• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest

gaga
ସଂସ୍କୃତ ଶ୍ଲୋକ ଟ୍ୱିଟ୍‌ କଲେ ହଲିଉଡ୍‌ ଷ୍ଟାର୍; ଏବେ ଭାଇରାଲ୍

ନୂଆଦିଲ୍ଲୀ: ହଲିଉଡ୍‌ରେ ଲୋକପ୍ରିୟ ଅଭିନେତ୍ରୀ ତଥା ପପ୍‌ ସିଙ୍ଗର୍‌ ଲେଡି ଗାଗା ସୋଶାଲ୍ ମିଡିଆରେ ଖୁବ୍‌ ସକ୍ରିୟ ରୁହନ୍ତି। ଅନେକ ସମୟରେ ସେ ଫଟୋ ଓ ଭିଡିଓ ଶେୟାର କରି ଶୋସାଲ୍‌ ମିଡିଆରେ ମାଧ୍ୟମରେ ସେ ସବୁବେଳେ ଫ୍ୟାନ୍‌ଙ୍କ ଗହଣରେ ରୁହନ୍ତି। କିନ୍ତୁ ନିକଟରେ ସେ ଏକ ଟ୍ୱିଟ୍‌ କରିଛନ୍ତି ଯାହାକୁ ନେଇ ଏବେ ଖୁବ୍‌ ଚର୍ଚ୍ଚା ହେଉଛି। ଟ୍ୱିଟ୍‌ ଦେଖିବାମାତ୍ରେ ତାଙ୍କ ଫ୍ୟାନ୍‌ ଯେତିକି ଆଶ୍ଚର୍ଯ୍ୟ ହେଉଛନ୍ତି ସେତିକି ଖୁସି ବି ହେଉଛନ୍ତି। କାରଣ ଗାଗା […]

ipl
ଆଇପିଏଲ୍‌ ୨୦୧୯: ଆଜି କ୍ୱାଲିଫାୟାର୍‌-୨ରେ ଚେନ୍ନାଇ-ଦିଲ୍ଲୀ ଲଢ଼େଇ

ନୂଆଦିଲ୍ଲୀ: ଆଇପିଏଲ୍‌ ମହାସମରରେ ଆଜି ଦ୍ୱିତୀୟ କ୍ୱାଲିଫାୟର୍‌ ମ୍ୟାଚ୍‌। ଦୁଇ ଶକ୍ତିଶାଳୀ ଟିମ୍ ଚେନ୍ନାଇ ସୁପରକିଙ୍ଗ୍ସ ଓ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ କଡ଼ା ମୁକାବିଲା ଦେଖିବାକୁ ମିଳିବ। କାହିଁକି ନା ଏହି ମ୍ୟାଚରେ ଯେଉଁ ଟିମ୍ ବିଜୟୀ ହେବ, ସେହି ଟିମ୍ ମୁମ୍ବାଇ ବିପକ୍ଷରେ ଫାଇନାଲ ଖେଳିବ। ଏଲିମିନେଟର ମୁକାବିଲାରେ ସନ ରାଇଜର୍ସ ହାଇଦ୍ରାବାଦକୁ ପରାସ୍ତ କରି କ୍ୱାଲିଫାୟର ରାଉଣ୍ଡକୁ ଦିଲ୍ଲୀ ପ୍ରବେଶ କରିଛି। ପୃଥ୍ୱୀ ସ ଓ ଋଷଭ ପନ୍ତଙ୍କ ଦମ୍‌ଦାର୍‌ ବ୍ୟାଟିଂରେ ଦିଲ୍ଲୀ ଏହି […]

