• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest

346145-bihar14.04.15
ଗୃହମନ୍ତ୍ରୀ ଓ ପ୍ରତିରକ୍ଷା ମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କଲେ ଅମିତ ଓ ରାଜନାଥ

ନୂଆଦିଲ୍ଲୀ: ଶୁକ୍ରବାର ମନ୍ତ୍ରୀ ପଦ ପାଇଥିବା ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ଓ ବରିଷ୍ଠ ନେତା ରାଜନାଥ ସିଂହ ଆଜି ନର୍ଥ ବ୍ଲକ ଯାଇ ନିଜ ନିଜ ଦାୟତ୍ୱ ନେଇଛନ୍ତି। ମୋଦି-୨ ସରକାରରେ ଅମିତ ଶାହ ସ୍ୱରାଷ୍ଟ୍ର ମନ୍ତ୍ରୀ ହୋଇଥିବା ବେଳେ ରାଜନାଥ ପ୍ରତିରକ୍ଷା ମନ୍ତ୍ରୀ ହୋଇଛନ୍ତି। ମଧ୍ୟାହ୍ନ ୧୨.୨୨ରେ ଶାହ ପ୍ରଥମେ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ଦାୟିତ୍ୱ ଗ୍ରହଣ କରିଥିଲେ। ଶାହ ନିଜ ଅଫିସରେ ପହଞ୍ଚିବା କ୍ଷଣି ବିଭାଗର ବରିଷ୍ଠ ଅଧିକାରୀମାନେ ତାଙ୍କୁ ଫୁଲତୋଡ଼ା ଦେଇ […]

jaisanker
ମନ୍ତ୍ରୀ ହେବା ପରେ ପ୍ରଥମ ଟ୍ୱିଟରେ କ’ଣ କହିଲେ ଜୟଶଙ୍କର

ନୂଆଦିଲ୍ଲୀ: ମୋଦି-ଶାହ ଯୋଡ଼ିଙ୍କ ସରପ୍ରାଇଜ୍‌ ପ୍ୟାକେଜ୍‌ ପୂର୍ବତନ ବୈଦେଶିକ ସଚିବ ଏସ୍‌ ଜୟଶଙ୍କରଙ୍କୁ କ୍ୟାବିନେଟ୍‌ ମନ୍ତ୍ରୀ କରିବା ଘଟଣାକୁ ନେଇ ଏବେ ଚାରିଆଡ଼େ ଚର୍ଚ୍ଚା। ଗୁରୁବାର କ୍ୟାବିନେଟ୍‌ ମନ୍ତ୍ରୀ ଭାବେ ଶପଥ ନେଇଥିବା ଜୟଶଙ୍କରଙ୍କୁ ଶୁକ୍ରବାର ବୈଦେଶିକ ମନ୍ତ୍ରଣାଳୟ ମିଳିଛି। ଏସ୍‌ ଜୟଶଙ୍କର ଦାୟିତ୍ୱ ଗ୍ରହଣ କରିବା କ୍ଷଣି ପ୍ରଥମ ଟ୍ୱିଟ୍‌ରେ ପୂର୍ବତନ ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜଙ୍କୁ ପ୍ରଶଂସା କରିଛନ୍ତି। ସେ କହିଛନ୍ତି, “ ଏହା ମୋର ପ୍ରଥମ ଟ୍ୱିଟ୍‌। ମୋତେ ଶୁଭେଚ୍ଛା ଜଣାଇଥିବା ସମସ୍ତ […]

