିରୁ ଉଦ୍ଧାର […]

pm modi
ୟୁପିରେ ଭଲ ନାହିଁ ବିଜେପିର ସ୍ଥିତି! ବଦଳିପାରେ ମେଣ୍ଟ ଚିତ୍ର

ନୂଆଦିଲ୍ଲୀ: ଗତ ସାଧାରଣ ନିର୍ବାଚନରେ ବିଜେପି ଉତ୍ତର ପ୍ରଦେଶରେ ୮୦ଟି ଆସନରୁ ୭୩ଟିରେ ବିଜୟୀ ହୋଇଥିବା ବେଳେ ଏଥର ଅଧାରୁ କମ୍ ଆସନ ପାଇପାରେ। ରାଜ୍ୟରେ ଆଉ ଦୁଇଟି ପର୍ଯ୍ୟାୟରେ ୨୭ଟି ଆସନ ପାଇଁ ମତଦାନ ହେବାକୁ ଥିବା ବେଳେ ବ୍ରୋକେରାଜେ ଫାର୍ମ ଏହି ସର୍ଭେ ରିପୋର୍ଟ ପ୍ରକାଶ କରିଛି। ଏଥିରେ କୁହାଯାଇଛି, ରାଜ୍ୟରେ ମୋଟ ଭୋଟ୍‌ର ୪୫ ପ୍ରତିଶତ ସମାଜବାଦୀ ପାର୍ଟି(ଏସ୍‌ପି) ଏବଂ ବହୁଜନ ସମାଜ ପାର୍ଟି(ବିଏସ୍‌ପି) ମେଣ୍ଟକୁ ଯିବ। ସେହିପରି ୩୪.୨ ପ୍ରତିଶତ ଭୋଟ୍‌ […]

12111
ମ୍ୟାଚ୍‌ବେଳେ ଘୁମେଇ ପଡ଼ିଲେ ଟିମ୍ ଇଣ୍ଡିଆର ମୁଖ୍ୟ କୋଚ୍

ନୂଆଦିଲ୍ଲୀ: ଘୁମେଇ ପଡ଼ିଲେ ଟିମ୍ ଇଣ୍ଡିଆର ମୁଖ୍ୟ କୋଚ୍ ରବି ଶାସ୍ତ୍ରୀ।  ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ମ୍ୟାଚ୍ ଚାଲୁଥିବା ବେଳେ ପାଭିଲିୟନ୍‌ରେ କୋଚ୍ ରବି ଶାସ୍ତ୍ରୀ ଶୋଇପଡ଼ିଥିଲେ। ଏହି ସମୟର ଫଟୋ ଏବେ ସୋଶାଲ ମିଡିଆରେ ଭାଇରାଲ୍ ହାଇଛି। ବିଭିନ୍ନ ମହଲରୁ ରବି ଶାସ୍ତ୍ରୀଙ୍କୁ ଏନେଇ ପ୍ରବଳ ସମାଲୋଚନା କରାଯାଇଛି ।  କିପରି ଭାରତ-ଦକ୍ଷିଣ ଆଫ୍ରିକା ମ୍ୟାଚ୍ ଚାଲୁଥିବା ବେଳେ ସେ ଶୋଇ ପଡ଼ିଥିଲେ ତାକୁ ନେଇ ପ୍ରଶ୍ନ କରିଛନ୍ତି କିଛି କ୍ରୀଡ଼ା ପ୍ରେମୀ । ରାଞ୍ଚିରେ […]

supreme-court
ସମ୍ପୂର୍ଣ୍ଣ ଷ୍ଟାଟସ୍ ରିପୋର୍ଟ ଦାଖଲ ପାଇଁ ଆଉ ୩ ମାସ ସମୟ ଦେଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ବହୁ ଚର୍ଚ୍ଚିତ ଅଯୋଧ୍ୟା-ବାବ୍ରୀ ମସଜିଦ୍‌ ବିବାଦ ମାମଲାର ‘ଚୂଡ଼ାନ୍ତ ଷ୍ଟାଟସ୍ ରିପୋର୍ଟ୍’ ଦାଖଲ କରିବାକୁ, ସୁପ୍ରିମକୋର୍ଟ ଆଜି ‘ମଧ୍ୟସ୍ଥି ପ୍ୟାନେଲ୍‌’କୁ ଆଉ କିଛିଦିନ ସମୟ ଦେଇଛନ୍ତି। ଅଗଷ୍ଟ ୧୫ ସୁଦ୍ଧା ଏହି ବିବାଦୀୟ ମାମଲାର ସମସ୍ତ ରିପୋର୍ଟ ଦାଖଲ କରିବାକୁ, ପ୍ରଧାନ ବିଚାରପତି ଜଷ୍ଟିସ ରଞ୍ଜନ ଗୋଗୋଇଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠ ଆଜି ନିର୍ଦ୍ଦେଶ ଦେଇଛନ୍ତି। ସୂଚନାଯୋଗ୍ୟ ଯେ, ଏହି ଖଣ଼୍ଡପୀଠରେ ପ୍ରଧାନ ବିଚାରପତିଙ୍କ ବ୍ୟତୀତ, ଜଷ୍ଟିସ ଏସ୍‌ଏ ବୋବଡେ, ଡିଓ୍ୱାଇ ଚନ୍ଦ୍ରଚୂଡ଼, ଅଶୋକ ଭୂଷଣ […]