jeanbs
ଜିନ୍ସ ବା କେପ୍ରି ପିନ୍ଧା ମହିଳାଙ୍କୁ ଡ୍ରାଇଭିଂ ଲାଇସେନ୍ସ ମନା

ଚେନ୍ନାଇ: ଜିନ୍ସ ବା କେପ୍ରି ପିନ୍ଧା ମହିଳାଙ୍କୁ ମିଳୁନି ଡ୍ରାଇଭିଂ ଲାଇସେନ୍ସ। ଦେଶର ନୂଆ ଟ୍ରାଫିକ୍‌ ନିୟମ ଲାଗୁହେବା ପରେ ଡ୍ରାଇଭିଂ ଲାଇସେନ୍ସ ନେବା ପାଇଁ ଆର୍‌ଟିଓ ଅଫିସ୍‌ଗୁଡ଼ିକରେ ଲୋକଙ୍କର ଭିଡ଼ ଲାଗୁଛି। ମହିଳାଙ୍କଠାରୁ ଆରମ୍ଭ କରି ଯୁବତୀ ଏବଂ ବୟସ୍କ ବ୍ୟକ୍ତିମାନେ ସମସ୍ତ ଦସ୍ତାବିଜ୍‌ ସହ ଲାଇସେନ୍ସ ପାଇଁ ଅପେକ୍ଷା କରୁଛନ୍ତି। କିନ୍ତୁ ଯେଉଁ ଯୁବତୀ କିମ୍ବା ମହିଳା ଜିନ୍ସି ବା କେପ୍ରି (ମହିଳାମାନେ ପିନ୍ଧୁଥିବା ୧/୪ ପ୍ୟାଣ୍ଟ) ପିନ୍ଧୁଛନ୍ତି, ସେମାନଙ୍କୁ ଆରଟିଓ ପକ୍ଷରୁ ଡ୍ରାଇଭିଂ […]

22222222222222222222222
୩-୦ରେ ସିରିଜ ପୋଛି ନେଲା ଟିମ୍‌ ଇଣ୍ଡିଆ

ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆର ବୃହତ ରାଞ୍ଚି ବିଜୟ। ଦକ୍ଷିଣ ଆଫ୍ରିକା ବିପକ୍ଷ ଶେଷ ଟେଷ୍ଟରେ ବିଶାଳ ବିଜୟ ସହ ସିରିଜକୁ ୩-୦ରେ କ୍ଲିନ୍‌ ସୁଇପ୍ କରିଛି ଟିମ୍ ଇଣ୍ଡିଆ। ରା଼୍ଞ୍ଚି ଟେଷ୍ଟକୁ ଗୋଟିଏ ଇନିଂସ ଏବଂ ୨୦୨ରନରେ ଜିତି ନେଇଛି ଟିମ୍‌ ଇଣ୍ଡିଆ। ରାଞ୍ଚି ଟେଷ୍ଟର ଚତୁର୍ଥ ଦିନରେ ବିଜୟ ହାସଲ କରିଛି ଭାରତ ଟିମ୍‌ ଇଣ୍ଡିଆ। ପ୍ରଥମ ଇନିଂସରେ ୪୯୭ରନ କରି ପାଳି ଘୋଷଣା କରିଥିଲା। ଏହାପରେ ଦକ୍ଷିଣ ଆଫ୍ରିକା ପ୍ରଥମ ଇନିଂସରେ ମାତ୍ର ୧୬୨ […]