oval
କାହାକୁ ମିଳିବ ଓ୍ୱାର୍ଲଡ କପ୍ ଟାଇଟଲ ତାଜ୍

ଓଭାଲ : ଆଜିଠାରୁ ଆରମ୍ଭ ହେଉଛି କ୍ରିକେଟ ବିଶ୍ୱ ମହାକୁମ୍ଭ। ପ୍ରଥମ ମ୍ୟାଚରେ ମୁକାବଲା କରୁଛନ୍ତି ସାଉଥ୍ ଆଫ୍ରିକା ଓ ଇଂଲଣ୍ଡ। ଓଭାଲରେ ଖେଳା ଯାଉଥିବା ଏହି ମ୍ୟାଚରେ ୧୦ ଦଳ ଭାଗ ନେଉଛନ୍ତି  ପ୍ରମୁଖ ଦାବିଦାର ହେଉଛନ୍ତି ଭାରତ, ଅଷ୍ଟ୍ରେଲିଆ, ଇଂଲଣ୍ଡ ଓ ସାଉଥ ଆଫ୍ରିକା। ୪ ବର୍ଷ ପରେ ପୁଣି ଥରେ ଫେରିଛି କ୍ରିକେଟ ଫିଭର। ଏଥର ଇଂଲଣ୍ଡରେ ବିଶ୍ୱମହାକୁମ୍ଭ ଫାଇଟ୍ କରିବେ ଟପ୍ ଟେନ୍ ଟିମ୍। ୪୨ ଦିନରେ ୪୮ ମ୍ୟାଚ୍। ଇଂଲଣ୍ଡ […]

Imran tahir
ବିଶ୍ୱକପର ପ୍ରଥମ ୱିକେଟ୍ ନେଲେ ଏଇ ଖେଳାଳି

ଲଣ୍ଡନ୍: ବିଶ୍ୱକପର ଉଦଘାଟନୀ ମ୍ୟାଚ୍ ଆରମ୍ଭରୁ ରୋମାଞ୍ଚକର ହୋଇଛି। ଚଳିତ ବିଶ୍ୱକପର ପ୍ରଥମ ୱିକେଟ୍ ଦକ୍ଷିଣ ଆଫ୍ରିକାର ଭେଟେରାନ୍ ସ୍ପିନର ଇମ୍ରାନ୍ ତାହିରଙ୍କ ନାମରେ ରହିଛି। ଦକ୍ଷିଣ ଆଫ୍ରିକା କ୍ୟାପଟେନ୍ ଫାଫ୍ ଡ୍ୟୁପ୍ଲେସିସ୍ ପ୍ରଥମ ଓଭରରେ ସ୍ପିନର ତାହିରଙ୍କୁ ବୋଲିଂ କରିବାକୁ ଦେଇ ସାହସିକ ନିଷ୍ପତ୍ତି ନିଷ୍ପତ୍ତି ନେଇଛନ୍ତି। ତାହିର୍ ସଂସ୍କରଣର ମ୍ୟାଚର ଦ୍ୱିତୀୟ ବଲରେ ହିଁ ୱିକେଟ୍ ନେଇ ଅଧିନାୟକଙ୍କ ନିଷ୍ପତ୍ତିକୁ ଯଥାର୍ଥତା ସାବ୍ୟସ୍ତ କରିଛନ୍ତି। ଇଂଲିଶ ଓପ୍ନର ଜନ୍ନି ବେୟାରଷ୍ଟୋ ତାହିରଙ୍କ ସ୍ପିନକୁ ବୁଝିନପାରି […]

download-1
ବିଶ୍ୱକପ୍ ଉଦଘାଟନୀ ମ୍ୟାଚରେ ଟସ୍ ଜିତିଲା ଦକ୍ଷିଣ ଆଫ୍ରିକା

ଲଣ୍ଡନ: ବହୁ ପ୍ରତୀକ୍ଷିତ ଆଇସିସି ବିଶ୍ୱକପ ଦ୍ୱାଦଶ ସଂସ୍କରଣର ପ୍ରଥମ ମ୍ୟାଚ୍ ଇଂଲଣ୍ଡ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆରମ୍ଭ ହୋଇଛି। ଏହି ମ୍ୟାଚରେ ଦକ୍ଷିଣ ଆଫ୍ରିକା ଟିମ୍ କ୍ୟାପଟେନ୍ ଫାଫ୍ ଡ୍ୟୁପ୍ଲେସିସ୍ ଟସ୍ ଜିତି ପ୍ରଥମେ ଫିଲ୍ଡିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଫଳରେ ଆୟୋଜକ ଟିମ୍ ପ୍ରଥମେ ବ୍ୟାଟିଂ କରିବ। ଉକ୍ତ ମ୍ୟାଚରେ ଇଂଲଣ୍ଡ ଆଶା ମୁତାବକ ଚୂଡ଼ାନ୍ତ ଏକାଦଶରେ ବିଶେଷ ପରିବର୍ତ୍ତନ କରିନାହିଁ। ଯୁବ ପେସ୍ ବୋଲର ଜୋଫ୍ରା ଆର୍ଚର ନିଜର ପ୍ରଥମ ବିଶ୍ୱକପ୍ […]