jio
ଅସନ୍ତୁଷ୍ଟ ଗ୍ରାହକଙ୍କ ପାଇଁ ଜିଓର ଭେଟି: ଧମାକାଦାର ‘ଅଲ୍‌-ଇନ-ୱାନ’ ପ୍ଲାନ୍

ନୂଆଦିଲ୍ଲୀ: ଇଣ୍ଟରକନେକସନ ୟୁଜେସ ଚାର୍ଜ (ଆଇୟୁସି) ଲଗାଇ ଗ୍ରାହକଙ୍କ ଅସନ୍ତୋଷର ଶିକାର ହୋଇଥିବା ଜିଓ ଏବେ ଗ୍ରାହକଙ୍କୁ ବାନ୍ଧି ରଖିବା ପାଇଁ ସମାଧାନର ସୂତ୍ର ବାହାର କରିଛି। ଅନ୍ୟ ନେଟଓ୍ୱର୍କକୁ କଲ୍ କରିବା ପାଇଁ ଆଇୟୁସି ଟପ୍ ଅପ୍ ବଦଳରେ ଜିଓ ତିନୋଟି ରିଚାର୍ଜ ପ୍ୟାକ୍ (୨୨୨, ୩୩୩ ଏବଂ ୪୪୪) ବଜାରକୁ ଛାଡ଼ିବ। ଏହି ତିନୋଟି ରିରାର୍ଜ ପ୍ୟାକ ଜରିଆରେ ଗ୍ରାହକ ନନ୍ ଜିଓକୁ ହଜାରେ ମିନିଟର କଲ୍ ସହିତ ପ୍ରତିଦିନ ଦୁଇ ଜିବିର ଇଣ୍ଟରନେଟ […]

2222222222222222222
ପୋଲିସ ଅଫିସର ହେଲେ କିନ୍ତୁ ଖୋଲିଗଲା ପୋଲ୍‌....

ଛତିଶଗଡ଼: ଛତିଶଗଡ଼ର ଜଣେ ଯୁବକଙ୍କର ସ୍ୱପ୍ନ ଥିଲା ପୁଲିସ ଅଫିସର ହେବେ । ଦିନ ପରେ ଦିନ ଗଡ଼ି ଚାଲିଲା, ହେଲେ ସେ ପୁଲିସ ଅଫିସର ହୋଇ ପାରିଲେ ନାହିଁ।  ହତାଶ ହେଲେ, କିନ୍ତୁ ଭାଙ୍ଗି ପଡ଼ିଲେ ନାହିଁ। ସ୍ୱପ୍ନ ପୂରଣ କରିବାକୁ ଉପାୟ ଖୋଜିଲେ ଆଉ ସଫଳ ହେଲେ ମଧ୍ୟ। ହେଲେ ସେ କ’ଣ ଜାଣିଥିଲେ ସ୍ୱପ୍ନ ତାଙ୍କ ପାଇଁ ଏମିତି ମହଙ୍ଗା ପଡ଼ିବ ବୋଲି। ଛତିଶଗଡ ପୋଲିସର କହିବା ଅନୁଯାୟୀ, ରାମେଶ୍ୱର ପଟେଲ ନାମକ […]

1111111111111
ଭାରତକୁ ଡ଼ାକ ସେବା ବନ୍ଦ କଲା ପାକିସ୍ତାନ

ନୂଆଦିଲ୍ଲୀ: ଭାରତ ଓ ପାକିସ୍ତାନ ମଧ୍ୟରେ ଜାରି ରହିଥିବା ବିବାଦ ଭିତରେ ପାକିସ୍ତାନ ଡ଼ାକ ସେବା ବନ୍ଦ କରିଛି। ଭାରତକୁ କୌଣସି ସୂଚନା ନଦେଇ ପାକିସ୍ତାନ ଡ଼ାକ ସେବା ଉପରେ ରୋକ୍ ଲଗାଇଛି। ଆଜି କେନ୍ଦ୍ର ଆଇନ ମନ୍ତ୍ରୀ ରବି ଶଙ୍କର ପ୍ରସାଦ ଏହା କହିଛନ୍ତି। ପାକିସ୍ତାନର ଏହି ଏକତରଫା ନିଷ୍ପତ୍ତି ଅନ୍ତର୍ଜାତୀୟ ନିୟମକୁ ଉଲ୍ଲଂଘନ କରୁଛି ବୋଲି ରବି ଶଙ୍କର ପ୍ରସାଦ କହିଛନ୍ତି। ସେହିପରି ପାକିସ୍ତାନର ଆତଙ୍କବାଦ ଏବେ ସାରା ବିଶ୍ୱ ପାଇଁ ଏକ ଚ୍ୟାଲେଞ୍ଜ […]