wwwwwwwwwwwwwww
ଏଥର ହତାଶ କରିବ ମୌସୁମୀ. ଜୁନରେ କମ୍ ବର୍ଷିବ

ନୂଆଦିଲ୍ଲୀ: ଧୁ ଧୁ ଖରାରେ ସିଝୁଛି ସାରା ଦେଶ। ସମସ୍ତଙ୍କର ଅପେକ୍ଷା ମୌସୁମୀକୁ । ପାଣିପାଗ ବିଶେଷଜ୍ଞଙ୍କ ଅନୁମାନ,  ଆଉ କିଛି ଦିନ ପରେ ସ୍ଥଳଭାଗ ଛୁଇଁବ ମୌସୁମୀ । ହେଲେ ଏଥର ଗ୍ରୀଷ୍ମଜନିତ କଷ୍ଟରୁ ନିସ୍ତାର ଦେଇପାରିବ ନାହିଁ ମୌସୁମୀ। କାରଣ ଏଥର ଜୁନ୍‌ରେ କମ୍‌ ବର୍ଷା ହେବ। ଏମିତି ଆକଳନ କରିଛନ୍ତି ସ୍କାଏମେଟର ପାଣିପାଗ ବିଶେଷଜ୍ଞ ଜେପି ଶର୍ମା। ଜୁନ ଓ ଜୁଲାଇ ମାସରେ ମୌସୁମୀ ସକ୍ରିୟ ରହିବ ବୋଲି ଜଣାପଡ଼ିଛି। ତେବେ ଜୁନରେ […]

narendra
ମୋଦିଙ୍କ ଶପଥ ଗ୍ରହଣ ଉତ୍ସବକୁ କିଏ ଆସିବେ, କିଏ ଆସିବେନି ?

ନୂଆଦିଲ୍ଲୀ: ଆଉ କେଇ ଘଣ୍ଟାର ଅପେକ୍ଷା । ତା ପରେ ନରେନ୍ଦ୍ର ମୋଦି ଦ୍ୱିତୀୟ ଥର ପାଇଁ ଦେଶର ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବେ। ଏଥିସହିତ ତାଙ୍କ ନୂଆ ଟିମ୍‌ର ମନ୍ତ୍ରୀମାନେ ମଧ୍ୟ ଶପଥ ନେବେ। ରାଷ୍ଟ୍ରପତି ଭବନରେ ଆୟୋଜନ କରାଯାଇଛି ଭବ୍ୟ ସମାରୋହ। ପ୍ରାୟ ୬ ହଜାରରୁ ଅଧିକ ଅତିଥିଙ୍କୁ ଏଥିପାଇଁ ଆମନ୍ତ୍ରଣ କରାଯାଇଛି। ସନ୍ଧ୍ୟା ୭ଟାରେ ଆରମ୍ଭ ହେବ ଶପଥ ଗ୍ରହଣ କାର୍ଯ୍ୟକ୍ରମ । ସମସ୍ତ ବ୍ୟବସ୍ଥା ସରିଛି। ତେବେ କିଏ ଆସିବେ ମୋଦିଙ୍କର […]

333333333333
ଏଥର କ୍ୟାବିନେଟ୍‌ରୁ ବାଦ୍‌ ପଡ଼ିବେ ଅରୁଣ୍‌ ଜେଟ୍‌ଲି ! ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖି ଜଣାଇଲେ

ନୂଆଦିଲ୍ଲୀ:୨୦୧୯ ନିର୍ବାଚନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିପୁଳ ବହୁମତ ପାଇଁ ପୁଣି ଥରେ କ୍ଷମତାକୁ ଫେରିଛନ୍ତି। ରାତି ପାହିଲେ ଶପଥ ଗ୍ରହଣ ଉତ୍ସବ। ମନ୍ତ୍ରୀ ପଦ ନେଇ ଚାଲିଛି ଅଟକଳ। କିଏ ପାଇବ ମନ୍ତ୍ରୀ ପଦ, କିଏ ବାଦ ପଡ଼ିବ ! ଅରୁଣ ଜେଟ୍‌ଲୀ ଗତଥର ନରେନ୍ଦ୍ର ମୋଦି ସରକାରରେ ଅର୍ଥ ମନ୍ତ୍ରୀ ଥିଲେ। ହେଲେ ସେ ଏଥର କ୍ୟାବିନେଟରେ ରହି ନ ପାରନ୍ତି।  ଏ ନେଇ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଏକ ଚିଠି ଲେଖିଛନ୍ତି। […]

2222222222222222
ଶପଥ ଗ୍ରହଣ ଉତ୍ସବ ପାଇଁ ପଶ୍ଚିମବଙ୍ଗ ପୀଡିତ ପରିବାରକୁ ସ୍ୱତନ୍ତ୍ର ନିମନ୍ତ୍ରଣ କଲେ ମୋଦି

ନୂଆଦିଲ୍ଲୀ: ରାତି ପାହିଲେ ପୁଣି ମୋଦି ପ୍ରଧାନମନ୍ତ୍ରୀ ଭାବରେ ଶପଥ ନେଇ ଦ୍ୱିତୀୟ ଥର ପାଇଁ ସରକାର ଗଢ଼ିବେ। ଶପଥ ସମାରୋହରେ ଦେଶ ବିଦେଶର ଅନେକ ନେତା, ଶିଳ୍ପପତି ଏବଂ ମୁଖ୍ୟମନ୍ତ୍ରୀମାନେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ହେଲେ ଏହି ସମାରୋହ ଜରିଆରେ ବିଜେପି ସରକାର ପଶ୍ଚିମବଙ୍ଗକୁ ଏକ ନୂଆ ବାର୍ତ୍ତା ଦେବାକୁ ଚେଷ୍ଟା କରିଛି। ନିର୍ବାଚନ ବେଳେ ହିଂସାର ଶିକାର ହୋଇଥିବା ୫୪ ବିଜେପି ପରିବାରର ସଦସ୍ୟ ସ୍ୱତନ୍ତ୍ର ଅତିଥି ଭାବେ ମୋଦିଙ୍କ ଦ୍ୱିତୀୟ ସରକାର […]

1111111111111
ଦଳ ଛାଡ଼ିବା ନେଇ ଏମିତି କହିଲେ ସଚିନ୍ ପାଇଲଟ୍ !

ଜୟପୁର: ସାଧାରଣ ନିର୍ବାଚନରେ ରାଜସ୍ଥାନରେ ଶାସକ ଦଳ କଂଗ୍ରେସର ଶୋଚନୀୟ ପରାଜୟ ହୋଇଛି। ଏହାପରେ ଉପମୁଖ୍ୟମନ୍ତ୍ରୀ ସଚିନ୍ ପାଇଲଟ ଦଳ ଛାଡ଼ିବେ ବୋଲି ଚର୍ଚ୍ଚା ହେଉଛି। ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍ ଓ ସଚିନ୍ ପାଇଲଟ ଏବେ ରାଜସ୍ଥାନର ଦୁଇ କ୍ଷମତା କେନ୍ଦ୍ର ଭାବେ ରହିଛନ୍ତି। ଏହାକୁ କେନ୍ଦ୍ର କରି ଦଳ ଭିତରେ ମତଭେଦ ରହିଥିବା ସୂଚନା ରହିଛି। ସାଧାରଣ ନିର୍ବାଚନରେ ରାଜସ୍ଥାନର ୨୫ ଲୋକସଭା ଆସନରୁ ବିଜେପି ସମସ୍ତ ଆସନରେ ବିଜୟୀ ହୋଇଛି। ଏହାପରେ ଅଶୋକ ଗେହଲଟଙ୍କ ନେତୃତ୍ୱକୁ […]