parliamnthouse
ନଭେମ୍ବର ୧୮ରୁ ଆରମ୍ଭ ହେବ ସଂସଦର ଶୀତ ଅଧିବେଶନ

ନୂଆଦିଲ୍ଲୀ: ସଂସଦର ଶୀତ ଅଧିବେଶନ ଆସନ୍ତା ନଭେମ୍ବର ୧୮ରୁ ଆରମ୍ଭ ହେବ। ସଂସଦର ଉଭୟ ଲୋକସଭା ଏବଂ ରାଜ୍ୟସଭା ଅଧିବେଶନ ୧୮ରୁ ଆରମ୍ଭ ହୋଇ ଡିସେମ୍ବର ୧୩ ଯାଏ ଚାଲିବ। ଆଜି କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଉଭୟ ସଦନର ସଚିବଙ୍କୁ ଏ ବିଷୟରେ ଅବଗତ କରାଯାଇଛି। ଚଳିତ ଶୀତ ଅଧିବେଶନରେ ଏକାଧିକ ବିଲ୍‌ ଆଗତ କରିବାକୁ କେନ୍ଦ୍ର ସରକାର ଲକ୍ଷ୍ୟ ରଖିଛନ୍ତି। ସେହିପରି ୨ଟି ଗୁରୁତ୍ୱପୂର୍ଣ୍ଣ ଅଧ୍ୟାଦେଶକୁ ଆଇନରେ ପରିଣତ କରିବା ପାଇଁ ମଧ୍ୟ […]

11111111
ଜନ୍ମବେଳେ ମରି ଯାଇଥିବା ଶିଶୁ ୩୦ ବର୍ଷ ପରେ ଫେରିଲା ! ଆଶ୍ଚର୍ଯ୍ୟ ହେଲେ ମା’....

ନୂଆଦିଲ୍ଲୀ: ସନ୍ତାନକୁ  ହରାଇବା ଦୁଃଖଠାରୁ ବଡ ଦୁଃଖ ଗୋଟିଏ ମା’ ପାଇଁ ଆଉ କ’ଣ ଥାଇପାରେ ? କାରଣ ସନ୍ତନକୁ ଦୁନିଆକୁ ଆଣିବା ପାଇଁ ମା’ଟିଏ ଯେତେ କଷ୍ଟ ସହିଥାଏ, ବଡ଼ କରିବା ଯେତିକି ପରିଶ୍ରମ, ତ୍ୟାଗ କରିଥାଏ । ତେଣୁ ସେ ସନ୍ତାନର ବିଚ୍ଛେଦକୁ ସହଜରେ ଗ୍ରହଣ କରିପାରି ନ ଥାଏ। ହେଲେ ଏଠି ଆମେ କହିବୁ ଏମିତି ଜଣେ ମା’ର କଥା, ଯାହାଙ୍କ  ଜୀବନ କାହାଣୀ ଯେତିକି ଦୁଃଖଦ ସେତିକି ଆଶ୍ଚର୍ଯ୍ୟଜନକ । ମା’ଟିଏ  […]

111111
ପାର୍ସଲ ଉଠାଇବାବେଳେ ଭୟଙ୍କର ବିସ୍ଫୋରଣ

ବେଙ୍ଗାଲୁରୁ: ଉତ୍ତର କର୍ଣ୍ଣାଟକାର ହୁବ୍ବାଲି ରେଳ ଷ୍ଟେସନ୍‌ରେ ଆଜି ଭୟଙ୍କର ବିସ୍ଫୋରଣ ହୋଇଛି। ରେଳ ଷ୍ଟେସନରେ ଥିବା ଏକ ସନ୍ଦିଗ୍ଧ ପାର୍ସଲକୁ ଜଣେ ବ୍ୟକ୍ତି ଉଠାଉଥିବା ବେଳେ ଏଭଳି ବିସ୍ଫୋରଣ ହୋଇଛି। ଏଥିରେ ୨ ଜଣ ଗୁରୁତର ଆହତ ହୋଇଛନ୍ତି। ସେହିପରି ବିସ୍ଫୋରଣ ଯୋଗୁ ନିକଟରେ ଥିବା ଦୋକାନ ଗୁଡ଼ିକ କ୍ଷତିଗ୍ରସ୍ତ ହୋଇଛି। ବିସ୍ଫୋରଣ ପରେ ରେଳ ଷ୍ଟେସନରେ ଲୋକମାନେ ଏଣେତେଣେ ଦୌଡ଼ିବାକୁ ଲାଗିଥିଲେ। ତେବେ ତୁରନ୍ତ ରେଳବାଇ ପୁଲିସ୍‌ ଓ ଅନ୍ୟ ସୁରକ୍ଷାକର୍ମୀମାନେ ପହଞ୍ଚି ସ୍ଥିତି […]