hockey-1234
ଏଫଆଇଏଚ୍‌ ହକି ସିରିଜ ପାଇଁ ଖେଳାଳି ଘୋଷଣା: ଟିମ୍‌ରେ ୨ ଓଡ଼ିଆ

ଭୁବନେଶ୍ୱର: ଜୁନ୍ ୬ରୁ ୧୪ ତାରିଖ ପର୍ଯ୍ୟନ୍ତ କଳିଙ୍ଗ ଷ୍ଟାଡିୟମରେ ହେବାକୁ ଥିବା ଏଫଆଇଏଚ୍ ପୁରୁଷ ହକି ସିରିଜ୍ ଫାଇନାଲ୍ସ ପାଇଁ ଆଜି ୧୮ ଜଣିଆ ଭାରତୀୟ ଟିମର ଘୋଷଣା କରାଯାଇଛି। ଟିମର ନେତୃତ୍ୱ ଭାର ପୁନର୍ବାର ମନପ୍ରୀତ ସିଂହଙ୍କୁ ଦିଆଯାଇଛି। ସେହିପରି ଓଡ଼ିଆ ତାରକା ବୀରେନ୍ଦ୍ର ଲାକ୍ରାଙ୍କୁ ଏହି ସମ୍ମାନଜନକ ଟୁର୍ଣ୍ଣାମେଣ୍ଟ ପାଇଁ ଭାରତୀୟ ଦଳର ଉପଅଧିନାୟକ ମନୋନୀତ କରାଯାଇଛି। ବୀରେନ୍ଦ୍ରଙ୍କ ବ୍ୟତୀତ ଆଉ ଜଣେ ଓଡ଼ିଆ ଖେଳାଳି ଭାବେ ଅମିତ୍ ରୋହିଦାସ ଟିମରେ ସ୍ଥାନ […]

abcde
ପ୍ରେମିକା ପାଇଁ ପ୍ରଶ୍ନପତ୍ର ଚୋରି କଲେ ନେତା

ୟୁପି: ପ୍ରେମିକା ପାଇଁ ପ୍ରଶ୍ନପତ୍ର ଚୋରି କରି ଗିରଫ ହୋଇଛନ୍ତି ଉତ୍ତର ପ୍ରଦେଶ ବହୁଜନ ସମାଜ ପାର୍ଟି (ବିଏସପି)ର ନେତା ଫିରୋଜ ଆଲାମ୍ ଓରଫ ରାଜା। ତାଙ୍କ ଏସୟୁଭି କାରରେ ପଟିୟାଲି ବିଏସପି ସଂଯୋଜକ ବୋଲି ଉଲ୍ଲେଖ ରହିଛି। ସୋମବାର ଦିନ ଫିରୋଜଙ୍କୁ ଗିରଫ କରିଛି ୟୁପି ପୁଲିସ୍। ଅଲିଗଡ ମୁସଲିମ ବିଶ୍ୱବିଦ୍ୟାଳୟ(ଏଏମୟୁ)ର ଏମବିଏ ପ୍ରବେଶିକା ପରୀକ୍ଷା ଦେଇଥାନ୍ତେ ଫିରୋଜଙ୍କ ପ୍ରେମିକା। ଏଥିପାଇଁ ପ୍ରେମିକାଙ୍କୁ ଆଗୁଆ ପ୍ରଶ୍ନପତ୍ର ଆଣିଦେବେ ବୋଲି ସେ ପ୍ରତିଶ୍ରୁତି ଦେଇଥିଲେ। ସେ ଓ […]

rahul
ଇସ୍ତଫା ଦେବାକୁ ଅଡ଼ି ବସିଛନ୍ତି ରାହୁଲ: ମନାଇବାକୁ ଚେଷ୍ଟା କରୁଛନ୍ତି ବରିଷ୍ଠ ନେତା

ନୂଆଦିଲ୍ଲୀ: ମୋଦି ସୁନାମିରେ ଧ୍ୱଂସପ୍ରାୟ ଅବସ୍ଥାକୁ ଚାଲି ଆସିଥିବା ଦେଶର ସର୍ବପୁରାତନ ରାଜନୀତିକ ଦଳ କଂଗ୍ରେସରେ ଦିନକୁ ଦିନ ସଙ୍କଟ ବଢ଼ିବାରେ ଲାଗିଛି। କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ଇସ୍ତଫା ଦେବା ଜିଦ୍‌ରେ ଅଡ଼ି ବସିଥିବା ବେଳେ ତାଙ୍କୁ ପର୍ଯ୍ୟାୟକ୍ରମେ ଦଳର ବରିଷ୍ଠ ନେତାମାନେ ବୁଝାଇବାରେ ଲାଗିଛନ୍ତି। ଗତକାଲି କେସି ଭେନୁଗୋପାଲ ଓ ଅହମ୍ମଦ ପଟେଲଙ୍କୁ ରାହୁଲ ବିକଳ୍ପ ଖୋଜିବା ପାଇଁ କହିଥିଲେ। ହେଲେ ଆଜି ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଓ ତାଙ୍କ ଡେପୁଟି ସଚିନ୍‌ […]

rrrrrrrrrrrrrrrrrrrrrr
ଗାଡ଼ି ଧୂଆଁ ଆଉ ଅଣନିଃଶ୍ୱାସୀ କରିବନି, ପ୍ରଦୂଷଣରୁ ମୁକ୍ତି ଦେବ ଯନ୍ତ୍ର

ନୂଆଦିଲ୍ଲୀ:ସାରା ଦେଶରେ ବଢୁଛି ବାୟୁ ପ୍ରଦୂଷଣ । ଅଣନିଃଶ୍ୱାସୀ ହେଉଛି ଜୀବନ । ହେଲେ କିଭଳି କମିବ ବାୟୁ ପ୍ରଦୂଷଣ ? ଏ ନେଇ ଉଭୟ ସରକାରୀ ଏବଂ ବେସରକାରୀ ସ୍ତରରେ ଅନେକ ଆଲୋଚନା ହେଉଛି। ହେଲେ ଠୋସ୍ ପଦକ୍ଷେପ ନିଆଯାଇ ପାରୁନି। ବଢ଼ୁଥିବା ଜନସଂଖ୍ୟା ଏବଂ କଳ କାରଖାନାକୁ ଦେଖିଲେ ବାୟୁ ପ୍ରଦୂଷଣ ଯେ କେବେ କମିପାରିବ, ଏମିତି ବିଶ୍ୱାସ ମନରେ ଆସୁନି। ଏପରି ପରିସ୍ଥିତିରେ ଆମପାଇଁ ଆଶ୍ୱାସନା ଆଣିଛନ୍ତି କିଛି ଯୁବ ଇଂଜିନିୟରିଂ ଛାତ୍ରଛାତ୍ରୀ। […]

Big-FM (1)
ବିକ୍ରି ହେବ ଅନିଲ ଅମ୍ବାନୀଙ୍କ ରେଡିଓ ୟୁନିଟ ବିଗ୍ ଏଫଏମ ୯୨.୭

ନୂଆଦିଲ୍ଲୀ: ବିକ୍ରି ହେବ ଦେଶର ସର୍ବବୃହତ ରେଡିଓ କମ୍ପାନୀ ବିଗ୍ ଏଫ୍ଏମ୍ ୯୨.୭। ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ବିଜେନସ୍ ଟାଇକୁନ ଅନୀଲ ଅମ୍ୱାନୀ ଏହି ସଂସ୍ଥାକୁ ବିକ୍ରି କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ଦେଶର ଏହି ଜଣାଶୁଣା ରେଡିଓ କମ୍ପାନୀକୁ ରେଡିଓ ସିଟି ୯୧.୧ କିଣିବ ବୋଲି ଜଣାପଡ଼ିଛି। ପ୍ରଥମେ ବିଗ୍ ଏଫ୍ଏମ ୨୪ ପ୍ରତିଶତ ସେୟାର ବିକ୍ରି କରିବ। ପରବର୍ତ୍ତୀ ପର୍ଯ୍ୟାୟରେ ରେଡିଓ ସିଟି ବାକି ସେୟାର କିଣିବ ବୋଲ ନିଷ୍ପତ୍ତି ହୋଇଥିବା ଜଣାପଡ଼ିଛି। ଏଥିପାଇଁ […]