11111
ହାତ ଯୋଡ଼ି କ୍ଷମା ମାଗିଲେ ବିଗ୍‌ ବି

ନୂଆଦିଲ୍ଲୀ:ବଲିଉଡର ମହାନାୟକ ଅମିତାଭଙ୍କ ନାଁ ହିଁ ଯଥେଷ୍ଟ ସୋଶାଲ ମିଡିଆରେ ଚର୍ଚ୍ଚା ପାଇଁ। ଅମିତାଭ ବି ସୋଶାଲ ମିଡିଆରେ ସବୁବେଳେ ଆକ୍ଟିଭ ଥା’ନ୍ତି। ଏପରିକି ନିଜର ଫଟୋ, କବିତା, ଭିଡିଓ ଆଦି ପୋଷ୍ଟ କରି ତାଙ୍କ ଫ୍ୟାନ୍ସମାନଙ୍କ ପାଖରେ ନିଜର ଉପସ୍ଥିତି ଜାହିର କରିଥାନ୍ତି। ନିକଟରେ ଏକ ଫଟୋ ଅମିତାଭ ତାଙ୍କ ଟ୍ୱିଟର ହ୍ୟାଣ୍ଡଲ ଜରିଆରେ ପୋଷ୍ଟ କରିଛନ୍ତି ଯେଉଁଥିରେ  ସେ ହାତ ଯୋଡ଼ି କ୍ଷମା ମାଗିଛନ୍ତି। ଏହି ଫଟୋ ତାଙ୍କର ସୋଶାଲ ମିଡିଆରେ ଖୁବ୍‌ ଭାଇରାଲ […]

22222222
ଗଳାକାଟି ହିନ୍ଦୁ ମହାସଭା ନେତାଙ୍କୁ ହତ୍ୟା

ଲକ୍ଷ୍ନୌ: ହିନ୍ଦୁ ସମାଜ ପାର୍ଟି ନେତା କମଲେଶ ତିୱାରୀଙ୍କୁ ଅଜଣା ଦୁର୍ବୃତ୍ତମାନେ ହତ୍ୟା କରିଛନ୍ତି। ଦୁର୍ବୃତ୍ତମାନେ ଆଜି ସକାଳେ ତାଙ୍କୁ ପ୍ରଥମେ ଗୁଳି  କରିବା ପରେ ଗଳାକାଟି ହତ୍ୟା କରିଛନ୍ତି। ଲକ୍ଷ୍ନୌର ଖୁର୍ସିଦ ଭାଗ ଠାରେ କମଲେଶଙ୍କ ନିଜ ଘରେ ଥିବା ହିନ୍ଦୁ ସମାଜ ପାର୍ଟିର ଅଫିସରେ ହିଁ ଏହି ଘଟଣା ଘଟିଛି। ୨ ଜଣ ବ୍ୟକ୍ତି ପ୍ରଥମେ ତାଙ୍କ ଅଫିସ ଭିତରେ ପ୍ରବେଶ କରିଥିଲେ। ଏହାପରେ ସେ ତିୱାରୀଙ୍କ ସହ ମିଶି ସେଠାରେ ଚା’ ପିଇଥିଲେ। […]