JHARKHAND
ଝାରଖଣ୍ଡରେ ଲାଲ୍‌ ଆତଙ୍କ, ବିସ୍ଫୋରଣରେ ୧୧ ଯବାନ ଆହତ

ରାଞ୍ଚି: ଝାରଖଣ୍ଡ  ଷଢ଼େଇକଳା ଜିଲ୍ଲାରେ ଆଜି ମାଓବାଦୀ ଆଇଇଡି ବିସ୍ଫୋରଣ କରିଛନ୍ତି। ଭୋର ୪ଟା ସମୟରେ ଏହି ବିସ୍ଫୋରଣ ହୋଇଥିବା ସୂଚନା ରହିଛି। ଏହି ବିସ୍ଫୋରଣରେ ମୋଟ ୧୧ ଜଣ ଆହତ ହୋଇଥିବା ସୂଚନା ରହିଛି। ଆହତଙ୍କ ମଧ୍ୟରେ କୋବ୍ରା ବାଟାଲିୟନର ୮ ଜଣ ଯବାନ ଥିବା ବେଳେ ତିନି ଜଣ ପୁଲିସ କର୍ମଚାରୀ ଥିବା ଜଣାପଡ଼ିଛି। ଏହି ତିନି ପୁୁଲିସ ଷଢ଼େଇକଳା ଜିଲ୍ଲା ପୁଲିସ ଅଧିନରେ କାର୍ଯ୍ୟରତ। ସମସ୍ତ ଆହତ ଯବାନ ଓ ପୁଲିସଙ୍କୁ ହେଲିକପ୍ଟର ଯୋଗେ […]

auto-parts-factory-fire
ଫ୍ୟାକ୍ଟ୍ରିରେ ଲାଗିଗଲା ନିଆଁ, ୨୫ ଦମକଳ ଲାଗି ଲିଭାଇଲେ

ନୂଆଦିଲ୍ଲୀ: ଦିଲ୍ଲୀରେ ଥିବା ଏକ ଅଟୋ ପାର୍ଟସ ଫ୍ୟାକ୍ଟ୍ରିରେ ଅଗ୍ନିକାଣ୍ଡ ଘଟିଛି। ଏଥିରେ କୋଟି କୋଟି ଟଙ୍କାର ଅଟୋ ପାର୍ଟସ ପୋଡ଼ି ନଷ୍ଟ ହୋଇଯାଇଛି। ନିଆଁ ଏତେ ଭୟାନକ ଥିଲା ଯେ,  ଲିଭାଇବା ପାଇଁ ଦମକଳ ବିଭାଗ ନାକେଦମ ହୋଇପଡ଼ିଥିଲା। ଶେଷରେ ୨୫ଟି ଦମକଳ ଟିମ୍ ନିୟୋଜିତ ହୋଇ ନିଆଁକୁ ଆୟତ୍ତ କରିଥିଲେ । ହେଲେ ଏହି ଦୁର୍ଘଟଣାରେ କେହି ମୃତାହତ ହୋଇନଥିବା ଜଣାପଡ଼ିଛି। ପଶ୍ଚିମ ଦିଲ୍ଲୀ ସ୍ଥିତ ପିରଗରହିରେ ଏହି ଅଟୋ ଫ୍ୟାକ୍ଟ୍ରି ରହିଛି। ସକାଳ ୫ଟା […]

z11-2
ମୋଦିଙ୍କ ‘ଅଭିନନ୍ଦନ’ ଶବ୍ଦକୁ ଏମିତି ଭୁଲ୍‌ ବୁଝି ଟ୍ରୋଲ୍ ହେଲେ ପାକିସ୍ତାନ ଆଙ୍କର

ନୂଆଦିଲ୍ଲୀ: ଚଳିତ ବର୍ଷ ନିର୍ବାଚନରେ ପୂର୍ଣ୍ଣ ବହୁମତ ସହ ନରେନ୍ଦ୍ର ମୋଦି ଦ୍ୱିତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ହେବାକୁ ଯାଉଛନ୍ତି। ନିର୍ବାଚନ ଜିତିଲା ପରେ ମୋଦି ୩୫୩ ସାଂସଦଙ୍କୁ ସଂସଦର ସେଣ୍ଟାଲ୍‌ ହଲ୍‌ରେ ସମ୍ବୋଧିତ କରିଥିଲେ। ସମ୍ବୋଧନ ଅବସରରେ ସେ ସମସ୍ତଙ୍କୁ ‘ଅଭିନନ୍ଦନ’ ଜଣାଇଥିଲେ। ମୋଦି ଜିତିଥିବା ସାଂସଦଙ୍କୁ ଅଭିନନ୍ଦନ ଜଣାଇଲେ ଅର୍ଥାତ congratulations ବା ବଧାଇ ଜଣାଇଲେ। ଆମେ ସମସ୍ତେ ଏଇଆ ହିଁ ବୁଝିଲୁ। କିନ୍ତୁ ପାକିସ୍ତାନର ଜଣେ ଟିଭି ଆଙ୍କର୍‌ ମୋଦିଙ୍କ ଭାଷଣରେ ‘ଅଭିନନ୍ଦନ’ର […]

pm modi
ବାରଣାସୀରେ କାଶୀ ବିଶ୍ୱନାଥଙ୍କ ଦର୍ଶନ କଲେ ମୋଦି

ବାରଣାସୀ: ଉତ୍ତର ପ୍ରଦେଶ ବାରଣାସୀ ଲୋକସଭା ଆସନରୁ ସାଂସଦ ଭାବେ ନିର୍ବାଚିତ ହେବା ପରେ ନିଜ ସଂସଦୀୟ କ୍ଷେତ୍ରକୁ ଆଜି ପ୍ରଧାନମନ୍ତ୍ରୀ ଆସିଛନ୍ତି। ତାଙ୍କ ସହ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ମଧ୍ୟ ଅଛନ୍ତି। ପ୍ରଧାନମନ୍ତ୍ରୀ କାଶୀ ବିଶ୍ୱନାଥ ମନ୍ଦିରରେ ପହଞ୍ଚି ଭଗବାନ ଶିବଙ୍କର ପୂଜାର୍ଚ୍ଚନା କରିବା ସହିତ ପୂଜାପାଠ ମଧ୍ୟ କରିଛନ୍ତି। ସୂଚନାଯୋଗ୍ୟ, ଚଳିତ ସାଧାରଣ ନିର୍ବାଚନରେ ବାରଣାସୀ ଲୋକସଭା ଆସନ ପାଇଁ ନାମାଙ୍କନ ଭରିବା ବେଳେ ମଧ୍ୟ ମୋଦି କାଶୀ ବିଶ୍ୱନାଥ ମନ୍ଦିରକୁ […]

aaaaaaaaaaaaaaaaaaaaaaaaaaaaa
ମୃତ୍ୟୁ ମୁହଁରୁ ଛଡ଼ାଇ ଆଣିଲେ ୫ ଜୀବନ, ହେଲେ ଫସିଗଲେ ନିଜେ

ସୁରତ୍‌: ସୁରତ ତକ୍ଷଶୀଳାର ସେହି ରାତି ଥିଲା ଏକ ଭୟଙ୍କର ରାତି। ଗୋଟିଏ ବିଜୁଳି ଖୁଣ୍ଟି ରାତିକରେ ନେଇଗଲା ୨୨ ଜୀବନ। ଏହି ବିଦ୍ୟୁତ ଖୁଣ୍ଟରେ ସର୍ଟ ସର୍କିଟ ହୋଇଥିଲା। ସେହି ନିଆଁ ଲାଗିଗଲା ୪ ମହଲା ବିଶିଷ୍ଟ କୋଚିଂ ସେଣ୍ଟରରେ। କିଏ ଜଳିଗଲା, କିଏ ଜୀବନ ବଞ୍ଚାଇବାକୁ ଯାଇ ୪ ମହଲା ଉପରୁ ଡେଇଁ ପଡ଼ିଲା। କୁହାଯାଏ, ବିପଦ ବେଳେ ବୁଦ୍ଧି ଦିଶେନି। ହେଲେ ସେଇ କେତେଜଣଙ୍କୁ ବୁଦ୍ଧି ଦିଶେ, ଯାହା ପାଇଁ ଅନକ ଜୀବନ […]