4554544554
ବାଘୁଣୀ ନୁର ପାଇଁ ଦୁଇ ଭାଇଙ୍କ ମଧ୍ୟରେ ଜବରଦସ୍ତ ଲଢେଇ...ଭିଡିଓ ଭାଇରାଲ

ନୂଆଦିଲ୍ଲୀ: ରାଜସ୍ଥାନର ରନ୍ଥମ୍ୱୋର ନାଶନାଲ ପାର୍କର ଦୃଶ୍ୟ।  ଦୁଇଟି ବାଘ ଲଢୁଛନ୍ତି। ଏକଦମ୍‌ ଜୀ-ଜାନ୍‌ ଦେଇ ଲଢୁଛନ୍ତି। ହେଲେ କାହିଁକି ? ଭିଡିଓଟି ସୋଶାଲ ମିଡିଆରେ ଘୂରି ବୁଲୁଛି। ଗୋଟିଏ ଦିନର ୨୪ ହଜାର ଭିଉ ସହ ଅନେକ କମେଣ୍ଟ ମଧ୍ୟ ମିଳିଲାଣି। ଭିଡିଓଟିକୁ ଆଇଏଫଏସ ପ୍ରବୀଣ କାସବାନ୍‌ ତାଙ୍କ ଟ୍ୱିଟରରେ ସେୟାର କରିଥିଲେ। କାସବନ୍‌ଙ୍କ କହିବା ଅନୁଯାୟୀ ଏହି ଦୁଇଟି ବାଘଙ୍କ ଲଢେଇ ଅତ୍ୟନ୍ତ ନୃଶଂସ ଲଢେଇ ଥିଲା। ନାଲପାଲ ପାର୍କରେ ଥିବା ଏହି ଦୁଇ […]

222222
‘ସୋଲମେଟ ଫର ଏଭର’-ମାଧୁରୀଙ୍କ ଏ ରୋମାଣ୍ଟିକ ମେସେଜ୍‌ କାହାପାଇଁ

ନୂଆଦିଲ୍ଲୀ: ଏକଥା ସତ, ବଲିଉଡ ଦୁନିଆରୁ ଦୂରରେ ଅଛନ୍ତି ଅଭିନେତ୍ରୀ ମାଧୁରୀ ଦୀକ୍ଷିତ। ହେଲେ ବଲିଉଡ୍‌ରେ ତାଙ୍କର ଦବ୍‌ଦବା ଏବେ ବି ରହିଛି। ଅବଶ୍ୟ ଟିକେ ଭିନ୍ନ ଅନ୍ଦାଜରେ।  ନିକଟରେ ମାଧୁରୀ ତାଙ୍କର ୨୦ ତମ ବିବାହ ବାର୍ଷିକୀ ପାଳନ କରିଛନ୍ତି। ଏହାର କିଛି ଫଟୋ ବି ସୋଶାଲ ମିଡିଆରେ ସେୟାର କରିଛନ୍ତି। ଡାକ୍ତର ଶ୍ରୀରାମ ନେନେଙ୍କ ସହ ମାଧୁରୀ ବେଶ୍‌  ରୋମାଣ୍ଟିକ୍‌ ଅନ୍ଦାଜରେ ଏହି ଫଟୋ ଉଠାଇଛନ୍ତି। ଏଥିମଧ୍ୟରୁ ଅନେକ ଫଟୋ ସୋଶାଲ ମିଡ଼ିଆରେ ଭାଇରାଲ […]

11111
୩ ଦିନ ହେଲା ହସ୍ପିଟାଲରେ ଅମିତାଭ ବଚ୍ଚନ

ମୁମ୍ୱାଇ: ବଲିଉଡ୍‌ରେ ମେଗାଷ୍ଟାର ଅମିତାଭ ବଚ୍ଚନ ଗତ ତିନି ଦିନ ଧରି ମୁମ୍ୱାଇର ନାନାବତୀ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ତାଙ୍କ ଲିଭର୍‌ରେ ସମସ୍ୟା ଥିବା ଜଣାପଡ଼ିଛି। ରିପୋର୍ଟ ଅନୁସାରେ ପେଟରେ ଅଧିକ ଯନ୍ତ୍ରଣା ହେବାରୁ ମଙ୍ଗଳବାର ରାତି ୨ଟାରେ ତାଙ୍କୁ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା। ସେବଠୁ ସେଠାରେ ତାଙ୍କ ଚିକିତ୍ସା ଚାଲିଛି। ହସ୍ପିଟାଲର ଏକ ସ୍ପେଶାଲ ରୁମ୍‌ରେ ତାଙ୍କୁ ରଖାଯାଇଛି। କେବଳ ପରିବାର ଲୋକେ ତାଙ୍କୁ ଦେଖା କରିବା ପାଇଁ ଯାଉଛନ୍ତି। କିନ୍ତୁ ଏପର୍ଯ୍ୟନ୍ତ ବଲିଉଡ୍‌ର କୌଣସି […]

1313223
ଜିଓର IUC ଚାର୍ଜ କ'ଣ ? ଉପଭୋକ୍ତାଙ୍କ ପକେଟରୁ କେମିତି କଟିବ ପଇସା ଜାଣନ୍ତୁ

ଭୁବନେଶ୍ୱର: ଅକ୍ଟୋବର୍‌ ୧୦ ତାରିଖରୁ ଟେଲିକମ୍‌ କମ୍ପାନୀ ଜିଓ ଆଉ ଫ୍ରି କଲ୍‌ ସୁବିଧା ଦେବନାହିଁ ବୋଲି ଘୋଷଣା କରିଥିଲା। ଏଥିପାଇଁ ଗ୍ରାହକଙ୍କୁ IUC ଚାର୍ଜ ଦେବାକୁ ପଡ଼ିବ। ଜିଓ ରିଚାର୍ଜ ସହିତ IUC ଚାର୍ଜ ପାଇଁ ଗ୍ରାହକ ଅଲଗା ଟକ୍‌ଟାଇମ୍‌ ରିଚାର୍ଜ କରିବେ। ଏହି ଖବର ଶୁଣିବା ମାତ୍ରେ ଅନେକ ଗ୍ରାହକ ଘଟଣାଟିକୁ ସମ୍ପୂର୍ଣ୍ଣ ବୁଝିପାରିନଥିଲେ। ଗୋଟିଏ ରିଚାର୍ଜ ପରେ ପୁଣି ଆଉ ଗୋଟିଏ ରିଚାର୍ଜ କରିବାକୁ ପଡ଼ିବ ବୋଲି ଭାବି ଏବେ ବି ଅନେକ […]

12111
କାଶ୍ମୀରରେ ବିଶାଳ ବିକ୍ଷୋଭ, ଓମାର ଓ ଫାରୁକଙ୍କ ଭଉଣୀ ଅଟକ

ଶ୍ରୀନଗର: ଅଗଷ୍ଟ ୫ରୁ ଲାଗୁ ହୋଇଥିବା କଟକଣା କୋହଳ ପରେ ଆଜି ପ୍ରଥମଥର ପାଇଁ ଜମ୍ମୁ-କଶ୍ମୀରର ରାଜଧାନୀ ଶ୍ରୀନଗରରେ ମହିଳା ସଭିଲ୍‌ ସୋସାଇଟ୍‌ ପକ୍ଷରୁ ବିଶାଳ ବିକ୍ଷୋଭ ଆୟୋଜନ କରାଯାଇଛି। ଏଥିରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲାଙ୍କ ଭଉଣୀ ସୈଫିଆ ଅବଦୁଲ୍ଲା ଓ ଫାରୁକ ଅବଦୁଲ୍ଲାଙ୍କ ଭଉଣୀ ସୁରାୟା ଅବଦୁଲ୍ଲା ଭାଗ ନେଇଥିଲେ। ତେବେ ସୁରକ୍ଷାକର୍ମୀମାନେ ଉଭୟଙ୍କୁ ବିକ୍ଷୋଭ ସ୍ଥଳରୁ ଉଠାଇ ନେଇ ଅଟକ ରଖିଛନ୍ତି। ଏମାନଙ୍କ ବ୍ୟତୀତ ଜମ୍ମୁ-କଶ୍ମୀରର ପୂର୍ବତନ ମୁଖ୍ୟ ବିଚାରପତି ବାଶିର ଅହମ୍ମଦ […]

43434334
ଅଯୋଧ୍ୟା ମାମଲାରେ କୋର୍ଟରେ ଏମିତି ଯୁକ୍ତି ଉପସ୍ଥାପନ କଲେ ହିନ୍ଦୁ ପକ୍ଷ

ନୂଆଦିଲ୍ଲୀ: ଦୀର୍ଘ ୩୯ ଦିନ ହେଲା ନିୟମିତ ଶୁଣାଣି ହେଉଥିବା ଅଯୋଧ୍ୟା ଜମି ବିବାଦ ଏବେ ଶେଷ ପର୍ଯ୍ୟାୟରେ ପହଞ୍ଚି ଯାଇଛି। ସମ୍ଭବତଃ ଆସନ୍ତାକାଲି ଏହି ନିୟମିତ ଶୁଣାଣି ଉପରେ ପୂର୍ଣ୍ଣଚ୍ଛେଦ ପଡ଼ିପାରେ। ଆଜି ଶୁଣାଣିର ୩୯ ତମ ଦିନରେ ଏଭଳି ସଙ୍କେତ ଦେଇଛନ୍ତି ପ୍ରଧାନ ବିଚାରପତି ଜଷ୍ଟିସ୍‌ ରଞ୍ଜନ ଗୋଗୋଇ। ପୂର୍ବରୁ ସୁପ୍ରିମକୋର୍ଟ ସାମ୍ବିଧାନିକ ଖଣ୍ଡପୀଠ ଅକ୍ଟୋବର ୧୭ ସୁଦ୍ଧା ଅଯୋଧ୍ୟା ଜମି ବିବାଦ ମାମଲାର ଶୁଣାଣି ଶେଷ ହେବ ବୋଲି କହିଥିଲେ। ସେହିପରି ସିଜେଆଇ […]

1
ସଇଦ୍‌ଙ୍କ ଟାର୍ଜନ ବାଇକ...ଯାହା ଚାଲେ ଇଶାରାରେ

ଭୋପାଲ:୮୦ ବର୍ଷୀୟ ବୃଦ୍ଧଙ୍କ ହାତର ଯାଦୁ ! ୩୨ ବର୍ଷର ପୁରୁଣା ଏକ ଗାଡ଼ିକୁ କରି ଦେଇଛନ୍ତି ଏକ୍‌ଦମ ହାଇଟେକ୍‌ ବାଇକ୍‌। ଏ ଗାଡି ଆପଣ ବ୍ୟବହାର କରୁଥିବା ଗାଡ଼ିଠାରୁ ଯଥେଷ୍ଟ ଉନ୍ନତମାନର। ଏଥିରେ ମୋବାଇଲ ଚାର୍ଜରଠାରୁ ଆରମ୍ଭ କରି ଏଟିଏମ୍‌ ମେସିନ ପର୍ଯ୍ୟନ୍ତ ସବୁ କିଛିର ସୁବିଧା ରହିଛି। କହିବାକୁ ଗଲେ, ଏଇ ଗାଡ଼ି ଯେମିତି ତାଙ୍କ ଇଶାରାରେ କାମ କରୁଛି। ଏହି ହାଇଟେକ ଇଞ୍ଜିନିୟର ହେଉଛନ୍ତି ଉତ୍ତରପ୍ରଦେଶ ରାଜ୍ୟ ବରେଲି ଅଞ୍ଚଳର ମହମ୍ମଦ ସଇଦ। […]